Names of Police personnel who congregated to register protests over Bharatpur suspensions sought

Поделиться
HTML-код
  • Опубликовано: 23 сен 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    RUclips: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Комментарии • 809

  • @krushnachandrabehera7912
    @krushnachandrabehera7912 7 часов назад +211

    ଏହି ପୋଲିସ ସବୁ ଗୋଟେ ଗୋଟେ ହାରାମି ଏମାନଙ୍କୁ ସସେସ୍ପନ୍ଦ କରାଯାଉ

    • @subhakantapal6516
      @subhakantapal6516 6 часов назад +8

      ''Suspend'' ku english re lekhi delani jadi odia re hauni..

    • @nilunayak5900
      @nilunayak5900 6 часов назад +1

      ​@subhakantapal6516tu kaha pai okilati koruchu

    • @lalit98193
      @lalit98193 5 часов назад

      ​@@subhakantapal6516bhujiparilu to

    • @azadmohammed1911
      @azadmohammed1911 4 часа назад +2

      ନା , ଏ ସମସ୍ତ କୁ ଚାକିରୀ ରୁ ବାହାର କରିବା ଉଚିତ । ଏ ମାନଙ୍କ ଦା ଦା ଗିରି ବହୁତ ବଢ଼ି ଚାଲି ଛି ।

    • @gurucharanbarik7817
      @gurucharanbarik7817 4 часа назад +4

      ଯାହା ହେଉ ଓଡିଆ ରେ ତ ଲେଖିଛନ୍ତି ଆମ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉନ୍ନତ, କିନ୍ତି ସସପେଣ୍ଡ କୌଣସି ବ୍ରାଣ୍ଡ ନୁହଁ. ' '

  • @PratapMangaraj-l8y
    @PratapMangaraj-l8y 6 часов назад +278

    ଯେତେ ପୋଲିସ ଦୀନକୃଷ୍ଣକୁ ସପୋର୍ଟ କରୁଥିଲେ ସମସ୍ତେ ସେହି ଦୀନକୃଷ୍ଣ ଭଳି ଚରିତ୍ର

  • @ଅଭୟ
    @ଅଭୟ 7 часов назад +171

    ବହୁତ ବେକରୀ ପିଲା ଅଛନ୍ତି ସେ ମାନେ ଙ୍କୁ ଚାକିରୀ ଦିଅ ପୋଲିସ ଚାକିରୀ ୧୫ବର୍ଷ କରାଯାଉ

  • @ajitakumarsahoo9458
    @ajitakumarsahoo9458 6 часов назад +45

    ସରକାରଙ୍କ ଆଇନ ମାନିନଥିବାରୁ ଅନ୍ୟ କର୍ମଚାରୀମାନଙ୍କ ଭଳି ପୋଲିସ କର୍ମଚାରୀଙ୍କୁ ସରକାରୀ ଦଣ୍ଡ ଦିଆଯାଉ।
    ନିଲମ୍ବନ ନୁହେଁ ଚାକିରିରୁ ବିଦା କର 😢

  • @suvransujena5310
    @suvransujena5310 7 часов назад +101

    ଚାକିରୀ ଛାଡ଼ି ଦିଅ ବେକାର ପିଲା ବହୁତ୍ ଅଛନ୍ତି

  • @rabindrakumarpatra7348
    @rabindrakumarpatra7348 6 часов назад +43

    ଏକଜୁଟ ହୋୟିଥବା ସମସ୍ତଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ଦରକାର

    • @Mohan-uo8mt
      @Mohan-uo8mt 3 минуты назад

      To bapa Naveen Patt hauki kiye b balo banka kariparibeni

  • @BulakiSwain-n4c
    @BulakiSwain-n4c 6 часов назад +25

    ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ଏବଂ ତା ସହିତ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।

  • @sanjaykumishra5186
    @sanjaykumishra5186 7 часов назад +161

    କାହାର ଅନୁମତି ନେଇ ଏକତ୍ରିତ ହୋଇଥିଲେ ପୋଲିସ

    • @BiswajitKar-rm3rs
      @BiswajitKar-rm3rs 6 часов назад +6

      DCP Prateek 😂

    • @armylovers1799
      @armylovers1799 6 часов назад +3

      Akathi heba ku anumati kn darkar.....andalana kari nahanti ta ...amiti kn pai tuma gandi fatuchi kire....athiru bujhilu ta police ra power kn

    • @sunilgouda2225
      @sunilgouda2225 6 часов назад +1

      Pandni

    • @lalit98193
      @lalit98193 5 часов назад

      ​@@BiswajitKar-rm3rsno BJD

    • @bijayanayak5068
      @bijayanayak5068 5 часов назад

      Bjd anumati neikii

  • @prasannadutta9170
    @prasannadutta9170 7 часов назад +141

    ନିଜ କାମ ନ କରି ମେଳି କରିବା ଦୂର୍ଭାଗ୍ୟ ଜନକ

  • @PuspaJena-j7f
    @PuspaJena-j7f 7 часов назад +134

    ଚାକିରି କରିବା ସମୟରେ କ'ଣ ସପଥ ନେଇ ଥିବେ ପୋଲିସ ଭୁଲି ଯାଇଛନ୍ତି

    • @RupNarayanMajhi
      @RupNarayanMajhi 6 часов назад

      ଶପଥ ଗଲା ଚୂଲିକି,service ରେ ଆସିଲା ପରେ ନେତା ଆଉ ଉପରିସ୍ଥ ଅଧିକାରୀଙ୍କୁ impress କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରତାଡ଼ିତ କରନ୍ତି ।

    • @narirock8695
      @narirock8695 6 часов назад +1

      Tamara Mane achhi

    • @sanjaybehera363
      @sanjaybehera363 6 часов назад

      Bala

    • @manojkumarmallick8677
      @manojkumarmallick8677 5 часов назад

      Tame kiye ?​@@narirock8695

    • @KunalKumar-vr5iz
      @KunalKumar-vr5iz 3 часа назад

      Sabu hela je hele tame "sapatha" ra spelling thik kara... 😂

  • @pradeepnayak8670
    @pradeepnayak8670 6 часов назад +35

    ଯୋଉ ମାନେ ମେଳି କରିଥିଲେ ତାଙ୍କୁ ଦୁର୍ଗା ପୂଜା ବୋନସ ଆକାରରେ, ବାହାର କରିଦିଅ....

  • @Rusi-s6r
    @Rusi-s6r 6 часов назад +64

    ଏ ପୋଲିସି ମାନଙ୍କୁ ଚାକେରିରୁ କଢାଜାଉ ନୁଆ ପିଲା ମାନଙ୍କୁ ଚାକେରି ଦିଆଯାଉ

  • @pradhanashok5005
    @pradhanashok5005 7 часов назад +239

    ଏମାନଙ୍କୁ ଚାକିରୀ ରୁ ବାହାର କରି, ନୂଆ ନିଯୁକ୍ତି ଦିଆଯାଉ
    ବହୁତ୍ ଶିକ୍ଷିତ ଯୁବକ ଯୁବତୀ ବେକାର ଅଛନ୍ତି । ତାଙ୍କୁ ନୂଆ ନିଯୁକ୍ତି ଦିଆଯାଉ

    • @subhakantapal6516
      @subhakantapal6516 6 часов назад +5

      Khali sikhita hele haba ki ..jogya b habaku haba . Abe recruitment baharichi tanku kuha apply karibe

    • @calm6883
      @calm6883 6 часов назад +1

      Sie ta karibe kintu tamaku kiye paisa deichi ki na tame ei mananka bhitaru jane

    • @armylovers1799
      @armylovers1799 6 часов назад

      Tate kia paisa deichi ki

    • @armylovers1799
      @armylovers1799 6 часов назад +1

      Atiki re fatuchi jadi police Raja rasta ku asi andalana kariba kn haba vabucha ta😂😂😂😂

    • @madhusudanBishi-qq1qp
      @madhusudanBishi-qq1qp 5 часов назад

      Thik katha kahuchhanti sir....

  • @RajaRaja-bl6cx
    @RajaRaja-bl6cx 7 часов назад +539

    ସମସ୍ତ police କୁ ଚାକିରି ରୁ ବାହାର କରି ଦିଅ ନୂଆ ପିଲା ରେଡ୍ଡୀ ଅଛି ଚାକିରି ପାଇ ଆଉ ମେଧାବୀ ପିଲା ବହୁତ୍ ଅଛନ୍ତି

    • @subhakantapal6516
      @subhakantapal6516 6 часов назад +19

      Traffic ba 10 minutes nathile chakka jam heijauchi .. au sabu police bahar karidebe kana vabiki kahucha na comment gote dabar thila boli deidela

    • @armylovers1799
      @armylovers1799 6 часов назад +3

      Kichhi janu nahanti khali kahuchanti

    • @harishjena5838
      @harishjena5838 6 часов назад +1

      👍👍👍

    • @nirmalahembram6406
      @nirmalahembram6406 6 часов назад +2

      Maribe sabu traffic police na rahile

    • @RajibMurmu-h1l
      @RajibMurmu-h1l 6 часов назад +13

      New ପିଲା ନିଯୁକ୍ତି ହେଲେ ସେମାନେ ଓଡ଼ିଶା କୁ ସୁନାର ଓଡ଼ିଶା କରିଦେବେ ନାଇଁ ? ତୁମେ ଥରେ police ଚାକିରି କର ଜାଣିବ ହେଲା . କୁଆଡୁ କୁଆଡୁ ପେଶର ଆସିବ ଆଉ କଣ କରିବ ! କହିଦେବା ସହଜ ଥରେ କାମରେ କରି ଦେଖାଅ |

  • @mithunpatra9017
    @mithunpatra9017 6 часов назад +100

    ଯେଉଁ ପୋଲିସ ମାନେ ମେଳି କରିଥିଲେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଉ ତାଙ୍କ ସ୍ଥାନରେ ନୂଆ ପିଲା ମାନଙ୍କୁ ଚାକିରୀ ଦିଆଯାଉ l ମୋହନ ସାର ଙ୍କୁ ଅନୁରଧ l

    • @tikinaswain3541
      @tikinaswain3541 6 часов назад

      @@mithunpatra9017 New recruitment baharichi dam achhi tahale chakiri kariki dekha

    • @setanjabangaming9072
      @setanjabangaming9072 4 часа назад +1

      Tanka jagare tama parika nisthapara loko nku chakiri diyajau , direct IIC rank re

    • @sabitamohanty8348
      @sabitamohanty8348 3 часа назад

      Direct sp rank re

  • @adityaprince1987
    @adityaprince1987 6 часов назад +25

    Very good, ସମସ୍ତଙ୍କୁ ନିଲମ୍ବିତ କରିଦିଅ ଓଡିଶା ରେ ବହୁତ ପିଲା ଅଛନ୍ତି ବେକାର ତାଙ୍କୁ ପୋଷ୍ଟିଙ୍ଗ କରାଅ, ମାଗଣାରେ ଦରମା ନେଇ ଖାଲି ଶୋଉଚନ୍ତି

  • @sumantakubehera5135
    @sumantakubehera5135 6 часов назад +17

    ତୁରନ୍ତ action ନିଆଯାଉ ଯଦି BJP ଚାହୁଁଛି ୨୫ ବର୍ଷ ଶାସନ କରିବାପାଇଁ ତେବେ ପୋଲିସ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯାଉ

  • @RanjanKumar-mx1ki
    @RanjanKumar-mx1ki 7 часов назад +330

    ଦିଅ ମାଗିହା ଙ୍କୁ ଚାକିରୀ ରୁ ବାହାରକରି

    • @batakrushnamohapatra9833
      @batakrushnamohapatra9833 7 часов назад +8

      Correct

    • @RaghuNath-r7x
      @RaghuNath-r7x 7 часов назад +6

      Mu ta Chae ki sabu police akjhut heba darkar

    • @biswajitgadanayak2627
      @biswajitgadanayak2627 7 часов назад

      Maghia କିଏ

    • @All_Things_HR
      @All_Things_HR 6 часов назад +1

      100% correct. Well said. Absolutely right 💯 ✅

    • @Yediwqtydete
      @Yediwqtydete 6 часов назад +3

      Emanku samastanku premature retired Kari dio...aamo bhali bahut youth achanti police service deba painn

  • @dxnmohanrana12
    @dxnmohanrana12 7 часов назад +66

    100%right

  • @bunurath7350
    @bunurath7350 6 часов назад +36

    ଯେତିକି ପୋଲିସ ମେଳି କରିଛନ୍ତି ସମସ୍ତଙ୍କୁ ବାହାର କରି ନୂଆ ନିଯୁକ୍ତି କରାଗଲେ ଭଲ ହୁଅନ୍ତା ଓଡ଼ିଶାରେ ବହୁ ଭଲ ଯୁବକ ମାନେ ଅଛନ୍ତି

    • @subhakantapal6516
      @subhakantapal6516 6 часов назад +3

      Sei vala jubaka police ku gale tame puni sodiba ..tame sabu asanta atma gote gote .. kebe santi habani

    • @diptimayeedibya7243
      @diptimayeedibya7243 9 минут назад

      😮😮😮😮😮

  • @हम_हिंदू_हैं
    @हम_हिंदू_हैं 6 часов назад +37

    ସମସ୍ତଙ୍କୁ ଚାକିରିରୁ ନିଲମ୍ବିତ କରି ଯୁବ ପିଡି ମାନଙ୍କୁ ସୁଯୋଗ ଦିଆଯାଉ ।

    • @subhakantapal6516
      @subhakantapal6516 6 часов назад +2

      Nua recruitment baharichi pakao . Au tk padha padhi kara

    • @हम_हिंदू_हैं
      @हम_हिंदू_हैं 6 часов назад

      @@subhakantapal6516 ମୋର ସରକାରି ଚାକିରୀ ଦରକାର ନାହିଁ ..ଆପଣ କରନ୍ତୁ 👍

    • @Bapun143-1
      @Bapun143-1 5 часов назад

      ​@@subhakantapal6516 police ra gunda gardi odisha re chalibani

    • @bhuwanpandey2941
      @bhuwanpandey2941 5 часов назад

      Does your government feel proud of such police?? Are police following Dharma???

    • @हम_हिंदू_हैं
      @हम_हिंदू_हैं 5 часов назад

      @@bhuwanpandey2941 What's about your state police ?

  • @BishikeshanDigar-db5bl
    @BishikeshanDigar-db5bl 6 часов назад +44

    ଏହି ପୋଲିସ ମାନେ ମଧ୍ୟ କୌଣସି କାଣ୍ଡ ଓ ପିସି ଖାଇବାରେ ଧୂରନ୍ଧର। କାରଣ ଚରିତ୍ରହୀନ ପୋଲିସଙ୍କୁ ସମର୍ଥନ କରୁଛନ୍ତି।

  • @KapilSamal-i8c
    @KapilSamal-i8c 6 часов назад +82

    ଭାଇ ଦେଖ UP POLICE କେମିତି ମାଫିଆମାନଙ୍କୁ ENCOUNTER କରୁଛି, ODISHA POLICE ନିଜ ଝିଅ କୁ ବି ଛାଡ଼ୁନାହିଁ. ଥୁ ODISHA POLICE.

    • @bhuwanpandey2941
      @bhuwanpandey2941 5 часов назад +2

      Why don't Odiyan rise against such evil police??

  • @ParameswarMuduliTutu
    @ParameswarMuduliTutu 6 часов назад +19

    ପୋଲିସ ଭାବୁଛି ନିଜେ ଆଇନ ନିଜେ ଶାସକ

  • @DJ_ROYAL_KING_BALASORE
    @DJ_ROYAL_KING_BALASORE 7 часов назад +49

    ପରମ ମାଗିହା ଏମାନେ

  • @surjyasamanta6961
    @surjyasamanta6961 6 часов назад +17

    ସରକାର କୁଂ ହଇରାଣ କରିବା ପାଇଁ ଏକ ଚାଲ । ତୁରନ୍ତ ସରକାର ପଦକ୍ଷେପ ନିଅନ୍ତୁ।

  • @RupNarayanMajhi
    @RupNarayanMajhi 7 часов назад +19

    ସବ ସାଲା ଟାଉଟର । Record check କର ସେଇ ମେଳି କି ସଂଘରେ ଅଧିକାଂଶ କଟକ ଭୁବନେଶ୍ୱର ପୋଲିସ ଅନ୍ୟ ଜିଲ୍ଲାରୁ ଏତେ ନ ଥିବେ ।
    ପୋଲିସ ସଂଘ ବନ୍ଦ୍ କରାଯାଉ ।

  • @KulamaniPanda-r3r
    @KulamaniPanda-r3r 6 часов назад +11

    ପୋଲିସ ବିଜେଡି ମାନଙ୍କ କଥା ରେ ଚାଲିଛି ଏ କଥା ନୂଆ ଦେଖୁଚି ବିଜେପି ନିୟମ ପୋଲିସ ମାନିବେ ନାହିଁ

  • @loneeswain4332
    @loneeswain4332 6 часов назад +17

    ଅତି ଶିଘ୍ର ଏ ସମସ୍ତ ଙ୍କୁ ବାହାର କରି ଦିଆଯାଉ।

  • @alokjena2974
    @alokjena2974 6 часов назад +28

    ଏ ମାନକୁ ଏତେ ସହଷ ଦେଲା କିଏ,

  • @babudash6666
    @babudash6666 6 часов назад +15

    କୋଉ ଆଇନୀ ନିୟମ ଅଛି ପୋଲିସ୍ ରାଲି କରିବ 😡😡😡😡

  • @bishnucharankalta-im6zm
    @bishnucharankalta-im6zm 7 часов назад +61

    Salute ur ... decision

  • @SR_SanjayCreation
    @SR_SanjayCreation 7 часов назад +22

    ସ୍ୱାଗତଯୋଗ୍ୟ ପଦକ୍ଷେପ

  • @sambray.baskeysambray2535
    @sambray.baskeysambray2535 6 часов назад +7

    ହଠାତ୍ ଉପରେ ଏ ପୋଲିସ୍ ଭାଇ ଓ ଭଉଣୀ ମାନଙ୍କର ଏପରିଭୁଲନିଷ୍ପତି ନେବାର ନଥିଲା ଏବେ ଏମାନେ ଆଇନ୍ ହାତକୁନେଇଦ୍ଵନ୍ଦରେ ପଡିଛନ୍ତି !

  • @manashnayak2794
    @manashnayak2794 6 часов назад +11

    ଯେତେ ପୁଲିସି ମେଳି ହେଇଛତି ସମସ୍ତଙ୍କୁ ଚାକିରୀ ରୁ ବାହାର କରତୁ ବହୁତ ପିଲା ଅଛତି ପାଠ ପଢି ଘରେ ଅଛତି 💯🇮🇳⭐

    • @tikinaswain3541
      @tikinaswain3541 5 часов назад

      @@manashnayak2794 କିଏ ମନା କଲା ଚାକିରି କରିବାକୁ

  • @chsepure621
    @chsepure621 7 часов назад +10

    Pura thik... badhiya decision...mana khusi heigala.... people of odisha will b very proud of this decision by Odisha's GOVT 🙏🙏🙏

  • @aloknayak5691
    @aloknayak5691 6 часов назад +21

    ଲାଂଚ ଖ!ଇ ଖାଇ ଏ ମାନଙ୍କର ପେଟ ଯାକ କେଡେ କେଡେ ହୋଇଛି 😂😂

  • @DasJayanta-vf8nv
    @DasJayanta-vf8nv 7 часов назад +83

    Sabu police officer chore dakayat amanku suspended kara

    • @armylovers1799
      @armylovers1799 6 часов назад +1

      Tama gharu kau police chori kari thila ki😂😂

    • @soumyaranjanmoharana8793
      @soumyaranjanmoharana8793 4 часа назад +1

      ​@@armylovers1799ghare ta karanti chori bt station re basi chora bhali kama karanti nighty pindhi , dinakrushna karnama viral hela pare bii janapduchi kete responsibility achi police ra 😛😉

  • @Tuludas-d6b
    @Tuludas-d6b 5 часов назад +6

    ସବୁ ପୋଲିସ ଙ୍କୁ ବାହାର କରି ନୂଆ ପିଲା ଙ୍କୁ ନିଯୁକ୍ତି ଦିଆଯାଉ

  • @raghunathmohanty6929
    @raghunathmohanty6929 6 часов назад +6

    ସି. ସି. ଟିଭି ରୁ ସେମାନଙ୍କୁ ଚି଼ହ୍ନଟ ନ କରା ଯାଇ, ସମୟ ନଷ୍ଟ କରାଯାଉଛି.

  • @ranjankumarmohanta2003
    @ranjankumarmohanta2003 6 часов назад +15

    ଛିଃ ଛିଃ ଥୁ ତମେ ସବୁ ପୋଲିସ ଜାତିର କଳଙ୍କ ...

  • @suvransujena5310
    @suvransujena5310 7 часов назад +24

    Good dession salut govt

  • @pradeepnayak8670
    @pradeepnayak8670 6 часов назад +20

    ନାଇଟି ପିନ୍ଧା କୁଆଡେ ଗଲା...

    • @biswabhusankaju4656
      @biswabhusankaju4656 3 часа назад

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅

  • @trilochanbehera6455
    @trilochanbehera6455 6 часов назад +12

    ଏମାନଙ୍କୁ ଚାକିରି ରୁ ବାହାର କରି ଦିଆଯାଉ ନୂଆଁ ପୋଷ୍ଟି କରାଯାଉ

    • @swapnilasucharitasahoo3129
      @swapnilasucharitasahoo3129 5 часов назад

      @@trilochanbehera6455 ଗୋଟେ କାମ କର ଓଡ଼ିଶାରେ ଯେତିକି ପୋଲିସ ଅଛନ୍ତି ସମସ୍ତଙ୍କୁ ବାହାର କରିଦିଅ, ଆଉ ନୂଆ appoint କର।

  • @pradyumnakanhar1380
    @pradyumnakanhar1380 6 часов назад +7

    ଏମାନଙ୍କୁ Suspended କରାଯାଉ

  • @storygallery123
    @storygallery123 6 часов назад +10

    ଉପଯୁକ୍ତ ପଦକ୍ଷେପ ନେଇଛନ୍ତି ସରକାର

  • @dharmendrabehera4735
    @dharmendrabehera4735 6 часов назад +11

    ତମେ ଯେମିତି ମେଳି କରୁଛ ସେମିତି ସେନା କଲେ ସମାଳି ପାରିବ ତ........?
    ଯେଉଁ ମାନେ ମେଳି ବାନ୍ଧିଥିଲେ ସେମାନଙ୍କୁ ନେଇ ବର୍ଡର ରେ ମାସେ ଡ୍ୟୁଟି ପାଇଁ ଛାଡିଦିଆ ଯାଉ ସେମାନେ ବୁଝି ପାରିବେ 😡🤐🤬

  • @TapasakumarPattasani
    @TapasakumarPattasani 6 часов назад +8

    କାହାର ଅନୁମତିରେ ଏମାନେ ଏକତ୍ରିତ ହୋଇଥିଲେ।
    ଏହାର ତଦନ୍ତ କରାଯାଉ।

  • @dharmendrabehera4735
    @dharmendrabehera4735 6 часов назад +8

    ଏମାନଙ୍କ ପ୍ରତି ବର୍ଷ physical test କରାଯାଉ ଯେଉଁ ମାନେ unfit ସେମାନଙ୍କ ଉପରେ action ନିଆଯାଉ କାରଣ ଏମାନେ office ରେ ବସି ଉପୁରି ଖାଇ ଖାଇ ପେଟ ବାହାର କଲେଣି 🤷🤷

  • @SatyamebaJayate-ml8qx
    @SatyamebaJayate-ml8qx 5 часов назад +5

    ମୋହନ ସରକାର ଙ୍କୁ ବଦନାମ କରିବାକୁ ଯେଉଁମାନେ ଏଇ ମେଳି ଜରିଆରେ ଉଦ୍ୟମ କରିଥିଲେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @ramkumarsa4889
    @ramkumarsa4889 7 часов назад +15

    very good steps

  • @BulakiSwain-n4c
    @BulakiSwain-n4c 6 часов назад +5

    ପୋଲିସ ଚାକିରୀ କରି ଯିଏ ରାଜନୀତି ରେ ଭାଗ ନେଉଛନ୍ତି ବା ଆଗରୁ ନେଇ ଆସିଛନ୍ତି ସେମାନଙ୍କୁ ଚାକିରୀ ରୁ ସବୁଦିନ ପାଇଁ ଛୁଟି କରିଦେବା ଦରକାର କାରଣ ଓଡ଼ିଶାରେ ଶିକ୍ଷିତ ଓ ଦକ୍ଷ ବେକାର ଯୁବକଯୁବତୀଙ୍କ ର ଅଭାବ ନାହିଁ।

  • @prakashsahoo336
    @prakashsahoo336 5 часов назад +5

    ଵାପା ମା ନାମ ଦେଇଥିଲେ "ଦୀନକୃଷ୍ଣ ".ଆଜି ସେମାନେ ଯଦି ବଞ୍ଚି ଥିବେ ନିଜ ପୁଅର ନାମ ଵୀପରୀତ ଗୁଣ ଦେଖି ଭାରି ଲଜ୍ଜିତ ଅନୁଭବ କରୁଥିବେ।

  • @PradeepMohanty-y2g
    @PradeepMohanty-y2g 7 часов назад +27

    High court mana karichhi police strike kariparibani. Emane kete sasha. High court order manu nahanti kichhi action nia high court janta chahuchhanti.

    • @armylovers1799
      @armylovers1799 6 часов назад

      High court kn loko nka upare.....😮😮😮😮

    • @tikinaswain3541
      @tikinaswain3541 5 часов назад

      @@PradeepMohanty-y2g kouthi strike kale j ଏ ମାନେ ତ police ground ଏକାଠି ହୋଇଛନ୍ତି । କଣ ରାଜ ରାସ୍ତା ବନ୍ଦ୍ କରିଛନ୍ତି କି kou office ସାମ୍ନାରେ

  • @pradeepnayak8670
    @pradeepnayak8670 6 часов назад +6

    ମାଗିଲେ କିଛି ହେବନି, ଆର୍ମି କୁ ହେଣ୍ଡ ଓଭର କରିଦିଅ ଯୋଉମାନେ ମେଳି କରୁ ଥିଲେ...

  • @subhransudalai8360
    @subhransudalai8360 6 часов назад +6

    କିଛି ହେବନି ପ୍ରହସନ କରି ଶେଷ ରେ ପର୍ବତ ର ମୂଷିକ ପ୍ରସବ ଭଳି ହେବ

  • @parsurampanda3540
    @parsurampanda3540 6 часов назад +5

    ନୂଅପିଲା ବହୁତ ବେକାର, ଏମାନଙ୍କୁ ଛଟେଇ କରାଯାଉ

  • @JaiUtkalaMaa
    @JaiUtkalaMaa 6 часов назад +6

    ପଇସା ଖାଇ ଏମାନଙ୍କ ଗଣ୍ଡି ମୋଟା ହେଇ ଗଲାଣି। ଚୋର ପଛରେ ଦୌଡି ପାରିବେନି। ନୁଆ ପିଲା ନିଯୁକ୍ତି କରାଯାଉ😂

  • @BijayaBehra-i6v
    @BijayaBehra-i6v 6 часов назад +5

    ଦେଧେଇ ଏ ନିଜ ଦୁଧ ପେଟକୁ ଅନଉଛନ୍ତି ତମେ କଣ ଆର୍ମି ଉପରେ ରକ୍ତ ଅଛି ଯଦି ଚାକିରି ଛାଡ଼ିଦିଅ

  • @antaryamibehera
    @antaryamibehera 6 часов назад +7

    ଏମାନଙ୍କୁ ଥିରେ କାଢ଼ିକି ଦେଖାଯାଉ ଆଉ କେଉ ଚାକିରୀଆ ମାନେ ମେଳି କରିବେନି କି ଆଉ ସେମିତି କିଛି ଭୁଲୁ କରିବେନି ସରକାରୀ ଚାକିରୀ ଏମାନେ କାହାରିକି ମାନୁନାହାନ୍ତି

  • @susmitasethi4183
    @susmitasethi4183 7 часов назад +12

    Bhala heichi

  • @bhadkarbiswal1604
    @bhadkarbiswal1604 6 часов назад +7

    ଗୋଟି ଗୋଟି କରି ସମସ୍ତଙ୍କୁ ବାହାର କର

  • @skumar7960
    @skumar7960 6 часов назад +4

    ଏମାନଙ୍କୁ ଲାଜ ଲାଗୁନି, ଭ୍ରଷ୍ଟାଚାର ପୋଲିସ ପଛରେ ବାହାରି ପଡ଼ିଲେ ଆନ୍ଦୋଳନ କରିବାକୁ, ଏଥିରୁ ଜଣାପଡିଲା ଯେ ଏମାନେ ମଧ୍ୟ ଦୀନକୃଷ୍ଣ ପୋଲିସ ଆଇଆଇସି ଙ୍କ ଭଳି, ଏମାନଙ୍କ ପ୍ରତି ସରକାର୍ ଉଚିତ୍ ପଦକ୍ଷେପ ନେବାକୁ ଜନତା ମାନଙ୍କର ଦାବି

  • @sorotoka9717
    @sorotoka9717 6 часов назад +4

    ବହୁତ ଭଲ କଥା ନୂଆ ପିଲ୍ଲା ଙ୍କୁ ଚାକିରୀ ମିଳୁ ଆଉ ଯୋଉ ମାନେ ଥିଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଆଉ ସବୁ ଯାଞ୍ଚ କରା ଯାଉ.. ଲାଞ୍ଚ ଖାଇ ଖାଇ ପେଟ କାଢି ସାରି ଲେଣି

  • @nirakarsahoo7004
    @nirakarsahoo7004 6 часов назад +6

    ପୋଲିସ ବାବୁ ମାନେ ବିଗତ ସରକାର ସମୟରେ ସରକାରୀ ଦଳର ବଳରେ ବଳୀୟାନ ହୋଇ ଥିଲେ , ସାଧାରଣ ଜନତାଙ୍କୁ ଥାନାରେ କୁକୁର ମାଙ୍କଡ଼ ଭଳି ବ୍ୟବାହର କରୁଥିଲେ , ନୂତନ ସରକାର ଆସିବା ପରେ ତାଙ୍କ ବ୍ୟବହାରରେ କିଛି ବି ପରିବର୍ତ୍ତନ ହେବା ଭଳି ଲାଗୁନାହିଁ ଓ କିଛି ପୋଲିସ ବିଭାଗର ଅବସର ପ୍ରାପ୍ତ ବୁଢ଼ା ଚୋର ମଧ୍ୟ ଏହାକୁ ସମର୍ଥନ କରିବା ଜନସାଧାରଣ ଙ୍କ ମଧ୍ୟରେ ସୂଚାଇଦିଏ, କିପରି ଏ ବିଭାଗ ଜନସାଧାରଣ ଙ୍କୁ ନ୍ୟାୟ ପ୍ରଦାନ କରେ !!! ମୋହନ ସରକାର ଏ ବିଭାଗରେ ଢାଞ୍ଚା ଗତ ପରିବର୍ତ୍ତନ ଆଣିବା ଜରୁରୀ।

  • @tophanpuja5982
    @tophanpuja5982 6 часов назад +4

    ରାଜ୍ୟ ପାଳ ପୁଅ ମାଡ଼ ମାରିଲା କିନ୍ତୁ କିଛି ହେଇପାରିଲାନି କାରଣ ସେ ଗୋଟେ ପୁଅ ପୁଅ ମାନକ ପାଇଁ କେହି ସ୍ଵର୍ ଉଠେଇବେ ନି

  • @surendrapanda5791
    @surendrapanda5791 6 часов назад +14

    Puruna chora police manku baharkari nua pilanku chakiri dia

  • @ajitkumarsamal7202
    @ajitkumarsamal7202 7 часов назад +43

    Joumane duty na kariki strike karithile tanku suspend karajau. Emane nija ichha re government salary neiki public ku hairan karuchhanti

  • @MrT7461
    @MrT7461 5 часов назад +4

    ଦୟାକରି ଓଡିଶା ସରକାର ୟାଙ୍କୁ ବାହାର କରନ୍ତୁ ନୂଆ ପିଲା ଚାକିରୀ କରନ୍ତୁ

  • @bikashsandha2464
    @bikashsandha2464 7 часов назад +50

    Bahut badia decision

  • @jaydhanraj8864
    @jaydhanraj8864 7 часов назад +66

    Best ଡିସିସନ 🙏

  • @purnamaharana7160
    @purnamaharana7160 6 часов назад +7

    ଦୋଷ କରିବ ପୁଣି ଆନ୍ଦୋଳନ କରିବ

  • @susantasahoo9544
    @susantasahoo9544 5 часов назад +4

    ସବୁ ଥାନାର ଅଧିକାରୀ ଯଦି ମେଲି କରିଥିଲେ , ତେବେ ରିପୋର୍ଟ କିଏ ଦେବ।

  • @BanshidharaSahoo-r1f
    @BanshidharaSahoo-r1f 6 часов назад +4

    ଏ ମାନ କୁ ଚାକିରୀ ରୁ ବିଦକରି ନାଇଟ୍ ଲୁଂଘି ପିନ୍ଧାଇ ଦିଆ ଜା ଉ ଇଉଁନ୍ ଫରମ୍ ଅଡ଼ୁଆ କରୁଛି

  • @biswamohanbehera6011
    @biswamohanbehera6011 6 часов назад +12

    ମାନେ ଜଣେ DCP ତାଙ୍କୁ suspend କରିଛନ୍ତି ଟା ପରେ ବି ଏମାନଙ୍କର ସାହସ ରେ ପ୍ରତିବାଦ କରୁଛନ୍ତି ତୁରନ୍ତ ଏମାନଙ୍କୁ ଚାକିରି ରୁ ବାହାର କରିଦେବା କଥା

  • @madhusmitadas3142
    @madhusmitadas3142 5 часов назад +4

    ଥରେ ଚାକିରିରୁ ବାହାର କରି ଦେଲେ ମାସକୁ 15000 income କରିବl କଷ୍ଟ ହୋଇପଡିବ l ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହୋଇଛି training ପାଇଁ ହେଲେ କିଛି law and order ମାନୁ ନାହାନ୍ତି l

  • @Banamalitripathy-qh4gj
    @Banamalitripathy-qh4gj 6 часов назад +11

    ଇଏ ବିଜେପି ସରକାର ଠିକ ଟାଇମ ରେ ଠିକ ନିଷ୍ପତି ନେବ ଜୟ ଶ୍ରୀରାମ 🙏

  • @pradipray6127
    @pradipray6127 6 часов назад +6

    ଆଉ ମେଳି କାମ ଦେବନି ତୁମେ କଠୋର ଦଣ୍ଡ ପାଇବ

  • @AkhyaNaik-w2k
    @AkhyaNaik-w2k 7 часов назад +8

    Good 👍👍👍

  • @RAJESHpradhan01994
    @RAJESHpradhan01994 6 часов назад +5

    ସବୁ ଲାଞ୍ଚୁଆ ଗୋଟେ ଜାଗାରେ ଥିଲେ, ସରକାରଙ୍କୁ ଅନୁରୋଧ ସେହି ବାବୁ ମାନଙ୍କର ପୁରୁଣା ରେକର୍ଡ ଖୋଲାଯାଇ କେଉଁ ମହାଶୟ ପାଖରେ କେତେ ଅଛି ଯାଞ୍ଚ କରାଯାଉ 😂

  • @kailashmohanta6476
    @kailashmohanta6476 6 часов назад +5

    କିଛି ଫରକ ପଡ଼ିବ ନାହିଁ।
    ବହୁତ ଶିକ୍ଷିତ ଯୁବକ ଯୁବତୀ ବେକାର ଅଛନ୍ତି

  • @michel8689
    @michel8689 7 часов назад +14

    Police chakri chhadiountu..

  • @manojkumarpradhan1951
    @manojkumarpradhan1951 6 часов назад +3

    ଓଡ଼ିଶାର ଜନସାଧାରଣ କୁ ଅନୁରୋଧ ପୋଲିସ ର ଦାଦାଗିରି ବହୁତ୍ ହେଲାଣୀ

  • @GCNanda-xl4xt
    @GCNanda-xl4xt 7 часов назад +9

    Medical unfit

  • @The_one_and_onlyyyy
    @The_one_and_onlyyyy 7 часов назад +4

    Good decision by odisha Govt..💥🔥

  • @JayantkumarSethi
    @JayantkumarSethi 6 часов назад +2

    ସମସ୍ତ ଙ୍କୁ ବାହାର କରି ନୂଆ ଲୋକଙ୍କୁ ଚାକିରି ଦିଅନ୍ତୁ । ଦୁର୍ନୀତି କରୁଥିବା ଅଫିସର ଙ୍କୁ କେବଳ ସେହି ଭଳି ଚରିତ୍ର ର ଲୋକ ସମର୍ଥନ କରିଥାଏ ।

  • @Vinood900
    @Vinood900 6 часов назад +11

    କାହା ଅନୁମତି ରେ ଏତେ ସଂଖ୍ୟକ ପୋଲିସ୍ Duty ଛାଡ଼ି ମେଳି ବାନ୍ଧି ଥିଲେ। ଗୃହ ବିଭାଗ ର ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ଓଡିଶା ର ଜନ ସାଧାରଣ ଙ୍କୁ ୟାର ଉତ୍ତର ରଖନ୍ତୁ। ରୋକଠୋକ ନିଷ୍ପତ୍ତି ନେବାରେ ମୋହନ୍ ସରକାର ଦୁର୍ବଳ ଅଛନ୍ତି। ଓଡ଼ିଶା ର ମୁଖ୍ୟମନ୍ତ୍ରୀ କିଛି ଦିନ ଯୋଗୀ ସରକାର ଙ୍କ ସହ ସମୟ ବିତାନ୍ତୁ ଯାହା ଦ୍ଵାରା ଦୃଢ଼ ନିଷ୍ପତ୍ତି ନେଇ ପାରିବେ ଆଉ ସମସ୍ତେ ମାନିବାକୁ ବାଧ୍ୟ ହେବେ।

  • @bharatpradhan2462
    @bharatpradhan2462 6 часов назад +4

    ମେଳି କରିଥିବା ପୋଲିସଙ୍କୁ ବହିସ୍କାର କରି BJP GOVT modi 5ବର୍ଷ ପୂରଣ କରିଥିବା angni vir army ku nijuti dabaku modi+ ODISHA 3CM ଙ୍କୁ ଅନୁରୋଧ,agnivir ଙ୍କୁ a vali ନିଯୁକ୍ତି ଦି ଅନ୍ତୁ

  • @IASaspairant
    @IASaspairant 5 часов назад +2

    ଯଦି CCTV Video viral ନ ହେଇଥାନ୍ତା , ତାହାଲେ ପୀଡ଼ିତା ଙ୍କ ଅସଲ ଚେହେରା ସାମ୍ନା କୁ ଆସି ନ ଥାନ୍ତା ଓ ମିଡ଼ିଆ ତାଙ୍କ ଠୁ ଟଙ୍କା ନେଇ police ବିରୁଦ୍ଧ ରେ ଯେଉଁ ଏକ ପାଖିଆ News ଲୋକ ମାନଙ୍କୁ ଦେଖାଇ ଭୁଆଁ ବୁଲାଇ TRP କମାଉଛି ତାହା ହେଇ ପାରି ନ ଥାନ୍ତା ,

  • @sabitaprusty8035
    @sabitaprusty8035 6 часов назад +2

    ସପଥ ନେଲାବେଳେ ପ୍ରତିଶୃତି ଦୋଷୀ କୁ ଦଣ୍ଡ ଦେବୁ , ଏ ବଂ ସୁରକ୍ଷା କବଚ ହୋଇ ନ୍ୟାୟାଳୟର ବିଚାର କରିବୁ, ମନେ ଅଛି ତ?
    ବିପଦ ରେ ପଡିଥିବା ଲୋକମାନଙ୍କୁ ସାଥ ଦେବୁ।

  • @padminikishan5886
    @padminikishan5886 6 часов назад +5

    Good dission government

  • @jitendrapradhan9476
    @jitendrapradhan9476 6 часов назад +5

    ସବୁଠୁ ବଡ଼ ଚୋର ଓଡ଼ିଶା ପୋଲିସ୍

  • @odia_serial_duniaa
    @odia_serial_duniaa 7 часов назад +3

    ଲୋକ କୁ ସେବା କରନ୍ତୁ ପୋଲସ୍ ବାଲେ ନୋ ଷ୍ଟ୍ରିକେ

  • @bidurgamango3473
    @bidurgamango3473 7 часов назад +4

    Good❤

  • @pkp4793
    @pkp4793 6 часов назад +1

    ଭଲ ହେଇଛି ।ଏମିତି ହେବା ଦରକାର।

  • @HrushikeshSahu-bu1il
    @HrushikeshSahu-bu1il 4 часа назад +1

    Great step taken by Mohan Majhi Govt. Really Appreciated

  • @PramodSethy-f5u
    @PramodSethy-f5u 5 часов назад

    ମୁଁ ଗୃହ ବିଭାଗର ସଚିବଙ୍କୁ ଅନୁରୋଧ କରୁଛି କି ଏ ମାନଙ୍କର ଗୋଟେ ମାସର ଦରମା କାଟିଦିଅନ୍ତୁ "

  • @mahadev4516
    @mahadev4516 5 часов назад

    ପୋଲିସ ମାନେ ରାଜନୀତି କରୁଛନ୍ତି। ସେମାନଙ୍କୁ ବାହାର କରାଯାଉ। ନୂଆ ପିଲାଙ୍କୁ ଭର୍ତ୍ତି କରାଯାଉ।

  • @brightfuturevideo9165
    @brightfuturevideo9165 7 часов назад +5

    Sabas

  • @sagarika234
    @sagarika234 7 часов назад +4

    Very good samastanka salary band karajau