BAYA GITA PART - 17
HTML-код
- Опубликовано: 2 окт 2024
- BAYA GITA PART - 17
ମୁଁ ଶିବୁନୁ ଆପଣମାନଙ୍କୁ ମୋର ନମସ୍କାର ପରମ କରୁଣୀକ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଅପାର କରୁଣାରୁ ମୁଁ ଆଜି ବାୟା ଗୀତାର ଗୃଡ଼ରହସ୍ୟ ଆପଣଙ୍କ ଆଗରେ ଗାନ କରୁଛି ଅସାକରେ ଆପଣମାନେ ଏହାକୁ ସାଦରେ ଗ୍ରହଣ କରିବେ ଏବଂ ମୋତେ ଭଲପାଇବା ଦେବେ, ଜୟ ଜଗନ୍ନାଥ।
Enjoy this spiritual Srimad Baya Gita (odia) and subscribe this channel#odiayoutubersibun, share this video yours freands and family
Any query
Sibunrath.10@gmail.com
Ph-9583906364
Other social network
Fb-www.facebook.c...
Insta-youtub
#bayagita
#anuchints
#srimadbhagabatgita
#bayagita
#jitudash
#odiayoutubersibun
#ବାୟା ଗୀତା
#bayagita
Shree guru dev nku mora koti koti pranam Jay guru dev ❤🙏🙏🙏🙏🙏🙏🙏🙏🙏🙏🙏🙏
Jay Radha madhab 🙏🙏🙏🙏🙏🙏🙏🙏🙏🙏
Ong adi ananta atmavya sat guru Jay sree baya baba satkote Krupa lava hau
Om namah bhagabate basudebaya
Excellent
ଗୁରୁଙ୍କୁ ପ୍ରଣାମ
Jai jagannath swami ji 🙏
🙏🙏🙏
Jay Sri Ram
🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Bhala tone
ମାଡିଚାଲ
Hna madi chala🏃🏃🏃🏃🏃
Jay Jagannath
ଆପଣଙ୍କ କଣ୍ଠସ୍ଵର ବହୁତମଧୁର ଆମର ସଂସ୍କୃତି ପରମ୍ପରା କେତେ ମହାନ, ଆପଣ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛନ୍ତି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣକୁ ପ୍ରଭୁଙ୍କ କୃପା ରହି ଆଉ,ଆପଣଙ୍କ କଣ୍ଠସ୍ଵର ବହୁତ ହୃଦୟସ୍ପର୍ଶୀ ଲାଗିଲା
ଏହି ସ୍ଵରରେ ସମ୍ପୂର୍ଣ୍ ଅଧ୍ୟାୟ ଗାୟିଲେ ସମସ୍ତେ ଉପକୃତ ହୁଅନ୍ତେ ବିଶ୍ଵ ଗୁରୁବାୟା ପାଗଳା ଚରଣେ
କୋଟି କୋଟି ପ୍ରଣାମ, ଆପଣଙ୍କୁ ଧନ୍ୟବାଦ୍
ତୁମେ ଅଛ ମୋ ପାଖରେ ହାରିବି ନାହିଁ🙏🙏🙏
ଜୟ ଜଗନ୍ନାଥ🙏🙏🙏
ବହୁତ ସୁନ୍ଦର👌👌👌
Jay Jagannath.
ସିବୁନ୍ ବାବୁ,
ଅତ୍ୟନ୍ତ ଚମତ୍କାର ହେଇଛି ବାୟା ଗୀତାର ଏହି ଅଧ୍ୟାୟ । ବର୍ଣ୍ଣିବାକୁ ମୋ ପାଖରେ ଭାଷା ନାହିଁ । ଆପଣଙ୍କ ଜନ୍ମ ପ୍ରକୃତରେ ସଫଳ ହୋଇଛି । ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ । ଆଗେଇ ଚାଲ ।
ଜୟ ଜଗନ୍ନାଥ । 🙏🙏🙏🙏
Apana ka nama sahita sabu Gita ra samanjyasa rahichhi ishwor nka santana bhabare sansara ku uttama barta deuchhnti dhanyabad bhai
Thank you
Thank you broo
ଜୟ ଜଗନ୍ନାଥ ସ୍ଵାମି
🌺🌺🌺ଜୟ ବାୟା ପାଗଳା 🌺🌺🌺
Upload part18
ମୁଁ ଆଶା କରୁଛି ଏହି ଗୀତ ଶୁଣିବାପରେଧର୍ମ ଆଡକୁ ପାଦ ପକାଇବେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ
ବିଶ୍ବଗୁରୁ ବାୟା ପାଗଳାକଂର ଚରଣେ କୋଟିକୋଟି ପ୍ରଣାମ୍
ଆମ ମାନକୁଂ ଆପଣ ବାୟାଗୀତା ଗାନକରି ସୁଣଉ ଥିବାରୁ ଆପଣକୁ ଏ ଅଧମ ର କୋଟିକୋଟି ପ୍ରଣାମ୍ ଗ୍ରହଣ କରୁନ୍ତୁ
ପ୍ରଣାମ ଆଜ୍ଞା
Jay guru baya pagala Baba 🙏🙏🙏
Bhaina 🙏🙏🙏
ଜୟ ନାରାୟଣ ସ୍ୱାମୀଙ୍କର ଜର
ଶିବୁନି ଭାଇ ଆପଣଙ୍କୁ ନାରାୟଣ ପ୍ରେମରେ ଅନନ୍ତ କୋଟି ପ୍ରଣାମ ଆପଣଙ୍କୁ କଣ କହି ଧନ୍ୟବାଦ ଦେବି କିଛି ଦୂଷ ହୋଉ ନାହିଁ
ଭାଇ ଆପଣଙ୍କୁମୋରକୋଟି ପ୍ରଣାମ
ଆପଣଂକୁ କୋଟି ପ୍ରଣାମ 🙏🙏🙏
ପ୍ରଣାମ ଆଜ୍ଞା
🙏🙏🙏🙏🙏🙏🙏🙏🙏🙏🙏🙏
Baya gita kahaku bhala like kara
Apananku mor koti naman 🙏🙏🙏🙏🙏🌺❤️❤️💐🌺
ପ୍ରଣାମ ଆଜ୍ଞା
Jay sri radhamadhaba
Jay jagannath swami
Om Namo Bhagwate Basu Debaya 🙏
Thanks Sir17Get
Hare Krishna
ASHOK KUMAR SINGH MADHAPUR, DIST, NAYAGARH BAYAGITA, KOTI,KOTI,NAMANAMA,
Har Har mahadev🙏🙏🙏
🙏🙏🙏🙏🙏
Very nice
ବହୁତ ବହୁତ ଧନ୍ୟବାଦ, ନମସ୍କାର 🙏🙏ଜୟ ବାୟା ବାବା
Thank you🙏 for Baya Gita
ବହୁତ ସୁନ୍ଦର, କୋଟି କୋଟି ପ୍ରଣାମ 🙏🙏🙏🙏🙏
Jay jagannath ki jay.
Radhe radhe Jai jagannath
Jaya jagannath bhai
Sibun babu biswo guru Sri baya pagala babankar ases Krupa tumaku pradan karantu namskar
ପ୍ରଣାମ ଆଜ୍ଞା
😮
❤Jai Prabhu pada
Jay Jagannath
Tumaku a adamar kuti kuti pranama🙏🙏🙏🙏🙏🙏🙏
🙏🙏🙏🙏🙏
Very nice song and many thanks for very nice sweet voice
ଜୟ ଜଗନ୍ନାଥ ସିବୁନ ବାବୁ🙏। ବହୁତ୍ ସୁନ୍ଦର୍ ଓ ଅବର୍ଣ୍ଣନୀୟ ପ୍ରାୟାସ 🙏
ଆପଣଙ୍କ ଆଶୀର୍ବାଦ
😢😮,7 4:12 4:12 4:12 BTW bye by😮:12 p😮 4:12 @@odiayoutubersibun
OM namah bhagabate basudebaya namah 🙏🙏
RamayanaHabaki
ନିଶ୍ଚୟ
ଗ୍ନରୁକୁ କୋଟି ନମସ୍କାର
Om namah bagabatabasudabaya
Very nice song
🙏🙏🙏🙏🙏🙏🙏🙏
T
ପ୍ରଭୁ ଗୁରୁଙ୍କ କୃପାରୁ ଦୟାକରି କିଛି ନ ଭାବି ଆଖି ବୁଜି ଆଗକୁ ଅଗ୍ରସର ହୁଅନ୍ତୁ, ସବୁ ତାଙ୍କରି ଇଚ୍ଛା,ଜୟ ଜଗନ୍ନାଥ
ଆଜ୍ଞା
Hari bolo
Radhe radhe Bhai
🙏❤️🙏
❤❤❤❤
Jay Jagannath
Namaste ❤❤❤