Malika About South Odisha | Malika Place Untold Truth | Satya Bhanja
HTML-код
- Опубликовано: 5 фев 2025
- #Malika #ମାଳିକା #SatyaBhanja #EndOfKaliyug #KalkiAvatar #MalikaBachana #AchyutanandaMalika #Panchsakha #पंचसखा
"କଳ୍କୀ ଲୀଳା" ପୁସ୍ତକ ପାଇବା ପାଇଁ , ଆପଣଙ୍କ ଠିକଣା ଏହି WhatsApp number ରେ ସେଣ୍ଡ କରନ୍ତୁ।
WhatsApp No - 8763148981
To get "Kalki Leela" Book send your address, 👇
WhatsApp No - 8763148981
Support SATYA BHANJA RUclips Channel
Ph Pay/ GPay/ UPI 87631 48981
Satya Ranjan Bhanja
Bank: Canara Bank
AC no - 110099357568
IFSC -CNRB0009241
Subscribe Satya Bhanja Hindi Channel
/ satyabhanjahindi
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satyabhanjaofficial
Twitter: / satyabhanja
Telegram: t.me/satyabhanja
LinkedIn: / satyabhanja
Instagram: / satyabhanja
Website: satyabhanja.in
Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
ମାଳିକା ବିଷୟରେ ଅଧିକ ଜାଣିବା ପାଇଁ ସତ୍ୟ ଭଞ୍ଜ Telegram Channel Join କରନ୍ତୁ
Telegram: t.me/satyabhanja
Satya vai pranam,,,,Etiki bhagaban nku prathana mor malika sastra ku sara biswa loke janantu,,,,, 🙏🙏
@@prasantadas4616 nischinta janiba Sara biswa
Biranchi Narayan buguda re achi se parala khemundi kahidele bhul se
@@prashabro9145 🙏
Baba pranam baba jou 5 tee gacha besare kahuthelle adhha kahichanti seai gachha besare auu thare kuhantu jajpur town
ପାଗେଳା ବାବା, ଆପଣ ଙ୍କ ଚରଣ ରେ ଅନେକ ଅନେକ ପ୍ରଣାମ 🙏🙏🙏🙏🙏
ବାବାଙ୍କୁ ଆନ୍ତରିକ ପ୍ରଣାମ 🙏🙏
ପାଗଳା ବାବା ଙ୍କୁ ମୋର ଅନନ୍ତ କୋଟୀ ପ୍ରଣାମ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା
ଜୟ ପଞ୍ଚସଖା।। ଜୟ ଜଗନ୍ନାଥ।। ଜୟ ମାଁ ସମଲେଇ 🙏🙏🙏
ପାଗେଳା ବାବାଙ୍କୁ ଆନ୍ତରିକ ପ୍ରଣାମ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା।🙏🙏🙏
ॐଗୁରୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଅଚ୍ୟୁତାନନ୍ଦ ଦେବନମଃ,
ଶ୍ରୀ ଗୁରୁ ସ୍ଵାମୀ ଅନାମ ବ୍ରହ୍ମ ଶରଣ
ଜୟ ଜଗନ୍ନାଥ 🙏🏼🙏🏼🙏🏼
Jay Jagannath swami 🙏🙏🙏🙏 jay panchsakha 🙏🙏🙏🙏🙏 jay baba pagela 🙏🙏🙏🙏
ଜୟ କଳକୀ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ପଞ୍ଚଶଖା ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ବାବାଙ୍କୁ ପ୍ରଣାମ ସତ୍ୟ ଭାଇ ପ୍ରଣାମ ଅତି ସୁନ୍ଦର ପ୍ରୟାସ
🚩🙏ଜୟ ପାଗଳା ବାବା 🙏😭😭😭😭
ସତ୍ୟ ବାବୁ ଓଡ଼ିଶା ବାହାରେ ଭି ଲୋକ ରହୁଛନ୍ତି ଟିକେ ଦୟା କର🙏🙏🙏
ସମ୍ପୂର୍ଣ ସତ୍ୟ ବାବା
ଶ୍ରୀ ହରି ଶରଣ 🙏🏽🙏🏽🙏🏽ଆପଣଙ୍କ ପାଦ କମଳରେ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽
🙏🙏🙏🙏🙏🙏 Jay Shree Krishna 🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏
ଜୟ ପଞ୍ଚସଖା 🙏🙏🙏
ପାଗଳାବାବାଙ୍କୁ ଅନେକ ଅନେକ ଧନ୍ୟବାଦ ସଦାସର୍ବଦା ଆମ୍ଭମାନଙ୍କୁ ଏଭ ଭଳି ବାର୍ତ୍ତା ପ୍ରଦାନ କରନ୍ତୁ ।
ପାଗଳା ବାବାଙ୍କୁ ମୋର ଭୂମିଷ୍ଠ ପ୍ରଣାମ🙏
ଝଗଡେଇ ଗୁମ୍ଫା ଏବେ ମଧ୍ୟ ଅଛି। ଗଞ୍ଜାମ ଜିଲ୍ଲାର ଆସ୍କା ସହର ନିକଟସ୍ଥ ଆସ୍କାରୁ ଭଞ୍ଜନଗର ଯିବା ରାସ୍ତାରେ ପଡ଼େ
ବୁଗୁଡା ର ବୁଦ୍ଧଖୋଲ ! ବିରଞ୍ଚି ନାରାୟଣ କାଷ୍ଠ ନିର୍ମିତ ସୂର୍ଯ୍ୟମନ୍ଦିର ରହିଛି ।
Jay jagannath 🙏💐 jay panchasakha 💐🙏 jay bhakta gana 💐🙏
ଜୟ ଜଗନ୍ନାଥ ଜୟ ପଞ୍ଚସଖା
Jay Jagannath 🙏
Jay Panchasakha 🙏🙏
Pranam Bhakta prabara
Jay Jagannath 🙏🏻🙏🏻🙏🏻🙏🏻🙏🏻Jay Panchasakha 🙏🏻🙏🏻🙏🏻🙏🏻🙏🏻🙏🏻
ପାଗଳ ବାବାଙ୍କୁ ଭକ୍ତିପୂତ ପ୍ରଣାମ ଏବଂ ସତ୍ୟ ବାବୁଙ୍କୁ ଆନ୍ତରିକ ଶୁଭେଚ୍ଛା। ନାନା ମୁନିଙ୍କର ନାନା ମତ ଶୁଣି ଶେଷରେ ମାଳିକା ବିଷୟରେ ଆମ ମୁଣ୍ଡକୁ ଆଉ କିଛି ପ୍ରଶ୍ନ ଆସୁନି।ମତେ ଯାହା ଲାଗୁଛି ମାଳିକା କୁ ନେଇ ଆମ ଓଡ଼ିଶାରେ ନୂଆକରି ଗଢି ଉଠିଥିବା ଆଧ୍ୟାତ୍ମିକ ସଂଗଠନ ଗୁଡ଼ିକ ମଧ୍ୟରେ ପ୍ରାୟ ମହାଭାରତର ବାକିଥିବା ଓଳିଏ ଯୁଦ୍ଧ ହବ।Winner ସଂଗଠନ ରୁ ବୋଧ ହୁଏ କଳ୍କୀ ଦେବ ବଛା ହୋଇ ପାରନ୍ତି।
*ଶେଷରେ ଗୋଟିଏ କଥା, ଯାହା ହେବାର ଥିବ,ତାହା ହବ, ତାକୁ କାହାର ହାତ ଅଛି।
କେବଳ ଏତିକି ଦୁଃଖ ଲାଗୁଛି କି ଗୋଟିଏ ପ୍ରଶ୍ନର ପଚାଶ ପ୍ରକାର ଉତ୍ତର ଶୁଣି ଆମ ସତ୍ୟ ବାବୁଙ୍କ ମନୋବଳ ଦୁର୍ବଳ ନହେଉ।ସତ ହେଉ କି ମିଛ ହେଉ, ଠାକୁରଙ୍କ ଆଲୋଚନା ତ ଚାଲିଛି। ଜୟ ଜଗନ୍ନାଥ।
Great baba 🙏🙏🙏🙏many many many many many thanks Satya vai 🙏🙏🙏koti koti pranam Baba thanks for your advice🙏🙏🙏🙏🙏
pp
Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam satya bhai 🙏🏻 pranam baba
ଜୟ ମାଳିକା ଜୟ ଜଗନ୍ନାଥ ଜୟ ପଞ୍ଚସଖା
Jay Jagannath
Jay gurudev
Jay panchasakha
Jay achuta ram
Jay kalki ram
Jay matadi
Jay shree ram ram
Mo pranam grahan karantu 🙏🙏
Satya ଭାଇ ଦକ୍ଷିଣ ଓଡିଶା ନାମ ଗଞ୍ଜା ବ୍ରହ୍ମପୁର ମଣ୍ଡଳ ଧନ୍ୟବାଦ
Pagala Babanku Sahasra Pranam 🙏
Satya Babu apananku bahut-bahut dhanyabad 🎉
Thanks
Dhanyabad
Jay jagannath.
Jay pancha Sakha.
Jay pujya pagala baba.
Anata koti pranam. 🙏🙏
ବାବା କୋଟି କୋଟି ପ୍ରଣାମ ଆଗକୁ ବଢ଼ାଇବା ପାଇଁ
ପାଗଲା ବାବାଙ୍କୁ ମୋର କୋଟି କୋଟି ପ୍ରଣାମ
Jay Jagannath 🙏 jay pancha sakha
>
Jay panchashakha🙏🙏🙏🙏🙏jay pagala baba and satya vanja vai🙏🙏🙏🙏🙏🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ମାଳିକା ସତ୍ୟ
ସତ୍ୟ ଭାଇ ପଗେଲା ବାବା ଙ୍କୁ ପୂର୍ବ ଓଡ଼ିଶା ବିଷୟ ରେ ପଚାରନ୍ତୁ
Satya babu Jay jagannatha baba jaha samaja ku kahile thiki katha.samasta malika bhakta manaku pacharantu gibana saili kemiti heba darakar.
Bala lagila satya bhanj jay jagnat🙏🙏
🙏🏼🙏🏼🙏🏼🙏🏼🙏🏼
Baba aapananku sata sata pranam
🙏🙏🙏🙏❤️ dhanyavad Satya bhai
Jay prabhu Pagla Baba n jay Panchsakha...
Jay jagannath🙏🙏🙏
Jay sadguru dev vagaban
Pranam pagala baba
Kalahandi re pratekhya debi maa manikeswari🙏
Jay Jagannath ,Baba jou Gajapati Katha kahile taha mo Mahendragiri Parbata ,Thank u
😊😊😊😊😊
Jai panchasakha jay Jagannath.namoste achyuta nadam namoste Jagannathaya namoste Joshabanta Anatam Balaram nom nomh.
Jay Jagannath swami Nayanapathagami Bhobotume....
Jay jagannath swami nayan patha gami bhabatume🙏🙏🙏
ସତ୍ୟ,ବାବୁ,ଆଉ,ଥରେ, ଯାଆ ତ୍ନୁ
Mu apanka sabu video like kare au dekhe
Babanku pranam dhanyabad
Baba nku pranam jay jagannath🙏🙏🙏🙏
Satya Vai Apanaku b bht dhanyabad pranam apana ete kasta sahi aamamananka Pani amruta ra sudha khoji bantuchanti
Shree kalaswar Jay ramswar Jay ho
🙏🙏🙏 jai Jagannath swami Nayana patha gami bhaba tume 🙏🙏🙏🙏🪔🪔🌹🪔
Ram 🌺ram🌺 ram🌺Om. Om
ଅନୁଗୁଳ ଜିଲ୍ଲାରେ ସେମିତି କିଛି ଭକ୍ତଙ୍କ ପୀଠ ଯଦି ଅଛି ତେବେ ଟିକେ ସାମ୍ନା କୁ ଆଣନ୍ତୁ ।।।
ସତ୍ୟ ଭାଇ ଆପଣଙ୍କୁ ଅନୁରୋଧ ରହିଲା,ଆମ ତରଫରୁ ।।
Amme deogarh district Ru ho bhai
ସତ୍ୟ ଭାଇ ମୁ ଅନୁଗୋଳ ଡିଷ୍ଟ୍ ରୁ ଆମ ଅନୁଗୋଳ ଜିଲ୍ଲା ର କିଛି ଲେଖା ଅଛି କି ନାହିଁ ଟିକେ ବାବାଙ୍କୁ ପଚାରିବେ
MY BEST REGARDS FOR THE DEVOTEE AND BEST WORDS FOR YOU ALL VIEWERS...
Jay jagannath, jay ponchasaka ,god bless you Satya bhai
ଉତ୍ତର ଓଡ଼ିଶାର କୋଣ ଅନୁକୋଣରେ କଣ ଅଛି ଦେଖନ୍ତୁ
🙏🙏🙏🙏🙏🙏🙏
Sabu katha satya pagela baba nku dhanyavad suni bahut khushi lagila satya bhanja channel ku madhya dhanyavad
🌅 Jay Jagannath 💩 Sundar Baba and Sotyo Babu🚩 Sotyo sanatana Aba johora.Amiti Jari rohi 🗽
Plz give a description about🙏keonjhar and Mayurbhanja
Pagala babanko charanare moro koti koti pranam jai jagannath jai ponchasakha
ମୁଁ ଗଜପତି ର ଦର୍ଶକ ଆଜ୍ଞା । ସର୍ବଦା ଆପଣଙ୍କ ର ମାଳିକା ଦେଖେ ଓ ମହେନ୍ଦ୍ର ଗିରି ପାହାଡ଼ ଆମ ଗକପତି ପାରଳାଖେମୁଣ୍ଡି ଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । 2 ମାସ ପୂର୍ବରୁ ଆମ ପରିବାର ଯାଇଥିଲୁ ଆଜ୍ଞା । ଦାରୁବ୍ରହ୍ମ ଙ୍କ ମନ୍ଦିର ଓ କୁନ୍ତୀ ମନ୍ଦିର, ଭୀମ ମନ୍ଦିର, ଯୁଧିଷ୍ଠିର ଙ୍କ ମନ୍ଦିର ଓ ଅର୍ଜୁନଙ୍କ ମନ୍ଦିର ଭଗ୍ନ ଓ ଅର୍ଧ ଭଗ୍ନ ଅବସ୍ଥାରେ ଅଛନ୍ତି ।ଜୟ ଜଗନ୍ନାଥ ସ୍ୱାମୀ ।
ଜୟ ପଞ୍ଚସଖା ।
କୋଟ କୋଟି ପ୍ରଣାମ ।
Jay Pancha Sakha
Wow... Satya babu dhanya heigali dakhina odisha Katha suniki..mu rayagada ru belong Kare.
Jay Jagannath..dhanyabad
jhagadei ଗୁମ୍ଫା ର ଗୋଟିଏ video ବାନାନ୍ତୁ
ସତ୍ୟ ବାବୁ ବାବାଙ୍କ କଥା ଅତି ଚମତ୍କାର ବାବା ଙ୍କୁ କୋଟି କୋଟି ପ୍ରଣାମ ବାବାଙ୍କ କଥା କାଳ୍ପନିକ ନୁହେଁ ଭାରତୀୟ ସଂସ୍କୃତି ଶାସ୍ତ୍ର ବେଦ ବେଦାନ୍ତ ଏଭଳି ଯେ ପବିତ୍ର ଭାରତ ବର୍ଷ ରେ ସବୁ ଅସମ୍ଭବ ସମ୍ଭବ ହେଇ ପାରିବ । ବାବାଙ୍କ ଆଶ୍ରମ କେଉଁଠି ଦୟାକରି କୁହନ୍ତୁ । ଜୟ ଜଗନ୍ନାଥ ଜୟ ପଞ୍ଚସଖା ।
Jai jagarnatha swami nayan patha gami bhaba tume jai panchasakha
ଗୁରୁ ଶରଣ
ଭାଇ, କଟକ ଜିଲ୍ଲା ବାଙ୍କୀ ର ଉତ୍ତର ଦିଗ ରେ କାଳିଆ ପାହାଡ଼ କୋଉଠି ଅଛ ମାଳିକା ରେ ଲେଖା ହେଇଚି,
Jay Jagannath swami jay panchasakha
👌👌👌👌👌
ପାଣ୍ଡବ ବଖରା ଟିକେ ଦେଖନ୍ତୁ. ପlଥପୁର ps dompara ବାଙ୍କୀ କଟକ
Saty Bhai apane mo tarafuru Sabu Baba ku kote kote namaskar
Jayjagannath
Jaya Jagannatha.......... Jaya Panchasakha..............
ରଣପୁର ରେ ପାହାଡ଼ ରେ ଯଜ୍ଞ ହେଉଥିଲା ବେଳେ କଳ୍କୀ ଆସିବେ ବୋଲି ଲେଖା ହେଇଚି. ମାଳିକା ରେ ବୋଲି ସେଠାରେ ଲେଖା ହେଇଚି. କେତେ ସତ ସତରେ ମାଳିକା ରେ ଅଛି କି
ହିମାଳୟ ରେ କ,ଣ କଳିକି ଙ୍କ ବାସସ୍ଥାନ କି।ହିମାଳୟ ରୁ କାହିଁକି ଆସିବେ।କୋଉଠି କେଉଁ ମାଳିକା ଓ କେତେ ପୃଷ୍ଟା ରେ ମହାପୁରୁଷ ଲେଖିଛନ୍ତି ଟିକେ ଫଟ ଉଠାଇ ପୋଷ୍ଟ କରିବାକୁ ଅନୁରୋଧ।ଯିଏ ଯାହା ପାଉଛି କହିଯାଉଛି।ମାଳିକା କୁ ଏମାନେ କାଳିମା କରିଦେଲେଣି।ମହାପୁରୁଷ ଙ୍କୁ ଏମାନେ ବଦନାମ କରୁଛନ୍ତି।ହିମାଳୟ ର ନାଁ ମାଲିକାରେ ନାହିଁ।ଏଣୁ ପ୍ରମାଣ ଦିଅନ୍ତୁ।
ASHESHKOTIPRANAM
OK thanks for your Beautiful note
Jay jagarnath
ଭଂଜ ବାବୁ ପଶ୍ଚିମ ଓଡିଶାରେଥିବା ମାଳିକା ବିଷୟରେ କିଛି ଜଣାଇବେକି ?
Satya bhai very very thankyou
Nice.
କଳ୍କୀ ଦେବ ଏବେ ହିମାଳୟରେ ହାଉଆ ଖାଉଛନ୍ତି କି?।
ସତ୍ୟ ଭଇ ଦକ୍ଷିଣ ଓଡ଼ିଶା ବିଷୟରେ କହୁଥିଲ ଯେଉଁ କଥା କହୁ ଥିଲେ । ସେଥିରେ । ତିଗିରିଆ, ଆଠଗଡ଼ ବିଷୟରେ କହି ଆସୁଥିଲେ । ଆଉ । କହିଲେନି । ଆମେ ଜାଣି ବାକୁ ଚାହୁଁଛୁ । ମୁଁ ରୋହନ । ମୋର ଏତିକି ମିନତି
ବୁଗୁଡ଼ା ର ବୁଦ୍ଧଖୋଲ ମନ୍ଦିର ରେ ଯାହାକି ଅଜି ଯାଏଁ ସେଠାରେ ଏକ ଝରଣା ଅନବରତ ବହି ଆସୁଛି
Angul. Bisayare. Kan. Lekhajaichi. Taha. Kuhantu. Jay Jagannath.
Tame anaithaa himalaya ru asibe kalki say pate jaria nadi kula re prabhu lila karuchanti jay guruswami