Abelare Kain Pherilu Kaha | Official Music Video | Humane Sagar | Romyanjali, Joydev | Papu Sahoo
HTML-код
- Опубликовано: 21 сен 2022
- Presenting the song Abelare Kain Pherilu Kaha featured by Joydev, Romyanjali & Directed by Papu Sahoo. The song is sung by Humane Sagar with words by Dr Debabrata Jena & Music Composed by Debashish Panda.
♪ Stream here the full song:
JioSaavn: bit.ly/3vXSxHw
Gaana: bit.ly/3vYXOyN
Amazon: amzn.to/3Aqz45b
Wynk Music: bit.ly/3Qm9jZd
Spotify: spoti.fi/3QVL4B5
Resso: bit.ly/3SOKHtx
Apple: apple.co/3QkR0nb
Hungama: bit.ly/3SMKFCm
YT Music: bit.ly/3C14vUM
Song Credits :
Song - Abelare Kain Pherilu Kaha
Singer - Human Sagar
Lyrics - Dr Debabrata Jena
Music Director - Debashish Panda
Key Board & Arrangement- Abhisek Panigrahy
Recording & Mixing - Milan Studio
Music Label - Aditi Music
Technical Head - Er. Swarup Acharya
Channel Creative Head - Subhasis Panda
Video Credits :
Actors - Romyanjali & Joydev
Story, Screen Play & Direction - Papu Sahoo
DOP - Soumya Mohanty
Asst. DOP - Sabya
Production Head - Sujan
Edit & Color Graphics - OSR Production
Make up - Promod
Special thanks to PratikshaP
Subscribe our Official RUclips Channel
/ aditimusicofficial
Like us on Facebook
/ aditimusicofficial
Follow us on Instagram
/ aditimusicofficial
Follow us on Twitter
/ aditi_music_ofc
Connect with us on our Official Mobile Number -
+91 977 773 6396
#AditiMusic #AbelareKainPheriluKaha #HumanSagar #Romyanjali #Joydev #PapuSahoo #DebashishPanda
This is the Copyright content of Aditi Music. Any re-upload (Audio or Video) of this content is strictly prohibited.
ମୋ କାହାଣୀ ବି କିଛି ଏପରି ଥିଲା,,,😭😭😭
ସତ ଭଲ ପାଇବା କୁ କେହି ବୁଝି ପାରିନାହାନ୍ତି,ଯେବେ ବୁଝନ୍ତି ସେତେବେଳେ ସବୁ କିଛି ସରିଯାଇଥାଏ 😔video ଟି ମନକୁ ଛୁଇଁ ଗଲା ❤️ଜୟ ଜଗନ୍ନାଥ 🙏
ମୋତେ କାଇଁ ଲାଗୁନି। ଜଣେ ଛାଡ଼ି ଦେଲା ପରେ । ପୁଣି ଫେରି ଆସିବ ବୋଲି କି 😭😭😭😭😭😭😭 I miss her
ବହୁତ ସୁନ୍ଦର ହେଇଛି, ଆଶା କରୁଛି ସମସ୍ତଙ୍କ ହୃଦୟରେ ସ୍ଥାନ ପାଇବ ❤️
ଗୋଟେ ସୁନ୍ଦର କାହାଣୀ ଟେ ହୋଇଛି। ଓ ଅଭିନୟ ଖୁବ୍ ଭଲ ଲାଗୁଛି ❤️❤️
ବହୁତ ବହୁତ ଧନ୍ୟବାଦ ଏଇ କାହାଣୀର ଲେଖକଙ୍କୁ। ଏଇ ଅଭିନେତା ଓ ଅଭିନେତ୍ରୀ ବହୁତ ବହୁତ ଧନ୍ୟବାଦ ଅତ୍ୟନ୍ତ ସୁନ୍ଦର ଅଭିନୟ କରୁଛନ୍ତି 🎉❤।
ଷ୍ଟୋରୀ ଲି୍ରିକ ଏବଂ ଅଭିନୟ ଅତି ସୁନ୍ଦର ଡିରେକ୍ଟର ଏବଂ ସମସ୍ତ ଟିମ ଙ୍କୁ ହୃଦୟରୁ ନମସ୍କାର.
Nice song 😂😂
ପୁରା ହୃଦୟକୁ ଛୁଇଁ ଗଲା ଗୀତ ଟା 😍😍🥰👌
Part -2 ଆସିବା ଦରକାର plz
ସତରେ ଗୋଟେ ଝିଅକୁ ଗୋଟେ best ପୁଅ ଟିଏ ଦରକାର ହେଲେ ଯିଏ ହୁଦୟରୁ ଭଲପାଉଥିବ ସେ ନୁହେଁ.... 💔🥀
ବାପା ମା ଙ୍କ କଥା ନ ମାନିଲେ ଶେଷରେ ଏମିତି ହିଁ ହୁଏ । ...
ଭାଇ ଏମିତି ଗୀତ ଶୁଣିଲେ ମୋ ପୁରୁଣା ସ୍ମୃତି ବହୁତ ମାନେ ପଡୁଚି କାହିଁକି କେଜାଣି ଗୀତର ଷ୍ଟୋରୀ ମୋ ଲାଇଫ ସହିତ ଜଡ଼ିତ ଅଛି ,😢😢😢😢😢😢
Heart Touching Song 🥺 Really ସମସ୍ତଙ୍କ ହୃଦୟ କୁ ଛୁଇଁବ ଗୀତ ଟି 🔥
ବାପା ମା କୁ ଦୁଃଖ ଯିଏ ଦିଏ ସିଏ ଏମିତି ଭଗେ 👌👌👌👌👌👌👍👍👍👍
ଭାଈ ଏହି ଗୀତଟିର part 2 କର ବହୁତ ଭଲ ଲାଗୁଛି 🥰🥰
Joydev acting is heart touching. Ollywood re emiti actor asile nischaya am industry develop kariba.
Human Sagar Gita aau jhia nka ra hasa pura heart re hni lage 🥰🤦🏻♂️
ବହୁତୁ ବହୁତ୍ ଭଲ ଲାଗିଲା ଏମିତି ଝିଅ କୁ ଏମିତି ହିଁ ଦରକାର
Heartless song and beautiful video. ସମସ୍ତ ଙ୍କ ମନକୁ ଛୁଇଁଲା ପରୀ ଲାଗିବ