ନିଆଳୀମାଧବ ନାମରେ ଖ୍ୟାତ 🙏

Поделиться
HTML-код
  • Опубликовано: 8 сен 2024
  • Follow me on instagram: / unleash_the_devill
    Madhava Temple, (Sanskrit:माधव देवालय ), (Odia:ମାଧବ ଦେଉଳ) is the temple dedicated to Lord Vishnu. It is located at the Madhab village of Niali block in Cuttack district, Odisha. Madhab Temple at Niali built by Ananga Bhima Deva III in 13th Century AD.
    Location: maps.app.goo.g...

Комментарии • 25

  • @riteshrout1974
    @riteshrout1974 3 месяца назад +2

    Jay Prabhu Madhaba 🙏🙏🙏

  • @vuncupyrdvb6026
    @vuncupyrdvb6026 3 месяца назад +2

    Jay Prabhu Madhaba

  • @PinkuSamal-pm2hf
    @PinkuSamal-pm2hf 3 месяца назад

    Jay prabhu har har Mahadev

  • @samirsethi9747
    @samirsethi9747 3 месяца назад +2

    ଭଲ ଜାଗା ବହୁତ ଭଲ ଭିଡିଓ ❤କରୁଛ ପୁରା ସୁପର ଭଗବାନ ସମସ୍ତ କୁ ଭଲରେ ରଖନ୍ତୁ ❤

  • @astaragmohapatra-em1xb
    @astaragmohapatra-em1xb 3 месяца назад +2

    Love from Narsinghpur 🩷

  • @narasingaraokanapaka3541
    @narasingaraokanapaka3541 3 месяца назад +2

    Nice vidio sir, your English description is helpful to worldwide tourists

  • @amarjeetbharatidas
    @amarjeetbharatidas 2 месяца назад

    ବହୁତ ଭଲ ଲାଗିଲା, ଧନ୍ୟବାଦ 🙏

  • @diptimayamishra6975
    @diptimayamishra6975 3 месяца назад +1

    Bhai please shishuannta matha ku asantu 🙏🙏🙏

  • @kalucharankalu
    @kalucharankalu 3 месяца назад +1

    Nice bhai

  • @SesadebDalai-nn9pw
    @SesadebDalai-nn9pw 3 месяца назад +2

    Mora bhai first live ahi vd re.... Bohut sunder heichi mandira 🙏🙏🙏

  • @chinmayemohanty5296
    @chinmayemohanty5296 3 месяца назад +2

    Bhai chatia bata video gote asu😊

  • @user-mp8xy8pg3p
    @user-mp8xy8pg3p 3 месяца назад +1

    ପୁରୀ ରେ ଦୁର୍ଗା ମାଧବ ଉପାସନା ସ୍ଵତନ୍ତ୍ର। ଶ୍ରୀମନ୍ଦିର ର ଦକ୍ଷିଣ ପଶ୍ଚିମ କୋଣରେ ମେଘନାଦ ପାଚେରୀ ରେ ଦୁର୍ଗା ମାଧବ ଙ୍କ ମନ୍ଦିର ଅଛି। ଯାହାଙ୍କୁ ଦର୍ଶନ କରି ଗଜପତି କାଞ୍ଚି ଅଭିଯାନ ରେ ବାହାରିଥିଲେ। ଷୋଳପୂଜା ସମୟରେ ଏକ ଗୁପ୍ତ ଗୁଣ୍ଡିଚା ହୁଏ, ଯେଉଁଥିରେ ଏକାଠି ଦୁର୍ଗା ଓ ରତ୍ନସିଂହାସନ ରେ ଉପାସିତ ମାଧବ ଏକାଠି ରୁନ୍ଧା ହୋଇ ପ୍ରଥମେ ବିମଳା ମନ୍ଦିର କୁ ଓ ପରେ ଦୋଳମଣ୍ଡପ ସାହି ର ନାରାୟଣୀ ମନ୍ଦିର କୁ ବିଜେ କରନ୍ତି। ଏହାକୁ ଶାକ୍ତ ଗୁଣ୍ଡିଚା ମଧ୍ୟ କୁହନ୍ତି। ପୁରୀ ର ପୁରୁଣା ଘର ମାନଙ୍କରେ ଏବେ ବି ଦୁର୍ଗା ମାଧବ ଙ୍କ ଚିତ୍ର ଅଙ୍କନ ହୋଇ ପୁଜା ପାଆନ୍ତି।
    ତେଣୁ ଏଠି ମାଧବ ଙ୍କ ନାଁ ଦୁର୍ଗା ମାଧବ ନାଁ ଏଠି ମାଧବ ଙ୍କ ସହ ଦୁର୍ଗା ପୂଜା ହେଉଛନ୍ତି, ସେକଥା ବୁଝି ହେଲାନି।
    ପୁରୀ ବାସିନ୍ଦା ହେଇ ଏବେ ବି ଏହା କେମିତି ଜଗନ୍ନାଥ ଙ୍କ ମାମୁଁ ଘର ବୋଲି କୌଣସି ଆଡୁ ଜାଣି ପାରିଲି ନାହିଁ। କିନ୍ତୁ ଅଣସର ରେ ଫଳ ଓ ପ୍ରଥମାଷ୍ଟମୀ ରେ ଜଗନ୍ନାଥ ଙ୍କ ପାଇଁ ଭାର ନେଇ ଅତି ସ୍ନେହ ରେ ନିଆଳି ରୁ ଆସନ୍ତି। ଗତ କିଛି ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଭକ୍ତ ଙ୍କ ଭାବ କୁ ସମ୍ମାନ ଜଣାଉଛି।
    ପ୍ରାଚୀ ନଦୀ ତଟ ର ଅଷ୍ଟଶମ୍ଭୁ ଙ୍କ ସହ ଅଷ୍ଟ ମାଧବ ଙ୍କ ଦର୍ଶନ ର ଇଛା ଅଛି। ଦେଖାଯାଉ କେବେ ପୂରଣ ହେଉଛି।

    • @UnleashtheDevil85
      @UnleashtheDevil85  3 месяца назад

      Dhanybaad. Jetiki katha hei janili hueta rani gundichanka bapanka saha kichhi relation achhi sethipain mamu ghara boli kahuchhanti.

  • @tilottamanayak2828
    @tilottamanayak2828 3 месяца назад

    Jay Prabhu madhaba