Chat with Mr Amar Mishra - Film Director | Koraput

Поделиться
HTML-код
  • Опубликовано: 5 фев 2025
  • ପ୍ରିୟ ଦର୍ଶକ ବନ୍ଧୁ 🙏🏻,
    ଶ୍ରୀ ଅମର ମିଶ୍ର, ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଜଣା ଶୁଣା ଫିଲ୍ମ୍ ଡାଇରେକ୍ଟର । ଏହି ଜିଲ୍ଲାରେ ନିଜର କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ୨୦୦୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟିଆ ଫିଲ୍ମ୍ ଏବିଂ ଆଲବମ୍ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି। ତାଙ୍କର ଏହି ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଅନେକ ଅବଦାନ ଏବଂ ବୋହୁତ ଅନୁଭୂତି ଅଛି । ଏହି ଭିଡ଼ିଓରେ, କୋରପୁଟିଆ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ତାଙ୍କର ଯାତ୍ରା, ଅନୁଭୂତି , ବର୍ତ୍ତମାନ ଏବଂ ଭବିଶ୍ୱତରେ କିପରି ଏହି ଫିଲ୍ମ୍ ଇଣ୍ଡଷ୍ଟ୍ରି ଉନ୍ନତି ହେବ ସେହି ବିଷୟରେ ଆଲୋଚନା କରିଛନ୍ତି ।
    ଆଶା କରୁଛୁ ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିବ।
    ଧନ୍ୟବାଦ୍ !
    Team Creating Yourself
    ---------------------------------
    Guest & Host
    ---------------------------------
    Host: Kapil Naik
    Guest: Mr Amar Mishra ( Film Director )
    ---------------------------------
    Credits
    ---------------------------------
    Cameraman: Laxman Naik
    --------------------------------
    Special Thanks
    ---------------------------------
    Mr. Raju R
    #odiapodcast
    #rayagada
    #koraput
    #malkangiri
    #nabrangpur

Комментарии • 34

  • @LUKU_BIG_NANA
    @LUKU_BIG_NANA Месяц назад +4

    ନମସ୍କାର 🙏🙏🙏ଅମର ମଶ୍ରି ସାର ଆପଣଙ୍କୁ ବେଶି ଦିନ ପରେ ଦେଖିବାକୁ ପାଇଲି jay jagannath🙏🙏🙏

  • @shortmoviescreations6004
    @shortmoviescreations6004 Месяц назад +1

    One and only Great Director of mine Amar bhaina

  • @santoshkumarsahoo2479
    @santoshkumarsahoo2479 Месяц назад +2

    Pranam Bhaina Ajasra Subhechha O Shubhakamanaa

  • @BKCreations41
    @BKCreations41 Месяц назад +2

    ଅତି ସୁନ୍ଦର....❤❤❤ ବହୁତ ସୁନ୍ଦର ଉପସ୍ଥାପନା କପିଲ ଭାଇ 🥰

  • @DibaKar-f7y
    @DibaKar-f7y Месяц назад +2

    Nice interview video Bhai 👍👍

  • @Saflesfyyy4137
    @Saflesfyyy4137 Месяц назад +1

    Love you bhai

  • @RGVMOVIES
    @RGVMOVIES Месяц назад

    Good show 👌

  • @kanhu863
    @kanhu863 Месяц назад

    I❤️ଅମର ମିଶ୍ର ସାର

  • @umeshsamantray1708
    @umeshsamantray1708 Месяц назад +1

    Excellent I like it 👍

  • @milongram4300
    @milongram4300 Месяц назад +2

    Sir koraputia natak industry ra Guru shree Damo Guru saitha interview kara sir❤

  • @LalitAdabari-tv3ug
    @LalitAdabari-tv3ug Месяц назад

    Nyc podcast bro

  • @sitakantpradhan7100
    @sitakantpradhan7100 Месяц назад +2

    Mr.All Rounder...Shree Amar Mishra..🙏🙏❤️❤️

  • @zpmusicalchannel7980
    @zpmusicalchannel7980 Месяц назад +1

    Aagaku madi chala❤ amara suport achhi

  • @milongram4300
    @milongram4300 Месяц назад +1

    Bodia prayash sir

  • @dilupaiko4046
    @dilupaiko4046 Месяц назад +1

    Nice podcast😊😊

  • @purnachandranialibnsh6349
    @purnachandranialibnsh6349 Месяц назад

    ଆଜି koraputia dhansa ସାରରା ବିସ ରେ ପହଚି ମୁଭି କାଈ ନୁହେ 💯 ହିଟ୍ ହେବ ❤❤❤❤❤❤❤❤❤

  • @S.KNayak-g6j
    @S.KNayak-g6j Месяц назад

    So proud 👏👏👏

  • @SDN.karaputiachannel9153
    @SDN.karaputiachannel9153 Месяц назад +1

    ବାବାରେ ଦେଶିଆ କଳାକାର ସବୁ ଦେଶିଆ ମନ କେ ବକୁଆ କରୁଛ ଓଡ଼ିଆ ହେଇ କୀ

  • @dhirenmohanpatnaik1072
    @dhirenmohanpatnaik1072 Месяц назад

    Congratulations Amar

  • @SteevC19
    @SteevC19 Месяц назад

    ❤❤❤❤

  • @manasdash8604
    @manasdash8604 Месяц назад

    ମୁଇଁ ବର୍‌ଗଡ଼୍‌ ଜିଲ୍ଲାର ମୁଇଁ କେନ୍‌ଥେଇକରି ଦେଖିପାର୍‌ମି ଆଜ୍ଞା

  • @SunilSahoo-p5m
    @SunilSahoo-p5m Месяц назад

    Manoj Mishra sir ku niantu❤❤❤

  • @purnachandranialibnsh6349
    @purnachandranialibnsh6349 Месяц назад +1

    ଆଉ କଟକ ଭୁବନେଶବର ରେ seen nahin Lokmanya aao chahun aunty abe abhivyakt Koraput jila ko loco pasanda Kaleani

  • @kanhu863
    @kanhu863 Месяц назад

    ପୁରୁଣା ସବୁ ଗୀତ ଭଲ ଲାଗିବ

  • @passion9049
    @passion9049 Месяц назад

    Keep it up😊

  • @DibaKar-f7y
    @DibaKar-f7y Месяц назад +1

    Bhai sukdev barik sir nku interview Karo Bhai please

  • @rjkoraputia7204
    @rjkoraputia7204 Месяц назад

    Koraput nicya agaku jiba

  • @parsuramgadabavlog9577
    @parsuramgadabavlog9577 Месяц назад

    ଅମର ସାର୍ ଙ୍କ, ବହୁତ ଗିତ ବା ଭିଡିଓ ଦେଖିଛି ସାର୍ ,,ବହୁତ ବହୁତ ଧନ୍ୟବାଦ 🎉🎉🎉❤❤😂

  • @ChandanKumarTalab143
    @ChandanKumarTalab143 Месяц назад

    ମାଟି ଆଉ ମା ର କପି ଦମନ

  • @AJ_କୋରାପୁଟିଆ_ଟିପ୍ସ

    Nice interview

  • @kishorenaik5363
    @kishorenaik5363 Месяц назад +1

    ❤❤