ଆଜି(06-07-2024) ଶ୍ରୀପଟିଦିଅଁଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поделиться
HTML-код
  • Опубликовано: 4 июл 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
    #carfestival #carfestivallive #rathayatra
  • РазвлеченияРазвлечения

Комментарии • 368

  • @prabhanshubag6586
    @prabhanshubag6586 5 дней назад +8

    🙏⭕❗⭕🕉🪔🦚🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🪔ହେ ମହାବାହୁ ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🪔🦚🙏🕉⭕❗⭕🙏

  • @baidyanathsah8774
    @baidyanathsah8774 5 дней назад +4

    जय जगन्नाथ महाप्रभु 🙏🎈🙏🎉🙏💐🙏❤️🙏🌹
    जय बलराम स्वामी 🙏🌹🙏❤️🙏💐🙏🎉🙏🎈
    जय माँ सुभद्रा 🙏🎈🙏🎉🙏💐🙏❤️🙏🌹
    जय माँ लक्ष्मी 🙏🌹🙏❤️🙏💐🙏🎉🙏🎈
    ॐ नमो भगवते वासुदेवाय नमः 🙏🎈🙏🎉🙏💐🙏❤️🙏🌹

  • @ChandanMohanty-mc9xg
    @ChandanMohanty-mc9xg 5 дней назад +10

    ଜୟ ଶ୍ରୀ ଜଗନ୍ନାଥ 🌿 ଜୟ ଶ୍ରୀ ବଳଭଦ୍ର 🌿 ଜୟ ଶ୍ରୀ ଶୁଭଦ୍ରା 🌿 ଜୟ ଶ୍ରୀ ମହାଲକ୍ଷ୍ମୀ 🌿🌺🌿🙏

  • @laxmanbehera620
    @laxmanbehera620 5 дней назад +3

    ଜୟ ଜୟ ଦେବ ହରେ 🙏🏻
    ଓଁ ନମଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻❤️🙌🏻

  • @Renuka-Barik
    @Renuka-Barik 5 дней назад +2

    🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ମହାପ୍ରଭୁ ତୁମେ ହିଁ ଭରଷା 🌹🌹🌹ଓଁ ନମଃ ଭଗଵତେ ଵାସୁଦେଵାୟ 🙏🙏🙏

  • @user-uf8ef6zf3r
    @user-uf8ef6zf3r 5 дней назад +3

    🚩ପ୍ରଭୁ ଦାୟକର ଦୀନବନ୍ଧୁ ଶୁଭେଯାଉ ଆଜଦିନ ଅନାଦି ଅନନ୍ତ ହରି କ୍ଷୀର ସାଗର ବିହାରୀ ଲଷ୍ମୀ ଦେବୀ ମନୋହରି ପ୍ରଭୁ ପତିତପାବନ 💕🌹👏👏

  • @gullu7961
    @gullu7961 5 дней назад +12

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤

  • @jyotsnamahapatra6349
    @jyotsnamahapatra6349 5 дней назад +4

    ଜଗାରେ ଶୀଘ୍ର ଭକ୍ତ ମାନଙ୍କୁ ଦର୍ଶନ ଦେ |ପତିତ ମାନଙ୍କୁ ଦର୍ଶନ ଦେବାପାଇଁ ବଡ ଦାଣ୍ଡୁଙ୍କୁ ଝୁଲି ଝୁଲି ଭାଇ ଭଉଣୀ ସହିତ ଶୀଘ୍ର ଚାଲିଆସେ । ଚାତକ ପରି ଭକ୍ତ ତତେ ଚାହିଁ ରହିଛନ୍ତି ।⭕‼️⭕🙏🙏🙏🙏🙏

  • @biswajitpanda9231
    @biswajitpanda9231 5 дней назад +3

    Jay jagannath Mohaprabhu 🙏🌷🙏🌷🙏🌷🙏🌷🙏🌺🙏🌹🙏🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @gobindachandranayak9576
    @gobindachandranayak9576 5 дней назад +26

    ହେ ପ୍ରଭୁ ପତିତପାବନ ଅନ୍ତର୍ଯ୍ୟାମୀ ବାସୁଦେବ ଜଗନ୍ନାଥ ଚକାଡୋଳା ଚକାନୟନ ନିଳାଚଳ ବାସି ନିଳାଦ୍ରୀ ବିହାରି ମହୋଦଧି ବାସି ଲକ୍ଷ୍ମୀ ପତି ଇଛାମୟ ଳିଳାମୟ ପଦ୍ମନାଭ ବିଶ୍ଵନିୟନ୍ତା ବିଶ୍ବବିହାରୀ ମହାବାହୁ ଭଗବାନ ରାମ ବିଷ୍ଣୁ କଳା ଠାକୁର କଳା ଶ୍ରୀମୁଖ କଳା ଶ୍ରୀକୃଷ୍ଣ କଳା କହ୍ନେଇ କୃପାସିନ୍ଧୁ କୃପାସାଗର କଳିକଳୁଶନାଶନ ଦିନବନ୍ଧୁ ଦୟାସାଗର ଦାମୋଦର ଚକ୍ରପାଣି କମଳାକାନ୍ତ କମଳଲୋଚନ କମଳନୟନ କଳ୍ପତରୁ ପୁରୁଷୋତ୍ତମ କ୍ଷିରସାଗରବାସି ବଳିଆର ଭୁଜ ଗୋପିନାଥ ଦେବକୀନନ୍ଦନ ଯଶୋଦା ନନ୍ଦନ ନନ୍ଦ ନନ୍ଦନ ବସୁଦେବ ସୁତ ଗୋବିନ୍ଦ କଳାକାହ୍ନୁ ଅଚ୍ୟୁତ ଅନନ୍ତ ମାଧବ ନିଳକନ୍ଦର ବାସୀ ମୂରଲୀଧର ବଂଶୀଧର ନଟବର ଗୀରୀଧାରି ବାଙ୍କ ବିହାରୀ ଭାବଗ୍ରାହୀ ଶ୍ୟାମସୁନ୍ଦର ଲବଣୀଚୋର ଦାରୁବ୍ରହ୍ମ କୋଟିକୈବଲ୍ୟ ନାଥ ପଦ୍ମ ନାଭ ପଦ୍ମ ମୁଖ ହେ ହଟିଆ ନଟିଆ କପଟିଆ ହେ ମଣିମା ମହାବାହୁ ଛପନ ଭୋଗୀ କୋଠଭୋଗି ହେ ଅଗତିର ଗତି ବ୍ରହ୍ମାଣ୍ଡ ଠାକୁର ଦିନଦୁଖହାରି ବୈକୁଣ୍ଠ ବିହାରି ଅନାଦି ପୁରୁଷ ହେ ପିତବାସ ଜନାର୍ଦ୍ଦନ ତ୍ରିପୁର ନାଥ ବାଞ୍ଛା କଳ୍ପ ହେ ସତ୍ୟ ସନ୍ଧ ନିରାକାର ବୈକୁଣ୍ଠ ନିବାସୀ ଦୟାନିଧି ଦୟାସାଗର ହେ କରୁଣା ସାଗର କୃପାସାଗର କାଳିଆ ସାଆନ୍ତ ବଡ଼ ଠାକୁର ହେ ଶ୍ରୀ ରଙ୍ଗା ଚରଣ ହରି ନାରାୟଣ ପରଂବ୍ରହ୍ମ ତୋ ଇଚ୍ଛା ପୂରଣ ହେଉ ଜଗତର କଲ୍ୟାଣ ହେଉ ସଂସାର ରେ ସୁଖ ଶାନ୍ତି ବିରାଜ କରୁ ସଂସାର ରୁ ମହାମାରୀ ରୋଗ ଶୋକ ବିନାଶ ହେଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @arjunkhuntia8698
    @arjunkhuntia8698 5 дней назад +1

    ଜୟ ପତିତପାବଙ୍କୁ ମୋର କୋଟି ପ୍ରଣାମ ହେ ମହାବାହୁ 🙏🙏🙏🙏🙏🙏ଜୟ ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏

  • @balabasatu2884
    @balabasatu2884 5 дней назад +1

    ଜୟ, ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🌿🌼

  • @bikashkumarnayak481
    @bikashkumarnayak481 5 дней назад +4

    Jay jagannath swami nayana patha gami bhaba tume🙏🙏🙏🙏🙏

  • @lovestoryforu9
    @lovestoryforu9 5 дней назад +1

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤ ସୁଦର୍ଶନ କି ଜୟ ❤❤❤ କୁମୁଦ ହନୁମାନ କି ଜୟ ❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤ ଜୟ ଜଗନ୍ନାଥ ❤❤❤❤

  • @damayantidas5308
    @damayantidas5308 5 дней назад +1

    ❤❤❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ଦୀନବନ୍ଧୁ ହେ ମହାବାହୁ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤

  • @harapriyamoharana9091
    @harapriyamoharana9091 5 дней назад +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @pradeepbehera1827
    @pradeepbehera1827 5 дней назад +1

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ମଙ୍ଗଳ ହେଉ ପ୍ରଭୁ। 🌹🪷🏵️💐 ⭕❗❗⭕🙏🙏🙏🙏

  • @krushnaprasadmohanta4308
    @krushnaprasadmohanta4308 5 дней назад +2

    🙏 Jai JAGANNATH Swamy, 🧡🧡
    Nayana pathagamy Bhavatume...
    🙏 Jai Jai Sri JAGANNATH 🙏❤️🙏

  • @subhashreepradhan8198
    @subhashreepradhan8198 5 дней назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ⭕‼️⭕🙏🙏🙏

  • @suryabehera4085
    @suryabehera4085 5 дней назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଭବ ତୁମେ ଭବ ତୁମେ

  • @GayatrisethiSethiGayatri
    @GayatrisethiSethiGayatri 5 дней назад +1

    Jay Jagannath Swami, ନୟନ ପଥଗାମୀ ଭବତୁ ମେ ❤❤❤ ଜୟ କାଳିଆ ସାଆନ୍ତ😮😮😮😮

  • @monalishapradhan5928
    @monalishapradhan5928 5 дней назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ତମ ପାଦତଳେ ମୋର କୋଟି କୋଟି ପ୍ରଣାମ ଜୟ ମା ଲକ୍ଷ୍ମୀ ପ୍ରଭୁ ମୋ ଦେହ ଭଲ କରିଦିଅ 🙏🌺🌹🌷🪔🙏🙏🙏🙏

  • @ranjanparida9174
    @ranjanparida9174 5 дней назад +1

    ଜୟ ଜଗନ୍ନାଥ 🌹🙏🌹ଜୟ ଜଗନ୍ନାଥ 🌹🙏🌹ଜୟ ଜଗନ୍ନାଥ 🌹🙏🌹

  • @narendravyas3704
    @narendravyas3704 5 дней назад +1

    Jay Jagannath Ji !
    Jay Subhadra Maiyaji!
    Jay Balramji!
    Jay Jay Jay Jagannath Ji Mahaprabhuji!
    Koti Koti Dandvat Pranams to their Lordships!

  • @hemantaroul9419
    @hemantaroul9419 5 дней назад +1

    ଜୟ ମହାପ୍ରଭୁ କାଲି ମୋତେ ଆପଣଙ୍କ ଡୋରି ଲଗେଇ ଦିୟନ୍ତୁ ମୁ ଆପଣଙ୍କ ଘୋଷ ଯାତ୍ରା କୁ ଯିବାକୁ ଚାହୁଁ ଛି ଦୟା କର କାଳିଆ ମୋର କୋଟି କୋଟି 🙏🙏🎉 ଜୟ ଜଗନ୍ନାଥ.......

  • @ranjanparida9174
    @ranjanparida9174 5 дней назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🌹🌹🌹

  • @priyabratanaik1336
    @priyabratanaik1336 5 дней назад +1

    ଜୟ 🌼🌼🌼ପ୍ରଭୁ ଜଗନ୍ନାଥ ସ୍ୱାମୀ 🙏🙏🙏

  • @sanatapradhan1771
    @sanatapradhan1771 5 дней назад +1

    🕉️ JAI JAGANNATH BALARAM MAA SUBHADRA 🙏 RADHE SHYAM 🙏 SABKO MILE SRI VRINDAVAN DHAM PURI DHAM 🙏🌼❤️🙇🏵️❤️

  • @pravasinisatapathy6341
    @pravasinisatapathy6341 5 дней назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @banitabehera4704
    @banitabehera4704 5 дней назад +2

    Jay prabhu patidiyanka jay hau prabhu🙏

  • @kabitapalit4953
    @kabitapalit4953 5 дней назад +2

    Jay jagannath 🙏🙏🙏🙏🙏♥️♥️♥️♥️♥️🌹🌹🌹🌹🌹

  • @mamatasatpathy9018
    @mamatasatpathy9018 5 дней назад +3

    ଜୟ ଜୟ ଦେବ ହରେ ରାଧେ କୃଷ୍ଣ ଗୋବିନ୍ଦା ଗୋପଲ ବାସୁଦେବ ମାଳ ନନ୍ଦ ଦୁଲାଲ ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ shree କୃଷ୍ଣ ଗୋବିନ୍ଦା ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଜୟ ଜୟ ଦେବ ହରେ ଜୟ ଶ୍ରୀ ରାଧେ କୃଷ୍ଣ ପ୍ରଭୁ ନୀଳ ଚଳ ନିବାସ ୟ ନିତ୍ୟାୟ ପରମାତ୍ମା ନେ ବଳଭଦ୍ର ସୁଭଦ୍ରା ମାତା ଶ୍ରୀ ଜଗନ୍ନାଥ ୟତ୍ତେ ନମଃ ନମଃ ପ୍ରଭୁ ସାରା ଜଗତ ବାସୀଙ୍କୁ ଦୁଖଃ କଷ୍ଟରୁ ନିବାରଣ କରିବେ ମହାବାହୁ ଆପଣ ତ ଭାବ ଗ୍ରା ହି ଟିକେ ଅହି ଅଧୀନ ର ଭାବ ବୁଝିବେ ଶ୍ରୀ କ୍ଷେତ୍ର ବାସୀ କ୍ଷେତ୍ର ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ଵମୀ ଦୋଷାଦୋଷ କ୍ଷମ। କରିବେ ପ୍ରଭୁ 🌷👏🌷👏🌷👏🌷👏🌷👏

  • @ranjubalasahoo4097
    @ranjubalasahoo4097 5 дней назад +1

    ଜୟ ଶ୍ରୀ ଜଗନ୍ନାଥ 🙏🌼🙏

  • @sanjaykumarsahoo1896
    @sanjaykumarsahoo1896 5 дней назад +1

    🏵️🏵️🏵️🏵️Jay shree jagannath 🪔🪷🪷🪷🪷🪷🪷🪔⭕‼️⭕ 💐💐💐💐💐💐💐Jay shree jagannath 🪔🪔 🌷🌷🌷🌷🌷🌷🌷Jay shree jagannath 🪔🪔⭕‼️⭕🌸🌸🌸🌸🌸🌸🌸🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sangitatawde2920
    @sangitatawde2920 5 дней назад +2

    🌸🙇‍♂️जय जगन्नाथ भगवान🙇‍♂️🌸

  • @ghanasyamnimalu1193
    @ghanasyamnimalu1193 5 дней назад

    ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @sadashivapati2989
    @sadashivapati2989 5 дней назад

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ହେଉ 🌺🌺🌺🌺🌺🪔🪔🪔🪔🪔🙏🙏🙏🙏🙏🙏🙏🚩🚩🚩🚩🚩🚩🚩❤❤❤❤❤

  • @ChandanMohanty-mc9xg
    @ChandanMohanty-mc9xg 5 дней назад

    ଜୟ ଶ୍ରୀ ସତ୍ୟ ନାରାୟଣ ନାରାୟଣ ନମ୍ଃ 🌿🙏🙏🙏🌿🙏🙏🙏💿❕💿🌿⭕‼️⭕🙏🙏🌿🙏🌿🙏🌿🙏🌿🙏🌿

  • @jenabobby6165
    @jenabobby6165 5 дней назад +1

    Jay jagannath swami nayana patha gami bhaba tume ❤❤❤❤❤❤❤❤❤❤❤

  • @prabhatsahoo8461
    @prabhatsahoo8461 5 дней назад

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹

  • @Lipkumar123
    @Lipkumar123 5 дней назад

    ଜୟ ଶ୍ରୀ ମହାପ୍ରଭୁ ଭକ୍ତବତ୍ସଳ ଭଗବାନ ଅନନ୍ତନାରାୟଣଙ୍କର ଜୟ❤❤❤🙏🙏🙏ାା ଓମ୍ ନମଃ ନାରାୟଣାୟ❤❤❤🙏🙏🙏 ାା

  • @UllashPandaME
    @UllashPandaME 5 дней назад +5

    Jay Shree JagannathSwamiMaa

  • @priyadarshaninayak3468
    @priyadarshaninayak3468 5 дней назад +1

    Jay jagannath swami🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @UllashPandaME
    @UllashPandaME 5 дней назад +2

    Jay Shree LaxminarayanPrabhu

  • @manoramasatapathy5156
    @manoramasatapathy5156 5 дней назад

    ହେ ପ୍ରଭୁ ଅନନ୍ତ ନାରାୟଣ ଆପଣଙ୍କ ଚରଣ ରେ କୋଟି କୋଟି ପ୍ରଣାମ ❤❤❤

  • @bijayakumarbhoi5986
    @bijayakumarbhoi5986 5 дней назад

    ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏♥️

  • @somanathdas686
    @somanathdas686 5 дней назад

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕🙏🙏🙏

  • @kumarashokmallick7876
    @kumarashokmallick7876 5 дней назад

    ଜୟ ଶ୍ରୀ ରାଧେଶ୍ୟାମଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ

  • @ChandanMohanty-mc9xg
    @ChandanMohanty-mc9xg 5 дней назад

    ଜୟ ଶ୍ରୀ ମତନାରାୟଣନମନାରାୟଣହରେ🌿🙏🌿🙏🌿🙏🌿🙏🌿🙏

  • @user-cd2of4or6p
    @user-cd2of4or6p 5 дней назад

    Jai shree jagannath swami Nayana patha gaami vabatume maha prabhu aapan nku Moro satakoti pranam 🙏🙏🙏❤️
    Jai shree baladeba maha prabhu maa subhadra maa mahalaxmi aapnanku Moro satakoti pranam 🙏❤️♥️♥️

  • @subhasmajumdar7725
    @subhasmajumdar7725 5 дней назад +2

    Jay Patitapaban🌹🌹🌹

  • @robinhazarika5418
    @robinhazarika5418 5 дней назад +1

    Jai Shri Jagannath Swami 🙏🙏🙏

  • @geetanjaliacharya6079
    @geetanjaliacharya6079 5 дней назад

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mamatadas707
    @mamatadas707 5 дней назад

    ❤❤ଜୟ ଜୟ ଶ୍ରୀ ଜଗନ୍ନାଥ ❤❤ଜୟ ଶ୍ରୀ ପତିତପାବନ ❤❤

  • @kumarraju957
    @kumarraju957 5 дней назад

    ଜର ଶ୍ରୀ ଜଗନ୍ନାଥ 🌼🌸🌸🌼🌼🌼🌸🌼🌼🌷🌷🌸🌸🌼🌼🌼🌼🌸🌸🌸🌼🌹🌹💐🌹🌹🌹🌹🌹🌹🌹🌹🌹🚩🪔🙏🙏

  • @satyabanpradhan6153
    @satyabanpradhan6153 5 дней назад

    Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Swami Nayana patha gami bhaba tume amar

  • @user-jt4cu2og3n
    @user-jt4cu2og3n 5 дней назад

    Jey Sri Jagannath Maha Parbhuji Maharaj ji Ram Ram Ji Piyare Sakhaa ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩

  • @BikeshSahani
    @BikeshSahani 5 дней назад

    🪔🪔🪔ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    🪔🪔🪔ଜୟ ସୂର୍ୟନାରାୟଣ ହରି ହରି 🙏🙏🙏
    🪔🪔🪔ଜୟ ଲକ୍ଷ୍ମୀନାରାୟଣ ହରି ହରି 🙏🙏🙏
    🪔🪔🪔ଜୟ ପଟିଦିଅଁ 🙏🙏🙏
    🪔🪔🪔ଜୟ ବାବା ଅଲାରନାଥ 🙏🙏🙏

  • @nabaghanagouda-dj8zm
    @nabaghanagouda-dj8zm 5 дней назад

    Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami

  • @sriyanjalipratihari5452
    @sriyanjalipratihari5452 5 дней назад

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🥺

  • @dusmantdalei6979
    @dusmantdalei6979 5 дней назад

    He prabhu jagarnnath mahaprabhu Sara jagataku sukha santire rakhantu prabhu Daya karantu prabhu

  • @chandinidandia7871
    @chandinidandia7871 4 дня назад

    Jai shree Radhe Krishna 🌸🌸🌸🌸🙏🙏🙏🙏🌹🌹🌹🌹 Jai shree jagannath Swami Nayana patha gami vaba tume vaba tume vaba tume 🙌🙌🙌🙌🌸🌸🌸🌸🌸🌸🌸

  • @Aloksamal-gj8bs
    @Aloksamal-gj8bs 5 дней назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🪷🪷🪷🪷🪷🪔🪔🪔🪔🪔🙏🙏🙏🙏🙏

  • @user-fz9qw1cr6q
    @user-fz9qw1cr6q 5 дней назад

    Hey mahabahu Jay jaganath swami hey Prabhu dukha durakar❤❤️❤️❤️❤️❤️❤️🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🌺🌺🌺🌺🌺

  • @meeranayak1938
    @meeranayak1938 5 дней назад

    Jay alarnath Jay Shri Jagannath Swami Narayan path gami bhaba tumey jaymaa Laxmi Narayani namha ❤❤❤❤❤❤🙏🙏🙏🙏🙏🙏🙏🌹🌹🌹🌹🌹🌹

  • @jayjagannathdhara6487
    @jayjagannathdhara6487 5 дней назад

    ଜୟ ଜୟ ଜଗନ୍ନାଥ
    ଜୟ ଜୟ ଜଗନ୍ନାଥ
    ଜୟ ଜୟ ଜଗନ୍ନାଥ
    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ..

  • @user-pm2jg4lk7n
    @user-pm2jg4lk7n 5 дней назад

    ମଣିମାଙ୍କର ଜୟ ହେଉ..🙏🙏🙏🙏🙏🙏🙏🙏🙏

  • @odiasituvlogs
    @odiasituvlogs 5 дней назад

    Jay Sri jagannath swami nayana patha gami bhaba tume narayana mahabahu manima rakhyma mahabahu tumaku mora koti koti pranam mahabahu kalia saanta 🙏 ♥ jay sri jagannath 🙏 ♥ ❤❤🙏🙏🙏🙏🙏🙏

  • @rojalinpriyadarshinisahoo5570
    @rojalinpriyadarshinisahoo5570 5 дней назад

    Jay sri jagarnnath swami nayana path gami bhava tume hai dayamaya sri chanda charana re more bhaktiputa pranam,🙏💐💐💐🌹💐💐hai more pana priya mahaprabhu

  • @arpitasahooalati346
    @arpitasahooalati346 5 дней назад

    Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama Kara pravu

  • @narsibehera7628
    @narsibehera7628 5 дней назад

    🙏 Jay 🙏 shree 🙏 jagannath 🙏🙏🙏🙏🙏🙏🙏🪷🌷🏵️🌺🏵️🌺🌷🪷🏵️🌷🌺🏵️🌷🪷🌺🌷🏵️🌺🏵️🌺🌷🪷🙏🙏🙏🙏🙏🙏🙏🙏

  • @debashisguru8101
    @debashisguru8101 5 дней назад

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @queenNote9
    @queenNote9 5 дней назад

    Jay shree jagannath Swami nayanapatha gami bhaba tume mahaprabhu Jay 🙏🙏🙏🙏🙏🙏🙏🙏🙏🙏🙌 Jay

  • @babludharua1571
    @babludharua1571 5 дней назад

    🙏🏻🌷ଜୟ ଜଗନ୍ନାଥ ସ୍ୱାମୀ 🌷🙏🏻

  • @JAMUNANAYAK-hf9im
    @JAMUNANAYAK-hf9im 5 дней назад

    Jay shree jagannath mahaprabhu jagatoro kolyan kor prabhu 🙏🙏🙏🙏🙏

  • @sujitkumarsahoo7379
    @sujitkumarsahoo7379 5 дней назад

    ଓମ୍ ନମଃ ଭଗବତେ ବାସୁଦେବାୟ 🙏

  • @SaidivakarPanda
    @SaidivakarPanda 5 дней назад +1

    🙏🏻🙌🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🌹🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌹🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🌹🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌹🙏🏻 ଜୟ ମାଁ ମହାଲକ୍ଷ୍ମୀ 🙏🏻🛕🙏🏻ହେ ମହାପ୍ରଭୁ ତୁମ ଚରଣ କମଳ ରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା 🙏🏻🙌🙏🏻 ଜୟ ପଟି ଦିଅଁ ତୁମ ପାଦ ପଦ୍ମ ରେ ଅନନ୍ତ କୋଟି ଦଣ୍ଡବତ ପ୍ରଭୁ 🙏🏻🤲🙏🏻ଜଗତର କଲ୍ୟାଣ ହେଉ ମଣିମା 🙏🏻🌷🙏🏻ସାରା ସଂସାର ର ମଙ୍ଗଳ ହେଉ ଠାକୁରେ 🙏🏻🛐🙏🏻 ହରି ହରି ବୋଲ 🙌 ହରି ହରି ବୋଲ 🙌 ହରି ହରି ବୋଲ 🙌 ପ୍ରଣାମ ଘେନ ମୋର ହେଁ ମଣିମା 🙏🏻🙇‍♂️🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻🌷🙏🏻🌼🙏🏻🌹🙏🏻🛐🙏🏻🪔🪔🪔🪔🪔🙏🏻🏵🙏🏻❤️🙏🏻🛕🙏🏻🚩🙏🏻🕉🙏🏻🌺🙏🏻🌸🙏🏻🏵🙏🏻⚘️🙏🏻⚫️❗️⚫️🙏🏻🙏🏻🙏🏻

  • @rinakhatick2105
    @rinakhatick2105 5 дней назад

    🎉Jai Sri Jagannath mahapravu ji 🙏🏻 ⭕️❗️⭕️🙏🏻🚩🚩🚩🚩🚩🌻🍀🍀🍀🍀🌼🌷🌹🌼🎉🎉🎉❤️💖🙏🏻

  • @balarambehera5468
    @balarambehera5468 4 дня назад

    Jay shree Jaganatha 🙏🙏🙏 Jay shree Jaganatha 🙏🙏🙏 Jay shree Jaganatha 🙏🙏🙏

  • @babitapanigrahi528
    @babitapanigrahi528 5 дней назад

    He Pravu more koti koti praname grahana kare pravu
    Ama samestanku bhalere rakha pravu

  • @RakeshDas-ov4ud
    @RakeshDas-ov4ud 4 дня назад

    Jay jaganatha Swami Nayana patha gami bhaba tume 🙏🙏🙏🙏 samastnkara mangala kara prabhu 🙏🙏🙏🙏

  • @sipinaik2867
    @sipinaik2867 5 дней назад

    jay jay shree jaganath swami nayana patha gami bhaba tume manima koti koti pranam ji 🙏🪔🪔🙏🪔🪔🪔🪔🙏🪔🙏🙏🪔🪔🙏🪔🙏🪔🪔🙏🙏🙏🪔🪔🙏🪔🙏🙏🪔🪔🪔🙏🪔🪔🪔🙏🪔🪔🪔🙏🙏🪔🪔🙏🪔🪔🙏🙏🪔🪔🪔🪔

  • @mangalasethi5354
    @mangalasethi5354 5 дней назад

    Jay Sri jaganntha Jay Sri balaram Jay Sri subhadra mata Jay Sri sudhason Jay maa lamxi mata 🙏🙏🙏🙏🌺🌺🌺🌺🌼🌼🌼🌼

  • @alokkumarsahu9754
    @alokkumarsahu9754 5 дней назад

    JAI SHREE JAGANNATH 🙏🏻
    JAI MAHALAXMI MATA 🙏🏻
    JAI MAHAVEER HANUMAN JI 🙏🏻

  • @harapriyasahoo6951
    @harapriyasahoo6951 5 дней назад +1

    Jay Jagannath ⭕❗⭕🙏❤️🙏

  • @ChandanMohanty-mc9xg
    @ChandanMohanty-mc9xg 5 дней назад

    ଜୟ ଶ୍ରୀ ଜଗନ୍ନାଥ 🌿⭕‼️⭕🌿

  • @kumarjaswant8624
    @kumarjaswant8624 5 дней назад

    Jay shree jagannath swami nayanpatha gami bhaba tume prabhu jay prabhu patidiyanka Jay hau 🙏

  • @basudebabhoi4882
    @basudebabhoi4882 4 дня назад

    ମହାପ୍ରଭୁ ସମସ୍ତ ଭକ୍ତ ମାନଂକୁ ଭଲରେ ରଖିଥାନ୍ତୁ,,,,ଜୟ ଜଗନ୍ନାଥ

  • @kamlakanta557
    @kamlakanta557 5 дней назад

    ଜୟ ଜଗନ୍ନାଥ ଜୟ 🙏🪔🪷🕉️🪷🙌🛐🙏🙏🙏🙏

  • @manjubaladas7627
    @manjubaladas7627 5 дней назад

    ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼🙏🏼🙏🏼🙏🏻

  • @deepakbeherapapu9109
    @deepakbeherapapu9109 5 дней назад

    Jay Jagannath 🙏🏻🙏🏻🙏🏻
    ପ୍ରଭୁ

  • @asamanjasinhabarma946
    @asamanjasinhabarma946 5 дней назад

    জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏❤️🙏❤️🙏❤️

  • @kallrd9970
    @kallrd9970 5 дней назад

    Jay Jagannath Swami Nayan patha gami bhaba tu mea 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾❤❤❤❤❤❤❤❤

  • @user-oq9pi7cn8s
    @user-oq9pi7cn8s 5 дней назад

    Omm Namah Bhagabate Basudebaya🌷🌷🌼🌼🌹🌹🌷🌷🌼🌼🌹🌹⭕❗⭕🌷🌷🌼🌼🌷🌷🌹🌹🌼🌼🌷🌷⭕❗⭕🙏🙏🙏🙏🙏🙏🙏

  • @sjena9474
    @sjena9474 5 дней назад

    Jay sri bhagwan sitaram mahaoravhu ki jay ho pravhu jay sri mahavira Hanuman bira bikrama bajarangwali bhagwan ki jayho pravhu Sri anjani putra pawana putra Surya putra mahabali Sri bhagwan rama dutta maatashri sitamaya putra mahabali sri hanuman baghwan ki jayho pravhu🌼🙏🏽🛕🛕🩶🪷🌾🚩🚩😆😆👌💐🌕🏨👍🏽🇮🇳🎉🏵️🏵️🥰🥰🩷🩷🎂🎂❤️🌄🌄🌎🙏🏾🙏🏾🌞🌞🤩🏜️🍁🍁🥰🩷🎂❤️❤️🌄🌄🌎🙏🏾🙏🏾👌👌🌕🏨👍🏽👍🏽🙏🎉🎉🌼🌼🙏🏽🛕🩶🪷🌾🌾🌷🚩😆

  • @biswanathmohapatra2099
    @biswanathmohapatra2099 5 дней назад

    Jay Jagannath Jay Jagannath Jay Jagannath 🙏🌺🌺🌺🌺🌺🙏🙏🌺🌹🌹🙏🙏🙏🌺🌹🥀🙏🌺🌺🙏😭😭😭

  • @biswajitnaik7337
    @biswajitnaik7337 5 дней назад +3

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ

  • @pragnyamohapatra2326
    @pragnyamohapatra2326 5 дней назад

    Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔

  • @ParameswarBarik-bl7dj
    @ParameswarBarik-bl7dj 5 дней назад

    Jay Jagannath Swami Nayan patha gami bhaba tume bhaba tume 🙏🏾🙏🏾🙏🏾🙏🏾🙏🏾

  • @bibhaktasethi982
    @bibhaktasethi982 5 дней назад +1

    Jay jagannath❤❤❤❤❤❤