Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ସୁନ୍ଦର କଣ୍ଠଦାନ। କେବଳ ସ୍ଥିରତା ଆଣିବା ସହିତ ଭାବରେ ବୁଡି ଯିବା ଦରକାର ❤
ଏତେ ସୁନ୍ଦର କଣ୍ଠ ଭଗବାନ ଦେଇଛନ୍ତି ମାନେ ଏକାଗ୍ରତା ରଖିବା ଆବଶ୍ୟକ
ସୁନ୍ଦର କଣ୍ଠ ଶୈଳୀ ବହୁତ ଭଲ।ବାର ବାରମ୍ବାର ହସିବା, ଏଣେ ତେଣେ ଆଖିରେ ଈଶାରା ଦେବାରୁ ଭାବ ଓ ଗାମ୍ଭିର୍ଯ୍ୟ ନଷ୍ଟ ହେଉଛି
ରଂଜନ ତୁମେ ଯେତେବେଳେ ଭକ୍ତିମୂଳକ ଭଂଜନ ଗାଉଛ ସେତେବେଳକାର feelings ଟାକୁ ଧରି ରଖ,ଜମା ଏଆଡ଼େ ସେଆଡେ଼ ନ ଚାହିଁ,ଆକୁ ତାକୁ ଅନେଇ ହସା ହସି କରନି,ଈଶ୍ୱର ଦତ୍ତ ସୁନ୍ଦର କଣ୍ଠ ସ୍ବର କୁ ଯଦି ତୁମର ଭଜନ ଗାଇବା ବେଳେ ଟିକେ ଭବାରେ ଗାଇ ପାରନ୍ତ ତେ ବେ ଓଡିଶା ରେ ଚହଳ ପଡ଼ିଯିବ।ଗାଇଲା ବେଳେ ତୁମର body language ଟା light ହେଇଯାଉଛି,ମାନେ ହାଲକା ହେଇଯାଉଛି। ଭଜନ ର lyric ଭାବ କୁ ତୁମେ ମୁହଁରେ ଏବଂ ଶରୀର ରେ ପ୍ରକାଶ ପାଇପାରୁନାହିଁ।ଚେଷ୍ଟାକରିବ,ତୁମ୍ଭଠାରୁ ଓଡିଶା ଭକ୍ତି ସଙ୍ଗୀତ ରେ ଲୁହର ଲହଡି ଖୋଜୁଛି।ଆଶ୍ରିବାଦ ଏବଂ ଶୁଭେଚ୍ଛା ସହ ରହିଲି।
This. Kahicha
Omm Sri sairam 🙏🏻😊
Thik kahila....Ekdam thik
Bilkul ଠିକ @@mamatarout110
ସୁନ୍ଦର ପରାମର୍ଶ
ପ୍ରଚଣ୍ଡ ପ୍ରତିଭା ଧାରୀ କଣ୍ଠଶିଳ୍ପୀ l ପ୍ରଭୁଙ୍କର କରୁଣା ଥିଲେ ତମେ ନିଶ୍ଚୟ ବହୁତ୍ ନାଆଁ କରିଯିବ l
ବହୁତ ସୁନ୍ଦର ହେଇଛି. ପ୍ରଭୂ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ. But one thing,,, audience କୁ ଚାହିଁ ହସିଲେ ମୂଲ୍ୟ ଅଛି, କିନ୍ତୁ side କୁ ଚାହିଁ ହସିଲେ ଅନ୍ୟ ଅର୍ଥ ବୁଝାଏ.
ଭାବ ର ଅଭାବ ଟିକେ ଅଛି ନ ହେଲେ ଗୀତ ବହୁତ ବଢିଆ
ସୁନ୍ଦର ଭଜନ ,ସୁନ୍ଦର କଣ୍ଠ।କିନ୍ତୁ ଭାବର ଅଭାବ ଦେଖାଯାଉଛି।ଆଶା କରୁଛି ତାହା ସୁଧାରିଯିବ।ଧନ୍ୟବାଦ
ପଛପଟେ ମାଲ basichi ମନ କେମିତି ଲାଗିବ
Madam nka name sandhayarani
Vri phulei
ଭାବ ର ଅଭାବ, ଭଗବାନ କଣ୍ଠ ଟି ଭଲ ଦେଇଛନ୍ତି, କିନ୍ତୁ ମହାପ୍ରଭୁ ଙ୍କ ଭଜନ ଗାୟନ ସମୟ ରେ ଏ ଭଳି ଆଚରଣ ବହୁତ୍ ଦୁଃଖ ଦାୟକ।ଉଚ୍ଚାରଣ ଏବଂ ଆଚରଣ ସମାନ ରହିବା ଆବଶ୍ୟକଜୟ ଜଗନ୍ନାଥ
@@user-gurukrupasie to Bhouni Bodhe Sethi pain tu gote Naari ku Maal kahuchu
ଆଖିରୁ ଲୁହ ବାହାରି ପଡୁଚି ତାଙ୍କ ଗୀତ ଓ ଭାବ ଶୁଣି, ଭାଇ ମୋର କୋଟି କୋଟି ପ୍ରଣାମ ❤❤🙏🏼🙏🏼❤❤❤❤❤❤🙏🏼🙏🏼🙏🏼👍
❤❤❤❤ati sundar ହୃଦୟ ସ୍ପର୍ଶ ଭାବ
ଗଗନ ଭାଇ ର କଣ୍ଠସ୍ୱର ଅତି ମଧୁର 🙏🙏🙏
ହୃଦୟ ସ୍ପର୍ଶି ଭାବ ଭରା ଗୀତ ଟିଏ ❤🙏 ଜୟ ଜଗନ୍ନାଥ
ସତ .. କେଡେ ସୁନ୍ଦର ଲାଗୁଛି ତୁମ ଗୀତ,,, ଜୟ ଜଗନ୍ନାଥ କି ଜୟ
ଏପଟେ ସେପଟେ କାହିଁକି ଅନାଉଛୁରେ ବାବା ଭାବର ସମୂଦ୍ର ରେ ବୁଡି କି ଭଜନ ଗାଆରେ ବାବା ବହୁତ ବଢିଆ ଲାଗିବ ବାବାରେ
ମାଆ ସରସ୍ବତୀ କଣ୍ଠରେ ବସିଛନ୍ତି
ବହୁତ ସୁନ୍ଦର କଣ୍ଠ । କିନ୍ତୁ ଭାବର ଅଭାବ ଦେଖିବାକୁ ମିଳୁଛି ।
ଭଲ କରି ସଂଗୀତ ପରିବେଷଣ କରିବା ପ୍ରଥମେ ଶିଖନ୍ତୁ ,ତାପରେ ମଞ୍ଚ ରେ ପରିବେଷଣ କଲେ ହୃଦୟକୁ ଛୁଇଁବ ।
ରଜଂନ ଭାଇ great
Very Nice.କିନ୍ତୁ କେତେକ ସ୍ଥାନରେ ସ୍ପଷ୍ଟ ଶୁଣି ହେଉନାହିଁ।ଧନ୍ୟବାଦ।
ସୁନ୍ଦର ଭଜନ। ସୁମଧୁର ସ୍ୱର।ଆଉ ଟିକେ ଧ୍ୟାନ ରଖା ବାବା।stay blessed
❤❤❤ ଭାଇଙ୍କ ହସ ଯେତିକି ସୁନ୍ଦର ❤❤ଏ ଭଜନ ତାଠୁ ବି ଆହୁରି ସୁନ୍ଦର🙏🙏🙏🙏🙏🙏🎤🎤💐💐💐
Ranjan Bhai you are having an unique voice God bless you
ଅତି ସୁନ୍ଦର
Heart touching voice.God bless you Sir.Jay Jagannath 🙏🏻🙏🏻🙏🏻🙏🏻
God bless you brotherI like it your voice so proud jay shree ram prabhu
ଭକ୍ତି ଗୀତ ରେଭକ୍ତି, ଭାବ ଓ ଏକାଗ୍ରତା ନ ଥିଲେଏମିତି ପରିବେଷଣ କରିବା ଦୟାକରି ବନ୍ଦ କର।ଭଗବାନ ଙ୍କୁ ଅବମାନନା କରାଯାଉଛି।
ଅତି ସୁନ୍ଦର ଭାବରେ ଗାଉଛନ୍ତି ଭାଈ ଆପଣ 🙏🙏🙏
Bahut bahut dhanyavaad disha bhakti ku jaha dyara emiti bhakti bhara gita sunibaku miluchi bhagwaan karantu emiti bahut agaku jaantu jay jagannath🙏🙏🙏🙏🙏
Beautiful Bhajan,,so sweet voice,, God bless you brother
Beautiful very nice best voice thanks 👍👍 from RUKMINI PRODUCTION Jai jagannath jai 🙏🕉️🙏🙏
Vai gi ta bohuta sundarà kintu tame time pass kala Vali lagucha Jay jaganath 🙏🏻
ଭାଇ ହୃଦୟସ୍ପର୍ଶି ଭଜନ, ସୁନ୍ଦର voice, ଜୟ ଜଗନ୍ନାଥ
Tone is same as SUBASH DAS
Bhaba ra ababha dekha deuchhj
Unique and most heart touching voice God bless you brother
ହେ ପ୍ରଭୁ ଜଗନ୍ନାଥ 🙏 🙏 ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର
Unique song unique voice unique music May God bless you
କି ସୁନ୍ଦର କଣ୍ଠ ଭାଇ ବହୁତ୍ ଭଲ ଗାଉଛନ୍ତି
❤ Jay shree Jagannath ❤❤
Very nice performance.wow❤❤❤
Jay Jagannath ranjan Bhai bahuta sundra.
Jai jagannath ❤❤🎉🎉🎉
ଗୀତ ରଚନା◆ଗୁରୁ ଶତପଥୀସଙ୍ଗୀତ◆ମଳୟ ମିଶ୍ରPlease write credit of the song
ପ୍ରଣାମ ସାର୍ 🙏।ଆପଣ ଏ ଗୀତଟି କେବେ ଲେଖିଛନ୍ତି। କେବଳ ଜାଣିବାକୁ ଚାହୁଁଚି,🙏🙏🙏
Mind blowing bhai,Jai Jagannath
Jay jagannath 🙏🙏🙏 nice voice god gift🎉
Supar singer❤❤❤❤❤
Jay jaganath
Sundar voice maa sworasati nkar gift ❤❤❤❤
Ranjan bhai very very nice voice
ମୋ ବେଟା ok👍ମାଡିଚାଲ 🙏🙏ଜୟ ଜଗନ୍ନାଥ 🙏🙏
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ
Excellent singing Ranjan Babu
ସବୁ ଭୁଲୁ ଗୀତ,,,, କେତେ ଭୁଲୁ ଗୀତ ଗାଉଛ
Aahhhhh👌👌👌👌 khub khub sundor 😊
Bahut sundar voice bhai really heart touching song jaya Jagannath 🙏🙏🙏
ଜୟ ଶ୍ରୀଜଗନ୍ନାଥ ବହୁତ ସୁନ୍ଦର
Kn boluchha mo bhai super 🙏🙏🙏🙏
Waooooo. Hrudaya Santi lagila aapanaka voice suni.
Bahut sundar bhajan jay jaganath
ଭଜନ ଖୁବ ସୁନ୍ଦର ଲାଗିଲା
Bahut bhala lagu chi ❤❤❤❤
Fantastic presentation Ranjan
Most distinguished voice God bless you
ଚମତ୍କାର voice.....🎉🎉🎉❤❤❤
❤❤❤bahute sundar bhajan
Amazing voice Ranjan bhai 😘😘
Jay Jagannath 🙏
Jay Jagannatha....Mahaprbu.....Tumakaruna ra. Patantaranahe.
🎉 ସୁନ୍ଦର୍ ଭଜନ ଓ ସୁନ୍ଦର୍ ଗାଇକୀ
ତୁମ ଠାରୁ ବହୁତ୍ କିଛି ଆଶା କରୁଛି
ଭକ୍ତି ଗୀତ ପରିବେଷଣ ସମୟରେ ଭକ୍ତି ପୂତ ସମର୍ପିତ ଭାବ ଭଙ୍ଗୀ ରହିବା ଦରକାର,କିନ୍ତୁ କଣ୍ଠ ଓ ସଙ୍ଗୀତ ବହୁତ୍ ଭଲ ଅଛି,
ଖାଲି ଟିକେ ଭାବରେ ରହିଲେ ହେଲା
Bhai khubsundar gaichanti,
Ati sunder bhajan🙏🙏🙏🙏🙏🙏
Most beautiful voice
Best singer of our state odisha,Vahi
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ
Ati sundar
🙏🙏🙏Jay jaganatha bhai singing is 👌👌👌
Voice of odisha re gale bhala heba
Jai jagannath bhai
Bahut badhia apan nka voice
Love you Bhai good
ଭା ବର,ଅଭାବ
Super bhai
Biutifull.singar❤❤❤
Super
Very nice 👍
Ati Sundar ,Jay Jagannath
Ranjan your voice is heart touching but at the time of singing not try to be disturbed minded. God bless you. Jay JAGANNATH.
Heart touching good voice but absent mind sometime.
Jagannath-MohaprabhuYeakolakarku-bahut-sacktiDeyantu-Hindustanray-teriNamhaou-bahut-beoutifulSong-joyJaganath♥♥♥♥
Very good voice and technical of singing Godbless you thankyou.
Very nice song voice bahut Bhala ❤
ଚମତ୍କାର 👌
Bahut Sundar voice but jou extra classical karucha ,,,,, sethire bhajan mana kami gala pari laguchi, example Sourav Nayak bhaina nkara ete chhota voice hele b kemiti colourful kari deuchanti.... Chamatkar Sourav Nayak legend singer
Nice song bhai and nice tone
Ohhh beautiful.....
You have an amazing voice but it is so thrilling, we can't even understand the proper lyrics $nooffence
Ranjan bhai nku mora bahut bahut dhanyavaad jay jagannath bhai 🙏🙏🙏🙏🙏 pura manaku santi karidela bhai
କଣ୍ଠ ଭଲ ,ଭାବ ନାହିଁ ସ୍ଟେଜ୍ ଶୋ ନା ।
Mind blowing Bhajan & Good voice
Bohut Sundar 🙏🙏🙏🙏
ଜୟ ଜଗନ୍ନାଥ🙏🏼🙏🏼🙏🏼
ବହୁତ ସୁନ୍ଦର କଣ୍ଠଦାନ। କେବଳ ସ୍ଥିରତା ଆଣିବା ସହିତ ଭାବରେ ବୁଡି ଯିବା ଦରକାର ❤
ଏତେ ସୁନ୍ଦର କଣ୍ଠ ଭଗବାନ ଦେଇଛନ୍ତି ମାନେ ଏକାଗ୍ରତା ରଖିବା ଆବଶ୍ୟକ
ସୁନ୍ଦର କଣ୍ଠ ଶୈଳୀ ବହୁତ ଭଲ।
ବାର ବାରମ୍ବାର ହସିବା, ଏଣେ ତେଣେ ଆଖିରେ ଈଶାରା ଦେବାରୁ ଭାବ ଓ ଗାମ୍ଭିର୍ଯ୍ୟ ନଷ୍ଟ ହେଉଛି
ରଂଜନ ତୁମେ ଯେତେବେଳେ ଭକ୍ତିମୂଳକ ଭଂଜନ ଗାଉଛ ସେତେବେଳକାର feelings ଟାକୁ ଧରି ରଖ,ଜମା ଏଆଡ଼େ ସେଆଡେ଼ ନ ଚାହିଁ,ଆକୁ ତାକୁ ଅନେଇ ହସା ହସି କରନି,ଈଶ୍ୱର ଦତ୍ତ ସୁନ୍ଦର କଣ୍ଠ ସ୍ବର କୁ ଯଦି ତୁମର ଭଜନ ଗାଇବା ବେଳେ ଟିକେ ଭବାରେ ଗାଇ ପାରନ୍ତ ତେ ବେ ଓଡିଶା ରେ ଚହଳ ପଡ଼ିଯିବ।ଗାଇଲା ବେଳେ ତୁମର body language ଟା light ହେଇଯାଉଛି,ମାନେ ହାଲକା ହେଇଯାଉଛି। ଭଜନ ର lyric ଭାବ କୁ ତୁମେ ମୁହଁରେ ଏବଂ ଶରୀର ରେ ପ୍ରକାଶ ପାଇପାରୁନାହିଁ।ଚେଷ୍ଟାକରିବ,ତୁମ୍ଭଠାରୁ ଓଡିଶା ଭକ୍ତି ସଙ୍ଗୀତ ରେ ଲୁହର ଲହଡି ଖୋଜୁଛି।ଆଶ୍ରିବାଦ ଏବଂ ଶୁଭେଚ୍ଛା ସହ ରହିଲି।
This. Kahicha
Omm Sri sairam 🙏🏻😊
Thik kahila....Ekdam thik
Bilkul ଠିକ @@mamatarout110
ସୁନ୍ଦର ପରାମର୍ଶ
ପ୍ରଚଣ୍ଡ ପ୍ରତିଭା ଧାରୀ କଣ୍ଠଶିଳ୍ପୀ l ପ୍ରଭୁଙ୍କର କରୁଣା ଥିଲେ ତମେ ନିଶ୍ଚୟ ବହୁତ୍ ନାଆଁ କରିଯିବ l
ବହୁତ ସୁନ୍ଦର ହେଇଛି. ପ୍ରଭୂ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ. But one thing,,, audience କୁ ଚାହିଁ ହସିଲେ ମୂଲ୍ୟ ଅଛି, କିନ୍ତୁ side କୁ ଚାହିଁ ହସିଲେ ଅନ୍ୟ ଅର୍ଥ ବୁଝାଏ.
ଭାବ ର ଅଭାବ ଟିକେ ଅଛି ନ ହେଲେ ଗୀତ ବହୁତ ବଢିଆ
ସୁନ୍ଦର ଭଜନ ,ସୁନ୍ଦର କଣ୍ଠ।କିନ୍ତୁ ଭାବର ଅଭାବ ଦେଖାଯାଉଛି।ଆଶା କରୁଛି ତାହା ସୁଧାରିଯିବ।ଧନ୍ୟବାଦ
ପଛପଟେ ମାଲ basichi ମନ କେମିତି ଲାଗିବ
Madam nka name sandhayarani
Vri phulei
ଭାବ ର ଅଭାବ, ଭଗବାନ କଣ୍ଠ ଟି ଭଲ ଦେଇଛନ୍ତି, କିନ୍ତୁ ମହାପ୍ରଭୁ ଙ୍କ ଭଜନ ଗାୟନ ସମୟ ରେ ଏ ଭଳି ଆଚରଣ ବହୁତ୍ ଦୁଃଖ ଦାୟକ।
ଉଚ୍ଚାରଣ ଏବଂ ଆଚରଣ ସମାନ ରହିବା ଆବଶ୍ୟକ
ଜୟ ଜଗନ୍ନାଥ
@@user-gurukrupasie to Bhouni Bodhe Sethi pain tu gote Naari ku Maal kahuchu
ଆଖିରୁ ଲୁହ ବାହାରି ପଡୁଚି ତାଙ୍କ ଗୀତ ଓ ଭାବ ଶୁଣି, ଭାଇ ମୋର କୋଟି କୋଟି ପ୍ରଣାମ ❤❤🙏🏼🙏🏼❤❤❤❤❤❤🙏🏼🙏🏼🙏🏼👍
❤❤❤❤ati sundar ହୃଦୟ ସ୍ପର୍ଶ ଭାବ
ଗଗନ ଭାଇ ର କଣ୍ଠସ୍ୱର ଅତି ମଧୁର 🙏🙏🙏
ହୃଦୟ ସ୍ପର୍ଶି ଭାବ ଭରା ଗୀତ ଟିଏ ❤🙏 ଜୟ ଜଗନ୍ନାଥ
ସତ .. କେଡେ ସୁନ୍ଦର ଲାଗୁଛି ତୁମ ଗୀତ,,, ଜୟ ଜଗନ୍ନାଥ କି ଜୟ
ଏପଟେ ସେପଟେ କାହିଁକି ଅନାଉଛୁରେ ବାବା ଭାବର ସମୂଦ୍ର ରେ ବୁଡି କି ଭଜନ ଗାଆରେ ବାବା ବହୁତ ବଢିଆ ଲାଗିବ ବାବାରେ
ମାଆ ସରସ୍ବତୀ କଣ୍ଠରେ ବସିଛନ୍ତି
ବହୁତ ସୁନ୍ଦର କଣ୍ଠ । କିନ୍ତୁ ଭାବର ଅଭାବ ଦେଖିବାକୁ ମିଳୁଛି ।
ଭଲ କରି ସଂଗୀତ ପରିବେଷଣ କରିବା ପ୍ରଥମେ ଶିଖନ୍ତୁ ,ତାପରେ ମଞ୍ଚ ରେ ପରିବେଷଣ କଲେ ହୃଦୟକୁ ଛୁଇଁବ ।
ରଜଂନ ଭାଇ great
Very Nice.
କିନ୍ତୁ କେତେକ ସ୍ଥାନରେ ସ୍ପଷ୍ଟ ଶୁଣି ହେଉନାହିଁ।
ଧନ୍ୟବାଦ।
ସୁନ୍ଦର ଭଜନ। ସୁମଧୁର ସ୍ୱର।ଆଉ ଟିକେ ଧ୍ୟାନ ରଖା ବାବା।stay blessed
❤❤❤ ଭାଇଙ୍କ ହସ ଯେତିକି ସୁନ୍ଦର ❤❤ଏ ଭଜନ ତାଠୁ ବି ଆହୁରି ସୁନ୍ଦର🙏🙏🙏🙏🙏🙏🎤🎤💐💐💐
Ranjan Bhai you are having an unique voice God bless you
ଅତି ସୁନ୍ଦର
Heart touching voice.God bless you Sir.Jay Jagannath 🙏🏻🙏🏻🙏🏻🙏🏻
God bless you brother
I like it your voice so proud jay shree ram prabhu
ଭକ୍ତି ଗୀତ ରେ
ଭକ୍ତି, ଭାବ ଓ ଏକାଗ୍ରତା ନ ଥିଲେ
ଏମିତି ପରିବେଷଣ କରିବା ଦୟାକରି ବନ୍ଦ କର।
ଭଗବାନ ଙ୍କୁ ଅବମାନନା କରାଯାଉଛି।
ଅତି ସୁନ୍ଦର ଭାବରେ ଗାଉଛନ୍ତି ଭାଈ ଆପଣ 🙏🙏🙏
Bahut bahut dhanyavaad disha bhakti ku jaha dyara emiti bhakti bhara gita sunibaku miluchi bhagwaan karantu emiti bahut agaku jaantu jay jagannath🙏🙏🙏🙏🙏
Beautiful Bhajan,,so sweet voice,, God bless you brother
Beautiful very nice best voice thanks 👍👍 from RUKMINI PRODUCTION Jai jagannath jai 🙏🕉️🙏🙏
Vai gi ta bohuta sundarà kintu tame time pass kala Vali lagucha Jay jaganath 🙏🏻
ଭାଇ ହୃଦୟସ୍ପର୍ଶି ଭଜନ, ସୁନ୍ଦର voice, ଜୟ ଜଗନ୍ନାଥ
Tone is same as SUBASH DAS
Bhaba ra ababha dekha deuchhj
Unique and most heart touching voice God bless you brother
ହେ ପ୍ରଭୁ ଜଗନ୍ନାଥ 🙏 🙏 ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର
Unique song unique voice unique music May God bless you
କି ସୁନ୍ଦର କଣ୍ଠ ଭାଇ
ବହୁତ୍ ଭଲ ଗାଉଛନ୍ତି
❤ Jay shree Jagannath ❤❤
Very nice performance.wow❤❤❤
Jay Jagannath ranjan Bhai bahuta sundra.
Jai jagannath ❤❤🎉🎉🎉
ଗୀତ ରଚନା◆ଗୁରୁ ଶତପଥୀ
ସଙ୍ଗୀତ◆ମଳୟ ମିଶ୍ର
Please write credit of the song
ପ୍ରଣାମ ସାର୍ 🙏।ଆପଣ ଏ ଗୀତଟି କେବେ ଲେଖିଛନ୍ତି। କେବଳ ଜାଣିବାକୁ ଚାହୁଁଚି,🙏🙏🙏
Mind blowing bhai,Jai Jagannath
Jay jagannath 🙏🙏🙏 nice voice god gift🎉
Supar singer❤❤❤❤❤
Jay jaganath
Sundar voice maa sworasati nkar gift ❤❤❤❤
Ranjan bhai very very nice voice
ମୋ ବେଟା ok👍ମାଡିଚାଲ 🙏🙏ଜୟ ଜଗନ୍ନାଥ 🙏🙏
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ
Excellent singing Ranjan Babu
ସବୁ ଭୁଲୁ ଗୀତ,,,, କେତେ ଭୁଲୁ ଗୀତ ଗାଉଛ
Aahhhhh👌👌👌👌 khub khub sundor 😊
Bahut sundar voice bhai really heart touching song jaya Jagannath 🙏🙏🙏
ଜୟ ଶ୍ରୀଜଗନ୍ନାଥ ବହୁତ ସୁନ୍ଦର
Kn boluchha mo bhai super 🙏🙏🙏🙏
Waooooo. Hrudaya Santi lagila aapanaka voice suni.
Bahut sundar bhajan jay jaganath
ଭଜନ ଖୁବ ସୁନ୍ଦର ଲାଗିଲା
Bahut bhala lagu chi ❤❤❤❤
Fantastic presentation Ranjan
Most distinguished voice God bless you
ଚମତ୍କାର voice.....🎉🎉🎉❤❤❤
❤❤❤bahute sundar bhajan
Amazing voice Ranjan bhai 😘😘
Jay Jagannath 🙏
Jay Jagannatha....Mahaprbu.....Tumakaruna ra. Patantaranahe.
🎉 ସୁନ୍ଦର୍ ଭଜନ ଓ ସୁନ୍ଦର୍ ଗାଇକୀ
ତୁମ ଠାରୁ ବହୁତ୍ କିଛି ଆଶା କରୁଛି
ଭକ୍ତି ଗୀତ ପରିବେଷଣ ସମୟରେ ଭକ୍ତି ପୂତ ସମର୍ପିତ ଭାବ ଭଙ୍ଗୀ ରହିବା ଦରକାର,କିନ୍ତୁ କଣ୍ଠ ଓ ସଙ୍ଗୀତ ବହୁତ୍ ଭଲ ଅଛି,
ଖାଲି ଟିକେ ଭାବରେ ରହିଲେ ହେଲା
Bhai khubsundar gaichanti,
Ati sunder bhajan🙏🙏🙏🙏🙏🙏
Most beautiful voice
Best singer of our state odisha,Vahi
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ
Ati sundar
🙏🙏🙏Jay jaganatha bhai singing is 👌👌👌
Voice of odisha re gale bhala heba
Jai jagannath bhai
Bahut badhia apan nka voice
Love you Bhai good
ଭା ବର,ଅଭାବ
Super bhai
Biutifull.singar❤❤❤
Super
Very nice 👍
Ati Sundar ,Jay Jagannath
Ranjan your voice is heart touching but at the time of singing not try to be disturbed minded. God bless you. Jay JAGANNATH.
Heart touching good voice but absent mind sometime.
Jagannath-Mohaprabhu
Yeakolakarku-bahut-sackti
Deyantu-Hindustanray-teri
Namhaou-bahut-beoutiful
Song-joyJaganath♥♥♥♥