ନେଉଳ କଣ ଖାଏ

Поделиться
HTML-код
  • Опубликовано: 21 дек 2024

Комментарии • 29

  • @mrluliacreation8401
    @mrluliacreation8401 4 месяца назад +2

    ଭାଇ ମୁଁ ଗୋଟେ ଛୁଆ ନେହୁଳ ଟେ ଧରିଛି ତାକୁ ଅଫିମ ଦେଇ ପାରିବି କି

    • @ranjangyana3146
      @ranjangyana3146  4 месяца назад

      ନାଁ ଭାଇ ଏବେ ଦିଅନି କିଛି ଦିନ ରଖ ଟିକେ ପୋଷା ମାନୁ ତା ପରେ ଦେବ । ଛୋଟ ଅଛି ନା ପୋଷା ମାନିଯିଵ ।

    • @mrluliacreation8401
      @mrluliacreation8401 4 месяца назад +1

      @@ranjangyana3146 ଠିକ୍ ଅଛି ଭାଇ

    • @mrluliacreation8401
      @mrluliacreation8401 4 месяца назад +1

      @@ranjangyana3146 ତମେ ଭାଇ କଣ ପୁରା ଛୁଆ ରୁ ରଖି ଥିଲ

    • @ranjangyana3146
      @ranjangyana3146  4 месяца назад

      ନାଁ ଟିକେ ବଡ ହେଇଯାଇଥିଲା କିନ୍ତୁ ପୋଷା ମାନି ଯାଇଛି ।

    • @mrluliacreation8401
      @mrluliacreation8401 4 месяца назад

      @@ranjangyana3146 ଠିକ୍ ଅଛି ଭାଇ