Viral Video: High-Voltage Drama Near Nalco-Sq Bhubaneswar | Nandighosha TV

Поделиться
HTML-код
  • Опубликовано: 25 дек 2024

Комментарии • 2,1 тыс.

  • @satyaprakasbehera2146
    @satyaprakasbehera2146 2 года назад +860

    ମିଡ଼ିଆ ବାଲା କେବଳ ଝିଅ କୁ ପଚାରିଲା ଆଉ ପୁଅ କୁ କାହିଁକି ପଚାରିଲା ନାହିଁ। ଝିଅ ହୋଇଛି ବୋଲି ସିଏ ହାତ ଉଠାଇ ଦେବ । ସେଇ ଝିଅ କୁ କିଏ ଅଧିକାର ଦେଲା ହାତ ଉଠାଇବାକୁ

  • @mr.sanjayinformationdiscov3282
    @mr.sanjayinformationdiscov3282 2 года назад +510

    କୋୖଣସି ଅଧିକାର ନାହିଁ ଜଣେ ମହିଳା ପୁରୁଷ ଉପରେ ହାତ ଉଠେଇବ, ପୁରୁଷ ଯଦି ରାଗରେ ଗୋଟେ ଗୋଇଠା ମରିବ ସେ ମହିଳା ର ପଂଜରା ହାଡ଼ ଭାଙ୍ଗିଦେବ ତେଣୁ ହିଂସା ଦ୍ଵାରା କୌଣସି ସମାଧାନ ହେଇପାରିବନି ଏ ମହିଳା କୁ ଦଣ୍ଡ ମିଳୁ।।।।

    • @SantoshKumar-xn2gs
      @SantoshKumar-xn2gs 2 года назад +20

      କିଛି ମିଳିବନି ଆଜ୍ଞା ଝିଅ ମାନଙ୍କୁ ଏଠି କାଲି ପୁଅର ଭୁଲ୍

    • @dilipsabar193
      @dilipsabar193 2 года назад +8

      ଠିକ୍ କହିଛନ୍ତି ଆଜ୍ଞା

    • @Rudraa._x
      @Rudraa._x 2 года назад +4

      Absolutely right 👍👍👍

    • @Teqtive8512
      @Teqtive8512 2 года назад +4

      Ek dum thik katha.

    • @gadanbhoi5539
      @gadanbhoi5539 Год назад +2

      Right

  • @santoshkumarsahoo4199
    @santoshkumarsahoo4199 2 года назад +447

    ହେଇ ହେଇ ଆଇଲା ରାଣୀ ପଣ୍ଡା ର ସାନ ଭଉଣୀ ଘାଣ୍ଟିବ ଘାଣ୍ଟିବ ନାଲକୋ ଘାଣ୍ଟିବ ଏ ଝିଅ ଟି ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହବ ଏ ଝିଅ ଟା ଖାଲି ହାଂ ହାଁ ହଉଚି

  • @prasantaswain6814
    @prasantaswain6814 Год назад +60

    ଭଉଣୀ ବହୁତ ଉଚ୍ଚ ସଂସ୍କାର ଘରର ଝିଅ ଲାଗୁଛନ୍ତି, ତାଙ୍କ ଭାଷା ଓଃ ମନ ମୁଗ୍ଧ କରିଦେଉଛି.

    • @PRABINAGOCHHAYAT
      @PRABINAGOCHHAYAT Год назад

      Kahinki Tora phatila ki tori bhali keteta maghiya nka pain odisha sarakara mundare basi chadhuchhi aga nabina pela katibi ta pare Tama manankara

  • @ashutoshmohanty713
    @ashutoshmohanty713 Год назад +49

    ଭୁଲ କାହାର ଆମେ ଜାଣିନୁ ହେଲେ police ଅଛି ତାର ବିଚାର କରିବାକୁ ତମେ କିଏ ମ ତା ଉପରକୁ ହାତ ଉଠେଇ ବାକୁ ...ଆଉ ଗୋଟେ minute ନୀରବତା ସେଇ ପୁଅ ମାନଙ୍କ ପାଇଁ ଯୋଉ ପୁଅ ମାନେ କିଛି ନଜାଣି ସେ ଝିଅ କୁ ଠିକ୍ ବୋଲି କହୁଛନ୍ତି

    • @binayakumarbaral8729
      @binayakumarbaral8729 Год назад

      yaar india re aei case ku kiye bichara kariba, kiye FIR daba?. bada bada case re loka nku justice miluni, mari gala pare letter asuchi court ru. police bichar kariba - aeita kahiba katha. no results in practically

  • @suryakantalenka5179
    @suryakantalenka5179 2 года назад +194

    ସରକାର ପୋଲିସ ସବୁ ଝିଅ ନାଳୁଆ
    ଭୁଲ ଯାହାର ହଉ ସବୁ ଭୁଲ ପୁଅ କୁ ଦିଆଯାଉଛି

  • @drdentertainment7685
    @drdentertainment7685 2 года назад +52

    ଗୋଟିଏ କଥା ହେଲା... କେବଳ ମିଡ଼ିଆ ଆଗରେ highlight ପାଇଁ... ଆଗକୁ ଦେଖ ହଉଚି କଣ... ସ୍ୱାମୀ ପରିତ୍ୟକ୍ତା ହିଁ ହେବ 😂

    • @radhamadhabdas3428
      @radhamadhabdas3428 2 года назад +2

      Satare

    • @nabamajhi8357
      @nabamajhi8357 2 года назад

      A mohila ku uporobala dondo diontu.....hato uthei nijoku don boli bhabuchi.....jaa lo...jaa raasta re kuti hei moribu ja😡

  • @Deepakctc
    @Deepakctc 2 года назад +91

    ସବୁ ବେଳେ ପୁଅ ର ଦୋଷ ଝିଅ ତ ସତୀ ସାବିତ୍ରୀ ଆଉ 😁😁

  • @durga4035
    @durga4035 Год назад +30

    ସେ ଝିଅ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ

  • @biswaranjannath5996
    @biswaranjannath5996 Год назад +16

    ଅତି ସୁନ୍ଦର, ମିଡିଆ bala ଘରେ ଟିକେ ପିଲା ଛୁଆ ଙ୍କୁ ଟାଇମ ଦିଅ... କେତେ ଟଙ୍କା ପାଉଛ ଯେ ସବୁ ବେଳେ ବଜାର ରେ ରହୁଛ

  • @sibaprasadmishra3224
    @sibaprasadmishra3224 2 года назад +165

    ଝିଅ ଟିର over ଡ୍ରାମା

  • @mmnewsodia
    @mmnewsodia 2 года назад +68

    ଏ ଝିଅର ମୁରବି ହୀନ ପରିବାର ନହେଲେ ରାଜ ରାସ୍ତାରେ ଏମିତି ଉତ୍ପାତ ହେଉନଥାନ୍ତା

  • @biswajitmohanty4835
    @biswajitmohanty4835 2 года назад +178

    ଅଯଥାରେ ପ୍ରହସନ କରୁଛି ସେ ଝିଅ

  • @dipunsahoo3947
    @dipunsahoo3947 Год назад +9

    ଯାହାର ଅଛି କହିବା ପାୱାର ,, ସେ ହେଉଛି ନ୍ୟାୟର ଅଧିକାର 🙏🙏🙏

  • @jeevanjyotipradhan4813
    @jeevanjyotipradhan4813 Год назад +1

    ସଵୁଠିଝିଅ ମାନଙ୍କ ଭୁଲ ରହୁଛି

  • @truptijena9261
    @truptijena9261 2 года назад +133

    ମାଲୋ mask ପିନ୍ଧିକି କଜିଆ କର, ନହେଲେ ଗାଡ଼ି ଧକ୍କାରେ ନୁହେଁ, corona ରେ ମରିଯିବୁ ।।।

  • @sarambotv8270
    @sarambotv8270 2 года назад +300

    ଝିଅଟି ବହୁତ ଅଭଦ୍ର ପରିବାରରୁ ଆସିଛି. ତା କଥାରୁ ଯାହା ଜଣା ପଡୁଛି. କଥାର ଶାଳୀନତା ଶିଖିନି. ଲାଗୁଛି ଆଉ କିଛିଦିନ ପରେ.......? ଆପଣଙ୍କ ଉତ୍ତର (-----------------)

    • @subasishrout700
      @subasishrout700 2 года назад +8

      Thik kahi6a bhai..bht abhadra

    • @sumitrachandra552
      @sumitrachandra552 2 года назад +3

      RIGHT

    • @mahadevmajhi4075
      @mahadevmajhi4075 2 года назад +5

      ନାରୀ ସଶକ୍ତିକରଣ ଏବେ ଚାଲୁରହିଛି । ଆଗକୁ ବି ଏମିତି ଉଦାହରଣ ମିଳିଚାଲିବ ।😄

    • @CRICKET_LIVEE
      @CRICKET_LIVEE 2 года назад

      R8

    • @ommsaicreation3820
      @ommsaicreation3820 2 года назад +3

      Thik katha kahichha bhai

  • @prasantsahoo3796
    @prasantsahoo3796 2 года назад +73

    ଏ ଶଳା ଝିଅ ର ଭୂଲ ଥିବ... କି ଯୁଗ ହେଲା ଭାଇ ଝିଅ ଙ୍କୁ ଆଉ କଥା କହିହଉନି...

  • @ritamohanty523
    @ritamohanty523 Год назад +1

    Waahhh 👌👌 bilkul right 👍

  • @sweta-1234
    @sweta-1234 Год назад +1

    Right decision bhala heichhi

  • @manoranjanswain9523
    @manoranjanswain9523 2 года назад +85

    ବୋଧହୁଏ ଯଦି ଗଣମାଧ୍ୟମ ଭାଇ କେବଳ ଭଉଣୀଙ୍କ ର ଏକପାଖିଆ କଥାକୁ ଭିଡିଓରେ ନଦେଖେଇ, ସେ ଭାଇର ମଧ୍ୟ କଥା ଶୁଣିବାର ଥିଲା। ଏବଂ କ୍ଷୋଭର କଥା ଘଟଣା ଘଟିବା ମାତ୍ରେ ଯୁବତୀଙ୍କ ପାଖରେ ସମସ୍ତ କ୍ୟାମେରା ଏବଂ ସେ ଭାଇଙ୍କୁ ଦଣ୍ଡ କଣ ଦରକାର ପଚରା ଯାଉଛି। ବିଚ୍ ରାସ୍ତାରେ ଆଇନକୁ ଯିଏ ବି ହାତକୁ ନେବା ସେ ପ୍ରଥମେ ଦୋଷୀ।

    • @balamukundageja2171
      @balamukundageja2171 2 года назад

      Sundari chehera

    • @smrutiranjanmuduli8098
      @smrutiranjanmuduli8098 2 года назад +4

      ଆଜି କାଲି ଯେଉଁ ନିୟମ ହେଲାଣି ପୁଅ ହେଇ ଚଳିବା ବହୁତ କଷ୍ଟ। ସରକାର ଝିଅ ମାନଙ୍କୁ ଏତେ ଟେକି ସାରିଲେଣି ଯେ ପୁଅ ଙ୍କ କଥା ବି ଶୁଣା ଯାଉ ନାହିଁ । (ସଠିକ ତଦନ୍ତ କରାଯାଉ ଏହି ଭଳି ଘଟଣା ମାନଙ୍କର )

    • @badreswardas2483
      @badreswardas2483 2 года назад +6

      ଗଣମାଧ୍ୟମ ବାଲା ଭାରି ନାଳୁଆ

    • @chaiturambehera8261
      @chaiturambehera8261 2 года назад

      Right...

  • @gyanchand8026
    @gyanchand8026 2 года назад +51

    ବାଜେ ସ୍ତ୍ରୀ ଲୋକ ଟା ,a, ସତୀ କି trafic polic re ନିଯୁକ୍ତି ଦିଆଯାଉ,

  • @ranjitmishra3018
    @ranjitmishra3018 2 года назад +172

    Jadi pi ସେ ଭୁଲ୍ କଲା ପୁଲିସ ବୁଝିବ ପୁଲିସ action ନବ to ବୋପା ଜନ୍ମ dae ଥିଲା ସେ ଲୋକ କୁ ତୁ ହାତ ଉଠାଇ ଦେଲୁ 😡😡😡😡😡😡😡😡😡😡😡😡

  • @sonalisahoo4020
    @sonalisahoo4020 Год назад

    So. Beautiful. didi
    Marichanti bahutu Bale. Karichanti🙏🙏🙏🙏👍👌👌👌❣️❣️❣️

  • @judhistirprathan4975
    @judhistirprathan4975 4 месяца назад

    ❤❤❤❤BESHYA TA ..TOKA NKA SATHIRE। RASTARE KELI KARUCHI❤❤❤❤❤❤❤❤❤❤❤

  • @pranamindia4139
    @pranamindia4139 2 года назад +69

    ଏ madam ଙ୍କୁ ପିଟିବାର ଅଧିକାର କିଏ ଦେଲା। ମାନବିକ ଅଧିକାର ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

  • @manasranjanpatra1690
    @manasranjanpatra1690 2 года назад +34

    ତୁ ନାରୀ ନେତ୍ରୀ ହବୁ ଲୋ ମା

    • @Realtytalkwidsushant
      @Realtytalkwidsushant 2 года назад +1

      Action should be taken against the lady....if the bike rider violated the traffic rules traffic police is there to penalized him...se jhia kiye tar Kan adhikar se janaku hata utheiba public front re.
      And our request to media plz don't publish to this type girl,because sei publish debaru se lady ta hata uthei thila ebe media re emiti language use karuchi, tar bike ra status ku neiki kohuchi...disgusting

  • @djratha4641
    @djratha4641 2 года назад +24

    ଝିଅର ଯଦି ଏତେ ରକ୍ତ ଗରମ ପୁଅଟିର କେତେ ଥିବ

  • @arunprasaddash1399
    @arunprasaddash1399 Год назад +1

    ଟୋକି ନାଇ ଦେଖେଇ ଖୁବ୍ ଗରମ ଖାଉଛି।

  • @sitarani8281
    @sitarani8281 Год назад +2

    Right 👍

  • @Sanu17C
    @Sanu17C 2 года назад +25

    ଏମାନଙ୍କୁ ମାନେ କୋଉ ମାନଙ୍କୁ? ଲୋକ ଦେଖି ଏମାନେ ଏମିତି ବ୍ୟବହାର କରନ୍ତି । କୋଉ ଜଣେ ଧନୀ ଘର ଝିଅ ହୋଇଥିବ ବୋଧେ...ଏ ଗର୍ବ ତୋର ଭାଙ୍ଗି ଯିବ ଲୋ ।

    • @somusonu4306
      @somusonu4306 2 года назад +3

      Pura lower class
      Dhani heithile Garba asiba
      But amiti language asibani
      Non educated

    • @ravinaik7924
      @ravinaik7924 Год назад

      ଧନୀ,ଆଉ କଣ,ଏଇଟା ନାଳୁଆ ଝିଅ ଟା

  • @kalpatarunayak4710
    @kalpatarunayak4710 2 года назад +22

    ପ୍ରଥମେ respect ସେଇଟି ଦିଅ ଜଉଠୁ ମିଳୁଛି ନାହେଲେ ଉଦ୍ଧତ ଝିଅ ମାନଙ୍କ ପାଇଁ କେବଳ Newton's 3rd law apply କରିବା ଆବଶ୍ୟକ

  • @lightingseven5492
    @lightingseven5492 2 года назад +64

    କଣ ଏମିତି ବେକାର ପୁରା ରାଜଧାନୀ ଭୁବେନଶ୍ୱେର, ଏଥର ଭୁବେନଶ୍ୱେର କୁ ରାଜଧାନୀ କହିବା କଥା ନାହିଁ, କିଛି ଶାନ୍ତି ନାହିଁ କି ସୁରକ୍ଷା ନାହିଁ, କି ବାହାରୁ ଯାଇଥିବା ଲୋକ ମାନଙ୍କ ପ୍ରତି କିଛି ସନମାନ ନାହିଁ,🙏🙏

    • @khusichattips3443
      @khusichattips3443 2 года назад +3

      Thk Katha

    • @rajeshbeura8401
      @rajeshbeura8401 2 года назад +3

      ସେ ପିଲା ଟା ବି local ଲାଗୁଚି.. କିନ୍ତୁ ଏଏ lady ଯେମିତି ଉତ୍ତପାତ ହଉଛନ୍ତି ପୁରା ଅଭାଦ୍ରାମୀ ର ସୀମା ଅତିକ୍ରମ..

  • @mantusahu2370
    @mantusahu2370 2 года назад +1

    Thanks

  • @sanjeetp77
    @sanjeetp77 2 года назад +13

    Something terrible wrong happening in Indian law system..how can a girl raise hand to men,law is for everyone..media should remind this to this girl..

  • @krushnachandradash7387
    @krushnachandradash7387 2 года назад +30

    ପୁଅ bite ନେଲେନି ତ TV ଵାଲା।😄ଭାଇ ମାନେ ତୁମ ଚା ରି ଖୋରା କୁ🙏

  • @baradaprasana984
    @baradaprasana984 2 года назад +42

    A winter re emiti hauchi. Summer season re kan na hauthiba. Toki full garam. Daily keteta andaa khauchi kejani

  • @whiteeagle2024
    @whiteeagle2024 2 года назад +27

    take immediate action against this girl..she has no right to slap this person.

  • @basantakumar9465
    @basantakumar9465 2 года назад +1

    ଉଦ୍ଧତ ଝିଅ। ସଂସ୍କାର ସିଖିନି।

    • @manojkumardas4675
      @manojkumardas4675 Год назад +1

      🇮🇳🇮🇳🇮🇳🇮🇳✅✅✅✅✅✅🆗👌

  • @girishprasadrout2450
    @girishprasadrout2450 2 года назад +12

    This is the incident on 18Jan22. After 2months, its the same lady rigorously slapped by Swiggy boy near IG park. And that video went viral too.. 😂

  • @khusichattips3443
    @khusichattips3443 2 года назад +8

    ସବୁ ଭୁଲ ସେ ଝିଅ ର......

  • @souravmahapatra972
    @souravmahapatra972 2 года назад +34

    Mu bhabuchi a jhia jahaku baha haba ta abasta kn haba 🤔😭

  • @pmsahu2602
    @pmsahu2602 2 года назад +19

    ଇଏ ହେଉଛି ଉଗ୍ର ଚଣ୍ଡୀ,ବିଦ୍ୟାଶ୍ରୀର ଭଉଣୀ

    • @oooooouuuuu
      @oooooouuuuu Год назад

      ନା ସେ ରାଣ୍ଡି

  • @prafullabarik7085
    @prafullabarik7085 Год назад +2

    ଏ ଘଟଣାକୁ ଏତେ ଗୁରୁତର ଭାବରେ ନେବା ଠିକ୍ ନୁହେଁ ।

  • @binodinijena5161
    @binodinijena5161 Год назад

    Ryt👌👌👌

  • @RameshYadav-nd5te
    @RameshYadav-nd5te 2 года назад +6

    CCTV ଯାଞ୍ଚ କର ଯାହାର ଭୁଲ ଅଛି fine କର
    ଏତେ ପାଲା କାହିଁକି??

  • @mkumar1112
    @mkumar1112 2 года назад +29

    CCTV camera dekhajau kahara vul

    • @santoshtripathy6864
      @santoshtripathy6864 2 года назад

      Third class jhia ta bapa maa taku bahut bhala sikhya dei chanti

  • @dhrutideepandas2925
    @dhrutideepandas2925 2 года назад +28

    Why Traffic police got his key

  • @SidharthSamantaray
    @SidharthSamantaray Год назад +41

    If something wrong has happened the police can take action. You are no one to slap that guy.

    • @binayakumarbaral8729
      @binayakumarbaral8729 Год назад +1

      be practical. se pua gadi badeiki udiki paleiba. taku dhariba muskil. police , court pai time nai ki culprit b rahiba nai. then loko nija kama karibe na court jibe. taku instantly mada haba darkar. full process re gale kichi habani a situation re.

    • @gopalm1135
      @gopalm1135 Год назад

      ​​@@binayakumarbaral8729Apana SAMPURNA SATA KAHILE. You Are Absolutely Correct

    • @Matriarchy_Feminism
      @Matriarchy_Feminism Год назад +1

      Women's right. Feminism

    • @abinashtarai6067
      @abinashtarai6067 10 месяцев назад

      ​@@gopalm1135definitely not

    • @gopalm1135
      @gopalm1135 10 месяцев назад

      @@binayakumarbaral8729 Han agyan, Taku Mada Haba Darkar. Jay Jagannath 🕉 🕉 🕉

  • @biplabideabucket296
    @biplabideabucket296 2 года назад +1

    ଏହି ଝିଅଟି ମୁଣ୍ଡରେ ହେଲମେଟ ନାହିଁ । ଗର୍ବ ରେ କହୁଛି ମୁଁ ହାତ ଉଠେଇ ଦେଲି । କାହାର ବାପା ଙ୍କୁ ମଧ୍ୟ ଛାଡିଲେ ନାହିଁ ।
    ଭୁଲ କାହାର ତ ଆମେ ଜାଣିନୁ । ଏଣୁ ଜଙ୍କର କଥା ଶୁଣି ନିର୍ଣ୍ଣୟ ନେବା ଭୁଲ । ତଥାପି CCTV ଅଛି । ଜାଣି ହେବ ଭୁଲ କାହାର ପୁଅ ର ନା ଝିଅ ର ନା ପରିସ୍ଥିତି ର ।
    ଏଣୁ ପୁଅ ଉପରେ ହାତ ଉଠାଇବା କାରଣ ରୁ ଝିଅ କୁ ମଧ୍ୟ ଦଣ୍ଡିତ କରିବା ଉଚିତ ।

  • @saiprasadnayak2436
    @saiprasadnayak2436 2 года назад +7

    Jhialo vala drama kariki famous heigalu.....

  • @mrsilu7253
    @mrsilu7253 2 года назад +8

    CC TV CHEKA କର ସବୁ କିଛି ଜଣାପଡ଼ିବ

  • @debashishsamantray8436
    @debashishsamantray8436 2 года назад +41

    Maghia yaku traffic rules kia sikheichi kahuchi yellow light re rahijiba katha.. Maghia bhul nije kahuchi sethire se toka upare chaduchi.. Maghia fake feminism chaleichanti.. Maghia etiki gote toka karithile ହଙ୍ଗାମା kari ସାରନ୍ତେଣି

  • @subhakantajena9435
    @subhakantajena9435 Год назад +9

    (ଏଟା ଶଳା ବେଧି ଟା ବୋଧେ)
    ଏ ବେଧୀ ପାଇଁ ମୁଁ ପଦେ କହିବି __
    ଆଲୋ ରାଣ୍ଡି BBSR ମାଳିସାହି ଜା 🙏😅😂

  • @alokbarik5104
    @alokbarik5104 Год назад

    ଏ ମହିଳା ବ୍ୟବହାରରୁ ଜଣା ପଡ଼ୁଛି ସବୁ ଦୋଷ ଏ ମହିଳାର।

  • @misspriyanka1728
    @misspriyanka1728 2 года назад +12

    To Bia besi kichhu kahini😭😭😭😭

  • @subhamsahoo5923
    @subhamsahoo5923 2 года назад +11

    tapaswini 2 coming soon

  • @objection_overruled__6226
    @objection_overruled__6226 2 года назад +11

    Inspired by true events..🤣 if you know you know 😂😂😂😜

  • @tusharkhamari83
    @tusharkhamari83 2 года назад +1

    O really great

  • @srinibaspatrabbsrcampus7883
    @srinibaspatrabbsrcampus7883 2 года назад

    Madam apanaku super duper selute
    Athi pai khusilaguchi
    Apana atebada kama kale
    Jaha bi hau khusi tike lagila

  • @srirajyvideo
    @srirajyvideo 2 года назад +6

    Jatra full jatra

  • @dkshyam3023
    @dkshyam3023 2 года назад +10

    As a lady means she can speak slang languages
    She can speak louder
    She can slap everyone
    She can do everything whatever she wants to do...
    Because she's a Lady, n only she has rights...

  • @2daytrend
    @2daytrend 2 года назад +9

    Janapaduchhi Egudanka family re prabala tension chalichhi... Rasta upare asi jhaduchhanti...

  • @raul1509
    @raul1509 2 года назад +4

    Everyone should judge after listening both sides. Don't judge blindly.

  • @odiatokashiba3000
    @odiatokashiba3000 Год назад +1

    Gadi taku malgadi kariki chalichhi that was funny 🤣

  • @nirmalyaprasad5542
    @nirmalyaprasad5542 2 года назад +13

    Jhia loo tu hata utheiki bahut proud feel karuchu na,

  • @satyanandarout9043
    @satyanandarout9043 2 года назад +31

    Over drama by ladies

  • @sangrampati4879
    @sangrampati4879 2 года назад +11

    The boy should filed a police complain against the lady under IPC 323, 294 and 506 minimum. Thare aei jhia kila khaile sabu din pain saij heijiba

  • @Balaramdas7400
    @Balaramdas7400 Год назад

    ବହୁତ୍ ଓଭର୍ ଫାଜିଲ ଖିୟ

  • @rupakanandapradhan3398
    @rupakanandapradhan3398 Год назад

    Good 👍 mem

  • @prasantsethi4915
    @prasantsethi4915 2 года назад +4

    ସେ ଭାଇ ଯଦି
    ଭୁଲ କରିଛନ୍ତି ତାଙ୍କୁ traffic police punishment ଦେବେ।ଆପଣଙ୍କ ଅଧିକାର ନାହିଁ।ଝିଅ ବୋଲି ଲୋକଙ୍କsymapthy ର misuse କରୁଛ। ଆଉ କେତେ ଦିନ ଏମିତି women କାର୍ଡ ର misuse ହଉଥିବ

  • @technicalmohanty5934
    @technicalmohanty5934 2 года назад +4

    ଗରୀବ ପିଲାଟା ଦିଦି ଭୁଲ୍ କରିଦେଇଛି , ଏଥର ଛାଡ଼ି ଦିଅ । ତମେ ଜା ପିଟିଲଣି ଆହୁ ସେ ଜୀବନକାଳରେ ଭୁଲ କରିବନି ବଧେ🙄😘

  • @manojkumardakua3934
    @manojkumardakua3934 2 года назад +5

    ସେ ଲେଡ଼ିସ କାହିଁକି ଆଇନ କୁ ହାତକୁ ନେଲେ ବୋଲି କେହି ପଚାରିଅରିଲନି କି ସେ ଲୋକକୁ କିଛି କହିବାକୁ ସୁଯୋଗ ଦେଲନି l

    • @arunprasaddash1399
      @arunprasaddash1399 Год назад +2

      ଏ ପୁଅ ସେ ଟୋକି ବିରୋଧରେ ମାନ ହାନି ମାମଲା ରୁଜ୍ଜୁ କରିବା କଥା।

    • @manojkumardas4675
      @manojkumardas4675 Год назад

      Se ghiata marigale bhala huanta

  • @sanjitbehera8113
    @sanjitbehera8113 Год назад

    Right kahi cha sister

  • @PRABINAGOCHHAYAT
    @PRABINAGOCHHAYAT Год назад

    You are right mam

  • @sangrampati4879
    @sangrampati4879 2 года назад +17

    Third class lady. This is clear example of women empowerment 👍.

  • @ytvideo3883
    @ytvideo3883 2 года назад +6

    E lady ନିଜକୁ kn ଭାବୁଛି sie kn ଭାବିବ ଆମ ଦେଶ ହି ସେଇଆ ସବୁବେଳେ ladies ku priority dia ଯାଉଚି, ପୁରୁଷ କୁ kie ପଚାରେ 🤘

  • @ayushmanpalo7546
    @ayushmanpalo7546 2 года назад +6

    Se police officer kemiti gadi ru key bahar kala.. it's completely illegal and in any condition no-one is allowed to do such things...

  • @dharmendrapradhan377
    @dharmendrapradhan377 Год назад +1

    ତୁ ଝିଅ ସତ୍ଯ କଥା ନ ହେଲେ କହୁଚୁ ତୋର କିଛି ଭୁଲ୍ ନାହିଁ ? ଖାଲି ପୁଅ ମାନକଂର ଭୁଲ୍। ଏ ବେଧ ଝିଅ ତତେ କିଏ ଅଧିକାର ଦେଲା ଗୋଟିଏ ପୁରୁଷ ପିଲା କୁ ହାତ ଉଠାଇ ବାକୁ

  • @TechnicianPinkun
    @TechnicianPinkun Год назад

    ହାତ ଉଠାଇବା ନିହାତି ଦରକାର କି
    ହାତ ଉଠାଇବା କଣ ଭୁଲ୍ ନୁହ 😮

  • @susantakumarnaik4874
    @susantakumarnaik4874 2 года назад +8

    ସେ ଝିଅଗାଣ୍ଡିରେଠିଆଗୋଇଠାମରିବାକଥା।।ବହୁତ ରଙ୍ଗ ଦେଖଉଛି।।।

  • @ratankumarmahapatra7086
    @ratankumarmahapatra7086 2 года назад +5

    Ladies ବୋଲି କଣ ଯାହା ତାହା କହିବ ନା କଣ

  • @tarunkantaroutray4076
    @tarunkantaroutray4076 2 года назад +5

    Se bhul hau ki thik ki jaha bi hau.
    We don't have any rights to physically assault anybody anywhere. This is not justified. We can register a complaint in the nearby police station.

  • @rabindrabiswal2824
    @rabindrabiswal2824 9 месяцев назад

    Madam tusi great 🎉

  • @sunitadalabehera7125
    @sunitadalabehera7125 2 года назад +2

    Thank you dear 🙏

  • @payalsamantaray9278
    @payalsamantaray9278 2 года назад +4

    Aeyi category ra jou Mane achhanti semane banchiba hin darkar nahi aemiti houchanti ki nija life re kichhi bhul karinahanti 🤣🤣

  • @durgacharanbehera86
    @durgacharanbehera86 2 года назад +11

    Sabu bhula se jhia ra

  • @jyotishdebendra644
    @jyotishdebendra644 2 года назад +4

    Toki ra bhula

  • @tribhubandas7839
    @tribhubandas7839 9 месяцев назад

    ଆବଶ୍ୟକ ଠାରୁ ଅଧିକ ହୋଇଯାଉଛି
    ମାଡାମ୍

  • @KanhuPanda-x3l
    @KanhuPanda-x3l Год назад +1

    Brave lady 👍. A good deed always comes around. Hare Krishna 🙏🙏🙏💐💐💐

    • @PrakashChandra766
      @PrakashChandra766 10 месяцев назад

      Kou angle ru brave baa ? Aaara pata story tah kichhi dekhau nahanti ?

  • @bijaykumarsingh7448
    @bijaykumarsingh7448 2 года назад +19

    100/dramebaz jhia

  • @janakinath8750
    @janakinath8750 Год назад +7

    These kind of incidents are happening due to police inaction against the violators of traffic rules

  • @parthamohapatra3101
    @parthamohapatra3101 2 года назад +4

    Ea maikina jahara se Bhai nku anuroad. Eaku nandan kana re chadidiya otherwise forest department Coco Ku nela pari asi neijiba.

  • @pujabehera1284
    @pujabehera1284 2 года назад

    I agree with you di you are right 👍👍👍

    • @uncleben8549
      @uncleben8549 2 года назад

      Bala naa

    • @sambitsahoo6125
      @sambitsahoo6125 Год назад

      Bala Sethi jain dekhithilu na.. deha re laginauchi aau.. mg andrichandi bhali Khali radi chadichi.. ta chada kichi nahi... Mo Bala di.. behaviour sikhini

  • @ratnakarsahoo6675
    @ratnakarsahoo6675 2 года назад +1

    Good sistre

  • @biswa59257
    @biswa59257 Год назад

    ଝିଅ ମାନଙ୍କର ବହୁତ ଧରମ ଭାଇ ଅଛନ୍ତି ନାଳୁଆ......... 🤣🤣......

  • @vaibhawsingh1895
    @vaibhawsingh1895 Год назад

    International WOMENS DAY gift 🤣🤣

  • @blandinapradhan4574
    @blandinapradhan4574 Год назад

    Great

  • @bidusmitapattnayak5562
    @bidusmitapattnayak5562 Год назад

    Right lady

  • @chittaranjanchakra35
    @chittaranjanchakra35 Год назад +1

    ପୁରୁଷ ମାନେ ସେହିପରି ପିଟିବା କଥା ଯାହାହେବ ହେଉ