Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Super
Thanks a lot
ଖୁବ୍ ସୁନ୍ଦର ଶବ୍ଦ ସଂଯୋଜନା କୁ ଚମତ୍କାର ସଙ୍ଗୀତ ନିର୍ଦ୍ଦେଶନା । ଅନେକ ଅନେକ ଶୁଭେଚ୍ଛା ଜଗନ୍ନାଥ ଭାଇ 💐 ଅନେକ ସୁନ୍ଦର ସୁନ୍ଦର ଗୀତ ର ଅପେକ୍ଷାରେ ରହିଲୁ ଆମ୍ଭେ । ଅନେକ ଅନେକ ଶୁଭେଚ୍ଛା🎉💐
ଧନ୍ୟବାଦ ଝିଅ l ବୁଢ଼ୀଟେ ହୋଇଥା l
ଅତି ସୁନ୍ଦର ଭଜନଟିଏ ଲେଖିଛନ୍ତି ଜଗନ୍ନାଥ ଭାଇ। ଅଜସ୍ର ଭଲପାଇବା ଆପଣକୁ। ଆଗକୁ ଏମିତି ଜାରି ରହୁ। ଖୁସି ଲାଗିଲା ଗଂଜାମ ମାଟିର ଜଣେ ବ୍ୟକ୍ତିତ୍ଵ ଅଛନ୍ତି, ଯିଏକି ସଂଗୀତ ରଚନା ଓ ନିର୍ଦ୍ଦେଶନା ଦେଉଛନ୍ତି। ଭଗବାନ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ।
Thanks bhai
ଅତି ସୁନ୍ଦର 👌👌🙏
ଧନ୍ୟବାଦ
ଅତି ଉଚ୍ଚକୋଟିର ରଚନା ସହିତ ସୁନ୍ଦର୍ ସ୍ଵର ସଂଯୋଜନା ସାଙ୍ଗକୁ ସୁନ୍ଦର ଗାୟନ ,ଜୟ ଜଗନ୍ନାଥ,ଆମ ଗ୍ରାମର ଗର୍ବ ଆଉ ଗୌରବ ଜଗନ୍ନାଥ ଭାଇ,ପ୍ରଭୁ ଜଗନ୍ନାଥ ତୁମ କୁ ମଙ୍ଗଳ ରେ ରଖନ୍ତୁ ,ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ।
ଧନ୍ୟବାଦ ଆନ୍ନା l ଏମିତି ଆଶୀର୍ବାଦ ପ୍ରଦାନ କରୁଥାଅ l 🙏🙏
ଜୟ ଜଗନ୍ନାଥ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ଶୁଣିବାକୁ ମଧ୍ୟ ବହୁତ ମଧୁର ଲାଗୁଛି । ଜୟ ଜଗନ୍ନାଥ 🙏
ଧନ୍ୟବାଦ ବାବୁ l
ଅତି ସୁନ୍ଦର ଲେଖା ଅତି ସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା JC PROUD OF YOU DEAR ❤❤❤
ଧନ୍ୟବାଦ 💕 😘💕
ଅତି ସୁନ୍ଦର ଗୀତ ରଚନା, ସଂଗୀତ ଓ ଗାୟନ | ଏହି ସୁନ୍ଦର ଗୀତ ପାଇଁ ଜଗନ୍ନାଥ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା | ଜୟ ଜଗନ୍ନାଥ 🙏🙏🙏
ଅଶେଷ ଅଶେଷ ଧନ୍ୟବାଦ ସାର୍ l ପ୍ରଣାମ l 🙏
👌👌 Jaya jagannath 🙏
ଜୟ ଜଗନ୍ନାଥ
ଖୁବ୍ ସୁନ୍ଦର ଭଜନ ❤❤👌👌
ଅତି ସୁନ୍ଦର ଲେଖା ଏବଂ ତା ସାଙ୍ଗ କୁ ସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା । ଅଜସ୍ର ଶୁଭେଚ୍ଛା ଏବଂ ଶୁଭକାମନା
ଧନ୍ୟବାଦ ଭାଇ l ଆପଣଙ୍କ ହାତ ସର୍ବଦା ମୋ ମୁଣ୍ଡରେ ଏମିତି ଥାଉ l 🙏
ବହୁତ୍ ସୁନ୍ଦର ହେଇଚି ଭଜନ ❤ ଜଗନ୍ନାଥ ଭାଇଙ୍କୁ ଢେର୍ ସାରା ଶୁଭେଚ୍ଛା 💐ଜୟ ଜଗନ୍ନାଥ ସ୍ଵାମୀ 🙏
ଧନ୍ୟବାଦ ଭାଇ
ବହୁତ ସୁନ୍ଦର.. ଜଗା ଅଭିନନ୍ଦନ ସହିତ ଶୁଭଚ୍ଛା
Dhanybad didi
jay Jagannath. Very beautiful song.Thank you Jagannath Bhai.Keep it up.God bless you.
Well done jc ..... Awesome ❤so good... excellent...I hv enjoyed a lot.... I hope everyone love this song....keep it up and Never give up....All the best 🎉Love u always ❤❤❤❤
Thanks a lot . Again thank for your support 💕😘
ଅତୀସୁନ୍ଦର ଗିତଟିଏ ହୋଇଛି ଅତିସୁନ୍ଦର କଣ୍ଠଦାନ ଜୟ ଜଗନ୍ନାଥ🙏🙏🙏
ବହୁତ୍ ହି ସୁନ୍ଦର ହେଇଛି l ଆହୁରି ଆଗକୁ ଯାଅ l ଜୟ ଶ୍ରୀ ଜଗନ୍ନାଥ ❤
Dhanybad.keep blessings 🙏
ବହୁତ ବହୁତ ଧନ୍ୟବାଦ ଭାଇ ଅତି ସୁନ୍ଦର ସଂଗୀତ କରିଛନ୍ତି ଚରଣ ଭାଇ ବି ଭଲ ଗାଇଛନ୍ତି 👍
ଧନ୍ୟବାଦ ସୁଶାନ୍ତ ଭାଇ l 🙏
Outstanding Jagannath Bhai
Thanks a lot bhai 🙏🙏
Jay Jagannath🙏, ati sundar lyrics & composition & singing also super ❤
Thanks a lot comedy king 👑 Suman bhai
Thanks
Bahut badhiya 💐💐
Thanks 🙏
ଧନ୍ୟବାଦ madam
Badhia❤
ଜୟ ଜଗନ୍ନାଥ 🙏 । ବହୁତ ସୁନ୍ଦର ଭଜନ ❤
ଧନ୍ୟବାଦ ବାବୁ
Excellent singing music lyrics bahut badhia keep it up
ଧନ୍ୟବାଦ 🙏
❤🎉🎉🎉 Bahut Badhiya heichhi 🎉🎉🎉❤Jai Jagannath
@@pragnyasangeetbhanjanagar2 thanks a lot
Beautiful presentation ❤great lyrics and music❤Regards Lipun das
Thanks bada bhai 🙏
👌🏻👌🏻👌🏻👌🏻👌🏻👌🏻👌🏻👌🏻👌🏻suprrr
🙏🙏
ଗୀତ ଟି ଅତି ମନୋହରାଣି ହେଉଛି, ଜଗନ୍ନାଥ ଚୌଧୁରୀ ଙ୍କୁ ଏବଂ sri ଚରଣ ମହାନ୍ତି ଙ୍କୁ ଏନେକ ଧନ୍ୟବାଦ, ଜୟ ଜଗନ୍ନାଥ
ଧନ୍ୟବାଦ ସାର୍ l 🙏
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି
Excellent lyrics & music.Odisha's future lyricist & musician -JC.Keep it upGod bless you
Thanks a lot bhaina 🙏🙏
Jaga bhai keep it up
Sreecharan is the best Jagannath bless him
ଖୁବ୍ ସୁନ୍ଦର ଲେଖା ହୋଇଛି
ବଢିଆ ହେଇଚି ଭାଇ ଏମିତି ଗୀତ ଲେଖି ଥାଆନ୍ତୁ ଆମକୁ ଶୁଣିଲେ ଭଲ ଲାଗୁଚି
Nice song brother
Just an amazing combo of a perfect voice with a perfect composition ...🙏🏻💖
Ati sundar bhojan . congratulations jagannath sir
Thanks babu
Jai jagannath ❤️
ସୁନ୍ଦର ଭଜନଆଗେଇ ଚାଲନ୍ତୁ
ଧନ୍ୟବାଦ ଭାଇ 🙏
Jay Jagannath
🙏🙏🙏 Jay jagannath
Jai jagannath... Mana ku chuila bhalia Geetati heichi bhai
Thanks a lot bhaina
Jai Sree Jagannath ❤
ଜୟ ଜଗନ୍ନାଥ 🙏
Jai jagannath 🙏
Thanks bhai ❤
Awesome ❤
Jay jaganath 🙏🙏🙏
Everything is perfect about this song, I just loved it .❤❤❤ 🙏 Jay Jagannath 🙏Congratulations Dada 🎉🎉
Thanks babu for your all time soupert
❤🙏🥰
Jay Jagannath Jay Jagannath Jay Jagannath
Jay Jagannath 🙏
🙏Jay jay shree Jagannath 🙏
ଇନଷ୍ଟାଗ୍ରାମ ରେ ଗୀତ ପ୍ରୋମସନ dm bhajanmusic 22
Jay jagannath mahaprabhu ❤🙏🙏
Bhagwan tumaku asirwad karantu jemiti agaku badhiba
Thanks a lot 🙏🙏
Jay Jagannath l ❤
.
Super🩷🩷🩷🩷
Bahut badhiya ❤️
Awesome ❤🎉
Thanks ❤
Jay Jagannath 🙏🙏🙏
Jay jagannath
Jay jagannatha 🙏
Jay Jagannath 🙏🙏
Super
Thanks a lot
ଖୁବ୍ ସୁନ୍ଦର ଶବ୍ଦ ସଂଯୋଜନା କୁ ଚମତ୍କାର ସଙ୍ଗୀତ ନିର୍ଦ୍ଦେଶନା । ଅନେକ ଅନେକ ଶୁଭେଚ୍ଛା ଜଗନ୍ନାଥ ଭାଇ 💐 ଅନେକ ସୁନ୍ଦର ସୁନ୍ଦର ଗୀତ ର ଅପେକ୍ଷାରେ ରହିଲୁ ଆମ୍ଭେ । ଅନେକ ଅନେକ ଶୁଭେଚ୍ଛା🎉💐
ଧନ୍ୟବାଦ ଝିଅ l ବୁଢ଼ୀଟେ ହୋଇଥା l
ଅତି ସୁନ୍ଦର ଭଜନଟିଏ ଲେଖିଛନ୍ତି ଜଗନ୍ନାଥ ଭାଇ। ଅଜସ୍ର ଭଲପାଇବା ଆପଣକୁ। ଆଗକୁ ଏମିତି ଜାରି ରହୁ। ଖୁସି ଲାଗିଲା ଗଂଜାମ ମାଟିର ଜଣେ ବ୍ୟକ୍ତିତ୍ଵ ଅଛନ୍ତି, ଯିଏକି ସଂଗୀତ ରଚନା ଓ ନିର୍ଦ୍ଦେଶନା ଦେଉଛନ୍ତି। ଭଗବାନ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ।
Thanks bhai
Thanks bhai
ଅତି ସୁନ୍ଦର 👌👌🙏
ଧନ୍ୟବାଦ
ଅତି ଉଚ୍ଚକୋଟିର ରଚନା ସହିତ ସୁନ୍ଦର୍ ସ୍ଵର ସଂଯୋଜନା ସାଙ୍ଗକୁ ସୁନ୍ଦର ଗାୟନ ,ଜୟ ଜଗନ୍ନାଥ,ଆମ ଗ୍ରାମର ଗର୍ବ ଆଉ ଗୌରବ ଜଗନ୍ନାଥ ଭାଇ,ପ୍ରଭୁ ଜଗନ୍ନାଥ ତୁମ କୁ ମଙ୍ଗଳ ରେ ରଖନ୍ତୁ ,ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ।
ଧନ୍ୟବାଦ ଆନ୍ନା l ଏମିତି ଆଶୀର୍ବାଦ ପ୍ରଦାନ କରୁଥାଅ l 🙏🙏
ଜୟ ଜଗନ୍ନାଥ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ଶୁଣିବାକୁ ମଧ୍ୟ ବହୁତ ମଧୁର ଲାଗୁଛି । ଜୟ ଜଗନ୍ନାଥ 🙏
ଧନ୍ୟବାଦ ବାବୁ l
ଅତି ସୁନ୍ଦର ଲେଖା
ଅତି ସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା JC
PROUD OF YOU DEAR ❤❤❤
ଧନ୍ୟବାଦ 💕 😘💕
ଅତି ସୁନ୍ଦର ଗୀତ ରଚନା, ସଂଗୀତ ଓ ଗାୟନ | ଏହି ସୁନ୍ଦର ଗୀତ ପାଇଁ ଜଗନ୍ନାଥ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା |
ଜୟ ଜଗନ୍ନାଥ 🙏🙏🙏
ଅଶେଷ ଅଶେଷ ଧନ୍ୟବାଦ ସାର୍ l ପ୍ରଣାମ l 🙏
👌👌 Jaya jagannath 🙏
ଜୟ ଜଗନ୍ନାଥ
ଖୁବ୍ ସୁନ୍ଦର ଭଜନ ❤❤👌👌
ଧନ୍ୟବାଦ
ଅତି ସୁନ୍ଦର ଲେଖା ଏବଂ ତା ସାଙ୍ଗ କୁ ସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା । ଅଜସ୍ର ଶୁଭେଚ୍ଛା ଏବଂ ଶୁଭକାମନା
ଧନ୍ୟବାଦ ଭାଇ l ଆପଣଙ୍କ ହାତ ସର୍ବଦା ମୋ ମୁଣ୍ଡରେ ଏମିତି ଥାଉ l 🙏
ବହୁତ୍ ସୁନ୍ଦର ହେଇଚି ଭଜନ ❤ ଜଗନ୍ନାଥ ଭାଇଙ୍କୁ ଢେର୍ ସାରା ଶୁଭେଚ୍ଛା 💐ଜୟ ଜଗନ୍ନାଥ ସ୍ଵାମୀ 🙏
ଧନ୍ୟବାଦ ଭାଇ
ଧନ୍ୟବାଦ ଭାଇ
ବହୁତ ସୁନ୍ଦର.. ଜଗା ଅଭିନନ୍ଦନ ସହିତ ଶୁଭଚ୍ଛା
Dhanybad didi
jay Jagannath. Very beautiful song.Thank you Jagannath Bhai.Keep it up.God bless you.
Thanks a lot
Well done jc ..... Awesome ❤so good... excellent...I hv enjoyed a lot.... I hope everyone love this song....keep it up and Never give up....All the best 🎉Love u always ❤❤❤❤
Thanks a lot . Again thank for your support 💕😘
ଅତୀସୁନ୍ଦର ଗିତଟିଏ ହୋଇଛି ଅତିସୁନ୍ଦର କଣ୍ଠଦାନ ଜୟ ଜଗନ୍ନାଥ🙏🙏🙏
ଧନ୍ୟବାଦ
ବହୁତ୍ ହି ସୁନ୍ଦର ହେଇଛି l ଆହୁରି ଆଗକୁ ଯାଅ l
ଜୟ ଶ୍ରୀ ଜଗନ୍ନାଥ ❤
Dhanybad.keep blessings 🙏
ବହୁତ ବହୁତ ଧନ୍ୟବାଦ ଭାଇ ଅତି ସୁନ୍ଦର ସଂଗୀତ କରିଛନ୍ତି ଚରଣ ଭାଇ ବି ଭଲ ଗାଇଛନ୍ତି 👍
ଧନ୍ୟବାଦ ସୁଶାନ୍ତ ଭାଇ l 🙏
Outstanding Jagannath Bhai
Thanks a lot bhai 🙏🙏
Jay Jagannath🙏, ati sundar lyrics & composition & singing also super ❤
Thanks a lot comedy king 👑 Suman bhai
ଜୟ ଜଗନ୍ନାଥ
Thanks
Bahut badhiya 💐💐
Thanks 🙏
ଧନ୍ୟବାଦ madam
Badhia❤
Thanks bhai
ଜୟ ଜଗନ୍ନାଥ 🙏 । ବହୁତ ସୁନ୍ଦର ଭଜନ ❤
ଧନ୍ୟବାଦ ବାବୁ
Excellent singing music lyrics bahut badhia keep it up
Thanks a lot
ଧନ୍ୟବାଦ 🙏
❤🎉🎉🎉 Bahut Badhiya heichhi 🎉🎉🎉❤
Jai Jagannath
@@pragnyasangeetbhanjanagar2 thanks a lot
Beautiful presentation ❤great lyrics and music❤
Regards
Lipun das
Thanks bada bhai 🙏
👌🏻👌🏻👌🏻👌🏻👌🏻👌🏻👌🏻👌🏻👌🏻suprrr
🙏🙏
ଗୀତ ଟି ଅତି ମନୋହରାଣି ହେଉଛି, ଜଗନ୍ନାଥ ଚୌଧୁରୀ ଙ୍କୁ ଏବଂ sri ଚରଣ ମହାନ୍ତି ଙ୍କୁ ଏନେକ ଧନ୍ୟବାଦ, ଜୟ ଜଗନ୍ନାଥ
ଧନ୍ୟବାଦ ସାର୍ l 🙏
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି
ଧନ୍ୟବାଦ ଭାଇ
Thanks
Excellent lyrics & music.
Odisha's future lyricist & musician -JC.
Keep it up
God bless you
Thanks a lot bhaina 🙏🙏
Jaga bhai keep it up
Thanks bhai
Sreecharan is the best Jagannath bless him
Thanks a lot
ଖୁବ୍ ସୁନ୍ଦର ଲେଖା ହୋଇଛି
ଧନ୍ୟବାଦ
ବଢିଆ ହେଇଚି ଭାଇ ଏମିତି ଗୀତ ଲେଖି ଥାଆନ୍ତୁ ଆମକୁ ଶୁଣିଲେ ଭଲ ଲାଗୁଚି
ଧନ୍ୟବାଦ ଭାଇ
Nice song brother
Thanks
Just an amazing combo of a perfect voice with a perfect composition ...🙏🏻💖
Thanks a lot
Ati sundar bhojan . congratulations jagannath sir
Thanks babu
Jai jagannath ❤️
Thanks
ସୁନ୍ଦର ଭଜନ
ଆଗେଇ ଚାଲନ୍ତୁ
ଧନ୍ୟବାଦ ଭାଇ 🙏
Jay Jagannath
Jay Jagannath
🙏🙏🙏 Jay jagannath
Thanks
Jai jagannath... Mana ku chuila bhalia Geetati heichi bhai
Thanks a lot bhaina
Jai Sree Jagannath ❤
ଜୟ ଜଗନ୍ନାଥ 🙏
Jai jagannath 🙏
Thanks bhai ❤
ଜୟ ଜଗନ୍ନାଥ 🙏
Awesome ❤
Thanks
🙏🙏
Jay jaganath 🙏🙏🙏
ଜୟ ଜଗନ୍ନାଥ
Everything is perfect about this song, I just loved it .❤❤❤
🙏 Jay Jagannath 🙏
Congratulations Dada 🎉🎉