Natia Comedy Part 426 || Bahubali pichkari || Holi - 2024
HTML-код
- Опубликовано: 8 фев 2025
- YT utkal_cartoonworld "---------------------------------------------------------------------------
My11Circle App Link :
bit.ly/3Trhp5C Use my exclusive coupon: MECNEW to get additional 20% extra cash on first deposit"
ଗଂଜାମ ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି ଗୋଟେ ଗୋଟେ ଲାଇକ୍ କର
ଷସସସହ଼଼ରରୟୟଯର
Happy ହୋଲି ♥️♥️♥️🌹🌹ଆମ Gn riya rishi family ତରଫରୁ my all youtube family ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ♥️♥️♥️♥️🌹🌹🌹ଜୟ ଜଗନ୍ନାଥ ହାପି ହୋଲି ଓ ଦଳ ପୁର୍ଣିମା ର ଶୁଭେଚ୍ଛା 🙏🙏🙏🙏
Ok
😅N@@basantabarik4140
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
ହୋଲି ରେ ସମନ୍ତ ଙ୍କ ଜୀବନ ରଙ୍ଗୀନ ହେଉ ❤❤
ଜୟ ଶ୍ରୀରାଧେକୃଷ୍ଣ*🙏
💐ଶୁଭ ଦୋଳ ଓ ହୋଲି -୨୦୨୪//Nice👌😂 Cultural episode, Thanks to UCW team.
Happy Holi ସମସ୍ତଙ୍କୁ ❤❤ ଜଗନ୍ନାଥ 🙏 ସମସ୍ତଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
Happy Holi sister 🥰🤗
@@Puchupuchi741 thank you very much ❤️❤️
@@sashmita949 Welcome ❤️
😂
ଆସନ୍ତା କାଲିର ହୋଳିରେ କିଏ ସାରିଛ କେତେଟଙ୍କା like kara❤ ଲଭ ଫାର୍ମ ମନୁମୁଣ୍ଡା 🚩🚩🚩
Holi asini au ame tanka kn saribu. Bhai tame bodhe odisha re rahuna sethi pain holi kebe paduchi jani paruna. calender dekhiki comments re kuha
ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା 🎉 ହାପି ହୋଲି 💞❤❤
Hi
Happy Holi friends ❤❤❤❤❤❤❤❤❤❤❤❤❤❤❤❤
ଶୁଭ ସକାଳ ଜୟ ଜଗନ୍ନାଥ ହାପି ହୋଲି ରେ ସମସ୍ତ ଙ୍କ ଜୀବନ ରଙ୍ଗିଲି ହେଉ ସାଙ୍ଗ ମାନେ ହାପି ହୋଲି 🙏🏼👌🙏🏼🌈🇿🇼🙏🏼😊
Nayagarh pila kie dekhucha like kara
Samastanku ଆଗୁଆ ମୋ ତରଫରୁ ଦୋଳ ପୂର୍ଣ୍ଣିମା ଏବଂ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ମାଁ ସମଲେଇ 🙏🙏🙏🙏🥰👍🥰👍👍🥰👍👍
Thanks
Jay Jagannath 🙏
Thank you so much natiya comedy grup
Mo goda vangi jayeche bead re padi padi bor hau thile kintu jabe tharu natiya comedy dakhile sabetharu mor dina ta bahuth vala re jauche so once again thank you so much natiya comedy grup
ଆମ କଳା ସଂସ୍କୃତି କୁ ବଜାୟ ରଖିବାକୁ ଉତ୍କଳ କାର୍ଟୁନ୍ ୱାର୍ଲ୍ଡ ଗୋଟେ ଯୁଦ୍ଧ ଆରମ୍ଭ କରିଚି ❤, କେବଳ ଛୋଟ ଛୁଆ ନୁହଁ ବରଂ ପୁରା ଓଡ଼ିଶା ବାସୀ ନଟିଆ କମେଡି ଦେଖିବାକୁ ଇଚ୍ଛୁକ ।
ସମସ୍ତ ଙ୍କୁ ମୋ ତରଫରୁ happy Holi ❤❤
0
000h88
Jati aveda nahi,samastanku mara hardik avinandana for holi❤❤❤❤😊
ଯିଏ କମେଣ୍ଟ ପଡ଼ିବାକୁ ଆସିଛ Like କର😊😊
ଦୋଳ ପୂର୍ଣ୍ଣିମା ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤ହାପି ହୋଲି🎉🎉❤❤❤
ଶୁଭ ସକାଳ 😊ଜୟ ଜଗନ୍ନାଥ 🙏 ହୋଲି ପାଇଁ ମୋର ସବୁ ସାଙ୍ଗ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 😍😘
Same to you ❤😊
Good
Thanks ❤️
ଆପଣଙ୍କୁ ସ୍ବାଗତ❤❤❤❤
Same to you
Happy Holi Natia🎉🎉
ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤😊
Kau mane holire Chhota dress au chira pants bindhanti like kara😂❤
Lekhiba agaru shoucha kariki asa
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜୟ ଜଗନ୍ନାଥ 🙏🙏🙏🙏🤝🙏
Jay Jagarnath🙏🙏🙏
ଜୟ ଜଗନ୍ନାଥ❤❤❤❤❤
❤❤❤❤@@beheraharekrusna9904
Superb🔥 Holi Episode ❤
ମୁଁ ଜଣେ ଛୋଟ ଲେଖକ ଆଶା କରେ ମୋ ଲେଖା କୁ ପଢ଼ି ମତାମତ ଦେବେ
ଆମ୍ବର ବଉଳ ଖବର ଦେଲାଣି
ଫଗୁଣ ଆସିଛି ଫେରି,
ପ୍ରିୟାକୁ ମୋହର ଅଠର ଛୁଇଁଲା
ମନକୁ କଲାଣି ଚୋରି।
କିଅବା ବୋଳିବି ରଙ୍ଗ ତା ଗାଲରେ
ସାତ ରଙ୍ଗି ପ୍ରିୟା ସିଏ,
ରାଗି ଗଲେ ସିଏ ଲୋହିତ ଅବିର
ହସିଦେଲେ ମୁକ୍ତା ଟିଏ।
ଗୋଲାପ ପାଖୁଡା ଓଠରୁ ଝରୁଛି
ସତେକି ନିର୍ଝର ମଧୁ
ଗଭାରେ ଗଜରା ମୁକୁଟ ସାଜିଛି
ଦିଶଇ ସାଧବ ବଧୂ।
କେଶର ରଙ୍ଗର ଶାଢ଼ୀ ପିନ୍ଧିଦେଲେ
ହଳଦୀ ବସନ୍ତ ଜଳେ ,
ତା ' ଠାରୁ କେମିତି ସୁନ୍ଦରୀ ହୋଇଲା
ମନରେ ପ୍ରମାଦ ଭାଳେ।
ଫଗୁଣ ଦେଶର ରାଜ କୁମାରୀ ସେ
ଅଲି ଅଳି ରାଜ ଜେମା ,
ସ୍ଵର୍ଗର ଅପ୍ସରି ତଳକୁ ଆସିଚି
ଦିଅନ୍ତା କି ତାର ଜିମା।
Nice
@@DoyaDholia tq so much
wow super vai kobita bholo heichhi
@@pavankumarbehera3576 TQ so much bhai ,
Nice
Happy dala prunima aau holi 😅😅😅😅kia kia amiti chhida 👕👕👕👕pindicha comment kari janao like kara amiti holi khelicha kuha 😂😂😂
ପବିତ୍ର ଦୋଳ ପୁର୍ଣିମା ଓ ହୋଲି ଅବସରରେ ନଟିଆ Comady Full Team ଭିଡ଼ିଓ ଦେଖୁଥିବା ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭଗବାନ ସମସ୍ତଙ୍କ ହୋଲିରେ ଖୁସି ଦିୟନ୍ତୁ ଜୟ ଜଗନ୍ନାଥ🙏🏻❤️ଜୟ ମାଆ ଦୂର୍ଗା🙏🏻❤️
Happy Birthday in advance brother🎉
ହୋଲି ରେ ସମସ୍ତଙ୍କୁ ଶୁଭେଚ୍ଛା |😘😘
ଆସନ୍ତାକାଲି ହୋଲି ପାଇଁ ସମସ୍ତଙ୍କୁ ଅଭିନନ୍ଦନ 😊🤩
Odisha ra holly Paardina (mangalabara)
Tq
Tq sister and same to you dear 😘
Thanks to all 💙
Asanta kali Holi nuha kali dola purnima Tuesday holi😂❤
Jajpur ru jia acha like kara
Happy Holi to all utkal cartoon world members & all friends 💕❤❤💕 Jay radhe Krishna 🙏🙏
ଗୋଟିଏ ଦୁଃଖ ର କଥା ଯେ 😢 ଏ ବର୍ଷ ପଖାଳ ଦିବସ ଭିଡ଼ିଓ ଟା ଆସିଲାନି 😢😢
Hmm thik katha
ଜେଉ ମାନେ ହୋଲି କୁ ଅପେକ୍ଷା କରିଚ ସେମାନେ like kara
ଯିଏ ଯାହା ଲେଖୁଛ ଓଡ଼ିଆରେ ଲେଖ କାହିଁକି ନା କଥାରେ ଅଛି ବା "ଆମେ ଓଡ଼ିଆ ଭାରି ବଢିଆ"।
ବନ୍ଦେ ଉତ୍କଳ ଜନନୀ ❤
ଜୟ ଜଗନ୍ନାଥ Always My favourite natia Tuan Tuin comedy Happy Holi all natia ଟିମ୍ ❤❤❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Jaumane nijar girlfriend ku aga ranga lagaba lagi chahuncho like karo 👍
ହାପି ହୋଲି❤❤❤ନଟିଆ ଟିମକୁ ❤😮😮ଜୟ ଜଗନ୍ନାଥ❤❤
Khaiba time re natia comedy dekhibara maja alaga❤❤❤
Love you natia ❤😊
ରଙ୍ଗର ପର୍ବ ହୋଲି ଆସିଛି । ସବୁଠି ରଙ୍ଗ ଖେଳ ସାଙ୍ଗକୁ ଖୁସିର ଆସର। ରସାୟନିକ ରଙ୍ଗ ବ୍ୟବହାର ନ କରି ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ରଙ୍ଗଖେଳ ସମୟରେ ଅସାବଧାନତା ଯୋଗୁଁ ଅନେକ ସମୟରେ ନାନାଦି ଅଘଟଣ ପରିଲକ୍ଷିତ ହୋଇଥାଏ। ରଙ୍ଗ ଖେଳିବା ସମୟରେ ଏବଂ ରଙ୍ଗଖେଳ ପରେ ନଦୀ, ପୋଖରୀରେ ଗାଧୋଇବା ସମୟରେ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରନ୍ତୁ
Hm
Hn 🥰
😅😅😅😅😂
Bhadark Bala like kar 😢😢🎉🎉🎉❤❤😮😮
ତା ହେଲେ Market କୁ ନୂଆ ପିଚିକାରି ଆସିଲା - Bahubali pichikari !!!! Bilei gang ମଧ୍ୟ ଏହି କମେଡି ରେ ମିଶିକି ଅଛି !!! ଭିଡିଓ ବଢ଼ିଆ ହୋଇଛି 😃 happy holi -2024 🎉🥳🥳ll friends
Odisha pila like kara 😊😊
ହାପି ହୋଲି ମୋ ତରଫରୁ ଜଗନ୍ନାଥ ମହାପ୍ରଭୁଙ୍କ ଏତିକି ପ୍ରାର୍ଥନା 🙏
Hmm
❤❤❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮😮😮😮😮😮😮😮😮😮😮😮😮😮 cm
HAPPY HOLI ସାଙ୍ଗ ମାନେ ❤
ଶୁଭ ସକାଳ ଜୟ ଜଗନ୍ନାଥ ହୋଲି ପର୍ବରେ ସମସ୍ତଙ୍କୁ ଶୁଭେଚ୍ଛା ମୋ ତରଫରୁ ❤❤❤
ଉତ୍କଳ କାର୍ଟୁନ ଦେଖିବାକୁ କିଏ କିଏ ଭଲ ପାଅ like 👍କର
Happy Holi natia 🤗🤗🤗🤗 please mote like tk dia 😔😔😔
❤
Hello
Tum number dia please
Tum number dia please
No,I,cannot,I,love,you, ❤️
ଦୁଇଟି ବିଲେଇ ଆଜି କମାଲ କରିଦେଲେ। ବିଲେଇ ଦୁଇଟିଙ୍କ ଆନିମେସନ ଖୁବ ମନଛୁଆଁ ହୋଇଛି। ବାହୁବଳୀ ପିଚକାରୀ ଏଣ୍ଡିଙ୍ଗ ଟା ସୁନ୍ଦର ହୋଇଛି। ମୋଟ ଉପରେ ସୁନ୍ଦର ହୋଇଛି ଏହି ଏପିସୋଡ। ଧନ୍ୟବାଦ ଉତ୍କଳ ବାବୁ ଏ ସାଧୁ ଉଦ୍ୟମ ପାଇଁ। ଘରସାରା ଲୋକେ ସାଙ୍ଗ ହୋଇ ଦେଖିଲୁ ଓ ଖୁବ ଖୁସି ହେଲୁ।
Happy holi to all notiya team❤
ମୋର ସମସ୍ତ ଛୋଟ ଆଉ ବଡ଼ ଭାଇ ଓ ଭଉଣୀ ମାନଙ୍କୁ ହୋଲିର ହାର୍ଦ୍ଧିକ ଅଭିନନ୍ଦନ ଜୟ ଶ୍ରୀ ରାମ 🚩🚩
Utkal cartoon world
Advance happy holi to you guys
Thanks for always entertaining us ❤❤❤❤❤
Pura real story bhai goun re kehi bi new dress pindiki Holi khelantini,mu jadi thik kahuchi ta like kara😂
rcb pila like kara❤
ଏତେ ଦିନ ପରେ ବିଲେଇ ମାନଙ୍କୁ ହେଇଛି ପାନେ😂😂😂
ଶୁଭ ସକାଳ ଆଜି ଯୋଉ ମାନେ ମୋ କମେଣ୍ଟ ଟି ପଢ଼ୁ ଚ ତାଙ୍କ ଦିନ ଟି ମଙ୍ଗଳ ହେଉ ❤ଜୟ ଜଗନ୍ନାଥ ❤
Happy ହୋଲି ନଟିଆ🎭🌈🤹
ଜୟ ଜଗନ୍ନାଥ 🙏
Utkal family members Happy Holi🎉🎉
ଜୟ ଜଗନ୍ନାଥ, ଦୋଳ ଉତ୍ସବ ର ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ 🎉🎉🎉🎉
ହୋଲି ପାଇଁ ଟାର୍ଗେଟ ଜୀରୋ ଲାଇକ
GT fans like karo
Jie jie natia comedy dekhibaku au comment padhibaku asicha like kara❤🎉❤
ଗଉଡ଼ ଘର ପିଲା କିଏ like କର ଘିପିଠା ଖାଇବାକୁ ଯିବୁ
🦁CSK fans Kia comment ku like kar 🦁
RCB
Happy holi all ❤❤ friends😊😊 fan of the big for mumbai indian and rohit sharma❤❤
Mita Hii
ହାପି ହୋଲି ରେ ସମସ୍ତ ଙ୍କ ଜୀବନ ରଙ୍ଗିଲି ରଙ୍ଗିଲୀ ରଙ୍ଗୀନ ହେଉ ❤❤ ପିଲା ମାନଙ୍କୁ girl frend ମିଲୁ 😂 ଝିଅ ମାନଙ୍କୁ boy frend ମିଳୁ 😂❤
😂😂
😮😂😂😂😊@@rajabagha6523
Lljhgffdsaapouyrewqqq😊😊😊😅😮😢🎉😂🎉🎉🎉🎉🎉🎉🎉
L
😂😂😂
ଜୟ ଜଗନ୍ନାଥ❤❤❤❤❤
ପ୍ରଥମ ଲାଇକ ଆଉ comment ମୁ କରିଛି 😂
ଜୟ ଶ୍ରୀ ରାମ
2nd re acha bro
ବଢିଆ ଲାଗୁଥିଲା ଯେ ହୋଲି ଖେଳ
Kie kie Hindu like kara 👍
Are Bhai Hindu Mane kn
@@pupunpatra3090 Hindu mane dharma
Dharma Ku neiki kichhi comment Kara nhi Bhai please
But why
@@Theartscafe444mo ichha
ନଟିଆ ପରିବାର ଓ ନଟିଆ କମେଡି ଲୋଭର୍ସ ମାନଙ୍କୁ ଆମ ବାପ ଝିଅ ତରଫରୁ ସମସ୍ତ ଙ୍କୁ ହାର୍ଦିକ ଅଭିନନ୍ଦନ ଓ ସୁଭ କାମନା happy holi 🌹🌹🌹🌹🎉🎉🎉🎉
ଜୟ ମା ସମଲେଶ୍ୱରୀ 🙏 ମୋ ତରଫରୁ ସମସ୍ତେ ଙ୍କୁ happy holi 🎉
ନଟିଆ କମେଡିର ଏଡିଟର ମାନଙ୍କୁ ମୋର ଦୋଳ ପୂର୍ଣ୍ଣମୀ ଏବଂ ହୋଲି ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା
Happy होली ❤❤
ସମସ୍ତ ହିନ୍ଦୁ ମାନଙ୍କୁ ହୋଲୀ ର ଶୁଭେଚ୍ଛା 💖
I miss my childhood 😢 😞 🎉🎉🎉🎉❤❤❤🎉🎉🎉 Happy Holi 😊 😊😊
Dhenkanal ru kia acha like kara
Like kale kn paina Bhai kahiba tike
Good morning happy Holi Holi sab ko pasad he ❤❤❤❤
Happy Holi Bhai all🎉🎉🎉🎉
Dhoni fanse like me >>>🧿
Happy Holi ❤
Baripada ru kiye dekhu6 like Kora ❤
Udala
ଆଜି ମୁଁ ବହୁତ୍ like ପାଇବି 😂❤❤
Happy Holi 🎉
Happy Holi to all of you ❣️ eipesod beautiful ❤️❤️🎉🎉
Kie kie comments padhucha like karo
Puri kou mane achha like kara ❤❤❤
Jiye coment padhibaku asichha like kara🎉🎉🎉
Natia comedy jahaku bhal lage like kar❤❤❤❤😊
Happy holi
Susama Hii
ହାପି ହୋଲି,,all ନଟିଆ ମେମ୍ବର 🙏🙏🙏🙏
Mo bhali ki sabu coment padhipa pain asicha 😂 like kara
😂
@@SKM_odisha-s2u hlo
Chinulata mo girlfriend hebo ki
Mnu pa😂😂
@@prakashkumarkar6228Jhansi queen Laxmi Bai !!!!Her brain is not working.
Asanta Kali Holi pain samasta ku abhinandana
Keonjhar ro kiye dekhuchha like kara
❤
😂😂😂
Kalahandi
mu
ମୁଁ
Happy holi 😍
ଶୁଭ ସକାଳ 💙,,,,, ଜୟ ଜଗନ୍ନାଥ 🙏,,,,, ଉତ୍କଳ ବାବୁ ଏବେ ତ ଧର୍ମା epi uplode କର 🥺,,,, ଆମେ କଣ ସ୍ୱର୍ଗ ବାସୀ ହେଲେ,,, ଆପଣ କଣ ଧର୍ମା epi uplode କରିବେ କି 🤩
Jay jagannath 😊
ଲାଗୁଚ଼ି ସତେ ଯେମିତି ଆମ ଗାଁରେ ରଙ୍ଗ ଖେଳ ଚାଲିଛି❤❤❤❤ବହୁତ ସୁନ୍ଦର ହେଇଛି❤❤❤❤❤
Happy Holi All Friends ❤❤❤
Angul ro kiye dekhuchha like kara
Sonali Hii
Nayagarh 😍ru kie kie dekhucha✨ natia🧿 like kara♥️
Jajpur ru kie dekhocha like Kara👍👍
ମୋତେ ବି ଟିକେ ଲାଇକ ❤ କର 😅
Happy holi all Utkal cotton world 🎉❤ family 😊
First like mu karichi mate gota like hau