Politics Heats up over State Cabinet's Decision of Recruitment of Over 18,000 Teachers

Поделиться
HTML-код
  • Опубликовано: 10 июл 2024
  • ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି
    ଦୀର୍ଘ ୧୦ ବର୍ଷ ପରେ ରାଜ୍ୟରେ ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବାକୁ ଯାଉଥିବା ବେଳେ ତାକୁ ନେଇ କେଁ । ୧୮ ହଜାର ୭୮୮ ଶିକ୍ଷକ ନିଯୁକ୍ତି ନେଇ ଗତକାଲି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛି । ତେବେ ଏହାକୁ ନେଇ ତେଜିଛି ରାଜ୍ୟ ରାଜନୀତି ।
    #TeacherRecruitment #StateCabinet #Politics #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 332

  • @DeepakPradhan11
    @DeepakPradhan11 20 дней назад +143

    ଶ୍ରମିକ ଦିନକୁ - 600
    କନିଷ୍ଠ ଶିକ୍ଷକ ଦିନକୁ - 350
    Quality education କେମିତି ମିଳିବ ପିଲାଙ୍କୁ, 😢😢😢

    • @bhagyabanjenamoni8539
      @bhagyabanjenamoni8539 20 дней назад +3

      Absolutely correct

    • @kirankumarsahu8824
      @kirankumarsahu8824 20 дней назад +2

      ତୁ କଣ ଶ୍ରମିକ କଥା ଜାଣିଛୁ

    • @Koshaltv388
      @Koshaltv388 20 дней назад +8

      80 ହଜାର ଦରମା ପାଉଛନ୍ତି ହେଲେ ବି ଶିକ୍ଷା ଭଲ ସେ ମିଳି ପାରୁ ନାହିଁ

    • @arjunajuanga3100
      @arjunajuanga3100 20 дней назад +1

      Kehi v debeni 600 kali kahuchanti

    • @ABJLsports
      @ABJLsports 20 дней назад

      Bro math tumara weak bodhe. Govt education paine every year gote budget allocate kare. Sethire, infrastructure, dress, mid day meal , salary & miscellaneous expenses sabu cost include thay. Govt tamaku jadi 30k salary deba then other expenses kan tuma sasura gharu asiba. @deepak Pradhan.

  • @tulusirdaspattanayak5671
    @tulusirdaspattanayak5671 20 дней назад +132

    ରେ ଭାଇ ଆମ ଭାଗ୍ୟ ଖରାପ।୬ ଟା ପରୀକ୍ଷା ଦେଇ ସାରିବା ପରେ ଆମେ ଅଣ୍ଡିରା କି ମାଈ ଆମେ ନିଜେ ଜାଣି ପାରୁନାହୁଁ। ବିଜେଡି ସରକାର ଆମକୁ ବାସନ୍ତୀ ବୋଲି ଆକ୍ଷା ଦେଉଥିବା ସମୟରେ ବିଜେପି ମୁଣ୍ଡ ଆଉଁସି ଆମକୁ ବସନ୍ତ କହୁଥିଲା। ଏବେ ବିଜେପି ଗାଦି ରେ ବସିଲା ପରେ ଆମକୁ ବାସନ୍ତୀ କହୁଛି ବିଜେଡି ଏଵେ ବସନ୍ତ କହୁଛି।
    ପ୍ରକୃତରେ ଏ ଶିକ୍ଷକ ସମାଜ କଣ? ପ୍ରକୃତ ରେ ଆମେ ବସନ୍ତ ନା ବାସନ୍ତୀ।କୋଶଳୀ ରେ ଗଲୁ ନା ଅଣ କୋଶଳୀ ରେ ଗଲୁ?
    ଆଉ କି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆମେ ଜଣେ ନିଜକୁ ଶିକ୍ଷକ ମନେକରିବୁ ଏହା ଜ୍ଞାନୀ ବ୍ୟକ୍ତି କହିଵେକି

    • @c.prasad3064
      @c.prasad3064 20 дней назад +10

      ଏ ବାଳ ଗଲା.. ମାରିଦେଲୁରେ ପୁଅ... ବାଳ ମୁଁ ବି ଏବେ confuse.. Teacher ହେବି ନା torture ହେବି...

    • @sushantakumarsahu4291
      @sushantakumarsahu4291 20 дней назад +5

      ଆମେ ସମସ୍ତ ଶିକ୍ଷକ ଆଶାୟୀ ଚାହୁଁଚୁ କି ଆମର Raw score publish ହଉ ତା ସହ cut-off ମଧ୍ୟ ବାହାର କରାଯାଉ

    • @user-un1wg5qb6i
      @user-un1wg5qb6i 20 дней назад +1

      Sir corona time re jou teacher ra death hoichiii ta legal here ku post dia jau

    • @user-un1wg5qb6i
      @user-un1wg5qb6i 20 дней назад +1

      Corona time re jou teacher ra death hoichiii ta legal here ku post dia

    • @ramapanda4747
      @ramapanda4747 20 дней назад +3

      Monthly remuneration must be Rs.35000
      To become a teacher is not an easy process.OAS becomes in three stage which is comparatively easy

  • @kkvlogs1819
    @kkvlogs1819 20 дней назад +61

    ପୃଥିବୀ ର ସପ୍ତାଶ୍ଚର୍ଯ୍ୟ ରେ 2023 ଜୁନିଅର teacher ନିଯୁକ୍ତି କୁ ରଖାଯାଉ କାରଣ ଏହାର ପ୍ରକୃତ ସମସ୍ୟା କଣ ଏବଂ ଏହାର ସମାଧାନ ର ବାଟ କଣ କେହି ବି ଜାଣି ପାରୁ ନାହାଁନ୍ତି 😢😢😢😢😢
    ଯେଉଁ ମାନେ ମୋ ସହ ଏକ ମତ ଅଛନ୍ତି ଲାଇକ କରନ୍ତୁ ❤

  • @studypoint1280
    @studypoint1280 20 дней назад +33

    ଓଡ଼ିଶାବାସୀଙ୍କର ନୂଆ ସରକାରଙ୍କ ଉପରେ ବହୁତ ଆଶା ଓ ଭରସା ଅଛି, ଦୟା କରି ପୂର୍ବ ସରକାରଙ୍କର schematic ନାମ ରେ ଯେଉଁ ଘୃଣ୍ୟ ପ୍ରଥା ସୃଷ୍ଟି କରିଛନ୍ତି ତାହାକୁ ବନ୍ଦ କରି ନିୟମିତ ଚାକିରି ଦିଆ ଯାଉ । Entrance ଦେଇକି ct kariba, ତା ପରେ 2 ଟା ବୋର୍ଡ exam ଦେବ, ତା ପରେ otet ତା ପରେ cbt exam ଦେଇକି ଚାକିରି କରିବ ହେଲେ ଦରମା ଦିନକୁ 400 ଟଙ୍କା ରୁ କମ। ହେ ମୋହନ ସରକାର ୟା ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ଦେବେ ବୋଲି ଓଡ଼ିଶାବାସୀଙ୍କ ବିଶ୍ବାସ😢

    • @priyabratamallik3277
      @priyabratamallik3277 20 дней назад +3

      Aga joining jau tapre regular katha kahiba jia merit re name achi dekhiba kemiti sia 11k boli job chadidaba pila para 100000 upre achanti khali baula ekathare 30 k dharibu au aga join kara tapare try kariba

  • @user-pt7lu4bt3k
    @user-pt7lu4bt3k 20 дней назад +85

    ସାର୍, ଯୋଜନା ଭିତ୍ତିକ / regular job ଦେବା କଥା high court ଙ୍କ କାମ ନୁହଁ.. ଏଇଟା ଆପଣଙ୍କ ସରକାରର କାମ.. BJP ରେଗୁଲାର ନିଯୁକ୍ତି ଦେବେ ବୋଲି କହିଥିଲେ.. ଆଉ ପ୍ରାଥମିକ ଶିକ୍ଷକ ଆଶାୟୀ ଆପଣଙ୍କୁ ଭୋଟ ଦେଇଥିଲେ.. ତେଣୁ ବାହାନା କରନ୍ତୁ ନାହିଁ.. REGULAR ଭାବରେ ନିଯୁକ୍ତି ଦିଅନ୍ତୁ

    • @bhagyabanjenamoni8539
      @bhagyabanjenamoni8539 20 дней назад +4

      @@user-pt7lu4bt3k Absolutely correct, The commitment should be fullfilled

    • @pradeepkumarpanda7626
      @pradeepkumarpanda7626 20 дней назад +1

      Ei session re sambhaba kemiti heba? Sarakar ta ebe asila

    • @user-pt7lu4bt3k
      @user-pt7lu4bt3k 20 дней назад +4

      @@pradeepkumarpanda7626 ଘୋଷଣା ତ କରିପାରିବେ ନା? Process ପରେ ହେଲେ ଅସୁବିଧା ନାହିଁ.. Budget ରେ ବି ସ୍ଥାନ ପାଇ sanction ହେବା ର ଆବଶ୍ୟକତା ରହିଛି

    • @arjunhansdahofficial1512
      @arjunhansdahofficial1512 20 дней назад

      Oh sarkar prati ki darad !!​@@pradeepkumarpanda7626

    • @rajusing9265
      @rajusing9265 19 дней назад

      Aei kotha kohi se amothu vote nela Abe belokku dekheila alo

  • @shivashakti_2023
    @shivashakti_2023 20 дней назад +20

    ସରକାର JTS କୁ Regular ନିଯୁକ୍ତି ଦିଅନ୍ତୁ l

  • @PratyashaTripathi
    @PratyashaTripathi 20 дней назад +9

    An aspirants minimum eligibility to be a Junior Teacher schematic:
    1. Successfully completed +2/+3 with minimum 45-50% marks
    2. Then qualify D.el.ed/B.ed entrance
    3. Learn two years & successfully passed it
    4. Qualify in Otet 1/2
    5. Then pass the cutoff in all Odisha Cbt for Jts recruitment
    6. Then finally you will get a job.
    7. What's the salary you get 11,000(including Epf)
    8. After 6 years of contractual period you will be regularised.
    9. Is this the reflection of "Odia Asmita",for which New Bjp govt came to power.
    10. What's the difference between Bjd & Bjp ??

  • @dhanurjaymunda2394
    @dhanurjaymunda2394 20 дней назад +80

    ନିଯୁକ୍ତି କୁ ସ୍ୱାଗତ କରୁଛୁ କିନ୍ତୁ କଣ ପାଇଁ ଯୋଜନା ଭିତ୍ତିକ ???

    • @pradeepkumarpanda7626
      @pradeepkumarpanda7626 20 дней назад

      Karana session arambha heijiba. E sarakar purba sarakar ra ehi scheme ku karjya Kariba ku padiba.

    • @KKH973
      @KKH973 19 дней назад

      ​@@pradeepkumarpanda7626henu aichha aau gapa sunauchha😂😂😂😂😂

  • @user-ib1kf7oo1h
    @user-ib1kf7oo1h 20 дней назад +14

    ବସର ରଙ୍ଗ ବଦଳାଇ ପାରୁଛନ୍ତି ହେଲେ ପୂର୍ବ ସରକାର ଅନୁସାରେ ସିମାଟିକ ଅନୁସାରେ କେମିତି ପୋଷ୍ଟିଙ୍ଗ ଦେବେ। ନିରୀହ ଶିକ୍ଷକ ମାନେ ବୋଧହୁଏ ଗତ ଜନ୍ମରେ କି ପାପ କରିଥିଲେ ଜୀବନ ସାରା ଆନ୍ଦୋଳନ କରି କରି ସର୍ବ ହରା ।

  • @Ashokkumarnath1990
    @Ashokkumarnath1990 20 дней назад +21

    ପୂର୍ବ ସରକାର ଯାହା ଥିଲା.. ଏ ସରକାର ବି ସମାନ ଭାବେ ତାହାର ପୁନରାବୃତ୍ତି କରୁଛି. ତେବେ ପରିବର୍ତ୍ତନ ହେଲା କେଉଁଠୁ...??
    ପେଟରେ ଓଦା କନା ଦେଇ ପଢ଼ାଇବାକୁ ଯିବୁ..ଆଉ ଦରମା 333 ଟଙ୍କା..ଦିନକୁ , କି ବ୍ୟବସ୍ଥା ରେ ଭାଈ..ଏଠି କେଉଁ ବାହାଦୂରୀ ଏ ସରକାର ମାରୁଛନ୍ତି ହତବାକ ଅବାକ୍...

    • @pradeepkumarpanda7626
      @pradeepkumarpanda7626 19 дней назад

      @@Ashokkumarnath1990 Ei Session re pila mane patha padhibeni ki? Session ta ebe arambha hela. Urgent appointment kemiti heba puruna scheme re nagale?

  • @happymoodwithtapan7092
    @happymoodwithtapan7092 20 дней назад +15

    ତମେ ଖାଲି ନିଷ୍ପତ୍ତି ନିଅ କିନ୍ତୁ କାର୍ଯ୍ୟକାରୀ କରନି....ପଞ୍ଚାୟତ ଇଲେକ୍ସନ ବି ଅଛି....

  • @sudhanwasundarsundaray5595
    @sudhanwasundarsundaray5595 20 дней назад +17

    ଏଥିରୁ ପ୍ରମାଣିତ ହେଇଯାଉଛି ଯେ ରାଜନେତାମାନେ ଅସଲ ଜନନେତା ନୁହଁନ୍ତି । ଏମାନେ କିଛି ଜାଣନ୍ତି ନାହିଁ କିମ୍ବା କିଛି କରନ୍ତିନାହିଁ ବରଂ କେବଳ ଦସ୍ତଖତ ମାରି ଦେଖେଇ ହୁଅନ୍ତି; ସତେ ଯେମିତି ସବୁକିଛି ଏଇହିଁ କରିଛନ୍ତି । ଏଇ ଦେଖୁନ ୧ ରେ ତ ପୁରୁଣା ସରକାରର ଯୋଜନାକୁ ଫଳବତୀ କରୁଛନ୍ତି ପୁଣି କହୁଛନ୍ତି ହାଇ-କୋର୍ଟ ନିର୍ଦ୍ଦେଶ ଅନୁସାରେ କୁଆଡ଼େ କାମ କରାଯାଉଛି | ହାଇକୋର୍ଟ କ'ଣ କହିଛନ୍ତି ୨୦,୦୦୦ରୁ କିଛି ପଦବୀ କମ୍ କରି ନିଯୁକ୍ତି ଦେବାକୁ ?

  • @Babaphakiryoutube
    @Babaphakiryoutube 20 дней назад +6

    ସରକାରୀ ବିଦ୍ୟାଳୟ ଅଛି ଶିକ୍ଷକ ଶିକ୍ଷୟତ୍ରୀ ସବୁ ଦରମା ମିଳୁଛି ମୋଟା ଅଙ୍କର କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ପୁଅ ଝିଅ ପଢୁଛନ୍ତି ଘରୋଇ ବିଦ୍ୟାଳୟ ରେ ନିୟମ ହେଉ ସରକାରୀ ଚାକିରିଆ ପୁଅ ଝିଅ ସରକାରୀ ବିଦ୍ୟାଳୟ ରେ ପଢ଼ିବା ବାଧ୍ୟତା ମୁଳକ ହେଉ

  • @tirupatimeher9420
    @tirupatimeher9420 20 дней назад +12

    ବିଜେଡ଼ି ଓଡିଶା ରୁ ଚୁକ୍ତିଭିତ୍ତିକ ପ୍ରଥା ଉଠିଲା ବୋଲି ବାହା ବାହା ନେଲା ହେଲେ ପ୍ରାଥମିକ ଶିକ୍ଷକ ମାନଙ୍କୁ ପାଇଁ କଲା ନାଇଁ.... ଏବେ ବିଜେପି ସେୟା କରୁଛି.. ନିଜେ ବିରୋଧ କରିଥିଲେ ଏବେ ନିଜେ ସେଇ କାମ କରୁଛି

  • @MUGK_STUDY_POINT
    @MUGK_STUDY_POINT 20 дней назад +10

    ହିଁ ଯେ ଦରମା କଥା ପଚାର ମନ୍ତ୍ରୀ ମହୋଦୟଙ୍କୁ

  • @Ashokkumarnath1990
    @Ashokkumarnath1990 20 дней назад +21

    ଖାଲି ବାହାନା ବାଜି..ବିରୋଧୀ ଙ୍କର ପ୍ରଶ୍ନ କଣ ଥିଲା..!!ଆଉ ଆମର ଏ ଗଣ ଶିକ୍ଷା ମନ୍ତ୍ରୀ ଙ୍କର ଉତ୍ତର କଣ ଶୁଣନ୍ତୁ..!!

    • @pradeepkumarpanda7626
      @pradeepkumarpanda7626 20 дней назад

      Nua sarakar kebe hela? Session kebe arambha heba?

    • @SarojKumar-tf4hk
      @SarojKumar-tf4hk 19 дней назад

      Ame BJP pain pachara kari sarkar ku anithilu ama katha suna

  • @RelaxingMusic-ci2sl
    @RelaxingMusic-ci2sl 20 дней назад +5

    ନବୀନା ଯା କରିଯାଇଛି, ୟେ ତା ପଛରେ ଗୋଡ଼େଇବେ.. ଖାଲି ନାଁ ବଦଳେଇବେ ଆଉ ରଙ୍ଗ

  • @rupalirupasmita1666
    @rupalirupasmita1666 20 дней назад +27

    Court schematic re posting dio boli kebe kahila? Nija dosha anyaku daucha michhupa bjp dala

    • @Rsriima9045
      @Rsriima9045 20 дней назад +2

      Ete takha emane katha ku bhuan bulauchhantiii ..nija hakk pain puni ladeii haba 😢

    • @studybatika4017
      @studybatika4017 20 дней назад +2

      Bjd kn karuthila ki ete dina jaye

    • @priyabratamallik3277
      @priyabratamallik3277 20 дней назад +1

      Apply kala bele criteria delhinathila bodhe schematic post diajiba lekha hei thila na jahara regular dar kar sisa kn pai apply karu thila are aga joining pi ja a tapare dekhiba

    • @arjunhansdahofficial1512
      @arjunhansdahofficial1512 20 дней назад

      Seithi paein to sarkar badalia​@@studybatika4017

    • @rupalirupasmita1666
      @rupalirupasmita1666 19 дней назад

      @@priyabratamallik3277 ruha posting saru kemiti regular hauchu dekhibaaaaa

  • @girigiri3400
    @girigiri3400 20 дней назад +4

    ଏହା ସମ୍ପୂର୍ଣ୍ଣ ସତ କଥା
    ସମସ୍ତେ ସବୁ ଜାଣିଛନ୍ତି,କିନ୍ତୁ କିଛି କରିପାରିବେ ନାହିଁ।
    ସମସ୍ତେ କୁହନ୍ତି ଆମେ କ୍ଷମତା କୁ ଆସିଲେ କରିବୁ।କିନ୍ତୁ ବାସ୍ତବ ତା କୁ ରୂପାୟନ କରିବା ବେଳ ଆସିଲେ ।
    କେହି କିଛି ଜାଣି ନାହାନ୍ତି....

  • @tirupatimeher9420
    @tirupatimeher9420 20 дней назад +9

    ସବୁ ସରକାର ପ୍ରାଥମିକ ଶିକ୍ଷକ ପ୍ରତି ସବୁବେଳେ ଅବହେଳା କରୁଛନ୍ତି......

    • @user-us8km1xh7f
      @user-us8km1xh7f 20 дней назад

      Right 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @bikashsahu4503
    @bikashsahu4503 20 дней назад +2

    ଶିକ୍ଷକ ନିଯୁକ୍ତି ବନ୍ଦ କରି ଅନ୍ୟ ସବୁ ପଦବୀ ରେ nijkuti ଦିଆ ଯାଉ।କାହିଁକି ନା ଆଉ କୌଣସି ପିଲା ସରକାରୀ ଶିକ୍ଷାନୁଷ୍ଠାନ ରେ ପଢିବାକୁ ଆଗ୍ରହୀ ହେଉ ନାହାନ୍ତି।ସମସ୍ତେ ପ୍ରାଇଭେଟ୍ କୁ ଯାଉଛନ୍ତି।ଏଣୁ ଅଯଥା ଶିକ୍ଷକ nijkuti କରି ସରକାରୀ ରାଜକୋଷକୁ ନଷ୍ଟ କରା ନ ଯାଉ।
    ଏହା ପୂର୍ବରୁ ହାଇସ୍କୁଲ ଗୁଡ଼ିକ ରେ resrvation ରେ ପିଲା ୧ମାର୍କ ୨ ମାର୍କ ଆଣି ଶିକ୍ଷକ ହେଇ ଛନ୍ତି।ସେମାନେ କଣ ଶିକ୍ଷା ଦେଉଥିବେ ଛୁଆ ମାନଙ୍କୁ ???ଏମିତି ଅଯୋଗ୍ୟ ଙ୍କୁ ସରକାର ଚାକିରି ଦେଇ ମାସକୁ ୬୦-୭୦ ହଜାର ଟଙ୍କା salary ଦେଇ ବର୍ବାଦ କରୁଛି।

  • @sarthak32761
    @sarthak32761 20 дней назад +9

    Regular posting ଦିଆଯାଉ।
    ଘର ପାଖରୁ ୫୦୦ କି ମି ଦୂରରେ ରହି ୯୦୦୦ ଟଙ୍କା ରେ କିମିତି ଜଣେ family ନେଇ ଚଳିବ।

  • @satyabrataparida1925
    @satyabrataparida1925 20 дней назад +6

    ଯୋଜନା ଭିତକ କାହିଁକି ? ପୂର୍ଣ୍ଣ ଦରମା ରେ ନିଯୁକ୍ତି ଦିଅ । ଜଣେ ଶିକ୍ଷକ ପୂର୍ଣ ଦରମା ପାଇ ଯାହା ପଢ଼ାଇବ ଅନ୍ୟଜଣେ ଯୋଜନା ଭିତ୍ତିକ ହୋଇ ସେଇ ପାଠ ପଢ଼ାଇବ ।ଏ ବେବସ୍ଥା କାହିଁକି ?

    • @priyabratamallik3277
      @priyabratamallik3277 20 дней назад

      Jahar purana darma dar kara se kn pain apply kala bele criteria dekhi nathila schematic boli bekar katha na kahi joining kara au paibani jaha miluchi khaichala nahele total ghare basi dina majuria hele janiba kete kasta 2:54

  • @Ttyilojg
    @Ttyilojg 20 дней назад +9

    Teacher ମାନେ ଆଗ ପରି ଭଲ ପଢ଼ାଉ ନାହାଁନ୍ତି
    ପିଲା ହରଣ ଗୁଣନ ଜାଣୁ ନାହାନ୍ତି 😢😢😢😢
    କାରଣ କଣ 😢

    • @viralindia1003
      @viralindia1003 20 дней назад +3

      Tu banija

    • @b9gi6
      @b9gi6 20 дней назад +1

      Egg and rice

    • @Smileheart63
      @Smileheart63 20 дней назад +3

      Aeta hi karan .. School re teacher ra khama hauchi pila padheiba but govt teacher nku alga khama re lagei daochi anda chaula aniba re lagei dauchi gote school re 2ta teacher kemiti padheibe enough teacher enough salary nihati darkr

    • @Ttyilojg
      @Ttyilojg 20 дней назад +3

      @@Smileheart63 କିଛି ମାତ୍ରା ରେ ସତ l ଆମ ଗାଁ school ରେ 8 କ୍ଲାସ ଯାଏଁ teacher 10
      ପାଠ ପଢା ଜାଣୁ ନାହାନ୍ତି ପିଲା

    • @Smileheart63
      @Smileheart63 20 дней назад +1

      @@Ttyilojg dekhantu pila nk muladua strong hele hi future bhala haba mu ama eti ki primary school dekhuchi 3 teacher na peon na kichi kiye kahuchi susu jibi kiye kn kahuchi .seti re apanku yeh sabu manage kala belaku sufficient Tim kain pila nku debe.. High school re cleark peon sabu achnti but jau ta jau Tim re haba katha seita hei paruni dukha ra bisy loka nku laguchi primary ra value nai but realty hauchi primary re jete bhala care education miliba agaku sete better haba....... Education system pura barbad

  • @samirnayak3768
    @samirnayak3768 20 дней назад +4

    ଆଗରୁ ତ ବିଜେଡି ସରକାର 10 ଲକ୍ଷ ଘୋଷ ନେଇ ନିଯୁକ୍ତିରେ ଘୋଟାଲା କରି ବାରୁ case high court ଗଲା ,ଏବେ ଏ ନୂତନ ସରକାର କୁ ସମାଲୋଚନା କଣ କହିବ ଏମାନଙ୍କୁ. ଲାଗୁଛି ଏମାନେ ଆଉ ଦୀର୍ଘ ଦିନ ପର୍ଯ୍ୟନ୍ତ ଓଡ଼ିଶା ରେ ଆଉ ଶାସନକୁ ଆସିପାରିବେନି.

    • @AsitKumarSa
      @AsitKumarSa 20 дней назад

      Case kan paini heithila janichha naa.....emiti lekhidela😅😅😅😅

    • @rupalirupasmita1666
      @rupalirupasmita1666 19 дней назад

      @@samirnayak3768 jts exam 100% purity ra saha heichi. So emiti katha kahiba agaru 1000000thara bhabiki kuha

  • @bgbmotivation5940
    @bgbmotivation5940 20 дней назад +4

    Minister ra salary 9000 korajau
    Dekhiba kete bikash kothha kohibe
    Au election jitila pore odisha minister eligibility test debe tapore CBT exam korajiba
    pass hele ministry koribe au salary 9000 dia jiba

  • @JOGESHADHIKARY
    @JOGESHADHIKARY 16 дней назад

    ଓଡିଶାରେ ଯେତେ ବି ଶିକ୍ଷକ ଆଶାୟୀ ଅଛନ୍ତି,ସରକାର ସମସ୍ତଙ୍କୁ ଏକା ସାଙ୍ଗରେ ନିଯୁକ୍ତି ଦିଅନ୍ତୁ।

  • @user-wp7cq7by7i
    @user-wp7cq7by7i 20 дней назад +4

    Second phase 20000 post dau ame sabu vota deichu

  • @RK-xe4qq
    @RK-xe4qq 20 дней назад +1

    ବିଜେପି ବେଶିଦିନ ଟେକି ବନି ଏହିଭଳି କଲେ 👍🏿.

  • @kalandibehera8984
    @kalandibehera8984 20 дней назад +1

    ଯେଉଁ ବିଧାୟକ ଶିକ୍ଷକ ନିଯୁକ୍ତି ଉପରେ ପ୍ରଶ୍ନ କରୁଛନ୍ତି ସେ କେତେ ବର୍ଷ ଶାସନ କରିଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷକ ଯୋଗାଇବେ

  • @ayamcreation1308
    @ayamcreation1308 20 дней назад +1

    ବିରୋଧି କ,ଣ ସାରା ଓଡ଼ିଶା ପ୍ରଶ୍ନ କରିବ ବିଜେପିର ସେହି ରେଗୁଲର ପ୍ରତିଶୃତି କୁ ନେଇ

  • @lcreator2987
    @lcreator2987 20 дней назад +3

    Contractual sigra remove heba darkar,,,,,,

  • @anilkumarsahoo794
    @anilkumarsahoo794 20 дней назад +1

    Appointment should give as Regular primary teachers like NVS KVS and all states and 4200gp

  • @factkiduniya5352
    @factkiduniya5352 20 дней назад +18

    Regular kara sarkar nahele puni andolan heba bjp govt. Say ( saman kanku saman darama ) aganwadi jane 10000 but teacher 9000 shame full

    • @RM-vp7rb
      @RM-vp7rb 20 дней назад

      jt 13000 first 3 year
      20000 next years

    • @KumarDev711
      @KumarDev711 20 дней назад

      ​@@RM-vp7rbseta bjd govt ghosana kari thila election agaru...but seita haba na nahin doubt...se katha ra kichhi guarantee nahin

    • @priyabratamallik3277
      @priyabratamallik3277 20 дней назад

      Jahara vai 11k dara kara nahi joining karani pila 1lakh achanti post pai vagya bhala merit re paicha aga joing kara pare regular katha bhabiba

    • @rupalirupasmita1666
      @rupalirupasmita1666 19 дней назад

      @@factkiduniya5352 lajya nai govt muhan re

  • @missionexam8895
    @missionexam8895 20 дней назад +1

    Thank u debiranjan sir.....

  • @missionexam8895
    @missionexam8895 20 дней назад +3

    Thank u otv..... Your effort can change the primary education.....

  • @yashobantameher7246
    @yashobantameher7246 20 дней назад +3

    Are high court kebe kahile regular re diani boli..... Lajya

  • @Rubu2
    @Rubu2 20 дней назад +3

    Be Regularised

  • @HimanshuNayak-wd1nw
    @HimanshuNayak-wd1nw 20 дней назад +4

    Comment for jts regular 😢😢😢😢

  • @SARATBINDHANI-oq8zh
    @SARATBINDHANI-oq8zh 20 дней назад +3

    Court kebala state wise merit adhar re nijukti daba ku order re kahichhanty naki contractual ki regular ..ame sarkar nku anurodh karuchhu regular bhabbe nijukti diantu ,,jaha falare sikshya ra gunatmaka mana brudhi haba

  • @chandrikatv1522
    @chandrikatv1522 15 дней назад

    NIOS DELED CANDIDATES nka ଭବିଷ୍ୟତ ବିଷୟରେ ଟିକେ ଚିନ୍ତା କରନ୍ତୁ

  • @Narendrayoutuber618
    @Narendrayoutuber618 20 дней назад +5

    Court salary bisaya re kahi nahanti

  • @Chinu12346
    @Chinu12346 20 дней назад +2

    Court ra order thila cut off au result published and full fill up 20k kuade gala

  • @purnapradhan1549
    @purnapradhan1549 20 дней назад +2

    Education Minister cannot understand court order in respect of Junior teachers posting,so it will take time.

  • @sukantadas679
    @sukantadas679 20 дней назад +4

    Bus re ranga change karideuchha ea purba sarkar baharkarithiba vacancy ku kemitii copy paste karuchhha

  • @sujitkumarparida5019
    @sujitkumarparida5019 20 дней назад +2

    Se jaha hauchi hau....jou Sarkar hauchanti huantu.. Ghanti pakao....jemiti Regular salary debe👍👍👍👍

  • @niharVlogs-gs7fn
    @niharVlogs-gs7fn 18 дней назад

    ବେ ଦରମା କଥା କହ ନିଯୁକ୍ତି ତ ନବୀନ ପଟ୍ଟନାୟକ ବି ଦେଉଥିଲେ

  • @Anilbhoi-ob1bl
    @Anilbhoi-ob1bl 20 дней назад +1

    Juniour teacher mananku regular karajao......

  • @NareshKingOfficial.
    @NareshKingOfficial. 19 дней назад

    ପୋଷ୍ଟ ଥିଲା ୨୦ ହଜାର ତାହା ଏବେ ୧୮ ହଜାର ୭୮୮ ହେଲା। ଏମିତି ନ ହେଉ କି କେବଳ ୧୨/୧୩ ହଜାର ହିଁ ନିଯୁକ୍ତି ପାଆନ୍ତୁ। ପୂର୍ବ ସରକାର ଭଳି ପୋଷ୍ଟ ଫାଂକା ନ ରଖି ସଂପୂର୍ଣ୍ଣ ପଦବୀ ପୂରଣ କରନ୍ତୁ।

  • @Jagaa333
    @Jagaa333 20 дней назад

    କୌଣସି Political Party ଭଲ ନୁହଁ... ସବୁ କେମିତି Powerful ହେବେ, ଶାସନ କରିବେ ମନ ଇଛା ଗୁଣ୍ଡା ଭଳିଆ କାମ କରିବେ... ଏସବୁ ପାଇଁ ସବୁ Political Party ଭଲ ନୁହଁ, ସବୁ କେମିତି ପଇସା ଖାଉବେ, ଧନୀ ହେବେ ସବୁ ସେଇ ଇଛା

  • @khadusiaaa6435
    @khadusiaaa6435 19 дней назад +1

    High court.....😂😂 It's have zero value... .... High court ra judgement pare kou single jinisa te change heichhi kahila mate

  • @santoshighosh6962
    @santoshighosh6962 20 дней назад +2

    Regular karajau. Bouble engine kaha swartha re 😢

  • @kailashchandramohapatra1877
    @kailashchandramohapatra1877 19 дней назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସିଧାସଳଖ ଜଣାନ୍ତୁ

  • @gajanandalei5730
    @gajanandalei5730 18 дней назад

    ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ଭାରି ସହଜ କିନ୍ତୁ ନିଜେ ସେହି କାର୍ଯ୍ୟ କୁ ପାଳନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ବିଜେପି ସରକାର ପ୍ରମାଣିତ କରିଦେଲେ!!!

  • @Saisampurna698
    @Saisampurna698 20 дней назад +3

    Aare regular kara nai ta salary badhao , ete dara daam brudhi helani jane anya dist re rahi ghara voda , khaiba kharcha kemiti jane 10,000 re chalibo angya bjp sarkar nku anurodha salary hike karantu

  • @aswinidhall
    @aswinidhall 20 дней назад

    Education is the fundamental right of every children and the government is doing the absolutely right thing.

  • @SunnySportsHub
    @SunnySportsHub 19 дней назад +1

    Ama compitative pila nka pai requirements Kai
    Odisha police requirements Kai
    Panchayat DEO requirements Kai
    Exercise constable requirements kai

  • @Jeonjungkook-pf3ep
    @Jeonjungkook-pf3ep 20 дней назад +1

    ବାଳ ଶିକ୍ଷା ମନ୍ତ୍ରୀ

  • @arakshitamahapatra283
    @arakshitamahapatra283 19 дней назад

    Contractual/ Schematic system should be abolish as soon as possible.

  • @birsabhagabanproduction
    @birsabhagabanproduction 20 дней назад

    ଥାଉ ଆମର ଚାକିରୀ ଆଉ ଦରକାର ନାଇଁ🙏

  • @bibhutibhusanbehera5464
    @bibhutibhusanbehera5464 12 дней назад

    ଘର ଭାଙ୍ଗିବା ବ୍ୟତୀତ ଏମାନେ କିଛିବି କରିବେନି

  • @goutamrout3908
    @goutamrout3908 20 дней назад

    🎉🎉🎉 right said

  • @sadanandakabi5192
    @sadanandakabi5192 19 дней назад

    Education minister sir please JT mananku Regular Kari posting diantu please

  • @user-gq1hl9pj3j
    @user-gq1hl9pj3j 19 дней назад

    ମୁଁ ଜାଣିପାରୁନି ବିରୋଧୀ ଦଳ ସରକାରକୁ ଆସିଲେ ବଦଳିଯାଆନ୍ତି କାହିଁକି ?😲

  • @alok5549
    @alok5549 20 дней назад +6

    Abolish contractual system from junior teacher schematic

  • @manasmohapatra7874
    @manasmohapatra7874 19 дней назад

    Regular କରାଯାଉ jts କୁ

  • @ruralvideoes
    @ruralvideoes 20 дней назад

    Wait

  • @AnadicharanaJena-c2u
    @AnadicharanaJena-c2u 19 дней назад

    ତମେ ବିଜେଡି ଵାଲା ଏହି ହୀନ ପରମ୍ପରା ଆରମ୍ଭ କରିଛ. ଶିକ୍ଷକ ସମାଜ ତୁମକୁ କେବେ କ୍ଷମା କରିବ ନାହିଁ.

  • @mksahoo5083
    @mksahoo5083 20 дней назад

    Totaly OSEPA AU Govt corrupt.... Kichhi genuine re heini.. Emiti bi Court bi gale sethi bi pilanku naya miluni.. Chhii lajya laguchi Odisha re janma hei

  • @kambupanipradhan1473
    @kambupanipradhan1473 19 дней назад

    ଗଣ ଶିକ୍ଷା ମନ୍ତ୍ରୀ ଙ୍କୁ ଅନୁରୋଧ ଯେଉଁ ପିଲା ମାନଙ୍କର dv ସରିଛି ତାଙ୍କର ଆଉ ଥରେ କଣ ପାଇଁ dv ହେବ

  • @HaklowdaBakra
    @HaklowdaBakra 20 дней назад

    ନବୀନ ପଥେ ମୋହନ
    ସେଇ ଭୁଲ୍ ଭାଲ୍ ଲିଷ୍ଟ ପୁଣି ଜାରି ହେଲା । ଏତେ କେଶ୍ ର କଣ ଲାଭ ହେଲା ।

  • @shuvamnaik5747
    @shuvamnaik5747 20 дней назад +1

    Tamane BJD swikar karuchhi j odisha re shikhyaku dhwansa karichhi ta dhanyabad 💯👍🙏

  • @thinkaboutstudy70
    @thinkaboutstudy70 20 дней назад

    Abolish schematic appointment....

  • @gumdibaskey7628
    @gumdibaskey7628 20 дней назад

    Odisha re primary teacher maankro dukh ba samasya kebe sariboni bholia laguchhi...central pay to duro katha.

  • @rachanasahoo788
    @rachanasahoo788 19 дней назад +1

    Regular posting dia

  • @mksahoo5083
    @mksahoo5083 20 дней назад

    He media bhai mane.. Dayakari kichhi ta life re vala karantu ehi vali injustice ku face kari....

  • @sukumarrana9091
    @sukumarrana9091 20 дней назад

    CBT Marks ଆଧାରରେ ମେରିଟ ଲିଷ୍ଟ ତିଆରି ହେଲାନାହିଁ କାହିଁକି ?

  • @babulsahoo6140
    @babulsahoo6140 19 дней назад

    ଖାଲି 😂😂😂😂 କଥl ବଡ଼ ବଡ଼ 😢😢 କ୍ଷମତା କୁ ଆସିଲେ ସବୁ ଉପାଡ଼ି ପକେଇବୁ 😅😅 ହେଲେ teacher ମାନେ 😢😢 ମଜୁରିଆ ଙ୍କ ଠାରୁ ହିନ 😢😢😢

  • @kalpanajued5130
    @kalpanajued5130 20 дней назад +2

    Regular hebaa zaruri.

  • @kailashgiri9642
    @kailashgiri9642 20 дней назад +1

    Ago regular karantu tapare bada bada katha kahibe

  • @banamalibagofficial9874
    @banamalibagofficial9874 20 дней назад

    Court Schematic dia boli kebe kahila... Regular kara hebani boli court kebe kahile

  • @arakhitabishoy9341
    @arakhitabishoy9341 19 дней назад

    ଆରେ ଢାମଣା ବୁଲି ବୁଲିକି ସେହି ଅଗଣା,
    ଅର୍ଥାତ୍ ସବୁ ତ ଗୋଟିଏ ଗାଈ ର ଗୋବର,,

  • @sharatchandrapradhan2009
    @sharatchandrapradhan2009 20 дней назад

    Teachers should be appointed on regular basis not on Schematic or contractual eay

  • @bidyadharpadhan9532
    @bidyadharpadhan9532 20 дней назад

    ପ୍ରଥମେ ସେଇ 18788 ପୋଷ୍ଟ ପୂରଣ ହେବ କି ନାହିଁ ଠକୁଛି ସରକାର ସେ କଥା ଚିନ୍ତା ଲାଗୁଚି, ବହୁତ ଅଯୋଗ୍ୟ ପ୍ରାର୍ଥୀ selection ହେଇଛନ୍ତି, ଅଧା ପଦବୀ ରେ join କରିବେ

  • @sumitrapradhan3887
    @sumitrapradhan3887 20 дней назад

    Hmm regular posting dia

  • @bapunsingh9652
    @bapunsingh9652 19 дней назад

    Schematic au contractual same khali name change kariki kichhi labha nai,,, regular kara sabu job ku ,,,

  • @user-nk3vo2jw1x
    @user-nk3vo2jw1x 20 дней назад +1

    Plz attention towards fireman joining...otv ..

  • @LaxmanMohapatra-ys7cn
    @LaxmanMohapatra-ys7cn 20 дней назад +1

    High court re case thila state vrs district.soGanda sir michha kahile. Please abolish schematics.

  • @maabudhabudhimani2652
    @maabudhabudhimani2652 20 дней назад

    Debiranjan tripaty sir apan gote teacher hebe ta rajanti kale kan heba kete dina wait karibe pila mane

  • @debashishbhanjadeo6708
    @debashishbhanjadeo6708 19 дней назад

    Anganwadi wala 10k au primary teacher 9800 wow 😮

  • @subhashisbehera4467
    @subhashisbehera4467 20 дней назад

    Court ketebele kahila kii schematic haba ki regular haba

  • @shyamsahu5765
    @shyamsahu5765 19 дней назад

    We want Regularisation of JT....

  • @nareshpanda4485
    @nareshpanda4485 20 дней назад

    ବିଜେଡିକେବେ ଚାହେଁନି କି ଆଜି ବି ଚାହୁଁନି ଶିକ୍ଷକ ନିଯୁକ୍ତି ଦେବାକୁ

  • @santoshmajhi6944
    @santoshmajhi6944 19 дней назад

    Junior teacher regular karajau 🙏🙏

  • @rajeshmoharana905
    @rajeshmoharana905 20 дней назад +1

    Congress is best
    Bhulu hoigala bjp ku vote deikii

  • @mindfreshdilkhush8575
    @mindfreshdilkhush8575 18 дней назад

    Why you showing half news..... They demanded permanent posting not contactual

  • @moulikakaranam6395
    @moulikakaranam6395 19 дней назад

    In odisha only teacher post were there and no any other recruitment for jobs that s y it is developing state

  • @NandiniJena-nu5gv
    @NandiniJena-nu5gv 20 дней назад +1

    Regular saha joining diantu

  • @subhamrout4069
    @subhamrout4069 20 дней назад

    ମିଛ

  • @sunilkumarpatnaik6953
    @sunilkumarpatnaik6953 19 дней назад

    Sighra permanent appointment letters issue karajau. ...