ପିଆଜ ରସୁଣ ଆମିଷ କାହିଁକି। ପ୍ରବକ୍ତା ମନୋଜ ପ୍ରଧାନ। ପ୍ରଭୁ ଜଗନ୍ନାଥ |Prabakta Manoj Pradhan
HTML-код
- Опубликовано: 25 ноя 2024
- ପିଆଜ ରସୁଣ ଆମିଷ କାହିଁକି। ପ୍ରବକ୍ତା ମନୋଜ ପ୍ରଧାନ। ପ୍ରଭୁ ଜଗନ୍ନାଥ| ଜଗନ୍ନାଥ ପରମ୍ପରା
ଏହି ଭିଡିଓ ରେ କୁହାଯାଇଥିବା କଥା ସମ୍ପୂର୍ଣ୍ଣ ପ୍ରବକ୍ତାଙ୍କ ନିଜସ୍ବ ଏଥିରେ ଯଦି କିଛି ତୃଟି ଥାଏ ତେବେ NP Creationsଚ୍ୟାନେଲ ଦାୟୀ ରହିବ ନାହିଁ।
follow me on -
Instagram- Namita7839
Facebook- Namita Pradhan / / namita.pradhan.543
visit my website for positive updates happening around the world- www.thepositiv...
ହେ ମହାଶୟ ଆପଣଙ୍କୁ ନଳୀସମ୍ରାଟ ଉପାଧି ମିଳିଵାକଥା । ନହେଲେ ନଳୀ ବିଶାରଦ
ଠାକୁର ବଳି ନେଉଛନ୍ତି ସେ କଣ ଆମିଷ ନୂହେଁ,,
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭଵତୁ ମେ
ସୁର ବାବା, ସାରଥି ବାବା, ମନୋଜ ବାବା, ବାଃ ବାଃ ବାଃ ବାଃ 😅😂🤣। ସେଥିରେ ଏଇ ଅନ୍ଧ, ଅଜ୍ଞାନ ମନୁଷ୍ୟ ଗୁଡାକ .
ପ୍ରକୃତ କଥା ହେଲା
ପିଆଜ, ରସୁଣ ଉତେଜକ ଖାଦ୍ୟ
ତେଣୁ ଆମିଷ ବୋଲି କହିଥାଉ
Right
Jay Jagannath
ଅଦା, ଡାଲଚିନି, ଗରମ ମସଲା ବିଷୟରେ କ'ଣ କହିବେ?
ଅଦା ଡାଲଚିନି ପ୍ରଭୁଙ୍କ ରୋଷାଇୟୀ ରେ ପଦେ
ଗରମ ମସଲା , ଡାଲଚିନି କଣ ମାଟିତଳୁ ମିଲେକି
ସବୁଠାରୁ ବଡ ଓ ଅସଲ ଆମିଷ ନିଜର ସ୍ତ୍ରୀ
Right
Jadi Stri Aamisa
Taahele Taaku Kaatiki Khaaei Jaaya
@@skdsingerkumarsaroj655 correct 💯 katha kaila
ଆମିଷ କୁ ଖିଆ ଯାଏ ନାହିଁ, ଯେଉଁ ଜିନିଷ ବ୍ୟବହାର ଦ୍ଵାରା ପୁରୁଷ ଶରୀରରୁ ଏକ ମୂଲ୍ୟବାନ ପଦାର୍ଥ ର କ୍ଷତି ଘଟେ,ତାହାକୁ ଆମିଷ କୁହାଯାଏ,
ପିଆଜ,ରସୁଣ ଆମିଷ
ମିଥ୍ୟା କହିବା ମହାପାପ,
I agree
🙏🏻🌹🙏🏻ଜୟ ଜଗନ୍ନାଥ ଏ ହି ପିଆଜ ଓ ରସୁଣ ଆମିଶ ଠିକ୍ ରେ ବୁଝି ପାରିଲୁ ଧନ୍ଯ ବାଦ
ଭୁଲ କଥା ସମ୍ପୃନ, ପ୍ରଧାନ ବାବୁ ଯୋଉଟା ଜାଣି ନାହିଁନ୍ତି, ମିଛ କଥା ଚାନେଲ ଆଗ ରେ କୁହନ୍ତୁ ନାହିଁ ପ୍ରଥମ ସାଧନା କର ନିଜେ ଜାଣ, ଲୋକ ଙ୍କୁ କହିବ
ଠିକ୍ ଟା କଣ ତମେ କୁହ,
ଯଦି ଜାଣିନ ତେବେ ଅନ୍ୟକୁ ଭୁଲ କହୁଚ କାହିଁକି👍
ହେଲେ ଏ ପୁରାଣ କୁ ମିଥ୍ୟା ମାନେ ଆର୍ଯ୍ୟ ସମାଜ
ସଳା ପାଗଳ ପିଆଜ ରସୁଣର ଓଷଧ ଗୁଣ ଜଣାନାହିଁ
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
Bahut sundar manoj bhai
ଆଜ୍ଞା କୃପାପୂର୍ବକ ଶାସ୍ତ୍ରୀୟ କଥା କୁହନ୍ତୁ l ମନଗଢ଼ା କଥା ଦୟାକରି କୁହନ୍ତୁ ନାହିଁ l ଶାସ୍ତ୍ରକଥାରେ ରୁଚିରଖୁଥିବା ଶ୍ରୋତାମାନଙ୍କୁ ଭୁଲତଥ୍ୟ ପ୍ରଦାନକରି ଦିଗହରା କରନ୍ତୁ ନାହିଁ l 🙏🏻🙏🏻🙏🏻
Right bro
Sata katha kahuchanti se
Se ta thik katha kahuchhanti...mu bhi Vishnu Purana re padhichi....
And tame kichi janina....Sukhila gyana Kain ethi deucha and kahucha mana gadha...jao vishun purana padhiba thare janiba
Like pain kichi na kichi lekhi deucha
Bishnu purana re ee katha ulekha achi apana na dekhiki kahaku blem karantuni.
ଗୋ ମେଧ ଯଜ୍ଞ ରୁ ସପ୍ତ ଋଷି କରି ଥିଲେ ସେ ଗାଈ ରୁ ରସୁଣ ପିଆଜ ମୂଳା ଆଖୁ ହଇ ଛି ପୁଣି ଏ ରାହୁ କେତୁ କଉଠୁ ଆସିଲେ
Right
🙏 ଜୟ ଜଗନ୍ନାଥ
ଗୋମେଧ ଯଜ୍ଞ
ସପ୍ତ ଋଷି
ପିଆଜ
ରସୁଣ
ମସୁର ଡାଲି
ଧନ୍ୟବାଦ
U right
ବହୁତ୍ ସୁନ୍ଦର୍ କଥାଟିଏ ଜାଣିବାକୁ ପାଇଲି।ଧନ୍ୟବାଦ୍
ଏହା ପ୍ରବଚକଙ୍କ ମନଗଢା ଉପାଖ୍ୟାନ । ଏହାର ପ୍ରମାଣ ନାହିଁ
Achi bhai Jay Jagannath
@@googleboytripalone4717 Kou puran re achi
ଆମ ହିନ୍ଦୁ ଧର୍ମ ବଡ଼ ବିଚିତ୍ର ତା ନହେଲେ ଆମର ତେତିଶ କୋଟି ଦେବତା ଥିଲେ ମଧ୍ୟ ଆମର ଆହୁରି ଦେବତାଙ୍କ ଆବଶ୍ୟକ ଆମେ ଠିକ୍ ରେ ତେତିଶ କୋଟି ଦେବତା ପୂଜା କରିପାରୁନୁ ସେଥିରେ ପୁଣି ଜୟ ଗୁରୁ,ଆମା ଭଗବାନ,ସାଇବାବା, ସାରଥୀ, କେତେ ବାବାଙ୍କ ଆବଶ୍ୟକ ପଡୁଛି,ନିରିହ ବିଶ୍ଵାସି ହିନ୍ଦୁ ଜାଣିବା ଦରକାର୍ ଏଭଳି କରି ଆମ ଧର୍ମ କୁ ପଥଭ୍ରଷ୍ଟ, ଲକ୍ଷ୍ୟଭ୍ରଷ୍ଟ କରାଯାଉଛି ଆଉ ଏ ପ୍ରବଚକ ମହାଶୟ କହୁଛନ୍ତି ଦେବତାଙ୍କ ଭିତରେ ରାହୁ ରହି ଅମୃତ ନେଲେ ମୋହିନୀ ରୂପରେ ଥିବା ଭଗବାନ ବିଷ୍ଣୁ ଜାଣିପାରିଲେନି ସବୁ ପ୍ରଭୁଙ୍କ କୃପା ଲିଳା,
ଜୟ ଜଗନ୍ନାଥ ବହୁତ ବହୁତ ଧନ୍ୟବାଦ 👏👏👏
ଭୁଲ୍ ତଥ୍ୟ।ଆମ ଶରୀର ଆମିଷ ନା ନିରାମିଷ
Jay jaganatha manoj bhai
ଧନ୍ୟବାଦ ମନୋଜ ବାବୁ ରସୁଣ ପିଆଜ ଉତ୍ପତି ବିଷୟରେ ଆ ମ ମଣିଷ ସମାଜ କୁ ଜଣାଇଥିବାରୁ ।ନମସ୍ତେ ।
🙏ମସ୍ତକଚ୍ଛେଦନ ପୁର୍ବରୁ ସେ ଅସୁରର ପରିଚୟ କ'ଣ ଥିଲା କହିବେକି ?
2) ଆଳୁ , କଦଳୀ ,ଗାଜର, ସାଲ୍ଗମ୍ , ମୂଳା ଇତ୍ୟାଦୀ , ମୂଳକାଣ୍ଡଜାତିୟ ପରିବା
କାହାର କ'ଣ ପଡିବାରୁ ଭୂମୀ ରୁ ନା ଆକାଶରୁ ସୃଷ୍ଟିହେଲା ?🙏
ରାହୁ ଥିଲା ପୂର୍ବରୁ ତା ପରେ କେତୁ ବାହାରିଲେ
ମୁର୍ଖ, ପାଢ଼ୀ,
ଯୋଉ ଟା ଆମିଷ କୁହାଗଲା ସେହି କଥା ହିଁ ବୁଝ,
ଆଳୁ ମୂଳା କଥା ସଂସାର ରେ ଉଠୁନି ତମର ଉଠୁଚି😂
@@sunlight2357 ସ୍ବରଭାନୁ ନାମକ ଗ୍ରହ ହେଉଛି ଅଖଣ୍ଡଗ୍ରହ ା ସୂର୍ଯାଲୋକଠାରୁ (ସନ୍ ଲାଇଟ୍ ଠାରୁ)
ଅଧିକ ପ୍ରଖର ା ତା'ର ମସ୍ତକ କଟାଯିବା ପରେ, ମସ୍ତକ ଭାଗଟି ରାହୁ ନାମରେ
କୁକ୍ଷାତ ହେଲା ା
ଗୁରୁଦେବ ଶିଷ୍ୟର ଏ "ଭାଗବତ ର ତଥ୍ୟକୁ" କ'ଣ କାଟିଦେଇ ପାରିବେ ? 👈🙏🙏🙏🙏🙏🙏🙏🙏🙏
@@ladukishorepadhy144 ଠିକ୍ ଅଛି,
ତମେ କୁହ ପିଆଜ ଆଉ ରସୁଣ ଜଗନ୍ନାଥ ନାରାୟଣ ମହାଦେବ ଙ୍କ ପାଖେ ଭୋଗ ରେ ଲାଗୁନି,
ସେ ତା କାହାଣୀ କହିଲା
ତମେ ଭଗବତ ରେ ପଢ଼ି ଯାହା ଜାଣିଛ କୁହ ,
ମୁଁ ଟିକେ ଜାଣିବି,ନିଜକୁ ଧନ୍ୟ ମନେ କରିବି।
ଜୟ ଜଗନ୍ନାଥ
ଜଣେ ପଣ୍ଡିତ କହୁଥିଲେ କୁକୁର ପେ# ହେଉଛି ପିଆଜ ଆଉ ଷଣ୍ଢ ପେ# ହେଉଛି ରସୁଣ। କେଉଁଟା ଠିକ୍। ଆପଣଙ୍କ କଥା ନା ତାଙ୍କ କଥା।
😅😅😅😅😅
🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
ଅତ୍ୟନ୍ତ ସୁନ୍ଦର କଥାମୃତ
ସୁନ୍ଦର ବିଶ୍ଳେଷଣ । ଧନ୍ୟବାଦ
Jay jagannath swami nayan patha gami bhavah tume
Gai r hadaru rasun
Gai massru piaja
Joyguru, joy Jagannath, Manoj sir thanks very much, hele eha keu puranare praman rahichhi kahuthile bhal huanta
Bahut sundar kathha kahile angya
ପଣ୍ଡିତ ମହାଶୟ ମୋ ଗୋଟିଏ ପ୍ରଶ୍ନ ଅସୁର ତୋ ଅମୃତ ପାନ କଳା ତାର ରକ୍ତ କେମିତି ଅସୁର ରକ୍ତ ହେଲା ବିଷ ରକ୍ତ ନୁହେଁ ଅମୃତ ରକ୍ତ ।
The best
ସାର୍ ଆପଣ ଭୁଲ କହିଲ
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
ଜୟ ହନୁମାନ 🚩🚩🌲🌿☘️🌳🌱🌺
ଜୟ ପଞ୍ଚସଖା 🚩🚩🌳🌿☘️🌲🌱
ଜୟ ଦାଓ ମହାରାଜା 🚩🚩🌿🌿🌲🌱
ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
ଜୟ ସୁଦର୍ଶନ 🚩🚩🌲🌲🌺🌺
ଜୟ ପତିତ ପାବନ ବାନା 🚩🚩
Omm Namha sivya
Jay jagannatha ❤❤❤❤
Vary nice story jaya jagannath
🙏ଜୟ ଜଗନ୍ନାଥ ସ୍ୱାମୀ 🙏
Hare Krishna
Jay Jagannath jay panchasakha.
Jay shree Narayan
😊
ସ୍କନ୍ଦପୁରାଣରେ ଏହି ଉପାଖ୍ୟାନଟିର ସମ୍ପୂର୍ଣ୍ଣ ବର୍ଣ୍ଣନା ଅତି ଉତ୍ତମ ଭାବରେ ହୋଇଛି |
Scanda purana re kana barnana heichi dayakari kahibeki?
ଅଟୋର ଡିଖେ ନଇଁ କୋଈ ଜନଜେଗି ବୋ କବ ଗର୍ମ କବ କୋଲ ସେ କେଉଁଠି ଥଏୟ 🌏
Jay Jagannath nat
ମୋହିନୀ ରୂପୀ ବିଷ୍ଣୁ।
Jay jagannath apanajeu katha t bujheile apananku koti pranam hele k u thi re prama n achhi kahithile bhala hoithanta
ସିଏ ଜାଣିଥିଲେ ସିନା କହିବ 🤣🤣
Jay sri ram 🙏💖🙏💖🙏🌹🌹🚩
Jay jay Jagannath 🙏🙏🙏
Jay Jagannath 🙏🙏🙏 Swami nayana Patha gami bhabatume 🙏🙏🙏
ଏମାନେ ସବୁ ପାଗଳ ରେ
Jai jagannath
କାଇଁ ଲୋକଙ୍କୁ ଵୋକା ବନଉଚ
ପ୍ରମାଣ କଣ ଅଛି ଖାଲି କହିଲେ ହେବ ନାହିଁ
Dhnyabad🙏🙏🙏
ଜୟ ଜଗନ୍ନାଥ ||
ଶାସ୍ତ୍ର ଅନୁସାରେ ପିଆଜ ଓ ରସୁଣ କୁ କଦାପି ଆମିଷ ବୋଲି ବର୍ଣ୍ଣନା କରାଯାଇନି । ଶାସ୍ତ୍ର ଅନୁଯାୟୀ ଖାଦ୍ୟ କୁ ୩ ଭାଗରେ ବିଭକ୍ତ କରାଯାଇଛି । ୧. ସାତ୍ଵିକ ୨. ତାମସିକ ୩. ରାଜସିକ । ପିଆଜ ଓ ରସୁଣ ତାମସିକ ଖାଦ୍ୟ ର ଅନ୍ତର୍ଭୂକ୍ତ ହୋଇଥିବାରୁ ଏହାକୁ ପୂଜା ଓ ପାର୍ବଣ ଦିନରେ ତଥା ମନ୍ଦିର ଓ ଧର୍ମ ସଂସ୍ଥାନ ରେ ନିବାରଣ କରାଯାଏ । ଅଧିକ ତଥ୍ୟ ପାଇଁ ମୋ ସହ ଯୋଗାଯୋଗ କରନ୍ତୁ ।
Ty sir 🙏🙏for this amazing story of Onion and garlic...
Joy Jagannath
Koutharu rhi prasanga t anile angyaaa.... 🙏
Jay Jagannath Jay Jagannath Jay Jagannath 🙏🏻🌹🙏🏻🌹🙏🏻🌹🙏🏻
Hare Krishna 🙏
Apananku anek dhanyabad
Jay Jagannath 🙏
Apanakna charanarabindare mora koti koti prana
Mu sunichi Mula bi aamisha
Jaya jagnntha swmy
ଗାଲୁଆ ଗପ
Great. ..gaya
Raipur
ଯଥାର୍ଥତା ମନକୁ ଛୁଇଁଲା ନାହିଁ l
Dhanyavad guruji
Apan michha kahuchhanti🙏🙏🙏🙏plese amiti karani 💯 to 💯 varasa karibeni loko🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
guruji nku koti koti pranam Jay jagannath guruji Jay jagannath Jay jagannath Jay jagannath Jay jagannath Jay jagannath Jay jagannath
ବ୍ରହ୍ମବୈବର୍ତ୍ତ ପୁରାଣ ପଢନ୍ତୁ ତା ପରେ ଏଇ ବିଷୟ ଟି କହିବେ କାଳ୍ପନିକ କଥା କୁହନି ଆପଣ କହିଥିୀବା କଥା ର ପ୍ରମାଣ କୋଉ ପୁରାଣ ରେ ଅଛି କୁହନ୍ତୁ
Right sir
Righe sir
Tahale kan sata plz kuha
Kan na kahila pura in swing
Sata Katha Samastanku Pitaa Lage....😡😡😡
ଗୋଟେ କଥା ବାବା ଯଦି ରାହୁ କି କେତୁ ଠାରୁ ପିଆଜ ରସୁଣ ସୁଷ୍ଟି ତା ହେଲେ ପିଆଜ ରସୁଣ କଣ ଆମ୍ବୃତ କି କାରଣ ସେ ରାହୁ କେତୁ କର ରକ୍ତ ରେ ତିଆରି ହୋଇଛି ଯେତେ ବେଳେ ସେ ଆମ୍ବୃତ ପାନ କରି ଥିଲେ ଏ ପଶ୍ନ ତୁମ ପାଇଁ ଭଗବାନ୍ କୁ ମୁ ମାନେ ତାଙ୍କୁ ନେଇ କି ମୋର କିଛି ପ୍ରଶ୍ନ ନାହିଁ ଏ ପ୍ରଶ୍ନ ତୁମ ପାଇଁ 🙏 ଜୟ ଜଗନ୍ନାଥ 🙏
ଜୟ ଶ୍ରୀ ଜଗନ୍ନାଥ ଦେବ 🕉️🕉️🙏🙏🕉️🕉️
Bahut Sundar bhabare bujhaile 🙏
Nice
ଜୟ ଜଗନ୍ନାଥ
Jay Jagannath Swami Nayana Pathagami Bhaba Tume 👏👏👏
Nice explain tq
Thanks for your religious motivasation. 🙏
Thanks sir
Very nice Manoj Bhai
ବାଳ ନା
ସାର୍ ମୃଦଙ୍ଗ ଜନ୍ମ କଥା କୁହନ୍ତୁ l
Jay Jagannath 🙏❤️😘
Kalia nanaJay jagannath 🙏🙏🙏
🙏🌹ଜୟ ଜଗନ୍ନାଥ 🌹🙏
Jai ଜଗନ୍ନାଥ
Jay jagannath swami 🙏
Om Jay Shree Jagannath ji ki jay ho
Jay Jagannath 👍 apananku bahut dhanyabad
Jay Jagannath Mahaprabhunka charanara bindare bhakti bhara pranam .🥰🙏
ମନୋଜ ଭାଇ ମୋର ପ୍ରଣାମ ଗୃହଣ କରିବେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🙏🙏
Katha ti kalpanika bhali laguchi without losic
Jay Jaganath Radhe Radhe prabhuje 🙏 ♥
ruclips.net/video/4YFpSdBJVhY/видео.html
Sir 🙏🙏🙏
ପୁରା ସଂପୁର୍ଣ୍ଣ ଭୁଲ୍ କଥା 😀😀😀😂😂😀
Manoja bhai jay jagannath 🙏🙏🙏🙏
ହେ ପ୍ରଭୁ 🙏🏼🙏🏼🙏🏼
Aeta pura kalpanika laguchi.....
🙏Jay jagannaath 🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🌹🙏
🙏🙏🙏
Very interesting