Once I Ate Chicken And Now Everyone Calls Me Chicken Baba || EP 30 || Podcast With Prasanna Patasani

Поделиться
HTML-код
  • Опубликовано: 24 ноя 2024

Комментарии • 191

  • @Siba95994
    @Siba95994 3 месяца назад +95

    Mate Argus Podcast bahut bhala lage❤

  • @gyanabratamohanty4219
    @gyanabratamohanty4219 3 месяца назад +35

    କି ସୁନ୍ଦର ପ୍ରଶ୍ନ, କି ସୁନ୍ଦର ଉପସ୍ଥାପନା, ଅର୍ଗସ ଚ୍ୟାନେଲକୁ ଲୋକପ୍ରିୟ କରିବାରେ ଆପଣଙ୍କ ଭୂମିକା - ଅତୁଳନୀୟ 👍👍🙏🙏

  • @HimadriRout-mg7ix
    @HimadriRout-mg7ix 3 часа назад +1

    Argus news is my very fevraight chanel namaste

  • @prafullakumarbhoi3175
    @prafullakumarbhoi3175 Месяц назад +1

    ସଂଗ୍ରାମ ବାବୁ ଙ୍କ ଉପସ୍ଥାପନା ଶୈଳୀ ବହୁତ ଭଲ

  • @PradeepKumar_yt
    @PradeepKumar_yt 3 месяца назад +26

    ବାବାଙ୍କ ପ୍ରଚୁର ଲୋଭ ସବୁ ଖାଆନ୍ତି

  • @GotiMuktiAndolan_Odisha
    @GotiMuktiAndolan_Odisha 3 месяца назад +6

    ମୋ ମତରେ ଲେଖା ରାଜନୀତିଠାରୁ ଉର୍ଦ୍ଧ୍ବରେ

  • @swarupmishra.audiovestibular
    @swarupmishra.audiovestibular 3 месяца назад +1

    ନିର୍ଭିକ ସାମ୍ବାଦିକତା 🙏

  • @Dash_Rudra.11111
    @Dash_Rudra.11111 3 месяца назад +1

    Podcast Ta Emiti Agaku Chalu Bohut Bhala Eita ❤

  • @gajendranathjena356
    @gajendranathjena356 7 дней назад +1

    ଠିକ୍ ନିଷ୍ପତୀନେଇଛନ୍ତି ପ୍ରସନ୍ନ ପାଟ୍ଟଶାହାଣୀ ବହୁ ଆଗରୁ ପଦ୍ମ ଧରିବା ଥିଲା❤ବିଶ୍ଵାସଘାତକ ଠାରୁ ଦୂରେଇ ଯିବାର ଅସୁବିଧା ନାହିଁ। ବିଜେଡି ଦଳ ବହୁତ ଛଳନା କରିଛି'ପାଟ୍ଟଶାହାଣୀକୁ😮ପଦ୍ମ ଧରି ବହୁତ ସୁନ୍ଦର ଆଗକୁ ବଢ଼ିବାରେ ସହଯୋଗ ମିଳିବ🎉ରାଜ୍ୟସଭା ପ୍ରାର୍ଥୀ ଭାବେ ଯାଇପାରିବେ ନିଶ୍ଚିତ❤😮🎉

  • @spandapanda8727
    @spandapanda8727 3 месяца назад +3

    Excellent podcast. Dr. Patsani's compliment 'abyakta ku bhakta kariba " is hundred percent correct. Captivating presentation

  • @milanbehera1107
    @milanbehera1107 3 месяца назад +42

    ପ୍ରସନ୍ନ ପାଟଶାଣୀ ଜଣେ ଗୋଟେ ପାଗଳାମି ବ୍ୟକ୍ତି ଲାଗନ୍ତି.. କବି ନାଁରେ ଗେରୁଆ ପିନ୍ଧି କ୍ଷମତା ହାତେଇବାରେ ସିଦ୍ଧହସ୍ତ... ଖାଣ୍ଟି ଓଡ଼ିଆରେ କହିଲେ (କଥା କୁହା କପିଳା)

  • @basantisinghbasantisingh9546
    @basantisinghbasantisingh9546 3 месяца назад +3

    Podcast ଏକ ସୁନ୍ଦର କାର୍ଯ୍ୟକ୍ରମ।

  • @nareshdash3796
    @nareshdash3796 3 месяца назад +50

    ନକ୍ସଲ ହୋଇଥିବାରୁ ପ୍ରସନ୍ନ ପାଟଶାଣୀ ଅନୁତପ୍ତ ନା ନାହିଁ , ଏ ପ୍ରଶ୍ନ ପଚାରିଥିଲେ ଭଲ ହେଇଥାନ୍ତା ।

    • @satyabratasethi444
      @satyabratasethi444 3 месяца назад +1

      Ebe bi sei naxal bhalia dekha jauchi, khali loka nkara sympathy gain pai gerua kapda pindhuchi

    • @RajendraRajendra-di4uk
      @RajendraRajendra-di4uk 3 месяца назад +1

      Bhai,samastea,anutfata,sabu,karmalagi

    • @biswajithappysahoo1794
      @biswajithappysahoo1794 3 месяца назад

      ନକ୍ସଲ କେହି ଜନ୍ମରୁ ହୋଇନଥାନ୍ତି, ଜାହା ବୁଝାଇଦେଲେ ପ୍ରଶନ୍ନ ପାଟ୍ଟଶାଣୀ......

  • @darsanmediajourney
    @darsanmediajourney 3 месяца назад +9

    ପ୍ରସନ୍ନ ବାବୁଙ୍କୁ ମୋଦିଜୀ ରାଜ୍ୟପାଳ ପାଇଁ ପଠେଇବା ଦରକାର..
    ତାଙ୍କର ଅଭିଜ୍ଞ୍ୟ ଅନୁଭୂତି ରାଜ୍ୟପାଳ ର ଗଦୀ କୁ ମଜଭୁତ କରିବ //🙏🏼🙏🏼🙏🏼🙏🏼🙏🏼

  • @shrabanimashra3400
    @shrabanimashra3400 3 месяца назад +5

    5 time MP =25 year
    4 time MLA =20. Total 45 year political career re gala
    Struggle thiba kete barsa

  • @rjsoy4432
    @rjsoy4432 3 месяца назад +6

    ବିରୋଧି ଙ୍କ ପାଖ ରୁ ଯାହାକୁ ପ୍ରଶଂସl ର ପାତ୍ର ମିଳେ ସେ ହିଁ ଅସଲୀ ଓଡ଼ିଶା ର ବର ପୁତ୍ର ❤

  • @asutoshpanda7187
    @asutoshpanda7187 3 месяца назад +9

    ଆର୍ଗୁସ ସୁନ୍ଦର ଉପସ୍ଥାପନା କରୁଛି କିନ୍ତୁ ରାଜ୍ୟପାଳ ଓ ତାଙ୍କ ପୁଅ ଲଳିତ କୁ ପ୍ରବ୍ବଳ ଭୟ ରହୁଛି ଲଜ୍ୟା

    • @omkarmajhi9623
      @omkarmajhi9623 3 месяца назад

      ବି ଜେ ପି ର ପାଦ ଚଟା ଚେନାଲ

  • @saanvi15sept22
    @saanvi15sept22 3 месяца назад +27

    ବାବା ପୁରା ବାଚଳlମି କରୁଛନ୍ତି ... କଥାରୁ ସ୍ପଷ୍ଟ ଜଣାପଡ଼ୁଛି... ଏଇ ଭଳି ଭଣ୍ଡ ଲୋକମlନେ ସବୁଠାରୁ ବଡ଼ ଠକ

  • @Arquiz1991
    @Arquiz1991 3 месяца назад

    ଆପଣଙ୍କର ଉପସ୍ଥାପନା ଟି ବହୁତ ଭଲ ଲାଗୁଛି।

  • @HadibandhuParida-s3m
    @HadibandhuParida-s3m Месяц назад

    ଓଁ ନମଃ ଶିବାୟ, ଶ୍ରୀ ଗୋରୁ ମହିମା ଅ ଲେ ଖ ଗୋସାଇଁ 🙏🙏

  • @sasmitamallick9299
    @sasmitamallick9299 2 месяца назад

    Sangram sir nka upastapana bahut bhala

  • @dayanidhibishi7008
    @dayanidhibishi7008 3 месяца назад +1

    Sangram sir sangram kari kari emiti upasthapana kari pari thibaru bahut dhanyabad.... Apanankar podcast is realy great. Jay jagannath..
    Prasnna kala upasthapana bele uttar deu thiba lokar manobhab ra video kemiti answer sange matching heuchhi....? Podcast purbaru contact re rahuchhanti ki....?

  • @GotiMuktiAndolan_Odisha
    @GotiMuktiAndolan_Odisha 3 месяца назад +1

    ସମାଜର ପରିବର୍ତ୍ତନ ପାଇଁ ରାଜନୀତି କଣ ଏକମାତ୍ର ରାସ୍ତା?

  • @BidyabhusanKuldy-yy4cb
    @BidyabhusanKuldy-yy4cb 3 месяца назад

    Bage Gobardhan (1st IAS of tribal) babu nka na mein thibaru ashesh2 dhanyabad Patsani baba nku. Be happy with your friends.

  • @bijaykumarsahoo9999
    @bijaykumarsahoo9999 3 месяца назад +1

    Just like yatra party dialogue.

  • @chandraDahita
    @chandraDahita 3 месяца назад +2

    ଜୟ ଜଗନ୍ନାଥ ସଂଗ୍ରାମ ଭାଇ।ଭଲ ଅଛନ୍ତି ,,?

  • @SubashChandraMahapatra-q4c
    @SubashChandraMahapatra-q4c 3 месяца назад +2

    It is a true political leader of odisha

  • @MrLochan
    @MrLochan 3 месяца назад

    ଯାତ୍ରା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି ଅର୍କସ ନିଉଜ୍ ବାବା ଦଇତାରୀ ପଣ୍ଡା ଅତି ସୁନ୍ଦର୍ ଲାଗୁଚି ଶୁଣିବାକୁ

  • @ashoknayak75
    @ashoknayak75 3 месяца назад

    Sundar prasna, salute sangram

  • @hrudayaragita7961
    @hrudayaragita7961 3 месяца назад +9

    ଜୟ ଜଗନ୍ନାଥ

  • @swain_parivaar
    @swain_parivaar 3 месяца назад +1

    Baba swartha pai sabu kariparibe.

  • @hsinformationandvlogs8057
    @hsinformationandvlogs8057 3 месяца назад +5

    ସାମ୍ବାଦିକ ବନ୍ଧୁ ଟିକେ ଆହୁରି ଭଲ ପ୍ରଶ୍ନ ପଚାରି ଥିଲେ ଭଲ ହୁଅନ୍ତା

  • @ashoknayak75
    @ashoknayak75 3 месяца назад

    Sangram babu you are a genius, your podcast is awesome.

  • @thirdeye9492
    @thirdeye9492 3 месяца назад +3

    ଦାର୍ଜଲିଙ୍ଗର ନକ୍ସଲବାଡ଼ି
    ଶୋଷିତ ଦଳିତ ଥିଲେଟି ବେଢ଼ି
    ଜଙ୍ଗଲ ସାନ୍ଥାଲ କାନୁ ସାନ୍ୟାଲ
    ଚାରୁ ମଜୁମଦାର ସ୍ୱର ଦୁର୍ବାର
    ସାଲିସ ବିହୀନ ସଚ୍ଚା ସଂଗ୍ରାମ
    ବୁର୍ଜ୍ଜୁଆ ବିରୁଧେ ମୃତ୍ୟୁ ପରୱାନ
    🙏❤️

  • @abinashbisoyi8504
    @abinashbisoyi8504 3 месяца назад

    Nice presentation.....Sangram Sir.....

  • @ହାପି-ଖ1ହ
    @ହାପି-ଖ1ହ 3 месяца назад

    ଅନନ୍ୟ ପ୍ରତିଭା ସଂଗ୍ରାମ ସାର୍ ଏବଂ କବି ପ୍ରସନ୍ନ ପାଟ୍ଟଶାଣୀ। ଓଡ଼ିଆ ଜାତିର ମଉଡ଼ମଣି ହେଉ ଆପଣଙ୍କ ଚାନେଲ। ସତ୍ୟ, ଆଦର୍ଶ ଏବଂ ସ୍ୱାଭିମାନ କୁ ନେଇ ଆପଣ ଆଗକୁ ଚାଲନ୍ତୁ। ଆପଙ୍କ ସହ କିଏ ଥାନ୍ତୁ ବା ନଥାନ୍ତୁ ସ୍ଵୟଂ ଶ୍ରୀଜଗନ୍ନାଥ ଅଛନ୍ତି ଆପଣଙ୍କ ସହ

  • @BiswajitDalei-x4o
    @BiswajitDalei-x4o 3 месяца назад

    Mata argush podcast bhot bhala laga

  • @Jagdishpattnaik
    @Jagdishpattnaik 3 месяца назад

    Tike time stamp diantu podcast ra pls argus admin.....

  • @ashiskumargochhayat7764
    @ashiskumargochhayat7764 3 месяца назад +1

    Jay tetiskoti Deva Devi

  • @tlcbishnuprasadgandha7496
    @tlcbishnuprasadgandha7496 3 месяца назад

    Apnaka podcast bahut badhia lage,bahut badhia question pachaaranti,and good communicator

  • @krushnachandrabehera1039
    @krushnachandrabehera1039 3 месяца назад +10

    ଭଣ୍ଡ ବାବା କୁ ଗୁଳି କରିଦିଅ

  • @sunilrauto5923
    @sunilrauto5923 3 месяца назад +1

    ବାବା ଜଣେ ପାୱାର ଲୋଭି ଲୋକ
    ବାବା କହିଥିଲେ ନବୀନ ଥିବା ପର୍ଯ୍ୟନ୍ତ ଓଡ଼ିଶାରେ ଆଉ କେହି ଶାସନ କରି ପାରିବେନି bjd ହାରିଲା ପରେ ଏବେ ବାବା bjp ମୁଂହା

  • @SuchitraMahaptea
    @SuchitraMahaptea 3 месяца назад

    Thank you so much odisha

  • @MalayaRanjanPradhan-co9pk
    @MalayaRanjanPradhan-co9pk 3 месяца назад +1

    BABA_ A baba never stay in a perticular place & not to be a greedy person.

  • @laxmansahoo2278
    @laxmansahoo2278 Месяц назад

    DAY WILL COME,WE SHALL SEE,Dr PATASAHANI WILL BE POSTED AS GOVERNOR OF ANY STATE OF INDIA BY HOUNRABLE P M MODI JI SIR. WAIT & SEE.❤.

  • @rashmiranjansahoo4482
    @rashmiranjansahoo4482 3 месяца назад

    Sangram Babu podcast ra fast question rakhantu identify rakhantu darshak bi Janibe

  • @AkhayaDas-xb5dp
    @AkhayaDas-xb5dp 3 месяца назад +1

    Ok

  • @nabakishoresubudhi2647
    @nabakishoresubudhi2647 2 месяца назад

    ମହାନ ସ୍ୱାଧୀନତା ସଂଗ୍ରାମୀ କୃତିବାସ ପାଟ୍ଟଶାଣୀ ପ୍ରକୃତରେ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ଦାୟାଦ ନା ମାନ୍ୟବର ବିଧାୟକ ପ୍ରଶାନ୍ତ ଜଗଦେଵ.... କିଏ ପ୍ରକୁତରେ ତାଙ୍କ ଦାୟାଦ ?

  • @hotelvishalresidency179
    @hotelvishalresidency179 3 месяца назад +3

    BJD was a history,and will be a history.Never come ever in power once again.

    • @Nilu72056
      @Nilu72056 3 месяца назад +1

      Time and tides Waits for none 👈

  • @GotiMuktiAndolan_Odisha
    @GotiMuktiAndolan_Odisha 3 месяца назад +1

    ନିଆଁର ବିନ୍ଦୁ ଓ ରକ୍ତବ୍ରୁତ୍ତର ପରିଧିର ଲେଖକ ଯେଉଁ ଆଦର୍ଶବାଦ ତାଙ୍କର ଲେଖାରେ ପ୍ରଦର୍ଶିତ କରିଛନ୍ତି ଆଜିର ତାଙ୍କର ବକ୍ତବ୍ଯ ତାର ସଂପୂର୍ଣ୍ଣ ଓଲଟା

  • @dillipkumardash9621
    @dillipkumardash9621 3 месяца назад

    Railway recruitment re ଭଲ ମିଳେ।

  • @BishwanathSethiBishwa
    @BishwanathSethiBishwa 3 месяца назад +10

    ତମେ ଧୋକାଦିଆ ବାବା

  • @ashiskumargochhayat7764
    @ashiskumargochhayat7764 3 месяца назад

    Jay Jagannath

  • @Devaofficial-k1f
    @Devaofficial-k1f 3 месяца назад +3

    ତୁ ବି ଥିଲୁ ସେଇଥିରେ ବାବା 😂
    ମୁହାଁ ଟାଉଟର 😂😂

  • @AjaySethy-s9j
    @AjaySethy-s9j 3 месяца назад +7

    Baba heiki sabu michha kahu chhanti.1999 Ru babanku dekhi aasuchhi . Lokanka pain kana karichhanti ? Sabu nija pain karichhanti 😂😂😂😂😂

  • @pratimasahu2342
    @pratimasahu2342 3 месяца назад +1

    ଆପଣ ଧର୍ମ ଧରିଛ ଏକ ପାଟି କାହିଁକି ଅନେକ

  • @Siba95994
    @Siba95994 3 месяца назад +4

    First comment 🙏Jay Jagannath 🙏

  • @drvicky1729
    @drvicky1729 3 месяца назад +1

    ବାବା ର ଲୋଭ ଛାଡୁନି😡😡😡😡

  • @himanshusahukar4134
    @himanshusahukar4134 3 месяца назад

    Yess

  • @Allinone-fz4op
    @Allinone-fz4op 3 месяца назад +1

    ଏମାନେ ସବୁ ଗୋଟେ ଗୋଟେ ଦୁଇ ମୁଣ୍ଡିଆ ସାପ।।। ଏମାନେ ବାଳ ନେତା, ଶଳା ଆଜି ଏଠି , କାଲି ସେଇଠି ଆଉ କିଛି ଦିନ ପରେ ମଶାଣି ରେ

  • @sanjayasahoo7677
    @sanjayasahoo7677 3 месяца назад +18

    ମା gh+ଆ ପାଣ୍ଡୁ ନଵୀନା କୁ ମାରି ଦେଇଥାନ୍ତା ୧୦୦percent

  • @biswajitbindhani3962
    @biswajitbindhani3962 3 месяца назад

    ଲସ୍ ୱିଜେଟ୍ 😊

  • @santoshmeherofficial6406
    @santoshmeherofficial6406 3 месяца назад

    Good News 🎉

  • @BasantaPattnayak-xc7sg
    @BasantaPattnayak-xc7sg 3 месяца назад

    ସାନଖେମୁଣ୍ଡି ଲୋକ ପ୍ରିୟ ଜନନେତା ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କୁ ଥରେ ଡାକନ୍ତୁ

  • @pradeepkumarjena4162
    @pradeepkumarjena4162 3 месяца назад +4

    Very good editor

  • @santoshkumarmishra2620
    @santoshkumarmishra2620 3 месяца назад +20

    ଓଡିଶା ରେ ବେଇମାନ୍ ଲୋକମାନଙ୍କର ଅଭାନାହିଁ. ନବୀନବାବୁ ଓ ପାଣ୍ଡିଆନ୍ ବାବୁ ସେହି ବେଇମାନମାନଙ୍କୁ କିଛିବର୍ଷ ପଦବୀ ଦେଇ ଭୁଲକରିଛନ୍ତି. ଯାହାର ଫଳ ସ୍ବରୂପ ଏବେ ସମାନେ ନବୀନ ଓ ପାଣ୍ଡିଆନଙ୍କ ବିରୋଧ ଗପୁଛନ୍ତି. ଲଜ୍ଜା ଆ.. ଥୁ...

  • @Sky-c2s
    @Sky-c2s 3 месяца назад

    Next President kohidio bohut bholo hebo

  • @snbehera1132
    @snbehera1132 3 месяца назад +15

    ଆରେ ଚିକେନ୍ ବାବା ପଣ୍ଡିଆନ ପାଇଁ କେତେ ଡେଭେଲପମେଣ୍ଟ କାମ ହେଇଚି ଜଣିନାହାନ୍ତି , ଯଦି ନେତା ମାନେ ଏତିକି କାମ କରିବା ପାଇଁ ଆହୁରି 25 ବର୍ଷ ଲାଗିଥାନ୍ତା, ଯେତିକି ଦଳ ଡିଆଁ ନେତା ସବୁ ଜି ମରା

    • @ranjitmallik6294
      @ranjitmallik6294 3 месяца назад +1

      Right

    • @durgaprasadsahoo7985
      @durgaprasadsahoo7985 3 месяца назад

      Bala ta heichi

    • @DK-SAHOO
      @DK-SAHOO 3 месяца назад

      VK pandian kn odia ki Bala comment karuchu sala😂

    • @snbehera1132
      @snbehera1132 3 месяца назад

      @@durgaprasadsahoo7985 ବାଳ ଟା କି ପେ--ଟା ଲୋକ ଠିକ ଜାଣିଛନ୍ତି

    • @PintuSahu-s7h
      @PintuSahu-s7h 3 месяца назад

      ଏହା ନିରାଟ ସତ୍ୟ ଅଟେ ​@@ranjitmallik6294

  • @prabhatkumardas4856
    @prabhatkumardas4856 2 месяца назад

    Nice

  • @shashankasekharkar2404
    @shashankasekharkar2404 3 месяца назад +1

    Worst discussion with him cause he is now a color change politician.A good person never bend.

  • @Harekrishna....947
    @Harekrishna....947 3 месяца назад

    jay jagannath

  • @prahaladsahu5406
    @prahaladsahu5406 3 месяца назад +1

    ପାଣ୍ଡିଆନ ଓ ବବି ମିଶି ନବୀନ ପଟ୍ଟନାୟକ ଙ୍କୁ ଅକାମି କରିବାକୁ ଚେଷ୍ଟା କରିଥିଲେ,

  • @SanjayaNayak-dn6mu
    @SanjayaNayak-dn6mu 3 месяца назад +1

    Baba chariade buluchhanti....Baba Rajyasabha jaiparileni....Modiji tamuku kete love karanti😋

  • @jaganmuduli2579
    @jaganmuduli2579 3 месяца назад

    ଗେରୁଆ ଭଲ ଗାରେଇବ ରଂଗ କିନ୍ତୁ ଫିକା ପଡିବ

  • @Chandan.....2682
    @Chandan.....2682 3 месяца назад

    Purely Adibasi type baba. Ki baba ho family pack baba😂😅

  • @subhadarsinimohanty6275
    @subhadarsinimohanty6275 3 месяца назад

    Argus podcast 🙏🙏🙏

  • @theuniverse8816
    @theuniverse8816 24 дня назад

    ନବୀନ ପଟ୍ଟନାୟକଙ୍କୁ ଡାକନ୍ତୁ..

  • @TiluartGallery
    @TiluartGallery 3 месяца назад

    ନେତା ମାନେ ଚୋରା କୋଉ ନେତା ଏମିତି ନାହିଁ ଯେ ପଇସା ନିଜ ପାଇ ରଖିନି😅

  • @rabindratriya8208
    @rabindratriya8208 3 месяца назад

    Sangram Bhai ,apanankar upathapana saili bahuta uchakotira ate

  • @bharatbariha4016
    @bharatbariha4016 3 месяца назад +1

    ଲୋଭି ମଣିଷ ଗୋଟିଏ 😂😂😂😂😂😢

  • @Godeepak
    @Godeepak 3 месяца назад

    ନବୀନ ବାବୁ ଙ୍କ ଲାଗି ଜୀବନର 25 ବର୍ଷ ବରବାଦ 😢

  • @snatoshkumarparida3403
    @snatoshkumarparida3403 Месяц назад

    🙏🙏🙏🙏🙏🙏🙏

  • @sanjibkumarpradhan5144
    @sanjibkumarpradhan5144 3 месяца назад

    Argus news ର borad cast ଭଲ ଲାଗୁଛି,ପ୍ରଶ୍ନ ପଚାରିବା style ବହୁତ ସୁନ୍ଦର, ଆଉ ଟିକେ ଡାଇରେକ୍ଟ ପ୍ରଶ୍ନ ପଚାରିଲେ ଭଲ ହୁଅନ୍ତା

  • @sadanandajena8216
    @sadanandajena8216 3 месяца назад

    ଦୁନିଆ ରେ ଆଉ କିଛି ନାହି ନିଜର ଇଯତ୍ ବୋଲି କିଛି ନାହିଁ

  • @simplescienceoftemplesjdrc4928
    @simplescienceoftemplesjdrc4928 3 месяца назад

    ODISSA NAME IS TO BE CHANGED INTO JAGANNATH DESH VERY SOON IN THE FUTURE...!!!

  • @PurnachandraPanda-vx2nj
    @PurnachandraPanda-vx2nj 3 месяца назад

    ପା ଟ ସାନି ଙ୍କୁ ଭୋଟ ଦେଇ ଭୁବନେଶ୍ୱର କଣ ପାଇଛି , ମିଥ୍ୟା ପ୍ରତିଶୃତି , ଦୁର୍ନୀତି

  • @BiswajitDalei-x4o
    @BiswajitDalei-x4o 3 месяца назад

    Jaa hou amanku sangarm bhai kichi bhala katha sikilu

  • @dillipsahoo7921
    @dillipsahoo7921 3 месяца назад

    Chicken Baba jindabad

  • @dillipkumarbehura8526
    @dillipkumarbehura8526 3 месяца назад +2

    4 thara mla 5 thara mp au Kan pai ladhi thanta jubaka kuade jibe

  • @shibaprasadmishra1813
    @shibaprasadmishra1813 3 месяца назад +1

    ପ୍ରସନ୍ନ ବାବୁ, ଜଣେ ଉଚ୍ଚ କୋଟୀର କବୀ, କିନ୍ତୁ ସୁବିଧା ବାଦି ରାଜ ନେତା। ମୋଟା ମୋଟି ଭଲ।

  • @tapannayak4187
    @tapannayak4187 3 месяца назад

    ଆଗ ୫%ଦିଅ ତାପରେ କାମ ନିଅ,ଭଣ୍ଡ ଆମ ସଂସଦୀୟ କ୍ଷେତ୍ରର ଲୋକ ଭକୁଆ ବୋକା ନହେଲେ ଏଭଳି ଲୋକଙ୍କୁ ଏତେଦିନ ଭୋଟ ଦେଇ ନଥାନ୍ତେ, ବିଜେପି ବାଲା ଙ୍କୁ ଅନୁରୋଧ ଏଭଳି ଲୋକ କୁ କୋୖଣସି କ୍ଷମତା ଦିଅନ୍ତୁ ନାହିଁ ନହେଲେ ବିଜେପି କୁ ଲୋକ ଠିକ୍ ସମୟରେ ଜବାବ ଦେଵେ

  • @panchanansahoo6559
    @panchanansahoo6559 3 месяца назад

    ଏହା ଠାରୁ ମୁଁ better କବିତା କହି ପାରିବି।

    • @ହାପି-ଖ1ହ
      @ହାପି-ଖ1ହ 3 месяца назад

      ତୋ ବୋପା ସତେଇଶି ପୁରୁଷରେ ପ୍ରସନ୍ନ ପାଟ୍ଟଶାଣୀ ପରି କବିତା ଲେଖି ପାରିବୁ । ତମ ବଂଶରେ କିଏ ସାହିତ୍ୟ ପଢ଼ିଥିଲେ

  • @bishnupriyapradhan1152
    @bishnupriyapradhan1152 3 месяца назад +1

    Argus BJB ku suhaila pari prashna pacharuchi . BJP ra advertisement only

  • @BalaramShoo-mr3ly
    @BalaramShoo-mr3ly 3 месяца назад

    Barsha priyadarshini ku ଥରେ ଡାକ

  • @priyabratamaiiick7145
    @priyabratamaiiick7145 3 месяца назад

    75 ru adhika Age hele bjp re ticket nai .

  • @DillipKumar-zv5mw
    @DillipKumar-zv5mw 3 месяца назад

    ବାକି ରାଜ୍ୟ ରାଜନୀତି ଦେଖନ୍ତୁ,ଆଇଏଏସ ଅଧିକାରୀ ନେତା ମାନଙ୍କ ଗୋଲାମ, ହେଲେ ଓଡ଼ିଶା ରେ ଗୋଟିଏ ତାମିଲ୍ ପାଣ୍ଡୁ ସାଢେ଼ ଚାରି କୋଟି ଓଡ଼ିଆ ଏବଂ ପୁରା ସିଷ୍ଟମ୍ କୁ ଗୋଲାମ କରିଦେଲା,ଛି ତୁମ ରାଜନୀତି କୁ, ତୁମେ ମାନେ ଗୋପାଳ ଦାସ ର ଝାଡ଼ା କୁ ବି ସରି ନୁହଁ.

  • @lambodarmohanty809
    @lambodarmohanty809 3 месяца назад

    Ethara Baba rajya sabha jibe

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 3 месяца назад

    ଏଇଟା ଡହରା ବାବା ,ରାଣ୍ଡୱା ଟା ଇଏ ବାଳ କଥା କହିବ ,ଗୋଟେ ଗେରୁଆ ପିନ୍ଧି ରୋଲ କରୁଛି ପୁରା ଚୋରଙ୍କ ପରି କନ କନ ହେଉଛି

  • @rkk50
    @rkk50 3 месяца назад

    Khakibu miliani chicken khai deli..

  • @ajaykumarnaik8542
    @ajaykumarnaik8542 3 месяца назад +1

    ମଡାରଛୁଡ଼ ପ୍ରଶ୍ନ