କଳିଯୁଗର ମା' ସାରଳା: ଲୋକଙ୍କ ଉପରେ ପାଦ ଥୋଇ ଭଲ କରୁଛନ୍ତି ବିଭିନ୍ନ ରୋଗ

Поделиться
HTML-код
  • Опубликовано: 19 сен 2024
  • କଳିଯୁଗର ମା' ସାରଳା: ଲୋକଙ୍କ ଉପରେ ପାଦ ଥୋଇ ଭଲ କରୁଛନ୍ତି ବିଭିନ୍ନ ରୋଗ
    #PrameyaNews7 #News7 #OdishaNews
    Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameyanews...
    RUclips: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    SARPANCHA BABU SABADHAN • SARPANCHA BABU SABADHA...
    Explore Odisha: • Explore Odisha
    Breakfast Odisha: • Breakfast Odisha News7
    Maganna Oligi • Video
    Biswas Abiswas Andhabiswas: • Biswas Abiswas Andhabi...
    Digital Special Stories: • Digital Special Stories
    Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
    Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
    Nua Jibana Nua Asha : • Nua Jibana Nua Asha | ...
    No Tension: FUNNY Interviews: • No Tension: Exclusive ...
    Face To Face: • Face To Face

Комментарии • 482

  • @pabitrasahu3440
    @pabitrasahu3440 2 года назад +39

    ଅନ୍ଧ ବିଶ୍ବାସର କୁପରିଣତି, ସେ ଲୋକମାନଙ୍କୁ ଧନ୍ୟ।

  • @krishnadash4569
    @krishnadash4569 2 года назад +36

    ସାରଥି ନିଜ କୁ ନିଜେ ଜଗନ୍ନାଥ କହୁଥିଲା,ରାଧେ ମା ନିଜକୁ ମା ଦୁର୍ଗା କହୁଥିଲା,ଆହୁରି ଏମିତି କେତେ ଅଛନ୍ତି,ଆଉ ସମସ୍ତ ଙ୍କ ଆସିଲିୟତ ଜଣା ପଡ଼ିବା ପରେ ବି ଲୋକମାନେ ଏମିତି ମରୀଚିକା ପଛରେ ଧାଉଁଛନ୍ତି.ଧନ୍ୟ ହୋ ଜନତା danardna

    • @jyotimohapatra3051
      @jyotimohapatra3051 2 года назад +1

      Yes I agree with you agudaka ete pagala chi vagaban yaku bi thik sasti debe nijaku sarala thakura kahuchi, income ra gote vala formula

    • @ranikanhar1136
      @ranikanhar1136 2 года назад

      Mu tama katha re akamata bhai

  • @sarojinpani2605
    @sarojinpani2605 2 года назад +25

    ଭଗବାନ ଯଦି ଏମିତି ମନୁଷ୍ୟ ଦେହକୁ ଆସିବେ ଆଉ ମଣିଷ ମାନେ କଣ ପାଇଁ ମନ୍ଦିର ଯିବେ କେତେ ବାବା ମାତା ବାହାରି ଜେଲ୍ ଗଲେ ଲୋକ ବୁଝିବେ

    • @asanatan1329
      @asanatan1329 2 года назад

      Mandir bi kan pai jibe? Au Brahmins mane ta Dalit nku mandir prabesh baran karichanti. Bah re Brahmins mane tama mandir aur devi devta kari loot kara. Vala rojagar kara. Tame Brahmins tebe kuha kan pai Sankaracharya Jagannath mandir bhitaraku jai nahanti kebe bi??? 🤔 🤔 Kahi pariba? Jao tama ghare pachara semane bi kahi paribeni. Kahiki na Brahmins mane Bharat ra DNAs nuhanti. Brahmins mane Iran ra DNA

  • @simrandalai8477
    @simrandalai8477 2 года назад +24

    ଇଏ ଏମିତି କର୍ମ ର ଫଳ ନିହାତି ଭୋଗିବ ... ମା ୟାକୁ କେବେ କି କ୍ଷମା କରିବେନି ...
    ଗର୍ବ ଅହଂକାର ହିଁ ସର୍ବନାଶ ର କାରଣ
    ମା ହୁଏ ତ ସବୁ କିଛି ସହି ପାରେ କିନ୍ତୁ କେବେ ଗର୍ବ ସହିବେନି

    • @asanatan1329
      @asanatan1329 2 года назад

      Tame kan Brahmins ki? Tame pora Dalit. Au Brahmins mane tamaku mandir jibaku debeni. But tame sei Brahmins mananka jhuta mandir, Devi Devta ra kahani ku pachara kari tanka rojagar re help karo. Shame on you.

    • @nikhilmakhud1252
      @nikhilmakhud1252 Год назад

      ​@@asanatan1329 maghaya

  • @supriyasutar761
    @supriyasutar761 2 года назад +63

    ସାରଳା ମା🙏🏻 ଙ୍କ ନାମ ରେ ଯେଉଁ ଅପ ପ୍ରଚାର ହେଉଛି ସେଇ ମା ହିଁ ଦୋଷୀ କୁ ଉପଯୁକ୍ତ ଶାସ୍ତି ଦିଅନ୍ତୁ। ଆଜିର ଦୁନିଆରେ ମଣିଷ ରାତି ପାହିଲେ ପାପ କରୁଛି ମାଛ,ମାଂସ ଇତ୍ୟାଦି ନ ଖାଇଲେ ବଞ୍ଚି ପାରୁନି ମଣିଷ ।ପ୍ରଥମ କଥା ମା'🙏🏻 ନିଜକୁ ପ୍ରମାଣିତ କରିବାକୁ ଏ କଳିଯୁଗରେ ମଣିଷ ଶରୀରକୁ ଆସିବେନି।ଏ ସ୍ତ୍ରୀ ଲୋକ କଣ ଏତେ ପୂନ୍ୟ କରୁଛି ଯେ ମା'🙏🏻 ପୁଣି ଏତେଦିନ ହେଲାଣି ଏ ବିଷାକ୍ତ ମଣିଷ ସମାଜରେ ମା କେମିତି 🤔ମଣିଷ ଶରୀରରେ ରହିପାରିବେ🙏🏻 ବିଶ୍ଵାସ ହେଉନି।ଜୟ ମା ସାରଳା 🙏🏻. ଏ ପାଗଳ ମଣିଷ ମାନ ଙ୍କୁ ବୁଦ୍ଧି ଦିଅ ମା'🙏🏻ଯେମିତି ଭଣ୍ଡ ବାବା କୁ ବୁଦ୍ଧି ମିଳିଥିଲା।।।😅

    • @sunandadalabehera1211
      @sunandadalabehera1211 2 года назад

      Right

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

    • @supriyasutar761
      @supriyasutar761 2 года назад

      ଭାଇ ଆମେ ବି ଭଗବାନ୍🙏🏻 ଙ୍କୁ ମାନୁଛୁ ଆଉ ସବୁ ଦେବା 🙏🏻ଦେବୀ ମା"ଙ୍କୁ ମାନୁଛୁ ଏବଂ ଶେଷ ନିଃଶ୍ୱାସ ଯାଏ ମା' ଙ୍କୁ ବିଶ୍ଵାସ କରିବୁ🙏🏻 ।କିନ୍ତୁ ଏ ସ୍ତ୍ରୀ ଲୋକ English kahuchanti 😃🤦। ମା' କେବେ ବି ନିଜ ଙ୍କୁ ପ୍ରମାଣିତ କରିବାକୁ ମଣିଷ ଶରୀର କୁ ଆସିବେନି । ମା' ଝଙ୍କଡ଼ ରେ ଅଛନ୍ତି.. ମାଆ🙏🏻🪔 ସେଠୀ ରହି ବି ଦୁଃଖୀ ଙ୍କ ଦୁଃଖ ଶୁଣି ପାରିବେ।ଗୋଟେ ଛୋଟ ପିମ୍ପୁଡ଼ି ଟେ ମାରିବା ବି ପାପ। 🙏🏻ମା' କେବଳ ପୁନ୍ୟ କରିଥିବା ଲୋକ ଙ୍କୁ ଦେଖା ଦେବେ ଆଉ କଣ ସମସ୍ତ ଙ୍କୁ କି? ଭଗବାନ୍ କଣ ଯେଉଁଠି ନାଇଁ ସେଇଠି ଜନ୍ମ ନେବେ ନା କଣ।କଳିଯୁଗର ଶେଷବେଳ କୁ ଭଗବାନ୍ ସେଇ ଯାଗାରେ ଜନ୍ମ ନେଇଥିବେ ଯେଉଁଠି କେବଳ ପୁନ୍ୟର ଲହରୀ ଥିବ🙏🏻🪔 🙏🏻ଜୟ ଜଗନ୍ନାଥ 🙏🏻

    • @jyotimohapatra3051
      @jyotimohapatra3051 2 года назад +1

      @@spiritualfacts_2.018 tama valia kete jananka pain amane ahuri muhan pauchanti

    • @techguru6875
      @techguru6875 2 года назад

      @@spiritualfacts_2.018 Maa Sarala nka krupa ru samastanka deha thik heijau.

  • @panditmoharaj2687
    @panditmoharaj2687 2 года назад +6

    ମୁଁ ଶଳା ଟି ଗୋଟେ କଥା ବୁଝି ପାରୁନି ଯେ ଏ କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଛି କ'ଣ
    ସବୁ ଭାଣ୍ଡାମି କ'ଣ ଏହି କେନ୍ଦ୍ରାପଡ଼ା ରେ 😡😡😡

  • @Leo35875
    @Leo35875 2 года назад +70

    ଦୟାକରି ଭାଗବାନଙ୍କ ନାମରେ ଏପରି କରନ୍ତୁ ନାହିଁ ଯେଉଁ ଭଗବାନ ଙ୍କ ନାମରେ ଏପରି ଠକୁଛନ୍ତି ତାଙ୍କୁ ତ ଟିକେ ଭୟ କରନ୍ତୁ

    • @spiritualfacts_2.018
      @spiritualfacts_2.018 2 года назад +2

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

    • @bapun6690
      @bapun6690 2 года назад

      @@spiritualfacts_2.018 ଆପଣ ଯାହା ଭାବିବେ ମୁଁ ଆଉ କଣ କରିପାରିବି ମୁଁ ବି ଆପଣଙ୍କ
      ଭଳି ଜଣେ ଭଗବାନ୍ ବିଶ୍ୱାସୀ କିନ୍ତୁ କଣ କରିପାରିବା
      ଯେ ପର୍ଯ୍ୟନ୍ତ ଆମର sanatana Dharma ra jahabi achi deeply ନପଢ଼ିବା କିଛିବି ଜାଣିପାରିବାନି 🙏

    • @spiritualfacts_2.018
      @spiritualfacts_2.018 2 года назад

      @@bapun6690 ଭାଇ ଇଏ ତ କଳିପୂରସ ର ପ୍ରଭାବ
      ଆଗକୁ ଲୋକ bhagwan କୁ ବି ଭୁଲି ଜିବେ
      ଆଉ କାଳୀ ପୁରୁଷ କୁ bhagwan ଭାବିବେ ଆଉ ଧର୍ମ ରହିବ ନାହିଁ
      ସେତେବେଳେ କଳ୍କୀ ଆସିବେ

    • @laxmiswain5002
      @laxmiswain5002 2 года назад

      Manktinkanakugantu

    • @rinkurana2609
      @rinkurana2609 2 года назад

      Bhagvan nka echha semiti kahana

  • @balarammusic3375
    @balarammusic3375 2 года назад +10

    ଥରେଯଦି ମିଡିଆ ବାଲା ପଛରେ ପଡିଯିବେ ଭାଇ ଠାକୁର ବାହାର ନ କରିଲା ପର୍ଯ୍ୟନ୍ତ ଛାଡିବେ ନାହିଁ । ତ ଭାଇ ସବୁବେଳେ ଦେଖିକି କାମ କର । ଏମିତି ଅନ୍ଧଭଳି ନୁହେଁ ।

  • @ଆୟସ-ଟ2ଟ
    @ଆୟସ-ଟ2ଟ 2 года назад +84

    ଯାହାର ରୋଗ ଭଲ heichi ଦୟାକରି news ରେ କହିବ. Mu ତାଙ୍କ ବଦନ ଦେଖେ

    • @RajNandini687
      @RajNandini687 2 года назад +1

      🤣🤣🤣

    • @dibyanshusahu8334
      @dibyanshusahu8334 2 года назад

      😂😂

    • @prashantbehera629
      @prashantbehera629 2 года назад

      👌👌👌👌

    • @smilequeenbabita5605
      @smilequeenbabita5605 2 года назад

      🤣🤣🤣🤣🤣

    • @spiritualfacts_2.018
      @spiritualfacts_2.018 2 года назад +2

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @sanju_2825
    @sanju_2825 2 года назад +2

    Jay maa sarala🙏🌺🙏

  • @ashwasanadalabehera5863
    @ashwasanadalabehera5863 2 года назад +4

    ସେ ଦେବୀ ମାନେ ଭକ୍ତ ଙ୍କ ସହ ତ କୋଉ ବି language ରେ interact କରିପାରିବେ!? ତାଙ୍କ ସହ engilish sanskrit hindi language ରେ ନିଜର problem share କରାଯାଉ । ତାପରେ ଯାଇକି ଜଣାପଡ଼ିବ ମା ଦେବୀ ଆମର କେମିତି ଭକ୍ତ ଙ୍କ ମନ ର ଦୁଃଖ କୁ ବୁଝୁଛନ୍ତି 😁😁😂

    • @Gamer-kv7bk
      @Gamer-kv7bk 2 года назад

      🤣🤣🤣🤣🤣😝😝😝👌👌👌

    • @Blackpanther-zr2zh
      @Blackpanther-zr2zh 2 года назад

      Eaba odia maa kebala Odia re Katha hebe,😜😜😜😜😜😜😜😜

  • @namitasahu1436
    @namitasahu1436 2 года назад +3

    ହେ ମା ଟିକେ ଦେଖାଦେ🙏

  • @ommsairamamrut7802
    @ommsairamamrut7802 2 года назад

    ଲୋକଙ୍କ ଧର୍ମୟ ଭାବନା ସହିତ ଖେଳାଯାଉଛି

  • @sarojbagarty1786
    @sarojbagarty1786 2 года назад +4

    ମା ଶାରଳା ତୋପାଇଁ ମନ୍ଦିର ଟେ ରାତାରାତି କରିଦେ ତାପରେ ଲୋକ ଜାଣିବେ ତୁ ଶତରେ ଶାରଳା ମା ବୋଲି

  • @OdiaGreengenius
    @OdiaGreengenius Год назад

    ଜୟ ମା ସାରୋଳା

  • @78premacomedy37
    @78premacomedy37 2 года назад +6

    ଭଗବାନ ଙ୍କୁ କଟକ ମେଡ଼ିକାଲ ପଠାଇ ଦିଅ ସେଠି ଲୋକ ଭଲ ହେଲେ ଆମେ ବିଶ୍ଵାସ କରିବୁ ସେଠିକାର ପ୍ରଶାସ ନ କୁଆଡ଼େ ଗଲେ

    • @sairamdhana4898
      @sairamdhana4898 2 года назад +1

      Right bro

    • @rinkurana2609
      @rinkurana2609 2 года назад +1

      Pagal aadmi devi shakti 50% and doctor 50% only 100

    • @rinkurana2609
      @rinkurana2609 2 года назад +1

      Challenge karib medical re samste bhal hebe

  • @anilroul5723
    @anilroul5723 2 года назад +1

    Jay maa Sarala

  • @biswanathsethi5321
    @biswanathsethi5321 2 года назад +2

    Jai maa 🌹🙏

  • @brundabanajena5094
    @brundabanajena5094 2 года назад

    ଜୟ ମା

  • @kaliacharan4887
    @kaliacharan4887 2 года назад +1

    Jai maa sarala 🙏💞

  • @sarathisahoo558
    @sarathisahoo558 2 года назад +2

    ପିତା ମାତା ଙ୍କୁ ପୂଜା କର 🙏🙏

  • @budhirambehera7435
    @budhirambehera7435 2 года назад

    Jay maa

  • @sasmitamanjaripanda6637
    @sasmitamanjaripanda6637 2 года назад

    Maa sarala nka Nazareth apaprachara banda karantu

  • @shreemamalovelyworld1863
    @shreemamalovelyworld1863 2 года назад

    ଏଇ news ଵାଲା ମାନେ ହିଁ ଏପରି ପାଗଳୀ ମାନଂକର ପ୍ରଚାର କରୁଛନ୍ତି l

  • @Odisha.974
    @Odisha.974 2 года назад +7

    ଯିଏ ବି ସାରଳା ଦେବୀ ମାଁଙ୍କ ଉପରେ ଏମିତି ମିଛ ଅଭିନୟ କରୁଚ ତାକୁ କେବେ ହେଲେ ମାଆ ଭଲସେ ରଖି ବେ ନାହିଁ ଯିଏ ବି ଏମିତି ସପୋର୍ଟ କରୁଚ ସେମାନେ corona ଭାଇରସ ରେ ମରିବ ତା ପରେ ଗିନି ପିଟୁଥିବା key tea pitucha ଯେ ସାରଥୀ ଭଳିଆ ହବୁ ତୁଲ ରାଣ୍ଡି makina ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଏଇ କଲି ଯୁଗରେ ଗୋଟିଏ ହିଁ ଭଗବାନ ଜଗନ୍ନାଥ ସ୍ଵାମୀ ସବୁ ଭାଗ ବାନ ଅଛନ୍ତି କେବେ ଦେଖାଇ ହୁଅନ୍ତି ନାହିଁ ତମ ଭଳି ତୁ ଗୋଟିଏ michheae ଭାଗ ରାଣ୍ଡି

  • @JayMohakaal
    @JayMohakaal 2 года назад +2

    Jay Ma Sarala 🙏🙏🙏

  • @radheshyaampodh132
    @radheshyaampodh132 2 года назад +5

    Jai maa sarala maa

  • @krishnadash4569
    @krishnadash4569 2 года назад +6

    ଧନ୍ୟ କାଳୀ ଯୁଗ,ଆଉ ଏ ଅନ୍ଧ ବିଶ୍ବାସୀ ଲୋକ.

    • @rinkurana2609
      @rinkurana2609 2 года назад

      Ea andhaviswas nuhe bhai jia dekhichhi sie jaanchi

  • @rasmhirath9303
    @rasmhirath9303 2 года назад +2

    Jay MAA 🙏

  • @truptiranisika6814
    @truptiranisika6814 2 года назад +2

    Jay mata di

  • @bharatnanda1663
    @bharatnanda1663 2 года назад

    Good

  • @hiranyanaik8761
    @hiranyanaik8761 2 года назад +1

    Jay maa sarala 🙏🙏

  • @srikantalipu9749
    @srikantalipu9749 2 года назад +4

    Cuttack bada Medical & AIIMS close karidio ea amiti sabu vala kari dau6i & ghara rahiki Draama na kariki medical asiki rugiki vala kala dekhiba

  • @themusicmelodiesworld6646
    @themusicmelodiesworld6646 2 года назад +17

    doctor Patha padhi kichi Lavo nahi 😂😂

  • @seemasao3782
    @seemasao3782 2 года назад +3

    Jai maa

  • @anitamahanta9498
    @anitamahanta9498 2 года назад

    Maa 🌺🌺🌺🙏🙏🙏

  • @asitdas5497
    @asitdas5497 2 года назад

    Maa sarala

  • @taranisenmahali2875
    @taranisenmahali2875 2 года назад +1

    Jai Mata haribolo

  • @niranjan8431
    @niranjan8431 2 года назад

    କିଛି ଧର୍ମାନ୍ଧ ଲୋକମାନଙ୍କ ପାଇଁ ଆଜି ଭଣ୍ଡଙ୍କ ରାଜୁତି ଚାଲିଛି ।

  • @linkanpradhan3782
    @linkanpradhan3782 2 года назад +3

    Jay maa sarla

  • @judhistirdas1543
    @judhistirdas1543 2 года назад +7

    ସ୍ଥାନୀୟ ପ୍ରଶାସନ ପକ୍ଷରୁ କାହିଁକି ଏ ସବୁକୁ ବନ୍ଦ କରାଯାଉ ନାହିଁ । ସାରଥି ବାବା ଭଳି ହେଲେ ପ୍ରଶାସନ କହିବ ଆମେ କିଛି ଜାଣି ନାହୁଁ ।

  • @meghanandasahoo8344
    @meghanandasahoo8344 2 года назад +10

    ମାଆ ସକାଳୁ ଉଠି ସ୍ୱାମୀକଂ ପାଦ ବନ୍ଦନା ଯଦିକରୁଛ,ତ ?ନହେଲେ ଯେତେ ଝୁଲିଲେ ମଧ୍ୟ. କେହି ବିଶ୍ୱାସ କରୀବେନି।ଆଗେ ମାଆ ସୀତା କଂ ଚରିତ୍ରକୁ ନିଜ ଆଚରଣରେ ଆଣନ୍ତୁ,ତାପରେ ତୂମକୁ ଶାରଳା ମଙ୍ଗଳା ବୋଲି ପୂଜାକରିବୁ।

    • @Leo35875
      @Leo35875 2 года назад

      ଆପଣ ବିଲକୁ ଠିକ୍ କହୁଛନ୍ତି

    • @asanatan1329
      @asanatan1329 2 года назад

      Thik katha but rama kebe bi sitanku Samman karichi. Are 6 months ra pregnant sita ku jungle re je chhadi deichi au dui puo ku jiye pacharini taku mahan au Bhagwan kahi murkha mane puja karucha.. Eye semiti murkha banei lokanku lootu kan asubidha??

    • @meghanandasahoo8344
      @meghanandasahoo8344 2 года назад

      @@asanatan1329 ରାମ ସିତାକଂ ଚରିତ ଅଲଗା,ତରିତ୍ର ଅଲଗା ଭାଇ,ଚରିତ ହେଲା କାହାଣୀ,ଚରିତ୍ର ହେଲା ବାସ୍ତବିକ ତତ୍ତ୍ୱ,ତେଣୁ ଆପଣ ଯେମିତି ବୁଝିଛନ୍ତି ଭାଇ🙏

    • @nirakarsamantray2480
      @nirakarsamantray2480 2 года назад

      @@asanatan1329 bhalare ramayana padhantu ..... paruchanti ta pandit nka saha charcha karantu janibe ... kouthu suni ... ki TV ru kn alapa kichi dekhi jadi bujhi chanti ta taku bhulijantu ..

    • @nirakarsamantray2480
      @nirakarsamantray2480 2 года назад

      Sabu Katha mu emiti apananku ph re lekhile .. b bujhei paribini .. jadi apana pakhare basibe ta .. kahile bujhibe.. peaman saha bujhei paribi .. boli Asha karuchi.

  • @jamunamahunta4664
    @jamunamahunta4664 2 года назад +8

    Au kehi hospital 🏥 jibeni

    • @spiritualfacts_2.018
      @spiritualfacts_2.018 2 года назад +1

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @hariharamohapatra1350
    @hariharamohapatra1350 2 года назад +4

    ମା ଶାରଳାଙ୍କ ପୀଠର badnam ହଉଚି. Thak ସ୍ତ୍ରୀ ଲୋକ ta.

  • @bikashpratibha1877
    @bikashpratibha1877 2 года назад +15

    Total ଲାଗୁଚି ସେ ଦଧି ରେ ରହିକି ଫୁଲ ଟ୍ରେନିଂ ନେଇଛି ଏଇଠି ଆସିକି ଦଧି କରୁଚି 😁 ଦେଖୁନ କେମିତି ଚିତ କୁଟେଇଚି କପାଳ ରେ 🤣

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

    • @bikashpratibha1877
      @bikashpratibha1877 2 года назад

      @@spiritualfacts_2.018 mo kahiba katha seia nuhan bhagaban ku neiki emiti apaprachara kariba katha nuhan se sabu bhul bhagabnku mu bahut biswash kare bahut jagare mo bhagaban mo sath seichanti raga laguchi sekhiki emiti maanku neiki bajya kama karajibaku.jane manisha sabubele chicken mane seita rakata hada re pura tiari semiti apabitra sharira ku kebe bhagabn asibeni 🙏

    • @spiritualfacts_2.018
      @spiritualfacts_2.018 2 года назад

      @@bikashpratibha1877 nuhe maa agare kie apa bitra nuha
      Eha ta kaliyuga ra bidhana
      Tame kali purus maya jala re asani
      Bhagwan nku chinha

    • @sambalpuriyoutuber2.0m77
      @sambalpuriyoutuber2.0m77 2 года назад

      Right 😁😁😁😂🤣

    • @Villagekingodiatoka
      @Villagekingodiatoka 2 года назад

      ଏ ମାଇକିନା ର ଚଡ଼ି ଖଲକି ବିଆ ରେ ଲଙ୍କା ଗୁଣ୍ଡ ଦବା କଥା 👍

  • @OdiaTech24knowledge
    @OdiaTech24knowledge 2 года назад +4

    ଅନ୍ଧ ବିଶ୍ବାସ କୁ ପ୍ରୋଛାହନ ଦିଅନ୍ତୁ ନାହିଁ ଦୟାକରି । ଭାଡୁଆ ଦଳ 😡😡🤬🤬

  • @vidyastar____143
    @vidyastar____143 2 года назад +1

    Jai ma sarada.....

  • @subashnayak4611
    @subashnayak4611 Год назад

    ଏଗୁରା ସବୁ ଅନ୍ଧ ବିଶ୍ୱାସ। ଭଗବାନ୍ ଯଦି ମଣିଷଙ୍କ ଦେହରେ ଆସିବେ। ଲୋକମାନେ ତାହେଲେ ମନ୍ଦିର କାଇଁ ଯିବେ। ସବୁ ବନ୍ଦ୍ କରୀ ଦିଅ ପୂରି ବି କାଇଁ କେହି ଯିବେ। 🤦🤦 ଲୋକ ମାନେ ଏତେ ଅନ୍ଧ ବିଶ୍ୱାସ ରେ ଜିଉଁଛନ୍ତି।

  • @ranjankumarsahoo656
    @ranjankumarsahoo656 2 года назад

    Jaymaa🌺🌺🌺🌺🌺🌷🍎🍎🍎🍎

  • @SanjayKumar-qg8iw
    @SanjayKumar-qg8iw 2 года назад

    Maa

  • @balaramdas1674
    @balaramdas1674 2 года назад +7

    Maa sarala nku biswas kara but Manisa Ku nuhe a Sabu Paine Manisa nije dayee a Sabu Sarathi baba Bhali laguchi

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @pabitradas8130
    @pabitradas8130 2 года назад

    It can be possible

  • @anjankumardas600
    @anjankumardas600 2 года назад

    Bhai kou area,,,????

  • @daskrushna2158
    @daskrushna2158 2 года назад +11

    ଘୋର କଳି କାଳ ରେ ଭାଇ କାହିଁକି ଏମିତି ସବୁ ହୋଉଚ୍ଚରେ ଟିକେ ତ ଭଗବାନ ଉପରେ ଡର ଭୟ ରଖ

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @sonymishra4524
    @sonymishra4524 2 года назад

    ଅନ୍ଧବିଶ୍ୱାସ ଛଡା ଆଉ ଏହା କିଛି ନୁହେଁ।।

  • @dilipsabar193
    @dilipsabar193 2 года назад

    ଏଇଟା ହିଁ କହନ୍ତି ଅନ୍ଧ ବିଶ୍ବାସ

  • @raghumaninayak9593
    @raghumaninayak9593 2 года назад +1

    ସବୁ ମାୟାରେ ବାୟା।

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @sitamanimajhi9264
    @sitamanimajhi9264 2 года назад

    kouthikar ghatana?

  • @smrutirekhabalsamant2702
    @smrutirekhabalsamant2702 2 года назад +4

    Ye murkha mana nku kie school re nia re plz

    • @nareshmaharana6786
      @nareshmaharana6786 2 года назад

      School kei neba?

    • @ajitkumardash1673
      @ajitkumardash1673 2 года назад

      ଆମର ମିଡ଼ିଆ ଭାଇମାନଙ୍କୁ ଆଉକିଛି ନିଉଜମିଲୁନାହୀଶେଥିପାଈଫାଳତୁନିଉଜଦେଖାଉଛିଆଉଶେଠାରେକିଛିଅ ଷାମାଜୀକବେପାରପାଈ଼଼ଏପରିକାମକୁ ସହଯୋଗ କରୁଛନ୍ତି

  • @chinmaya1761
    @chinmaya1761 Год назад

    ଗାଁଉଲି ଲୋକଙ୍କର ବୁଦ୍ଧି ବା କେତେ ଯିଏ ଯାହା କହିବେ ତାହାକୁ ସତ ମନି ନେବେ ଏଇ ଭଳି ମୂର୍ଖ ଲୋକ ମାନଙ୍କୁ ଏଇଭଳି ଦରକାର

  • @anjaanenews4458
    @anjaanenews4458 2 года назад

    ବିଶ୍ୱାସ ରଖନ୍ତୁ ସମସ୍ତଙ୍କ ଶରୀର ରେ ଠାକୁର ରହିଥାନ୍ତି

    • @c.prasad3064
      @c.prasad3064 2 года назад

      ଭାଇ ସେମିତି ହେଲେ ମୋ ଦେହ ରେ ବି ଭଗବାନ ଅଛନ୍ତି.. ତେବେ ସିଏ ବି ମୋତେ ଭଗବାନ ବୋଲି ଭାବିବବକି???? ମୋତେ ବି ପୂଜା କରିବ କି???? ଯିଏ ଦିନେ ହେଲେ ବାପା ମାଆ କୁ ଜୁହାର ହୁଏନି ହଗି ଫାଂଚେନି.. ସିଏ ଆଜି ସାରଳା.. ବାଃ ଭାଇ ମୋଜ କୋରଦି 😆😆😃😃😂🤔

    • @anjaanenews4458
      @anjaanenews4458 2 года назад

      @@c.prasad3064 ତମେ ଠାକୁରଙ୍କୁ ଦେଖିଛ କି? କେବଳ ଶୁଣିଛ ଠାକୁର ଅଛନ୍ତି ନା ତମେ ଠାକୁର ବିଶ୍ୱାସ ନୁହନ୍ତି । ତ ଏତେ ମନ୍ଦିର କାହିଁକି ଓଡ଼ିଶାରେ ବେକାର ବ୍ରାହ୍ମଣ ଯୁବକ ପୁଣି କେତେ ମନ୍ଦିର ରେ ସେ ତ ସାରଳା ମନ୍ଦିର କରିବ ସେଥିରେ ଭୁଲ କଣ?

  • @sabitasahoo2440
    @sabitasahoo2440 2 года назад +3

    Sabu Micha katha

  • @tchampati4512
    @tchampati4512 2 года назад

    Jay adimata Ki Jay ho.

  • @prasaddashkanas3167
    @prasaddashkanas3167 2 года назад

    Please Address kou district

  • @bapun6690
    @bapun6690 2 года назад +18

    😡🤬He Prabhu
    ଏ ରୋଗର ନା SCHIZENOPERNIA
    GOTE ମାନସିକ disoder ତାଙ୍କୁ ମେଡିକାଲ ରେ ଜଣେ ଭଲ physctrist ଙ୍କୁ ଭେଟାଅ
    ତାଙ୍କୁ mental therapy ନିହାତି ଦରକାର
    ପ୍ରାୟତ
    ଏହା ଏକ ବଂଶାନୁ ଗତ ହୋଇଥାଏ
    ଦୟାକରି ଏ ଅନ୍ଧବିଶ୍ୱାସ ରୁ ଦୂରେଇ ରୁହନ୍ତୁ
    ଏଥିରେ ନିଜର ମଙ୍ଗଳ ହେବା ସହ ସୁସ୍ଥ ସମାଜ
    ଟେ ଗଠିତ ହେବ
    ଏଥିରେ ସେ ମହିଳାଙ୍କର କୌଣସି ଭୁଲ ନାହିଁ ତାଙ୍କୁ ସଠିକ୍ ଶିକ୍ଷା ମିଳିଲେ ସେ ବି ପରିବର୍ତ୍ତନ ହେଇଯିବେ ଓ ବୁଝିପାରିବେ🙏🙏🙏🙏🙏🙏🙏

    • @sambitsambit3777
      @sambitsambit3777 2 года назад

      Yes right

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

    • @jyotimohapatra3051
      @jyotimohapatra3051 2 года назад

      Yes I agree with you she is a mental patient

  • @sadhanapradhan6765
    @sadhanapradhan6765 2 года назад

    Jagtsinghpur maa sarala nka trust pakhya ru,birodha kariba uchit.

  • @chandrakantasha6916
    @chandrakantasha6916 2 года назад

    ଏଠି କଣ ଚାଲିଛି ? ଶିକ୍ଷା ର ଅଭାବ ।

  • @kunthasabar2565
    @kunthasabar2565 2 года назад +4

    Jay ma sarala

  • @utkalbabydas1763
    @utkalbabydas1763 2 года назад

    What is going on in Odisha

  • @mitunbisoi9478
    @mitunbisoi9478 2 года назад

    Maa nka na ku, emiti ketejana loko hin kalusita karuchhanti , sadbuddhi dia pravu emananku 🙏

  • @pabitrabiswal9744
    @pabitrabiswal9744 2 года назад

    🙏🙏

  • @subhransudehury5420
    @subhransudehury5420 2 года назад +2

    କଳୀ ଯୁଗର ପାପି ଇଏ ମରିବ ସମସ୍ତେ ମରିବ

  • @debasmitapanda1590
    @debasmitapanda1590 2 года назад +5

    Hmm Bhagawan duniya re achhanti 🙏 Hele ethhi ki pala chalichhi🤔🤔🤔Jhuna dhuan re se ananiswasi hoijibare🤣😂🤣😂

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @saisantoshsai9892
    @saisantoshsai9892 2 года назад

    ଠକ

  • @rajibapanda6366
    @rajibapanda6366 2 года назад

    Strange ritual!!!!!

  • @aaaaaa23678
    @aaaaaa23678 2 года назад +2

    Most talented people are found in Kendrapada

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

    • @aaaaaa23678
      @aaaaaa23678 2 года назад

      @@spiritualfacts_2.018 bhai apana ete katha kemti janile ,Au Kalki kouthi janma neichnati,au totally kete years rahila ??

    • @spiritualfacts_2.018
      @spiritualfacts_2.018 2 года назад

      @@aaaaaa23678 au only 10 year
      Kaliyug actually 1200 year
      Kalki sambhala re janm ନେଇଛନ୍ତି
      ଏବେ ଖାଲି ଦେଖ ଆଗକୁ କେତେ ବିପଦ ଆସୁଚି
      ଯିଏ ଧର୍ମ ରେ ରହିବ ସେ ମୁକ୍ତି ପାଇଯିବ

    • @aaaaaa23678
      @aaaaaa23678 2 года назад

      @@spiritualfacts_2.018 e sambhala ta kouthi achhi bhai apana ku kete age, au apana kn karanti

    • @spiritualfacts_2.018
      @spiritualfacts_2.018 2 года назад

      @@aaaaaa23678 mara ethara 10 th sarila
      Au sambhala village gote dibya sahar
      Uttarpradesh au kailash bhitare kauthe achii
      Sethi kebela sadhu santa jai paribe

  • @kanchannayak4119
    @kanchannayak4119 2 года назад +1

    ମା ଲ ସାରଳା 🌺🌺🌺🙏🏻

  • @manojdeheri3138
    @manojdeheri3138 2 года назад

    ଜୟ ମା ସାରଳା 🙏🙏🙏🙏🙏🙏🙏🙏🙏🙏🙏🙏

  • @monalishamohanty961
    @monalishamohanty961 Год назад

    Take an action for this please

  • @spiritualfacts_2.018
    @spiritualfacts_2.018 2 года назад +5

    ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
    କଳିଯୁଗ ର ଶେଷ ସମୟ ନିକଟରେ
    ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
    ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
    ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
    କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

    • @rameshlenka9762
      @rameshlenka9762 2 года назад

      🙏🙏 Jay Shree Kalki Ananta Ram 🙏🙏 Jay Maa Adimata 🙏🙏❤️❤️❤️❤️❤️🙏🙏🙏🙏🙏

    • @brajatripathy511
      @brajatripathy511 2 года назад +1

      Tu kn janichu kahilu tu Aaga maribu samudar re

    • @brajatripathy511
      @brajatripathy511 2 года назад +1

      Ma sarala ku biswasha kara hale manisa ku nuhe bas eatik kahibi

    • @spiritualfacts_2.018
      @spiritualfacts_2.018 2 года назад

      @@brajatripathy511 ହଉ ଦେଖିବା କିଏ ମରୁଚି କିଏ ବଞ୍ଚୁଚି
      Jay Jagannath jay mahakaal

    • @spiritualfacts_2.018
      @spiritualfacts_2.018 2 года назад

      @@brajatripathy511 ଏହା ତ ପରୀକ୍ଷା
      କଳିଯୁଗ ଶେଷ ରେ କେହି bhagwan କୁ ଚିହ୍ନି ପାରିବେନି
      ଲେଖା ହେଇଛି ଆଗରୁ

  • @rakeshmohanty7737
    @rakeshmohanty7737 2 года назад

    Maa nka nama nei kain emiti karma karucha...Maa kain kaha dehare lagibe....ki Katha...Hey Jagannath tume udhara kara...

  • @shreemamalovelyworld1863
    @shreemamalovelyworld1863 2 года назад

    ସମସ୍ତେ ପାଗଳ ହେଇ ଗଲେ ଣି l କଣ ଆଉ କହିବା

  • @Pmkumar_blogs
    @Pmkumar_blogs 2 года назад +3

    E banda e kali jugare... E paapi manisa dehare puni thakura 😁😁🤣🤣🤣🤣

  • @waterlife2998
    @waterlife2998 2 года назад +1

    ଏଠି ଲଭ ସିନ ସୁଟିଙ୍ଗ ଚାଲିଛି

    • @spiritualfacts_2.018
      @spiritualfacts_2.018 2 года назад

      ଭାଇ ଏମିତି କୁହ ନାହିଁ କାରଣ ଇଏ ମା ସାରଦା ହେଇ ପାରନ୍ତି
      କଳିଯୁଗ ର ଶେଷ ସମୟ ନିକଟରେ
      ବର୍ତ୍ତମାନ ଧ୍ଵଂସ ପକ୍ରୀୟା ଆରମ୍ଭ
      ଆଉ କଲିପୁରସ ଯିଏ କି କଳିଯୁଗ ର ରାକ୍ଷସ ସେ ସମସ୍ତ ଙ୍କ ମନ ରେ ଏମତି Bhagwan ଙ୍କ ପ୍ରତି ଭାବ ଦଉଚି କାଲିପୁରସ ତା ଶରୀର ନେଇ ଆସିବା ନିକଟରେ
      ତେଣୁ ଏମିତି ଭାବିବା ହିଁ କଳିଯୁଗ ର ଶେଷ
      କଳ୍କୀ ମଧ୍ୟ ରାକ୍ଷସ କୁ ମାରିବା ପାଇଁ ଜନ୍ମ ନେଇ ସାରିଲେଣି ଆଉ କଳିଯୁଗ 1200 year complete ହେଇ ସାରିଲାଣି

  • @jagannathbehera9349
    @jagannathbehera9349 2 года назад +1

    He maa sarala mora biswastya pura thick karidia.jadi mara swasthya thick hoijae tahale aaapananku biswasa kariki aapananka pakhaku jibi.

    • @smrutirekhabalsamant2702
      @smrutirekhabalsamant2702 2 года назад

      Swasthya pare bhala karibu aga tk school jaa

    • @Sandeep_5432
      @Sandeep_5432 2 года назад

      @@smrutirekhabalsamant2702 tara erectile dysfunction heichhi
      Mane bando uthuni

    • @jagannathbehera9349
      @jagannathbehera9349 2 года назад

      @@smrutirekhabalsamant2702 tu kn teacher heichhu mate padheibuna kn.tachhada tu mote school patheibaku kie.

  • @satyabadinayak8219
    @satyabadinayak8219 2 года назад

    ଅଧେ ମଣିଷ ଅଧେ ଘୋଡା

  • @ashwasanadalabehera5863
    @ashwasanadalabehera5863 2 года назад +1

    100 ଥର ବେତ ରେ ଅଣ୍ଟା କୁ ଅଣ୍ଟା କୁ ପିଟିଦେଲେ ଠାକୁରାଣୀ ହେବା ଛାଡ଼ିଯିବ

  • @mamalidas9331
    @mamalidas9331 2 года назад

    Na na maa sarala bohut sarala ...sethie pain se pantha se stree loka thick bachhie neichhie j maa taku kichhie karibenie

  • @arunkumarnaik1167
    @arunkumarnaik1167 2 года назад +2

    ମା ସାରଳା କେଉଁ ଗାଁ ପୁରା ଅଡ୍ରସ ଦିଅ ଆମେ ଜିବୁ

    • @jagdishmahanta5796
      @jagdishmahanta5796 2 года назад

      40 kete pila mall pieiki asa misi ki gehiba .ta pagala chadeiba

  • @kshirodsuna3621
    @kshirodsuna3621 2 года назад

    Money earning new idea .

  • @gobindasahoo3222
    @gobindasahoo3222 2 года назад

    ସାରଥି ବାବା ପରି ଏଠି ବି ଚାଲିବ ପ୍ରଶାସନ ଟିକେ ନିଦ ଭାଙ୍ଗୁ

  • @sksarfaraz9273
    @sksarfaraz9273 2 года назад

    Address send kariye

  • @kasinathdas2467
    @kasinathdas2467 2 года назад

    Give full address of this place for devotees

    • @rksgabber3563
      @rksgabber3563 2 года назад

      He is from my village,he is a lair,he is their source of income that's it.

  • @titondas8760
    @titondas8760 2 года назад +1

    🙏 Jai Mata Di 🙏

  • @aane.D
    @aane.D 2 года назад

    Aetiki ..khahibi ..am odisha lok ku..jagannath am ttakura jiae abe puri achhnti se harijan lok bari talu jaichhnti .duniare aete jega thila ..kouti daru baharile kn pai .jangahali re kemiti thibe..jagannath.

  • @banasmitadash4376
    @banasmitadash4376 2 года назад

    Trahi maam trahi maam prabhu rakhya kara aau esabu dekhi hauni 🙏🙏🙏🙏

  • @tikinayak8986
    @tikinayak8986 2 года назад +1

    Aare bhai A lola ku roga heichhi hospital neiki dekhao

  • @srminnovation3211
    @srminnovation3211 2 года назад +1

    ବହୁତ୍ ରୋଲ୍ ୟା ର

  • @babrubahanpodh8634
    @babrubahanpodh8634 2 года назад

    Maa nka dayaru jeu mane bhala heichanti media agare kuhantu .

  • @satyaranjanmohanty5921
    @satyaranjanmohanty5921 2 года назад

    Kauti asila ba