ଆପଣାର ବୋଲି ମନ ତତେ ଦେଲି ପଞ୍ଚଧାର(ଛ.ଗ.) କୀର୍ତ୍ତନ

Поделиться
HTML-код
  • Опубликовано: 9 окт 2024
  • PANCHDHAR KIRTAN
    CHHATISHGARH
    At - KANAKBIRA NAMAJANGYA 2018
    SINGER- ~KESHAB MEHER
    BAYAKA- ~KALEKTTAR
    ~ ABHI
    ~ NITYANAND
    Lyric
    --------------------
    || APANARA BOLI MANA TATE DELI ||
    Mo Vitare Tu Rahichhu
    To Vitare Mu Rahichhi
    A akhiru nida sarena....
    Chhati re lekhichhi tori na....
    Chhati re lekhichhi tori na....
    Apana ra boli mana tote deli
    bujhiluni thare Hele
    Bhala paibara dei upahara chaligalu bahudure...
    kanhure...aaaa..... kanhure...
    kanhure..aaaaa.. ...kanhure.....
    madhu vara rati se Chora pirati
    kemiti bhulibi se abhula smruti
    upare hasuchhi antare kanduchhi
    marame marame hrudaya poduchhi
    pratarana vara dukha dei sathi
    pratarana vara dukha dei sathi
    bujhiluni thare Hele .......
    Bhala paibara dei upahara
    chaligalu bahudure
    kanhure.... Aaaa... Kanhure........
    kanhure..... aaaaa.....kanhure
    ।। ଆପଣାର ବୋଲି ମନ ତତେ ଦେଲି ।।
    ମୋ ଭିତରେ ତୁ ରହିଛୁ
    ତୋ ଭିତରେ ମୁଁ ରହିଛି
    ଏ ଆଖିରୁ ନିଦ ସରେନା....
    ଛାତିରେ ଲେଖିଛି ତୋରି ନାଁ
    ଛାତିରେ ଲେଖିଛି ତୋରି ନାଁ ....
    ଆପଣାର ବୋଲି ମନ ତତେ ଦେଲି
    ବୁଝିଲୁନି ଥରେ ହେଲେ ....
    ଭଲପାଇବାର ଦେଇ ଉପହାର
    ଚାଲିଗଲୁ ବହୁଦୁରେ ....
    କାହ୍ନୁରେ.........
    ଏ..... କାହ୍ନୁରେ
    କାହ୍ନୁରେ.........
    ଏ..... କାହ୍ନୁରେ
    ମଧୁଭରା ରାତି ସେ ଚୋରା ପିରତି
    କେମିତି ଭୁଲିବି ସେ ଅଭୁଲା ସ୍ମୃତି
    ଉପରେ ହସୁଛି ଅନ୍ତରେ କାନ୍ଦୁଛି
    ମରମେ ମରମେ ହୃଦୟ ପୋଡ଼ୁଛି
    ପ୍ରତାରଣା ଭରା ଦୁଃଖ ଦେଇ ସାଥି
    ପ୍ରତାରଣା ଭରା ଦୁଃଖ ଦେଇ ସାଥି
    ବୁଝିଲୁନି ଥରେ ହେଲେ......
    ଭଲପାଇବାର ଦେଇ ଉପହାର
    ଚାଲିଗଲୁ ବହୁଦୁରେ ....
    କାହ୍ନୁରେ.........
    ଏ..... କାହ୍ନୁରେ
    କାହ୍ନୁରେ.........
    ଏ..... କାହ୍ନୁରେ
    #Alwayswithyou #ApanaRaBoliManaTateDeli #bedabyasbadhei #PanchdharKirtan

Комментарии • 113