Rok Thok Live | ଅସ୍ମିତା ଡ଼ରରେ ସୁଜାତା | 10 June 2024 | Argus News

Поделиться
HTML-код
  • Опубликовано: 21 окт 2024

Комментарии • 284

  • @Upcomingvideoworld
    @Upcomingvideoworld 4 месяца назад +2

    v.k.pandian Babu Aaga pari odisha re Saba karibe 🙏⭕❗⭕🙏 joy jagannath

  • @raghunathbihari4813
    @raghunathbihari4813 4 месяца назад +1

    Thank's argus

  • @tarunajani
    @tarunajani 4 месяца назад +5

    ଦୁର୍ଗାଶିଶ ବାବୁ ବହୁତ ବହୁତ ଧନ୍ୟବାଦ.....

  • @jagadeeshchoudhury8354
    @jagadeeshchoudhury8354 4 месяца назад

    Jai Shree Ram 👏👏👏👏👏👏👏👏👏👏

  • @prabhasray675
    @prabhasray675 4 месяца назад

    Jay Shriram

  • @pkmishra6256
    @pkmishra6256 4 месяца назад

    Very correct analysis by Sri Janakish Badapanda Babu and Sri Subrat Nanda Advocate Sir. Thanks👍🏾👍🏾

  • @rabindrapatra8223
    @rabindrapatra8223 4 месяца назад +25

    ଦୂର୍ଗା ଶିଷ ଭାଇ ଆପଣଙ୍କ ନିର୍ଭିକ ସାମ୍ବାଦିକତା ପାଇଁ ସାଲୁ୍ଟକରୁଛୁ। ଜଗନ୍ନାଥ ସବୁବେଳେ ସହାୟ ହୁଅନ୍ତୁ। ଜୟ ଜଗନ୍ନାଥ।🌹🙏

    • @HRUDANANDASAHU-wl3lk
      @HRUDANANDASAHU-wl3lk 4 месяца назад +1

      😮😮😮😮😮😮😮😮😮😮😮😮😅😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😅😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😊😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮

  • @GaneswarRout-f9e
    @GaneswarRout-f9e 4 месяца назад +1

    Thank you Argus News for your presentation highlighting the real situation.Please continue this process that will positively impact in the society.
    With regards to all.
    Ganeswar Rout.

  • @k.cparida5399
    @k.cparida5399 4 месяца назад +1

    Argus news ଆଧାର ବିହିନ news ପ୍ରଶାର କରୁଛି ଓଡ଼ିଶାରେ

  • @stylishmaahi
    @stylishmaahi 4 месяца назад +5

    ଦୁର୍ଗଶିଷ ବାବୁ ତମକୁ ବହୁତ ବହୁତ ଧନ୍ୟବାଦ 🙏

  • @sumantabhoi1492
    @sumantabhoi1492 4 месяца назад +28

    ବାନାର୍ଜୀ ସାର ଆପଣ ଠିକ କହୁଛନ୍ତି

  • @lingarajnag5566
    @lingarajnag5566 4 месяца назад

    Thank you Durgasish babu

  • @SWAINSAMIRRANJAN
    @SWAINSAMIRRANJAN 4 месяца назад +37

    ଗଣେଶ ଭାବୁଛି ଏବେବି ସରକାର ତାଙ୍କର ଓଡ଼ିଶାରେ ଚାଲିଛି। ଗଣେଶ ଜଣେ ଲଜ୍ଜ୍ୟା ହୀନ ଲୋକ। ତେଣୁ ଦୟାକରି ତାକୁ ଡାକନ୍ତୁ ନାହିଁ।

  • @ashokkumarsahu9435
    @ashokkumarsahu9435 4 месяца назад +13

    ସେ ମାଗିଆ ଗଣେଶ କୁ କାହିଁକି ଡିବେଡ କୁ ଡାକୁଚ

  • @SmashEnough
    @SmashEnough 4 месяца назад +12

    ପାଣ୍ଡିଆ ନ ଛ ମାସ ବିଜେଡି ଦଳ ର କର୍ମୀ 😢 କଣ ରାଜନୈତିକ ପକ୍ୱତା ଅଛି ଯେ ରାଜନୀତିରୁ ସନ୍ନ୍ୟାସ ନେବ😢 ଗଣେଶ ବାବୁ ତୁମେ ପାଞ୍ଚ ଦିନ ହେବ ନ ଖାଇ ନ ପିଇ କାନ୍ଦି କାନ୍ଦି ବୁଦ୍ଧି ଭ୍ରଷ୍ଟ ହୋଇ ଗଲେଣି 😢 ବିଶ୍ରାମ ନିଅନ୍ତୁ 😢 ଛି ଛି ଛି ଗଣେଶ

  • @trilochanpatnaik6321
    @trilochanpatnaik6321 4 месяца назад +8

    ଗଣେଶ ସାହୁ କୁ ଗଳା ଧକ୍କା ଦେଇ ଆଲୋଚନା ରୁ ବିଦା କରିଦିଅ।

  • @manbodrana5313
    @manbodrana5313 4 месяца назад +13

    ବି ଜେ ଡି ର କାଲ ଗଣେଶ ଓ କାର୍ତ୍ତିକ ।

  • @nirmalkumarbehuria6411
    @nirmalkumarbehuria6411 4 месяца назад +4

    ସମ୍ପୂର୍ଣ୍ଣ ସତ୍ୟ

  • @ratanmajhi4759
    @ratanmajhi4759 4 месяца назад +2

    ଗଣେଶ ସାହୁଙ୍କୁ ବିତର୍କ ରେ ସ୍ଥାନ ଦେବା ଅନୁଚିତ୍। ସେ ମନ ଇଛା ମିଛ ଓ ଏଣେତେଣେ କଥା କହୁଛନ୍ତି। ମଦୁଆ ସରକାର ଓଡିଶାରୁ ଚାଲି ଯାଇଛି। ତେଣୁ ତାଙ୍କୁ ବିତର୍କ ରେ ସ୍ଥାନ ଦିଅନ୍ତୁ ନାହିଁ। ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର।

  • @videocreationoffprakash9837
    @videocreationoffprakash9837 4 месяца назад

    Jay shree ram 🙏🏼

  • @srikantsahoo6563
    @srikantsahoo6563 4 месяца назад

    Durgasis ଭାଇ ଜୟ ଜଗନ୍ନାଥ।ସୁଜାତା ପଳେଇଲେ mission ଶକ୍ତି ରେ ଭଲ ଚୋରି କେହି କରିପାରିବେନି।

  • @culturalchronicles_od
    @culturalchronicles_od 4 месяца назад +1

    ପୂର୍ବ ସରକାରର ସଠିକ review ଯଦି ନୂଆ ସରକାର ନକରନ୍ତି ତେବେ, ଜନ ସାଧାରଣ 2029 ରେ ପୁଣି ଉଚିତ ଜବାବ ଦେବେ ।

  • @himansusekharbuda7944
    @himansusekharbuda7944 4 месяца назад

    Debate ti bahut bhala lagila. Nirvachan MOC lagila pare grass root level re jou aganita misrana parba sabu hauchhi, tahara madhya har/jeet pain eka bada bhumika achhi.

  • @PrasannaKumarpanigrahi
    @PrasannaKumarpanigrahi 4 месяца назад

    ଓଡିଶା, ର, ଲୋକ, ମାନେ,, ନ୍ୟାୟ, କେବେ, ପାଇବେ, ସୁବାଶିଷ, ଭାଇ, 🌹👍👍

  • @Tandikana
    @Tandikana 4 месяца назад +4

    ଠିକ୍ କଥା ସାର୍

  • @kp0074
    @kp0074 4 месяца назад +1

    We are absolutely happy that Naveen Pattnaik is kicked out from CM.

  • @JitendraMishra-kl6cf
    @JitendraMishra-kl6cf 4 месяца назад +1

    Jagannathnkuvikamagai..nije.phalapaile..

  • @PradeepDas-m1s
    @PradeepDas-m1s 4 месяца назад

    ବିଜେଡ଼ି ଦଳର ପ୍ରତ୍ୟେକ ନେତା ଗୋଟିଏ ଗୋଟିଏ ଚାଟୁ । ଦାସତ୍ବ ସ୍ବୀକାର କରି ରହିବା ଏମାନଙ୍କର ଜନ୍ମ ଗତ ଅଭ୍ୟାସ ।
    ପ୍ରଦୀପ କୁମାର ଦାସ ।
    ତିର୍ତ୍ତୋଲ ଜଗତସିଂହପୁର।

  • @rupakbehera5383
    @rupakbehera5383 4 месяца назад +35

    ଗଣେଶ ବାବୁ ଙ୍କର ମୁହଁ ଫୁଟାଣି କମିନି

    • @gajendrapradhan3014
      @gajendrapradhan3014 4 месяца назад +5

      Chora munha tana

    • @bhagwannayak8611
      @bhagwannayak8611 4 месяца назад +5

      ଗଣେଶ ବାବୁଙ୍କର ମୁହଁ ଇସ୍ପାତ ଗାଣ୍ଡୀ ସନ୍ନିପାତ

    • @benudharadas5032
      @benudharadas5032 4 месяца назад +1

      Ganesh babu vali halua lokanku dibetku nadakibavala😢

    • @samirkumar2356
      @samirkumar2356 4 месяца назад

      😂​@@bhagwannayak8611

    • @samirkumar2356
      @samirkumar2356 4 месяца назад

      ​@@bhagwannayak8611😅

  • @manoranjannaik1976
    @manoranjannaik1976 4 месяца назад +1

    ଓଡ଼ିଶାର ସମସ୍ତ ନିଉଜ ଚ୍ୟାନେଲ ଗୁଡ଼ିକୁ ମୁଁ କୃତଜ୍ଞତା ଜଣାଉଛି। ଆପଣମାନେ ନେତାମାନଙ୍କ ଅସଲି ମୁଖା କୁ ଖୋଲିଲେ ଯାହା ଫଳରେ ଜନତା ଜନାର୍ଦ୍ଦନ ପରିବର୍ତ୍ତନ ହେଲେ। ଧନ୍ୟବାଦ।

  • @prasantakumarswain3419
    @prasantakumarswain3419 4 месяца назад +1

    ଗଣେଶ ସାହୁ, ଅସଲ ପଣ୍ଡିଆନ୍ ର ଗୋଡ଼ ଚଟା।

  • @rkp6786
    @rkp6786 4 месяца назад +1

    BJD MLAs &MPs are lethargic group.

  • @bahadursagar1698
    @bahadursagar1698 4 месяца назад +2

    ଏମାନଙ୍କ ପାଖରେ ବହୁତ୍ ଟଙ୍କା ଅଛି ।

  • @manoranjannaik1976
    @manoranjannaik1976 4 месяца назад +1

    ବଡ଼ପଣ୍ଡା ବାବୁ ଏବଂ ନନ୍ଦ ବାବୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

  • @rabinarayandehury5644
    @rabinarayandehury5644 4 месяца назад +6

    ଜିତିଥିବା MLA ଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟ ମନ୍ତ୍ରୀ କଲେ ଓଡ଼ିଶା ର ବିକାଶ ହୋଇ ପାରିବ

    • @sasthakumarpurohit2580
      @sasthakumarpurohit2580 4 месяца назад +1

      B j d ଅସହାୟ ନେତାମାନେ ଲୁଟେରା ମାନେ , ଭ୍ରଷ୍ଟ।ଚାର m p ଓ m l a ମାନେ ବିଷ ଖାଇ ଆତ୍ମହତ୍ୟା କରିବା ଦରକାର ।।

    • @purnaparida1260
      @purnaparida1260 4 месяца назад

      ​@@sasthakumarpurohit2580Bhai sabu atmahatya karibe tume eka rajya chaleibe

  • @JitendraMishra-kl6cf
    @JitendraMishra-kl6cf 4 месяца назад +1

    Allar.gurugandimara..pandia.padachhati.wsarthahasal.

  • @manoranjannaik1976
    @manoranjannaik1976 4 месяца назад +2

    ପୂର୍ବତନ ବିଧାୟକ/ବିଧାୟିକା କିମ୍ବା ସାଂସଦଙ୍କ କଥା ବାଦ ଦିଅନ୍ତୁ ନବୀନ ପଟ୍ଟନାୟକ ନିଜେ ପାଣ୍ଡିଆନକୁ ଭରସା ରଖିଛନ୍ତି। ତେଣୁ ବିଜେଡି ନେତାମାନେ କେବେବି ପାଣ୍ଡିଆନଙ୍କୁ ଦୋଷ ଦେଇ ପାରିବେନି କାରଣ ଯଦି ପାଟି ଖୋଲିବେ ଦଳରୁ ନିଲମ୍ବିତ ହେବେ। ଯେଉଁ ନେତାମାନେ ପାଣ୍ଡିଆନଙ୍କୁ ପ୍ରତିବାଦ କରିଛନ୍ତି ଦଳରୁ ବହିସ୍କାର ହୋଇଛନ୍ତି।

  • @BailochnNayak
    @BailochnNayak 4 месяца назад

    ଗୁର୍ଗା ଶିଶ ବାବୁ ମଲା ସାପକୁ ପିଟିକି କିଛି ଲାଭ ନାହିଁ ଏମାନଙ୍କ କର୍ମ ଏମାନଙ୍କୁ ମାରି ଦେଲା ❤️ଜୟ ଜଗନ୍ନାଥ

  • @LabanyamayeeDas
    @LabanyamayeeDas 4 месяца назад +2

    Ganesh nijaku sambhal.

  • @jagatSundaray
    @jagatSundaray 4 месяца назад

    Anchor shouldn't argue with guests. He should ask question and get response from panelist.

  • @bhagwannayak8611
    @bhagwannayak8611 4 месяца назад +1

    ସୁବ୍ରତ ନନ୍ଦ ସମ୍ପୂର୍ଣ ସଠିକ କଥା କହିଛନ୍ତି। ଗଣେଶ ସାହୁ ଙ୍କ କଥା ବିଲକୁଲ ନିରର୍ଥକ ତଥ୍ୟ ଭିର୍ତିକ ବକ୍ତା ବୋଧ ହୁଏ ବିଜେଡିରେ ନାହାଁନ୍ତି।

  • @Vicky31793
    @Vicky31793 4 месяца назад +2

    Ooo bhai e ganesh gote manisha na behiya...😅

  • @tapasiadhikari5103
    @tapasiadhikari5103 4 месяца назад

    ଗଣେଶ ଏତେ ଆଗରୁ ଖାଇଛୁ ମାସେ ନ ଖାଇଲେ ବି ମରିବୁନୁ ଏତେ ଆଉ ଦୁଃଖ କରେନି ଲୋକ ଙ୍କୁ ଯେତେ ଦୁଃଖ ଦେଇଛ ଏବେ ଏତିକି ରେ ସରିନି ଆହୁରି ଦୁଃଖ କରିବ ତମେ କାନ୍ଦି ଲେ ଆମକୁ ଖୁସି ଲାଗୁଚି

  • @santoshtripathy
    @santoshtripathy 4 месяца назад

    ଡରରେ >>> ଦୟାକରି ଡ ତଳୁ ବିନ୍ଦୁ ଉଠାନ୍ତୁ। ଓଡ଼ିଆ ଶବ୍ଦକୁ ଠିକ୍ ଲେଖନ୍ତୁ। ସବିନୟ ଅନୁରୋଧ।

  • @sopanabadek5696
    @sopanabadek5696 4 месяца назад +1

    ଗଣେଶ ସାହୁଙ୍କୁ ରଜତ୍ ଶର୍ମାଙ୍କ ଅଦାଲତର ରେ ହାଜିର୍ କରେଇବା କଥା ।

  • @subasnayak1510
    @subasnayak1510 4 месяца назад +1

    ଗଣେଶ ସାହୁ କୁ ଗୋଟିଏ ପ୍ରଶ୍ନ
    କେତେଟା ଲୋକ କାନ୍ଦିକି ଆତ୍ମହତ୍ୟା କରିଛନ୍ତି ତାର ଲିଷ୍ଟ ଦେଇପାରିବେ କି

  • @ghanshyamkar-cd4nx
    @ghanshyamkar-cd4nx 4 месяца назад

    Ganesh. Valid. Nirlj. Sara duniare. Nahannt

  • @MrutonjayDas
    @MrutonjayDas 4 месяца назад +13

    ବିଜେଡିବାଲାଶଳାଚୁର

  • @laxmidharmallik7425
    @laxmidharmallik7425 4 месяца назад

    ମତି ଭ୍ରଷ୍ଟ ମନ୍ତବ୍ୟ ଦେଉଛନ୍ତି ସହୂବାବୁ

  • @ajnnathnath4070
    @ajnnathnath4070 4 месяца назад +6

    ଓଡ଼ିଆ ଠିକ ବୁଝିଛି, ସେଇଥି ପାଇଁ ନବୀନକୁ ବିଦା କଲେ

  • @dorasurendra
    @dorasurendra 4 месяца назад +1

    ଏଟା କଥା ଭଳି ଲାଗୁଚି କି ପିଲାଙ୍କ ଭଳିଆ କହୁଚ

  • @jullysamal6626
    @jullysamal6626 4 месяца назад

    ନବୀନ pandian ଠିକ୍,ତମେ ତିନିଟା ଭୁଲ

  • @bijayashankartripathy8748
    @bijayashankartripathy8748 4 месяца назад +1

    ଗଣେଶ କୁ କାହିଁକି ଆଲୋଚନା କୁ ଆନୁଛ। ସେ ଟା ମୁର୍ଖ। ତା କଥା ଶୁଣିବାକୁ ହସ ଲାଗୁଛି । ମୂରଖାମି କରୁଛି।

  • @PradeepKumarBhukta
    @PradeepKumarBhukta 4 месяца назад

    Subrata,Babu,apnha,thhike,kathatha,kahichhanti🎉🎉🎉

  • @santoshtripathy
    @santoshtripathy 4 месяца назад

    ଦୁର୍ଗାଶୀଷ ଲେଖନ୍ତୁ।

  • @MaheswarPatel-hb3di
    @MaheswarPatel-hb3di 4 месяца назад +6

    ଗଣେଷ ତୋ ମୁର୍ଖ ଆଉ 😂😂😂

  • @ajaydakua3956
    @ajaydakua3956 4 месяца назад +1

    Sr aame kandunu aame gamjam baasi khusi aachu
    Aapana mana kahuchi Loko kandibara pandian dalare rahile kehibi vote debe nahi

  • @piyushrajkumar15
    @piyushrajkumar15 4 месяца назад

    ଏଟା ଜାଲିଆ ଟା ଏହାର ରକ୍ତରେ ଦୁର୍ନୀତି ଭରି ରହିଛି ୟାକୁ ସମ୍ପୂର୍ଣ ଓଡିଶା ମାଟିରୁ ବିତାଡିତ କରାଯାଉ. ରୁବେନ ବାବୁ ବିଜେଡି କର୍ମୀ ସୁଜାତା କୁ ସୁଯୋଗ ଦେବେ ନାହିଁ. ଓଡିଶାରେ ପାଣ୍ଡିଆନ ରହିପାରିବିନି ନ ହେଲେ ବିଜେପି ବି ଧୂଳିସାତ ହେବ

  • @gajendranathjena356
    @gajendranathjena356 4 месяца назад

    ବିଜେଡି ପ୍ରବକ୍ତା ଗୋଟିଏ ଅଖାଡୁଆମନ୍ତ୍ୟବ ଦେଉଛି ଲୋକେ ଭୋଟ ନେଇସାରୀ ନବିନପାଇଁ କାନ୍ଦୁଛନ୍ତି ଏପଟେ କାଳ ସେପଟେ ବିଜେପିକୁ ପଦ୍ମରେ ଭୋଟ ନେଉଛନ୍ତି କି? ବିଜେଡି ର ଜେତେ ପ୍ରବକ୍ତା ସବୁଜାକ ଦୃନିତି ଖୋର ନେତା ପ୍ରବକ୍ତା ମଦର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଅଛି

  • @nirmalkumarbehuria6411
    @nirmalkumarbehuria6411 4 месяца назад +3

    ଗଣେଶ ନା ଟି କିଏ ଦେଲା ରେ
    ଗଣେଶ ଅର୍ଥ ବିଘ୍ନ ବିନାଶକ
    ଇଏ ଠିକ ପାଣ୍ଡୁର ବିଘ୍ନ ବିନାଶକ
    ଇଂରେଜ ଶାସନ କାଳରେ ଯେମିତି ଇଂରେଜ ଙ୍କର କିଛି ଚାଟୁକାର ଥିଲେ ଇଏ ଗଣେଶ ପାଣ୍ଡୁର ଚାଟୁକାର

  • @BANABIHARIPRADHAN-t8d
    @BANABIHARIPRADHAN-t8d 4 месяца назад

    Beha ganesh

  • @rkp6786
    @rkp6786 4 месяца назад +1

    Son in law cant be as like son.

  • @pradiptakumarsahoo066
    @pradiptakumarsahoo066 4 месяца назад

    ଦୁର୍ଗାଶୀଷବାବୁ ଏ ବେହିଆ,ଗାଲୁଆ, ଅଲାଜୁକ ଗଣେଶ ସାହୁକୁ ଡିବେଟ୍ କୁ ନ ଡାକି ଅନ୍ୟ କୌଣସି ଅତିଥିଙ୍କୁ ଡାକନ୍ତୁ ।

  • @PradeepDas-m1s
    @PradeepDas-m1s 4 месяца назад

    ସୁଜାତା ପାଣ୍ଡିଆନ ଜଣେ ଇଂରାଜୀ ମିଡିୟମ ଛାତ୍ରୀ ସେ ଓଡ଼ିଆ ପଢି ନାହାନ୍ତି । ଜାମସେଦପୁର ଟାଟା ମୋଟର୍ସ ହସ୍ପିଟାଲରେ ତାଙ୍କର ଜନ୍ମ । ତାଙ୍କ ପିତା ଟାଟା ମୋଟର୍ସ ହସ୍ପିଟାଲରେ ଶିଶୁ ବିଶେଷଜ୍ଞ ଡ଼ାକ୍ତର ଥିଲେ । ଟେଲକୋ କଲୋନୀ ଲିଟିଲ ଫ୍ଲାଓର ସ୍କୁଲରେ ଅଧ୍ୟୟନ କରିଥିଲେ । ତା ପରେ ଲୟିଲା ସ୍କୁଲରେ ପଢ଼ିଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ ହୋଇ ପାରନ୍ତି ହେଲେ ଦିନେ ହଲେ ଗାଁ ଦେଖି ନାହାନ୍ତି । ମୁଁ ତାଙ୍କୁ ଭଲଭାବେ ଜାଣେ । ଆହୁରି ଅନେକ କିଛି ମୁଁ ଜାଣିଛି । ପାଣ୍ଡିଆନଙ୍କ ସମ୍ପର୍କରେ ମଧ୍ୟ ।
    ପ୍ରଦୀପ କୁମାର ଦାସ ।
    ଜାମସେଦପୁର
    ଟେଲକୋ କଲୋନୀ ।

  • @miracleodisha
    @miracleodisha 4 месяца назад

    Ebe gujurati asmita chaliba
    Wait kara

    • @Ranjanpatra143
      @Ranjanpatra143 4 месяца назад

      Chalu Tamil ta chalithila ebe gujurat hau

  • @ajnnathnath4070
    @ajnnathnath4070 4 месяца назад +1

    ଗଣେଶ ବାବୁ ଗୋଟେ ଚୁର, ମୁ ବି ଜଣେ ବିଜୁ ପରିବାରର କର୍ମୀ, ଏହି ଭଳି ଲୋକ ପାଇଁ ବିଜେଡି ଭାସିଲା

  • @jullysamal6626
    @jullysamal6626 4 месяца назад

    ଠିକ୍ ଗଣେଶ ବାବୁ

  • @Itsmeparithequeen
    @Itsmeparithequeen 4 месяца назад

    Durga shree babu apana nku kete tanka darkar

  • @totalgames6958
    @totalgames6958 4 месяца назад

    Jiye pandia fans siye kua bhitare 🐸

  • @miracleodisha
    @miracleodisha 4 месяца назад

    Wait kara center re kana haichhi

  • @tejranluv3324
    @tejranluv3324 4 месяца назад +2

    ପାଣ୍ଡୁ ଯେତେ planning କଲେ ବି ଆଉ କାମ ଦେବନି ...... ନବୀନ ହଉ କି ଯିଏ କହୁ ଓଡ଼ିଶା ଲୋକଙ୍କୁ ଆଉ ଭୂତେଇ ପାରିବେନି..... ଯଦି ପାଣ୍ଡୁ ଏସବୁ ହେବା ପୂର୍ବରୁ ତା wife କୁ ଆଣିଥlନ୍ତl ସେ କଥା ଅଲଗା ଥିଲା .... ହେଲେ ଏବେ ଆଉ ସମ୍ଭବ ନୁହେଁ .....

  • @birakishoresahoo3080
    @birakishoresahoo3080 4 месяца назад +2

    Ganesh Babu Jane galua loka dayakari debate ku anantu nahin.

  • @cutykumari8648
    @cutykumari8648 4 месяца назад +1

    Right satha katha sir chora chorani misiki rajnithiki emiti karibe au thare odisha ku lutiki khabe 😢😢😢😢 chora bjd bjd chora 😢😢😢

  • @sabitaranijena8057
    @sabitaranijena8057 4 месяца назад

    ସାଢେ ଚାରିକୋଟି ଓଡିଆ ଯଦି ଚାହିଁବେ !!!!! ପାନ୍ଡିଆନ ଓ ସୁଜାତା ଦୁହେଁ ମୁଖ୍ୟମନ୍ତ୍ରୀ ହେବେ !!!!!!????? ଆଶ୍ଚର୍ଯ୍ୟ ଲୋକେ ତ ଚାହିଁଲେ ନାହିଁ ବୋଲି ଓଲଟି ଫୋପାଡ଼ି ଦେଲେ।। ଯେତେ କାରନାମା କରିଛନ୍ତି ତାର ହିସାବ ଆଗ ଦେଇ ସାରନ୍ତୁ।। ତାର ବହୁତ ଦୁରରେ ବାକି ସବୁ।।

  • @ghanashyampatra9714
    @ghanashyampatra9714 4 месяца назад

    ଏମାନେ ଅଲାଯୁକ

  • @videocreationoffprakash9837
    @videocreationoffprakash9837 4 месяца назад

    Jay ho bjp 💪 🙏🏼❤️

  • @dansarho6282
    @dansarho6282 4 месяца назад

    ଆଇ ଲଭ୍ ରୋକ୍ ଠୋକ୍

  • @ghanshyamkar-cd4nx
    @ghanshyamkar-cd4nx 4 месяца назад

    Ganesh. Gote. Niraj

  • @tapasiadhikari5103
    @tapasiadhikari5103 4 месяца назад

    ଗଣେଶ ତୁ ବୋଧେ ଭୁଲି ଯାଉଛି ଲୋକ ବୋକା ନୁହନ୍ତି କି ସରଳ ବି ନୁହନ୍ତି ତୋ ଭାଷା ରେ ଯଦି କହିବି ନଇଁ ପଡିଥିବ ଯେତିକି ବେଳେ ବିଧା ଟା ମାରିବୁ ସେତିକି ବେଳେ ଜାଣିଛୁ ତ ଏବେ ଯଦି ବିନା ପାଣ୍ଡୁ ରେ ବି ଇଲେକ୍ସନ ଲଢେଇ କର ତା ହେଲେ ଯେତେ ବି ନବୀନ ନାମ ଜପ କର ବିଜେପି ହିଁ ଆସିବ ଆଉ ଯେତେ ବି ଏବେ ନିର୍ବାଚନ ମଣ୍ଡଳୀ ରେ ଜିତିଛ ସେତିକି ବି ଜିତି ପାରିବ ନାହିଁ ତମେ ଓଡ଼ିଆ ଲୋକଙ୍କୁ ଭଲରେ ଚିହିଁ ପାରୁନ

  • @Lokanath-n8l
    @Lokanath-n8l 4 месяца назад +2

    Jadi Emiti hue tebe bjd au kbe bi jitibanahi odisha re

  • @pabitrabarala104
    @pabitrabarala104 4 месяца назад

    ଆମେ ବୁଝିପାରିନୁ ଏ ମୂର୍ଖ ଗଣେଶ ସାହୁ କୁ କାହିଁକି ବାରମ୍ବାର debate କୁ ଆମନ୍ତ୍ରଣ କରୁଛନ୍ତି

  • @dhaneswardas7823
    @dhaneswardas7823 4 месяца назад +2

    ଗଣେଶ ବାବୁ ପ୍ରଶ୍ନକାଳରେ କହୁଥିଲେ ପାଣ୍ଡିଆନ ଭଗବାନ ଓ ତାଙ୍କ ଫୋଟକୁ ଘରେ ରଖି ପୂଜାର୍ଚ୍ଚନା କରିବେ।

  • @sukhenduparamanik8727
    @sukhenduparamanik8727 4 месяца назад

    Ganesh sahoo ,pandian pakharu Chanda nianti. Tenu pandian ku tekuchanti

  • @tunibanara153
    @tunibanara153 4 месяца назад

    ମୋର ପସନ୍ଦ ନୁହେଁ ନବୀନ

  • @manamohanbiswal9711
    @manamohanbiswal9711 4 месяца назад

    Ganesh,you are youless for the debate.

  • @LalitNayak-jz2wl
    @LalitNayak-jz2wl 4 месяца назад

    Bhai ebe tomo Rupa dekhibe odisha basi tame kete sachot reporter

  • @jullysamal6626
    @jullysamal6626 4 месяца назад

    କାଈ ଏବେ କଣ ମାଝି କୁ ଲାଇନ ରେ ଦେଖା ହୋଉଛି ତ

  • @marimagicworld957
    @marimagicworld957 4 месяца назад

    Bhai Cuttack re Pakistan ra Nara ta upare kichi action nia .

  • @sandipbharati372
    @sandipbharati372 4 месяца назад

    ତଦନ୍ତ ନିହାତି ଆବଶ୍ୟକ

  • @miracleodisha
    @miracleodisha 4 месяца назад

    Maharastra re kana hela kahare godi media argous

  • @miracleodisha
    @miracleodisha 4 месяца назад

    West Bengal re 30 mp seat kuade gala kahare godi media argous

  • @samapikaray8381
    @samapikaray8381 4 месяца назад

    Dekhibaa BJP kn karuchhi?

  • @RajendrakumarSahoo-s1z
    @RajendrakumarSahoo-s1z 4 месяца назад

    Aeta bramhando Galuaa Ganesh

  • @ghanshyamkar-cd4nx
    @ghanshyamkar-cd4nx 4 месяца назад

    GA nesh. Valid. Nirla

  • @jullysamal6626
    @jullysamal6626 4 месяца назад

    ରୁବେନ ବାନାର୍ଜୀ ଲୋକଟା ବହୁତ୍ ଖରାପ ଖାଲି bjp agent
    ତୁ କେତେ ଓଡ଼ିଆ କହୁଚୁ ତୁ କାଈ ଓଡ଼ିଆ ବିଷୟରେ କହୁଚୁ ତେରେଛା ଭାଷାରେ ଆରେ ରୁବେନ ତୁ ଅସ୍ମିତା ବିଷୟରେ କହୁଚୁ କାଈ bjp କୁ suport କରି

  • @SantoshMahanty-p2t
    @SantoshMahanty-p2t 3 месяца назад

    Agaru Ganesh Babu kete thar bheti chhanti Durgasis Babu pacharunta na.

  • @manaskumarsahoo6980
    @manaskumarsahoo6980 4 месяца назад

    ଭାଷା (ଅସ୍ମିତ)ନାଁ ରେ ଓଡ଼ିଆ ଲୋକ ଙ୍କୁ ବଢ଼ୀୟା ଗାଣ୍ଡୁ ବନେଇଦେଲେ ଦୁଇ ଜଣ ନନ୍ ଓଡ଼ିଆ ଲୋକ।।
    କହିଲେ ଓଡ଼ିଆ ଅସ୍ମିତା ଶାସନ କରୁଥିଲେ , ଏବେ ପୁଣି କିଏ କରିବ ଶାସନ ?
    ଯିଏ ବି ହଉ CM ହଉ bjp ର ସେଇ ଦୁଇ ନନ୍ ଓଡ଼ିଆଙ୍କ ପରୋକ୍ଷ ପ୍ରତେକ୍ଷ ରେ ଶାସନ ହିଁ ଚାଲିବ।
    ବି.ଦ୍ର. ମୋଦି ଓ ସାହା

  • @RabindraNath-s2f
    @RabindraNath-s2f 4 месяца назад

    ଠିକ୍ କଥା ଭାଈ

  • @dasharathabiswal9805
    @dasharathabiswal9805 4 месяца назад

    It's r belajya leader bjd

  • @miracleodisha
    @miracleodisha 4 месяца назад

    Rajasthan re 8 mp seat kie nela kahare godi media argous