Gopinathpur Jagannath Temple ,Salepur, Cuttack |Ama Jagannath | Ep - 4 | 27th June 2023 | Prathana
HTML-код
- Опубликовано: 9 окт 2024
- ଗୋପୀନାଥପୁର ଜଗନ୍ନାଥ ମନ୍ଦିର , ସାଲେପୁର, କଟକ
ସମୟର ଗଡାଳିକା ପ୍ରଭାବରେ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିଛନ୍ତି ଭକ୍ତ l କେବେ ଯବନ ବା ବାହାର ଶତ୍ରୁଙ୍କ ଆକ୍ରମଣ କାରଣ ପାଇଁ ଠାକୁରଙ୍କୁ ଛାଡିବାକୁ ପଡ଼ିଛି ବଡ଼ ଦେଉଳ l ଏତଦ୍ ଭିନ୍ନ ମହାପ୍ରଭୁଙ୍କୁ ଅତି ନିକଟରେ ସବୁଦିନ ଦର୍ଶନ ପାଇଁ ପୁରପଲ୍ଲୀରେ ଗଢି ଉଠିଛି ଅନେକ ଜଗନ୍ନାଥ ମନ୍ଦିର l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରପଲ୍ଲୀର ସେଇ ଲୀଳାକ୍ଷେତ୍ରକୁ ନେଇ ଆମର ବିଶେଷ କାର୍ଯ୍ୟକ୍ରମ - ''ଆମ ଜଗନ୍ନାଥ'' l
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରସା ,
ଆମ ଗୋପିନାଥପୁର ❤❤
Jay Jagannath mahaprabhu 🙏 🙏🙏❤️
ଜୟ ଶ୍ରୀ ଜଗନ୍ନାଥ🙏🙏
ଆମ ଗାଁ ମନ୍ଦିର । ବଡ଼ ଠାକୁର
Bhai, please location share karibe ki e mandira ra
Jay JAGANNATH 🙏 🙏
Jay Jagannat swami 🙏🙏🙏
JAI JAGANNATHA SWAMI 🙏🙏🙏
Jay Jagannath 🙏🙏🙏
ସାଲେପୁର ର ବଟେଶ୍ଵର ଆସନ୍ତୁ
Govt jadi aei temple prati dhyan dianta tahale temple ra kichhi unntikaran hoiparanta...
Ranapur jaonti pls puri mandira sahita jadita anek kimbadanti
Location share karibe please , Google map re show karuni. 🙏
ଜୟ ଜଗନ୍ନାଥ । 🙏🙏🙏🙏