‘ଘର ଦେଖାଇଲା, ଠକି ଦେଲା’ | Odisha Reporter

Поделиться
HTML-код
  • Опубликовано: 16 сен 2024
  • ଭୁବନେଶ୍ବରରେ ଭଡା ଘରା ପାଇଁ ନାହିଁ କୌଣସି ନିୟମ । ଠକି ଚାଲିଛନ୍ତି ଦଲାଲ । ବଢୁଛି ଘର ଭଡ଼ା ଠକେଇ ସଂଖ୍ୟା । ରାଜଧାନୀ ଭୁବନେଶ୍ୱରରେ ଭଡ଼ା ଘର ପାଇବା ପାଇଁ ଲୋକେ ହେଉଛନ୍ତି ଠକାମୀର ଶିକାର । ମାତିଛନ୍ତି ଦଲାଲ କିଏ ଘର ଦେଖାଇବା ବାହାନା କରି ଠକି ନେଉଛନ୍ତି ଟଙ୍କା ତ ଆଉ କିଏ ଘର ଦେଖାଇବା ପରେ ଠକି ନେଉଛନ୍ତି ଟଙ୍କା । ଦେଖନ୍ତୁ ଏ ଯୁବତୀଙ୍କୁ କିପରି ଠକି ଦେଲେ ଦଲାଲ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Bhubaneswar #Fruad #RoomRent

Комментарии • 8

  • @MrRanjankumarsahoo
    @MrRanjankumarsahoo 6 дней назад +1

    ବହୁତ୍ ସୁନ୍ଦର୍ ରେ କଥା ହଉଚ କିନ୍ତୁ payment ଟା ଆଗ ଦେଇ ଦଉଚ ଘର ନ ଦେଖିକି . Wah ଅତି ସୁନ୍ଦର୍ ବୁଦ୍ଧି ତମର

  • @GaneshJena-mr1hf
    @GaneshJena-mr1hf 6 дней назад

    ଏତେ ସରଳ ହେଲେ କିମ୍ବା ଏତେ ବ୍ୟସ୍ତ ଭିତରେ ରହି ଯେ କୌଣସି କାର୍ଯ୍ୟ କଲେ ଠକିକିଯିବାର chance ରହିଥାଏ। ଜୟ ଶ୍ରୀ ରାମ ।

  • @sandipsahoo3975
    @sandipsahoo3975 6 дней назад +2

    Kie aaiduniya re binaa ghara dekhi paisaa advance dia??😅😅.. ki paatha padhicha tame??.. Google pay kana broker verify kariba...aaiya gpay ra kaama? Ki software engineer tame😅😅😅

  • @sanju29000
    @sanju29000 6 дней назад

    Rent rule for all

  • @ArunDas-hc5zz
    @ArunDas-hc5zz 6 дней назад

    ତମକୁ ଠକିବା ଠିକ୍, ଦହରି କୋଉଠି କାର

  • @Loki-pg7jr
    @Loki-pg7jr 6 дней назад

    Sabu tautar Bhubaneswar re

  • @openknowledgenetwork
    @openknowledgenetwork 6 дней назад

    tama kai aga payment dauthila besi chalak