Odisha Ra dukha ku lola lochanaku puni thare mane pakeideichi jatra singhabahini .natak dekhi nahi hele apana ka song hrudaya ku sparsa karichi thanks for singhabahini nua rupa abon nua dunia re
I salute the Novel Thoughts behind this Intro Song... Thanks to all Team members of this song. This Song is a Remark of Odia Proverb " ଗାଁ ପରିମଳ ଧୋବା ତୁଠରୁ ".... So, Wish you all the best Jatra Singhbahini...,..
First time a different type of introduction melody with values to current social issues mixed with culture.hope this type of different flavour will be seen in the main natak story ..
ବହୁତ ବହୁତ ଧନ୍ୟବାଦ ଯାତ୍ରା ସିଂହବାହିନୀ ପରିବାରକୁ, ବହୁ ଅପେକ୍ଷା ର ଅନ୍ତ ପରେ, ପରିଶେଷରେ ମଞ୍ଚସ୍ଥ ହେଲା ଏହି titel song ଭିଡ଼ିଓ ମୋ ମାଟି ଚାନ୍ଦବାଲି ଠାରେ , ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ 🙏🚩
ଏହି ଗୀତକୁ ଯେତେ ପ୍ରଶଂସା କଲେ ବି କମ୍ ହେବ, ଓଡ଼ିଆ ଜାତି ପାଇଁ ଗୋଟେ ଉଦାହରଣ, ଧନ୍ୟବାଦ୍ ଶରଣ ଭାଈ ❤❤❤❤
ସତୋ ରେ ଭାଇ 😢😢😢😢
ବହୁତ୍ ବହତ୍ ଧନ୍ୟବାଦ୍ ଆପଣଙ୍କୁ, ଆପଣ ଗୋଟେ ଗୀତ ଭିତରେ ସବୁ କିଛି ଦେଇଦେଇଛନ୍ତି , ଆକୁ ଦେଖିଲେ ଲାଗୁଚି କି ଫିଲ୍ମ ଦେଖିଲା ଭଳି, ଧନ୍ୟବାଦ୍ ଭାଇ।
ଜୟ ମା ସିଂହ ବାହିନୀ 🙏
ଯେମିତି ଗୀତ କରିଛନ୍ତି ସେମିତି ଗୋଟେ ଏମାନଙ୍କୁ ନେଇକି ନାଟକ କରନ୍ତୁ ଆଉ ସେଥିରେ ବି ଯେତିକି ମନ୍ତ୍ରୀ ଆଉ ରାଜନୀତି କରିକି କେଶ ବନ୍ଦ କରିଥିବା ଲୋକକୁ ନାଟକରେ ଦେଖାଅ ଆଉ ସେ ନାଟକ ଦେଖିକି ଲୋକ ବୁଝନ୍ତୁ ଆଉ ଠିକ ଲୋକ ବାଛି ଭୋଟ ବି ଦିଅନ୍ତୁ, ଧନ୍ୟବାଦ ଏ ଗୀତ RUclips re ଛାଡ଼ିଥିବାରୁ
Hmm bhai
Natya samrat prithviraj re asuchi semiti nataka apekhya karantu odisha ra mukhya matri rani panda se main focus choro neta mane target hebe
ହ ଠିକ୍ କଥା ଓଡ଼ିଶା ରେ ସେଇ ଭଳି ବିଷୟ ବସ୍ତୁ ଉପରେ ଯାତ୍ରା ପରିବେଷଣ କରାଯାଉ ଯାହାକୁ ଦେଖି ଦର୍ଶକ ଶିକ୍ଷା କରିବେ ଓ କାମରେ ଲଗାଇବେ
ଅତି ସୁନ୍ଦର ଭାବରେ ଲେଖିଛନ୍ତି ବହୁତ ଧନୟବାଦ ।
Hm bhai
ଆଣପଙ୍କ ପ୍ରୟାସ ଅତୁଳନ୍ୟ ଅଟେ ସତ ଘଟଣା ଉପରେ ଆଧାରିତ ସମସ୍ତ ଯାତ୍ରା ସିଂହ ବାହିନୀ କଳା କାର ମାନଙ୍କୁ ଏବଂ ଟିମ ମେମ୍ବରଙ୍କୁ ବହୁତ ବହୁତ ଧନ୍ୟବାଦ , ଶାଲୁଟ 🥰🥰🔥🔥❤️
ଆମ ଓଡ଼ିଶା ରେ ପ୍ରସିଦ୍ଧ ଯାତ୍ରା ସିଂହବାହିନି ର ଟାଇ ଟେଲ୍ ଗୀତ କେମିତି ଲାଗୁଚି ମତାମତ ଜନାନ୍ତୁ
Bhala laguchi
Bhala laguchi
Bhabibaa thu besi bholo laguchi .... Selute for team,,, special thanks for choreography thinking men.
Bhai bahut imusnal song 😢 but bhala lagucii
Excellent 👍👌
ବହୁତ ହୃଦୟ ସ୍ପର୍ଶ କରୁଚି ମୋର ଗୋଟେ ଛୋଟ ଅନୁରୋଧ ଯଦି କାର୍ଟୁନ୍ ପରିବର୍ତ୍ତେ ଛୋଟ ପିଲା କିଛି ଗୁଣ୍ଡା ମାନକୁ ନେଇ ରିଅଲ ସୁଟିଂ ହୋଇଥିଲେ ଆହୁରି ସରସ ସୁନ୍ଦର ହୋଇଥାନ୍ତା। ଏହି ଷ୍ଟୋରି ପରି ଗୋଟେ ନାଟକ ଲେଖା ଯାଉ।ରାମ ନାମ ସତ୍ୟ ହେ ସେହି ଜାଗାରେ ଗୋଟେ କୋକେଇ ର ଆବଶ୍ୟକତା ଥିଲା ଛାଡ ଯାହା ମତାମତ ଦେଲି ମୋର ବେକ୍ତିଗତ।
ଯାତ୍ରା ଜଗତର ନୂଆଁ ଏକ ଅବଦାନ, ଯାତ୍ରା ସିଂହବାହିନୀ ଯାତ୍ରାଅନୁଷ୍ଟାନ, ❤❤❤ ଜୟ ମାଁ ସମଲେଇ 🪔🙏🏻🙏🏻...
Jaya maa samaleyi
ଅତି ସୁନ୍ଦର 👌🏻👌🏻ଭାବରେ ବର୍ଣ୍ଣିତ ହେଇଥିବାର ଆମ୍ଭେମାନେ ଖୁସି ଅନୁଭବ କରୁଛୁ . ସେଥିପାଇଁ ଯାତ୍ରା ସିଂହବାହିନୀ ପରିବାରକୁ ସ୍ୱାଗତ ଜଣାଉଛି 🙏🙏🙏
ଧନ୍ୟବାଦ ଭାଇ
ମୁଁ କେବେ ଭାବି ନ ଥିଲି ଏତେ ସୁନ୍ଦର ଗିତ ଆସିବ ବୋଲି
2024 ghatiba jatra singhabahini....100 100 kheliba..... Ae song.....
Jay maa singhabahini
Hnnnn
@@jatrasinghabahini.Jay maa singha bahini
ପାଢ଼ୀ ବାବୁ ଆମ ବାଲେଶ୍ୱର ନାମ ରଖି ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Kie e ଗୀତକୁ full dekhila କେମିତି ଲାଗିଲା ମତମତ ଦିଅନ୍ତୁ ଜୟ ମାତା ଦି 😢😢😢
Bahut bhala lagila Gita ti
Very nice and beautiful ❤️❤️❤️
ବର୍ଣ୍ଣନା କରିବା ପାଇଁ ଭାଷା ନାହିଁ। ସମଗ୍ର ଯାତ୍ରା ଅନୁଷ୍ଠାନ ଠାରୁ ଭିନ୍ନ ଏବଂ ଅସତ୍ୟ ସତ୍ୟ ବଚନ ଉପରେ ଆଧାରିତ ସଙ୍ଗୀତ ଏବଂ ଏହାକୁ ଶୁଣିବା ମାତ୍ରେ, ରକ୍ତ ଏକ ପ୍ରକାରେ ଅନ୍ୟମନସ୍କ କରୁଛି। ଧନ୍ୟବାଦ ଯାତ୍ରା ସିଂହବାହିନୀ 🎉🎉🎉
ମା ସିଂହ ବାହିନୀ ଯାତ୍ରା. ଆମ ଉତ୍ତର ବାଲେଶ୍ୱର ନୁହେଁ ସାରା ଓଡିଶା ନୁହେଁ ସାରା ଭାରତ ରେ ସୁନାମ ଅର୍ଜନ କରୁ ସେହି ଜଗତ ମୟୀ ଜଗତ ଜନନୀ ମା ସିଂହ ବାହିନୀ ପଦ ପଦ୍ମ ରେ ଅନନ୍ତ କୋଟି ଭାବ ଭରା ନମସ୍କାର 🙏🙏🙏🙏🙏
Thank u bhai
"ଏଇଟା ମୋର କର୍ମ ଫଳ" ନାଁ ରେ ଗୋଟେ ନାଟକ ତିଆରି ହେଉ ଯାହା"thank God" Bollywood movie ପରି ହୋଇଥିବ 🙏🙏🙏🙏 ବହୁତ୍ ସୁନ୍ଦର୍ ଗୀତ
Bahut badhia song. Full society ki massage jauchi👌
ମହାଶୟ ଗୀତ ଟି ଭଲ ହୋଇଛି କିନ୍ତୁ ଆଉ ଟିକେ ଭଲ ହେଇପାରିଥାନ୍ତା ଏହା ମୋର ବ୍ୟକ୍ତିଗତ ମତ.... ଯେହେତୁ ଓଡ଼ିଆ ଯାତ୍ରା ଏକ ଆମ ଲୋକ କଳା ଏବଂ ଆମ ଐତିହ୍ୟ ତେଣୁକରି ଓଡ଼ିଶାର ସବୁ ଜିଲ୍ଲାର କିଛି କିଛି ନିଜସ୍ୱ କଳାକୁ ସ୍ଥାନିତ କରାଗଲେ ମୁଁ ଭାବୁଛି ଯାତ୍ରା ସିଂହବାହିନୀ ଗୋଟେ ସବୁ ଯାତ୍ରା ପାଟି ଠାରୁ ଟିକେ ନିଆରା ଦୁନିଆରେ ପାଦ ପକେଇ ପାରିବ ଏବଂ ଖାଲି ଓଡିଶା କାହିଁକି ବିଶ୍ୱଦରବାର ରେ ବି ତାର ଗୋଟେ ଜାଗା ଟେ ସେ ତିଆରି କରି ପାରିବ.... ମୋର ଏଇ ଛୋଟିଆ ପ୍ରୟାସ ରେ ଯଦି କିଛି ଭୁଲ ରହିଯାଇଛି କ୍ଷମା କରିଦେବେ 🙏ଜୟ ଜଗନ୍ନାଥ, ଜୟ ମା ସିଂହବାହିନୀ
Thank u
ଅତି ସୁନ୍ଦର ଜୟ ମା ସିଂହବାହିନୀ
ଅତି ସୁନ୍ଦର ପ୍ରୟାସ କରିଥିବାରୁ ଯାତ୍ରା ମା ସିଂହ ବାହିନୀ ର ସମସ୍ତ ପରିବାରକୁ ମୋର ଆନ୍ତରିକ ଶୁଭେଚ୍ଛା...। 🙏
Thank u bhai
Oooh ଜବର ଦସ୍ତଗୀତଟାହେଇଛିଏଇ
ଯାତ୍ରା ପାଟି ଟା ଆଗକୁ ବଢ଼ିବ ଏଇ ଆକୃତି ର ବହି କରନ୍ତୁ ବହୁତୁ ଆଗକୁ ଆପଣ ଆଗକୁ ଜିବେ ନାଁ କରିବେ ଆପଣ 😢😢😢❤🙏💐 ଯାତ୍ରା ସିଂହବାହିନୀ
ସଙ୍ଗୀତ ବହୁତ ଭଲ ହୋଇଛି କିନ୍ତୁ ଯାତ୍ରା ର ଜଣେ ନିୟମିତ ଦର୍ଶକ ଭାବରେ ମୋର ଯାତ୍ରା ର ପ୍ରଥମ ସଙ୍ଗୀତ ହିସାବ ରେ ହୃଦୟ ସ୍ପର୍ଶୀ ହୋଇ ପାରିଲା ନାହିଁ ଯାତ୍ରା ମାନେ ପ୍ରଥମେ ହେଲା ମନୋରଞ୍ଜନ ପରେ କାହାଣୀ ପ୍ରଥମ ସଙ୍ଗୀତ ଯଦି ମନ ଭାଙ୍ଗିଦେଲା ତାହାଲେ......
ଆମ ସମାଜ ରେ ନାରୀ ମାନେ ମୁଣ୍ତ ଟେକି ଚା ଲି ପରୁ ନାହାଁନ୍ତି। ମହିଳା କୁ ତାର ଶକ୍ତି ମିଲିବା ଦରକାର।❤
Kanha ଭାଇ କୁ ଗୋଟେ ନୁଆ ରୂପରେ ଅବତରିତ କରନ୍ତୁ ଆଉ ବାଲେଶର ରେ ଅପେରା ପଡ଼ିଲେ ବାଲେଶରିଆ ଭାଷା ବ୍ୟବହାର କର
No pura odia re haba dar kar okkk
Tu banda kie be...odia only odia...kichi baleswaria nahi ki cuttakia nahi....
@@KDFilms-j2o tu tike pagal ki mu kahili balasore re
Balasore ta kn odisha bahare
@@Rajibgaming24 chodipuo tu bodhe balasore ku odisha ru alaga karisariluni
ଯାତ୍ରା ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ଯାତ୍ରା ସିଂହବାହିନୀ
Jay maa singhabahini
ମାଆ ସିଂହ ବାହିନୀ ଯାତ୍ରା ର ବହୁତ୍ ସୁନ୍ଦର ଲାଗୁଚି ଟାଇଟଲ ଗୀତ❤❤
ଗୀତ ଶୁଣିଲେ ଦେହ ଶୀତେଇ ଯାଉଛି 😢
ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଏମିତି ଏକ ପ୍ରୟାସ କରିଥିବା 🥲🙏 ଯାତ୍ରା ସିଂହ ବାହିନୀ ଏମିତି ଆଗକୁ ଯାଉ ଆଉ ନାଆ କରୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟ ରେ ମୋର ପ୍ରାଥନା🙌🙌🙌
Jatra jagatare first time ate sundar Gita kara jaichi❤️
Thank u bhai
Super.....heichi..... ଆଖି ରେ ଲୁହ ଆସିଗଲା😢😢😢😢😢
Thank u
Odisha Ra dukha ku lola lochanaku puni thare mane pakeideichi jatra singhabahini .natak dekhi nahi hele apana ka song hrudaya ku sparsa karichi thanks for singhabahini nua rupa abon nua dunia re
I salute the Novel Thoughts behind this Intro Song... Thanks to all Team members of this song.
This Song is a Remark of Odia Proverb " ଗାଁ ପରିମଳ ଧୋବା ତୁଠରୁ "....
So, Wish you all the best Jatra Singhbahini...,..
No 1 jatra sighabhani ❤❤
Jay maa singhabahini❤🎉
❤❤❤❤
Kanha ଭାଇ ର ମୁଁ ବହୁତ ବଡ଼ fan ତେଣୁ ଭାଇ ଠୁ ଯେତିକି ଆଶା ଅଛି ମୋର ଭଙ୍ଗିବେ ନାହିଁ please
Bahut badhia heichi ❤❤❤❤
Thank u bhai
ସତରେ ହୃଦୟ କୁ ଛୁଇଁ ଗଲା ସାର୍,ଦର୍ଶକଙ୍କୁ ନିଶ୍ଚିନ୍ତ ଆନମନା କରିବ
Thank u bhai
ଅତି ସୁନ୍ଦର୍ ଗୀତ ଜୟ ମା ସିଂହବାହିନୀ,🙏🙏🙏
Jatra industry one of the best title song❤
Thank u bhai
Ma singha bahini nka kruparu ehi jatra anusthan odisha re no1 heu . Jay maa durga.
Jay maa durga
Song re bhauta kichi achi 😢 heart' touching song 😢 bhauta bahla lagila...
ବହୁତ୍ ଧନ୍ୟବାଦ୍ ଏ ଭଳି ଯାତ୍ରା ଅନୁଷ୍ଠାନ ପାଇଁ ଯିଏ ସମାଜ କୁ ଜାଗ୍ରତ କରୁଛି
All the best jatra singha bahini ❤👍
Ohh ati chamatkar ❤
Odisha ra kathaku title song re darsaithiba no 1 jatra bahut vala chaliba . Jay sriram
Thank u
Mind-blowing title song 👍 Jay maa singhabahini 🙏🙏🙏
Thank u
ଯେତେ ପ୍ରଶଂସା କଲେ ବି କମ ହେବ!
Odisha ku Barta Delabhali Heiechi .❤❤❤❤❤❤❤❤❤❤❤TQ😅😅😅😅😅😅😅😅
କ୍ୟାଷ୍ଟିଂ ଗୀତ ଯେପରି ହେଇଛି,ଏଇ ଗୀତକୁ ଅଭିନୟ ଆକାରରେ ଦେଖେଇବେ ବୋଲି ମୋର ଆଶା,ବହୁତ୍ ଭଲ ହେବ,ଏଇଟା ମୋ ମତ
Bhai best heba Khali aapna aasiba darkar ..
ଯଦି ଆପଣ ମତେ ସଯୋଗ ଦେବେ ମୁ ଗୋଟିଏ ବହୁତ ସୁନ୍ଦର ଗୀତ ଆପଣ ଙ୍କ ପାଇଁ ଲେଖିଛି
Asuchi durga puja re amo gaon.......
Bahut Sundar
ଵହୁତ ସୁନ୍ଦର ଗିତ
Bahut Badhia Heichi Dong ti Mane Kahiba pai kichi Bhasa nahi Wow Mind blowing Jatra Song.... 😘
Thank u for your love 💗
E barsha ghantila SINGHA BAHINI...KING KANHA
Bahut sundar lekha satya katha ku nei geeta ti drusya ku dekhai satya loka Kishan ku anithibaru aneka aneka dhannya baad
Emiti title song darkar thila.. ❤️❤️❤️
Really, Jatra Title song to bahut Higher level heichi.
Asa karuchi Jatra Title song Bhali Jatra B semiti higher level re haba.
Jay Maa Singha Bahini
Thank u brother 😊
ଗୀତ ବହୁତ୍ ଭଲ ଲାଗିଲା ହୃଦୟ ରୁ ସଲାମ ଏମିତି ଗୀତ ପାଇଁ କିନ୍ତୁ ଏହାକୁ ନେଇ titel song ମିଶୁନି ଏଇଟା ଅଲଗା ରଖି ଥାଆନ୍ତା ରେକର୍ଡ ଡାନ୍ସ ମଝିରେ add କରିଥାନ୍ତ ଆଉ ସିଂହ ବାହିନୀ ଟାଇଟଲ ଗୀତ ଅନ୍ୟ କିଛି ଗୋଟେ ପରେ ଗୋଟେ ନୂଆ ଝଲକ ଭଳି ବନେଇ ଥାଆନ୍ତ କିନ୍ତୁ ସେମିତି କିଛି ମିଳିଲାନି ଦୟାକରି ଧ୍ୟାନ ଦିଅନ୍ତୁ
କିନ୍ତୁ ଏ ଗୀତ ଲେଖିଥିବା ଲୋକ କୁ ସଲାମ ଅତି ସୁନ୍ଦର୍ ❤❤🎉
Super duper song , mind-blowing out standing
Pora real story re heichi bhala lagila pura hrudya chuin gala......❤❤❤❤
ବହୁତ ସୁନ୍ଦର ହେଇଛି ଏହି ଗୀତ
Amazing 🤩....
Bhala Lagila
Thank you jay maa Singha bahini
Bahut badhiya singbhani jatra
Top re rahiba
Best starting concept for ever in Jatra Industry
Thank u bhai sabu se maa nka krupa
First time a different type of introduction melody with values to current social issues mixed with culture.hope this type of different flavour will be seen in the main natak story ..
ଯାତ୍ରା ଦରବାର ରେ ଚହଳ ସୃଷ୍ଟି କରିବ ଯାତ୍ରା ସିଂହ ବାହିନୀ। ଟାଇଟଲ song ଟି ଅତ୍ୟନ୍ତ ଉଚ୍ଚକୋଟୀର ଓ ଗୀତଟିର ସଂଯୋଜକ ଚମତ୍କାର ଜୟ ଜଗନ୍ନାଥ ଜୟ ମା ସିଂହ ବାହିନୀ
Sabu sei maa nkara krupa 😊
Superb❤️❤️❤️❤️
Very beautiful song
Kichhi manisa nkara a Gita suniki bahut poduthiba...
Right bro 😢
Love you kanha bhai and tiki dii❤
Super party I think
Best jatra party jatra singhabahini
ଯାତ୍ରା ସିଙ୍ଗବାହିନୀ ଲୋକ କଳା ଆଦିମାନବ ସସ୍କୁତି ଆରମ୍ଭ ସେହିପରି ମହାପ୍ରଭୁମାନଙ୍କ ଶକ୍ତିପୀଠ ଦେଇଥିଲେ ବହୁତ ଭଲ ହୋଇଥାନ୍ତା କିନ୍ତୁ ଯାତ୍ରା ବିଷୟ ଭଲ ଲେଖକ ଉପରେ ଗୁରୁତ୍ବ ଦିଅନ୍ତୁ ଆଗାମୀ ଦିନରେ ଆଗକୁ ଆଗକୁ ମାଡିଚାଲ ଜୟ ଶ୍ରୀ ରାମ 🙏
ଛବିରଣି, ବେବିନା, ପରି, ଇତିଶ୍ରୀ ଙ୍କ ପ୍ରତି ହେଇଥିବା ଅନାୟ ଆଉ କାହା ପ୍ରତି ନ ହେଉ। ଏହି ଭିଡିଓ ମାଧ୍ୟମ ରେ ଆପଣ ସମାଜ କୁ ଗୋଟେ ଦିଗ୍ ଦର୍ଶନ ଦଉଛନ୍ତି। ଆପଣ ଙ୍କ ପ୍ରୟାସ କୁ ମୁଁ ସ୍ୟାଲୁଟୁ କରୁଛି। ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ଆପଣଙ୍କର ଯାତ୍ରା ଅନୁଷ୍ଠାନ ନାଟକ ମାଧ୍ୟମରେ ଏ ସମାଜ କୁ ଗୋଟେ ଦିଗ୍ ଦର୍ଶନ ଦବ
mu nichita dekhibi
Thank you bhai
💯 % ✅ ଭାଇ ଆପଣଙ୍କ କଥା
Very nice and beautiful ❤️❤️❤️❤️
ଯାତ୍ରା ସିଂହ ବାହିନୀ ୨୦୨୪-୨୦୧୫ ରେ ଭଲ ଉପସ୍ଥାପନା କରିଛନ୍ତି । ଆଉ ସରଣାରବିନ୍ଦ ଓଝା ଙ୍କ ଲେଖା ଗୀତ ବହୁତ୍ ଭଲ ହେଇଛି। ମହାପ୍ରଭୁ ଙ୍କ ପାଖରେ ଏତିକି ବିନତୀ ଯାତ୍ରା ସିଂହ ବାହିନୀ ଏ ବର୍ଷ ବହୁତ୍ ଉପରକୁ ଯାଉ ଓଡ଼ିଶାରେ ବା ଓଡ଼ିଶା ବାହାରେ ନାମ କରୁ ଜୟ ଜଗନ୍ନାଥ ସ୍ୱାମୀ 🙏
Mind blowing
Bahut badhia heaichi ... Aakhi ru luha bhari gala
Best lyrics ever........ Salute to writer
I like this title
ଅତି ସୁନ୍ଦର
ବହୁତ ବଢିଆ ହେଇଛି ଟାଇଟେଲ ଗୀତ🎉❤
Tq
Super Duper
ଏ ବର୍ଷ ର ସବୁଠାରୁ ବଡ ଯାତ୍ରା ପାର୍ଟି ମା ସିଂହବାହିନୀ
Jay Maa singhabahini
Bahut vala 🎉khana bhai au tiki apa achi jatra hit haba Jay maa singa bahini
Jay maa singhabahini
ବହୁତ ସୁନ୍ଦର form jaleswar
Imm alsoo❤
Fantastic things
Iam from baliapal
❤️❤️
No1 title song singhbahini
Viree viree nice good ଜୟ ଜଗନ୍ନାଥ, ଯାତ୍ରା
Best of number 1
ଜୟ ଜଗନ୍ନାଥ ଚଳିତ ବର୍ଷର
ଏହି ଗୀତ ଶୁଣି ପରେ ସତେ ରେ ଦିଲେସେ ନମେସ୍ତେ
🙏🌺JAY MAA Singh Bahini 🌺🙏
Nice song jatra singha bahini
ବଢିଆ ହେଇଚି 😢
Khichi nua dekhibaku milila jatra jagatare amiti amiti agaku madichala jay maa singhabahani.jay jagannath 2024-25 super duper hit hau
Jay maa singhabahini