ବ୍ୟାନ ହେବ ବଜରଙ୍ଗ ଦଳ, ଆଉ ଦେଖିବାକୁ ମିଳିବନି ହନୁମାନଙ୍କ ଛବି ଥିବା ପତାକା...

Поделиться
HTML-код
  • Опубликовано: 7 июл 2024
  • ATV ODISHA LIVE | ODISHA NEWS | POLITICS NEWS
    ଚିନ୍ତାରେ ବଜରଙ୍ଗ ଦଳର କର୍ମୀ...#bjp #mohanmajhi #bajrangdal #bajrang #narendramodi #politics #politicalnews #political #politicsnews #bjpnews #bjpindia #mp #mla #pm #cmo #bjd #naveen #vkpandian #bobby #pranabprakashdas #manmohansamal #dharmendra #aparajita #cm #atvodishalive #atvodishalivenews #atvodia #atv #nda #congress #rahulgandhi #surah
    #Atvodishalive is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    #Odianews #OdishaNewsChannel #SpecialReport

Комментарии • 542

  • @samantakumbhar1909
    @samantakumbhar1909 13 дней назад +291

    ଏଇଟା ଭାରତ୍ (India) ଆମେ ସଭେ ଭାରତୀୟ 💪💪 । ବିଜେପି ହିନ୍ଦୁ ନାଁ ରେ ଅନେକ ସଙ୍ଗଠନ କରି ଦଙ୍ଗା ହିନ୍ସା କରୁଛି ଆଉ ସେହି ହିନ୍ଦୁ ବଜରଙ୍ଗ ଦଳର କର୍ମୀମାନେ ଜୁଆଡେ ଦେଖିବ ଖାଲି ଜାତି ଧର୍ମ ହିନ୍ସା ସୃଷ୍ଟି କରୁଛି,ଗୁଣ୍ଡାଗୀରି ଚଲେଇଛନ୍ତି ତେଣୁ ତାକୁ ବ୍ୟାନ କରିବା ଉଚିତ।

    • @jd-ig6uj
      @jd-ig6uj 11 дней назад +3

      Hn mahagyani

    • @user-fb8xl9pv3y
      @user-fb8xl9pv3y 11 дней назад +7

      Right katha bhai

    • @goutam4198
      @goutam4198 11 дней назад +24

      ହୋଇରେ mg, ଖାଲି ହିନ୍ଦୁ ହିଁ, ଦେଖାଯାଏ କି!!? ତୁମ ମାନଙ୍କୁ ଅଲଗା community ର jhund ଦେଖା ଯାଏ ନାହିଁ।

    • @sktahirhusssen6343
      @sktahirhusssen6343 11 дней назад +5

      Right

    • @NYK369
      @NYK369 10 дней назад +12

      Pathan jetebele _ maribe setiki bele yehi bajrangi ku dakibu kou bopa pithire padibani

  • @biswakantnaik1029
    @biswakantnaik1029 10 дней назад +58

    ବଜରଙ୍ଗ ଦଳରେ ସାମିଲ କେଉଁଁ ମାନଙ୍କୁ ହେଉଛନ୍ତି। ଗରିବ ଆଉବେକାର ବଡ ବଡ ନେତାମାନେ ନିଜର ପିଲା ଙ୍କୁ ବିଦେଶ ରେ ପାଠ ପଢେଇବେ ଧର୍ମ ନାମରେ ଆମ୍ଭ ପିଲାଙ୍କୁ ଦଙ୍ଗା କରାଇବେ ନିଜର ଅଧିକାର ପାଇଁ ଶିକ୍ଷିତ ହୁଅ ସଙ୍ଗଠିତ ହୁଅ

    • @scenecorner9940
      @scenecorner9940 9 дней назад +1

      Tama bhali darua loka mane kebe samna re asiba nahi.

    • @subratmadgul5375
      @subratmadgul5375 3 дня назад +1

      @@biswakantnaik1029 ତ ବଉ କୁ ଘିଅଁ... ତ ଭଉଣୀ ବିଆ କୁ ଗୋଟେ ଚୁମା... 😋😋😋😋

    • @Sri_Krisnha.143
      @Sri_Krisnha.143 День назад

      👍100

    • @AkramMd-yf1kg
      @AkramMd-yf1kg 13 часов назад

      @@scenecorner9940 are buka chuda tara kahiba ra maane ameet saha ra pua chhaka aau hinjda kahiki se dari ki bides re paatha padi tama mano gobar malika hei tama ku pada tade rakhiba bujhilu gobar bhakta

  • @rajkumariranajit2054
    @rajkumariranajit2054 2 дня назад +29

    Good 👍👍👍 ବଜରଙ୍ଗଦଳ ଅନ୍ୟ ଧର୍ମ ଲୋକ ଙ୍କୁ ମାଡ଼ ମାରି ହୋଇରାଣ କରୁଛନ୍ତି

    • @namaskar4384
      @namaskar4384 День назад

      Haba darkar jebe aamhaku hairan karuthile semane 😡

    • @bikashsahu4503
      @bikashsahu4503 День назад

      @@rajkumariranajit2054 ତୁ କେଉଁ ଧର୍ମ ର???ତୁ କେତେ ମାଡ଼ ଖାଇଛୁ

  • @sanjaynaik6849
    @sanjaynaik6849 11 дней назад +74

    ଉତ୍ତମ ନିଷ୍ପତି.
    ଏମାନେ ବେଶୀ ହରକତ କରୁଚନ୍ତି.
    ହିନ୍ଦୁ ବିପଦରେ ନାଇଁ
    ତଥାପି ଏମାନେ ହିନ୍ଦୁ ସୁରକ୍ଷା ପାଇଁ ଗଣ୍ଡଗୋଳ-ଦଙ୍ଗା-ହଂଗାମା ପାଇଁ ପଛଉନାହାନ୍ତି.
    Bartaman ଏମିତି ପାଗଳାମି ଅନ୍ଧତ୍ବ ଭରିଚି
    ଗାଡି-ଘର-ବିଭିର୍ଣ୍ଣଜାଗାରେ ଏମାନେ ପତାକା ଲଗେଇ ଗୋଟେ ଉତ୍ପାତ ସୃଷ୍ଟି କରୁଚନ୍ତି.
    କିରେ ଅନ୍ୟ ଠାକୁର-ଦେବାଦେବୀ-ପ୍ରଭୁ-ଭଗବାନ ବିଶ୍ୱାସୀ ମାନେ
    ଏମିତି ହରକତ କରୁନାହାନ୍ତି.
    ଖାଲି ହନୁମାନ ଭକ୍ତ ଗୁଡା କାଇଁ ଏମିତି ବାଇଆପାଗଳ ହେଇଯାଉଚନ୍ତି.ମଥା ଖରାବ.

    • @chandrabag7110
      @chandrabag7110 11 дней назад +3

      Ryt

    • @goutam4198
      @goutam4198 11 дней назад +1

      ଆଉ ଜୟ ଭିମ୍, କୁ ମଧ୍ୟ ହଟାଇଦେବା ଉଚିତ୍। ସବୁ ଗୁଣ୍ଡା ନିଚ କିସମର ଲୋକେ ଅଛନ୍ତି।

    • @bhabanishankarpati466
      @bhabanishankarpati466 7 дней назад +3

      Hindu Mane kemiti achhanti west Bengal re janiparuthibe only for congress party .. congress Hatao Desh Bachao..Joy Shree Ram 🙏🙏🙏

    • @rabindrakumarmohanty9415
      @rabindrakumarmohanty9415 5 дней назад

      @@sanjaynaik6849 କର୍ଣ୍ଣାଟକ ସରକାରଙ୍କ ଦମ୍ ଅଛି ଵଜରଙ୍ଗ ଦଳ କୁ ବ୍ୟାନ କରିଵ କରିକି ଦେଖାଉ।

    • @AbinashBhrt
      @AbinashBhrt 4 дня назад +2

      Tô bhalia gaddar pain Eei desha islamic state heba .

  • @user-ud7vs3en2f
    @user-ud7vs3en2f 11 дней назад +108

    Good job !! ବଜରଙ୍ଗ ଦଳରେ କେବଳ st sc ମାନଙ୍କୁ ଆୟୁଧ କରି ହିଁ ଦଙ୍ଗା ଲୁଟ କରି ବ୍ରାହ୍ମଣ ମାନେ ଫାଇଦା ମାରୁଥିଲେ !!

    • @badalkandi3554
      @badalkandi3554 11 дней назад +3

      Right

    • @sanjaynaik6849
      @sanjaynaik6849 10 дней назад +4

      @@user-ud7vs3en2f
      ହେଲେ ଦୁର୍ଭାଗ୍ୟ ଜେ
      Scst ମାନେ ବି ଆଜିକା ଡେଟ ରେ ଆଖି ଆଉ ଜ୍ଞାନ ଖୋଲିବାକୁ ନାରାଜ

    • @bhabanishankarpati466
      @bhabanishankarpati466 7 дней назад +1

      Public consciousness must be needed there to save Bajrang Dal..Joy Shree Ram 🙏🙏🙏

    • @bhabanishankarpati466
      @bhabanishankarpati466 7 дней назад +1

      Congress party Bajrang Dal ra against re .. karnatak re congress win kala so intensenly Asabu karibe..Joy Shree Ram 🙏🙏🙏

    • @powerwing1179
      @powerwing1179 4 дня назад

      Kie be tu kahiba agaru tk bhabiki kaha hela faltu bakwas pel ni social mediare hela

  • @brahmaachary3955
    @brahmaachary3955 11 дней назад +61

    ଉଚିତ୍ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଙ୍କର,

  • @fatefaith5147
    @fatefaith5147 15 дней назад +97

    BJP ଦଳ ବନ୍ଦ ହୋଇଯିବା ଉଚିତ୍

    • @user-en4sb1gy3w
      @user-en4sb1gy3w 11 дней назад +9

      କଂଗ୍ରେସ ମୁକ୍ତ ଭାରତ

    • @jagabandhubishoi8452
      @jagabandhubishoi8452 10 дней назад +3

      Bjp out bajrang dal in Jay shri ram

    • @AbhayaGochhayat
      @AbhayaGochhayat 9 дней назад +5

      ଠିକ କହିଛ କଂଗ୍ରେସଦଳ ବନ୍ଦ ହୋଇବା ଦରକାର 😂

    • @scenecorner9940
      @scenecorner9940 9 дней назад +3

      Congress dal kohu khusi re kam karuchi

    • @RaphaelRaphael-ln4cy
      @RaphaelRaphael-ln4cy 8 дней назад +2

      Good news 👏 👍 bro

  • @sureshkumarmallick2596
    @sureshkumarmallick2596 11 дней назад +57

    ମୋହନ ସରକାରଙ୍କ ନାଁରେ ଏତେବଡ଼ ମିଛ କହିଥିବାରୁ, ଏ News ବାଲାକୁ ଗିରଫ କରାଯାଉ

    • @bhagabatsoren249
      @bhagabatsoren249 4 дня назад +1

      ରିମଟ୍ ଦବେଇ ଦେ ସିଧା ଆରେଷ୍ଟ ହେଇଯିବ

    • @subratmadgul5375
      @subratmadgul5375 3 дня назад

      @@bhagabatsoren249 ତ ବଉ ର ସାୟା ଭିତରେ ଜଉ ରିମଟ ଅଛି ସେଇ ରିମଟ ତ... ହଉ ଦବେଇ ଦେଲି....🤔

    • @subratmadgul5375
      @subratmadgul5375 3 дня назад

      @@bhagabatsoren249 ତ ବଉ ର ସାୟା ଭିତରେ ଜଉ ରିମଟ ଅଛି ସେଇ ରିମଟ ତ.... 🤔 ହଉ ଦବେଇ ଦେଲି... 😋

    • @surajkumarpanda828
      @surajkumarpanda828 3 дня назад

      Sata kahila mohan ra ete kadha nahi se bjp ra chakara

    • @subratmadgul5375
      @subratmadgul5375 3 дня назад

      @@surajkumarpanda828 ଛଡ଼ି ପୁଅ ବହୁତ କଥା କହୁଚୁ ତୁ...

  • @sportsbiker2125
    @sportsbiker2125 15 дней назад +15

    Very good decision

  • @purnachandrasoy6668
    @purnachandrasoy6668 11 дней назад +52

    ତୁରନ୍ତ ବନ୍ଦ ହେବା ଦରକାର ବଜରଙ୍ଗ ରାଜନୀତି l

    • @sekjawed9373
      @sekjawed9373 9 дней назад

      Sache raam bhakt ho aap....

    • @budhurammarai7423
      @budhurammarai7423 4 дня назад +3

      ତୁ କିଏ ବେ

    • @subratmadgul5375
      @subratmadgul5375 3 дня назад +1

      @@purnachandrasoy6668 ତ ବଉ ଘରେ ଅଛି ନା ନମାଜ଼ ପଡି ବାକୁ ଯାଇଚି ରେ ମାଘିଆ କହିଲୁ ଟିକେ ମୋତେ ଜଲଦି... 😡

    • @user-tm6oh4hq4t
      @user-tm6oh4hq4t 2 дня назад

      Sab bass😂😂😂​@@subratmadgul5375

    • @Sri_Krisnha.143
      @Sri_Krisnha.143 День назад

      ଭାଇ ବଜରଙ୍ଗ ଦଳରେ କିଛିତ ଭଲ ଲୋକ ଅଛନ୍ତି ଏବଂ କିଛି ତ ଖରାପ ଲୋକ ମଧ୍ୟ ଅଛନ୍ତି

  • @UpendraPingua-ez2tj
    @UpendraPingua-ez2tj 16 дней назад +50

    ହିନ୍ଦୁ ବି ରହିବ. ହନୁମାନ ବି ରହିବ. କିନ୍ତୁ ବିଜେପି ଆତଙ୍କବାଦୀ ବନ୍ଦ ହେବ.... ଆମ ହିନ୍ଦୁ ଭାଗବାନ ମାନଂକୁ ଏହି ବିଜେପି ଦଳ ହିଁ ଅପମାନିତ କରିଛି... କିନ୍ତୁ ହନୁମାନ ନୁହେଁ... ବିଜେପି ହଟାଓ ଭାରତ ନାଗରିକ ସନମାନ ଆଣ 🙏🇮🇳

    • @rabindrakumarmohanty9415
      @rabindrakumarmohanty9415 5 дней назад

      @@UpendraPingua-ez2tj ବିଜେପି ହଟିଲେ ତମକୁ ସୁବିଧା ହେବ,ନା ବିଜେପି ହଟିବ ନା ହିନ୍ଦୁ କହିବେ ତାଙ୍କ ଦେଶରୁ ହଟିବେ ସେଇମାନେ ଯେଉଁମାନେ ଗଦ୍ଧାର ଦେଶର ଖାଇ ଵିଦେଶ ରେ ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି।

  • @sureshcoachingandvlogs7805
    @sureshcoachingandvlogs7805 День назад +3

    ବଜରଙ୍ଗ ଦଳ ଅତି ଶୀଘ୍ର ବନ୍ଦ ହେବା ଆବଶ୍ୟକ କାରଣ ଏମାନେ ହିଁ ଅତ୍ୟାଚାର ଓ ଅତ୍ୟଧିକ ଜାତି ପ୍ରଥା ଓ ଅହଂକାର ଚଳାଉଛନ୍ତି

  • @WilliamRussell-ws9uo
    @WilliamRussell-ws9uo 11 дней назад +6

    ଅସଭ୍ୟତା ଅନ୍ଧ ବିଶ୍ୱାସ କୁସଂସ୍କାର ଭାରତରୁ କେବେ ଯିବନି. ଏହା ତାର ମୂଳଦୁଆ

  • @jyotilalnanda1908
    @jyotilalnanda1908 8 дней назад +3

    ‌‌‌ଗୁଣ୍ଡାଗର୍ଦ୍ଦି ବନ୍ଦ କରିବା ଉଚିତ୍ ,ମାତ୍ର ହନୁମାନ ଛବି ଦେଖି ଚମକୁଛ କାହିଁକି। ହନୁମାନ ଚାରି ଯୁଗେ ରହିବେ,ଚାରିଯୁଗ ପର ତାପ ତୁମ୍ଭାରା। ହେ ପର ସିଦ୍ଧ ଜଗତଉଯିୟାରା।

  • @premmsunani1714
    @premmsunani1714 11 дней назад +7

    Bajrang Dal Ban Hona Chahiye or Police Reh kar Bajrang Dal ka Kya Kaam Hai
    Sehi Nispati❤❤❤❤❤

  • @bikashsahu4503
    @bikashsahu4503 2 дня назад +1

    Converted ଲୋକ ବେଶୀ ଫଡ ଫଡ ହୁଅନ୍ତି। ବଜରଙ୍ଗ ଦଳ ଓ,ହିନ୍ଦୁ ମାନଙ୍କ ପାଇଁ ଆଜି ଭାରତ ରେ ଅନ୍ୟ ଧର୍ମ ଲୋକୋ, converted ଲୋକୋ ବେଶୀ ଫଡ ଫଡ ହେଉଛନ୍ତି କାହିଁକି ନା ହିନ୍ଦୁ ସମସ୍ତ ଙ୍କୁ ସମ୍ମାନ ଦିଏ ଓ ଆଦର କରେ।ପାକିସ୍ତାନ କାହିଁକି ମୁସଲିମ ରାଷ୍ଟ୍ର ହେଲା ଓ ଭାରତ କାହିଁକି secular ହେଲା?? ଏହା କେବଳ ହିନ୍ଦୁ ମାନଙ୍କ ପାଇଁ। Congresi ଓ ବିଧର୍ମୀ ଏମିତି ଜଳି ପୋଡ଼ି ମରୁଥିବେ ଓ ବଜରଙ୍ଗ ବଲି ବାନା ଉଡୁ ଥିବ। ଜୟ ବଜରଙ୍ଗବଲି

  • @swapnilraja1409
    @swapnilraja1409 11 дней назад +6

    Bajrang Dala ku.....kuhajau GOUSEVA pain..... Sabu goushala MANANKU jaiki daily seva karibe❤❤❤nahale ghare aniki seva karibe....SEMANE AE kama bhala se karibe boli asa amara❤❤❤

  • @mahabidyanandandas156
    @mahabidyanandandas156 16 дней назад +6

    Chance hi nahin kehi kkariparibeni , false news

    • @sanjaynaik6849
      @sanjaynaik6849 11 дней назад

      ଅବଶ୍ୟ ଫଲ୍ସନିୟୁଜ ହେଇଥାଇପାରେ.
      କିନ୍ତୁ ଅନ୍ୟ ଠାକୁର-ଦେବାଦେବୀ-ପ୍ରଭୁ-ଭଗବାନ ବିଶ୍ୱାସୀ ମାନେ
      ଏମିତି ହଟଗୋଳ-ରଙ୍ଗ-ପତାକାକୁ ନେଇ ଉତ୍ପାତ ହେଉନାହାନ୍ତି.
      ଏମାନେ କାଇଁ ଏମିତି...?

  • @Mskp143
    @Mskp143 11 дней назад +3

    ଏହି youtuber ku ଥାନା ରେ ଏତେଲା ଦେବା କଥା

  • @jayodisha377
    @jayodisha377 11 дней назад +12

    ହଇରେ କଂଗ୍ରେସ କେବେଠୁ ସରକାର ଗଢିଛି ଏବେ ନୁହେଁ ଏ news ଏବେ କରୁଛି. ମିଛ news ଦେଶ ରେ ଦଙ୍ଗା ଏପରି news ଵାଲା ମିଛ ପ୍ରଚାର କରି କରୁଛନ୍ତି.

  • @user-pk3yw6oi4u
    @user-pk3yw6oi4u 4 дня назад +1

    ଏଠି ଦେଖିଲି ବହୁତ୍ ଲକୌ ବହୁତ୍ କଥା କହି ଲେ ମୁ ଏବେ ତମେ କୁ କହୁ ଛି କେତେ ଜନ୍ ଗାଈ ବା ବଜରନ ଦଳ ରେ ଅଛ ଆଉ କେତେ ଜନ୍ ଗାଈ ମାଙ୍କ କୁ ରଖିଆ କରି ଛ ଯେତେ ଭି ବଜରନ ଦଳ କୁ ବନ୍ଦ କରି ବ। କୁ କହି ଛ ଗୁଟେ ଭି କରି ଛ ଅମୋ ଓଡ଼ିଶା ରେ ଖାଲି କହି ଦେଲେ ହେବି ନାହିଁ ଗୋ ମା ତା କୁ ସୁର ଖି ଆ ଦିଆ ମୋ ଭାଇ ଆଉ ରହି ଲା ବାଜରନ ଦଳ କୁ ବନ୍ଦ କରି ବା କଥା ସେଇ ଟା ଓଡ଼ିଶା ରେ ବା କର୍ଣ୍ଣାଟକର ରେ କନ ଆମ ଭାରତ ରେ ଭି ବନ୍ଦ ହେବ ନାହିଁ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🚩

  • @bijaykumarben9402
    @bijaykumarben9402 3 дня назад +2

    Bajarang BJP should be banned fully .It is good proposal by Congress

  • @bikashsahu4503
    @bikashsahu4503 2 дня назад +6

    ବଜରଙ୍ଗ ଦଳ ବନ୍ଦ ହେଲେ ଭୀମ ଆର୍ମୀ ବି ବନ୍ଦ ହେଉ ନିରୀହ ପଶୁ ଙ୍କ ମାଂସ ଦୋକାନ ବି ବନ୍ଦ ହେଉ।

  • @nirmaladas2884
    @nirmaladas2884 3 дня назад +1

    Bajaranga dala crimnal dala Gunda dala Dalita mananka Satru SC,,St manankar satru Bajaranga Dalaku Odisaru Bidakara CM jinda bad

  • @jugunnayak6616
    @jugunnayak6616 3 дня назад +1

    କର୍ଣାଟକ ରେ ବେନ୍ କଲେ କଣ ସାରା ହିନ୍ଦୁସ୍ଥାନ ରେ ବେନ କରିପାରିବ କି ? ବୋଜୋରଙ୍ଗ ଦଳ ସାରା ଭାରତ ରେ ଅଛି ସେଥିପାହିଁ ତୋ ହିନ୍ଦୁସ୍ଥାନ ତମେ କୁଆଡୁ ଆସିଲ ବନ୍ଦ କରିବ ସବୁ ବଜରଙ୍ଗ ଦୋଳ ଆସିବେ ନା ତାପରେ ବୁଝିପାରିବ ତମେ କିଏ
    ବେନ କରିବାକୁ ଜୟ ଶ୍ରୀ ରାମ

    • @Laxmidhar-l2g
      @Laxmidhar-l2g 3 дня назад

      @@jugunnayak6616 kebebi band kariparibenaahin ram desh bajarangi na rahibe a kemiti sambhaba juge juge bajarangi juge juge ram

  • @user-rh5zt3tz9u
    @user-rh5zt3tz9u 11 дней назад +2

    ଏଇଟା 100 💯 ରେ ମିଛ

  • @kaliadeep1393
    @kaliadeep1393 3 дня назад +2

    Jay Bharat Jay Congress

  • @shaikanwarquadir437
    @shaikanwarquadir437 4 дня назад +1

    Atti uttam Decision ❤

  • @sibu695
    @sibu695 День назад +1

    Christian , pathana , chota bheem army sata bhabhi ki khusi manau chhanti 😂😂

  • @SudamnaikNaik
    @SudamnaikNaik 11 дней назад +12

    Mohan babu.sigra.banda.karantu.bajarang.dal.

  • @officialbinod2715
    @officialbinod2715 9 дней назад +1

    Bhala haba

  • @paridhisahu5835
    @paridhisahu5835 16 дней назад +8

    .ବିନାସ କାଳେ ବିପରିତ ବୁଧି

  • @user-jb7st9gj6r
    @user-jb7st9gj6r 16 часов назад

    ଭାରତ ରେ କୌଣସି ଧର୍ମ ବିପଦରେ ନାହିଁ ... କାରଣ ଭାରତ ମାଟି ହିଁ ଭାରତୀୟ ମାନଙ୍କୁ ଦୟା ,ପ୍ରେମ ଓ ଶାନ୍ତି ଶିଖାଇ ଥାଏ . କେବଳ କିଛି ଲୋକଙ୍କ କୁଟ ଚକ୍ରାନ୍ତ ଯୋଗୁ ଲୋକେ ଧର୍ମ ନାମରେ ଦଙ୍ଗା କରୁଛନ୍ତି .ଧର୍ମ କେବଳ ମୃତ୍ୟୁ ପରର ଜୀବନ ନିମନ୍ତେ ଅଟେ .ଅନନ୍ତ ସ୍ୱର୍ଗ ପ୍ରାପ୍ତି ନିମନ୍ତେ ମନୁଷ୍ୟ ଜଗତରେ ବଞ୍ଚି ଥାଉ ଥାଉ କିଛି ଉତ୍ତମ କର୍ମ କରିଥାଏ . ଯାହାର ବିଶ୍ଵାସ ଯେଉଁ ଧର୍ମରେ ରହୁ କୌଣସି ଧର୍ମ ଅଶାନ୍ତି, ଅପ୍ରେମ, ଗଣ୍ଡଗୋଳ ଶିଖାଏ ନାଇଁ . ତେଣୁ ସମସ୍ତେ ପ୍ରେମ ଓ ଶାନ୍ତି ରେ ରୁହ . ଜେ ଯେଉଁ ଧର୍ମ ନେଉ ତାହା ତାର ବ୍ୟକ୍ତିଗତ ଅଟେ .ସେ ନିଜ ପାଇଁ ପ୍ରସ୍ତୁତି ହେଉଛି ଏଥିରେ ଅନ୍ୟ ଲୋକ କହିବାର କିଛି ନାହିଁ.💐💐💐🤝❤️

  • @user-mq4sk3zb8g
    @user-mq4sk3zb8g 18 часов назад

    ବଜରଙ୍ଗ ଦଳ ବନ୍ଦ୍ ହେବା ଦରକାର୍ କାହିଁକି ନା bjp ବଜରଙ୍ଗ ଦଳ ନାଁରେ ସବୁଠି ଦଙ୍ଗା କରୁଛି ବଜରଙ୍ଗ ଦଳର ଗୋଟେ ନେତା ମନ୍ତ୍ରୀ ପିଲା ପାଇବାନାହି ଖାଲି ଗରିବ ପିଲାଙ୍କୁ ନେଇ ଦଙ୍ଗା କରୁଛି bjp ଆଉ କେତେ ନିରୀହ ଗରିବ ପିଲା ମାନେ ବଳୀ ପଡ଼ୁଛନ୍ତି କେବଳ ରାଜନୀତି ଆଉ କିଛି ନାହିଁ ଆମେବି ହିନ୍ଦୁ ଆଉ ପ୍ରଭୁ ବଜରଙ୍ଗ ବଲି ଭକ୍ତ କିନ୍ତୁ ଆମେ bjp ଅନ୍ଧ ଭକ୍ତ ନୁହେଁ ଜୟ ଜଗନ୍ନାଥ ଜୟ ବଜରଙ୍ଗ ବାଲି🙏🙏🙏🙏🙏

  • @ChandrasekharSanta-mt1bj
    @ChandrasekharSanta-mt1bj День назад

    Very good ସେମାନେ ଭାରତ ଲୋକଙ୍କୁ ଧର୍ମ ନାମରେ ବହୁତ ହଇରାଣ କରୁଛନ୍ତି

  • @Nitish86858
    @Nitish86858 3 дня назад +1

    Very good👍

  • @Santali.Park-
    @Santali.Park- 11 дней назад +1

    Bajrang Dal Zindabad 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩

  • @manomallik8912
    @manomallik8912 11 дней назад +2

    ମିଛୁଆ

  • @KapaleswarSa
    @KapaleswarSa 11 дней назад +9

    ଜୟ ଶ୍ରୀ ରାମ

  • @rabindrakumarmohanty9415
    @rabindrakumarmohanty9415 9 дней назад +5

    ଲାଜ ଲାଗୁନି ଗୋଦି ମିଡ଼ିଆ ବିଲ୍କୁଲ ନୁହେଁ ବରଂ ବଜରଙ୍ଗ ଦଳ ଆ‌ହୂରି ମଜଭୁତ ହେବ କର୍ଣ୍ଣାଟକ ରେ ବଜରଙ୍ଗ ବ୍ୟନ୍ କରିବା ର ସା‌ହାସ ନାହିଁ କର୍ଣ୍ଣାଟକ ସରକାର ଙ୍କର। କର୍ଣାଟକ ମହାଵୀର ହନୁମାନ ଙ୍କର ଜନ୍ମ ସ୍ଥାନ ଓ ୭୫%ହିନ୍ଦୁ କର୍ଣ୍ଣାଟକ ରେ ବସବାସ କରନ୍ତି।

  • @yunushmahammad3787
    @yunushmahammad3787 День назад +1

    Jo hanuman ki aarati gaye wahi Baikhunte aamaar pad pasbe..

  • @rishikhosla4455
    @rishikhosla4455 11 дней назад +3

    thik kori chonthi

  • @PabitraSingh-h7i
    @PabitraSingh-h7i 11 дней назад +1

    ମରଣ କାଳେ ବିପୋରିତ ଵୁଦ୍ଧି।😢😢😢😢😢😢 Jay Shree ram 🙏🙏🙏

  • @purnapanaka
    @purnapanaka 3 дня назад

    ବହୁତ ଖୁସିର ଖବର ପ୍ରଥମ ଥର ଶୁଣିବାକୁ ମିଳୁଛି

  • @ljmahapatra9881
    @ljmahapatra9881 3 дня назад

    ଏ କଂଗ୍ରେସ ମୁସଲମାନ ରାଷ୍ଟ୍ର ଗଢିବା ପାଇଁ ଚେଷ୍ଟା ଚଳେଇଛି ଏ କଂଗ୍ରେସ ଗୋଚାଲାଣ କୁ ବେନ କରୁନି କାହିଁକି କାରଣ ତା ଜାତି ଭାଇ ଗୋ ମାଂସ ଖାଉଛନ୍ତି କଂଗ୍ରେସ ଜାଣିଛି ବଜରଙ୍ଗ ଦଳ ହିନ୍ଦୁ ମାନଙ୍କ ତାକତ ହିନ୍ଦୁ ସମାଜ ରାହୁଲଖାନ ର ଶତ୍ରୁ ହିନ୍ଦୁ ଉପରେ ରେ ତାର ରାଜନୀତି ନଚଳିଲେ ଭଲ

  • @amarjitmandal5706
    @amarjitmandal5706 11 дней назад +1

    ମାଦର୍ଚୁଡ ମିଛୁଆ ଚେନାଲ

  • @AmielBhuyan-wz4uy
    @AmielBhuyan-wz4uy День назад

    ଏହି ସଙ୍ଘଠନ ବନ୍ଦ ହେଲେ ଭଲ ହେବ। 👌

  • @soumyakantadash784
    @soumyakantadash784 10 дней назад

    ଭଲ ନେତା ସବୁବେଳେ ବିକାଶ ପ୍ରତି ଧ୍ୟାନ ଦିଏ ସବୁ ଧର୍ମ କୁ ସମାନ ନଜର ରେ ଦେଖେ

  • @gobardhannaik3486
    @gobardhannaik3486 15 дней назад +2

    Asuchi gada Sabu Kariba pada❤❤❤❤❤❤❤

  • @surjyasethi6499
    @surjyasethi6499 2 дня назад

    Jay bajrang Jay Bajrang ଦୋଲୋ ରହିବ।ନୋ ହେଲେ ନୀଆ ଯୋଲିବୋ ।କଂଗ୍ରେସ ଜିବୋ।୦୦୦୦୦୦୦୦୦୦୦.।

  • @aruntirkey8572
    @aruntirkey8572 2 дня назад

    Good .. hei gole bhala

  • @BisnuMallik-wk4vo
    @BisnuMallik-wk4vo 2 дня назад

    ଭଲ ହବ ଏ ବଜଗଂ ଦଳ ବନ୍ଧ ହ ଉ

  • @chanduramhembram2025
    @chanduramhembram2025 2 дня назад

    ବ୍ୟାନ ହେଉ

  • @user-ey8rm7ex2p
    @user-ey8rm7ex2p День назад

    Bajrangi dala band hau ta sahita go mata. Haty bibanda haba darkar❤❤❤❤❤❤❤❤

  • @ajayadigal8806
    @ajayadigal8806 9 дней назад

    ବହୁତ ଭଲ ହେବ

  • @Mskp143
    @Mskp143 11 дней назад +6

    ଆରେ ମାଗିଆ ଓଡିଶା ରେ ବେନ ହେବ ବୋଲି ମୁଖ୍ୟମନ୍ତ୍ରୀ କେବେ କହିଛନ୍ତି ମାଗିଆ ତୋ ବେପାର ପାଇଁ ତୁ କାହାକୁ ବଦନାମ କରୁଛୁ

  • @amoshmajhi4502
    @amoshmajhi4502 10 дней назад

    100% right discussion 👍🏼👍🏼👍🏼👍🏼👍🏼

  • @bhabanishankarpati466
    @bhabanishankarpati466 7 дней назад +1

    What a surprise joke by News reporter for fack Editing about ours C M ..Bjp win on Odisha so opposite party people intensenly advertising all that false News .Joy Shree Ram 🙏🙏🙏

  • @samirnaik9773
    @samirnaik9773 11 дней назад +1

    Bjp ku hotai phingi dio

  • @Suman55789
    @Suman55789 10 дней назад

    ତୁରନ୍ତ ଦେଶରେ ଥିବା ଉଗ୍ରବାଦ ଭୟ ଆତଙ୍କ ସୃଷ୍ଟି କରି ଗୋଷ୍ଠୀ କୁ ସମୂଳେ ବ୍ୟାନ କରାଯାଉ.75ବର୍ଷ ଦେଶ ସ୍ୱାଧୀନ ହେଲାଣି ଦେଶର ଜନତା ଆଜି ଭୟ ଆତଙ୍କରେ ହାହାକାର ଡାକିଲେଣି..ଦେଶରେ ନିରପକ୍ଷ ଶାସନ ରହିବା ନିହାତି ଉଚିତ..

  • @nirmaladas2884
    @nirmaladas2884 6 дней назад

    Thik padapekhya very good diseson

  • @jmkabtoi6114
    @jmkabtoi6114 7 дней назад +1

    Mada banda karo first ta pa ra jaha kariba kora

  • @maagramadevi9815
    @maagramadevi9815 14 дней назад +2

    Jai Hindu

  • @brainthought5795
    @brainthought5795 10 дней назад +1

    ମିଛ କଥା

  • @bidyutparichha6174
    @bidyutparichha6174 3 дня назад

    ବେକାର ସମସ୍ୟା କମିବ
    🎉🎉🎉

  • @papudash3172
    @papudash3172 4 дня назад

    Bajrang dala ban karibara aaradina.....odisha re puni bjd sasan kariba😅😅😅😅😅

  • @Jitu-kh7ds
    @Jitu-kh7ds 7 дней назад

    Right ଯଥା ଶୀଘ୍ର ବନ୍ଦ ହେଉ

  • @deepakkumarsahoo6183
    @deepakkumarsahoo6183 6 дней назад +1

    1947 BJP thila ta,,,setebele Hindu Muslim haunathila, jagare mo Sanatani bhai mane ,nahele tame mariba aau anyaku mariba,,dekha abika kn hauchhi pakistan re aau bangladesh re aau England(leeds city) re ,,,Aama odishare dekha Baleswara re aau aama Bhubaneswar re juaade dekhiba khali bangladeshi pathana,,BJP CONGRESS chhada Odisha ku bancha nahele emiti samaya aasiba Odisha re Odia kahibaku kehi nathibe...😢

  • @scenecorner9940
    @scenecorner9940 9 дней назад

    Ban karile bjp odisha ru lopa paijiba. Kintu bjp aeha kari pariba nahi rss pressure asiva

  • @diamondmusic222
    @diamondmusic222 10 дней назад

    Ban hele bahut Bhala haba .Amane bajrang dala nuha Gunda dala odisha re bi ban haba darkar bajrang naa re dadageri chalichi

  • @SimanchalMajhi-up9wx
    @SimanchalMajhi-up9wx День назад

    ଯଥା ଶୀଘ୍ର ବନ୍ଦ୍ ହେବା ଦରକାର୍

  • @jalalmahammad4043
    @jalalmahammad4043 8 дней назад

    Great initiative

  • @LipuBaliarsingh
    @LipuBaliarsingh 10 дней назад

    Very Good Decision 👍👍👍👍

  • @biswanathmajhimajhi2130
    @biswanathmajhimajhi2130 3 дня назад +1

    I m salute to you bajrang dal i support to u all bajrang dala jay sir Hanuman 🙏🪔🙏🪔👍👍👍

  • @jagabandhusahu8485
    @jagabandhusahu8485 8 дней назад

    Jay bajrang bala

  • @prakashminz7305
    @prakashminz7305 Час назад

    Thank you sir

  • @chandrasekharnayaka9658
    @chandrasekharnayaka9658 11 дней назад

    ବ୍ୟାନ୍ ହେଲେ ଭଲ

  • @dhanumunda7630
    @dhanumunda7630 5 дней назад

    Good step... good 👍👍👍 bajrangi BJP dada giri hinsa karutila

  • @manasdash8604
    @manasdash8604 5 дней назад

    କିଏ ତମକୁ କହିଲା ଜେ ଥମ୍‌ମେଲ୍‌ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ନାଁରେ ଏମିତି ଲେଖିଛ ଛିଛିଛିଧୀକ ତୁମ ଜୀବନ

  • @staroyyt2309
    @staroyyt2309 10 дней назад

    ପାଗଳ ନ୍ୟୁଜ୍। ଚାନେଲ୍ 😂😂😂😂

  • @sagarbaskeyvlogs
    @sagarbaskeyvlogs День назад

    ବାଳ news
    ସଳା Thumbnail ରେ ଗୋଟେ ଲେଖିବ
    ଆଉ ବାଳ ଦେଖେଇବ

  • @AnnoyedBear-mk4up
    @AnnoyedBear-mk4up 2 дня назад

    Thik hechi ama bharata bahuta sundara kintu ei dalapati mane nasta karu chi jemiti tiranga re tinoti ranga sehi pari sabu jatira loka misile bhala🎉🎉🎉

  • @subratsekharmeher11
    @subratsekharmeher11 2 дня назад

    Koi kisika dum nhi hai jo bagrang dal Bane karne dum nhi

  • @user-yc5mz7ri6n
    @user-yc5mz7ri6n 7 дней назад

    ଖୁସି ଖବର

  • @ustadrickypontingofficial4837
    @ustadrickypontingofficial4837 5 дней назад

    Very good idea

  • @munababusir1638
    @munababusir1638 10 дней назад

    ଦାରାକୁ ଫାଷୀ ହେଲେ ନିଜକୁ ଭିକାରୀ କହିହେଉଥିବା ନିର୍ଧୀଷ୍ଟ ଜାତିର ଲୋକ କେନ୍ଦ୍ର
    ମନ୍ତ୍ରୀହେବ ଚାଷୀ ପୁଅ କେବଳ ବଳୀଦାନ ଦେବ

  • @SanjaySha-hm1tb
    @SanjaySha-hm1tb День назад

    କଣ ବଜରଙ୍ଗ ଦଳ ku salary ଦେଇକି ରଖିଛ ଯେ ବନ୍ଧ କରିଦେବ tame

  • @dharmendrabag4485
    @dharmendrabag4485 3 дня назад

    Good job...👍

  • @bhabanishankarpati466
    @bhabanishankarpati466 7 дней назад

    What a surprise.. congress win on Karnatak..So congress party intensenly doing all that only for political play.. People consciousness most be needed to save Bajrang Dal..Joy Shree Ram 🙏🙏🙏

  • @RaazSuna-lk3ml
    @RaazSuna-lk3ml 10 дней назад

    Very good dicsigen sir

  • @surajsinghsingh9745
    @surajsinghsingh9745 10 дней назад

    Great Dicition

  • @liyakatalli8094
    @liyakatalli8094 10 дней назад

    Bajarang Dal ku Ban Kariba nihari darkar. Dharm adare Sabu Adharm ra patha re achhi. Ban it

  • @BIBHUTIBHUSHAN-ly6gs
    @BIBHUTIBHUSHAN-ly6gs 6 дней назад

    Banth Kari dekha 😡Jay Sri Ram 🙏

  • @jayakrushnatandi3163
    @jayakrushnatandi3163 11 дней назад +1

    Bahut vala heba sir

  • @ayushmans143official8
    @ayushmans143official8 День назад

    Good 👍 👍

  • @susanta3097
    @susanta3097 11 дней назад +1

    👍👍👍👍👍......

  • @DasharatMunda
    @DasharatMunda 10 дней назад

    Tanky you Rahul bae
    ❤❤❤❤❤❤❤❤❤

  • @ygpnaatpoint844
    @ygpnaatpoint844 11 дней назад

    Bajrang dala nuhe hinsa dala Bain haba darkar

  • @sabirsiv3919
    @sabirsiv3919 7 дней назад

    ମାଗିଁହା ମାନେ କଂଗ୍ରେସ କହୁଛି hiding ରେ ଲେଖିଛୁ ulta

  • @sksahanawaj60
    @sksahanawaj60 2 дня назад

    Good job 👍