𝐁𝐚𝐬𝐭𝐮 𝐒𝐚𝐬𝐭𝐫𝐚 𝐀𝐧𝐮𝐬𝐚𝐫𝐞 𝐆𝐡𝐚𝐫𝐚𝐫𝐚 𝐒𝐢𝐝𝐢 । ବାସ୍ତୁଶାସ୍ତ୍ର ଅନୁସାରେ ଗୃହର ସିଡି କିପରି ଓ କେଉଁ ଦିଗରେ କରିବା ଉଚିତ୍।

Поделиться
HTML-код
  • Опубликовано: 11 окт 2024
  • #vastushastra #vastutips #horoscope #shastadarshan
    'ଭବନ ଭାସ୍କର’ ମତରେ ସିଡ଼ିର ଉପର ଦ୍ବାର ପୂର୍ବ ବା ଦକ୍ଷିଣକୁ ହେବା ଶୁଭ । ସିଡ଼ି ' ଘରର ପଶ୍ଚିମ ବା ଉତ୍ତର ଭାଗରେ ହେବା ଶୁଭଦାୟକ ହୋଇଥାଏ । ‘ଭବନ ଭାସ୍କର' ଅନୁଯାୟୀ ସିଡ଼ିର ପାହାଚ, ଖୁଣ୍ଟ, ଦ୍ଵାର, ଝରକା ସଂଖ୍ୟାକୁ ୩ ଦ୍ଵାରା ଭାଗ କଲେ ଭାଗଶେଷ ୧ ରହିଲେ ଇନ୍ଦ୍ର, ୨ ରହିଲେ କାଳ (ଯମ), ତିନି ବା ଶୂନ ରହିଲେ ରାଜା ସଂଜ୍ଞା ହୁଏ । ଦ୍ବିତୀୟ ପ୍ରଣାଳୀ ଅନୁସାରେ ଏହାକୁ ଇନ୍ଦ୍ର, କାଳ, ରାଜା କ୍ରମେ ଗଣନା କରାଯାଏ, ଶେଷରେ କାଳ ରହିଲେ ଅଶୁଭ । ମାତ୍ର ଅନ୍ୟ ଶାସ୍ତ୍ରବିତଙ୍କ ମତରେ ପାହାଚ ବା ସିଡିକୁ ମିଶାଇ ତାକୁ ୩ ଦ୍ଵାରା ହରିଲେ ୨ ରହିବା ଶୁଭଦାୟକ ହୋଇଥାଏ । ଏଣୁ ସିଡ଼ି ପାହାଚ ୫, ୧୧, ୧୭, ୨୩, ୨୯ ହେବା ଶୁଭ । କିନ୍ତୁ ଶାସ୍ତ୍ର ମତରେ ସିଡ଼ି ଓ ଘରର ମୁଖ୍ୟ ଦ୍ୱାରର ପାହାଚ
    ଅଯୁଗ୍ମ/ବିଷମ ହେବା ନିହାତି ଜରୁରୀ ।
    Janmastami Ra Sampurna Puja Bidhi। ଜନ୍ମାଷ୍ଟମୀର ସମ୍ପୂର୍ଣ୍ଣ ପୂଜା ବିଧି ଓ ଶାସ୍ତ୍ରୀୟ ପ୍ରତିକାର।।
    • 𝐉𝐚𝐧𝐦𝐚𝐬𝐭𝐚𝐦𝐢 𝐑𝐚 𝐒𝐚𝐦𝐩𝐮𝐫𝐧𝐚...
    Rakhi Purnaima 2021। ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ୱ । ପୌରାଣିକ କିମ୍ବଦନ୍ତୀ।
    • 𝐑𝐚𝐤𝐡𝐢 𝐏𝐮𝐫𝐧𝐚𝐢𝐦𝐚 𝟐𝟎𝟐𝟏। ର...
    𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐁𝐢𝐜𝐡𝐚 𝐑𝐚𝐬𝐡𝐢 । ବିଛା ରାଶି ବ୍ୟକ୍ତିଙ୍କର ରାଶିଫଳ, ଭାଗ୍ୟଫଳ ଓ ବିଶେଷ ପ୍ରତିକାର।
    • 𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐁𝐢𝐜𝐡𝐚...
    Swapana Fala Rahasya। ଶୁଭ ଓ ଅଶୁଭ ସ୍ଵପ୍ନ ବିଚାର।
    • 𝐒𝐰𝐚𝐩𝐚𝐧𝐚 𝐏𝐡𝐚𝐥𝐚 𝐑𝐚𝐡𝐚𝐬𝐲𝐚।...
    Janma Bara Anusare Rudraksha Dharana । ଜାଣନ୍ତୁ ନିଜ ଜନ୍ମ ବାର ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ ।
    • 𝐉𝐚𝐧𝐦𝐚 𝐁𝐚𝐫𝐚 𝐀𝐧𝐮𝐬𝐚𝐫𝐞 𝐑𝐮𝐝...
    Janma Lagna Re Mangal Rahile Manusya ra Swabhaba Kipari Hoithae ।ମଙ୍ଗଳ ଲଗ୍ନରେ ଥିଲେ କି ଫଳ ମିଳେ।
    • 𝐉𝐚𝐧𝐦𝐚 𝐋𝐚𝐠𝐧𝐚 𝐑𝐞 𝐌𝐚𝐧𝐠𝐚𝐥 ...
    Shastra Anusare Thakura Puja Bidhi । ଶାସ୍ତ୍ର ଅନୁସାରେ ଠାକୁର ପୂଜା ବିଧି ଓ ବାସ୍ତୁ ଅନୁସାରେ ଠାକୁର ଘର ।
    • 𝐒𝐡𝐚𝐬𝐭𝐫𝐚 𝐀𝐧𝐮𝐬𝐚𝐫𝐞 𝐓𝐡𝐚𝐤𝐮𝐫...
    Bastu Sastra Anusare Gharara Sidi । ବାସ୍ତୁଶାସ୍ତ୍ର ଅନୁସାରେ ଗୃହର ସିଡି କିପରି ଓ କେଉଁ ଦିଗରେ କରିବା ଉଚିତ୍।
    • 𝐁𝐚𝐬𝐭𝐮 𝐒𝐚𝐬𝐭𝐫𝐚 𝐀𝐧𝐮𝐬𝐚𝐫𝐞 𝐆...
    Uttara Digara Vastu Dosha o Thara Pratikara । ଉତ୍ତର ଦିଗର ବାସ୍ତୁ ଦୋଷ ଓ ତାହାର ପ୍ରତିକାର।
    • 𝐔𝐭𝐭𝐚𝐫𝐚 𝐃𝐢𝐠𝐚𝐫𝐚 𝐕𝐚𝐬𝐭𝐮 𝐃𝐨...
    Sukuna Shastra Anusare Kau ra Subha Asubha Lakhyana । ଶୁକୁନ ଶାସ୍ତ୍ର ଅନୁସାରେ କୁଆ ଶୁଭ ଓ ଅଶୁଭ ଲକ୍ଷଣ।
    • 𝐒𝐮𝐤𝐮𝐧𝐚 𝐒𝐡𝐚𝐬𝐭𝐫𝐚 𝐀𝐧𝐮𝐬𝐚𝐫𝐞...
    𝐏𝐞𝐫𝐬𝐨𝐧𝐚𝐥𝐢𝐭𝐲 𝐍𝐮𝐦𝐛𝐞𝐫 𝟑 - 𝐍𝐮𝐦𝐞𝐫𝐨𝐥𝐨𝐠𝐲 𝐌𝐞𝐚𝐧𝐢𝐧𝐠 । ଅଙ୍କ ଜ୍ୟୋତିଷ - ମୂଳାଙ୍କ ୩ ରେ ଜନ୍ମିତ ବ୍ୟକ୍ତିଙ୍କର ଭାଗ୍ୟଫଳ।
    • 𝐏𝐞𝐫𝐬𝐨𝐧𝐚𝐥𝐢𝐭𝐲 𝐍𝐮𝐦𝐛𝐞𝐫 𝟑 -...
    𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐓𝐮𝐥𝐚 𝐑𝐚𝐬𝐡𝐢 । ତୁଳା ରାଶି ବ୍ୟକ୍ତିଙ୍କର ରାଶିଫଳ, ଭାଗ୍ୟଫଳ ଓ ବିଶେଷ ପ୍ରତିକାର।
    • 𝐄𝐯𝐞𝐫𝐲𝐭𝐡𝐢𝐧𝐠 𝐀𝐛𝐨𝐮𝐭 𝐓𝐮𝐥𝐚 ...
    Tini Mukhi Rudraksha ra Upakari Guna o Dharana Bidhi । ତିନି ମୁଖୀ ରୁଦ୍ରାକ୍ଷର ଚମତ୍କାରୀ ଗୁଣ ।
    • 𝐓𝐢𝐧𝐢 𝐌𝐮𝐤𝐡𝐢 𝐑𝐮𝐝𝐫𝐚𝐤𝐬𝐡𝐚 𝐫...
    Janma Lagna Re Chandra Rahile Manusya ra Swabhaba Kipari Hoithae ।ଚନ୍ଦ୍ର ଲଗ୍ନରେ ଥିଲେ କି ଫଳ ମିଳେ।
    • 𝐉𝐚𝐧𝐦𝐚 𝐋𝐚𝐠𝐧𝐚 𝐑𝐞 𝐂𝐡𝐚𝐧𝐝𝐫𝐚...
    Mangalika Dosa । ଜନ୍ମ ଜାତକରେ ମାଙ୍ଗଳିକ ଦୋଷର ପ୍ରଭାବ ଓ ପ୍ରତିକାର।
    • 𝐌𝐚𝐧𝐠𝐚𝐥𝐢𝐤𝐚 𝐃𝐨𝐬𝐚 𝐑𝐚 𝐏𝐫𝐚𝐛...
    Snana Karibara Bidhi। ସ୍ନାନ କରିବାର ଶାସ୍ତ୍ରୀୟ ମହତ୍ତ୍ଵ ଓ ବିଧି।
    • 𝐒𝐡𝐚𝐬𝐭𝐫𝐚 𝐀𝐧𝐮𝐬𝐚𝐫𝐞 𝐒𝐧𝐚𝐧𝐚 ...
    Vastu Shastra Anusare Loan Samasya Pain Pratikara। ବାସ୍ତୁଶାସ୍ତ୍ର ଅନୁସାରେ ରୁଣ ସମସ୍ୟା ଓ ଏହାର ସମାଧନ।
    • 𝐕𝐚𝐬𝐭𝐮 𝐒𝐡𝐚𝐬𝐭𝐫𝐚 𝐀𝐧𝐮𝐬𝐚𝐫𝐞 ...
    Swapana Fala Rahasya। ଏହିସବୁ ସ୍ଵପ୍ନ ଧନ ଓ ମନୋସ୍କାମନା ପୂରଣର ସୂଚନା ଦେଇଥାଏ।
    • 𝐒𝐰𝐩𝐧𝐚 𝐏𝐡𝐚𝐥𝐚 𝐑𝐚𝐡𝐚𝐬𝐲𝐚 । ...
    Rudrakhya Ra Ayurbeda Guna । ରୋଗ ନିରାମୟ ରୁଦ୍ରାକ୍ଷର ଔଷଧୀୟ ଗୁଣ।
    • 𝐑𝐮𝐝𝐫𝐚𝐤𝐡𝐲𝐚 𝐑𝐚 𝐀𝐲𝐮𝐫𝐛𝐞𝐝𝐚 ...
    Please Subscribe - / shastradarshan
    ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଓ ଅଙ୍କ ଶାସ୍ତ୍ର ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମକୁ ଯୋଗାଯୋଗ କରନ୍ତୁ ।
    𝐌𝐨𝐛𝐢𝐥𝐞 𝐍𝐮𝐦𝐛𝐞𝐫 - 𝟗𝟒𝟑𝟗𝟎𝟓𝟕𝟓𝟕𝟔
    Please Subscribe - / shastradarshan
    𝐉𝐨𝐢𝐧 𝐎𝐮𝐫 𝐓𝐞𝐥𝐞𝐠𝐫𝐚𝐦 𝐆𝐫𝐨𝐮𝐩 - t.me/shastradarshan
    𝑺𝒐𝒄𝒊𝒂𝒍 𝑴𝒆𝒅𝒊𝒂
    𝐅𝐚𝐜𝐞𝐛𝐨𝐨𝐤 :- / sastradarshan
    𝐈𝐧𝐬𝐭𝐚𝐠𝐫𝐚𝐦 :- / shastra_darsan
    𝐓𝐰𝐢𝐭𝐭𝐞𝐫 :- sh...
    𝐃𝐚𝐢𝐥𝐲𝐡𝐮𝐧𝐭:- profile.dailyh...
    𝐏𝐥𝐞𝐚𝐬𝐞 𝐋𝐢𝐤𝐞, 𝐂𝐨𝐦𝐦𝐞𝐧𝐭, 𝐒𝐡𝐚𝐫𝐞 & 𝐒𝐮𝐛𝐬𝐜𝐫𝐢𝐛𝐞.
    𝐓𝐡𝐚𝐧𝐤 𝐘𝐨𝐮 𝐅𝐨𝐫 𝐖𝐚𝐭𝐜𝐡𝐢𝐧𝐠

Комментарии • 32