ଶିକ୍ଷା ବିଭାଗର କିରାଣୀ ଲାଞ୍ଚ ନପାଇଲେ କରନ୍ତି ନାହିଁ କୌଣସି କାମ || MAYURBHNAJ NEWS
HTML-код
- Опубликовано: 7 фев 2025
- For latest Odisha News Follow us:
LIKE | COMMENT | SHARE | SUBSCRIBE
Visit:
RUclips: / konarklive
Facebook: / konarklive24x7
Twitter: / konarklive
#KONARKLIVE #BALASORE NEWS
Contact - 7978697833
ଧନ୍ୟବାଦ୍ ଏମିତି ଶିକ୍ଷକ ଙ୍କୁ ଯିଏ ଏମିତି ଲୋକ କୁ expose କଲେ
❤
@MahanaUdayKumar-fz1vo ଭିଜିଲାନ୍ସ ରେ ଦବା କଥା
ସବୁ BEO, DEO ଲାଞ୍ଚ ନେଉଛନ୍ତି। ସରକାର ଭଲ ସେ ଦେଖନ୍ତୁ।
ଏକାଉଣ୍ଟେଣ୍ଟ୍ ଓ କିରାଣୀ ମାନେ ଯେଉଁ ହନ୍ତସନ୍ତ କରୁଛନ୍ତି ସେ କଥାକୁ ନ କହିଲେ ଭଲ।
ସବୁ ଅଫିସ ର କିରାଣୀ ବିନା ହାତ ଗୁଞ୍ଜା ନ ଦେଲେ କାମ କରନ୍ତି ନାହିଁ l ଆଉରି ମଧ୍ୟ୍ୟ ନିଜ ଅଫିସ ର staff ଙ୍କର ମଧ୍ୟ୍ୟ କାମ ବିନା ଲାଞ୍ଚ ରେ କରନ୍ତି ନାହିଁ l
କେବଳ ଶିକ୍ଷା ବିଭାଗ କଣ , ରାଜ୍ୟ ସରକାର ର ସବୁ ବିଭାଗ କୁ ଯାଅ, ଏମିତି କି ପଂଚାୟତ ସ୍ତର ରେ ବି !!
100%true
ଆପଣଙ୍କ ବୀରତ୍ୱ ପାଇଁ ବହୁତ ଧନ୍ୟବାଦ ସାର 🙏🙏🙏
Sabu BEO office re emiti chalichhi
ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଅନୁରୋଧ ଏହା ପ୍ରତି ଦୃଷ୍ଟି ନିହାତି ଦେବା ଉଚିତ
ସବୁ BEO OFFICE ରେ ସେମିତି ଲାଞ୍ଚ ନ ଦେଲେ କିଛି କାମ ହୁଏନାହିଁ
Right
Bahut bhala kahichhanti
ଏହା ସ୍ବାଭାବିକ କଥା କୌଣସି ବିଇଓ ବା ତାଂକ ଉପର ପାହ୍ୟାର କର୍ମଚାରି ସିଧାସଳଖ ଲାଂଚ ମାଗଂତିନି ା
ଏହାକୁ ତୁରନ୍ତ ବହିଷ୍କାର କରାଯାଉ।
All odisha BEO office amiti chhalichhi.
Officer , କିରାଣୀ ମାନେ ସଜାଗ ହୁଅ ଏଇଟା BJD ସରକାର ର ଶାସନ ନୁହେଁ ।
ଆଗରୁ ଯାହା ଠୁଳ କରିଛ ସେଥିରେ ସନ୍ତୁଷ୍ଟ ହୁଅ ନହେଲେ ଵୁଝିବ।
ଭିଜିଲାନ୍ସ ରେ ଧରେଇ ଦିଅ
ନୋ ବେଲ୍ ନୋ ଜେଲ୍ ଏହାକୁ ସିଧା ସାଷପେଣ୍ଟ୍ କରନ୍ତୁ
Same jinisa hau chhi ama titlagarh BEO office re athi madhya kirani lanchua
Thank you sir
Education minister please enquiry in this matter all B E O office
ନୂଆ କଥା ନୁହେଁ ଏଟା।, ସବୁ ଆଡ଼େ ହଉଛି।
DEO officer ସବୁ ଜାଣି ବି, ଅଜଣା ଥାଆନ୍ତି।
ସବୁ ତହସିଲ ଅଫିସ ର କ୍ଲାର୍କ ଙ୍କୁ ଦେଖ ନ୍ତୁ କୁକ ହନ୍ତ୍ସ ସନ୍ତ୍ ହେଉଛନ୍ତି
ସେ ଅଭିଯୋଗକାରୀ ଟଙ୍କା ଦେଇଥାଆନ୍ତେ କିନ୍ତୁ ଭିଜିଲାନ୍ସ କୁ କେମିତି ଦେଲେ ନାହିଁ। ଲୋକ ବି ସେମିତି
Right speech
100% Right
ଶିକ୍ଷା ବିଭାଗ ର ଏହା ନୀତି ଦିନିଆ କଥା।
Very good sir
Good Nius.
❤
ଖାଲି ସେତେକି ନୁହେଁ ଶିକ୍ଷକ ଅବସରପରେ ବର୍ଷ ବର୍ଷ ଟଙ୍କା ପାଇଁ ବିଭିନ୍ନ ଆଳ ଦେଖାଇ ପେନସନ କାର୍ଯ୍ୟ କରୁନାହାନ୍ତି
ବହୁତ ବଢିଆ
True😊
ଯାହା ହେଉ ଭାଇ ଆପଣଙ୍କୁ ସଲାମ୍
ଟଙ୍କା ନଦେଇ ମାଡ଼ ଦେଲେନି କାହିଁକି ତୁମେ ଜଣେ ଶିକ୍ଷକ ହୋଇ ଲାଞ୍ଚ ଦଉଚ ମାନେ ତୁମର ବି ଭୁଲ୍
ଠିକ୍ କହିଚନ୍ତି ସାର୍
Berhampur DEO office re gote lanchua clerk emti achi
Ebe 6/7 month hela jetiki Junior assistant join karichanti se smastanka saha behavior thik karu nahanti & lancha na dele kama karu nahanti, Headmaster mana nka saha bi thik se behavior nhi se staff nkara, jadi kie complaint karibe tahele officially kama re hairan karibe boli kehi bi pati kholu nahantii
ଶଳାକୁ ଜେଲକରିଦିୟ
ଏକଥା ସତ
Prakash das(DFO)
Deogarh
ଅନେକ କଳା ଟଙ୍କା ରଖିଛନ୍ତି.... @odisha
Right 🙈🙉🙊
ସବୁ beo deo ଚୁର ଗୁଡାକ, ଏହାକୁ ମୋହନ ସରକାରର ଛାଟ ବାଜିବ
ସାରଙ୍କୁ ଧନ୍ୟବାଦ୍
Good
All odisha re
Bijatala ବ୍ଲକ୍ ରେ ବି ଚାଲିଛି
Brave teacher
ଡାକ୍ତର ମାନଙ୍କୁ ଭି କିରାଣୀ ମାନେ ଲାଞ୍ଚ ମାଗୁ ଛନ୍ତି , ସମ୍ବଲପୁର ରେ ମୋର ଜଣେ ଡାକ୍ତର ବନ୍ଧୁ ଅଛନ୍ତି ତାଙ୍କ ସବୁ ମାସ ଦରମା କରିବା ଲାଗି ଭି କିରାଣୀ ପଇସା ମାଗୁଛି,ପଇସା ନ ଦେଲେ କୋଉ ଡାକ୍ତର ର ଦରମା କରୁ ନାହିଁ,ସବୁ ଜିଲ୍ଲା ରେ ସମାନ ପରିସ୍ଥିତି। ମୋର ଆଉ ଜଣେ ବନ୍ଧୁ କେନ୍ଦ୍ରାପଡ଼ା ରୁ ଶିକ୍ଷକ ଅଛନ୍ତି ତାଙ୍କ ର ମଧ୍ୟ ସମାନ ପରିସ୍ଥିତି
👍 sir
Jay shree Ram
ମାଗିହା କେ ନିର୍ଦ୍ଧୁମ ପିଟ
Taku,,,chakiri,pita,laguchhi,.suspend,,,suspend.
👍👍👍
All BEO office re amiti chalichhi
Right
Krushna chandra mohapatra ku jonaw maribo yaa ku❤❤❤❤
Vigilance re complain karantu
ଶଳା କୁ ବଜେଇଵା କଥା
Action required against the Head Clerk by the Honble Education Minister
Every beo office staff in odisha at the time of da encriment da arear gpf withdrawal retirement time final gpf at any moment. Even deo beo promoted to next post after 1/2year they will return to same post and same district with there supporting staff.
Yes 💯🙊
ଲାଗାଧାଡି
ସଂପୂର୍ଣ୍ଣ ସତ କଥା clerk ଙ୍କୁ ଆଉ ପାରି ହେବନି
Sabu jagare emiti hauchhi ..
Strict Action and strict law required against corrupted person. Awareness required among the each citizens to stop corruption .
Sabuthi seya
Same case all over
BEO nka pakhaku indirect Jauchhi Kiraninka madhyam re
ନାଲି ଇଂରେଜ ମାନେ ଦେଶ କୁ ଲୁଟି 1947ରେ ବିଦା ହେଲେ , କିନ୍ତୁ ଏ କାଳୁ ଲୁଟେରା ମାନେ ଏବେ ବି ଭାରତ କୁ ଲୁଟିବା ରେ ଲାଗିଛନ୍ତି ପିଟ୍ ଶଳା ମାନକୁ
emiti lanchua sabu block re achhanti
Sir apan bhul karicha media re kahi first re vigilance office ku jaithant
A,,,lokota,pura,1,no,choro,,Arrest,korontu,,suspend,suspend.
Qota re payichi ews 99% para 😅😅😅
Aku Jail Kara jau 😂😂😢😅
Bina lancha re kama hueni
Baripada BEO re bi same situation Bina PC re kama kariba muskil
ALL BEO, DEO AND OTHER STAFF OF EDUCATION DEPT ARR CORRUPTED.
A sala manaku vigilance hata deba acchi
District Administration of Mayurbhanj failed since long. Collector , please intervene in such cases.
All Odisha beo office cleark r sm
Lanchua karminku suspend karajiba uchit
100 thenga pahara dia tanku
Sabu jagare amiti tankanianti
It is the real situation in all blocks in our odisha states, without bribe files do not move one table to anather table.
Mayurbhanj re ei durniti kebe Soribo je
Sabu BEO office re same abasta
100 bhaaga sata. Education Institution paain emaane kalanka.
Semananku jeun Sir padhauthile,se samay dei paru nathile.
Pito solaku 😂😂😂
Samay purigale phasa re padijibe byasta huani gauni purini
ଶିକ୍ଷକ ମାନଙ୍କ ଠାରୁ ଯେତେ ଚାଁଛି ପାରିବ ଚାଁଛ କାହିଁକି ନା ଦୁନିଆରେ କେହି ଯଦି ବଡ଼ ଠକ ଅଛି ସେ ହଉଚି ଆଜି କାଲିର ଶିକ୍ଷକ। ଟାଇମ ରେ ଆସିବେନି ହେଲେ ଶୀଘ୍ର ଯିବେ । ଏଇ ବୁଢ଼ା କୁ ଆଗ ପଚାର ଆନ୍ଧ୍ରା ବିଡି କରିଛି ନା ନାଇଁ 😂
sabu office re dw o office re bi kirani mane amitii koranti.sabuuthi lanchhua.
Sabuthi
Jaha laguchhi mayurbhaj jillapal nahanti ame mane sabu boka
e sala puni jai strike re basichhanti.... kahuchanti regular kara
ଏ b କାଳୁ ସେନାପତି କୁ ବାହାର କରା ଯାଉ
Sabu kirani madua
Gandire nat dis
Odisha re bjp govt keo kama kete time & date fixed Kari rules karantu public ku hairana hebaku padibani
Gandi morei he sanjeeb
Mo bando khaibu ma geha
Are se beo deo frist chora dakayat au tanka office re cleark lancha nebeni au kanna karibe se magiya aga chakiri ru bahiskara Kara .
Magiha ku jouthi dekhile badao
Bhundru giha
Nothing new