Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଯାହା ହଉ ଏମିତିକା ମଡେଲ ପାର୍କ ଦେଖି ମତେ ବହୁତ ଖୁସି ଲାଗୁଛି ଆନନ୍ଦିତ ଲାଗୁଛି କାରଣ ଲୋକ ସାଙ୍ଗକୁ ପଶୁ ପକ୍ଷୀଙ୍କ ପାଇଁ ବି ହେଇଛି ବହୁତ ଭଲ ଵେବସ୍ତା ଆମ ଓଡ଼ିଶାରେ
ଦୀର୍ଘ ଚବିଶି ବର୍ଷ bjd,, ଭାଈ ଏବଂ ତାଙ୍କର ଅଫିସର ମାନେ ଜନସାାରଣଙ୍କୁ ଲୁଟିଲେ ବର୍ତ୍ତମାନ ଏହାର ପ୍ରମାଣ ଦେଖାଯାଉଛି, ମୋହନ୍ ଭାଈ ଟିକେ ନଜର ରଖିବାକୁ ଅନୁରୋଧ, ଧନ୍ୟବାଦ
ଆମ ଗାଁ ରେ ପାଣିର ବହୁତ୍ ଅସୁବିଧା ଆପଣ ଟିକିଏ ଆମ ଗାଁ କଥା ଓ ଅସୁବିଧା ଦେଖାତୁଗାଁ-ଭଗଵାନପୁରୁ ପ-ଓସ୍ଥତୀଆରାଜନଗର କେନ୍ଦ୍ରାପଡା 🙏
ଜୟ ଜଗନ୍ନାଥ 🙏
My favorite news fews sir Jay Jagannath 🙏
ମଡେଲ ପାର୍କରେ ସବୁ ଭେରାଇଟି ଲୋକ,ପଶୁ ମାନଙ୍କପାଇଁ ପାର୍କହେବାକଥା ଏଠିତାହା ଗୋଟିଏ ପାର୍କରେ ବ୍ୟବସ୍ତା କରାଯାଇଚି ଏହାହିଁ ପ୍ରକୃତ ମଡେଲ ପାର୍କ
Sabu Haba he au 24 yrs pare heba.Jay Jagannath
ଭାଙ୍ଗର ତାହେଲେ ଏତେ ଗୁଣଅଛି ଆମେ ଆଜି ଜାଣିବାକୁପାଇଲୁ ମଉସା ଆମର ଭାଙ୍ଗର ଉପକାରିତା ଜାଣିଛନ୍ତି
ଜଳ ଜଳ ହୋଈ ଦିଶୁଛି ପୂର୍ବ ସରକାର ର କାମ ।
ଭାଙ୍ଗକୁ ସରକାର ଦେଖି ପାରୁନାହାନ୍ତି ନିରୀହ ଭାଇ ମଉସା ମାନଙ୍କର ଦୁଃଖ ବୁଝୁ ନାହାନ୍ତି ମୁଁ ଆପଣ ମାନଙ୍କର ସହ ଅଛି ପ୍ରଭୁ ଯଦି ଭାଙ୍ଗ ଖାଇ ଭୋଳ ହେଲେ ତମେ ଭୋଳ ହେଇକି ରାସ୍ତା ଘାଟରେ ପଡି ରହୁଛ ହେଲେ ପ୍ରଭୁ ତ ହଉନାହାନ୍ତି ଏମିତିକା
Narana Tora jou katha❤❤❤❤mate vari vala lage
ଆରେ ନାରଣ ଛକର ନାମ ପା ବିରୁପା ସେଥିପାଇଁ ଟାଇଲ ଖସେଇ ବେରୁପ ର ପରିଚୟ ଦେଇଛନ୍ତି।
Ok thanks 🙏🙏👍👍
ଚୌଦ୍ୱାର ରେ ବୋଧେ ଉପରୁ ମାଛ ଧରୁଛନ୍ତି ସେଥିପାଇଁ ଜାଲ ବିଛାଯାଇଛି ବଡ ଇଲିସି ପଡିବ ହେଲେ ଛୋଟ ଜାଲ ହବନି ଆଉ ଟିକେ ବଡ ହେଲେ ଅଧିକା ମାଛ ଧରା ପଡିବ 🤣😂
ଆମ ଯାଜପୁର ଜିଲା ବାରରଗଡିଆ ଗାଁ ରେ ତ ଡାନି ଗଡ଼େଇ କିଛି କରିନିନଥି ଯାହା ସବୁ ଖାଇ ଦେଇଛନ୍ତି ରୋଡ ସେମିତ୍ ଭଙ୍ଗା ହୋଇକି ପଡ଼ିଛି ଯାହା ସବୁ କରୁଛନ୍ତି 😅 ସେଥି ପାଇଁ ପରିଥି ରାଞ୍ଜଙ୍ଗଡାଇ କୁ ବାରଗଡିଆ ଗାଁ ରେ ବେଯିଥ କରିଲ
ଭାଇ ଆମ ଗାଁ baleswar ଜିଲ୍ଲାରେ haladigudi ଗ୍ରାମରେ ଆଜି ଯାଏଁ ରାସ୍ତା ରେ ଏ ଯାଏ ନାଳି ଗୁଡି ପଡ଼ିନାହିଁ 😂😂😂
ହଁ sir ଆମ ଗାଁ କୁ ବି drain ଆଉ rode ଆସିଥିଲା, ଅଟକଳ ମୂଲ୍ୟ 300000ରୁ ଉପରେ ଆସିଛି ହେଲେ ରୋଡ଼ କରିଲେ drain ଛାଡିଦେଲେ ଗାଁ ଭିତରୁ ପାଣି ଆସି ଆମ ସାହିରେ ଶିଆଳି ପଡ଼ିଗଲାଣି, କାହଁକି ନା drain ନାହିଁ 100 ମିଟର ରୋଡ଼ ରେ କଣ 300000 ସରିଗଲା, ସେଥିପାଇଁ ଆମ ଗାଁ କୁ ଆସି ପ୍ୟୁଜ ନିଅନ୍ତୁ ଠିକଣା :- ଗଞ୍ଜାମ ଜିଲ୍ଲା ବ୍ରହ୍ମହପୁର ଗ୍ରାମ :- G ଚଣ୍ଡିପଦର
Ae thire bjd neta mane kahuchhanti aame odisha ku akanambar karichhu
nice episode.
କୋଟି କୋଟି ଟଂକା ଖାଉଛନ୍ତି ଆଉ ଚାଉଳ ଗଣ୍ଡେ ପାଇଁ, ଭତ୍ତା ଟିକେ ପାଇଁ,୩୦୦ ୟୁନିଟ ମାଗଣା ବିଜୁଳି ପାଇଁ,ଭାରତ ଆୟୁଷ୍ମାନ କାର୍ଡ ଟିକେ ପାଇଁ ଲୋକଙ୍କୁ କେତେ ଦହଗନ୍ଜ ଓ ହଇରାଣ କରୁଛନ୍ତି।ଲାଜ ନାହିଁ।
ମଉସାଙ୍କର ଯଦି ଭାଙ୍ଗ ଖାଇ ଦାନ୍ତ ହଲୁଛି ଆଉ ଯଦି ମଦ ପିଇଥିଲେ କଣ ହଲିଥାନ୍ତା 🤣😂🤣
Balangir mahimunda high-school gate teka photo nebe
ଗୋଟେ ଥରକେ ଯଦି ପାର୍କର କାମ ସାରିଦେବେ ତାହେଲେ କିଛି ଲୋକଙ୍କ ଛୁଆପିଲା ରାସ୍ତାକୁ ଚାଲି ଆସିବେ।😅😅
ମଉସାଙ୍କର ବହୁତ ଅଭିଜ୍ଞତା ଅଛି ହେଲେ ସେ ଭାଙ୍ଗ ଖାଉନାହାନ୍ତି ମତେ କାଇଁ ବିଶ୍ୱାସ ହଉନି ହଁ ସେ ପୁରୁଣା ଖେଳାଳି ସେଥିପାଇଁ ଏତେ ଅଭିଜ୍ଞତା 🤣😂🤣
Chuduar park sarbadadharan samastanku free,bhagya bhala hinsra jantu, sapa nahanti. Freenku bhagaban saha.
Todays Best fuse 😂😂😂😂
Mangala grahaku ki
Biju.babu.nka.thorana..nabin.babu.nka.karm😱😱😱😱
Thank you so much, you are too late
ମଉସା 2 ଟଙ୍କା ଭାଙ୍ଗ ରେ ପୁରା ମଜିଯାଇଛନ୍ତି 😂😂
ଏ ଆଙ୍କର ଟା ବାଜେ ଲାଗୁଛି। କୁନା ତ୍ରିପାଠୀ ଚପଲ କୁ ସରି ନୁହେଁ ଏ ଲୋକ।
Narana bhai tike time tebull rakha😅😅😅
Sabu khaigala BJD
Sabu moha maya
ଜେକନିଆ ଲା୍ କି ନବିନବାବୁ ଦୁଇଫାଳ କି 😂😂 😂😂😂
Khali bjp support episode
ତେଲିଆ ମୁଣ୍ଡ ରେ ତେଲ
OTV😂😂😂😂
BJD tokankara mada pia kendra gare heichi park
Khanjar news nahin
ଯାହା ହଉ ଏମିତିକା ମଡେଲ ପାର୍କ ଦେଖି ମତେ ବହୁତ ଖୁସି ଲାଗୁଛି ଆନନ୍ଦିତ ଲାଗୁଛି କାରଣ ଲୋକ ସାଙ୍ଗକୁ ପଶୁ ପକ୍ଷୀଙ୍କ ପାଇଁ ବି ହେଇଛି ବହୁତ ଭଲ ଵେବସ୍ତା ଆମ ଓଡ଼ିଶାରେ
ଦୀର୍ଘ ଚବିଶି ବର୍ଷ bjd,, ଭାଈ ଏବଂ ତାଙ୍କର ଅଫିସର ମାନେ ଜନସାାରଣଙ୍କୁ ଲୁଟିଲେ ବର୍ତ୍ତମାନ ଏହାର ପ୍ରମାଣ ଦେଖାଯାଉଛି, ମୋହନ୍ ଭାଈ ଟିକେ ନଜର ରଖିବାକୁ ଅନୁରୋଧ, ଧନ୍ୟବାଦ
ଆମ ଗାଁ ରେ ପାଣିର ବହୁତ୍ ଅସୁବିଧା
ଆପଣ ଟିକିଏ ଆମ ଗାଁ କଥା ଓ ଅସୁବିଧା ଦେଖାତୁ
ଗାଁ-ଭଗଵାନପୁରୁ
ପ-ଓସ୍ଥତୀଆ
ରାଜନଗର କେନ୍ଦ୍ରାପଡା 🙏
ଜୟ ଜଗନ୍ନାଥ 🙏
My favorite news fews sir Jay Jagannath 🙏
ମଡେଲ ପାର୍କରେ ସବୁ ଭେରାଇଟି ଲୋକ,ପଶୁ ମାନଙ୍କପାଇଁ ପାର୍କହେବାକଥା ଏଠିତାହା ଗୋଟିଏ ପାର୍କରେ ବ୍ୟବସ୍ତା କରାଯାଇଚି ଏହାହିଁ ପ୍ରକୃତ ମଡେଲ ପାର୍କ
Sabu Haba he au 24 yrs pare heba.Jay Jagannath
ଭାଙ୍ଗର ତାହେଲେ ଏତେ ଗୁଣଅଛି ଆମେ ଆଜି ଜାଣିବାକୁପାଇଲୁ ମଉସା ଆମର ଭାଙ୍ଗର ଉପକାରିତା ଜାଣିଛନ୍ତି
ଜଳ ଜଳ ହୋଈ ଦିଶୁଛି ପୂର୍ବ ସରକାର ର କାମ ।
ଭାଙ୍ଗକୁ ସରକାର ଦେଖି ପାରୁନାହାନ୍ତି ନିରୀହ ଭାଇ ମଉସା ମାନଙ୍କର ଦୁଃଖ ବୁଝୁ ନାହାନ୍ତି ମୁଁ ଆପଣ ମାନଙ୍କର ସହ ଅଛି ପ୍ରଭୁ ଯଦି ଭାଙ୍ଗ ଖାଇ ଭୋଳ ହେଲେ ତମେ ଭୋଳ ହେଇକି ରାସ୍ତା ଘାଟରେ ପଡି ରହୁଛ ହେଲେ ପ୍ରଭୁ ତ ହଉନାହାନ୍ତି ଏମିତିକା
Narana Tora jou katha❤❤❤❤mate vari vala lage
ଆରେ ନାରଣ ଛକର ନାମ ପା ବିରୁପା ସେଥିପାଇଁ ଟାଇଲ ଖସେଇ ବେରୁପ ର ପରିଚୟ ଦେଇଛନ୍ତି।
Ok thanks 🙏🙏👍👍
ଚୌଦ୍ୱାର ରେ ବୋଧେ ଉପରୁ ମାଛ ଧରୁଛନ୍ତି ସେଥିପାଇଁ ଜାଲ ବିଛାଯାଇଛି ବଡ ଇଲିସି ପଡିବ ହେଲେ ଛୋଟ ଜାଲ ହବନି ଆଉ ଟିକେ ବଡ ହେଲେ ଅଧିକା ମାଛ ଧରା ପଡିବ 🤣😂
ଆମ ଯାଜପୁର ଜିଲା ବାରରଗଡିଆ ଗାଁ ରେ ତ ଡାନି ଗଡ଼େଇ କିଛି କରିନିନଥି ଯାହା ସବୁ ଖାଇ ଦେଇଛନ୍ତି ରୋଡ ସେମିତ୍ ଭଙ୍ଗା ହୋଇକି ପଡ଼ିଛି ଯାହା ସବୁ କରୁଛନ୍ତି 😅 ସେଥି ପାଇଁ ପରିଥି ରାଞ୍ଜଙ୍ଗଡାଇ କୁ ବାରଗଡିଆ ଗାଁ ରେ ବେଯିଥ କରିଲ
ଭାଇ ଆମ ଗାଁ baleswar ଜିଲ୍ଲାରେ haladigudi ଗ୍ରାମରେ ଆଜି ଯାଏଁ ରାସ୍ତା ରେ ଏ ଯାଏ ନାଳି ଗୁଡି ପଡ଼ିନାହିଁ 😂😂😂
ହଁ sir ଆମ ଗାଁ କୁ ବି drain ଆଉ rode ଆସିଥିଲା, ଅଟକଳ ମୂଲ୍ୟ 300000ରୁ ଉପରେ ଆସିଛି ହେଲେ ରୋଡ଼ କରିଲେ drain ଛାଡିଦେଲେ ଗାଁ ଭିତରୁ ପାଣି ଆସି ଆମ ସାହିରେ ଶିଆଳି ପଡ଼ିଗଲାଣି, କାହଁକି ନା drain ନାହିଁ 100 ମିଟର ରୋଡ଼ ରେ କଣ 300000 ସରିଗଲା, ସେଥିପାଇଁ ଆମ ଗାଁ କୁ ଆସି ପ୍ୟୁଜ ନିଅନ୍ତୁ
ଠିକଣା :- ଗଞ୍ଜାମ ଜିଲ୍ଲା ବ୍ରହ୍ମହପୁର
ଗ୍ରାମ :- G ଚଣ୍ଡିପଦର