କିଏ ପ୍ରକୃତ ଓଡ଼ିଆ ? ଫକୀର ମୋହନ ନା ମନୋଜ ମିଶ୍ର ?|Manoj Mishra |Fakir Mohan Senapati |News Room |

Поделиться
HTML-код
  • Опубликовано: 21 ноя 2024

Комментарии • 297

  • @vortexmedia1600
    @vortexmedia1600 4 дня назад +27

    ମାଡାମ ଆପଣ ନିଜେ ପାଟି ରେ ନିଜେ ଝାଡା ଫେରୁଛନ୍ତି... ଆପଣ ତ ନିଜେ କହୁଛନ୍ତି ସେ ସମୟ ରେ ଆମେ କଣ ଥିଲୁ, ସେ କେମିତି କାହିଁକି କଣ ପାଇଁ ଲେଖିଛନ୍ତି ଆମେ ଜାଣିନୁ ତା ମାନେ ଆମେ କଣ ସେମାନଙ୍କ ଲେଖା କୁ ଭୁଲ କହି ପାରିବୁ. ବାସ ସେଇ କଥା ମନୋଜ ମିଶ୍ର କହିଲେ ଯେ ସେ time re ରାଣ୍ଡି ଶବ୍ଦର ବ୍ୟବହାର ଚାଲିଥିଲା, ବର୍ତମାନ ରାଣ୍ଡି ଶବ୍ଦ ଏଇ ସମାଜ ପାଇଁ ଖରାପ ବାର୍ତ୍ତା ଦବ. Simple jinsa. ଆପଣ ନିଜ podcast re ମାନୁନାହାନ୍ତି ଆଉ ଏଠି ଆସି ଜ୍ଞାନ ପେଲୁଛନ୍ତି

  • @KHUSIRAMBAGARTY
    @KHUSIRAMBAGARTY 4 дня назад +24

    ଯୁଗ ହିସାବରେ ସାହିତ୍ୟ ରେ ପରିବର୍ତ୍ତନ କରା ଯାଇଥାଏ, ଆପଣ ଜଣେ ଲେଖିକା ଭଲ ଭାବେ ଜାଣି ଥିବେ ।ଅଯଥାରେ ଆପଣ Controversey କରୁଛନ୍ତି।

    • @rabindrakumarmohanty9415
      @rabindrakumarmohanty9415 21 час назад

      କାହିଁକି କଵି ସମ୍ରାଟ୍ ଉପେନ୍ଦ୍ରଙ୍କର ଲେଖା କୁ ଆଧୁନିକ ରୁପରେଖ ଦେଇ ପାରିବ କି।

  • @PaschimaanchalTV
    @PaschimaanchalTV 4 дня назад +31

    ମନୋଜ୍‌ ମିଶ୍ରଙ୍କୁ ଫସାଅ ନାହିଁ

    • @SaritaMohapatra-h6h
      @SaritaMohapatra-h6h 4 дня назад +4

      ଆପଣ ଠିକ୍ କହୁଛନ୍ତି ମତେ ବି ଲାଗୁଚି ମନୋଜ ମିଶ୍ର ଙ୍କୁ ଫସେଇବା ପାଇଁ ଏଇଟା ଗୋଟେ ଷଡ଼ଯନ୍ତ୍ର. ହେଲେ ଚକାଆଖି ସବୁ ଦେଖୁଛି. ସଜାଗ ରୁହ.. ଜୟ ଜଗନ୍ନାଥ 🙏🏻

  • @mihirranjanbodkia9749
    @mihirranjanbodkia9749 4 дня назад +39

    Madam ଏତେ କଥା କହୂଚନ୍ତି ଯେ ଆପଣ ସମ୍ବଲପୁରୀ କହିଲେ ଟିକେ କେତେ ଭଲପାଆନ୍ତି ଜାଣିବା

    • @rohitkumarbehera2062
      @rohitkumarbehera2062 4 дня назад +1

      are bhai tm kn chahuncha

    • @rabindrabarik6934
      @rabindrabarik6934 4 дня назад +1

      💯

    • @mihirranjanbodkia9749
      @mihirranjanbodkia9749 4 дня назад

      Muin kna chaunchen nai chaunchen sena kichi nai na e nani Jin kahuchan j sambapuri aru odia maa chua bluchan t muin janba k chaunchen j madam t maa k bahut bhlse jnichan jehetu se khuchan lekhichan t chua k kete jnichan ​@@rohitkumarbehera2062

    • @pdlite4101
      @pdlite4101 3 дня назад +2

      ନିଜେ ଆଗ ବ୍ରହ୍ମପୁରୀ ଟିକେ ଲେଖିକି ଦେଖା ତ... ଆମ ବି ଜାଣିବା ତମେ କେତେ ଭଲ।

    • @mihirranjanbodkia9749
      @mihirranjanbodkia9749 3 дня назад

      @@pdlite4101 କଥା ବୁଝି parun ବୋଧେ ଆମେ ବ୍ରହ୍ମପୁରୀ ଲେଖି କି କହି ପାରିବୁନି ବୋଲି ହିଁ କୋଶଳ ରାଜ୍ୟର କଥା ଉଠୁଛି ମୁଁ କଣ କହୁଚି ଟିକେ ଭଲ ସେ ବୁଝ୍

  • @samarmohapatra-jr3ne
    @samarmohapatra-jr3ne 4 дня назад +5

    ସୁନ୍ଦର କଥା ମାଡାମ କହିଲେ, ଆମେ ଆମର ବାପା, ଜେଜବାପା, ପୂର୍ଵପୁରୁଷ
    ଭାଷା, ଚଳଣି, ବ୍ୟବହାର ଉପରେ ସମାଲୋଚନା କରିବା କେତେ ଦୂର ଠିକ, କେବଳ ପାଗଳର ପ୍ରଳାପ. ମନୋଜ ମିଶ୍ର ପଶ୍ଚିମ ଓଡିଶାକୁ ନେଇ ରାଜନୀତି କରିବା କେବଳ ନିଜର ଲୁପ୍ତ ପରିଚୟ ଉଜାଗର ପାଇଁ

    • @KishoreNaik-xe4vg
      @KishoreNaik-xe4vg 4 дня назад +1

      ସେ କେବଳ Odia Cine Industry କଥା କହୁଛନ୍ତି ❤
      ଆଉ କିଛି ନୁହଁ

  • @ChudamaniMajhi-c1i
    @ChudamaniMajhi-c1i День назад

    Many many thanks madam.

  • @NabkishorBarik
    @NabkishorBarik 4 дня назад +3

    Good discussion with controversy words , many many thanks

  • @pinkumeher821
    @pinkumeher821 4 дня назад +12

    ଫକୀର ମୋହନ ସମୟରେ ତ ଡ୍ରେସ ପିନ୍ଧୁ ନ ଥିଲେ କି ବ୍ରା ପିନ୍ଧୁ ନ ଥିଲେ, ତୁ କାହିଁକି ଏତେ ଫେସନ ହେଇ ଆସିଛୁ,

  • @KishoreNaik-xe4vg
    @KishoreNaik-xe4vg 4 дня назад +7

    ମୋତେ ଗୋଟେ ଉତ୍ତର ଦିଅନ୍ତୁ
    ମୁଁ ଯଦି ଜଣକୁ ଏବେ ରାଣ୍ଡି ବୋଲି କହେ
    ଆକ୍ଷେପ ହେବ କି ନୁହଁ❤

  • @pritamthakur3730
    @pritamthakur3730 2 дня назад +1

    କୋଶଲୀ ଭାଷାର ଇତିହାସନୁ ପଦେ କହେମି
    ବୈଦିକ ଯୁଗରେ ଋଷିମୁନି ମାନେ ଦେବ ଭାଷା କେ ଲିଖିତ ଭାଷା ଭାବେ ବ୍ୟବହାର କରୁଥିଲେ। ପାଣିନୀ ଆଉ ଅନ୍ୟାନ୍ୟ ବ୍ୟାକରଣିକ ମାନେ ଦେବକେ ସଂସ୍କୃତ ଭାଷା କେ ବ୍ୟବହାର ଅନୁବାଦ ଲାଗି। ସେଥିରଲାଗି ଆଏଜ୍ ପତେ ସଂସ୍କୃତ ଭାଷା ହିଁ ସମସ୍ତ ଭାଷାର ମୂଳ ଏ। ସଂକୃତ ଭାଷା ରେ ବେଦ,ପୁରାଣ, ଉପନିସତ୍,ଭଗବତ, ଆଦିର ଲିଖିତ ଭାଷା ହିସାବେ ପ୍ରଚଳିତ ଆଏ। ଇ ସଂସ୍କୃତ ଭାଷାର ଜନମ ସମୀୟାଥି ଭାଗତ ବର୍ଷରେ 5ଟା ପ୍ରାକୃତ ଭାଷା ଜନମ ନେଇଥିଲା ଆରୁ କଥିତ ଭାଷାରେ ପ୍ରଚଳିତ ଥୁଲ। ଭଗବାନ ବୁଦ୍ଧ ବି ନେଜେ ଇ ପ୍ରାକୃତ ଅରୁ ସଂସ୍କୃତ ଭାଷା ଦୁଇଥି ଲୋକଙ୍କୁ ଉପଦେଶ ଦେଉଥିଲେ ବୋଲି ଇତିହାସ ରେ ଦେଖାଜେସି। ଇ ପ୍ରଚଳିତ ସର୍ବ ପୁରାତନ 5ଟା ଭାଷାହେଲା
    1 ଉତିଚ୍ୟ
    2 ପ୍ରାତୀଚ୍ୟ
    3.ମଧ୍ୟ ଦେଶୀୟ
    4.କୋଶଲୀ
    5. ଦକ୍ଷିଣାତ୍ୟ
    ଆମେର କୋଶଲୀ ଭାଷାନୁଁ ଫେର୍ ସୃଷ୍ଟି ହେଲା
    1.ମାଗଧି
    2.ପ୍ରାଚ୍ୟ ମାଗଧି
    3.ଅଶୋକୀୟ
    ଅନେକ ବଛର ପରେ ପ୍ରାଚ୍ୟ ମାଗଧିରୁ
    1.ଆସାମୀ
    2.ବଙ୍ଗାଳୀ
    3.ଓଡ଼ିଆ
    ଓଡ଼ିଆ,ବଙ୍ଗଳା,ଆସାମୀ ତାର ପରେ ନିଜର ନିଜର ଭାଷାଥି ବହୁତଟେ ସାହିତ୍ୟ ସୃଷ୍ଟି କଲେ ଆଉ ଭାଷାକେ ସବୃଦ୍ଧ କରିବାରେ ଲାଗିଲେ। ବଙ୍ଗାଳୀ ମାନେ ବ୍ରିଟିଶ ଶାସନ ସମୀୟଥି ବିଭିନ୍ନ ସରକାରୀ ପଦପଦବୀରେ ରହିକିନା ଓଡ଼ିଆ ଭାଷାର ବିରୁଦ୍ଧରେ ବହୁରେ ବହୁଟେ ଅପପ୍ରଚାର କଲେ ଆଉ 1868 ମହିହା ବେଳକେ ବିଦ୍ୟାଳୟ ମାଙ୍କୁ ବଙ୍ଗାଳୀ ପୁସ୍ତକ ପ୍ରଚଳନ କରବାର ଲାଗି ସରକାରି ଆଦେଶ କରେଇ ଦେଲେ। ସେମାନେ ଓଡ଼ିଆ କେ "ଉଡ଼ିଆ ଏକ୍-ଟା ସ୍ୱତନ୍ତ୍ର ଭାଷା ନୟ" ତଥା ଇଟା ବଙ୍ଗାଳୀ ଭାଷାର ଉପଭାଷା ବୋଲି ଯୁକ୍ତି କଲେ। ଯାହା ଦ୍ୱାରା ଓଡ଼ିଆ ଭାଷା ବଦଲା ସ୍କୁଲ ମାଙ୍କର ବଙ୍ଗାଳୀ ଭାଷା ଚଳ୍-ଲେ। ଠିକ ସେନ୍ତା 1896 ସସିହାରେ ମଧ୍ୟ ପ୍ରଦେଶ ସରକାର କୋଶଳୀ ଭାଷା ହିନ୍ଦୀ ଭାଷା ର ଉପଭାଷା କହିକିନା ସ୍କୁଲ ରେ ମାନକେ ହିନ୍ଦୀ ଭାଷା ଚଳାଲେ। କୋଶଳ ରାଜ୍ୟ ବିଭିନ୍ନ ପ୍ରଦେଶୀଳ ସରକାର ଦ୍ବାରା "shuttle cock" ବାଗିର୍ ଆଏଜ ଇ ସରକାର ତ କାଲି ଆର ଗୁଟେ ସରକାର ଦ୍ୱାରା ଶାସିତ ହେଇଥିବାର ଲାଗି ଆମର ଭାଷା ଆଉ ସଂସ୍କୃତି ସବୁ ନଷ୍ଟ ହେଇଗଲା। ଇ ସୁଯୋଗ ନେଇ ଉତ୍କଳ ସମ୍ବୀବିଳନୀ କର୍ମକର୍ତ୍ତା ମାନେ ଆମକୁ ଓଡ଼ିଆ division ସାମିଲ କରାବାର ସପନ୍ ଦେଖାଲେ। ଇତାର ଲାଗି ଷଡଯନ୍ତ୍ର ବା ପୃଷ୍ଠଭୂମି ତିଆରି ଲଲେ ଆଉ ଆମର କୋଶଳୀ ରାଜାମହରାଜ ମାନକେ ଖୋସାମଦିଆ କଥା କାହିଁକିନା ଅନେକ ଓଡ଼ିଆ କବି,ଲେଖକ , ପାଲା ବାଲେ,ଦାସକାଠିଆ ବାଲେ ଆସି କରି ଇ ଅଞ୍ଚଳର ରାଜା ମାନଙ୍କର ବୃଷପୋଷକତା ରେ ଦରବାରରେ ଆଉ ଗାଁ ମାନକେ ଆସ୍ଥାନ ଜମାଇଲେ ଆଉ ଶହ ଶହ ଏକର ଜମି ଆଉ ଘର ଡ଼ିହି ହାସଲ କଲେ। ବଙ୍ଗଳା ଜେନ୍ତା ଓଡ଼ିଆ ଭାଷା କେ ତାଙ୍କର ଉପଭାଷା କହେଲା ସେନ୍ତା ଓଡ଼ିଆ ମାନେ କୋଶଳୀ କେବି ଓଡ଼ିଆ ର ଉପଭାଷା କହେଲେ। ଆଉ ତାଙ୍କର ସ୍ୱାର୍ଥ ହାସଲ ଲାଗି ଏବେବି କହିଛନ୍। କିନ୍ତୁ ଗବେଷକମାନେ କହିଛନ ଯେ ଓଡ଼ିଆ କୋଶଳୀ ର ପିତାମୋହ ଭାଷା ବେଳେ ତକାର ବୁଆ ର ଭାଷା। ଇଟା ଓଡ଼ିଆ ର ଉପଭାଷା ନାଇଁସେ।
    ପଣ୍ଡିତ ସୂର୍ଯ୍ୟନାରାୟଣ ନିଜର ଗବେଷଣା ତଥା ଗ୍ରିୟର ସେନ୍ ସାହେବଙ୍କ ମାତାମତରେ ମିଶେଇ କରି କହିଛନ୍ ଯେ ଖାରବେଳ ଙ୍କର ଖଣ୍ଡଗିରି ଶିଳାଲେଖ ରେ ଦୁଇଟା ଭାଷାରେ ଲେଖାହେଇଛେ ସେଟା ହେଲା ମାଗଧି ଆଉ କୋଶଳୀ କେ ମିଶେଇ କାନା। ଇନୁ ଜନା ପଡୁଛେ ଯେ ୧ମ ଆଉ ୨ୟ ଶତାଦ୍ଦୀ ବେଳକେ ଓଡ଼ିଆ ଭାଷାର ନଗନ୍ଧି ନାଇଁଥାଇ।କୋଶଳୀ ଭାଷା ସର୍ବ ""ପ୍ରାଚୀନ ଭାଷା" ଇ ତଥ୍ୟକେ ପଣ୍ଡିତ ସୂର୍ଯ୍ୟନାରାୟଣ ଓଡ଼ିଆ ଭାଷାର ଇତିହାସ ନାମାକ ଗୁଟେ ଗବେଷଣାତ୍ମକ ପ୍ରବନ୍ଧରେ "ନବଭାରତ" ପ୍ରତ୍ରିକ ରେ ବିସ୍ତୃତ ଭାବେ ଲେଖିଛନ୍। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶା ର ଉପକୂଳର୍ବୀ ଜିଲ୍ଲା ମାନକେ ରାଜ୍ୟ ସରକାର କୋଶଳୀ ଭାଷା କେ ଗୁଟେ ଉପଭାଷା କହେବାର ପ୍ରଚାର କରିଛନ୍। ଜେନ୍ତାକି ଆଈ ମା ର କୁଡିକେ ନୀତି ନିତେନ୍ ମାନେ ଚିଡଲା ବାଗିର୍ କଥା କହେସନ। ଆଇମା ର ଖହାଣୀ ଅବଦାନ ବହୁତ ଅଛେ ଆମର ଭାଷାରେ। ସେ ଅବଦାନ ବିଷୟଥି ଆମେ ଭୂଲି ଯାଉଛୁ।
    ଜେଏ କୋଶଲୀ
    ଜେଏ କୋଶଲ

  • @KishoreNaik-xe4vg
    @KishoreNaik-xe4vg 4 дня назад +9

    ଉଦଣ୍ଡୀ ସୀତା ରୁ ଉଦଣ୍ଡୀ କଟିଗଲା
    So ଏଥିରୁ କାହିଁକି ନୁହଁ

  • @abnicreation2634
    @abnicreation2634 3 дня назад +8

    କନ କଣ କହୁଁଛ ମନୋଜ ମିଶ୍ର କନ ଖରାଵ କହିଳା ମନୋଜ ମିଶ୍ର is a good person kehi bujhu nahanti se fakirmohan ku kharab kahi nahi ki tanka lekha ku b kharab kahi nahi samaya sahita bhasa b change heuchhi apana randi poa annata ru story copy kara kichhi naa re tk paribartan karibare kana asubidha rahuchhe 😂😂

  • @Sonali28093
    @Sonali28093 3 дня назад +2

    She is a class..wow

  • @soumyaacharya8933
    @soumyaacharya8933 4 дня назад +3

    କହିକି ଉପଭାଷା କହିବାରେ କିଛି କଷ୍ଟରେ କଥା ନାହିଁ....ଆମକୁ ତ ଭଲ ଲାଗେ....ଆମ ସମ୍ବଲପୁରୀ ସମ୍ମାନ କିଛି କମ୍ ହଉନି......ଖାଲିରେ ଭାଷା ଭାଷା କହି ବଡ କହିଦେଲେ ଜେଇଇ ସବୁ ହବ ମନେନାହିଁ....

  • @kumarofficial7980
    @kumarofficial7980 4 дня назад +9

    ମାଡାମ ଆପଣ କଣ ପାଁଇ ମନୋଜ ମିଶ୍ର କୁ ଟାଣି ଭିଡି ଆଣି ଆପଣ ଙ୍କ ଚେନେଲ ରେ ଆଲୋଚନା କରିଥିଲେ ଦୟାକରି କହି ପାରିବେକି?

    • @KHUSIRAMBAGARTY
      @KHUSIRAMBAGARTY 4 дня назад +1

      Madam nkar nua channel ta Se nija youtube channel ku agaku neba pain eita gote process bodhe 😅

    • @ChhabilaMohanty
      @ChhabilaMohanty 3 дня назад

      Thik kahile madam tike popular hebaku chahunthile

    • @gamingstyletanu5516
      @gamingstyletanu5516 2 дня назад

      Vu paeb rea bro

  • @vortexmedia1600
    @vortexmedia1600 4 дня назад +8

    Hello madam ଯଦି ରାଣ୍ଡି ଶବ୍ଦ ଭଲ ta hele mu kahibi ଆପଣଙ୍କ ପୁଅର ନାମ ଅନନ୍ତ ହଉ, 😀 କାଇଁ କି ନା ଏଟା ଆପଣଙ୍କ ଜେଜେ ବାପା ତାଙ୍କ ଜେ ଜେ ବାପା ଏଇମାନେ ସବୁ ଏପରି ନାମ ରେ ଡାକୁଥିଲେ. ତ ଆପଣଙ୍କୁ ନିଜର ପୂର୍ବପୁରୁଷ ମାନଙ୍କ କଥା ଖରାପ ଲାଗିବା କଥା ନୁହଁ

  • @stalin8242
    @stalin8242 4 дня назад +6

    ଇତିହାସ ବଦଳିବ ନିହାତି ଦରକାର, କାରଣ ସବୁବେଳେ ମୋଗଲ ମାନଙ୍କୁ ନେଇକି ବଡ ଭାବରେ ଉପସ୍ଥାପନା କରାଯାଇଛି, ଇତିହାସ ରେ କେବେ ଛତ୍ରପତି ଶିବାଜୀ ହୁଅନ୍ତ ବା ଆମ ହିନ୍ଦୁ ମାନଙ୍କ ବୀରଯୋଦ୍ଧା, ରାଜା ମହାରାଜା ଙ୍କ ଙ୍କ ଉପରେ ଇତିହାସ ବର୍ଣନା କରିନି,ଯୋଉ ଶଳା ରେଭେନ୍ସା ଓଡିଶା ର ହଜାର ହଜାର ଲୋକଙ୍କୁ ମାରିଲା ତା ନାମରେ କଲେଜ, ଏ ଇତିହାସ କୁ ବଦଳା ନଗଲେ ଆଗାମୀ ପିଢ଼ି ମାନେ ଭାବିବେ ଆମ ର ପୂର୍ବ ପୁରୁଷ ମାନେ କାପୁରୁଷ ଥିଲେ, ତେଣୁ ବଦଳିବା ଦରକାର

    • @ashrutdas8565
      @ashrutdas8565 3 дня назад

      ଓଡିଆ ଙ୍କ ପାଇଁ ଶିବାଜୀ ମହାରାଣା ବାଳ।ଗଙ୍ଗବଂଶୀ ରାଜା ସୋମ ବଂଶୀ ଆଗେ ତୋର ଗୁରୁ ମାନେ ବାଳ। ମଧୁବାବୁ ଫକୀରମୋହନ କୁଷ୍ଠ ଚନ୍ଦ୍ର ଭଞ୍ଜ ରେଭେନ୍ସା କୁ ପ୍ରସଂଶା କରିଛନ୍ତି। ଆର ଏସ ଏସ କୁତା ଚୁପ ରହ।

  • @souravteachingclasses419
    @souravteachingclasses419 4 дня назад +5

    ଏ ଝିଅ ସବୁ ଘଟଣାର ମୂଳ କାରଣ l

  • @taputechnician
    @taputechnician 2 дня назад +3

    ଟୁକେଲ ଶବ୍ଦ ଟା କେତେ ଗ୍ରହଣୀୟ , ନିଜ ଝିଅ କୁ ଟୁକେଲ କୁହନ୍ତି ସମ୍ବଲପୁରୀ ମାନେ ଏଇଟା କେତେ ଦୂର ଯୁକ୍ତି ଯୁକ୍ତ

  • @dayaanddaya1920
    @dayaanddaya1920 4 дня назад +2

    ଏଇ topic ରେ ଯିଏ ପ୍ରଶ୍ନ ପଚାରୁଛି ମୁ କହିବି ସିଏ ବିଭାଜନକାରୀ ଭାଷା ପ୍ରତି ସମାନତା ଦେଖାଉନି !ଉଛା ନିଚ ଭାବିକି ପ୍ରଶ୍ନ ପଚାରୁଛି !ଯେତେଟା ଭାଷାରେ ହେଲେବି ସାହିତ୍ୟ ଗୋଟିଏ !ସବୁ ଭାଷାକୁ ସମ୍ମାନ ଦେବା ଉଚିତ ! ସମ୍ବଲପୁରୀ ଓଡିଆକୁ devide କଲାଭଲିଆ ପ୍ରଶ୍ନ ପଚାରୁଛି ,ସମାନତା ରଖୁନି !

  • @pdlite4101
    @pdlite4101 3 дня назад +1

    Manoj mishra the real game changer villain in this koshala propaganda.

  • @PaschimaanchalTV
    @PaschimaanchalTV 4 дня назад +9

    ସମ୍ବଲ୍‌ପୁରୀ ଏକ ସ୍ବତନ୍ତ୍ର ଭାଷା; ଉପଭାଷା କହନ୍ତୁ ନାହିଁ

  • @ARS-Theatre
    @ARS-Theatre День назад

    ସିତାଂଶୁ very NYC news anchor,
    ସୁନ୍ଦର ବାର୍ତ୍ତାଳପ

  • @PaschimaanchalTV
    @PaschimaanchalTV 4 дня назад +7

    ସମ୍ବଲ୍‌ପୁରୀ ଭାଷାରେ ସ୍ବତନ୍ତ୍ର ବ୍ୟାକରଣ,ରାମାୟଣ,ମହା ଭାରତ,ସବୁ ଲେଖା ସରିଛି

  • @amiyamishra4815
    @amiyamishra4815 4 дня назад +3

    ସ୍କୁରେ ବହି ସମ୍ବଲପୁରୀରେ ବାହାରକାର

  • @suryakantasahoo5526
    @suryakantasahoo5526 4 дня назад +11

    Kahiki "ରାଣ୍ଡି" ଟା କେବଳ ବ୍ୟାସ କବି ଫକିର ମୋହନ ସେନାପତି ଲେଖି ନଥିଲେ। ବଳରାମ ଦାସ ବି ଲକ୍ଷ୍ମୀ ପୁରାଣ ରେ ତ ଲେଖିଛନ୍ତି, ଯେଉଁଟା ପ୍ରତି ଘରେ ପଢା ଯାଉଛି। କାଇ ଆମେ ତ କିଛି ଭୁଲ ହେଇଚି ବୋଲି ଭାବିନୁ

    • @shadananmeher
      @shadananmeher 4 дня назад +2

      ଆପଣଙ୍କ ସମାଜରେ ଗୋଟିଏ ବିଧବା ପୁଅକୁ ରାଣ୍ଡି ପୁଅ ଆ ବୋଲି କହିପାରିବେ ତ??

    • @canirodkumar5081
      @canirodkumar5081 4 дня назад

      Kahibaki kie kahuchhi. Eita bujhibaku

    • @HappySoul-m3z
      @HappySoul-m3z 4 дня назад

      Manoj mishra Sabyasachi lagi paid promotion chaleichi randi nata maipa nata odisha re chaleiki .kie dekhuchi se film .jadi ete promotion karucha pintu nanda Kari sarichi taku sreya dia jau .sambalpuria guda kosala saga lagi mari jauchanti

    • @suryakantasahoo5526
      @suryakantasahoo5526 4 дня назад

      @shadananmeher ନା, କେବେ ନୁହେଁ, କିନ୍ତୁ ଆଜି ଯେଉଁ ସମାଜ କଥା ପଡ଼ିଛି ସେ ସମାଜ କେବେ ଠାରୁ ଗଠନ ସରିଛି ଆଉ ଏହି ଶବ୍ଦ ସେବେ ଠାରୁ ଚାଲି ଆସିଛି, କଣ ଫରକ ପକେଇଛି କୁହ ଆଉ ଆଜି ବି ସେହି ସମୟ ର ଘଟଣା ଆସିବ ଆଉ ଯିବ । ଆଜି ଆମେ ଶିକ୍ଷିତ ଆଉ ଜ୍ଞାନ ଅଛି ଆମେ କାହାକୁ ଜାଣି ଜାଣି କହିବା ବି ନାହିଁ

    • @HappySoul-m3z
      @HappySoul-m3z 4 дня назад

      Puruna randi pua ananta au sethire abhinaya karithiba kalakara brunda ku award dia jau .bhadua Sabyasachi Manoj mishra sambalipuria nataka ki dekhuchi

  • @JR-sm7rt
    @JR-sm7rt 4 дня назад +8

    ତମେ ମାନେ ଫିଲିମ୍ କର ପୁଣିଥରେ ନିଆଁ ଲାଗିବ ହେଲା

  • @odiavlog2936
    @odiavlog2936 4 дня назад +9

    Manoj Mishra ri8

  • @sangitjhankarbehera3897
    @sangitjhankarbehera3897 4 дня назад +4

    Odisha ru kosal alaga hele wesern odisha khub khusi hebe .mo katha thik jadi like karantu .

    • @ashrutdas8565
      @ashrutdas8565 3 дня назад

      ଭାରତରୁ ଓଡ଼ିଆ ଅଲଗା ହୋଇଗଲେ ସବୁ ଭଳ ହବ।

  • @nirmalsahoo753
    @nirmalsahoo753 3 дня назад

    Madam is right jai jagannath

  • @DadhiBaboo
    @DadhiBaboo 4 дня назад +8

    Manoj Mishra sir is right ❤

    • @JR-sm7rt
      @JR-sm7rt 4 дня назад +1

      Sure bro Manoj Sir is right

    • @DadhiBaboo
      @DadhiBaboo 4 дня назад

      @ 👍🏻👍🏻

  • @soumyaranjanswain1175
    @soumyaranjanswain1175 4 дня назад

    Good analysis...
    Thank u@Banasmita Pati

  • @amiyamishra4815
    @amiyamishra4815 4 дня назад +3

    ମନୋଜ ପାଖରେ ବାଳକଳା ଅଛି

  • @AkashGumansingh-lk2pc
    @AkashGumansingh-lk2pc 4 дня назад +1

    Bhai aaji thu mora favourite journalist prakrutare journalism kan journalism student internship re asiki aapananku live dekhiba darkar while working like taking interviews and preparing for interviews and research behind the interviews respect for u big fan sitanshu Bhai

  • @KishoreNaik-xe4vg
    @KishoreNaik-xe4vg 4 дня назад +2

    ଆଜି ବି ପ୍ରଶ୍ନ ଉଠେ ଜାତିପ୍ରଥା କାହିଁକି ବନ୍ଦ ହୋଇ ପାରିଲାନି ❤

  • @sangitjhankarbehera3897
    @sangitjhankarbehera3897 4 дня назад +10

    Madam SAMBALPURI bisayare kana janichhanti.

  • @sillypoint3920
    @sillypoint3920 4 дня назад +6

    Manoj Mishra right

  • @AbhimanyuSahoo-rn5tj
    @AbhimanyuSahoo-rn5tj 2 дня назад

    Very nice madam

  • @joshuapradhan8658
    @joshuapradhan8658 4 дня назад +2

    I m wasting..... My time...

  • @rasmitasahoo4966
    @rasmitasahoo4966 3 дня назад

    Mam is right 👍

  • @sorenfilms
    @sorenfilms 4 дня назад +5

    ଭାଇମାନେ, ଉଦଣ୍ଡି ସୀତା film ରୁ ଉଦଣ୍ଡି କାଟି ଦିଆଯାଇ କେବଳ ଫିଲ୍ମର ନାମ ସୀତା ରହିଲା l censor ବୋର୍ଡ ବାଲା ଏମିତି କଲେ l କାହିଁକି??? ତେଣୁ ରାଣ୍ଡୀ ପୁଅ ଅନନ୍ତା ରୁ censor ବୋର୍ଡ ବାଲା ନିହାତି ରାଣ୍ଡୀ ଶବ୍ଦକୁ କାଟିବେ l ଅପେକ୍ଷା କରନ୍ତୁ l hindi film Padmavati କୁ change କରି padmaavat କରାଗଲା l ram leela କୁ change କରି goliyon ki raasleela ram leela ବୋଲି ରଖାଗଲା l ତେଣୁ censor ବୋର୍ଡ଼ ରାଣ୍ଡୀ ଶବ୍ଦକୁ ହଟାଇବ ତ????

  • @niranmeher6128
    @niranmeher6128 4 дня назад +2

    Sambalpuria jay koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal

    • @ashrutdas8565
      @ashrutdas8565 3 дня назад

      ଜୟ ବାଳ

    • @backtoorigin6680
      @backtoorigin6680 3 дня назад

      Bala na

    • @niranmeher6128
      @niranmeher6128 3 дня назад

      @backtoorigin6680 to bhauni bia ra bala na😂😂😂😂😂😂😂😂😂😂😂😂😂😂😂😂

    • @niranmeher6128
      @niranmeher6128 3 дня назад

      @@ashrutdas8565 to bhauni bia ra bala 😂😂😂😂😂😂😂😂😂😂😂😂😂😂

  • @sadhudas2758
    @sadhudas2758 4 дня назад +2

    ମାଡାମ ମତ, ପୁରାତନ ଲେଖାର ରାଣ୍ଡି ଶବ୍ଦ କୁ ପରିବର୍ତ୍ତନ କରିଦେବା !

  • @NabkishorBarik
    @NabkishorBarik 4 дня назад +1

    Many many many Thanks to madam for the comments of division of Kosal(Sambalpur)

  • @KishoreNaik-xe4vg
    @KishoreNaik-xe4vg 4 дня назад +1

    ଠିକ୍ କଥା❤

  • @pritamthakur3730
    @pritamthakur3730 2 дня назад

    ଇ କଥା ଟା ସବୁ ଠିକ୍ କିନ୍ତୁ ଟିକେ କେଜେ ବଙ୍ଗାଳ ରୁ ଅଲଗା ହେଲ। ହୋ
    କୋଶଲ ଆମର ମାଏ ଆମେ ଆମର ମାର୍ ଅପମାନ ହେଲେ ଅପମାନ ହେଲେ ଆମର ନାଈଁ ସାହୁ ଟିକେ।
    ଓଡ଼ିଆ ଭାଷା ବଙ୍ଗାଳୀ ର ଉପଭାଷା କେ ? ଯଦି ବେଳେ ଆମର ବେ କହେମି କୋଶଳୀ ହେଉଛୁ ଉପଭାଷା ବଳି କିନା।
    ଜେଏ କୋଶଲ

  • @santoshbehera1687
    @santoshbehera1687 4 дня назад +3

    ମନୋଜ ମିଶ୍ର ଯାହାକୁ କହୁଚି ଯେ ସେ ଭୁଲ ଲେଖିଛନ୍ତି ତାହାଲେ ସେ ଶବ୍ଦ କୁ ପ୍ରଥମେ ଅଭିଧାନ ରୁ ଉଠାନ୍ତୁ ତାହାପରେ ସେ ତାକୁ ଭୁଲ ବୋଲି କହିବ । ଆରେ ଭାଇ ସେ ମିଶ୍ର ଗୋଟିଏ ମୁର୍ଖ। ସେ ପାଗଳ ହୋଇ ଯାଇଚି । ଆମର ପିତାକୁ ସେ ବହୁତ ଅପମାନ କରୁଚି ।ସତରେ ଭାରି କଷ୍ଟ ହେଉଚି ।

    • @KishoreNaik-xe4vg
      @KishoreNaik-xe4vg 4 дня назад +1

      ଭୁଲ୍ କହୁ ନାହାନ୍ତି❤ ଯୁଗ ଉପଯୋଗୀ ହେବା ଉଚିତ୍ ❤

    • @dayaanddaya1920
      @dayaanddaya1920 3 дня назад +1

      ଭୁଲ ଲେଖା ବୋଲି କହୁନାହାନ୍ତି ,ବର୍ତମାନ ସେ ଶବ୍ଦ ଉପଯୋଗୀ ନୁହଁ !

    • @satyabrataprusty9399
      @satyabrataprusty9399 3 дня назад

      ଏ ସବୁ ଙ୍କର ମୁଣ୍ଡ କାମ କରୁନି । ଏ madam ତ engineering ପଢ଼ିଛନ୍ତି । ସାହିତ୍ୟ ଉପରେ madam ଙ୍କର focus ଅଛି ନା କାହା କୁ controversy ଭିତରେ ଟାଣିବାକୁ ଏଙ୍କର intension। ମନୋଜ ମିଶ୍ର ଯାହା କହିଛନ୍ତି absolutely correct 💯

    • @Loveushorts
      @Loveushorts День назад

      Khali thumnail dekhi comments karu6anti....main point kana..manoj misra kana kahu6anti kichhi bala bujhunahanti...

  • @achyutanandadas9822
    @achyutanandadas9822 3 дня назад

    bilkul thik kathha kahichhanti madam samaste bujhiba darkar

  • @Rashje
    @Rashje 4 дня назад +20

    ଦୁଃଖ ଲାଗିଲା ଫକୀର ମୋହନ ଙ୍କୁ ଯେପରି ବଳି ପକା ଗଲା 😥😥... From balasore

    • @KishoreNaik-xe4vg
      @KishoreNaik-xe4vg 4 дня назад +1

      କିଛି ବଳି ପକା ଯାଇନି❤

    • @Rashje
      @Rashje 3 дня назад

      @KishoreNaik-xe4vg ହଁ...ବଳି ପକାଯାଇଛି 😥😥😥 ତାଙ୍କୁ ଅପମାନିତ କରାଗଲା... ଉଁ...ଉଁ 😥😥

    • @Loveushorts
      @Loveushorts День назад

      Fakir mohan senapati nku kana apaman karagala tk kahibe ki....

    • @Rashje
      @Rashje День назад

      @Loveushorts ତାଙ୍କର ସେଇ ସାମାନ୍ୟ title ଟିକୁ ନେଇ ଯେଉଁଭଳି ନାରୀ ଙ୍କ ପ୍ରତି ପ୍ରଶ୍ନ ଉଠା ଗଲା ସେଟା କଣ ଅପମାନିତ ନୁହେଁ କି??

    • @Loveushorts
      @Loveushorts День назад

      First kuha randi kahile kana bujha...first mind ku kana ase....

  • @abhinnakumarsahoo3384
    @abhinnakumarsahoo3384 4 дня назад +2

    It was a best discussion concluding in the last.All obey it.

  • @balirajrana4780
    @balirajrana4780 4 дня назад +4

    Jay koshal❤❤❤❤

    • @Wedding_ivenet
      @Wedding_ivenet 4 дня назад +1

      ଏଇ ଗୁଟେ ମାଗିହା ଆହିଲା ଜୟ କୋଶଲ କହିତେ

    • @bunudash
      @bunudash 4 дня назад

      ​@@Wedding_ivenetjay koshal

    • @lilamayasahu6669
      @lilamayasahu6669 4 дня назад

      ​@@Wedding_ivenetbahg bc କଟକିଆ

  • @Rashje
    @Rashje 4 дня назад +4

    Cuttack ବାଲିଯାତ୍ରା ରେ ସବୁ ଠକ ବେପାରୀ ଗୁଡା... ଲୋକଙ୍କୁ ଲୂଟ ବା ରେ ବ୍ୟସ୍ତ 😂😂😂

  • @swatisahoo8081
    @swatisahoo8081 4 дня назад +2

    ମୁଁ first time ଆଜି ଦେଖୁଛି kn ହେଇଚି ମନୋଜ ମିଶ୍ର ଙ୍କୁ ନେଇ ମୁଁ ଜାଣିନି କିନ୍ତୁ ଆଜି ଆପଣଙ୍କ interview ରୁ ଯାହା ଦେଖୁଚି - ଅନୁବାଦ ଏବଂ ସମାଲୋଚନା । ଆପଣ ବାରମ୍ବାର copy କହୁଛନ୍ତି।
    ସାହିତ୍ୟରେ ଅନୁବାଦ ଏଵଂ ସମାଲୋଚନାର ଯଥେଷ୍ଟ ଗୁରୁତ୍ବ ଅଛି। ସମାଲୋଚନା negative ନୁହଁ। ସାହିତ୍ୟରେ ସମାଲୋଚନାରେ ଏବଂ ଅନୁବାଦ ର ଆବଶ୍ୟକତା kn ଅଛି ସେଟା ନ ବୁଝି ଅଯଥା ବିବାଦ।

  • @bhabanibhue4885
    @bhabanibhue4885 2 дня назад

    ଓଡ଼ିଶା ରୁ ସମ୍ବଲପୁରୀ ଭାଷା ମା ଛୁଆ ର ସମ୍ପର୍କ ନୁହେଁ ଦେରେନ୍ ଜେଠେନ୍ ର ସମ୍ପର୍କ ଓଡ଼ିଶା ରୁ କୋଶଳ ରାଜ୍ୟ ଦିନେ ଅଲଗା ହେବ ନିଶ୍ଚୟ

  • @SBSR143
    @SBSR143 4 дня назад +2

    ଭାଇ ଓଡ଼ିଆରେ କିଛି ଭଲ ସିନେମା ହେଉନି ସେଇଥି ପାଇଁ ଆମେ ଦକ୍ଷିଣ ଓଡ଼ିଶାବସୀ କେହି ଓଡ଼ିଆ ଚେନେମା ଦେଖୁନୁ .... ତମେ ମାନେ କାଲି ସେପଟେ ଦେଖି ଦେଖୁଥିବ...

  • @nbproduction272
    @nbproduction272 4 дня назад +1

    Bahat buri fosogi madam Manoj ko Ane do.....

  • @prabodhakumarswain9853
    @prabodhakumarswain9853 3 дня назад

    ଅତି ସୁନ୍ଦର ଆଲୋଚନା

  • @abhinnakumarsahoo3384
    @abhinnakumarsahoo3384 4 дня назад +2

    MADAM U gave a 100 percent pacca message with definite answer to the society.All should admit it.

  • @Wedding_ivenet
    @Wedding_ivenet 4 дня назад +3

    ରେ ମାଗିଆ ରେ କାହାକୁ କାହା ସାଙ୍ଗେ କଂପେର କରୁଚ ରେ ମାଗିହା

  • @SatyaNarayanMohakur-nx1or
    @SatyaNarayanMohakur-nx1or 4 дня назад

    The legendary grand father of our Odisha is known as fakir mohan senapati...

  • @satyamsahu1525
    @satyamsahu1525 День назад

    Monaj sir right

  • @Srijagannathbhakti
    @Srijagannathbhakti 4 дня назад +1

    ସୁନ୍ଦର ଉପସ୍ଥାପନ

  • @sprashanth3221
    @sprashanth3221 3 дня назад

    ଏଇ ଝିଅ ର କିଛି ଜ୍ଞାନ ନାହିଁ.... ଖାଲି ଘୋଷା ପାଠ..... ପ୍ରତିବାଦ କରିବାର ଦମ୍ ନାହିଁ

  • @amiyamishra4815
    @amiyamishra4815 4 дня назад +1

    ହଇରେ ସଲେ ତମକୁ ଲୋକ ମିଳୁନାହାଁନ୍ତି ମନୋଜ ଝିଅକୁ ଏଠି ଆଣି ବସେଇଚ

  • @myvillagekamgaon9268
    @myvillagekamgaon9268 3 дня назад +1

    sambalpuri bhasa nije brand koshal hele se odisha nu besi aagke palaba

  • @satyabratadas6409
    @satyabratadas6409 4 дня назад +1

    ପ୍ରତି ଶବ୍ଦର ଅର୍ଥ ବୁଝ l ଅଯଥାରେ ଅଳିଆ କରନି l

  • @crickstudio7545
    @crickstudio7545 4 дня назад

    କିଛି କାମ ଧନ୍ଦା ନାହିଁ, ଆଉ ସାଙ୍ଘାତିକ ଭାବେ frustrated. କେବଳ ଖବର ରେ ରହିବା ପାଇଁ ବିକଳ ପ୍ରୟାସ I ମୋ ମତରେ media ଏମାନଙ୍କୁ ଏତେଟା ଗୁରୁତ୍ୱ ଦେଇ ପ୍ରଚାର ପ୍ରସାର କରିବା ଠିକ ନୁହେଁ I ଠିକ ଏଇ ରୋଗରେ କିଛି ମାତ୍ରା ରେ ଆଉ ଗୋଟେ କଳାକାର ବୁଢ଼ାଧିକ୍ୟ ମାନ୍ତି I ଏବେ ଏବେ ଇଆଡୁ, ସିଆଡୁ ଲେଖି ଭୁଲ ମାଗିଲା I ଆଉ ସେ ପାଗଳ (ବୋ)ଦା ମଞ୍ଜ କୁ ଜୋରଦାର ବିରୋଧ ହେଲେ ସିଏ ବି ବାଟକୁ ଆସିବ I
    ବି. ଦ୍ର : (ବୋ) ସ୍ଥାନରେ ଆପଣ ଅଧିକ ଉପଯୁକ୍ତ ଅକ୍ଷର ବ୍ୟବହାର କରିପାରିବେ I

  • @blackmamba2268
    @blackmamba2268 3 дня назад

    Manja thik

  • @sunilkumar-zc1ng
    @sunilkumar-zc1ng 4 дня назад +6

    Sambalpuri it's not a accents sambalpuri is a language mam please check properly

  • @sprashanth3221
    @sprashanth3221 3 дня назад

    ଆରେ ଭାଇ ଭାରତରେ ଭଗବାନ୍ ଙ୍କର ତ ଦୋଷ ରହିଛି...ତେବେ ଫକୀର ମୋହନ ସେନାପତିଙ୍କର୍ କଣ ଭୁଲ ହେଇ ନ ପାରେ

  • @mrsonepuria9135
    @mrsonepuria9135 3 дня назад

    Manoranjan babu amar odisha ra prakrta loka .. matira loka vaai aau rajaniti karani ahi media madyamare

  • @JR-sm7rt
    @JR-sm7rt 4 дня назад +6

    ତମେ ମାନେ ଫିଲିମ୍ କର ପୁଣିଥରେ ନିଆଁ ଲାଗିବ ହେଲା । ଏ ମ୍ୟାଡମ୍ ସବୁ ନାଟର ଗୋବରଧନ ହାରାମି ଟେ ମ୍ୟାଡମ୍

  • @soumyaranjan339
    @soumyaranjan339 4 дня назад +3

    Manoj mishra is right. Taku kehi bujhi paru nahanti athilagi ki amane addat heigaleni. Hele apana mane nije bhavantu nije trend anusare chalichanti. Sagad gadi jemti se kahile tahele sei sagad gadi re jaantu samaste dekhibe kete jana adari paruchanti.

  • @saradaswain7600
    @saradaswain7600 4 дня назад

    Pls dont compare anybody with Great Fakir mohan ❤❤❤

  • @sharavanmohapatra7802
    @sharavanmohapatra7802 2 дня назад

    ଜାଣି ନାହ
    ଦୟାକରି ବକୃତା ଝାଡ଼ ନାହିଁ

  • @gouttamsoren4965
    @gouttamsoren4965 4 дня назад +1

    SHE IS A TRANLATER NOT A WRITER. USE TOME KARUCHHA NOT MANOJ MISHRA

  • @joshuapradhan8658
    @joshuapradhan8658 4 дня назад +1

    Who is this mam... Took all the limelight from manoj mishra

  • @pintugouda3833
    @pintugouda3833 4 дня назад

    ଏହି ବିବାଦ ବନ୍ଦ କରିଦିଆ ଯାଉ। କବି/ଲେକକଙ୍କୁ ବିବାଦ କୁ ଟାଣନ୍ତୁ ନାହିଁ । ସାହିତ୍ୟ ର ଉନ୍ନତି ଦିଗରେ ଚିନ୍ତା କରନ୍ତୁ। ନିଜକୁ ଲୋକ ଲୋଚନକୁ ଆଣିବା ପାଇଁ ଏଭଳି ନିଚ ସ୍ତରର କାମ କରନ୍ତୁ ନାହିଁ।

  • @rudradevblog2186
    @rudradevblog2186 4 дня назад +1

    ଟିକେ ଜଗନ୍ନାଥ ପୁରୀ ଦେଉଳିଆ ଭାଷା କୁ କିଏ କଟିବ 😊

  • @KaibalyaTripathy-u7x
    @KaibalyaTripathy-u7x 3 дня назад

    Ye sei jhia ta

  • @chitrakarone
    @chitrakarone 4 дня назад

    ଖୁବ୍ ସୁନ୍ଦର ଆଲୋଚନା, ଯୁବ ପିଢ଼ି ପାଇଁ ପ୍ରେରଣାଦାୟୀ।

  • @sujitkumarbehera7359
    @sujitkumarbehera7359 4 дня назад +3

    Manoja misra pagala fakira Mohan senapati Manoja misra prashna Kariba bada bhul karichi Manoj Mishra ku kila bhalase Darakar

    • @shadananmeher
      @shadananmeher 4 дня назад

      ଫକୀର ମୋହନ ସେନାପତି " ରାଣ୍ଡି " ଶବ୍ଦର ବ୍ୟବହାର ବହୁ ବର୍ଷ ପୂର୍ବରୁ କରିଥିଲେ ଯାହା ଏବେ ମଧ୍ୟ ପାଠ୍ୟକ୍ରମରେ ଅଛି, ଆପଣ ଠିକ ଭାବରେ ଜାଣିବା ଉଚିତ ଯେ ବର୍ତମାନ ର ଯୁଗରେ ସେହି ଶବ୍ଦ ଶୁଣିବା ଓ ଉଚ୍ଚାରଣ କରିବା ଗୋଟିଏ ଶିକ୍ଷକ କିମ୍ବା ଛାତ୍ରୀ ଛାତ୍ର ଙ୍କ ଠୁ ଶୋଭାପାଏ କାରଣ ବିଦ୍ୟାଳୟରେ କେହି ରାଣ୍ଡି ନ ଥାନ୍ତି, ଆପଣଙ୍କ ସମାଜରେ ଯେକୌଣସି ବିଧବା ନାରୀକୁ ରାଣ୍ଡି ବୋଲି ତାର ସମ୍ମୁଖରେ କହିପାରିବେ କି ?

  • @Loveushorts
    @Loveushorts День назад

    ଫକୀର ମୋହନ ସେନାପତି ଯଦି ଏବେ ଏହି ଉପନ୍ୟାସ ଲେଖିଥାନ୍ତେ ତେବେ ଟାଇଟଲ ରାଣ୍ତୀ ପୁଅ ଅନନ୍ତା ଦେଇଥାନ୍ତେ କି?

  • @santoshbehera1687
    @santoshbehera1687 4 дня назад

    ମାଡମ ଶଳାର ଅଭିଧାନ ଅର୍ଥ ହେଉଚି ମହାଶୟ

  • @sprashanth3221
    @sprashanth3221 3 дня назад

    ବାପା ଭୁଲ କଲେ ବି ଏଇ ଝିଅ କିଛି କହିବ ନାହିଁ

  • @BibhutiSamal-rm1fs
    @BibhutiSamal-rm1fs 4 дня назад +1

    ଫକୀର ମୋହନ ସେନା 🎉🎉🎉🎉

  • @anweshana21
    @anweshana21 2 дня назад

    ଏଇ ଉପସ୍ଥାପକ ଜଣକ ଭଲ ଲାଗୁନାହାନ୍ତି

  • @bijuharpal8821
    @bijuharpal8821 4 дня назад +11

    Excellent interview but manoj Mishra sir right say because odia film randi pua ananta film titile change

    • @ସାଧନା2729
      @ସାଧନା2729 4 дня назад

      କାହିଁକି change ହବ?

    • @sangitjhankarbehera3897
      @sangitjhankarbehera3897 4 дня назад

      Change hele kana asubadha achhi​@@ସାଧନା2729

    • @shadananmeher
      @shadananmeher 4 дня назад

      ଫକୀର ମୋହନ ସେନାପତି " ରାଣ୍ଡି " ଶବ୍ଦର ବ୍ୟବହାର ବହୁ ବର୍ଷ ପୂର୍ବରୁ କରିଥିଲେ ଯାହା ଏବେ ମଧ୍ୟ ପାଠ୍ୟକ୍ରମରେ ଅଛି, ଆପଣ ଠିକ ଭାବରେ ଜାଣିବା ଉଚିତ ଯେ ବର୍ତମାନ ର ଯୁଗରେ ସେହି ଶବ୍ଦ ଶୁଣିବା ଓ ଉଚ୍ଚାରଣ କରିବା ଗୋଟିଏ ଶିକ୍ଷକ କିମ୍ବା ଛାତ୍ରୀ ଛାତ୍ର ଙ୍କ ଠୁ ଶୋଭାପାଏ କାରଣ ବିଦ୍ୟାଳୟରେ କେହି ରାଣ୍ଡି ନ ଥାନ୍ତି, ଆପଣଙ୍କ ସମାଜରେ ଯେକୌଣସି ବିଧବା ନାରୀକୁ ରାଣ୍ଡି ବୋଲି ତାର ସମ୍ମୁଖରେ କହିପାରିବେ କି ?

  • @sitikanthamohanty3832
    @sitikanthamohanty3832 4 дня назад

    Beautiful

  • @SanjayKumar-gi5be
    @SanjayKumar-gi5be 4 дня назад +2

    Manoj Mishra sir thik kahichhanti

  • @Shubhasmita12
    @Shubhasmita12 4 дня назад +1

    Eai madam janaka viral hele ame jani nathilu eia kia
    Manoj mishra nka pain janilu 😂

  • @soumyaranjan339
    @soumyaranjan339 4 дня назад +2

    Aeita thik ki jie sata kahila se bali padila ea pura thik jahaki Manoj mishra life re chalichi. Film ku nei se jaha kahuchanti thik sabu. Kahinki na se mumbai jai kama karichanti sethi jeteble odia film upre question uthuchi ta obviously janaku badhiba jie jaichi kama karichi au janichi.

  • @mr.kunipilaofficial8810
    @mr.kunipilaofficial8810 4 дня назад +1

    Ye toki katha bujha hauni

  • @basantakisan4773
    @basantakisan4773 4 дня назад +1

    ରାଧାନାଥ ଦାସ ପୁଣି କିଏ ?

  • @HARISHNag-t7w
    @HARISHNag-t7w 3 дня назад

    Sabu bala
    Banda ku banda rupe jana
    Pudi ku pudi boli chinha
    Manoj Mishra right

  • @santanumartha495
    @santanumartha495 3 дня назад

    Fakir Mohan Senapati is known as the father of Odia nationalism and modern Odia literature
    End of the debate.somone plzz tell me who is Manoj Mishra

  • @mrnayak04
    @mrnayak04 4 дня назад +1

    Manoj sir always right

  • @srikantpadhi9370
    @srikantpadhi9370 3 дня назад

    ଏବେକାର School re ପଢୁଥିବା ପିଲାଙ୍କୁ ଯଦି ରାଣ୍ଡିପୁଅ ଅନନ୍ତା ପଢାଯାନ୍ତା ସେଇଠି ଷ୍ଟୁଡେଣ୍ଟ୍ ଶିକ୍ଷକ ଙ୍କୁ ପଚାରିବ sir ରାଣ୍ଡି ମାନେ କଣ? Sir କଣ କାହିଁକି ଏବେ ର ସମୟ ରେ ବୁଝେଇବେ???

  • @rabindranathsahoo-nn1qp
    @rabindranathsahoo-nn1qp 4 дня назад

    ମିଣିପ ର ଅର୍ଥ ପୁରୁଷ ଙ୍କୁ ବୁଝାଏ

  • @tapanchoudhury1673
    @tapanchoudhury1673 3 дня назад

    ମନୋଜ ପାଗଳ ଶଳା