Ma subhadra badi pala re vakti mulaka alochana heba uchit byakti mulaka alochana nuhe tanka ra pala alankar ru bujhe heuchhe se kemiti. Ka gayeka ma tume kahinki sehi patha re jaucha
right...Tarun vai is the best bayoko and palia...barombaro dekhibaku echha lage ...Urmila Sahu...Monorama Behera...Tarun vai nko performance...Jate dekhile/sunile v bore lageni...a tinihe 0disha ro no 1 kolakar...
ଭର୍ତ୍ତୃହରୀଙ୍କ ବୈରାଗ୍ୟ ଶତକ,, ଗାତ୍ର ସଂକୁଚିତ ଗତି ର୍ବିଗଳିତ ଭ୍ରଷ୍ଟା ଚ ଦନ୍ତାବଳି, ଦୃଷ୍ଟି ର୍ନସ୍ୟତି ବର୍ଦ୍ଧତେ ବଧିରତାଂ ବକ୍ତୃମ ଚ ଲାଳାୟତେ, ବାକ୍ୟମ ନା ଦ୍ରୀୟତେ ଚ ବାନ୍ଧବୋ ଜନା ଭାର୍ଯ୍ୟାମ ନ ଶୁଶ୍ରୁୟତେ, ହା କଷ୍ଟ ପୁରୁଷସ୍ୟ ଜୀର୍ଣ୍ଣ ବୟସଂ ପୁତ୍ରୋପି ମିତ୍ରାୟତେ 🎉
ଆଜି ଆମ ଗାଁ ରେ ସୁଭଦ୍ରା ବେହେରାଙ୍କ ପାଲା ଦେଖିଲି । ଭଲ ପାଲା 🎉
ଆପଣଙ୍କ ଗାଁ କୋଉଠି।
Best pala is subhadra Behera
Very good and nice pala subhadra behera
Ati Sundar upastapana . Hrudaya sparshi .
Ati Sundar bakhanila
Bhagwan tumar Mangal karantu.
Subhadra Behera is best
ବହୁତ ଖରାପ ପାଲା, କଳି କରି କରି ସମୟ ଶେଷ ବିଷୟ ବସ୍ତୁ ପାଇଁ ସମୟ କାହିଁ
Subhadra madam you are great. Dalai kebe apana nka sahit Saman hehe nahin
ମହୋଦୟା ଆପଣ ଅତି ସୁନ୍ଦର ପାଲା ପରିବେଷଣ କଲେ
😊
@@laxmidharsahoo414😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
😊😊😊😊😊😊😊😊😊😊😊😊😊😊😊😊😊😊😊😊
Urmila Sahu nko pala dekhontu...She is the best pala gayika and Tarun vai ... her companion as bayoko and palia...
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ
ଏହା ହିଁ ହେଉଛି ପାଲା ମଞ୍ଚ ରେ ଉଚିତ୍ ବିଷୟ ବସ୍ତୁ ❤❤❤❤❤ ତଥା ବିଷୟ ବସ୍ତୁର ଯଥାର୍ଥ ପରିବେଷଣ 🙏🙏🙏🙏🙏
Very nice 👍
ବହୁତ ସୁନ୍ଦର ବିଶ୍ଳେଷଣାତ୍ମକ ପାଲା ପରିବେଷଣ।
❤
Jay Jagannath, 🙏🙏🙏
sunder subject Subhadra madam Arat mo bhai
❤
ଭେଲୋର ଡାକ୍ତରଖାନାର ସେହି ନର୍ସ ଓଡ଼ିଆ ଜାଣିଥିଲେ କି?
❤Nice performance really heart touch God bless yo❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ମର୍ଯ୍ୟାଦା ପୂର୍ଣ୍ଣ ଆଲୋଚ୍ୟ ପ୍ରସଙ୍ଗ ଗାୟିକା ତୁମକୁ ଧନ୍ୟ ବାଦ ଜ୍ଞାପନ କରୁଛି ଏହି ଭଳି ପ୍ରୟାସ ରେ ମଞ୍ଚ ଉପରେ ଆଲୋଚନା କରାଯିବା ଉଚିତ୍।।❤❤❤❤👍👍👍👍👍👍👍👌👌👌👌🌹🌹🌹🌹🌹
Jay shree jaganatha
@@mandakinimohanty9406to Jay guru dev
@@mandakinimohanty9406a RE E3RDE4F4R RA WAS LOo0lu de nu ki ki
@@mandakinimohanty9406❤❤
0
🙏🙏🙏🙏🙏🙏🙏
ମାଡାମଙ୍କ ଫୋନ ନମ୍ବର କେମିତି ପାଇବୁ. କେମିତି ଯୁଗାଯୁଗ ହେଇ ପାରିବ ମାଡାମଙ୍କ ସାଙ୍ଗରେ
ପୁରାଣର ବିଷୟବସ୍ତୁ କବିଙ୍କର କଳ୍ପନାର ଚତୁରି
ଗାୟକ, ଗାୟିକା ମାନେ ଏମିତି ହେବା ଦରକାର।। ଭୁଲ୍ ସବୁବେଳେ ଭୁଲ୍ ହିଁ ହୋଇଥାଏ। ମୋ ମା ଗାୟିକା ସୁଭଦ୍ରା। ବେହେରା ଙ୍କ ସହିତ ପାଲା ଗାଇବାକୁ ଆସିଲେ ଭଲ କି। ଶିଖିକି ଆସ
ପାଳିଆ ଙ୍କ ସ୍ୱର ହେଉନି ତାଙ୍କୁ ଚେଞ୍ଜ କରନ୍ତୁ
ଫାଲତୁ କଥା କହି କହି ଗୋଟେ ଭାଗ ସରିଗଲା 😢😢
Susanta Babu pala ra ful form age janatu ta pare mantyaba karebe
ସୁଭଦ୍ରା ବେହେରା ମହାଷୟ ଆପଣ 02.20ମିନିଟ୍ ପାଲା ପରିବେଷଣ କଲେ, ଆପଣ କଣ ଶ୍ଳୋକ କିଖିନାହାନ୍ତି , ଶ୍ଳୋକ ପଦେ ନାହିଁ କୀ ପାଲା ପରିବେଷଣ ମଧ୍ୟରେ ଗିନି ଟିକିୟ ବଜିନାହି ଖାଲି ଲଣ୍ଡା କରିବି,ଲଣ୍ଡା କରିବି, ହେଲେ । ଆପଣ କଣ ବାରିକ, ଆପଣ ବାରିକ କମକରନ୍ତୁ ଅଧିକ ରୋଜଗାର ହେବ ଧନ୍ୟବାଦ
Good.knowlledge
Aponko mobile no ti darakar angyaa..amoro sivratri Puja pai function rokha jaichi
Subhadra madam ka saha kmt contact kari pari bu
Pala...Urmila Sahu...b e s t...Sankirtana...Monorama Behera...b e s t...Bayoko...Tarun vai...b e s t...in the web/net/Odisha...without any doubt.
Urmila nk jaha kahanti se nije karanti nahin
ପାଲା ମଞ୍ଚରେ ଭିତ୍ତି ହୀନ ନୂଆ ନୂଆ ବିଷୟ ବସ୍ତୁ ପରିବେଷଣ କରିଦେଲେ ଗାୟକ ଗାୟିକା ଦକ୍ଷ ବୋଲି କୁହାଯିବ ନାହିଁ ପରନ୍ତୁ ବଳିଷ୍ଠ କାବ୍ୟ (ନୈଷଧ, ଭାରବୀ, ମାଘ, ରଘୁବଂଶ ଇତ୍ୟାଦି) ତଥା ଅନ୍ୟାନ୍ୟ ଭିତ୍ତି ମୂଳକ ବିଷୟ ବସ୍ତୁ (ରୁକ୍ମିଣୀ ପରିଣୟ, ପ୍ରଚଣ୍ଡ ପାଣ୍ଡବ, ବଳି ବାମନ,କଚ ଦେବଯାନୀ, ରାଧା ତତ୍ତ୍ଵ,, ଅଭିମନ୍ୟୁ ବଦ୍ଧ, ଇନ୍ଦ୍ରଜିତ ବଦ୍ଧ ଇତ୍ୟାଦି) ଜଣା ଶୁଣା ହେଲେ ମଧ୍ୟ କେଉଁ ଗାୟକ ଗାୟିକା କେମିତି ପରିବେଷଣ କରିପାରୁଛନ୍ତି ବିଭିନ୍ନ କବି ମାନଙ୍କ ମାଧ୍ୟମ ରେ, ସେଥିରେ ହିଁ ଦକ୍ଷତା ମାପ କରାଯାଏ।। ଗାୟିକା ମହୋଦୟା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦ୍ଵିତୀୟ ପର୍ଯ୍ୟାୟ ରେ ନଳ ଦମୟନ୍ତୀ ଙ୍କ ଦ୍ଵିତୀୟ ସ୍ଵୟମ୍ବର କୁ ଭିନ୍ନ ଏକ ରୂପରେ ପରିବେଷଣ କରିଥିବାରୁ ❤❤❤❤🙏🙏🙏🙏🙏
Fc
ଟଙ୍କା କୁ ଆଶୀର୍ବାଦ କରୁଛନ୍ତି ନା ଲୋକକୁ। ଅଯଥାରେ ପରସ୍ପର ଦୋଷାରୋପ କରୁଛନ୍ତି କାହିଁକି ନା ଆପଣ ପ୍ରକ୍ରୃତ ଜ୍ଞାନୀ ନୁହନ୍ତି। ଆପଣମାନେ ଅଳ୍ପ ଜ୍ଞାନ ଭୟଙ୍କରୀ। ଦଣ୍ଡୀକୀରୀ ମାଛ।ନମ୍ରନ୍ତୀ ଗୁଣିନ ଜନା। ଅଯଥା କଥାରେ ସମୟ ଵରଵାଦ କାହିଁକି କରୁଛନ୍ତିି?
Suvodra behera nka pala uchhal mana ra
Ma subhadra badi pala re vakti mulaka alochana heba uchit byakti mulaka alochana nuhe tanka ra pala alankar ru bujhe heuchhe se kemiti. Ka gayeka ma tume kahinki sehi patha re jaucha
କାମୁଡ଼ା କାମୁଡି ହେବାଅ ପେକ୍ଷା, ଭଲ ବିଷୟବସ୍ତୁ ଟି ଆଲୋଚନା କରିଲେ ଭଲ ହୁଅନ୍ତା, ଦୟାକରି ଆଗକୁ ଧ୍ୟାନ debe
ଭାଇ ଫୋନ ଧରି କି ଏତେ ଚିରାଡୁ ଛ କଣପାଇଁ ଓଲଟେଇ ପକେଇବ କଥା କହିବା ଶିଖିନ
👍
Your performance is very nice bot coilimalika is no so much than sachidananda das gayak
Rabina Babu pala bisayare apana kichhe Jani nahante 7surare pala urmila sahu r 1swora re pala sesa hue Malika vagabata ku chhadi Anya kichhe alankar Jani nahante
Pala bhauni jete gapa km ahuchhanti sabu bhaban janita gayn gaiba kahib suniba bisuas sat katha bhauni gapa nakahi atmagayn kuha
ଭଲ ପାଲାହେଛି କାମୁଡୀ ନହେବା ପାଇ ଅନୁରୋଧ
Aala bedha to biare sabala purei devi 5ta gaita kaluli auri mana Santi nahii parunu ta chati piti heuchu.
Sbuvulukhuuhaa
Pala re Bhasa ra salinata Rakhi samalochana kariheba..pala eka gana sikshya.
ଉର୍ମିଳା ସାହୁ ଭଳି ହେବନି ତାଙ୍କୁ ଅନୁସରଣ କରନ୍ତୁ
right...Tarun vai is the best bayoko and palia...barombaro dekhibaku echha lage ...Urmila Sahu...Monorama Behera...Tarun vai nko performance...Jate dekhile/sunile v bore lageni...a tinihe 0disha ro no 1 kolakar...
@@gudlutripathy3283କଥାଟା ଭୁଲ୍ । ତାଙ୍କ ନିଜର ନୈତିକତା ନାହିଁ। ସେ ଯାହା କହନ୍ତି। କାମଟା ଓଲଟା।
ଯିଏ ନିଜେ ସତ୍ୟ ନିଷ୍ଠ ନୁହେଁ, ସେ କି ପାଲାକାର
ହଁ ଭାଇ ଉର୍ମିଳା ସାହୁଙ୍କ ଭଳି ଜବାବ୍ ଭାଙ୍ଗିବା ଆଉ କେହି କରିବେନି ।
Pala kama katha adhika
Tum gana keni thi
Chehera dekheile pala heboni
Palia chenge kara didi
Au kouthi Pala karibaKu jibani
35/100
ତୁମେ ତ nachiparibani ,kahucha kn.Tume ta ଧଇ ସାଇ ହେଉଛ।
Madam rasmita didi aou kn pain asunahanti
Nija dhanga re pala karantu
This is not pala , this is Gahan Ganthi of Ganjam District.
Palara samaya simita.Gayika pala arambha karibapain adhika samaya neuchhanti.Ajatha samaya nasta Kariba samichin nuhe.
Chhatari gayika pala bhala nai
Tumara kantha bhala nai
Dislike.
ସୁଭଦ୍ରା ବେହେରା madam ଙ୍କ ଫୋନ୍ number please ଦିଅନ୍ତୁ