କନିଷ୍ଠ ଶିକ୍ଷକ(JTS)ନିଯୁକ୍ତି-2025।ଜିଲ୍ଲା ଭିତ୍ତିରେ Recruit ଆଲୋଚନା।ଜିଲ୍ଲା ଭିତ୍ତିରେ CT/BEd ଆଶାୟୀ ପ୍ରଭାବିତ

Поделиться
HTML-код
  • Опубликовано: 20 ноя 2024

Комментарии • 49

  • @ratanmajhi4759
    @ratanmajhi4759 25 дней назад +11

    ଅବିଭକ୍ତ କୋରାପୁଟ ଜିଲ୍ଲା ପଞ୍ଚମ ଅନୁସୂଚୀତ ଅଞ୍ଚଳ ଘୋଷିତ 1977ସାଲ।
    C,,T/B,ED ଓ O,T,E,T ପାସ କରି ନିଯୁକ୍ତି ପାଇପାରୁ ନାହାନ୍ତି। ଏଠାର ନିୟମ କାନୁନ କୁ ଉଲଙ୍ଘନ କରିଥିବା ଏଠାର ଯୁବକ ଯୁବତୀ ଓ ସାଧାରଣ ଜନତା ସଂଗ୍ରାମ ଜାରି ରହିଛି। ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜାଲ ଜାତିଗତ ପ୍ରମାଣ ପତ୍ର ଓ ଯୋଗ୍ୟତା ପ୍ରମାଣ ପତ୍ର duplicate ଆଣି ନିଯୁକ୍ତି ପାଇ ପାରୁଛନ୍ତି।
    ଏଠାର ଯୁବକ ଯୁବତୀ ମାନଙ୍କ କମ୍ ନମ୍ଭର ଯୋଗୁଁ ବାଦ ଦିଆଯାଉଛି। ଶାନ୍ତି ପୂର୍ଣ୍ଣ ଭାବେ
    ଆନ୍ଦୋଳନ ଜାରି ରହିଛି। ଏହା ଚାରି ଜିଲ୍ଲାର
    ମୁକ୍ତି ସଂଗ୍ରାମ ଅଟେ। ଏହା ହେଉଛି ଦ୍ଵିତୀୟ ସ୍ଵାଧୀନ। ମାଟିର ମୁକ୍ତି ସଂଗ୍ରାମ ଭଳି ଚାଲୁ ରହିଛି। ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ତଥା ରାଜ୍ୟସ୍ତରୀୟ ଜନ ଜାତି ପ୍ରତିଭା ସମ୍ମାନୀତ

  • @MRN.K
    @MRN.K 25 дней назад +4

    ନବରଙ୍ଗଫୁର ଆଗକୁ ଆଉରି ଜୋରରେ ହେବ ଆଗେ ଜିଲ୍ଲା ବିତିକ ହେଉ ଜିନ୍ ପରେ ପିଲା ସ୍କୁଲକୁ ଯିବେ ଜୟ ହିନ ଜୟ ଆଦିବାସି

  • @NilakanthaSatpathy-gu2er
    @NilakanthaSatpathy-gu2er 25 дней назад +5

    କେବଳ JT ନୁହେଁ ପୂର୍ବ ଭଳି କ୍ଲର୍କ ଭିଏଲଡବ୍ଲୁ ହାଇସ୍କୁଲ ଶିକ୍ଷକ କନେଷ୍ଟବଳ ଫରେଷ୍ଟର ଫରେଷ୍ଟ ଗାର୍ଡ ଆର ଆଇ ଅମିନ ଏଏନଏମ୍ ଇତ୍ୟାଦି ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀ ରେ କେବଳ ସେଇ ଜିଲ୍ଲା ର ପିଲା ଙ୍କୁ ସୁଯୋଗ ଦିଆଯାଉ ।

  • @ParsuramSabar-pm6ec
    @ParsuramSabar-pm6ec 25 дней назад +4

    ଏମିତି news ଅନ୍ୟ OTV,kanak TV news ରେ ଅଧିକ ଭାଇରାଲ ଦରକାର

  • @mohansabar1905
    @mohansabar1905 25 дней назад +3

    District cadre karajau nahele sarpancha election re au bjp ku au vote debani 100%

  • @jagabandumohanta5398
    @jagabandumohanta5398 24 дня назад +1

    Mayurbhanj re bi saman abasta ? Sabu baleswar,puri, Bhadrak, Cuttack

  • @srikantarath3580
    @srikantarath3580 25 дней назад +1

    ଏହି ପିଲା ମାନଙ୍କୁ ଅନ୍ୟ ଜିଲ୍ଲାରୁ ଅଗ ଫେରାଇ ଆଣନ୍ତୁ। ଯେକୌଣସି ପଦ ରେ‌ଥାଉ।ତିପରେ ଜିଲ୍ଲା ଭିତ୍ତିକ ନିଯୁକ୍ତି କଥିତ ଆଲୋଚନା।

  • @mahaprabhusangeet
    @mahaprabhusangeet 19 дней назад

    ଉପକୂଳ ଜିିଲ୍ଲାରେ ଶତକଡା କେତେ ଆଦିବାସୀ ଅଛନ୍ତି ଯେଉଁମାନେ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଚାକିରିରେ ବୋଝ ହେବେ ?

  • @nbehera8651
    @nbehera8651 25 дней назад +2

    Emiti hele age gadijaithiba but pila service paiparibeni.

  • @kunjbihari426
    @kunjbihari426 25 дней назад +3

    District wise selection hau

  • @rajkumarmondal3085
    @rajkumarmondal3085 25 дней назад +1

    Umerkote bidhayak nityananda gond jane aadbaya.muharu gote kahuchi talapatru aau gote kahuchi.

  • @rajkishornag-ti5lm
    @rajkishornag-ti5lm 24 дня назад

    Good

  • @Divine_supremacy
    @Divine_supremacy 20 дней назад

    Jaayyyy Sri ram
    Jay brahman
    marijibu sina chadibu nai, , district selection no heba jae andolan jari rahibo .
    Jay maa majhigouri
    Jay Rayagada 🚩

  • @rajeshnayak5478
    @rajeshnayak5478 25 дней назад

    Excellent ❤❤❤

  • @tirthagaminaik8009
    @tirthagaminaik8009 25 дней назад

    Excellent 👌👌

  • @manashranjansahu4040
    @manashranjansahu4040 25 дней назад +1

    Nabarangpur district re sabu thara adhika post bahari bara karan tike kahibe ki

    • @binodtripathy5904
      @binodtripathy5904 25 дней назад

      Karana ta hela other district ro pila paila pore puni district transfer hoi chali jauchanti.puni vacant badhi jauchi.

    • @muduli601
      @muduli601 25 дней назад

      Kama chala danda babi JTC/JTS join kari ki KBK District ku asucha bhala Post paile polaucha vacant to rahiba na ta choda regular pore jou spouse case kimba poisa bhala re transfer kari nija district ku chali jaucha seii post ta vacant rahiba na!!

  • @trinathapradhan4368
    @trinathapradhan4368 24 дня назад

    Ame chakri na pau rather district wise nijukto diajau

  • @BaidanathGadaba-hy5pc
    @BaidanathGadaba-hy5pc 25 дней назад

    ଏବେ ଟ୍ରାନ୍ସଫର ହେହିଛନ୍ତି

  • @balabhadradas4673
    @balabhadradas4673 25 дней назад +1

    Second merit list kebe asiba

  • @SimpleLife-RajeshSahu
    @SimpleLife-RajeshSahu 23 дня назад

    Jadi emiti heba tahele Next election re Non Koraput Dist re BJP zero hei jiba

  • @srikantarath3580
    @srikantarath3580 25 дней назад

    Transfer ହେଉ ନାହାନ୍ତି।ମିଛ ପ୍ରଚାର

    • @bibhisenrandhari2203
      @bibhisenrandhari2203 24 дня назад

      କିଏ କହିଲା transfer ହେଉନାହାନ୍ତି ବୋଲି

  • @puspalatatripathy-k9u
    @puspalatatripathy-k9u 25 дней назад +1

    Jts 2nd phase kebe asiba sir

  • @sgopalmedia9937
    @sgopalmedia9937 25 дней назад

    ଆମେ ଆମର ହକ ଛାଡ଼ିବା ନାହିଁ

  • @suredra1350
    @suredra1350 24 дня назад

    ଠିକ୍ କହିଛ ଭାଇ ଜିଲ୍ଲା ଭିତ୍ତିକ

  • @rajeshnayak5478
    @rajeshnayak5478 25 дней назад

    Aee side ra pila tanka language bujhi parunahti

  • @NishamniSahu
    @NishamniSahu 24 дня назад

    Jaya koshal

  • @sibaramsahu8873
    @sibaramsahu8873 24 дня назад +1

    କମ୍ Vacancy ଥିଲେ ସେ ଜିଲ୍ଲାର ଲୋକ ଦାୟୀ
    ନିଜ ପିଲାମାନଙ୍କୁ ଘରୋଇ ସ୍କୁଲ ରେ ପଢେଇବେ ଆଉ ସରକାରୀ ସ୍କୁଲ ରେ ତାଲା ଝୁଲିଲେ ପୋଷ୍ଟ କୁଆଡୁ ଆସିବ ????

  • @bhubansanta6912
    @bhubansanta6912 23 дня назад

    Nitya babu kn anataka

  • @kabitabehera1237
    @kabitabehera1237 18 дней назад

    C d jila viticka hagu

  • @bhubansanta6912
    @bhubansanta6912 23 дня назад

    Nataka Banda kara

  • @srikantarath3580
    @srikantarath3580 25 дней назад

    Quality ନ ଥାଇ ct bed କଲେ କଣ ହେବ?

  • @alokmantry7309
    @alokmantry7309 25 дней назад +1

    not good

    • @muduli601
      @muduli601 25 дней назад +1

      Definitely!! But it's called "karma" if happen... Bhai କଟକ, ବାଲେଶ୍ୱର, ଭୁବନେଶ୍ୱର ବୋଲି ସ୍ଥାନ ରେ ଏତେ କମ Post କଣ ପାଈଁ ବାହାରୁଚି, କହୁନା Schools privatization ବନ୍ଦ କରି government schools କୁ Priority ଦେବାକୁ!! କାମଚଲା ଦନ୍ଦା ବାବି kbk district କୁ join କରିବ ପରବର୍ତୀ ସମୟରେ ନିଜ district କୁ transfer କରିକି ପଳେଇବ.... Transfer କରି ଯାଉଛ ଆମକୁ problems ନାହିଁ, join ହେଲା ପରେ ଯୋଉ quality education ପାଈଁ meritorious mostly needed ବୋଲି କହୁଥିଲ.... Quality education ଆଇବ କୋଉଟୁ ତୋମେ Stabilize ହେଇକି ରହିଲେ ନା.....😢

  • @prasantanayak9667
    @prasantanayak9667 24 дня назад

    State selection karajauu because 20000 jt state selection hela.... Jadi district selection kara jaie a ku neie bada andalona kara jiba

  • @lilibag4957
    @lilibag4957 24 дня назад +1

    District wise selection hau