ବନ୍ଧୁ ନାମରେ ଦେଲେନି କଳଙ୍କ, ଜୀବନ ରଖିଦେଲେ ଜଗବନ୍ଧୁ || Lord Jagannatha || Anubhuti ||
HTML-код
- Опубликовано: 8 сен 2024
- ଯାଜପୁର ବାଳୁଙ୍ଗାବନ୍ଦୀର ଅଶୋକ ବେହେରାଙ୍କ ସାଙ୍ଗ ମକରନ୍ଦଙ୍କର ପୁରୀରେ ହେଲା ହୃଦଘାତ, କେମିତି ମହାପ୍ରଭୁଙ୍କ ନାମ ନେଇ ଜୀବନ ବଞ୍ଚିଲା ଶୁଣନ୍ତୁ ଏହି ଅନୁଭୂତୀଟି #lordjagannath #anubhutirejagannath #jagannathapuri
ଜୟ ଜଗନ୍ନାଥ 🙏🙏🙏🌹🌹ଜୟ ପ୍ରଭୁ ଆପଣ ଙ୍କ ଆଶ୍ରିବାଦ ସାରା ବିଶ୍ୱ ବାସିଙ୍କ ଉପରେ ରହୁ ଜୟ ଜଗନ୍ନାଥ 🙏🙏🙏ଜୟ
ମଣିମା ସବୁବେଳେ ସାଙ୍ଗରେ ଥାଆନ୍ତି କୋଟି କୋଟି ପ୍ରଣାମ ❤❤❤
ଆଜି ଭଳି ପବିତ୍ର ଦିନ ରେ ମହାପ୍ରଭୁଙ୍କ କଥା ଶୁଣି ଧନ୍ୟ ମନେ କଲି
ଜୟ ଜଗନ୍ନାଥ ଆଖି ରୁ ଲୁହ ବାହାରି ଯାଉଛି ଆପଣଙ୍କ କଣ୍ଠରୁ ପ୍ରଭୁ ଙ୍କ ମହିମା ଶୁଣି❤❤❤❤
ପ୍ରବୀଣ ଭାଇ ଆପଣ ଏମିତି ପ୍ରଭୁ ଜଗନ୍ନାଥଙ୍କ ମହିମା ଶ୍ରବଣ କରାଉଥାନ୍ତୁ ।ଆପଣଙ୍କ କଣ୍ଠରେ ପ୍ରଭୁଙ୍କ କରୁଣା ଅଜାଡି ହୋଇଯାଉ ।
😊😊😊😊
😅
❤❤
❤❤. ତୁମ କଣ୍ଠରୁ ମହାପ୍ରଭୁଙ୍କ ଶୁଣିଲା ବେଳେ ଅନୁଭବ ହୁଏ, ଯେପରିକି ପ୍ରଭୁ ମୋ ପାଖରେ ଅଛନ୍ତି, ସତରେ ଆପଣଙ୍କ କଣ୍ଠରେ ଶ୍ରୀ ଜଗନ୍ନାଥ ଅଛନ୍ତି । ❤️❤️
ସବୁ ସେ ଚକାଆଖି ଦେଖିୁଛି କିଏ କେତେ ଅସୁବିଧା ରେ ଅଛି ଜଗବନ୍ଧୁ ପରି ଜଣେ ସାମନ୍ତ କେହି ନାହିଁ ରେ ଜୟ ଜୟ ଜଗନ୍ନାଥ🙏 ⭕‼️⭕🙏
ହେ ମହା ପ୍ରଭୁ ତୁମକୁ ଦେଖିଲେ ଆଖିରେ ଲୁହ ଆଉ କୋହ ତମ କଥା ଶୁଣିଲେ ଆଖିରେ ଲୁହ ଆଉ କୋହ 😢😢
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏
ପ୍ରଭୁ ତାକୁ ଭଲରେ ରଖ 🙏🙏🙏🙏
ଧନ୍ୟ ମହାପ୍ରଭୁ ଧନ୍ୟ ତୁମେ ଅପାର ତୁମର କରୁଣା
🙏🙏🙏🙏🙏🙏🙏🙏🙏🙏🙏🙏🙏
Prabhu shree Jagarnath ki jai 🙇🏻♀️ manima 🙏 mahabahu 🙇🏻♀️ Jai shree Jagarnath ❤️🤍
ତୁମ ପରି ବନ୍ଧୁ ଏ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ କିଏ ଆଛି,ମୁଁ ତ ତମକୁ ପ୍ରତି ମୁହୂର୍ତ୍ତ ରେ ଅନୁଭବ କରେ ❤❤❤❤❤
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏
ବହୁତ୍ ସୁନ୍ଦର ଲାଗୁଛି ଭାଇ, ମହାପ୍ରଭୁ କଥା ଆପଣ ଏମିତି ସବୁବେଳେ କହୁଥାନ୍ତୁ,ଜୟ ମହାପ୍ରଭୁ 🙏🙏🙏
Jaya Baba Jagannatha Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️♥️♥️♥️♥️❤️❤️❤️♥️♥️❤️❤️♥️♥️❤️❤️♥️
👁️🙏🏻👁️ଜୟ ଜୟ ଜଗନ୍ନାଥ ସ୍ୱାମୀ👁️🙏🏻👁️
Praveen sir apananku koti pranam
Apanaka kanthare swayam jagarnnath achhanti
Jayjagannath swami nyana patha gami vaba tume vabatume vabatume 🙏🐚🌹
Jay jagannath Mohaprabhu🙏🙏🙏🙏🙏🙏🙏🙏 🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Guru Jay Jagannath
ଭକତ ଭାବରେ ବନ୍ଧା ମୋ ଜଗନ୍ନାଥ 🙏🙏🙏ଧନ୍ୟବାଦ ପ୍ରବୀଣ ଭାଇ 🙏🙏🙏
Jay jagannath 🙏 🙏 🙏
Jaya jagannath Swami Nayana patha gami bhaba tume 🙏🙏🙌🙌🙌🙏🙏
ଜଗ ବନ୍ଧୁ ଜଗତେ ଗୋସାଇଁ
ହେ ମହାପ୍ରଭୁ ଯାହା ତୁମ ଇଛା ସବୁ ଅସମ୍ଭବ କୁ ସମ୍ଭବ କରିବା ତୁମ କାମ ତେଣୁ ହେମହାବାହୁ ମୋ ଅନୁରୋଧ ରଖିବ ଠାକୁରେ
Jaya jaganatha prabina bhai
Mo Bada bhaiii jaganath ❤️💙🙏 Mahaprabhu 💙
ଜୀବନ ମରଣ ର ଖେଳ ତାରି ହାତରେ ଅଛି।ଆମେ ନିଜ କୁ ତା ପାଖରେ ହୃଦୟ ରୁ ସମର୍ପଣ କରିଦେଲେ ସେହି ସବୁ ପାର କରିଦେବ।।ଭାବ ର ଠାକୁର ସେ।।ତା ଠାରୁ ଅଧିକା କିଏ ଆମକୁ ଭଲ ପାଇବ❤❤।। ହେ ମଣିମା ରକ୍ଷା କର ❤❤
ମହାପ୍ରଭୁ କାଳିଆ ସାଆନ୍ତଂକ ର ଜୟ ହେଉ 🙏🙏🙏🙏
ଆଜି ସକାଳୁ ଅପେକ୍ଷା ରେ ଥିଲି କେତେବେଳେ ମୋ ମହା ପ୍ରଭୁ ଙ୍କୁ ରଥ ରେ ଭିଡ଼ିବି ହେଲେ ମୋ ଭାଗ୍ୟ ଖରାପ ଏତେ ଗହଳି ଦେଖି ମୁଁ ରଥ ପାଖକୁ ହିଁ ଯାଇପାରିଲିନି ଆଉ ଦେଖ ମୋ ପ୍ରଭୁ ଙ୍କ କୃପା ସେ ରଥ ରେ ଜଣେ ଚିହ୍ନା ଭାଇ ମୋତେ ଡାକି ନେଇ ପ୍ରଭୁ ଙ୍କ ଆଗରେ ଠିଆ କରିଦେଲେ ସତରେ କି ଶାନ୍ତି ମନ ଭାରି ଉଠିଲା ଆଉ ମନ ଭରି ମୋ ପ୍ରଭୁ ଙ୍କ ନାମ ନେଇ ପ୍ରଭୁ ଙ୍କ ରଥ ଟାଣିଲି ❤ସବୁବେଳେ ଏମିତି କୃପା ରଖିଥା ମୋ ପ୍ରଭୁ .... ଜୟ ଜଗନ୍ନାଥ ⚫‼️⚫
Sir sa hauchanti bhava bhavagrahi thakura sa amita mahaprabhu ja sa kahara dukha dakhibani sathipai ki ta gajta ra na tha sree 🙏jagannath maha prabhu koti koti namskar hia maha babhu
Jay jagannath
ଜୟ ଜଗନ୍ନାଥ ସ୍ଵାମୀ🙏🌹🙏
Jay jagannath Swami Nayana pathargami bhaba tume 🙏🙏🙏
Jay Jay Shree jagannath Swami
Jay jagannath mahaprabhu tuma charana re mora koti koti pranam 🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 😭😭😭😭😭🙏🙏🙏🙏🙏🙏
👏💐 ।। ଜୟ ଜଗନ୍ନାଥ ମହାପ୍ରଭୁ !! 👏💐
Jay jagannath swami 🙏 thankyou prabin Bhai 🙏🙏🙏🙏
Jagannath Swami Nayan path gami bhaba tume 🙏🙏🙏
ଜୟ ମହାପ୍ରଭୁ ❤❤❤
Ahe Prabhu Jagataranatha Jagannath.Koti Koti Pranama Prabhu.Nirash Karibani Mahaprabhu Khyama Kara Prabhu Sabu Dosha Mora.Sansara Sukhi Rakha.Prabhu Mora B Emit Anubhuti Kareidia Mahaprabhu.Jagannath Swami Nayanapathagami Bhabatume.Jay Jagannath🙏
Jay,jagannatha,🙏🙏🙏🙏🙏🌺🌻🌹🌷🌸🌼🍁🌼🌸🌹🌻🌷🙏🙏🙏🙏🙏🙏🙏
Dhanya prabhu
Tuma karuna
ଜୟ ଜଗନ୍ନାଥ ଅନାଥ ନାଥ
ଜୟ ଜଗନ୍ନାଥ 🙏🏻😍ଯାଜପୁର ରୋଡ଼ ବାସିନ୍ଦା ଜଣେ...ଅନୁଭୂତି ଶୁଣିକି ଭାବ ଦୁଇ ଗୁଣିତ ହେଇଥିବାରୁ ଧନ୍ୟବାଦ୍🙏🏻ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ହାର୍ଦିକ ଶୁଭେଛା🌺💮🙏🏻⭕❗⭕
ଜୟ ମହାପ୍ରଭୁ 🙏🙏🙏🙏
Jay shree jagannath swami nayana pathagami bhabatume🙏🙏
Jay Jagannath Swami Nayana patha gami vabatume, sabu tumari Lila Prabhu
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🌹🌹
Jay Jagannath Swami Nayan patha gami bhaba tume bhaba tume 🙏♥️🥺 Happy Ratha yatra to all of you. Hai Mahaprabhu aji bhali dina re to bhakat ra dukha dura karibure kalia❤ Bhakat Aou Bhagaban nka ra aji apurba Milana 😊 Hai Prabhu jaga Kalia kehi nahi tuma bhalia bas Khali maghuchi tumaku gotie katha mo bapa maa nku sabubele khushire rakhutha ❤️🙏🥺 To Dori kebe lagiba tuma nku darshan karibi Etiki Krupa kara re mo manua thakur 🙏🥺
Jay Jagannath Swami Nayana patha gami bhava tume Prabhu daya karo Kalia thakuro🙏🙏🙏...
Jay jagannath mahaprabhu
କୋଟିଏ ଓଡ଼ିଆ ଗୋଟିଏ ଶୋରରେ ଡାକ ତାହି ଜଗନାଥ
Jay shree jaganath❤️❤️🙏🏻🙏🏻
Jay Jagannath🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ଜୟ ଶ୍ରୀ ମହାପ୍ରଭୁ 🙏🙏🙏
Jay jagannath mahaprabhu🙏🙏🙏
Jay Jagannath Jay Jagannath Jay Jagannath 🙏🙏🙏🌺🌹🌹🙏🌺🌹🌹🙏🌺🌹🌹🙏🌺🌺🌺🌺🙏🙏
Jay Jagannath 👏 Prabhu 🙏👏❤❤
Jai jagannath Prabhu 🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Jay jay Jagannath jay jay Jagannath jay jay Jagannath 🙏
ମଣିମା 🙏🙏🙏
Jay jagannatha swami nayana patha gami vhabha tume
Jay Jagannath swami Nayan patha gami bhaba tume 🙏🚩⭕❗⭕🚩🙏
Jay jagannath 🙏🙏🙏⚫‼️⚫♥️♥️♥️ Jay jagannath 🙏 Jay jagannath 🙏🌹🌹💐💐
🙏🙏🙏🙏🙏🙏
Jai Jagarnath
He mahabahu Tama karuna apara ❤❤🙏🙏🙏🙏🙏
ଜୟ ଜଗନ୍ନାଥ
🙏🚩 ମହାବାହୁ 🚩🙏
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
जय जगन्नाथ 🙏🙏🙏🙏
Jaga Kalia re ❤ 🙏✨🌸
Mahaprabhu jagannth amiti karuna karithao
Jay Jagannath Swami🙏🙏🙏🙏🙏🙏
Jay Jagannath Jay Jagannath Jay Jagannath 🙏🙏🙏
Mo suna jagannath ra asir bad ru apanka katha sunile mo akhiru kejani kahinki luha bahari jae, apan continue rakhantu, jay Jagannath 🙏🙏🙏🙏
Hey Prabhu mo dukha tike suna..
Jai Shree Jagannath🙏🙏🙏
Jay jagabandhu❤
Jay jagannath 🙏🙏💞💞💞💞🙏🙏🙏
🙏🙏🙏 Jay Jagannath 🙏🙏🙏💐💐💐
ଭାଇ ଧନ୍ୟବାଦ୍ ❤❤❤
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ଠାକୁର 🙏🚩
Jay jaganth swami kiii ❤❤
Jaya jagannath❤❤❤🙏🙏🙏
Jay shree Jagannath Swami 🎉
Jai Jagannath
Jay Jagannath 🙏🙏🙏🙏🙏❤️❤️❤️❤️❤️
Dhanyawad apananku Bhai🙏🙏🙏
Jay Jagannath jagata ra bandhu jagabadhu
🙏🙏Jay Jagannath 🙏🙏
Bahut imotional story, nice
Jay jagannath🙏🙏🙏...
Jay jagannath 🙏ଭାଇ
Jai Jagannath swami 🙏🙏🙏
Jay Jagannath ❤❤❤❤
Jay shree jagannath 🙏
Jaya jagannath