Это видео недоступно.
Сожалеем об этом.
Ratha Yatraରେ Naveen Patnaikଙ୍କୁୁ ମଞ୍ଚ ଉପରକୁ ଡାକି ନେଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan, ଦେଖନ୍ତୁ
HTML-код
- Опубликовано: 6 июл 2024
- #rathyatra #naveenpatnaik #dharmendrapradhan #rathyatra #purirathyatra2024 #puri
Ratha Yatraରେ Naveen Patnaikଙ୍କୁୁ ମଞ୍ଚ ଉପରକୁ ଡାକି ନେଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan, ଦେଖନ୍ତୁ
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
RUclips: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7
ଧର୍ମେନ୍ଦ୍ର ଜିଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏
Ea hauchii loka dekhaniya Budha kahila bele tara Kan manabikata nathila kii
Dharmendar mo Banda mundi
tela maribaku padiba. Rajya sabhare support pai
Kintu Good Decission Dharmendra pradhan. Bhitare jaha hau Odianka bhaichara rahu.
ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକ ଙ୍କୁ ବୁଢ଼ା କହିଥିଲେ election time re Abe କଣ ପାଇଁ ଡ୍ରାମା କରୀକୀ ଇଜ୍ଜତ ଦେଉଛନ୍ତି ନବୀନ ପଟ୍ଟନାୟକ ଙ୍କୁ
ଧର୍ମେନ୍ଦ୍ର ସାର୍ ଶପଥ ପାଠ ଦିନ ବି ନବୀନ ସାର୍ କୁ ପାଛୋଟି ନେଇଥିଲେ ଆଉ ଆଜିବି,ହୁର୍ଦୟରୁ ଧନ୍ୟବାଦ୍
ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ ।
Nil corruptions.Do you think?
ବିଜେପି ଆଉ ବିଜେଡି ଫରକ କିଛି ନାହିଁ ଖାଲି ଯାହା ପଠାନ ପ୍ରେମୀ କଂଗ୍ରେସ...
BJP BJD bhai bhai. Samaya asiba DP NP ek hebe
ସୁନ୍ଦର ପରମ୍ପରା ସଂସ୍କୃତି କୁ ସମ୍ମାନ ଦେବା ଶିଖିଲେ, ରାଜ୍ୟ ର ଅନେକ ମଙ୍ଗଳ ସାଧିତ ହୋଇପାରିବ। ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ଯବହାର ଭଲଲାଗିଲା। ନବୀନ ପଟ୍ଟନାୟକ ମହୋଦୟ ନିଜ ବ୍ଯବହାର ପାଇଁ ସମସ୍ତଙ୍କ ପାଇଁ ଶ୍ରଦ୍ଧା ସମ୍ମାନ ର ଯୋଗ୍ୟ।
ଗୁରୁଜନଙ୍କୁ କିଭଳି ସମ୍ମାନ ଦିଆଯାଏ , ଆସନ୍ତୁ ଆମେ ସମସ୍ତେ ଧର୍ମେନ୍ଦ୍ର ସାରଙ୍କୁ ଅନୁସରଣ କରି ନିଶ୍ଚୟ କିଛି ଶିଖିବା
ନବୀନ ସାର୍ ଆଜି ଭି ଲୋକ ଙ୍କ ହୃଦୟ ରେ ମୁଖ୍ୟମନ୍ତ୍ରୀ
ଧର୍ମେନ୍ଦ୍ର ସାରଙ୍କର ମହାନତାକୁ ଦେଖି ଆଖିରେ ଲୁହଆସିଗଲା, ବହୁତ ବହୁତ ଧନ୍ୟବାଦସାର ଆପଣଙ୍କୁ ଭଗବାନ ଭଲରେ ରଖିଥାନ୍ତୁ 🙏🙏🙏🙏
କୁଜିନେତା ମାନେ ଏଥିରେ କିଛି ଶିକ୍ଷା ହାସଲ କରିବେ ବୋଲି ଆଶାକରୁଛି।❤
ବିଜେପି କୁ ବହୁତ ଧନ୍ୟବାଦ ନବୀନ ସରଙ୍କୁ ପଛତିନେଲେ
ନବୀନ ସାରଙ୍କ୍ ସରଳତା ଦେଖିଲେ ଦୁଃଖ ଲାଗୁଛି, କାହିଁକି ନା ସେ ଅତି ନମ୍ରଭାବରେ ତଳୁ ହିଁ ସମସ୍ତଙ୍କୁ ତାଙ୍କ ପ୍ରଣାମ ଜଣାଇଥିଲେ ।
ବଡ଼ ମାନଙ୍କୁ ସମ୍ମାନ ଦେବା ,ଏହା ଆମ ଜଗନ୍ନାଥ ସଂସ୍କୃତି ର ଶିକ୍ଷା।
ଧର୍ମେନ୍ଦ୍ରଙ୍କ ଙ୍କ ହୃଦୟ ବହୁତ ବଡ଼
Nabin babu jane bahut saral au vala manisha
ରାଜନୀତି ତା ଜାଗାରେ ଥାଉ
ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଆଖି ଆଗରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୁ ସ୍ୱାଗତ କରିଥିବାରୁ
ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ 🙏
ଧନ୍ୟବାଦ ପ୍ରଧାନ ସାର୍ ସବୁ କିଛି ପ୍ରଭୁ ଜଗନ୍ନାଥଙ୍କ ଲିଲା
ଜୟ ଜଗନ୍ନାଥ 🌷🙏🌷 ନବୀନ ପଟ୍ଟନାୟକ ସାର୍🙏
Au CM nka thhu
Dharmendra Pradha sir bahutt dhanyawad 🙏🏻 respect x cm nku
Naveen always Naveen ❤️
Dharmendra Pradhan ku dhanyavad Nije asi Nabiin Pattnaik nku uparaku nele Bhahut bhala
ଅଶୁରେ ଭରି ଯାଉଛି। ଦୁଇ ନେତାଙ୍କୁ ମୋ ପ୍ରଣାମ । ଜୟ ଜଗନ୍ନାଥ
ମୋହନ ସରକାର ର ଗର୍ବ ବଢ଼ିଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଟିକେ ବି ଗର୍ବ ନାହିଁ।ହୃଦୟରୁ ବହୁତ ଧନ୍ୟବାଦ।
Bahut bhai, magia ku gadiru hateiba ku padiba
Au kichina sabu ego bjd pakhare
Mohan sir nka pakhare garba kn pain asiba .dukhi gariba samastanku sanman karuchanti
@@Jayanti566ଦେଖିବୁ ଆଉ କିଛି ଦିନ୍ ଯାଉ
😂😂😂
ରାଜନୀତି ଭାଡ଼ ମେ ଯାଉ ଆମ ପ୍ରଭୁ ପାଇଁ ଆମେ ଏକ 🙏🙏 ଜୟ ଜଗନ୍ନାଥ 🙏🙏
ଏଇଟା ଧର୍ମେନ୍ଦ୍ର ବାବୁ ଙ୍କ ବଡ଼ ପଣିଆ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ
Thanks Dharmendra babu,respect to Nabin is respect to all Odia Bhai. Thanks for your courtesy.
Salute to Dharmendra Ji
Thank you Dharmendra sir ,Apana mancharu asi Naveen sir nku pachhoti nei gale.🙏
Long live Naveen Patnaik
ଅତି ସୁନ୍ଦର ଦୃଶ୍ୟ।ଓଡ଼ିଆ ପରମ୍ପରା ର ନିଦର୍ଶନ।
Dharmendra Sir nka hrudaya au manabikata bahut sundar
ଅତି ସୁନ୍ଦର ଆଚରଣ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ
ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିଲେ ଦୟା ଲାଗୁଛି କୋଉ ମାନେ ବୁଝୀପାରୁଛ
He was chief minister for 24yrs still he has given respect to people’s mandate and has not gone to stage directly, giving respect to Mohan ji🙏
ଧର୍ମେନ୍ଦ୍ର ବାବୁ ଙ୍କ ଏହି ଉଦାର ମନୋଭାବ ପାଇଁ କୋଟି କୋଟି ଧନ୍ୟବାଦ 🙏🙏
ଧନ୍ୟବାଦ ପ୍ରଧାନ ସାର
Jemiti Manyabara kendra Mantri tala ku aasi Naveen Pattnaik sir nku pachhoti nele seithi paai Dharmendra Pradhananka prati mora sammana badhi gala .He is such a kind hearted Person
Dukha Maa tia apanku dekhile kandi pakauchhi kn pain Sir
ଏ ହେଉଛି ବିଜେପି ର ସଂସ୍କାର କିନ୍ତୁ bjd ରେ ଏମିତିଆ ଦେଖା ଯାଏ ନାହିଁ
କେବେ ନବୀନ ବାବୁ ଏମିତି ବିରୋଧୀ ଦଳ ନେତାଙ୍କୁ ସମ୍ମାନିତ କରିବା ଦେଖିଛନ୍ତି କି ??
Thank you Dharmendra sir
Navven sir always legend
Great heart of dharmendra sir show the reality of odiatwa
Bahut bhala parmpara. Dharmendra babu nku bahut dhanyabad . 🙏
ଜୟ ଜଗନ୍ନାଥ ସଂସ୍କୃତି, ଜୟ ଓଡ଼ିଆ ଅସ୍ମିତା। ବହୁତ୍ ଖୁସି ଲାଗିଲା ଧର୍ମେନ୍ଦ୍ର ବାବୁ ମଞ୍ଚ ତଳକୁ ଯାଇ ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ। ଏହାଦ୍ବାରା ନବୀନ ବାବୁ ଙ୍କ ସହ ଧର୍ମେନ୍ଦ୍ର ବାବୁ ଙ୍କ ସମ୍ମାନ ବଢ଼ିଲା।
ମହାପ୍ରଭୁଙ୍କ ଇଛା ବିନା କିଛି ହୋଇପାରେନା, ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଲୀଳା, ଧର୍ମେନ୍ଦ୍ର ସାର ଙ୍କୁ ପ୍ରଭୁ ଖୁସିରେ ରଖନ୍ତୁ, ଜୟ ହିନ୍ଦ 🙏❤🙏
ହେ ଭଗବାନ ଆମ ନବୀନ sir ଙ୍କୁ ଭଲରେ ରଖିଥାଅ ଆଉ ଧର୍ମେନ୍ଦ୍ର sir ଙ୍କୁ ଧନ୍ୟବାଦ
Thanku Dharmendra sir❤❤❤
ଧର୍ମେନ୍ଦ୍ରସାର୍ କଂ ମହାନତା ପ୍ରକୁର୍ତରେ ବହୁତ ଭଲ ଲାଗିଲା
ସ୍ଵାଗତମ୍ ନବୀନ ବାବୁ, ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ଜି। ବହୁତ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଲା ଯଦି ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ଡାକି ନଥାନ୍ତେ ତେବେ ଏଇଟା ଓଡ଼ିଶା ଆଉ ଓଡ଼ିଆ ସଂସ୍କୃତି ପ୍ରତି ଅପମାନ ହୋଇଥାନ୍ତା। ବଡ ଙ୍କୁ ସମ୍ମାନ ଆମ ଠାକୁର ବି ଦେବାକୁ ଶିଖାଇଛନ୍ତି ଆଉ ବର୍ତ୍ତମାନ ବି ପାଳନ କରନ୍ତି
Bahut vala kale Dharmendra Babu
Very good dharmendraji,
Dharmendra. Sir. ❤❤❤👏👏👏💯💯💯👏👏👏
Long live Nabin Sir❤Jay Jagannath ❤
Naveen Pattnaik's grace & statesmanship is unparallel.
Dharmendra. Pradhanank. Mahaniyataku dhanyabad. Odisha. Basi
ଏଇଟା ହେଲା ବିଜେପି ର ସଂସ୍କାର
Dharmendra Pradhan sir thanku
Bahut vala kaam . Education minister sir.
Jay Jagannath ki jai ho,Today I fill 😂 very sad moments for our ex cm of odisha, really gentleman of odisha, dear Dharmendra sir you are great leader of odisha we never forget your company with Naveen sir,
Jay odisha Jay india Jay biswo prasidha Rath yatra Puri,
Dharmendra Pradhan good
Dharmendra sir apannaka mahanata dekhi imotinal heigali.. Thank u sir apannaku bahut bahut prannam🙏🙏🙏
🙏 Jay Jagannath mahaprabhu🙏
🙏Long Live Nabin sir 🙏
Thank u dharmendra sir
Good gesture by Dharmendra Pradhan.
Thanks dhamendra good behaviour bjp govt.odisha
Naveen sir nku jagannatha bhalare rahantu
Thank you Dharmendra sir for respect our former Chief minister
Naveen sirnku dekha kemiti sir mancha tale Rahi nija salinata rakhi samastanku namaskar karuchanti
Manavikatara Murti Darmendra Pradhan Sir. Heartily thanks Dharmendra Sir. JAY BJP.
Naveen Babu jindabad Jagannath apanku bhala rakhantu
Thank you Dharmendra ji,it's real Odia Asmita
Jay jagannath nabin pattnaik is great person our country and. Proud of you
Great dharmender pradhan....really u r the hero sir.
Thanks dharmendra sir
PERFECT GESTURE FROM PRADHAN FOR A GREAT STATESMAN .
I like Naveen sir's simplicity ❤🙏👌🙏
Dharmendra sir apanku bahuta dhanyabad nabin sir nku pachhadi nei thibaru apanku jagatara natha jagannath sabu khusi re rakhithantu jay sree jagannath 🙏🙏🙏
Its a very high value tradition to greet Naveen babu. A very positive message spreading among the people.
Naveen Babu ❤
Naveen Patnaik chanhi thile, 2009 /14 re cabinet minister hei pari thante, kintu se Odisha ra development karei ba pain , centre politics re munda purei le nahi, kintu Odisha basi tanku CM ru ha tei dele
This is my odisha❤
Aita ama odia nka sundar parampara bahut sundar
Mo naveen babu😭😭❤❤
Dil khuss Ho gayaa ....Sir👍🙏
Naveen sir great person
ଇଏ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତା ❤
Jagannath bless you sir 🙏💞
Thanks u🎉🎉🎉our Honeble. Minister dharmendra ji work is God 🙏many many thanks🙏 sir🙏 our Ex CM nk panee apan nku ashesh🙏🙏🙏
❤❤❤Dhrmendra ji apana samastanka hurdyea jitigale❤❤
ନିର୍ବ।ଚନ ପୂର୍ବରୁ ସମ୍ବଲପୁର ରେ ଶିକ୍ଷା ମନ୍ତ୍ରୀ ଯାହା comment କରିଥିଲେ ତାର ପ୍ରାୟଶ୍ଚିତ କରୁଛନ୍ତି ।ତଥାପି ଧନ୍ୟବାଦ୍
ବାବା ମାନେ ଭଲସେ ଦେଖେ ଆମ ମହା ମହିମା କହିବାରୁ ବାବୁ ଜଣ କ ତଳକୁ ଗଲେ
ଜୟ ଜଗନ୍ନାଥ ⚫‼️⚫
ନିଟ୍ ପରୀକ୍ଷା ଘୋତାଲା ରେ ନବୀନଙ୍କ ମୁହଁ ମିଠା କରି ଚୁପ୍ କରିବା ପାଇଁ ସମ୍ମାନ ନାମରେ ମୋଦୀଙ୍କ ଆଉ ଏକ ଷଡ଼ଯନ୍ତ୍ର ।
Superman Naveen
Muku Bhai nku Prabhu ashes Krupa karantu, tanka ra a hi mahan Samarpan bhab/ uchit Byabhar paain.... Ashes Dhanyavaad 🙏👍
ଆଖିରୁ ଲୁହ ଆସି ଯାଉଛି ନଵିନି sir ଙ୍କୁ ଦେଖି, Jay Jagannath
Odisha people ❤
Jay Jagannatha 🙏🙏🙏
Dharmendra nku. Koti koti dhanya bad jagannath tannu bhakare rakhantu
Best Moment 2024...Happy Ratha Yatra...
Dharmendraji.thankyou
Jay Jagannath 🙏 Jay Nabin 🙏
Bahut dukha lagila sesare ama nabin babu tala stage re 😢😢😢😢
Dharmendra sir apana sanskarpurna ati uchakotiro mahan byakti
Very good gesture..