ବୁଢା ଶଙ୍ଖାରି || Budha Sankhari, Heart touching Odia Story.

Поделиться
HTML-код
  • Опубликовано: 14 мар 2021
  • ବୁଢା ଶଙ୍ଖାରି || #Budha Sankhari,କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚନା ,# Heart touching Odia Story
    #DdOdia #DdOdisha #DdBhubaneswar #BudhaSankhari
  • РазвлеченияРазвлечения

Комментарии • 1,8 тыс.

  • @ShambhuJhankar
    @ShambhuJhankar 2 месяца назад +167

    2024 ଏଇ ଵୁଢା ଶଙ୍ଖାରି କାହାଣୀ ଟିକୁ କିଏ କିଏ search କରିଦେଖିଛ ସେମାନେ like. କରନ୍ତୁ

    • @aratisahu1884
      @aratisahu1884 Месяц назад +4

      Ame abe auu search karunu bhai because abe ae topic +3 4th semester elective boook re achi

    • @jayantisahu7676
      @jayantisahu7676 21 день назад

      yes 💯 ❤ ❤ ❤

  • @Madhaba_Dora
    @Madhaba_Dora 6 месяцев назад +367

    ଖୁବ୍ ସୁନ୍ଦର ଅଭିନୟ ହେଉଛି! ସ୍କୁଲ ବେଳର କଥା ମନେ ପଡିଗଲା ସେହି ନବମ ଶ୍ରେଣୀ ର ଏକାଙ୍କିକା - ବୁଢ଼ା ଶୃଙ୍ଖରି (ଯେଉଁମାନେ ୨୦୨୪✋ରେ ଦେଖୁଛ )👍👍👍

  • @IswarPrasadJena
    @IswarPrasadJena 2 месяца назад +13

    ଅତୀତ ଏମିତି ଏକ ଫୁଲ ଟିଏ.. ଯେତେ ବାସି ହୁଏ ସେତେ ବାସୁ ଥାଏ ❤ମୁଁ ଖାଲି ଏତିକି କହିବି.. ଦେଖିଲା ପରେ ବହୁତ ବହୁତ ବହୁତ ବହୁତ କାନ୍ଦିଚି 😭ଏ କାହାଣୀ ନବମ ଶ୍ରେଣୀ ର ଗଳ୍ପ. ଯାହା କି ଆମ ହୃଦୟର ସ୍ମୃତି ହେଇ ରହି ଯାଇଛି ତା ସହିତ DD1 ସେଇ ଅଧ୍ୟ୍ୟୟ.. ରବିବାର 4 ଟା ରେ ଆମ ସ୍ମୃତି କେବେ ବି ଭୁଲି ହୁଅନି...

  • @sanjaykumarjena7862
    @sanjaykumarjena7862 3 года назад +673

    ନବମ ଶ୍ରେଣୀରେ ଏହି ଗଳ୍ପ ଟିକିଏ କିଏ ଦେଖୁଛି👍Like କର।

  • @MickeyMad
    @MickeyMad 3 года назад +1418

    ଇଛା ହଉଚି ପୁଣି ସ୍କୁଲ କୁ ଫେରିଯିବାକୁ... ନବମ କ୍ଲାସ୍ ର ସାହିତ୍ୟ ବହି କଥା ମନେପଡିଗଲା.. ଅତି ସୁନ୍ଦର ଗପ.. ଖୁବ୍ ସୁନ୍ଦର ଅଭିନୟ.. Thank you DD Team

  • @pruthwirajrana7268
    @pruthwirajrana7268 3 года назад +388

    ବୁଢା ସଙ୍ଖାରୀ ଗଳ୍ପଟି ସେହି ପିଲା ଦିନରେ ପଢିଥିବା କଥା ମନେପକାଇ ଦେଇଛି ଅତି ସୁନ୍ଦର ।

  • @safetytalks775
    @safetytalks775 Год назад +12

    ଆଖିରୁ ଲୁହ ଆସିବା ବଡ଼ କଥା ନୁହେଁ।।
    ସତରେ ଜୀବନ୍ତ କାହାଣୀ ଓଡ଼ିଆ ମାଟିର,
    ମନେପଡେ ସ୍କୁଲ କଥା ସତରେ
    ସେ ପୁରୁଣା ଦିନ ସବୁ ଆଖି ଆଗରେ ନାଚି ଗଲା ଭଳି ଲାଗୁଛି।।
    ଧନ୍ୟ ତୁମେ ଅଭିନୟ ଆଊ ଗଳ୍ପ ରଚନା।।
    ଜୟ ଜଗନ୍ନାଥ 🙏💐🙏

  • @user-zd8kd2dw6t
    @user-zd8kd2dw6t 3 года назад +318

    ଓଡ଼ିଆ ମୋ ଗର୍ବ । ଓଡ଼ିଆ ମୋ ସ୍ବାଭିମାନ। ଓଡ଼ିଆ ର ପ୍ରତ୍ୟେକ କ୍ରୃତି ଓ ସ୍ରଷ୍ଟା ଙ୍କୁ ପ୍ରଣାମ।

  • @pramodmallik
    @pramodmallik 2 года назад +40

    ଛାତ୍ର ଥିଲାବେଳେ ଏହି ଗଳ୍ପ ଆମ ସାହିତ୍ୟ ପାଠ୍ୟକ୍ରମ ରେ ସାମିଲ ଥିଲା।ବୋଧହୁଏ ଗଳ୍ପଶ୍ରୀ ବହି ର ନାମ ଥିଲା।ଅତ୍ୟନ୍ତ ମର୍ମସ୍ପର୍ଶୀ ହୃଦୟ ବିଦାରକ ଦୁଃଖ ଗଳ୍ପ।ବୁଢା ସଁଖାରି ଭୂମିକାରେ କଳାକାର ଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ହୋଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର କୁ ଧନ୍ୟବାଦ ଏପରି ଏକ ଅମର ଗଳ୍ପ କୁ ଚଳଚିତ୍ର ମାଧ୍ୟମରେ ଜୀବନ୍ତ କରିଥିବାରୁ।

  • @asishrout9142
    @asishrout9142 3 года назад +25

    ଓଡ଼ିଆ ସବୁଠୁ ବଢ଼ିଆ 👍

  • @SaMurmu-wu2ze
    @SaMurmu-wu2ze 2 года назад +11

    ବଢିଆ ଅଭିନୟ ବୁଢ଼ା ଶଙ୍ଖାରୀ ସାର 👍👌

  • @biswapuja915
    @biswapuja915 2 года назад +113

    ବହୁତ ସୁନ୍ଦର ଗଳ୍ପଟେ
    ପିଲା ଦିନ କଥା ପୁଣି ଥରେ ମନେ ପଡିଗଲା😊😊😊
    DD 1 ରେ ଏମିତି program ଆଉ ମିଳୁନି

  • @subashchandrabehera9494
    @subashchandrabehera9494 2 года назад +10

    Thank you DD Odia ଏହି ବୁଢ଼ା ଶଙ୍ଖାରି ଗଳ୍ପ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଗଳ୍ପ ସେହି ପିଲା ସମୟର ମନେପଡେ l ଧନ୍ୟବାଦ DD Odia । ଜୀବନ ଆରମ୍ଭ କରିଥିବା ପୂର୍ବରୁ ସମୟ ଚକ୍ର‌ ର ସମୟ କେତେବେଳେ ଯେ, ବଦଳାଇ ଦେଲା ତାହା କେବେ କହିହେବ ନାହିଁ ।🙏🙏🙏🙏

  • @spchannel4418
    @spchannel4418 3 года назад +401

    ଆଃ କି ଦୁଃଖ କାହାଣୀ! ବହୁତ୍ ଦିନ ପରେ ଆଖୀ ରେ ଲୁହ ଆସି ଗଲା, ସମସ୍ତଙ୍କର କି ନିଖୁଣ ଅଭିନୟ,! ହୃଦୟ ବିଦାରକ କାହାଣୀ। ଆଜି କାଲି ର କଳାକାର ମାନେ କିଛି ଶିଖନ୍ତୁ। କାହାଣୀ ଟି କୁ ଦେଖିବାକୁ ସୁଯୋଗ ଦେଇ ଥିବାରୁ ଧନ୍ୟବାଦ।

    • @jagannathjena7701
      @jagannathjena7701 3 года назад +12

      Ajira generation pila mane bahut agaku jai barbad adaku muhainchhanti..he prabhu samastanku sadbudhi dio🙏pila belara movie & songs ru bahut kichhi sikhibaku miluthila bt now not 😔😔

    • @jagannathjena7701
      @jagannathjena7701 3 года назад +2

      @Manoj Manoj 😂

    • @sabitamahalik46
      @sabitamahalik46 3 года назад +1

      @@jagannathjena7701 Right kahicha bro👍👍

    • @jagannathjena7701
      @jagannathjena7701 3 года назад +2

      @@sabitamahalik46 I batter fell about your comments.thank full to me, ki maro katha Saha kehi bhabaprabanata dekhaichhanti😊🤗🤗

    • @jitendrapardia5809
      @jitendrapardia5809 3 года назад +1

      Good answer dear🙏🙏

  • @alokkumarjena2972
    @alokkumarjena2972 2 года назад +123

    ଆଜି ସେହି ନବମ ଶ୍ରେଣୀର କଥା ମନେ ପଡିଗଲା 🏠 ପ୍ରକୃତରେ ଆମ ଓଡ଼ିଆ ଭାଷା ସାହିତ୍ୟ ମହାନ୍। ସେହି ସମୟରେ କଥା ମନେ ପଡିଗଲେ , ଆଖିରେ ଲୁହ ଜକେଇ ଆସିଥାଏ ଏବଂ ଛାତି ଫାଟିଗଲା ପରି ଲାଗେ। 😭😭ଏହି କାହାଣି ହେଉଛି କାଳଜୟୀ।❤️❤️🥰🥰

    • @travelerrd1435
      @travelerrd1435 2 месяца назад

      Ham bhai school kotha mone podila mu thomlen dekhi ki video dekhi ba pi chali asili

    • @debasmitasarangi489
      @debasmitasarangi489 22 дня назад

      Mo luha bahariasila

  • @suchismitatripathy2003
    @suchismitatripathy2003 3 года назад +29

    School time mane padigala really heart touching stories akhire luha asijauchi old is gold🥺🥺🥺🥺

  • @asutoshacharya1597
    @asutoshacharya1597 3 года назад +94

    ଆଜି କାଲିର ଅଭିନେତା ୟାକୁ ସାରା ମାସ ଦେଖି ଅଭିନୟ ଶିଖନ୍ତୁ

  • @nikitajena8360
    @nikitajena8360 3 года назад +50

    Heart touching story......tears come down from my eyes......acting of father and daughter is excellent.
    Thank you Doradarsan........

  • @mtarkes
    @mtarkes 3 года назад +229

    ଶେଷ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା, ଆଖିରୁ ଲୁହ ଝରିଗଲା ।

  • @Cse099
    @Cse099 2 года назад +48

    ମୋର ଆସ୍ ମାନା ତାରା ଦରକାର 😳
    ଏହାହିଁ ଥିଲା ସେହି ସୁସୁନ୍ଦର ନୀରିହ ବୋହୂର ବୃଦ୍ଧ ବ୍ୟକ୍ତିଙ୍କ ପ୍ରତି ଅତ୍ଯନ୍ତ ହୃଦୟସ୍ପର୍ଶୀ ଶଦ୍ଦ ମାଳା 😍

  • @rkranabijuli2624
    @rkranabijuli2624 3 года назад +167

    ହୃଦୟକୁ ଛୁଇଁଲା ଭଳି ମନଲୋଭା କାହାଣୀ ଟିଏ ଅତିସୁନ୍ଦର 👌👌👌👌

  • @arunkumarray6909
    @arunkumarray6909 3 года назад +42

    ଏ କାହାଣୀରୁ ଅନେକ କିଛି ଶିଖିବା ଦରକାର ଯୌତୁକ କାଳୀ ଗୋରୀ ଝିଅ ସୁନା ଅଳଙ୍କାର ଗରିବ ଧନୀ ଇତ୍ୟାଦି ଅଂହକାର ବସ ହୋଇ ନିରୀହ ସୁନାଫୁଲ ନିର୍ମଳ ହୃଦ ଥିବା ଝିଅ ଏବଂ ବାପ ମାଆଙ୍କୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତ ଦେଲେ କାହାଣିଟିର ମାନନବୃଦ୍ଧି ହେବ।

  • @manasrana2447
    @manasrana2447 2 года назад +33

    Really, OLD IS GOLD, ସବୁ ଲିଭି ଯାଏ, ସବୁ ସରି ଯାଏ, ସବୁ ଭୁଲି ହୁଏ ହେଲେ, ପୁରୁଣା ଦିନ କେବେ ଭୁଲି ହୁଏନି, struggle is the part of life

  • @tanmayvlog5369
    @tanmayvlog5369 3 года назад +16

    ସବୁଠୁଁ ବଢିଆ,DD ଓଡ଼ିଆ,ସୁନ୍ଦର କାହାଣୀ ର ଗନ୍ତାର ଘର,Tv ଦେଖିବାକୁ ମିଲୁନଥିଲା ସେ ସମୟରେ ଲୁଚି ଲୁଚି ଦେଖଛି, ଅଲ୍ପ ବହୁତ, ଧନାୟୱାଦ୍ DD ଓଡ଼ିଆ।

  • @sabitaranidasm1
    @sabitaranidasm1 3 года назад +61

    Those were days,. When we usud to wait eagerly only to watch these stories..... these were the picture of # OUR ODISHA .

  • @sonali8246
    @sonali8246 3 года назад +203

    ଓଡିଆ ଜାତି ର ଓଡିଆ କଥା କାହାଣୀ ଏଇ ଆଧୁନିକ ଯୁଗ ରେ ମଧ୍ୟ ଦେଖିବାକୁ ମିଳୁଛି ବହୁତ ବଡ କଥା ସେଇ ନବମ ଶ୍ରେଣୀ ର ସାହିତ୍ୟ ବହି ପିଲାଦିନ କଥା ସବୁ ମନେପଡିଯାଉଛି😭😭😭😭😭😭❤❤❤❤❤❤❤❤❤❤❤

  • @pruthwirajchhatar1991
    @pruthwirajchhatar1991 3 года назад +81

    2019 ରେ ମୁଁ ଏହି ଗଳ୍ପ ନଵମ ଶେଣ୍ରୀ ର ସାହିତ୍ୟ ବହିରେ ପଢ଼ିଥିଲି।
    ଗଳ୍ପ ର ନାମ "ବୁଢ଼ା ଶଂଖାରୀ"
    ଦୁଃଖର କଥା ଯେ ନଵମ ଶେଣ୍ରୀ ମୋ ପାଇଁ ଆଉ କେଵେ ମଧ୍ଯ ଫେରିବ ନାହିଁ। 😓😓

  • @pritikinewduniya
    @pritikinewduniya 3 года назад +14

    ଯେତେ ଦେଖିଲେ ବି ମନ ଭୋରୁନି କି ସୁନ୍ଦର ଅଭିନୟ ଆଗରୁ ଶୁଣିଥିଲି ମୋ ଜେଜେମା ଠୁ କିନ୍ତୁ ଆଜି ଦେଖି ମନ ଭରିଗଲା.

  • @sushreesangita4827
    @sushreesangita4827 3 года назад +645

    ଜୀବନ୍ତ ପୁରୁଣା କାହାଣୀ ଯାହା ପୁଣି ମନେ ପକେଇ ଦିଏ ଆମ ଓଡ଼ିଆ ମାଟିର ଗାଥା। ସେଇ ସକାଳ ଆଉ ସଂଜର ମହକ , ସେ ଦାଣ୍ଡ ଧୂଳି ଆଉ ସେ ସଂଜ ସଲିତା। ଏଭଳି କାହାଣୀ ପାଇଁ ଆମ ଓଡିଆ ଜାତି ଗର୍ବିତ। 🙏

  • @rabindranathchaki4075
    @rabindranathchaki4075 3 года назад +578

    ପାଞ୍ଚ ବର୍ଷ ପରେ ନବମରେ ପୁଣି ଥରେ ପଢିବାକୁ ମନ ଲାଗୁଛି ବୁଢା ଶଙ୍ଖାରୀ ବହୁତ ଦୁଃଖ ଦାୟକ DD 1 channel very nice

    • @limapradhan4626
      @limapradhan4626 3 года назад +5

      @@dukhisyambarik6628 karana 9th class re a story achhi.... Se padhichan ta janibeni.... Se kn ame samaste janichu aeta 9 class re achhi

    • @dirjarani7541
      @dirjarani7541 3 года назад +2

      Hm bhai

    • @dirjarani7541
      @dirjarani7541 3 года назад +5

      @@dukhisyambarik6628 bhai ehi story 9th class bookre achi.bahuti bhala lage sadness story.

    • @dukhisyambarik6628
      @dukhisyambarik6628 3 года назад +3

      Hn je aapana Kemiti janile jee buda sankhari story ti 9th class book re achhi boli aapana kn 9th class re padhuchhanti ki ????😞😞😞😞

    • @limapradhan4626
      @limapradhan4626 3 года назад +3

      @@dukhisyambarik6628 are yrrr 9 class re padhile jai ki janba ki... 9 class padhiki ta asichu naaa.... Ta kendi nai janbu j ken story ken class re thila boli.... Kain bhai tume 9 class padhina ki... Na setebele tamara book re a story nathila....

  • @asutoshmishra7301
    @asutoshmishra7301 Год назад +8

    this is authenticity of ODIA film industry...🔥🔥

  • @jagabandhulenka8766
    @jagabandhulenka8766 2 года назад +4

    Old is gold ea eamitik nichak odia story jahaku sunile dekhile akhiru apaape luha bahariasiba. Budhasankhri story is wonderful story

  • @ashokkumarnayak5139
    @ashokkumarnayak5139 3 года назад +40

    Old is Gold.. precious memories... Thanks a lot for uploading this telefilm...

  • @rightthought9391
    @rightthought9391 3 года назад +18

    ସେତେବେଳ ର ଓଡ଼ିଆ କାହାଣୀ ସତରେ କେତେ ମର୍ଯୟାଦାପୂର୍ଣ୍ଣ ଆଉ ସୁନ୍ଦର ଥିଲା। ଆଜିକାଲି ଏତେ ଅସଭ୍ୟତ। ଭର୍ତି ହେଇଛି ଯେ ଦେଖିବା ଦୁରେ ଥାଉ ଶୁଣିବାକୁ ମଧ୍ୟ ଭଲ ଲାଗୁନି। ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା କାଳେ 🥺🥺🥺

  • @anshumanpatra3402
    @anshumanpatra3402 3 года назад +31

    Got this video in suggestion list without searching, but childhood memory refreshed!!❤️

  • @barsharanigouda5286
    @barsharanigouda5286 2 года назад +19

    9th class Budha sankhari galpa heart touching ❤️❤️ Old is gold 🥇

  • @devisfame9296
    @devisfame9296 3 года назад +251

    କୋଉଠି ନା କୋଉଠି କିଛି ଅତି ସଚ୍ଚୋଟ ଓଡିଆ ଅଛନ୍ତି। ଈଂରେଜି ପବନ ବାଜିଲେ ବି ଓଡ଼ିଆ କୁ ମନ ପ୍ରାଣ ରୁ କାଢି ନାହାନ୍ତି।।

  • @adityaparida164
    @adityaparida164 3 года назад +34

    Memorable one.........
    Literally it's an extraordinary story .....
    Really love it❤️❤️❤️❤️

  • @bhitinasan4084
    @bhitinasan4084 Год назад +22

    Memory of 9th class, our Sir Dr.Surendra Tripathi made everyone emotional..the way and quality of teaching❤️ missing all that..

  • @adityanarayanrayadr8171
    @adityanarayanrayadr8171 2 года назад +65

    ସେ ପୁରୁଣା ସ୍ମୃତି ସବୁ ମନେପଡ଼ି ଯାଉଛି। ଯେତେବେଳେ ଆମ ସାର୍ , ବୁଢ଼ା ସଂଖରି ଗପ କହି ବୁଝାନ୍ତି।। ହେ ସମୟ ସତରେ ତମେ ବହୁତ ବଳବାନ। 😭

  • @hariharsutar7539
    @hariharsutar7539 3 года назад +8

    ହୃୟସ୍ପର୍ଶୀ ଭିଡିଓ ଟିଏ...... ଅତି ସୁନ୍ଦର ❤️

  • @tapankumar3812
    @tapankumar3812 3 года назад +34

    ଦୟାପୂର୍ବକ ଏ ମିତି କାହାଣୀ ଟିକେ ସବୁବେଳେ ଛାଡନ୍ତୁ
    ବହୁତ୍ ଭଲ ଲାଗିଲା
    ଏଇଟା ମୋର ପସନ୍ଦ ଗପ
    ❤️

  • @bhabanishankarpati466
    @bhabanishankarpati466 2 года назад +13

    Always be thankful forever..He who writes that heart touching real story

  • @smrutimohanty610
    @smrutimohanty610 2 месяца назад +1

    ସତରେ କେତେ ନିଆଁରା ଅନୁଭୂତି ଆମ ଓଡ଼ିଆ ଗପ ରେ❤❤

  • @dasarathipatro3666
    @dasarathipatro3666 3 года назад +91

    Old is gold.. Sir. Childhood mane padigala

  • @smaratranjanpanda7290
    @smaratranjanpanda7290 3 года назад +258

    Old days memories, such stories read at high school time..

  • @sipunparida3001
    @sipunparida3001 Год назад +20

    Salute to କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର 🙏

  • @xmarty_nikki
    @xmarty_nikki Год назад +4

    Really very heart touching odia story 😔😔😔😭😭😭😔😔😔mu pray karuchi bhagaban nku se kaha bhagya re b amt na lekhantu🙏🙏🙏

  • @bishwaranjanjena2060
    @bishwaranjanjena2060 3 года назад +15

    What a story! ଆଖିରୁ ଲୁହ ଆସିଗଲା

  • @informationhub649
    @informationhub649 3 года назад +114

    ଗାୟକ ମହାଶୟ ପୁରା ହୃଦୟ କୁ ତରଲେଇ ଦେଲେ 😭😭

    • @Prasanta3672
      @Prasanta3672 3 года назад +3

      କି ସୁନ୍ଦର ଉପସ୍ଥାପନା, ବାସ୍ତବତା ବିଷୟରେ ଉଲ୍ଲେଖ କରିଛନ୍ତି।

    • @bhabanidash7708
      @bhabanidash7708 Год назад

      ଆପଣ ଗୀତ ଟି କୁ ଜାଣିଛନ୍ତି କି????

  • @chulbulijyotipatra1432
    @chulbulijyotipatra1432 Год назад +12

    ଭବନ୍ ମତେ ଫେରେଇଦିଆ ସେ ପିଲା ଦିନ ବହୁତ୍ ମିସ୍ କରୁଛି I Miss you old day 😭😭😭

  • @Bad.-boy
    @Bad.-boy Год назад +10

    ପୁରୁଣା ସ୍ମୃତି ଗୁଡ଼ିକ ପୁଣି ଜୀବନ୍ତ ହୋଇଉଠିଲା ।
    କାହାଣୀ ଓ ଅଭିନୟ ବେଶ୍ ଚମତ୍କାର ଏବଂ ହୁଦୟସ୍ପର୍ଷୀ 🙏

  • @bibhutibhusanbiswal7687
    @bibhutibhusanbiswal7687 3 года назад +123

    Oh DD!! Many many thanks from bottom of the heart. What was being aspired since long, Here is that now. Hoping such type of old DD to reappear and give us the authentic feeling as it is doing.

  • @rajendrabodkia
    @rajendrabodkia 3 года назад +138

    ଏକ ଦୃଦୟସ୍ପର୍ଶୀ ଗଳ୍ପ ଅଟେ 🙏🙏

  • @srutisikha5027
    @srutisikha5027 2 года назад +4

    Thank You So Much DD Team for the Heart Touching Story 😊😊😊❤️❤️❤️❤️❤️❤️❤️❤️❤️😭😭😭😭 We love the Story

  • @girishchandramishra3966
    @girishchandramishra3966 Год назад +5

    Heart touchable story memories of high school time superb acting by every actor.Tears can't stop.

  • @shrikhetrabhumi5526
    @shrikhetrabhumi5526 3 года назад +29

    Smart pila sabu tike bhala kari dekha old day ra kichh memories... Bahut sundar amar odiaaa

  • @biswaranjan1482
    @biswaranjan1482 2 года назад +29

    କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଅପୂର୍ବ କୋମୋଳ ଶବ୍ଦରେ ରଚିତ ବୁଢା ଶଙ୍ଖରି ଗଳ୍ପଟିର ପ୍ରେମ ଓ କରୁଣ ଭାବ ହୃହୟ ସ୍ପର୍ଶୀ ଅଟେ ।

  • @pintulizaentertenment4417
    @pintulizaentertenment4417 2 года назад +3

    Really heart'touching kantakabi laxmikanta Mohapatra nka lekhani atyanta hruday sparsh oh kalajayi mahhya

  • @barshakhuntia4143
    @barshakhuntia4143 2 года назад +7

    Old is gold . Heart touching story .

  • @sidhantabehera4829
    @sidhantabehera4829 3 года назад +18

    Really heart touching (ଛୋଟ ବେଳ ସ୍କୁଲ କଥା ମନେ ପଡିଗଲା)

  • @uniquedistinguished7419
    @uniquedistinguished7419 3 года назад +24

    These stories are our assets ..requesting DD news to make new shows on the storyline of odia prolific writers.

  • @rojalin1996
    @rojalin1996 4 месяца назад +1

    Khub sundar.....Akhi re luha rahuni..Satare ama odia bhasa ati sundar..

  • @gntrboy7024
    @gntrboy7024 6 месяцев назад +1

    ଆଖିରୁ ଲୁହ ଗଡିଗଲା ...... କି ସୁନ୍ଦର ଅଭିନୟ...... ପିଲା ଦିନ କଥା ମନେପଡ଼ିଗଲା........

  • @barsakar5358
    @barsakar5358 3 года назад +8

    Bahut bhala lagila.pila bela mane padigala.heart touching story

  • @lkihgbnhtfhj
    @lkihgbnhtfhj 3 года назад +25

    It's really a heart touching story

  • @bhimsen9859
    @bhimsen9859 3 года назад +22

    Old memories it very talented memory 😭

  • @puspanjalidevi6396
    @puspanjalidevi6396 5 месяцев назад +2

    ଦେଖିଲେ ଆଖି ରେ ଲୁହ ଆସି ଯାଉଚି,ବାସ୍ତବିକ୍ ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ

  • @karismabehera9108
    @karismabehera9108 3 года назад +7

    ଜୀବନ୍ତ କାହାଣୀ ❤️❤️❤️🙏🙏🙏

  • @sridhar.sahoo1
    @sridhar.sahoo1 3 года назад +162

    ପୁରାତନ ଦିନ ପୁଣି ସତେଜ ହୋଇଗଲା।ପିଲାଦିନ କଥା ପୁଣି ମନେ ପଡିଗଲା🙏🏻

    • @gitabehera5087
      @gitabehera5087 3 года назад +2

      Aita sata 😍

    • @goudhansabar5817
      @goudhansabar5817 2 года назад

      I love you
      ♥️

    • @debaduttasahoo5472
      @debaduttasahoo5472 2 года назад

      Sata ki tote Abe 150 barsa heichi , au tote pila bela katha mane padhuchi 🥱🥱

    • @bsneducation
      @bsneducation 2 года назад

      Done
      ruclips.net/channel/UC-QLBJlIJ41W-MwTgnOp3Dw

  • @prasantadehuri6273
    @prasantadehuri6273 3 года назад +9

    I proud of this oldest story I am very great fully

  • @devidattasahoo325
    @devidattasahoo325 2 года назад +1

    Extremely heart touching. Ebe e sabu kuadu miliba dekhibaku

  • @Lipsha1231
    @Lipsha1231 Год назад +5

    Nostalgia

  • @ivasworld6857
    @ivasworld6857 3 года назад +9

    Heart touching 😭😭❤️❤️.....I love my Odisha ❤️

  • @amitanshubehera7078
    @amitanshubehera7078 5 месяцев назад +1

    Jay Jagannath... Now i am studying in +2 second year at Ravenshaw university.. When I was 9th fellow then this story was Thesched me alot of memory & I will never forget that story... Thanks alot to DD odia... & Kantakabi laxmikant Mohapatra❤

  • @saritabehera9671
    @saritabehera9671 2 года назад +2

    Pila dina katha mane padijauchi😘😘👌👌👍👍🙏🙏

  • @niranjannayak5647
    @niranjannayak5647 3 года назад +52

    Aajji kali jou story asuchi mo bala story
    Old is gold😥😥😥😥😥😥😥😥

  • @MkgRahulOfficial
    @MkgRahulOfficial 5 месяцев назад +3

    ଇଛା ହେଉଛି ପୁଣୀ ଥରେ ସ୍କୁଲ କୁ ଯିବାକୁ.. ନବମ ଶ୍ରେଣୀ ର ସାହିତ୍ୟ ବହି କଥା ମନେପଡ଼ିଗଲା ଅତି ସୁନ୍ଦର ଗପ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @ashokmahananda9819
    @ashokmahananda9819 6 месяцев назад

    Bahut sundar kahani pilabela patha sala mane padigala🙏🙏🙏❤️❤️❤️

  • @ManaswiniSahu-jo2ye
    @ManaswiniSahu-jo2ye 9 дней назад +1

    Really heart touching story and. excellent 😢😢

  • @deabasissahoodeabasis4515
    @deabasissahoodeabasis4515 3 года назад +12

    This video is heart touching video i am proud of our Odisha people

  • @manasrana2447
    @manasrana2447 2 года назад +15

    ସତେ ଉତ୍କର୍ଷ ଦେଶ ଉତ୍କଳ ଏହାର ଚାରୁକଲା, ରୁଚି, ଧର୍ମ ଓ ନୀତି ସବୁ ଉତ୍କର୍ଷ, ସେଥିପାଇଁ କୁହାଯାଏ ---"ବର୍ଷାନଂ ଭାରତ ଶ୍ରେଷ୍ଠ, ଦେଶଂନ ଉତ୍କଳ ଶ୍ରେଷ୍ଠ " ବା "ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଲେ"

  • @gyanbhandar3852
    @gyanbhandar3852 3 года назад +52

    Omg... the performance by all actors is just speechless and now the recent actors must watch and learn from them...👌👍💕💞❤

  • @kumarchandan4514
    @kumarchandan4514 2 года назад

    Bohut sundar kahani..kete sundar chintadhara

  • @akshaypradhan40
    @akshaypradhan40 3 года назад +20

    Ódia mati ra Manisa ra katha🙏🙏🙏🙏❤️❤️❤️

  • @nutanrashmi62
    @nutanrashmi62 3 года назад +6

    I read in school..bt today i watch..best story....sabhi nka acting pura badhia original laguchi laguni tv re dekhuchi ....

  • @kingkaran-uf8nq
    @kingkaran-uf8nq Год назад +2

    Thanks DD channel.........this story reminded me of my school life......the ending scene was heart touching...❤️

  • @kailashchandrapadhiary5512
    @kailashchandrapadhiary5512 3 года назад +42

    THE EXCELLENT PLAY READ IN HIGH SCHOOL MIL COURSE !!!

  • @madhusmitapanda9606
    @madhusmitapanda9606 3 года назад +22

    Old is gold sir .......... Chota belara katha Manepadigala😭😭😭😭😭

  • @indian8303
    @indian8303 3 года назад +24

    Back to 1 year. Missing some memories.

  • @chandanabehera5711
    @chandanabehera5711 Год назад +5

    I am proud for my odisha culture

  • @prativabhue3619
    @prativabhue3619 2 года назад +7

    School time memories 💙💜💚💛🧡♥️

  • @tophanbiswal
    @tophanbiswal 3 года назад +8

    😭😭😭 ଅତ୍ୟନ୍ତ ଦୁଃଖମୟ ଗଳ୍ପ ଅଟେ । 🙏🏾

  • @kabirkumarpradhan7158
    @kabirkumarpradhan7158 3 года назад +5

    Oh ki acting bhai...Mana pura tarali gola....hridaya bidaraka bhora acting hats off to all this legendary actor 🙏

  • @SweetShraddhanjali
    @SweetShraddhanjali 2 года назад

    Atyanta hrudayasparshee👌
    Evali kahaanee ama odia sanskruti ra parichaya. Nichhaka avinaya akhi re luha anidela. School re padhila bele dekhithili. Aji puni thare dekhi bahut vala lagila.
    ThanQ DD Odia🙏

  • @brasharinirout6100
    @brasharinirout6100 Год назад +1

    So nice and beautiful.. Heart teaching and learning... Emotional 🥰🥰😍😍❤❤💞💞😭😭

  • @lightofbright2169
    @lightofbright2169 3 года назад +8

    My all time favorite thanks for uploading 🙏

  • @sandhyasangramlovebirds3991
    @sandhyasangramlovebirds3991 3 года назад +3

    Wow....nabama ra sei puruna gapa budha sankhali ...bahut dukha purna kahani thila se....satare aji puni thare nabama sreni re padhibaku ichha hauchi😊😊

  • @khusinayak-sy9tu
    @khusinayak-sy9tu 4 месяца назад

    So beautiful story budha sankhari 😊😊

  • @narayanmohanty2569
    @narayanmohanty2569 Год назад +4

    It takes back me early old days. The very theme is extremely heart touching. Salute to the concept of the author.