ଗୃହ ଆରମ୍ଭ ମୁହୂର୍ତ୍ତ, Home Opening Time

Поделиться
HTML-код
  • Опубликовано: 26 дек 2024

Комментарии • 115

  • @BiswajitMallick-u4f
    @BiswajitMallick-u4f Месяц назад +1

    Jay Jagannath bhai ❤❤❤

  • @laichansanta8321
    @laichansanta8321 Год назад +5

    ମେଷ ରାଶି ହବ ନିଜ ସାର

  • @LabaniBaga
    @LabaniBaga 29 дней назад +1

    Thank you sir Jai jagannath

  • @urdhabmali2523
    @urdhabmali2523 Год назад +1

    ଜୟଜଗନ୍ନାଥ ବହୁତ ବହୁତ ଧନ୍ୟବାଦ ସାର

  • @EasyLearn2.0-School
    @EasyLearn2.0-School 4 года назад +2

    Very helpfull to us🙏🙏 Thanks for this vdo

  • @19rupeshbhoi95
    @19rupeshbhoi95 4 года назад +1

    Bht sunder heichi 👌 👌 👌

  • @HeroDhoomsuper
    @HeroDhoomsuper 7 дней назад

    Thanks 🙏 Tulu

  • @KalishBhatra-ot3bg
    @KalishBhatra-ot3bg Год назад +1

    Thank you ghuru😊😊😊

  • @qi82
    @qi82 Год назад

    Omm Jay shree jagannath hare hari

  • @ashutoshdash8019
    @ashutoshdash8019 Год назад +1

    ଜୟ ଜଗନ୍ନାଥ 🙏

  • @akashmitagaya2363
    @akashmitagaya2363 4 года назад +1

    Superb bhaina👌👌👌👌👍👍👍👍

  • @Ramysanskritam
    @Ramysanskritam 4 года назад +1

    Very nice guruji🙏🙏🙏👌👍👍very important

  • @HKMISHRA-ub3dx
    @HKMISHRA-ub3dx 4 года назад +1

    गृहारंभस्य शुभाशुभं सम्यक् विश्लेषितं भवता |

  • @NaliniPrabhaMaharana
    @NaliniPrabhaMaharana 11 месяцев назад +1

    Thank you very much

  • @alokmoharana8511
    @alokmoharana8511 4 месяца назад +1

    ଆଜ୍ଞା ନମସ୍କାର ମୁଁ ଶ୍ରାବଣ ମାସରେ ରୋଷେଇ ଘର ସିଡି ଘର କରିବାକୁ ଚାହୁଁଛି ଉତ୍ତର ପଟକୁ ହେଇ ପାରିବ କି ନାହିଁ ମୋର ରାଶି ତୁଳା ୧୫/୭

    • @jyotiranjanastro2663
      @jyotiranjanastro2663  4 месяца назад +1

      Ni ଉତ୍ତର ପଟେ ହୋଇ ପାରିବ ନାହିଁ

    • @alokmoharana8511
      @alokmoharana8511 4 месяца назад +1

      @@jyotiranjanastro2663 ଆମର ଆଉ ଦକ୍ଷିଣ ପଟକୁ ଜାଗା ନାହିଁ ଆମର ଉତ୍ତର ପଶ୍ଚିମ ପଟକୁ ଜାଗା ଅଛି

    • @jyotiranjanastro2663
      @jyotiranjanastro2663  4 месяца назад

      ବାୟୁ କୋଣ ku sidi hoi pariba kintu rosei ghara nuha

  • @DrM.S.Sachis
    @DrM.S.Sachis 4 года назад +1

    Very good

  • @sanjayabidika645
    @sanjayabidika645 Год назад +1

    Guruji🙏 gruho prabes, asado masare 12tarikhare achi kana asubidha achiki, daya kari jaldi kuhontu 🙏👍

    • @jyotiranjanastro2663
      @jyotiranjanastro2663  Год назад

      ଆଷାଢ଼ ମାସ ଗୃହ ପାଇଁ ସଂକ୍ରାନ୍ତି ଠାରୁ ଦେଖିବେ
      Enu jun 12 ଜ୍ୟେଷ୍ଠ ମାସ 29 ଦିନ
      ସୋମବାର
      ଉତ୍ତରଭାଦ୍ର ନକ୍ଷତ୍ର ଏହା ଉତ୍ତମ ହେବ
      କିନ୍ତୁ ଧନୁ ରାଶି ପାଇଁ ନୁହଁ କାରଣ ଘାତ ଚନ୍ଦ୍ର ଅଟେ

  • @Biku-gh1fi
    @Biku-gh1fi 4 года назад +1

    Good morning sir...

    • @jyotiranjanastro2663
      @jyotiranjanastro2663  4 года назад

      Very v good morning ଆଜି ଦିନଟି ତୁମ ପାଇଁ ଉତ୍ତମ ହେଉ

  • @pravasinisahoo210
    @pravasinisahoo210 6 месяцев назад +1

    Ame bhabichu asanta asadha masare ghara arambha karibu boli kn kemiti karajiba sir

    • @jyotiranjanastro2663
      @jyotiranjanastro2663  6 месяцев назад

      ଭିଡ଼ିଓ କରିଛି ପ୍ରମାଣ ଦେଇ bhala ki ଦେଖନ୍ତୁ

  • @AsimaPalai-co5yg
    @AsimaPalai-co5yg 5 месяцев назад +1

    Please sir🙏🙏

  • @ManasaDarpana62
    @ManasaDarpana62 Год назад +1

    Nice

  • @kulumallick4676
    @kulumallick4676 4 года назад

    Good presentation 👍👍👌👍 sir....

  • @odiagamersrx5584
    @odiagamersrx5584 4 года назад +1

    Nice bhai

  • @SantanuMusic
    @SantanuMusic 4 года назад +1

    Very good 👍👌👌😊 it's very knowledgeable for everyone , please listen 🙏

  • @AsimaPalai-co5yg
    @AsimaPalai-co5yg 5 месяцев назад +1

    ଜୟ ଜଗନ୍ନାଥ ମୁଁ ସୁନାବେଶ ଦିନ ଘରକୁ ଗଲେ କ'ଣ ହେବା ନାମ ଜଟିଆ ପଲାଇ

  • @pravasinisahoo210
    @pravasinisahoo210 6 месяцев назад +1

    Anya bastubit mane asadha masa subha boli kahuchhanti apana kn nuhe boli kahuchhanti

    • @jyotiranjanastro2663
      @jyotiranjanastro2663  6 месяцев назад

      ଅନ୍ୟ ବାସ୍ତୁ ବିଦ୍ କଥା ମୁଁ ଜାଣେ ନାହିଁ. ମୁଁ କୌଣସି ବିଦ୍ କଥା କହେନି. ମୂଳ ଗ୍ରନ୍ଥ ର ଶ୍ଲୋକ ସହ ପ୍ରମାଣ ଦେଇ କହିଲି ଆଉ କେମିତି ପ୍ରମାଣ ଦେବି . ଯୋଉ ମାନେ କହୁଛନ୍ତି ମୂଳ ପ୍ରମାଣ ଦେଇ କହିବା ଦରକାର. ମୁଁ ବାସ୍ତୁ ବିଦ୍ ହେଲି ବୋଲି କଣ ଯାହା କହିବି ହେବ ? ସବୁ ଥିରେ ପ୍ରମାଣ ଦରକାର

  • @bhagabatiprasadnanda6048
    @bhagabatiprasadnanda6048 4 года назад +1

    ଅତ୍ଯନ୍ତ ମନମୁଗ୍ଧକର

  • @smilewithtrisha5754
    @smilewithtrisha5754 7 месяцев назад +1

    Kou masare ghar ra chata padile subha haitha

    • @jyotiranjanastro2663
      @jyotiranjanastro2663  7 месяцев назад

      ଛାତ ପକେଇବା ପାଇଁ କିଛି ପ୍ରମାଣ ନାହିଁ bhala ନକ୍ଷେତ୍ର ଦେଖି ପକେଇ dia

  • @biswanathsamal7358
    @biswanathsamal7358 9 месяцев назад +1

    ସାର, ଦକ୍ଷିଣ /ପଶ୍ଚିମ ରେ ଶିଢ଼ି ଘର ହେଇପାରିବ କି ?

  • @raghunandanray3888
    @raghunandanray3888 Год назад +1

    🌹🙏🌹

  • @Uandmebestfriendsforever
    @Uandmebestfriendsforever 6 месяцев назад +1

    Sir ପ୍ରଣାମ husband ଙ୍କ ଜନ୍ମ ମାସ ରେ ଭୂମି ପୂଜନ ଓ ଗୃହ ନିର୍ମାଣ କାମ କଲେ ହେବ କି ?

    • @jyotiranjanastro2663
      @jyotiranjanastro2663  6 месяцев назад

      Ni କିଛି ଅସୁବିଧା ନାହଁ କିନ୍ତୁ ନକ୍ଷେତ୍ର ଘାତ ଚନ୍ଦ୍ର ଦେଖିବ

  • @raghunathkar6338
    @raghunathkar6338 Год назад +1

    Sir asinna kartika maßa ra ghara aramha kebe achhi

  • @AB-kf7ii
    @AB-kf7ii 9 дней назад

    Makar rasi magha masa re haba

  • @JagratBiswal-qn1bf
    @JagratBiswal-qn1bf 10 месяцев назад +1

    Sir can you make a video on bidisha plot i.e plot facing north east ,,

    • @jyotiranjanastro2663
      @jyotiranjanastro2663  3 месяца назад

      Bidisha Plot କିଛି ନଥାଏ କ୍ଷେତ୍ର ଅନୁସାରେ ଦିଶା ଦେଖିବେ

  • @dallydhala4796
    @dallydhala4796 7 месяцев назад +1

    Sir pranam ଏହି 2024 july ମାସ ରେ ଗୃହ ଶୁଭ ଦେବପାଇଁ ଗଣନାକାର ଆମକୁ date ଦେଇଛନ୍ତି ତେଣୁ କଣ କରିବୁ ଆଷାଢ଼ ମାସରେ କରାଯାଏ ନାହିଁ କି

    • @jyotiranjanastro2663
      @jyotiranjanastro2663  7 месяцев назад

      ହଁ ହୋଇ ପାରିବ

    • @dallydhala4796
      @dallydhala4796 7 месяцев назад

      Hau sir ok

    • @jyotiranjanastro2663
      @jyotiranjanastro2663  7 месяцев назад

      ସୌର ମାସ ଅନୁସାରେ ଆଷାଢ଼ ମାସରେ ଗୃହାରମ୍ଭ ହେବ ନାହିଁ
      Ya ଉପରେ ଭିଡ଼ିଓ ହୋଇଛି ଦେଖନ୍ତୁ

  • @sudhirakumarpradhan6284
    @sudhirakumarpradhan6284 4 года назад +1

    ପ୍ରଣାମ ଆଚାର୍ଯ୍ୟ l ଆସନ୍ତା ମାର୍ଗଶିର ମାସରେ ଶୁକ୍ଲପକ୍ଷ ରେ କେଉଁ ଦିନ ଗୃହ ଆରମ୍ଭ ଶୁଭ ଅଛି l ଦୟାକରି କୁହନ୍ତୁ l

    • @jyotiranjanastro2663
      @jyotiranjanastro2663  4 года назад +1

      ଏକାଦଶୀ ତିଥି, ଉତ୍ତରାଭାଦ୍ରପଦ ନକ୍ଷତ୍ର, ବୁଧବାର, ବାଣିଜ୍ୟ କରଣ, 25 Nov
      ଉତ୍ତମ ସମୟ ଦେଖି ପ୍ରାନ୍ତୀୟ ପାଞ୍ଜି ଦେଖି କରିବେ

    • @sudhirakumarpradhan6284
      @sudhirakumarpradhan6284 4 года назад +1

      25 ନଭେମ୍ବର ରେ କାର୍ତିକ ମାସ ରହୁଛି ବୋଧେ ଗୁରୁଜୀ l ମୁ ମାର୍ଗଶିର ମାସ ଶୁକ୍ଲପକ୍ଷ ରେ ଗୃହ ଆରମ୍ଭ କରିବାକୁ ଚାହୁଁଛି l ଦୟାକରି କରି 15 ଡିସେମ୍ବର ରୁ 30 ଡିସେମ୍ବର ମଧ୍ୟରେ କିଛି ଶୁଭ ଲଗ୍ନ ଯଦି ଅଛି କୁହନ୍ତୁ l ପ୍ରଣାମ l

    • @jyotiranjanastro2663
      @jyotiranjanastro2663  4 года назад +1

      ଗୃହ ଆରମ୍ଭ ପାଇଁ ସବୁବେଳେ ସୌର ମାସ ନେବ. ସଂକ୍ରାନ୍ତି ଠୁ ମାସ ଆରମ୍ଭ. ଏହା ବୃହତ୍ତ bastu ମାଳା ବହି ରେ ପ୍ରମାଣ ପାଇପାରିବେ. Ramadaibagya ଙ୍କ ମତ. ଅଧିକ ଜାଣିବାକୁ ଚାହିଁଲେ cantact କରନ୍ତୁ

    • @sudhirakumarpradhan6284
      @sudhirakumarpradhan6284 4 года назад +1

      ବହୁତ ବହୁତ ଧନ୍ୟବାଦ ଆଚାର୍ଯ୍ୟ, ପ୍ରଣାମ

    • @sudhirakumarpradhan6284
      @sudhirakumarpradhan6284 4 года назад +1

      ମାଘ ମାସ ରେ ଗୃହ ଆରମ୍ଭ ର ଶୁଭ ଦିନ ଗୁଡିକ କୁହନ୍ତୁ ଗୁରୁଜୀ.

  • @sudamnayak3087
    @sudamnayak3087 Год назад +1

    Sir namaskar, june .29.23 ashada Mason arambha korile hebaki

  • @pratyushpradhan3275
    @pratyushpradhan3275 Год назад +1

    Thanks

  • @ashokbarik3690
    @ashokbarik3690 3 года назад +1

    Sir pranam
    Sir jadi asubha masare ghara arambha karideithile tar kichhi pratikar achhi ki nahin jadi achhi dayakari kuhantu.

    • @jyotiranjanastro2663
      @jyotiranjanastro2663  3 года назад

      Bastu ଶାନ୍ତି ପୂଜା କରନ୍ତୁ କିମ୍ବା tryangal bastu ପୂଜା କରନ୍ତୁ

    • @ashokbarik3690
      @ashokbarik3690 3 года назад +1

      @@jyotiranjanastro2663 ଆଜ୍ଞା 🙏ଶୁଭରାତ୍ରି, ଆଷାଢ଼ କୃଷ୍ଣ ପକ୍ଷ ସପ୍ତମୀ 1-7-21ତାରିଖ ରେ ଶୁଭ ଦେଇଚୁ କିନ୍ତୁ ଘର କାମ ଆରମ୍ଭ ବର୍ଷା ଯୋଗୁ କରି ପାରିନି ହେଲେ ପୁଣି ଆଉ ଥରେ ଶୁଭ ଦେଲେ ହେଇପାରିବକି

    • @jyotiranjanastro2663
      @jyotiranjanastro2663  3 года назад

      ବାରମ୍ବାର ଶୁଭ କଣ ଦେବ

    • @ashokbarik3690
      @ashokbarik3690 3 года назад

      @@jyotiranjanastro2663 ସକାଳ 9.30

    • @ashokbarik3690
      @ashokbarik3690 Год назад +1

      ଶିବ ମନ୍ଦିର ରେ ଇଟା ଦେଇ ଆସିଲେ ହବ କି ନାହିଁ

  • @suchismitamohanty8834
    @suchismitamohanty8834 4 года назад +1

    Bhai amara ghara arambha heba tahele margasirathu arambha karibu

    • @jyotiranjanastro2663
      @jyotiranjanastro2663  4 года назад

      Hmm କରି ପାରିବେ. Nov 16 ପରେ ଉତ୍ତମ.

  • @lkg-b-biswarajsahoo5869
    @lkg-b-biswarajsahoo5869 3 года назад +1

    Sir 🙏 nairutya kona re aama ghare laxmi nrusigha nka mandir achhi sethi pain bahut problem houchi yara pratikar kana kahibe sir plz pranam

  • @PreetylittlestuffbyAbhipsa
    @PreetylittlestuffbyAbhipsa Год назад +1

    Sir🙏 Ghara baisakha masa re subha dei jadi jyastha ru ghara construction start kara jiba tahele subha fala daba na nai ?

    • @jyotiranjanastro2663
      @jyotiranjanastro2663  Год назад

      Hmm ଆପଣ panchasalakha ପୂଜା କରି ଗୃହର ଆରମ୍ବ କଲେ ହବ ସାଧାରଣ ପୂଜା କଲେ ତାହା ଉତ୍ତମ ନୁହଁ

  • @BhagabanBhatra-os4ci
    @BhagabanBhatra-os4ci Год назад

    Sir pranam,Mu eka gruharamba masa tik karichhi, taha- Margashira masa 15 tarika (bichha 29dina) kintu eha eka masanta dina.masanta dinare kichhi prablem achhi ki sir ? tike kuantu.

    • @jyotiranjanastro2663
      @jyotiranjanastro2663  Год назад

      Ni ସେ ଦିନ ସ୍ଥିର ନକ୍ଷେତ୍ର ମାସନ୍ତ ପାଇଁ କିଛି ପ୍ରମାଣ ନାହିଁ ତେଣୁ ହେଇପାରିବ ଆପଣ ଠିକ୍ bachi ଛନ୍ତି

    • @BhagabanBhatra-os4ci
      @BhagabanBhatra-os4ci Год назад +1

      Thank you sir, pranam

    • @jyotiranjanastro2663
      @jyotiranjanastro2663  Год назад

      Welcome

  • @laichansanta8321
    @laichansanta8321 Год назад +1

    Mesha rashi habani sir

  • @bhagabannahak8604
    @bhagabannahak8604 7 дней назад

    Ghar aaram munh magha masa re aarambh kariba ko chahe moru Rashi Kumbh s Rashi gora Gori Babu mujhse Ghar bathroom CD ROM garibi subhanaka ticket counter

  • @ashokbarik3690
    @ashokbarik3690 3 года назад +1

    ଆଜ୍ଞା ନମସ୍କାର 🙏🙏🙏
    ସାର ଆମେ ଆଷାଢ଼ ମାସରେ ଶୁଭ ଦେଇଚୁ ହେଲେ ଆପଣ କହୁଛନ୍ତି କି ଏମାସରେ ମୃତ୍ୟୁ ବୋଲି କହୁଛନ୍ତି ହେଲେ ଘର ଆରମ୍ଭ କରିନି ବର୍ତମାନ କଣ କରିବୁ ଦୟାକରି କୁହନ୍ତୁ

    • @jyotiranjanastro2663
      @jyotiranjanastro2663  3 года назад

      Bhala ମୁହୂର୍ତ୍ତ ଦେଖି ଆରମ୍ଭ କରନ୍ତୁ ଏବଂ ଗ୍ରାମ ଦେବତା /ଦେବୀ ଙ୍କୁ ଗୋଟେ ଇଟା ମନ୍ଦିର ଉଦ୍ଦେଶ୍ୟରେ ଅର୍ପଣ kariasibe

  • @diptikantabehera8614
    @diptikantabehera8614 Год назад +1

    ,,🙏🙏🙏

  • @bhagabannahak8604
    @bhagabannahak8604 7 дней назад

    Moto namaskar morgan general ganjam arrow call richie gaara adam cardi morro rossi kumbha rossi latin rossi ghana city garage corey baku please comment call heindiano

  • @pratyushpradhan3275
    @pratyushpradhan3275 Год назад +1

    Nice