ଜାଗୃତିଙ୍କୁ ଜାଣିଶୁଣି ବଦ୍‌ନାମ କରାଗଲା..ଆମ ବାହାଘରର ସାଢେ ୬ ବର୍ଷ ଭିତରେ ତ ସେ ନଥିଲେ

Поделиться
HTML-код
  • Опубликовано: 24 ноя 2024

Комментарии • 562

  • @deepakranjancreations1020
    @deepakranjancreations1020 10 месяцев назад +9

    ଗୋଟେ ଝିଅ ଆଉ ଗୋଟିଏ ଝିଅର ସଂସାର ଭାଙ୍ଗୁଛି, ଆଉ ସେଇ କଥା ପଚାରିକି ଆଉ ଗୋଟିଏ ଝିଅ ରିପୋର୍ଟର ନାଁ ରେ ହସିକି ତାଠୁ ଡିଭର୍ସ ପାର୍ଟି ମାଗୁଛି l ଛି.... ଭଗବାନ ସଦବୁଦ୍ଧି ଦିଅନ୍ତୁ l

  • @KumarMalaya-d6n
    @KumarMalaya-d6n 11 месяцев назад +4

    ଆରେ ଭାଇ ବାହାଘର ପୂର୍ବରୁ ବର୍ଷା କୁ ଭଲ ପାଉଥିଲ ପରା ଏକାଠି film kala mila misa କଥା ବାର୍ତ୍ତା ହେଇଥିବ ଜାଣିପାରିଲନି କେମିତି ବର୍ଷା କେମିତି ଝିଅ ବୋଲି ଆଗରୁ ତ ବର୍ଷା ର ବୋହୁତ ପ୍ରସଂଶl କରୁଥିଲ even ଆପଣଙ୍କ ଗୋଡ଼ ଯୋ facture ହେଇଥିଲା ସେତେବେଳେ ବର୍ଷା madam ଭଲ ଲାଗୁଥିଲେ କିନ୍ତୁ 2019-2020ବେଳକୁ ବର୍ଷା madam ତ ଖାଲି ଗନ୍ଧେଇଲେ

  • @djbabulff732
    @djbabulff732 11 месяцев назад +32

    ଜାଗୃତି ସହିତ ଦେଖା ହେଲା ବୋଲି ଅନୁଭବ ବର୍ଷା କୁ ଦେଭର୍ସଦେଲ ଅନୁଭବ ଗୋଟେ ନାଳୁଆ😂😂😂😂

    • @subrajitbiswal8403
      @subrajitbiswal8403 11 месяцев назад +1

      ସମୟ କହିବ କଣ ହେବ |
      ତମେ ଯହେଲେ କହୁଛ ଅନୁଭବ ଜାଗୃତି ଙ୍କୁ ବିବାହ କରିବେ 😂|
      ଅଳ୍ପ ଜାଣି ବହୁ ବଖାଣି

  • @Kamalkumar-uq7hj
    @Kamalkumar-uq7hj 11 месяцев назад +131

    ଦିନଥିଲା ବର୍ଷା ମ୍ୟାଡ଼ାମ ବି ବହୁତ ଭଲ ଥିଲା ଜାଗୃତି ପାଇଁ ଆଜି ବର୍ଷା ମ୍ୟାଡ଼ାମ ଖରାପ ହେଇଗଲା ଏ ଜାଗୃତି ବି ଦିନେ ଭୋଗିବ ଆଉ.... ବର୍ଷା ମ୍ୟାଡ଼ାମ ଭଳି ଭଲ କ୍ୟାରେଟର ଝିଅ ଜାଗୃତି ହେଇନ ଥିବ

    • @jolly7081
      @jolly7081 11 месяцев назад

      Jagruti kana agaru asithila faltu loka

    • @Broo401
      @Broo401 11 месяцев назад +1

      ଗୋବର୍ଦ୍ଧନ ଆଉ କଣ ଜାଣିବାକୁ ବାକି ରହିଲା

    • @djbabulff732
      @djbabulff732 11 месяцев назад

      Right 👍

    • @pankajroutaray3063
      @pankajroutaray3063 11 месяцев назад

      Thik kahi chha nti badar

    • @Sunitavlogs51
      @Sunitavlogs51 11 месяцев назад +2

      Right

  • @mmnewsodia
    @mmnewsodia 11 месяцев назад +94

    ଭାଇ ଦୁନିଆରେ ସବୁ ଭୁଲର କ୍ଷମା ଅଛି ଏବଂ ସମାଧାନ ଵି ଅଛି ବର୍ଷାଙ୍କୁ ଛାଡି ଦେବାଟା କଣ ଆପଣଙ୍କର ଠିକ୍ ହେଲା ଭାଇ ଯଦି ଏହା ଠିକ୍ ବୋଲି ଭାବୁଛନ୍ତି ତାହାଲେ ଓଡିଶା ଥିବା ଆପଣଙ୍କ ପ୍ରଶଂସକ ମାନେ ଆପଣ ମାନଙ୍କଠାରୁ କଣ ଶିଖିବେ ଆଉ କଣ ଆଶା କରିବେ

    • @aranyakamalmohapatra5314
      @aranyakamalmohapatra5314 11 месяцев назад +4

      Bvalase chinta karantu, se gote swamia respect pai nahanti , tanku rakhiba kan darakara❤

    • @pankajroutaray3063
      @pankajroutaray3063 11 месяцев назад

      Prabhu jaganatha apananku amiti thik kahiba Pani sakti diantu Wright

    • @Broo401
      @Broo401 11 месяцев назад +5

      ଓଡ଼ିଶା wala ଶିଖି ସାରିଲେଣି, but ତୁମେ ଶିଖି ପାରିବନି, ଯଦି false case ଦେଇ ନ ଥାନ୍ତା ଅନୁଭବ against ରେ then କିଛି possibility ଥାନ୍ତା, but ଗୋଟେ ପୁରୁଷ ଏତେ ବଦନାମ ହେଲା ପରେ, ମୁଣ୍ତ କଟିଗଲେ ଭି ରଖିବନି, finally ସତ୍ୟ ର ଜୟ ହେଲା 😂

    • @SatyabatiBehera-s6x
      @SatyabatiBehera-s6x 11 месяцев назад +2

      ଠିକ୍ କହିଛନ୍ତି

    • @subrajitbiswal8403
      @subrajitbiswal8403 11 месяцев назад

      ଭାଇ କିଏ କାହାକୁ ଛାଡିଲା |
      ସେ ନିଜେ ନିଜ ଭୁଲ ପାଇଁ ଏମିତି ହେଉଛନ୍ତି |
      ଜଣେ ଅହଙ୍କାରୀ ନାରୀ, ବାହାରକୁ ସତୀ ଭଲ କିନ୍ତୁ ଭିତରେ ଖରାପି, ଯିଏ ସ୍ଵାମୀ ଙ୍କର ପରିବାର କଥା ଚିନ୍ତା କରେ ନାହିଁ |
      ଅତି ଫାଲତୁ ଝିଅ

  • @HariharaGomango-ck6cq
    @HariharaGomango-ck6cq 11 месяцев назад +75

    ଅନୁଭବ ଭାଇ ପ୍ରଥମ ସ୍ତ୍ରୀ ଛାଡ଼ିବା ପୂର୍ବରୁ ଦଶ ଥର ଭାବିବା ଦରକାର ସେକେଣ୍ଡ ସ୍ତ୍ରୀ ଗ୍ୟାରେଣ୍ଟି ନାହିଁ ମନେରଖିବେ ପରେ ଭାବିବା।

    • @Broo401
      @Broo401 11 месяцев назад +1

      2nd କଥା କିଏ ଭାବୁଛି, present କୁ first clear କର

  • @parbatibehera9028
    @parbatibehera9028 11 месяцев назад +46

    ସତ କଥା ହେଲେ ଅନୁଭବ ଭାଇ ଆପଣ ବର୍ଷା mam ଙ୍କୁ ହୃଦୟ ଦେଇ କେବେ ଭଲ ପାଇନଥିଲେ।

  • @villagecookwithpriyanka5409
    @villagecookwithpriyanka5409 11 месяцев назад +14

    ଓଃ ହୋ ଜାଗୃତି ଅସୁବିଧାରେ ପଡ଼ିଲେ ତତେ ବାଧୁଛି ହେଲେ ନିଜ ସ୍ତ୍ରୀ କୁ କଷ୍ଟ ହେଲେ ତତେ ବାଧୁନି । ହଉରେ ଆଲାଯୁଗ ଏଥରକ ତୋ ରାସ୍ତା clear ଜାଗୃତି ସାଙ୍ଗରେ ଯେତେ ଗାଣ୍ଡୀ ମରେଇବୁ ମରା ।ତୋ ମୁଁହ ଦେଖିବାକୁ ଈଛା ହେଉନି ତୁ ଟା ଶଳା ଗୋଟେ ଅ ମଣିଷ ।ଜାଗୃତି ଏଥରକ ତତେ ଭଲକି ଦେଖେଇବ ସେ ଶଳା ବେଧ କୁ ତୁ ଗୋଟେ ବଡ ବେଧୂଆ ଛି ଥୁ......

  • @parbatibehera9028
    @parbatibehera9028 11 месяцев назад +5

    ଆଜିକାଲି trend ହେଇ ଗଲାଣି dobul ସ୍ତ୍ରୀ ଆଉ ସ୍ବାମୀ କରିବା ଆପଣ ପୁରୁଷ ହୋଇ ଥିବାରୁ ନିଜ ସ୍ତ୍ରୀ ଆଗରେ ଅନ୍ୟ ନାରୀ ଙ୍କୁ ପ୍ରଶ୍ନସା କରୁଛ ନ୍ତି ହେଲେ ଆପଣ ଙ୍କ ବର୍ଷା ସ୍ତ୍ରୀ ଆପଣ ଙ୍କ ଆଗରେ ଆଉ କୌଣସି ପୁରୁଷ ଙ୍କୁ ଆଣିନାହାନ୍ତି।

  • @Sonurahan123
    @Sonurahan123 11 месяцев назад +16

    ଭାଇ ଆପଣଙ୍କର ଆଉ ବର୍ଷା ଦିଦି ଙ୍କର ୬ବର୍ଷର ଭଲ ପାଇବା ପରେ ପରେ ବାହାଘର ହେଲା, ଆଉ ଆପଣ କହୁଚନ୍ତି କି ! ବର୍ଷା ଦିଦି ଆପଣଙ୍କୁ ଭଲ ଆପୁ ନଥିଲେ, ତ ଆପଣ କଣ ପାଇଁ ତାଙ୍କୁ ବହାହାଉ ଥିଲେ 😢, ଅlପନ ତ ଗୋଟେ ପୁଅ ଆଉ । ଆଉ ଓଡ଼ିଶା ର ସିନେମା ଜଗତର ଜଣେ ସୁପର ଷ୍ଟାର। ଆପଣ ଏ ବେ।ଆଉ କାହାକୁ ବହାହେଇ ଖୁସିରେ ରହି ବେ। ଥରେ ଭାବି ଛନ୍ତି । ବର୍ଷା ଦିଦି କଣ କରିବେ । ଅନୁଭବ ଭାଇ ଆମେ ଆପଣଙ୍କର ଶୁଭା କଙ୍ଖି। ଆମେ ଚହୁ କି ଆପଣ ଦୁହେଁ ଏକାଠି ହୋଇ ଜଓ। 😢 , ଆଉ ଗୋଟେ ନରୀ କୁ ଏ ସମାଜରେ ଭୁଲ ବାଟକୁ ଜିବାରୁ ରକ୍ଷା କର🙏

    • @subrajitbiswal8403
      @subrajitbiswal8403 11 месяцев назад

      ଭାଇ ସେ ଝିଅ ଅହଂକାରୀ, ନିଜ ଭୁଲ ପାଇଁ ଡିଭୋର୍ସ ହେଉଛି |
      ନାରୀ ଙ୍କ ପାଖରେ ଆଇନି ଅଛି |
      ତାମାନେ ନୁହେଁ ସେମାନେ ଡରେଇବେ |
      ବର୍ଷା ଜଣେ ନିରୀହ ଚେହେରା ପଛରେ ଥିବ ଖରାପ ନାରୀ |ଗର୍ବୀ ଅହଙ୍କାରୀ |ନିଜ ପତି ଙ୍କୁ ଅସମ୍ମାନ କରିବା, ଘର ଲୋକଙ୍କୁ ଅସମ୍ମାନ କରିବା |
      ନିଜ ଜିଦିରେ ଅଟଳ

    • @Asisbaiyari
      @Asisbaiyari 14 дней назад

      kn gote purusa ahankari nuha kn gote purusa asman karenahin gote narira paribar lokanku kn gote purusa gote nariku badhya kare nahi taku dariba pain eato sabujugara ghatana ki nari manka sathire ghate au ea sabu gote purusa hin ghata bujhila bhai

  • @nityanandapatra8848
    @nityanandapatra8848 11 месяцев назад +62

    ଭାଇ ସତକହିଲ ତମ ଭିତରେ ଯଦି ଶାରୀରିକ ସମ୍ପର୍କ ନ ଥିଲା ୬ ବର୍ଷ ଯାଏ ଥିଲ କେମିତି, କଣ ଆପଣ ଜଣେ ମୁନୀଊଷି

    • @Scams_exposed
      @Scams_exposed 11 месяцев назад +1

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @rakeshpratap1243
      @rakeshpratap1243 11 месяцев назад

      Are magia boka choda sethi pane pa devorce file kale se kn tame sabu kn kechhi bujhiparuna ki banda loka re tme sabu😂😂😂

    • @IswarSwain-gu9yu
      @IswarSwain-gu9yu 11 месяцев назад +1

      ​@@Scams_exposedtame kemiti janila

    • @PurusottamPadhan-ec3xy
      @PurusottamPadhan-ec3xy 11 месяцев назад

      😂😂😂right sir

    • @pankajroutaray3063
      @pankajroutaray3063 11 месяцев назад +4

      Chha barasa jae ethi Sethi muha maruthila barasa Jani parila au pratibada karibara phala ebe dibhosa

  • @loveyouzindegi4981
    @loveyouzindegi4981 11 месяцев назад +4

    ଅନୁଭବ ସାର୍ ଆପଣ ଜାଗୃତି ର ସମ୍ମାନ ବଞ୍ଚାଇବାକୁ ତାଙ୍କୁ ବାହା ହେଇଯାଆନ୍ତି
    ଆଉ reports Madam ଗୋଟେ ଝିଅ ର divorce party ମଗୁଚ ଏତେ ହସିକି

  • @ranjitasial6183
    @ranjitasial6183 11 месяцев назад +23

    ଆଜ୍ଞା, ସବୁ ସମସ୍ଯାର ସମାଧାନ ରହିଛି । ପ୍ରବଚନ ଦିଅ ନାହିଁ ଦେଶ କୁ କ'ଣ ଚଳେଇବେ ଆଜ୍ଞା ଆପଣ ତ ସ୍ତ୍ରୀ କୁ ଛାଡପତ୍ର ଦେଲେ। କେନ୍ଦ୍ରାପଡ଼ା ର MP

    • @Broo401
      @Broo401 11 месяцев назад +2

      That's personal life, ରାଜନୀତି ସହିତ କିଛି ସଂପର୍କ ନାହିଁ

    • @jaijagannath1703
      @jaijagannath1703 11 месяцев назад +1

      ​@@Broo401 I think u don't know personal life sahita kama karibara real ଶୈଳୀର କିଛି ସମାନତା ରହିଛି. Jiye jeun pari se desha pain separi bichara kariba

    • @Broo401
      @Broo401 11 месяцев назад

      @@jaijagannath1703 never, and don't judge anyone's personal life, High court already decesion ଦେଇ ସାରିଲାଣି, u r not above judiciary. ଯାହା ହେଇଛି ଭଲ ହେଇଛି,

  • @vloggingwithhawa
    @vloggingwithhawa 11 месяцев назад +26

    ଏ ଟୋକା ଟୋକା ଏବେ ମାର୍କେଟ କୁ ଆସିଗଲା ❤❤ ଅନୁଭବ ଭାଇ ❤

  • @kabitaswain7606
    @kabitaswain7606 10 месяцев назад +2

    para purusa par nri kebebi nijara nuhanti semane hele marichika

  • @kabitaswain7606
    @kabitaswain7606 10 месяцев назад +1

    jagriku paraghaita bhala laguchi kebe i ta ichha purana hebani

  • @babulubehera1928
    @babulubehera1928 11 месяцев назад +32

    Justice for barasha priyadarshini ❤❤

  • @GourishankarMajhi-do8zo
    @GourishankarMajhi-do8zo 11 месяцев назад +16

    ଜଗୃତି ପାଇଁ ଦିଭର୍ସେ ହେଇଛି ପରେ ନାମ ନେବୁ

  • @nilanchalasahu120
    @nilanchalasahu120 11 месяцев назад +27

    ଅନୁଭବ ବହୁତ ଖରାପ

  • @nilanchalaacharya9989
    @nilanchalaacharya9989 11 месяцев назад +9

    Justice for Barsha di

  • @LeelabatiBiswal
    @LeelabatiBiswal 11 месяцев назад +9

    E ta amanisate.....covid time re delhi re lockdown re rahi jagruti saha relationship re aasila....ebe kahuchhi barsa nkar bhul boli...sabu khela e khelichhi...eta pakka khelali...

  • @kabitasunani9880
    @kabitasunani9880 11 месяцев назад +4

    ଲାଜ ସରମ ନାହିଁ ଅନୁଭବ ମହାନ୍ତି

  • @ManjulataParida-wx8nz
    @ManjulataParida-wx8nz 11 месяцев назад +55

    ପ୍ରକୃତରେ ଉଭୟ ପକ୍ଷ ର ଅଲ୍ପ, ବହୁତ ଭୁଲ ନିଶ୍ଚୟ ଅଛି, ଉଭୟ କେହି ପିଓର ଖାଣ୍ଟି ସୁନା ନୁହନ୍ତି, କିନ୍ତୁ ଏଇ କମେଣ୍ଟ ରେ ଦର୍ଶକମାନଙ୍କର ଯେଉଁଭଳି ଅଭଦ୍ର ଭାଷାରେ ଗାଳିଗୁଲଜ ହେଉଛନ୍ତି, ଦୟାକରି ଆପଣମାନେ ସଂଯମତା ରକ୍ଷା କରନ୍ତୁ,

    • @Scams_exposed
      @Scams_exposed 11 месяцев назад +1

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @Asisbaiyari
      @Asisbaiyari 14 дней назад

      UR RIGHT MAM

  • @onlyshorts175
    @onlyshorts175 Месяц назад +1

    Anubhab katha suni lagila Jagrati tankara girl friend

  • @TunaBabu-o5i
    @TunaBabu-o5i 11 месяцев назад +18

    Jagruti ku aate biswas nija stree ku biswas nai ete respect jagruti nija stree ku nai athiru to jana paduchi ki aapana barsa nka saha biswas ghatakata karichanti

  • @sanghamitradas371
    @sanghamitradas371 11 месяцев назад +18

    6yrs tale tame dijana bhalare thila jagruti Tama lyfre asila pareta a sabu ghatila Manisha nija bhul nije janipareni janilabelaku bohuta deriheijaeee

  • @sandhyaranidassocialworker9399
    @sandhyaranidassocialworker9399 11 месяцев назад +63

    ବଦମାସ୍ ଅନୁଭବ

  • @chandandey9451
    @chandandey9451 11 месяцев назад +17

    Perfectly said...He deserves far better

  • @SubrataVvhbd
    @SubrataVvhbd 11 месяцев назад +4

    Style hero my ollywood industry only one plus Anubhav sir I am full support and full respect sir ❤👑💯💪💪🙏🙏🙏👍👍👍

  • @ChandanaSahoo-he7wp
    @ChandanaSahoo-he7wp 21 день назад

    Right. Younger. Brother. As a. Teacher

  • @TunaBabu-o5i
    @TunaBabu-o5i 11 месяцев назад +17

    Nija stree ra sanmana rakhi parileni jagruti ra sanman pain ette chinta bhai aapanankara jagruti prati thiba fileengs jana paduchi

    • @tapaswinisahoo2515
      @tapaswinisahoo2515 11 месяцев назад +1

      Sanman rakhiba se para anytime nija wife ku blame kari chi social media re.Personal matter kn amiti kuhanti.Barsha prati live nuhe yara paglami thila bodhe

  • @kalugouda9760
    @kalugouda9760 11 месяцев назад +16

    ଅନୁଭବ ଭାଇ ବର୍ଶା ଆସିବେ ଅପେକ୍ଷା କର ଏସବୁ ଭାଗ୍ୟର ଖେଳ ଭଗବାନ ଙ୍କୁ ପ୍ରାଥନା କର ସବୁ ଠିକି ହୋଇ ଯିବ ଜୟ ଜଗନ୍ନାଥ

  • @RamaranjanKanhar
    @RamaranjanKanhar 11 месяцев назад +30

    Barsha ku tu bhala paithilu kebe nuhe.....jadi bhala paithantu tahele tu sabu kichhi bhuli puni thare ekthi haba ku cheshta karithantu ok.... Yaku kuhajae bhala paiba ....

    • @Scams_exposed
      @Scams_exposed 11 месяцев назад

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @DK-ug8yx
      @DK-ug8yx 11 месяцев назад

      Right sir

    • @Sunitavlogs51
      @Sunitavlogs51 11 месяцев назад

      Han thick katha

  • @tamannabehera6501
    @tamannabehera6501 11 месяцев назад +6

    Nonsence Anuvab....To vali husband kahaku namilu....

  • @nainadaspattnaik2663
    @nainadaspattnaik2663 11 месяцев назад

    ଏଇଟା, ନାଳୁଆ.. ସ୍ୱାମୀ ସ୍ତ୍ରୀ ମଧ୍ୟରେ ତୃତୀୟ number ନ ଥିଲେ ସମ୍ପର୍କ କେବେ ଖରାପ ହୋଇ ନ ଥାନ୍ତା.. ଏତେ ସଫେଇ ଦେ ନି.. ଓଡିଶା ଲୋକ ମୂର୍ଖ ନୁହନ୍ତି.. ବାଜେ ଚରିତ୍ର ତୋର.. ତୋର କେତେଟା ବୋପା ଥିବେ କେଜାଣି

  • @MadhusmitaBehera-hp1vp
    @MadhusmitaBehera-hp1vp 11 месяцев назад +10

    Social media marriage to pain hele barsha pain real marriage thila

  • @rupalipradhan9555
    @rupalipradhan9555 11 месяцев назад +14

    Jagruti kebe sindura lageibeni jama. Hela

  • @gudigudi7361
    @gudigudi7361 11 месяцев назад +4

    Jaguruti madam Jindabad 🎉🎉🎉🎉🎉 connections madam apan hi Anubhav bhai nakra gharani hebe

  • @raghunathpalia8798
    @raghunathpalia8798 11 месяцев назад +87

    ହବୋ ତୋତେ ତ ବର୍ଷା ଭଲ ପାଉ ନାଇଥିଲା ତା ହେଲେ ତାକୁ ବାହା ହଉଥିଲୁ କାହିଁକି ଗୋଟେ ଝିଅ ସହିତ ଏମିତି ଖେଳିବା ଇଟା ଭଲ କଥା କାଁ ତୁଇ ପରେ ଗୁଟେ mp

    • @Scams_exposed
      @Scams_exposed 11 месяцев назад +3

      Varsha gote kinaro #justiceforanubhav

    • @lobhabatirana4276
      @lobhabatirana4276 11 месяцев назад +1

      tui dekhe chhu ki bo

    • @vickyy6539
      @vickyy6539 11 месяцев назад +1

      😂😂😂😂😂

    • @NABAGHANASAHOO-pe6ro
      @NABAGHANASAHOO-pe6ro 11 месяцев назад

      ତୁ ଗୋଟିଏ ବାଳ ଜାଣିଛୁ ଶଳା

    • @Subaskumar01
      @Subaskumar01 11 месяцев назад +1

      ତୁ କଣ ବଳ ଜାଣିଚୁ ଅନୁଭବ ବିଷୟରେ ବର୍ଷା ସାରି ର ସୁଖ ଦଉନି ଅନୁଭବ ବର୍ଷା କୁ କଣ ପାଇଁ ରଖିବ

  • @iamnotrisav_yt4991
    @iamnotrisav_yt4991 11 месяцев назад +36

    Pura faltu loka

  • @madhusmitaswain715
    @madhusmitaswain715 11 месяцев назад +10

    ମିଛ କହୁଚ।

  • @rasmirekhasahoo9717
    @rasmirekhasahoo9717 11 месяцев назад +10

    I have a doubt ...barsa jadi tk b bhala painathile tahele anubha b babu apana tanku mrg kariba pain bhabile kahinki ?

  • @prabadhdas7213
    @prabadhdas7213 11 месяцев назад +20

    Jagruti Sukla is deserving for Anubhav bro👍

  • @lilirout5905
    @lilirout5905 11 месяцев назад +1

    Real fact jagruti madam

  • @kamakhipradhan4221
    @kamakhipradhan4221 11 месяцев назад +1

    Anubhav sir telling correct

  • @ashokbiswal1942
    @ashokbiswal1942 11 месяцев назад +27

    jadi jagruti ku baha na hebe tahale ame janibu j prakrutare anubhav mahonty thik nachet ame bujhi nebu j jagruti lagi jane hero heba saha jane mp ama lagi gote kharap massage deu chanti

    • @Scams_exposed
      @Scams_exposed 11 месяцев назад

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @sasmitapatra6215
      @sasmitapatra6215 11 месяцев назад

      Mu pura ae katha hni bhabuthili

  • @mangaltudu1472
    @mangaltudu1472 11 месяцев назад +7

    ଭାଇ ଆଜି କାଲିକା ହିରୋ ହିନ କୁ ବାହା ହୁଅ ନି ନହେଲେ ଏମିତି କିଳା ଖାଇବ 😁😁😁

  • @vickyrajput2010
    @vickyrajput2010 11 месяцев назад +1

    You r right sir

  • @aranyakamalmohapatra5314
    @aranyakamalmohapatra5314 11 месяцев назад

    Anuvaba bhai is right, se jaha karuchanti taha sampuran correct 💯% from my side❤❤

  • @pratibhapradhan493
    @pratibhapradhan493 11 месяцев назад +16

    Jagruti ku dekhi borsha ku chadidele anuvob

  • @shradhanjalibiswal7263
    @shradhanjalibiswal7263 11 месяцев назад +252

    ଜାଗୃତି ପାଇଁ ଦେଭର୍ସେ ହୋଇଛି

    • @gurukrupa4151
      @gurukrupa4151 11 месяцев назад +19

      Anubhav kn kahuchhanti kichhi suniparuna ki na kanare binda maraheichhi

    • @bapunisamal6168
      @bapunisamal6168 11 месяцев назад +1

      Tate gandi marichi

    • @bapunisamal6168
      @bapunisamal6168 11 месяцев назад +24

      Barsha gote faltu wife

    • @Teri_maa_ki_chut_
      @Teri_maa_ki_chut_ 11 месяцев назад +17

      ତୁ ସେ ବର୍ଷା ପରି ଗୋଟେ କିନର 😂

    • @Ganeshbiswal440
      @Ganeshbiswal440 11 месяцев назад +16

      Faltu wife varsha

  • @stylestar486
    @stylestar486 11 месяцев назад

    ଅନୁଭବ ଭାଇ ତମ ଜାଗାରେ ମୁଁ ଥିଲେ ସେ କଥା ଅଲଗା ହେଇଥାନ୍ତା ,
    ବର୍ଷା କୁ ନିଶା ଔଷଧ ଦେଇକି ______ କରିଥାନ୍ତି

  • @chhabibrana9341
    @chhabibrana9341 11 месяцев назад +7

    ଭାଇ ଆଓଥରେ ବାହା ହୁଅ ଜଳଦି❤❤

  • @dhuleswarparida6078
    @dhuleswarparida6078 11 месяцев назад +9

    Anuvaba tu jete tautor sara odisha janichi

  • @niranjansahu5420
    @niranjansahu5420 11 месяцев назад +1

    ନାହିଁ ରେ ତୋତେ ଜାଗୃତି ପାଗଳ କରିଛି ମିଛ କହୁଚି ଛି ଛି ଛି

  • @sksony7013
    @sksony7013 11 месяцев назад +5

    Bhai barasha didi jadi bhala paiba deinathile ta love marriage kala kemiti

  • @MadhusmitaBehera-hp1vp
    @MadhusmitaBehera-hp1vp 11 месяцев назад +7

    To pain barsha ra life ta nasta heigala

  • @mamatakhillo6781
    @mamatakhillo6781 11 месяцев назад +9

    Very very very good job Sir very good Bjd M P Sir 👍👍👍👍❤️❤️❤️❤️❤️❤️❤️❤️❤️❤️

  • @bhaktapriyajena4697
    @bhaktapriyajena4697 11 месяцев назад +33

    Aji perjyanta barsa didi pati kholi nahanti michha sabubele chitkara kare jemiti tu

  • @SantasiRana-n7h
    @SantasiRana-n7h 11 месяцев назад +1

    Anubhav bhai please barsha nka hata kebe bi chhadantu nanhi

  • @bapunrana4815
    @bapunrana4815 11 месяцев назад +2

    Ebe barsha madam kharap heijaichhanti jagruti madam bohut bhala emiti kohuchhanti barsha madam pari jhia kebe paibeni

  • @satyajitdhal478
    @satyajitdhal478 11 месяцев назад +21

    Anubhav bhai ati bhakti chora lakhyana

  • @himadrisahoohimadrisahoo4499
    @himadrisahoohimadrisahoo4499 11 месяцев назад

    Thnx Bhai 👍

  • @sukantakumar7138
    @sukantakumar7138 11 месяцев назад

    absolutely right bhaijaan

  • @BhanuPriya-le2nn
    @BhanuPriya-le2nn 11 месяцев назад +2

    Nija wife ku ta respect dei parilani au para pain ate ladhucha laja tike nahin bro tamo ku😢😢

  • @manasranjan7894
    @manasranjan7894 10 месяцев назад

    Anubhav Jagruti perfect couple

  • @prakashkumarswain6839
    @prakashkumarswain6839 11 месяцев назад +42

    Anubhab Bhai U are So Beautiful and excited ❤

    • @AnnapurnaJena-h5d
      @AnnapurnaJena-h5d 11 месяцев назад +4

      Hm sethipain kendrapara re Pani nai pibaku .....kete kasta re loka rahuchanti😢😢😢

  • @sasmitamohanty6498
    @sasmitamohanty6498 11 месяцев назад +23

    Hau dekhiba kahaku marriage karuchanti

  • @sucharitapanigrahy1790
    @sucharitapanigrahy1790 11 месяцев назад +6

    Anubhaba bhai bhulu hue samastankara kintu divorce deba katha thiku nahi

  • @sunandapradhan-s4q
    @sunandapradhan-s4q 11 месяцев назад

    Right 👍

  • @Swaroopsaura
    @Swaroopsaura 11 месяцев назад +8

    Good actor .....Time will say who is right n who is wrong

  • @subhasreemohapatra3009
    @subhasreemohapatra3009 11 месяцев назад +4

    Mr Anubhav aapana Varsha nku love kariki mrg karithile ta kebe na kebe love thila ebe jadi v sampark kharap heichhi kintu ete yemiti varsha nka bisayare kahiba aau divorce party and all ye sunibaku v bhala laguni ,aapana nkara asubidha hela aapana divorce hela thats all right bt barambaram aapana ye sabu kahuchhanti ye kana nari nka asamman nuhe

  • @chhabibrana9341
    @chhabibrana9341 11 месяцев назад +3

    ସତରେ ଭାଇ ତୁମକୁ ଦେଖିଳେ ବହୁତ ଦୁଃଖ ଲାଗୁଛି

  • @stylesstar7751
    @stylesstar7751 11 месяцев назад +2

    ସମ୍ବଲପୁରୀ ରେ ଆଲବମ୍ ବାନାବୁ ଜାରେ ଅନୁଭବ 😂😂😂😂😂😂😂😂😂😂😂😂😂
    ତୁଇ ଫେର ଗୋଟେ mp😂😂😂😂😂😂😂😂😂😂😂😂😂😂😂😂😂😂

  • @laxmipriyapanda6944
    @laxmipriyapanda6944 11 месяцев назад

    Right sir

  • @gudigudi7361
    @gudigudi7361 11 месяцев назад +3

    Barasa budhi helani chada taku jaguruti madam is best taku hu marriage karantu bhai

  • @nsloverbhagibarik9809
    @nsloverbhagibarik9809 11 месяцев назад +1

    Jagruti mam apannk pain best.barsha nuhn Barsha tho kn paila au ki6 kuhani

  • @Lifeofgoat-my7uy
    @Lifeofgoat-my7uy 11 месяцев назад +9

    Bholo paiki baha helo sampark a nai a kou sastra re lekha ochhi je 😂😂😂😂😂😂

  • @RAJUSAHU-cs7wf
    @RAJUSAHU-cs7wf 11 месяцев назад +4

    Tame abhinaya bhala Kari para bhai ame samaste janichhu....

  • @statusking6064
    @statusking6064 11 месяцев назад +7

    Sima madam please barsa madam nka byt niyantu...
    Midiya phaida uthauchi..

  • @SaritaPradhan-o5z
    @SaritaPradhan-o5z 23 дня назад

    Please Anubhav and Varsha if it's possible then together again 😢😢😢😢😢

  • @SasmitaPadhi-eh9xs
    @SasmitaPadhi-eh9xs 11 месяцев назад +5

    Anubhav no 1 hero

  • @jayantakumarbehera3733
    @jayantakumarbehera3733 11 месяцев назад

    Keun mana nku anubhav bhai katha kahila bele ENGLISH katha gudika sunibaku bhala lage ☺️😚❤️❤️❤️❤️Love you bhai ❤️❤️❤️🔥🔥🔥ALWAYS WE SUPPORT U. GOD BLESS YOU ANUBHAV BHAI 🙏🏻THANK YOU WHO READING MY COMMENT ❤️🙏🏻

  • @sdprateekkumar1676
    @sdprateekkumar1676 11 месяцев назад +1

    Akhiru Goggles kadhi Barsha madam bisaya re kahibaku kuha se satare Barsha ku bhulijaichhi na kn muhan dekhi le janapadhiba

  • @PinkyMuduli-kr5cr
    @PinkyMuduli-kr5cr 11 месяцев назад +2

    Love marriage hei parila husband and wife bhitare kichhi hei parilani laja lagiba katha😅

  • @sambalpuricuttybabygirlAngel19
    @sambalpuricuttybabygirlAngel19 11 месяцев назад +5

    Je jane bhala husband haithaye se kebe b physical relation ku most important diani .....sabu bele respect, care, love & affection dia ....aji jagruti ku badnam kara hela boli badhijauchi but nija bedroom ra secret katha share kari barsha ku badnaam karibata kana thik......barsha jete bele sindhura chudi pindhunathila taku bujhaithanta tike force karithanta

    • @geetaraniraul7819
      @geetaraniraul7819 11 месяцев назад

      You blamed your wife extremely why didn't you go to doctor with barsa?in 7 years how many times you go to doctor with barsa.in any of your videos why you are silent about this?only you are shouted about physical relationship.

  • @sumanmitmallick9097
    @sumanmitmallick9097 11 месяцев назад

    ବାଣ... ତୁମ ମାନଙ୍କ ପାଖରେ ଆଉ କିଛି ଖବର ନାହିଁ
    ସେ ମାଗିଆ ଗୋଟେ MP କିନ୍ତୁ ଜେଜେ ବେଳେ ଦେଖ ଖାଲି ଵସା

  • @JpBiswal172
    @JpBiswal172 11 месяцев назад

    Love u Bhaijaan💐❤

  • @SulatamohankudaSulatamohankuda
    @SulatamohankudaSulatamohankuda 11 месяцев назад +2

    Bhai barsa didi nku chadiba ta thik helani mu Abe apana 2jana ku bahut bhala pae❤❤

  • @ranjansahu861
    @ranjansahu861 10 месяцев назад

    ବର୍ଷା ପ୍ରିୟଦର୍ଶିନୀ mem ଜଣେ ଚ୍ଛକା ତାଙ୍କର ଜୁନି ନାହିଁ ଭାଇ ଙ୍କୁ କୁଆଡୁ ଦେବେ

  • @sunitarajbhar8453
    @sunitarajbhar8453 11 месяцев назад

    Congratulations Anubhab bhai

  • @manjumaharana6298
    @manjumaharana6298 4 месяца назад

    ଜାଗୃତି ପାଇଁ ଛଡା ବାଡ଼ି

  • @Pradeepsahoo-j3o
    @Pradeepsahoo-j3o 11 месяцев назад +10

    Love you anubhav Bhai

  • @manisapatnaik4183
    @manisapatnaik4183 11 месяцев назад +2

    Divorce final hela pare jagruti social midiare kahuchhi anubhabnka sabu kichhi jagrutira pasand boli jagrutiku pua milunahin bibha hebaku Jane mared parson pachhare padi barsa ra ghara bhanguchhi taku laja madiba katha aji barsa ku tadi anubhab ku bibha heba kali aau kahaku paile anubhab ku chhadi chalijiba epari jhianka ijat kete barsa ra avisapru kebe anubhab sukhare Rahi parib nahin mu lekhi deuchhi

  • @RamaranjanKanhar
    @RamaranjanKanhar 11 месяцев назад +23

    Hm ame janichu kaha pain tu ete nata karuchu....

  • @trilochanpradhan7940
    @trilochanpradhan7940 11 месяцев назад +9

    Jay jaganatha misijaya 🙏

  • @Meena.124
    @Meena.124 11 месяцев назад +3

    ଜାଗୃତ ତ ପାଇଁ ଭଲ ହେଇଥିବା ଆମ ପାଇଁ ତ କିଛି କରିବି

  • @editorsonu6896
    @editorsonu6896 11 месяцев назад +1

    Bhaijaan ame bahut khusi achhu...apana jaldi divorce dei Barsha ra budhiani jala bhitaru mukti paijao😢...au amaku new bhauja dia .....se jagruti huantu ki anyakehi huantu...ame sabubele apananka sah achhu😊❤

  • @raghurashmijyoti9473
    @raghurashmijyoti9473 11 месяцев назад +9

    Nija wife gote nari, wife ku chhdi au kauti jaaauni ,wife respect ହାନି କରୁଚ, 6years ବର୍ଷା basila ଏବେ ଆଉ କିଛି

  • @manoharmahanta5276
    @manoharmahanta5276 11 месяцев назад

    ଫୋନ୍ pe re 2000/- ପଠେଇ ଦିଅନ୍ତୁ divorce party 🎉🎉🎉 କରିବା