Apna nka mo thu adhika gyana thae pare kintu mu jetiki janichi au tantra jou alpa gyana achi saethiru etiki Janichi Karnapichani dwara anya mahila mana nku mohita kari hue nahi. Karnapichani jana nka ateeta o bartaman samaya katha kahi thae au anya mahila nka saha samparka rakhiba ku dae nathae.
Pua re thare ja to bhagya ujala heijiba tu kahana bhetibaku jibu to aatmaru kaha baba mu jibi tuma darsanare tapare atmaru gote luhadhara aasiba michha boli kahana aaga ja mu tote marga darsana karauchhi tor gote hitakanti
Welcome. VEDIO. Rok thok. Khola. Hrudaya. Ku. KOTI. Swagat
ମା 🙏🙏🙏
ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥାଏ 🕉️🕉️🕉️🕉️🕉️🕉️🕉️🕉️🕉️🕉️🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🙏🛐🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🌸🌸🌸🌸🌸🌸🌸🌸🚩🚩
ପଇସା କୁ ଗୋଡ଼ ରେ ଫୋପଡ଼ିଚୁ କଥା ଟି ଯଥାର୍ଥ ନୁହେଁ. ପଇସା କୁ ମା ଲକ୍ଷ୍ମୀ ନାମ ରେ କୁହା ଯାଏ ବାବା 🚩🙏
Patalaku setebele Raja,maharaja Mane nhi bata rakhichanti,
Jaga kouthi a taneswari bana
Sathik address ta tike janeibe ki mobile News
ଜୟ ଗୁରୁଦେବ, ଭାବକୁ ନିକଟ ଅଭାବକୁ ,ଦୁର ଆଜି କାଲି ଅତି ସିଖିତ ହୋଇ ଧନ ରୋଜଗାର କରନ୍ତି, କିନ୍ତୁ ଧର୍ମ ରୋଜଗାର କରିବା କାହାର ମନେପଡେ ନାହିଁ । ଘର ତିଆର କରନ୍ତି ,ଏହା ମାୟା ଘର ବୋଲି, ଯାଣି ପାରନ୍ତି ନାହିଁ ।ଘରଗୋଟିଏ ଯାହା ପରମ ଧାମ , ଜିଏ ଆମକୁ ଅପେକ୍ଷାରେ ଚାହିଁ ରହିଛି ।ଖାଲି ମୁଁ ଘର କରିଛି ମୁଁ ବହୁତ ସୁନ୍ଦର ଓ ମୋର କଥା ସୁନ୍ଦର କିନ୍ତୁ ସବୁ ମାୟା ବୋଲି ଜାଣିନାହାନ୍ତି ।କିଏ ମାତା ପିତାଙ୍କୁ କଷ୍ଟ ଦେଲେଣି କିଏ ସ୍ତିରୀ କୁ ,କିଏ ଅନ୍ୟତମ ରାସ୍ତା ବାଛି ନେଲେଣି ,ଏଣୁ କାହାରିକୁ କହିଲେ ଥଟ୍ଟା କରିବେ ,ଗୁଣି ଗାରେଡ଼ି ସିଖୁଛି କହିବେ ,ଏଣୁ ଯେ ପଖି ଯାଇଥାଏ ଜେତେ ଦୁର ସେଜାଣେ ତାହାର ଦୁର ।ଅନେକ ଦୁର ରୁ ପ୍ରଣାମ ଗୁରୁଦେବ
ମହାଶୟ କହିଲେ ଉଦ୍ଧବ ୨୪ଗୁରୁ କରିଥିଲେ କିନ୍ତୁ ତାହା ଭୁଲ୍ ଶ୍ରୀ ଗୁରୁ ଦତ୍ତାତ୍ରେୟ ଭଗବାନ ଙ୍କର ୨୪ଗୁରୁ ଥିଲେ
ବାବାଜୀ ମହାରାଜ୍ ଙ୍କୁ ପ୍ରଣାମ 🙏
ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ତାଙ୍କର ଦର୍ଶନ କରିବା ସମ୍ଭବ ହେଲା। ସାଧୁବାଦ ଜଣାଉଛି 🙏
Good ସତ୍ୟ ନାନା ଆପଣଙ୍କ କଥା ଆପଣଙ୍କ ଭଳିଆ ସାଧୁ ହିଁ ବୁଝି ପାରିବେ ଯିଏ ଯାହା କହୁ ସତ୍ୟ ବାବା right
ହଈହେ ବାବା ଆପଣ କହିଥିଲେ ନବୀନ ପଟ୍ଟନାୟକ ଜିତିବେ ଓ ମୂଖ୍ୟ ମନ୍ତ୍ରୀ ହେବେ , କାହିଁକି ହେଲେ ନାହିଁ ଆପଣ କହୁଥିବା କଥା ମିଛ ହେଲା !
Ebe sabu baba guda michhua
Aeta sarathi ro chela bodhe
2ND ସାରଥୀ ଏଟା ସବୁ ଭଣ୍ଡ ଠକ ଭଗବାନ ଙ୍କୁ ମାନ ସବୁ ଠିକ୍ ହେଇଯିବ ଏସବୁ ତମ ଠୁ ଲୁଟି ନେଇ ଧନୀ ହେଇଯିବେ ଭଣ୍ଡ ଗୋଡାକ
To kanare kn banda mada heichi sea bhagwan nka katha kahuchanti to kanare banda mada heichi sethi pai tu kahuchu bhanda
ବାବା ମାନେ କାହାରି ମଙ୍ଗଳ କରିନଥାନ୍ତି। ସମାଜ ଉପରେ ଏମାନେ ଗୋଟେ ଗୋଟେ ବୋଝ, ସେ ଡେରା ବାବା ହୁଅନ୍ତୁ କି ସାରଥି ବାବା। ଭଗବାନ କହିଛନ୍ତି, କର୍ମ ତୋହର ନିଜଗୁରୁ। କବାଟ ଦିଆ ପାଠ ସାରଥି ଆଉ ଡେରା ବାବା ଢେର ପଢେଇଛନ୍ତି। ଗଞ୍ଜୋଡ ବଚନ ଶୁଣିବାକୁ ଆଉ ଭଲ ଲାଗୁନି। ମାନବ ସେବା ହିଁ ଇଶ୍ଵର ସେବା। ଏମାନେ ଏହାର ଓଲଟା। କେବଳ ଅବୋଧ ଶବ୍ଦ ଗୁଡିଏ କହି ମୁଣ୍ଡ ବିଗାଡି ଦେବେ। ନିରୀହ ମଣିଷଟିର ସଂସାର ଉଚ୍ଛନ୍ନ ହେବା ଥୟ। ଦୟାକରି କେହି ଏମାନଙ୍କୁ ବିଶ୍ଵାସ କରନ୍ତୁ ନାହିଁ କି ଏମାନଙ୍କ ପାଖକୁ ଯାଅନ୍ତୁ ନାହିଁ। ଦେଖିବେ ଶେଷକୁ ବରା ପିଆଜି ଠେଲା ଲଗେଇବେ ଏମାନେ।
🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻♂️🙏🕉️
Very Good Video ⭕❗⭕ ଜୟ ଜଗନ୍ନାଥ 🙌❤🙏🚩
ଏ ପାଗଳ ଚୋଡି କଣ ଗପୁଚି ସେ ଶଳା ବି ବୁଝି ପାରୁ ନା ଥିବ ଶଳା ଏ ସବୁ ଜୁମଲା ।।।ଖାଲି ବେପାର । ଏ ଶଳା ଭାଙ୍ଗ ଖାଇଛି ତା ଆଖି ରୁ ଜଣା ପଡୁଛି
😂
Time 6.15
ଗଧ ଭଳିଆ ଖାଇବୁ ଘୁଷୁରୀ ଭଳିଆ ଖଟିବୁ . କଥାଟା ହଜମ ହେଲାନି।
ଏ ସବୁ ଜାଣିବା ପରି ଭାବୁଛନ୍ତି ଏ ଜଣେ ଗର୍ବୀ ନିଜକୁ ସବୁ ଜାଣିବା ପରି ଭାବୁଛି ଲୋକଙ୍କୁ ଭୁଆଁ ବ୍ଲାଉଛି
ମିଡିଆ ଗଲେ ହିଁ, ସତ୍ୟର ଜୟ ହବ...
ଅଧର୍ମ ର ବିନଷ୍ଟ ହବ
Jouthi biswas nahi Sethi kichi nahi sabu sunya
ଆପଣ ଯାହା କହିଲେ ତାହା ଠିକ। କିନ୍ତୁ ଶୁନ୍ୟ ର ଆଖ୍ୟା ଦିଆଯାଇ ହରିବୋଲ,ହୁଳହୁଳୀ ନାମରେ :: ନିରିହ ଜନସାଧାରଣ ବଳି ପଦୁଛନ୍ତି
ଇଶ୍ବରଙ୍କ କଥାକୁ କାହାକୁ ଲୁଚାଇବା କଥା ନୁହଁ। ତେବେ ସିନା ଲୋକେ ଆପଣା ଜୀବନ ବଦଳାଇ ନିଜକୁ ବଞ୍ଚାଇବେ
ଏଥର ମୋତେ ଗୁରୁ କର । ମୁଁ ହେଉଛି ସେହି ୨୪ ଗୁରୁ
ଗୋଟେ ପଟେ ଜ୍ଞାନ ବିଜ୍ଞାନ ଦେଇଛି
ମୁ ଅଛି ନିଜେ ମୋ ପଥରେ
ମୋ ପାଖରେ କେହି ବିଜ୍ଞାନି ନାହାନ୍ତି
ମୁଁ ଜ୍ଞାନ ଦିଏ ଶୁନ୍ୟରୁ ନରେ ।
ମୋକେ କେହି ଜାଣନ୍ତି ନାହିଁ ।
ବିଭିନ୍ନ ଚ୍ୟାନେଲ୍ ମାଧ୍ୟମରେ ବାବା ପ୍ରଚାର କରିଚାଲିଛନ୍ତି।ଲୋକେ ଜିବେନି କିପରି।ରୋଗଭଲ ହେଉଛି ବୋଲି ବାବା କହୁଛନ୍ତି
ଦେଶରେ ବହୁତ ଭଣ୍ଡବାବା ଯଥା ସାରଥି ସୁର,ବାନା ବାବାଙ୍କ ଭଳି ଅନେକ ବାବାଙ୍କ କଳାକାରନାମା ସମ୍ପର୍କରେ ଲୋକ ମାନେ ଜାଣିଛନ୍ତି ସେମାନେ ମଧ୍ୟ ଏହି ପରି ଚିକ୍କଣ କଥା କହି ମ୍ୟାଜିକ ଓ ହାତସଫାଇ କର୍ଣ୍ଣପିଚାସୀ ସାଧନା ବଳରେ ସାଧାରଣ ମହିଳା ମାନଙ୍କୁ ମୋହିତ କରି ମହିଳାମାନଙ୍କୁ ଠକି ନେଇଥିବା ଜଣାପଡିଛି ତାଙ୍କୁ ମୋହରା କରି ମଠ ଆଶ୍ରମ ନିର୍ମାଣ କରି ରଙ୍ଗ ଶାଳା କରି ବିଳାସ ବ୍ୟସନରେ କାଳାତିପାତ କରିଛନ୍ତି ଏ ବାବା ସେହି ପରିବେପାର କରି ଅୟଶକରିବାର ଇଚ୍ଛା ପ୍ରକାଶ କରୁଛନ୍ତି
😂😂😂😅😅😅
Apna nka mo thu adhika gyana thae pare kintu mu jetiki janichi au tantra jou alpa gyana achi saethiru etiki Janichi Karnapichani dwara anya mahila mana nku mohita kari hue nahi. Karnapichani jana nka ateeta o bartaman samaya katha kahi thae au anya mahila nka saha samparka rakhiba ku dae nathae.
Hmm 6⁶⁶⅚ 56th
⁶
Iiiiiiiiiiìiiiiiiii
ଜୟ ମା ଦକ୍ଷିଣ କାଳୀ 🙏🙏🙏🙏
🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ🙏...
Very nice reporting. This should be the standard of journalism. Nice presentation by the reporter.
ଟଙ୍କା କୁ ବାବା ଗୋଡ଼ ରେ ପେଲିଛି ବୋଲି କହୁଛି 😂😂😂😂
ଯୁଗ ବଦଳି ଯିବ ହେଲେ ଲୋକଙ୍କର ଭଣ୍ଡ ବାବା ଙ୍କ ପ୍ରତି ବିଶ୍ଵାସ କେବେ ବଦଳିବନି ।
Tora bahut gyana
Thik loka Mane hin baba banauchhanti.
@@JayshreerambhajanmargaLoka mane Baba banuchanti saeta kichi kharap jinsa nuhe kintu jou loka mane sae baba mananku Bhagwan karuchanti saeta bhul.
ହଇହୋ ବାବୁ ତୁମ ପାଖରେ ତ ଏତେ ଵିଦ୍ୟା ଅଛି ମୌନ ନରହି ବକବକ୍ କାହିଁ କି ହେଉଛ।
ଆମ ଅଞ୍ଚଳରେ ଭଣ୍ଡାମି ଚଳିବ ନାହିଁ। ସତରେ ଯଦି ତୁମେ ସାଧୁ ସନ୍ଥ ଅଞ୍ଚଳର ଉନ୍ନତୀ କର । ଲୋକଙ୍କର ଉପକାର କର । ମୁଁ ତୁମ ସହିତ ଦିନେ ଭେଟ କରିବି। ମୁଁ ବି ଜାଣିବାକୁ ଚାହେଁ ତୁମେ କେତେ ସତ୍ୟ
mote laaguchhi ye jou comment karuchhi .. no 1 murkha
Pua re thare ja to bhagya ujala heijiba tu kahana bhetibaku jibu to aatmaru kaha baba mu jibi tuma darsanare tapare atmaru gote luhadhara aasiba michha boli kahana aaga ja mu tote marga darsana karauchhi tor gote hitakanti
ବହୁତ୍ ଖୁସି ଲାଗିଲା ଯେ ବାବା ତ ସବୁ ତତ୍ତ୍ଵ କଥା ଜଣନ୍ତି କିନ୍ତୁ ପଚାରିବା ଲୋକ ମଧ୍ୟ କିଛି ଟା ଜାଣନ୍ତି
Sabu planning vai.
Jay Jagannath Mohaprabhu 🙌🏻🛕🚩
ଏ ହାରାମି ବାବା କହୁଥିଲା ବଜେଡି ଜିତିବ ଜେ ଟିକେ କମରେ ଚୋର ଟାଉଟର
🙏🙏🙏🌹ଜୟ ଗୁରୁଦେବ ଜୟ ତନେଶ୍ୱରୀ ପୀଠ 🌹🙏🙏🙏
Michobabachichibaba
ମାତୃ କୃପା ହି କେବଳମ 🌹🌹🙏🙏🙏🌹🌹
ପଞ୍ଚ ମହାଭୂତ ର ସ୍ରୁଷ୍ଟି ର କ୍ରମ ହଉଛି ଆକାଶ ରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ ଏବଂ ଜଳରୁ ପ୍ରୁଥିବୀ ତତ୍ତ୍ୱ। ତାହେଲେ ନନ୍ଦ ବାବାଙ୍କ କଥା ଅନୁସାରେ ଜଳରୁ କେମିତି ଅଗ୍ନି କେମିତି ସ୍ରୁଷ୍ଟି ହୋଇଛି ସେକଥା ବୁଝି ହେଲା ନାହିଁ।
Agni jalile sethiru jala bahare science padha jani parib
@@mkindianota9922 ଏଥିପାଇଁ ସାଇନ୍ସ ପଢିବା କଣ ଦରକାର, ଏଇଟା ସମସ୍ତଙ୍କର ପ୍ରତ୍ୟକ୍ଷ ଅନୁଭୂତିର କଥା। କିନ୍ତୁ ବିଷୟ ବସ୍ତୁ ଏଠାରେ ଅଗ୍ନିରୁ ଜଳର ପ୍ରାକଟ୍ୟ ନୁହେଁ ବରଂ ଜଳରୁ ଅଗ୍ନିର ପ୍ରାକଟ୍ୟ କଥା ପ୍ରସଙ୍ଗ ଯାହା ନନ୍ଦ ବାବା କହିଲେ ସେ କଥାଟିକୁ ବୁଝିବା ପାଇଁ ଚେଷ୍ଟା ଚାଲିଛି।
ସେଇଟା ସାଇନ୍ସ ରେ ଅଛି ଯେ ଅଗ୍ନିରୁ ଜଳ ବୋଲି କିନ୍ତୁ ଏଇଟା ଅଧ୍ୟାମିକ ପାଠ ଏଇ ସାଇନ୍ସ ରେ ଜଳରୁ ଅଗ୍ନି ବାହାରି ଥାଏ
@@Sarala_music ଆଧ୍ଯାତ୍ମିକ ପାଠରେ ହିଁ ଲେଖା ଅଛି କି ଅଗ୍ନିରୁ ଜଳର ସ୍ରୁଷ୍ଟି ଯାହା ସାଇନ୍ସରେ ବି ତାର ପ୍ରମାଣ ମିଳୁଛି ଯେ ଅଗ୍ନି ଜଳିଲେ ସେଥିରୁ ଜଳ ବାହାରେ ବୋଲି। ହେଲେ ନନ୍ଦ ବାବାଙ୍କର ମତ ଯେ ଜଳରୁ ଅଗ୍ନିର ସ୍ରୁଷ୍ଟି ସେ କଥାଟି ଆଧ୍ଯାତ୍ମିକ ପାଠ ଓ ସାଇନ୍ସ ଦୁଇଟି ଯାକର ବିପରିତ କଥାଟି ଯାହା ମୋ ଭଳି ସାଧାରଣ ବୁଦ୍ଧି ଥିବା ଲୋକ ବୁଝି ପାରୁନି।
ଆପଣ ଶ୍ରୀ ଜଗନ୍ନାଥ ଧାମ ର ସେତ୍ଵ ଗଙ୍ଗା ର ପୁଷ୍କରିଣୀ କିମ୍ୱଦନ୍ତୀ ବିଷୟ ରେ ଜାଣିବା ପାଇଁ ତଥ୍ୟ ନିଅନ୍ତୁ। ଆପଣ ଜଳ ଯଜ୍ଞ ବିଷୟ ରେ ଜାଣି ପାରିବେ
ତାନ୍ତ୍ରିକ ମାନେ ହି ଏହି ପରି ଫୁଟଣି ମାରି କଥା କୁହନ୍ତି
Jaya shree Jagannath
ଟକଂାକୁ ବି ଗୋଢେ ରେବି ଫୋପାଢୀ ଶାରିଲୁଣୀ ନା କିରେ......
ଟଙ୍କା କୁ ଗୋଡ଼ରେ ଫୋପାଡିବା କଥା କହିବା ପୁରା ଭୁଲ୍,,, ପରିଣାମ କିଛି ବି ହେଇପାରେ 😅
Nice reporting
Only premananda baba🙏🙏🙏
ଜୟ ଶ୍ରୀହରୀ
ଏ ବହୁତ ଚାଲାକ ବାବା, ଏ ଲେଟ ରେ ଧରା ପଡିବ, ବ୍ୟସ୍ତ ହୁଅନି ଭକ୍ତ ମଣ୍ଡଳୀ ବାବା ସଲେଇବେ ମାତା ଚିଲେଇବେ ଆଶ୍ରମ ଭିତରେ, ଏ ଗୋଟିଏ ଧର୍ମ ଠକ ,କାରଣ ଗୁଣିକ ଲୋକ ନମ୍ର ,ଏ ବ୍ରାହ୍ମଣ ପୂଜା କରିବା ବଦଳରେ ବାବା ହେଇ ବୁଲିଲା, ମୁଁ କେତେ ଦେଖିଛି ୟା ଭଳିଆ
, ଭାଇ, ଉଦ୍ଧବ 24 ଗୁରୁ କରି ନଥିଲେ,,,, ସେଥିଲେ,,, ଅବଧୂତ, ଥିଲେ,,,, ଜୟ ଜଗନ୍ନାଥ ରାଧେ ରାଧେ,,
Waha bahut bhala lagila guruji 🙏🙏👌
ଟିକିଏ ସାରଥୀ ର ରୂପ ଦେଖା ଯାଉଛି ଆ ଠୀ ( ହେଇଛି ହଉଛି ହେବ) ଠିକ୍ ସେ ଦେଖ 😂 ଆଉ ଓଡ଼ିଆ ବର୍ଣ୍ଣ ମାଲା ରେ ଗୋଟେ ୱର୍ଡ ଅଛି " ଞ " ଆକୁ ସେ ସାରଥି ଭଳିଆ ଖାଲି " ଞ "
ଏମିତି ଏମ୍ ଏ ପିଲା ଓଟରିସ୍କା ଚଳାଉଛନ୍ତି
🌷Jay Jagannath 🙏
🙏🙏🙏
Jay.jagannatha❤❤
ପାନ ଖଣ୍ଡେ ଖାଇଲା ପରେ ପାତାଳ କଣ ନର୍କ କୁ ବାଟ କୋଉଠି ବି କହିଦେବ 😅😅😅😅
ଡିବି ରୀ ନିଭେଇ ପାଠ ପଢିଥିଲେ ବୋଧେ
ଵେଦ ମଧ୍ୟରେ ସାମବେଦ ବଡ଼ , ଯଜୁର୍ବେଦ ବଡ଼ନୁହେଁ , ଗୀତା ରେ ଲେଖାଅଛି,ଯାହା ଏ ମୁର୍ଖ କୁ ଜଣାନାହିଁ
Namaskar . Jai Gurudev 🙏💐🙏
ନିଜକୁ ଭଗବାନ ମାନେ ନା କରନ୍ତୁ l ଜ୍ଞାନ ବହୁତ ଅଛି ସଦୁପଯୋଗ କର l
ପ୍ରଣାମ, ବାବା, ଆପଣ, ମହାନ,❤❤❤❤❤
Banda baba 😂😂😂😂
Ati Sundhar katha
ମହାଶୟ ,
ଆପଣ ଙ୍କୁ ଭେଟିବାକୁ ଚାହୁଁ , ଆପଣଙ୍କ ଠିକଣା ଦୟାକରି ଦେବେ କି ? ।
Good 👍👍
କେତେ ଭିତର କୁ ନେଇଚୁ
ବହୁତ୍ ଗୁପ୍ତ ରହସ୍ୟ କଥା 🙏🙏🙏
ଏ ଜାଗା କେଉଁଠି ଟିକେ ସମ୍ପୂର୍ଣ ଠିକଣା ଦିଅନ୍ତୁ
ଦୁପି 🙏🙏🙏🙏🙏
🙏 Omm 🙏 parmatmaya 🙏 Jay 🙏 shree 💝 Jay ❤️ Jagannath 💝 namaha 🙏🙏🙏🙏 beautiful 💝❤️💝
କଣ୍ଡୋମ ବାବା କି ଜୟ 😀😀😀😀 ମା,,, ଆ
ଏ ଭଣ୍ଡ ବାବା ପ୍ରତି ଟିକେ ସାବଧାନ ହୁଏ ଜନ ତା
ଆମେ କଟ କରି କାଉଛୁରେ ବାଇ ତୁମ ବଡି ବଗବାନଙ୍କ ଦଙ୍କିଣ ଟଙ୍କା ଖଛକରି କହିବୁନି
ପାତାଳ୍ ଵାଵା କି ଜୟ୍ ହୋ
Om shanti aatitya bhaiji aapanankara barta bhala lagila
ଏ ପିଲା ର ଉଠୁ ଚି କି ନାହିଁ ପଚାର
ଜୟ ଜଗନ୍ନାଥ
Jay Jagannath Swami Narayan path gami bhaba to me ❤❤❤❤❤❤❤❤❤❤❤❤❤❤
ଏ ଅଧମର ସମର୍ପିତ ପ୍ରଣୀପାତ 🙏
ମୂଲ୍ୟ ହୀନ ଭିତୀ ହୀନ କରାନ୍ତୁ ନାହିଁ
Cuttack ra kau jaga jiba pai route tike kahile vala huantha
ଜୟ ଜଗନ୍ନାଥ । 🙏
द्रोपती के विकराल रूप के सामने अवतार का परिवार संयम बढ़ाते हुएआगे बढ़ रहा है अवतारों की ऐसी स्थिति है तो आम आदमीकी क्या
ଖୁସି ଲାଗିଲା ବାବା ପାନ ନଖାଇ ଭିଡିଓ କରିଛନ୍ତି
Jay Jaganath swami ki jay 🙏🌺🙏💮🙏🌸🙏💮🙏🌸
JAY MAA TANESWARI ❤❤❤
Achha jaga ta kouthi kahi paribe ki
Mu v janibaku chahuchi
Ei jagata kouthi achi? Kemiti jibaku heba?
Maa
Jaybaba
5 jagare jala jangya heigala. Aapana 4 jagare kahuthile ...
6:44 🙏 JAY JAGANNATH ⭕❗⭕
ଶଳା ମାଗିହା କୁଆଡ଼େ ଆଶୁଛ ବେ
ପ୍ରଣାମ
ଜି ସୁବର୍ଣ୍ଣପୁର
Jai jagannath jai panchasakha odisha keonjhar barbil
ଭଣ୍ଡ ସାରଥୀ ର ଗୋଟେ ପାର୍ଟ
ଏବେ ପୁଣି ଗୋଟେ ଭଣ୍ଡ ଚୋର ଟାଉଟର ବାହାରିଛି
Jay shree jagannath 🙏🙏🙏🙏
Jai sri ram
Jay jagannath Jay jagannath 🙏🙏🙏🙏
Pranam 🙏 Baba
सनातन धर्म प्रचारक
साधु धन्यवाद
Jay Jagannath Swami 🙏🙏🙏🙏
Nice discussions😊🙏👌
Omm sri guru.
Jai Jagannath
Original spiritual power
Bhala pilata bahut kichhi jana achhi so I think he is a good person.