Fakir Mohan Senapati ।। Life story ।। Jeebani ।। E Matira Ratna-2 ।। Rajesh Satpathy

Поделиться
HTML-код
  • Опубликовано: 11 сен 2024
  • ଓଡ଼ିଶା ମାଟିର ଜଣେ ଶ୍ରେଷ୍ଠ ସନ୍ତାନ ହେଉଛନ୍ତି ମହାମାନବ ମହାନ ସାହିତ୍ୟ ସାଧକ ସରସ୍ବତୀ ଫକୀର ମୋହନ ସେନାପତି । ତାଙ୍କ ଜୀବନର ଏକ ବିଶିଷ୍ଟ ଘଟଣା କୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ ହୋଇଛି ।
    Byasakabi Fakir Mohan Senapati is one of the greatest person of Odisha forever. This video is based on a chapter of the life style or biography of Fakir Mohan Senapati.
    ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ଆଧାରିତ ଭିଡିଓ ଦେଖନ୍ତୁ -
    • Sarala Das nka Jeebani...
    'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ ।
    ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ ।
    ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ ।
    ୭୮୯୪୮୪୩୫୫୮
    ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ।
    ହ୍ବାଟ୍ସ୍ଏପ୍ - wa.me/91789484...
    ସାମାଜିକ ଗଣମାଧ୍ୟମ ରେ ଆମକୁ ଯୋଗାଯୋଗ କରନ୍ତୁ ଏବଂ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଆହୁରି ଅଧିକ ମୂଲ୍ୟବାନ ପ୍ରସଙ୍ଗ ପାଇବା ପାଇଁ ଆମ ସହ ଜଡ଼ିତ ରୁହନ୍ତୁ । ନିମ୍ନ ଲିଙ୍କ୍ ଗୁଡ଼ିକରେ ଯାଆନ୍ତୁ ।
    Email ID -
    mahanamamatrubhasa@gmail.com
    ଇନଷ୍ଟାଗ୍ରାମ (Instagram) -
    www.instagram....
    ଫେସବୁକ୍ ପୃଷ୍ଠା (Facebook page) -
    www.facebook.c...
    ଫେସବୁକ୍ ଗୋଷ୍ଠୀ (Facebook group)-
    / 916294081781547
    ଟେଲିଗ୍ରାମ୍ (Telegram) -
    t.me/mahanamam...
    #ଏମାଟିରରତ୍ନ #Ematiraratna #Biography #Lifestory #FakirmohanSenapati #Rajeshaubacha #RajeshSatpathy

Комментарии • 282

  • @trinatharteducation881
    @trinatharteducation881 3 года назад +25

    ବାଲେଶ୍ଵର ସେହି ହୀରାକୁ ଜନ୍ମ ଦେଇ ଗର୍ବିତ।🙏

    • @mahanamamatrubhasha
      @mahanamamatrubhasha  3 года назад +1

      ମତାମତ ପାଇଁ ଧନ୍ୟବାଦ

    • @manojchaudhury7896
      @manojchaudhury7896 Год назад +1

      ଫକିରମୋହନଙ୍କ ଘର ବାଲେଶ୍ବର ନା କେନ୍ଦ୍ରାପଡ଼ା

    • @trinatharteducation881
      @trinatharteducation881 Год назад +2

      @@manojchaudhury7896 ବାଲେଶ୍ୱର ବୋଲି ସାହିତ୍ୟ ଇତିହାସ ଆମକୁ ଶିଖେଇଛି

    • @bholanathmishra1817
      @bholanathmishra1817 8 месяцев назад

      😮🎉

    • @Ranjan_Mohanty
      @Ranjan_Mohanty Месяц назад +1

      ଫକୀରମୋହନ ଙ୍କ ଯିବନି ରେ ସିଏ କହିଛନ୍ତି ଯେ ତାଙ୍କ ଜନ୍ମ ମଲ୍ଲିକାଶପୁର ନାମକ ଗାଁ ରେ ହେଇଥିଲା l ଆଜି ମଲ୍ଲିକାଶପୁର ବାଲେଶ୍ବର ସହର ଅନ୍ତର୍ଗତ ଅଟେ ​@@manojchaudhury7896

  • @____4371
    @____4371 3 года назад +47

    କେତେ ଉଚ୍ଚକୋଟି ର ଆମ ସାହିତ୍ୟ ଆଉ ଭାଷା । ଧନ୍ୟବାଦ ଭାଇ , ବହୁତ ଭଲ ଲାଗିଲା ।

  • @dillippattanayak7337
    @dillippattanayak7337 3 года назад +14

    ମୁଁ ଏଇ ଗଳ୍ପ କୁ ଖୋଜୁଥିଲି ଆଉ ଏବେ ମିଳିଗଲା
    ଧନ୍ୟବାଦ୍ ଭାଇ
    ଏଇ ଗଳ୍ପ ମୁଁ ୬ କ୍ଲାସ୍ ପଢିଲା ବେଳେ ଆମ ସାହିତ୍ୟ ବହିରେ ଥିଲା

    • @manjuladash3373
      @manjuladash3373 Год назад +3

      6 ରେ ଅଲିଭା ଦୀପ ଥିଲା 7 ରେ ମହାପୁରୁଷ ରେ।ଥିଲା ମୋ ପାଖରେ ଅଛି🙏ମୁ ପଢ଼ିଥିଲି

    • @Cinamayeesahoo9256
      @Cinamayeesahoo9256 Год назад

      ​@@manjuladash3373 apananka ghara keunthi?

    • @Cinamayeesahoo9256
      @Cinamayeesahoo9256 3 месяца назад

      ​@@manjuladash3373 କିଛି pdf ଦେଇ ପାରିବେ କି?

  • @sashikantadas579
    @sashikantadas579 3 года назад +12

    ରାଜେଶ ଭାଇ ଆଜିକାଲିକା ପିଲା ମହାପୁରୁଷ ଙ୍କୁ ଚିନିପାରୁନାହାନ୍ତି ଆପଣ ମାଧ୍ୟମ ଦ୍ୱାରା ଆଣିଥିବାରୁ ବହୁତ ବହୁତ ଧନ୍ୟବା

  • @ganeshsabar6645
    @ganeshsabar6645 Год назад +6

    ଯାହା ଖୋଜୁଥିଲି ତାହା ପାଇ ଗଲି ।ଧନ୍ଯବାଦ

  • @gyanaranjan9309
    @gyanaranjan9309 3 года назад +4

    ସତରେ ଭାଇ ଆପଣଙ୍କ ଚ୍ୟାନେଲ ର ନାଁ ଟା ବଡ଼ ସୁନ୍ଦର, ମାତୃଭାଷା ପ୍ରତି ମା'ର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଜ୍ଞାନ ରେ ଗଣିବ ଅଜ୍ଞାନି ରହିବେ କାହିଁ, ଆପଣଙ୍କ ଚ୍ୟାନେଲ ର ନାଁ ଟା ପଢ଼ି ବହୁତ ଭଲ ଲାଗିଲା

  • @LalatenduMohanty1972
    @LalatenduMohanty1972 3 года назад +19

    Salute to your effort to preserve our literature culture language for our future generations.

  • @SusilakantaRatha
    @SusilakantaRatha 14 дней назад +1

    ବହୁତ ବଢିଆ ଲାଗିଲା 👍👍👍

  • @user-kk3gz5pe9e
    @user-kk3gz5pe9e 3 дня назад

    ବ୍ୟାସ କବି ଫକୀର ମୋହନ ସେନାପତି ହେଉଛନ୍ତି ମୋର ପ୍ରିୟ କବି ❤❤❤

  • @singraitiyu6372
    @singraitiyu6372 Год назад +4

    ବହୁତ ସୁନ୍ଦର ଉପସ୍ଥାପନା 👌👌👌
    ଧନ୍ୟବାଦ sir 🙏🙏

  • @riderpabitra2310
    @riderpabitra2310 3 года назад +3

    ସତରେ ଆଜ୍ଞା ମହାନ ଆମ ମାତୃଭାଷା । ବନ୍ଦେ ଉତ୍କଳଜନନୀ

  • @kedarnathrouttukuoshim6609
    @kedarnathrouttukuoshim6609 3 года назад +9

    ବହୁତ୍ ସୁନ୍ଦର୍ ଷ୍ଟୋରି ଟିକୁ ମନେ ପକାଇ ଦେଲେ

  • @rudramadhabbalasamanta3495
    @rudramadhabbalasamanta3495 2 года назад +3

    ଧରଣୀଧର victoria ଙ୍କ ପୁତ୍ର ନୁହେଁ, କେନ୍ଦୁଝର ରାଣୀଙ୍କର ଧର୍ମପୁତ୍ର ଥିଲେ, ରାଣୀ ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ କରିଥିଲେ, ସେଥିପାଇଁ ବ୍ୟାସ କବି ତାଙ୍କୁ ମହାରାଣୀ ପୁତ୍ର କହିଥିଲେ. ଭିଡ଼ିଓ ଭଲ କିନ୍ତୁ ବିଷୟ ଉପରେ ଗବେଷଣା କର ପୁଣି ଭିଡ଼ିଓ କର. ଧନ୍ୟବାଦ.

  • @ashokkumarbhuyan3937
    @ashokkumarbhuyan3937 Месяц назад +1

    ଅତି ଉଚ୍ଚ କୋଟିର ବ୍ୟାଖ୍ୟା, ଧନ୍ୟବାଦ।

  • @BASANTKUMARROUT-rd4ro
    @BASANTKUMARROUT-rd4ro Месяц назад +1

    Eha bahut dina pare mane pakei dela tq

  • @anderw123
    @anderw123 Месяц назад +1

    Ehi sabu vedeo Odia Asmita brudhi be bahut sahayak heba
    Odia bhasa prati juba gosti ra
    Agraha nischita bhabare brudhi heba
    Apananku Dhanyabad

  • @akashayajena2692
    @akashayajena2692 3 года назад +2

    ଧନ୍ୟବାଦ,କେତେଉଚ୍ଚକୋଟୀର ଓଡ଼ିଆ ଭାଷା ସାହିତ୍ୟ । କେତେ ବୁଦ୍ଧିମାନ । ମୋର ଫକୀର ମୋହନ ସେନାପତିଙ୍କୁ କୋଟି କୋଟି ପ୍ରଣାମ । ଭିଡିଓ ବହୁତ ଭଲ ଲାଗିଲା । ଓଡିଶା ମାଟିର କେତେ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେମାନଙ୍କୁ ମୋର ପ୍ରଣାମ । ଜୟ ଜଗନ୍ନାଥ ।🙏

    • @mahanamamatrubhasha
      @mahanamamatrubhasha  3 года назад

      ମତାମତ ପାଇଁ ଅଶେଷ ଧନ୍ୟବାଦ ଆଜ୍ଞା

  • @santoshbisoyi8671
    @santoshbisoyi8671 6 месяцев назад +2

    ଫକିର ମୋହନ is my favourite author

  • @rashmiranjanmishra1519
    @rashmiranjanmishra1519 Месяц назад +1

    ଏମିତି। ଆଗକୁପ୍ରଚାର ଚାଲୁରଖ

  • @sigma_inc.
    @sigma_inc. Месяц назад +1

    THANKSS BHAIIII❤❤

  • @prasantsahoo3796
    @prasantsahoo3796 3 года назад +3

    ବହୁତ ସୁନ୍ଦର ଉପସ୍ଥାପନା..

  • @user-ym9kg4bn8o
    @user-ym9kg4bn8o 3 года назад +4

    ବହୁତ ବହୁତ ସୁନ୍ଦର

  • @subashmarndi872
    @subashmarndi872 3 года назад +3

    ଫକୀର ମୋହନ ସେନାପତିଙ୍କ ବିଷୟରେ ଜାଣି ଖୁସି ଲାଗିଲା ଶର ହେଲେ କେବେ ହୋଇଥିଲା ମେଳି ମସିହା ମଧ୍ୟ ଥିଲେ ଆହୁରି ଭଲ ଲାଗିଥାନ୍ତା ।
    ବନ୍ଦେ ଉତ୍କଳ ଜନନୀ ।

  • @ajitnayak621
    @ajitnayak621 3 года назад +4

    There is no words for yr effort to remind us our histroy and to make it reborn which is very very important for this generation

  • @mahabertraders6721
    @mahabertraders6721 3 года назад +2

    bhai nku shree jagannatha ashree bada karantu sara dunia ra khusi diantu ehi shree jagannatha nka nikatare prathana karuchi

  • @hemanandkujur9877
    @hemanandkujur9877 12 дней назад

    Many many Thanks Rajes bro

  • @manjulabalanayak6996
    @manjulabalanayak6996 4 месяца назад +2

    Nice presentation

  • @dibyarani535
    @dibyarani535 3 года назад +2

    Fakirmohan senapati is my favorite writer.thank u.🙏🙏🙏

  • @Uctechnical123
    @Uctechnical123 3 года назад +3

    ବହୁତ୍ ବଢିଆ

  • @trilochanpanda5570
    @trilochanpanda5570 3 года назад +2

    ଧନ୍ୟବାଦ ,,,

  • @zigzag1681
    @zigzag1681 3 года назад +1

    ବହୁତ୍ ସୁନ୍ଦର ଉପ ସ୍ଥାପନା 🙏🙏... .... .

  • @laxminarayanpanda1427
    @laxminarayanpanda1427 3 года назад +2

    ମୂଳ କଥା,ଦେଶୀୟ ଭାବ ଜାଗ୍ରତ କରିବାପାଇଁ ଆପଣଂକ ଉଦ୍ୟମ ସ୍ବାଗତଯୋଗ୍ୟ,ଆମ ଦେଶକୁ ଆକ୍ରାଂତା ବିଦେଶୀମାନେ ବହୁବର୍ଷ ପରାଧୀନ କରିରଖିଲେ,ବର୍ତମାନ ଆମେ ଆମକଥା ଆମକୁ ମନେପକାଇବା ବେଳ,ହଜୁର ଓ ଦେବାନ ଶବ୍ଦ ଦାସତ୍ବର ଚିହ୍ନ,ଆମ ଭାରତୀୟ ବିକଳ୍ପ ଶବ୍ଦବ୍ୟବହାର କରିବା,ଧନ୍ୟବାଦ

  • @malayakumarpanda9899
    @malayakumarpanda9899 2 года назад

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରୟାସ ଜାରି ରଖନ୍ତୁ l

  • @bichitranayak35
    @bichitranayak35 3 года назад +1

    Dhanyabad bahut bhala lagila

  • @purnachandrapattnayak9978
    @purnachandrapattnayak9978 3 года назад +1

    ବହୁତ ଭଲଲାଗିଲା। ଧନ୍ୟବାଦ।

  • @indrajitnaik5150
    @indrajitnaik5150 3 года назад +1

    Bahut Bahut Dhanyabad

  • @jayamrabi7930
    @jayamrabi7930 2 года назад +1

    Dhanyabad bhai itihas saha amamannku jodi rakhiba pae bahut bahut dhanyabad 🙏🏻🙏🏻🙏🏻

  • @lalitmohanmahanta4737
    @lalitmohanmahanta4737 3 года назад +1

    ବନ୍ଦେ ଉତ୍କଳ ଜନନୀ

  • @ghanashyamsarap1800
    @ghanashyamsarap1800 3 года назад +4

    Fakiramohan Senapati Jane Legend

  • @brajamohanbiswal2570
    @brajamohanbiswal2570 3 года назад +1

    Bahut sundar a gapa matebhahut bhallagsi

  • @kabishminyaka3728
    @kabishminyaka3728 3 года назад +1

    ଧନ୍ୟ ଭାଇ

  • @WHITE-up7hr
    @WHITE-up7hr 3 года назад +1

    Dhanyawad sir

  • @Bapun430
    @Bapun430 Год назад +1

    Super kahani

  • @sanjitkumarbiswal155
    @sanjitkumarbiswal155 3 года назад +1

    Apananka voice bahut clear
    Sundar kahani pain dhanyabad

  • @lalitmohanmahanta4737
    @lalitmohanmahanta4737 3 года назад +2

    Nice story superb... Thank you very much for this video

  • @purnachandramahanta7096
    @purnachandramahanta7096 3 года назад +1

    ଉତ୍ତମ ଅତି ଉତ୍ତମ 🙏🙏🙏

  • @shibakumarsahu2400
    @shibakumarsahu2400 3 года назад +1

    Ati sundar lagila mahapurusa nka kahani

  • @papinaik8074
    @papinaik8074 3 года назад +1

    Bhahuta bahut dhanyawad

    • @mahanamamatrubhasha
      @mahanamamatrubhasha  3 года назад

      ମତାମତ ପାଇଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ

  • @damodarsuna8172
    @damodarsuna8172 3 года назад +2

    Ati sundar

  • @user-oc4sm2qn3g
    @user-oc4sm2qn3g 8 месяцев назад

    Mahan purush fakir mohan senapati. Mahan purush nka mahan karma mahan purusha baneideithaye loka nku ❤❤❤❤❤❤❤

  • @mahaviragencies5255
    @mahaviragencies5255 2 года назад +2

    Bahuta Bhala lagila

  • @jyotshnagardeningodia8672
    @jyotshnagardeningodia8672 Год назад +1

    Bahut sundar bhabare kahile,agaku
    Badhantu,odisha mati ra etihas ku apana samastanka agaku anuchanti,amara nua pidhi apananka channel ru bahut kichi sikhi paribe

  • @djstar.3358
    @djstar.3358 3 года назад +1

    ବହୁତ ଭଲ ଜାରି ରଖ

  • @nrusinghcharanpanda1937
    @nrusinghcharanpanda1937 3 года назад +1

    Bahut bahut bahut bahut bahut badhia lagila

  • @siddharthacharya6519
    @siddharthacharya6519 2 года назад +1

    Bahut bhala

  • @sailabalabarik2300
    @sailabalabarik2300 3 года назад +1

    Thanks brother

  • @kaushalyasahu8682
    @kaushalyasahu8682 3 года назад +1

    ଏମିତି ମନେପକାଇ ଦିଅନ୍ତୁ ଅତୀତକୁ ଆଜିର ପିଲାମାନଙ୍କୁ ଧନ୍ୟବାଦ

  • @priyabehera2247
    @priyabehera2247 Год назад +1

    Good

  • @bibekbehera6141
    @bibekbehera6141 2 года назад +1

    Bahut sundar ♥️

  • @bidhuritapradhan8375
    @bidhuritapradhan8375 3 года назад +1

    Thank you brother

  • @sunilsuryakantpanda5388
    @sunilsuryakantpanda5388 3 года назад +1

    Haribol

  • @kantarupradhan5294
    @kantarupradhan5294 18 дней назад +1

    Good
    From Deogarh

  • @sudeepdash8783
    @sudeepdash8783 2 года назад +1

    ମହାନ ଆତ୍ମା ଙ୍କର ଜୟ

  • @jbcreation2588
    @jbcreation2588 3 года назад +1

    Thanks bro

  • @ptcgodisha5499
    @ptcgodisha5499 Год назад +2

    Mo Odisha mo Odisha mo Odisha.......

  • @kirtanbiswal3673
    @kirtanbiswal3673 3 года назад +1

    Very nice highly heart touch salute

  • @sanjaykumardebata8621
    @sanjaykumardebata8621 3 года назад +1

    ଭଲ ଲାଗିଲା

  • @kapilsamal8292
    @kapilsamal8292 3 года назад +1

    Bahuta bhala lagela

  • @manasmalik3821
    @manasmalik3821 3 года назад +2

    Bhai thanks so much

  • @sudhakarpradhan7238
    @sudhakarpradhan7238 3 года назад +5

    Very good effort. But incomplete facts. Who was the king and who send solder to help the king? At that time Keonjhar was under the control of Britisher as the king was paying annual tax to the Britisher. After receiving the letter Madhubabu asked to the Governor General to help the king and accordingly British soldiers invade secretly from northern direction.

    • @gourahariparida4047
      @gourahariparida4047 3 года назад +1

      That is also require. It will give a complete idea and fact.

  • @tikechannanda5412
    @tikechannanda5412 3 года назад +1

    Thank you m.i.l lover

  • @artistuncle3949
    @artistuncle3949 2 года назад +1

    Very nice....

  • @sudhansukumarbal3419
    @sudhansukumarbal3419 3 года назад +1

    Excellent video thank you very much

  • @sangitapadhee2030
    @sangitapadhee2030 3 года назад +1

    ଭଲ ଲାଗିଲା ଭାଇ.

  • @Sandhyarani-yw3dl
    @Sandhyarani-yw3dl 3 года назад +1

    Aati sundro upostaphona sir

  • @barshaartcreation7342
    @barshaartcreation7342 2 года назад +1

    Sir mnu gote katha janibaku chahnuchhi please kahibe ଫକୀର ମୋହନ ସେନାପତିଙ୍କ ଦ୍ଵାରା ଲିଖିତ କାବ୍ୟ ବୌଦ୍ଧାବତାର ର ମୁଖ୍ୟ ପ୍ରସଙ୍ଗ kn

    • @mahanamamatrubhasha
      @mahanamamatrubhasha  2 года назад

      ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।

  • @bhabanibadal5000
    @bhabanibadal5000 3 года назад +4

    High school re gotia chapter thila padhithili. 1990 matric.

  • @sanjaypradhan3662
    @sanjaypradhan3662 3 года назад +2

    Beautifully explained 👌

  • @jatrakisan9868
    @jatrakisan9868 3 года назад +1

    Good news is great story I like u

  • @motarahansdah9923
    @motarahansdah9923 3 года назад +1

    Bharibhala hoicchj.. Amitika kathamruta jari rakhantu

  • @sunilkumarsingh1479
    @sunilkumarsingh1479 3 года назад +1

    Bohut bholo lagila continue..

  • @deba1947
    @deba1947 3 года назад +2

    Excellent

  • @mahaviragencies5255
    @mahaviragencies5255 2 года назад +2

    Super 💕

  • @baapumrk7552
    @baapumrk7552 3 года назад

    I like bhai

  • @bijaysamal9024
    @bijaysamal9024 3 года назад

    Thank you very much

  • @debasishdas8090
    @debasishdas8090 3 года назад +2

    Well narration...God bless u.

  • @adityasonu21
    @adityasonu21 2 года назад +1

    Very nice

  • @sunilkumarbehera3804
    @sunilkumarbehera3804 3 года назад +1

    👌👌💗💗

  • @sukantaswain6382
    @sukantaswain6382 3 года назад +2

    ମୁଁ ପାଠ ପଢା ବହିରେ ପିଲା ଦିନେ ପଢ଼ିଛି ଏବେ ବି ଅଛି କି?

    • @mahanamamatrubhasha
      @mahanamamatrubhasha  3 года назад +1

      ନା, ଏବେ ଆଉ ପାଠ୍ୟକ୍ରମରେ ନାହିଁ ।

    • @sukantaswain6382
      @sukantaswain6382 3 года назад +1

      @@mahanamamatrubhasha ଧନ୍ୟବାଦ୍

  • @padminipradhan2245
    @padminipradhan2245 3 года назад +3

    Bhai se samaya re raja kia thile

    • @mahanamamatrubhasha
      @mahanamamatrubhasha  3 года назад

      ଏହା ଉପରେ ତଥ୍ୟ ପାଇଲେ ମୁଁ ନିଶ୍ଚୟ ଜଣେଇବି

  • @Laxmidhar-l2g
    @Laxmidhar-l2g Месяц назад +2

    Bhai chhota belara kathamane pakei dela ea katha thare paschima odisa ra kichi loka suni baa darakaar eai maane hele odisara bara putra nuhan bharatara baraputra kichhi haamii chora putra odisaku bhaga kari baaku chahunchhanti uthare kankala chhidu srunkhala

    • @mahanamamatrubhasha
      @mahanamamatrubhasha  Месяц назад

      ମତାମତ ପାଇଁ ଅଶେଷ ଧନ୍ୟବାଦ

  • @sagarchandradas8615
    @sagarchandradas8615 3 года назад +1

    Beautiful

  • @LalatenduMohanty1972
    @LalatenduMohanty1972 3 года назад +1

    Proud of you

  • @srjk2711
    @srjk2711 3 года назад +3

    ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଙ୍କ.. ଜୀବନୀ.. ବିଷୟ ରେ ଗୋଟିଏ ଭିଡ଼ିଓ ଆସୁ।

    • @mahanamamatrubhasha
      @mahanamamatrubhasha  3 года назад

      ଆଗକୁ ନିଶ୍ଚୟ ଆସିବ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।

  • @baapumrk7552
    @baapumrk7552 3 года назад +1

    👍👍👍👍👍👍👍👍👍

  • @ankita.m5582
    @ankita.m5582 Год назад +1

    Super

  • @dasharathisethy3034
    @dasharathisethy3034 5 дней назад

    He was Dewan to Britishers.
    He fought against our mother land.
    We have been deprived from indipendence for him & structured by inhuman British rulers as well as by the cruel lease holder so called king.
    As your ward towards praja melli -freedom fighters are not acceptable.
    You should have lessoned well about glory of the keonjhar freedom fighter.
    No doubt fakir mohan senapati is a good writer of the odia literature simultaneous ------pet to English rulers & against our mother land.

    • @biswanathsahu1234
      @biswanathsahu1234 5 дней назад

      Agreed with your comments ,Fact hiding is a heinous crime

  • @ramahariparida9963
    @ramahariparida9963 8 дней назад

    ବାଲେଶ୍ଵରିଆ ❤✌️

  • @bikramtripathy9863
    @bikramtripathy9863 3 года назад +1

    Salute... brother ❤️

  • @saratsahoo6781
    @saratsahoo6781 3 года назад +1

    Nice story