I am a bengali I have never fixed Odia Yatra but today I saw the entire Yatra from start to finish. Everyone has done a great job. I like the acting of the villain. The villain died at the hands of the police officer. I think it would have been better if the hero or heroine had died. Excelent story ❤❤
ଏହି ଯାତ୍ରା ଦେଖି ସାରିବା ପରେ ମୋତେ ଏତେ ଖୁସି ଲାଗିଲା ଯେ କମେଣ୍ଟ ଲେଖିବାକୁ ବି ଭାଷା ପାଉନି l
❤❤❤❤❤❤
ତୁମ ଭାଇଭଉଣୀ ଙ୍କ ଯୋଜନା ପାଖରେ କାଳିଆ ଯୋଜନା ବି କାମ ଦେବନି 😅😅😅
ଅତି ସୁନ୍ଦର ଅଭିନୟ କାହ୍ନୁ ବାବୁ 🎉🎉🎉
🎉
ଏତେ ସୁନ୍ଦର ନାଟକ ଯେ ରାତି 3ଟାରେ ଦେଖୁଛି ହେଲେ ଶୋଇବା କୁ ଇଛା ହଉନି
ବହୁତ ସୁନ୍ଦର ହେଇଛି ଜାତ୍ରା 😮😮😮ଆଉ ଏମିତି ଛାଡନ୍ତୁ
Kanha ଭାଇଙ୍କର ଅଭିନୟ ନିଆରା ଏଭଳି ଅଭିନୟ ବିରଳ
ବହୁତ୍ ସୁନ୍ଦର୍ ଲାଗୁଛି।। ମୋ ତରଫରୁ ଅନେକ ଧନ୍ୟବାଦ୍
ବହୁତ୍ ସୁନ୍ଦର ଅଭିନୟ ଟିକି ଙ୍କର
ପ୍ରକୁତ ରେ କାହ୍ନ ଭାଇ ବହୁତ ବଢିଆ ଉତ୍ତର ଦେଇ ଛନ୍ତି.
ଯାତ୍ରା ବହୁତ ଭଳ ଳାଗୁଛି ସୁନ୍ଦର ଅଭିନୟ ସମସ୍ତଙ୍କର କିନ୍ତୁ ଯୋଉ ଗୀତ ଗାଉଛନ୍ତି ସିଙ୍ଗର ଟା କାଇଁ ଠିକ୍ ଳାଗୁନି
Right Bhai
❤❤❤@@sachidanadagiri12
ଭାଙ୍ଗ ଖାଇଦେଉଛି ଗାୟକ
😢
😊😮m😮😂❤😢
ଭଉଣି ଅପର୍ଣ୍ଣା ଆପଣଙ୍କ ଅଭିନୟ ବହୁତ୍ ଉଚ୍ଚ କୋଟିର ହୋଇଛି ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ
ଅତି ସୁନ୍ଦର ସମସ୍ତଙ୍କ ଅଭିନୟ ଅତି ସୁନ୍ଦର ରଚନା ତାଠୁ ସୁନ୍ଦର ଟିକି ଅପା ଙ୍କ ନିଖୁଣ ଅଭିନୟ 🙏
Thank you 🙏🙏🙏
ସୁନ୍ଦର ଯାତ୍ରା କିନ୍ତୁ ସିଙ୍ଗର ଜିରୋ
ପାଞ୍ଚ ଆଂଗୁଳି ସମାନ ନାହିଁ
ଯାତ୍ରା ବହୁତ୍ ଭଲ
ବହୁତ ସୁନ୍ଦର ଯାତ୍ରା ବହୁତ ସୁନ୍ଦର କାହାଣୀ ବି ଖାସ କରି କାହ୍ନା ଭାଇଙ୍କର ଅଭିନୟ ବହୁତ ସୁନ୍ଦର ଆଜି କାଲି ଯାତ୍ରା ରେ କାହ୍ନା ଭାଇ ଆଉ ପିୟୁଷ ଙ୍କ ଖଳ ନାୟିକ ଅଭିନୟ ପୁରା ଭିଲିଆନ ର ପରିଭାଷା କୁ ଚେଞ୍ଜ କରିଦେଲା ଏ କାହାଣି ରେ କେବଳ ଜମିଦାର ର କୁ ଚେଞ୍ଜ କରି ମନ୍ତୀ କି mla ହେଇଥିଲେ ଭଲ ହେଇଥାନ୍ତା କାରଣ 2023 ସରିକି 2024 ହେବାକୁ ବସିଲାଣି ତ ସେ ଜମିଦାର ର ପ୍ରଥା କୁ ଚେଞ୍ଜ କରିଥିଲେ ଭଲ ହେଇଥାନ୍ତା
Opera na film je mla kahibe oo bro
@@rinkulahara7671😊
😅😅😅❤❤❤❤
ବୋହୁତ ସୁନ୍ଦର ଯାତ୍ରା ❤❤❤❤❤ ଷ୍ଟୋରୀ ବୋହୁତ ଭୋଳ
ବହି କୁ ଯିଏ ବୁଝିବ ତା ଆକିରେ ଲୁହ ତ ନିଶ୍ଚୟ ଆସିବ ବହୁତ୍ ସୁନ୍ଦର ବାର୍ତ୍ତା ଦେଇଛି ବହି ଆଉ ଶିବାନୀ ଗଣନାଟ୍ୟ ସୁନ୍ଦର କାହାଣୀ ଆଉ ଆମ ଟିକି ଅପା ସୁନ୍ଦର ଅଭିନେତ୍ରୀ ନିଖୁଣ ଅଭିନ୍ୟ ରେ ଦର୍ଶକ ଙ୍କୁ ବନ୍ଦୀ ରଖୁଛନ୍ତି
Kanha bhai ku Jia bhala pau thiba gotie like ❤kara please
କାହ୍ନା ଭାଇ ଅତି ସୁନ୍ଦର ଅଭିନୟ
ଭଗବାନ କରନ୍ତୁ ଯିଏ ଏହି ଯାତ୍ରା ଦେଖୁଛନ୍ତି ସେ କିଛି ଶିଖବାପାଇଁ ଇଛା କରିବେ
ବହୁତ ସୁନ୍ଦର ହେଇଛି 💐💐💐
ନାଟକ ଟି ଖୁବ୍ ସୁନ୍ଦର ସାବଲୀଳ ହୋଇଛି।ସମସ୍ତ କଳାକାର ଓ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ର ଅଭିନୟ ଆକର୍ଷଣୀୟ ହୋଇଛି ତେଣୁ ଲେଖକ ନିର୍ଦ୍ଦେଶକ କଳାକାର ମାନଙ୍କୁ ଶତ ପ୍ରତିଶତ ଧନ୍ୟବାଦ ଅର୍ପଣ କରୁଛି ଭଗବାନ ଶଙ୍କର ସମସ୍ତଙ୍କ ପାଇଁ ମଙ୍ଗଳ ବିଧାନ କରନ୍ତୁ ବଳରାମ ମିଶ୍ର ମଲ୍ଲିକା ଦେଈ ପୁର ଶାସନ
ଆମ ଓଡିଆ ସମାଜ ପାଇଁ ଗୋଟେ ଭଲ ସନ୍ଦେଶ
ଟିକି ଅପାଙ୍କର ଅଭିନୟ ବହୁତ ସୁନ୍ଦର.
ଅତି ଶିକ୍ଷଣୀୟ ବହି
ଅତି ସୁନ୍ଦର ♥️♥️♥️♥️♥️♥️
ନାରୀ ସମାଜ ଶିକିବା ଦରକାର
ଜୟ ଜଗନ୍ନାଥ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି
ବହୁତ ସୁନ୍ଦର ହେଇଛି
Wah ek nmbr 🙏🙏🙏🙏🙏bhut sundar bhut sundar 🎉🎉
ଏତେ ବଡ଼ ଯାତ୍ରା ପାଟି, ସିଙ୍ଗର କାଇଁ ମତେ ଟିକେ ବି ଭଲ ଲାଗିଲା ନାହିଁ,,,,
ବହୁତ ଭଲ ଲାଗିଲା ଏହି ନାଟକ❤❤❤
Sankhali bhai acting bahuta uchha kotira❤❤
ଏହି ବହିର ଲେଖକଙ୍କୁ ମୋର sahe ସଲାମ 🙏🙏🙏🙏🙏
ଅଭିନୟ ଅତି ଚମତ୍କାର ଓ ହୃଦୟ ସ୍ପର୍ଶି କିନ୍ତୁ ଗାୟକ ଅବଂ ବହିର ଗିତ ଟିକିଏ ବି ଭଲ ଲାଗୁନି
ଗୋପା ଚରିତ୍ର ଟି ବହୁତ ଭଲ ଲାଗୁଚି, ଲିଡ ରୋଲ କଲେ ଭଲ ଲାଗିବ
Bohut sundar dialogue delivere tiki mm and kanha sir😊😊😊
Kanha Bhai and tiki apa is golden personality in jatra and real life ❤
Ati Sundar nua aau puruna re gote best nataka
ଅତି ସୁମଧୁର ଅଭିନୟ ସମସ୍ତ କଳାକାରଙ୍କୁ
ଧନ୍ୟବାଦ
ଧନ୍ୟବାଦ୍ ଶିବାନୀ ଗଣନାଟ୍ୟ ଏମିତି ସୁନ୍ଦର କାହାଣୀ ଆମ୍ଭ ମାନଙ୍କୁ ଦେଖେଇଥିବାରୁ, ଟିକି ଅପା କାହ୍ନା ଭାଇ ଆପଣଙ୍କର ବହୁତ ଧନ୍ୟବାଦ🙏 ଶିବାନୀ ଗଣନାଟ୍ୟ କୁ ଅନୁରୋଧ କି ଗୀତିକାର ବଦଳାନ୍ତୁ, ଏତେ ସୁନ୍ଦର ବହି କୁ ଗୀତିକାର ହେଲେନି
Right
Bahut sundar❤❤❤❤
ବହୁତ ସୁନ୍ଦର ନାଟକ ❤❤❤
ବହୁତ୍ ସୁନ୍ଦର୍ ଯାତ୍ରା ❤ସମାଜକୁ ଏକ ଆହ୍ୱାନ ଦେଇଛି ଏଇ ଯାତ୍ରାରେ ସତକୁ ଚାପି ଦେଈ ମିଛକୁ ଗୁରୁତ୍ୱ ଦିଆ ଯାଇଛି।👍👍 ସତ୍ୟର ନିଶ୍ଚୟ ବିଜୟ ହେବ ।👍👍👍
😊🎉😊
@@MalatiTiria ମୋ ତରଫରୁ ଆପଣଙ୍କୁ ଶୁଭେଚ୍ଛା 💐💐
All right
11111111111111
😊😅😅😊😊😅😊😅😅😊😅😅😅😊😊😅😅😅😅😅😅😅😅😊😊😅😊😊😅😊😊😅@@MalatiTiria
💫କିଙ୍ଗ୍ ଅଫ୍ କାହ୍ନା ଭାଇ 🤩
ଶିବାନୀ ଗଣନାଟ୍ୟ ର ସମସ୍ତ ସଦସ୍ୟଙ୍କୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଏମିତି ସବୁବେଳେ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ...
🙏🙏 ଜୟ ଜଗନ୍ନାଥ 🙏🙏
ଅତି ସୁନ୍ଦର ନାଟକ ଆଉ କେହି କାହାକୁ କମ ନୁହଁ ଅଭିନୟରେ ।
Vhari,chala,lagila❤❤❤
Vharivhala,lagila❤❤❤
ଯେଉଁ ମାନେ ବି ଲେଖିଛ ଭଲ ଲଗିଲା ବୋଲି ବୋଧେ ଯାତ୍ରା ଟିକୁ ଠିକ୍ ଭାବରେ ଦେଖିନ, କେତୋଟି ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରା ଯାଇଛି
ସିଙ୍ଗର ଚେଞ୍ଜ କରିଥିଲେ ଭଲ ହୋଇଥାନ୍ତା
Tame gai thita
Thanks sir new jatra send karithibaru😮
Very nice and beautiful so sweet of you ❤❤❤❤❤❤❤best of luck 😊😊😊
Beautiful jatra.
Dil khus hoigala. All actor's good
Supar karicho
Bhala laguchi 😮😮😮❤❤
Excellent story
Very nice jatra❤😮❤
Bahut dina lagigal ashibaku ai apera i love this apera
ବହୁତ ସୁନ୍ଦର ଯାତ୍ରା ❤❤❤🎉🎉🎉
Love you kanha Bhai ❤
ଅତି ସୁନ୍ଦର
ସେତେ ଭଲ ଲାଗିଲାନି
Thank you sidharth tv emiti nua nua jatar chadu dha
Fast time dil se❣️🍃🌼
❤good msg for society ❤🙏🏽🙏🏽💟
Love you all acters❤💕💖🙏🏽🙏🏽😘😘
ଧନ୍ୟବାଦ 🙏
Ati sundar ❤ 🙏
Fantastic acting by all...definitely recommend others to watch...love from Rourkela.
😢😢ଭୁଳ
ଆସା
Samaj pai bahut Sundar story...
ଆଖି ତୋର ଲୁହ ମୋର ଫୁଲ ଯାତ୍ରା ଛାଡନ୍ତୁ ଦୟା କରି ,🙏🙏🙏
Superrr duperrr hit nataka bahut dina apekhyara anta ghatila thanku
Thanks ସିଦ୍ଧାର୍ଥ
Nice🎉🎉🎉🎉🎉jatra bhala lagila
Best action by Tiki apa...fit to be awarded.
Very immotional and sadfull story 😢😢 really mind blowing 👌👌
Wonderful
Super jatra ❤❤❤🙏🙏
ଯାତ୍ରା ଭଲ
Husband wife best actress
ଭାଇ ରେ ନାଟକ ପୁରା ଭଲ ହେଇଚି😊i love you ଖଳନାୟକ🫡
❤❤❤❤😘😘😘😘
My lovely tiki appa❤❤
Sundara kahani ku sundara abhinaya.super
Khub Sundar Jatra❤
@satya 20024
ଆମ ପାଇଁଁ ଏକ ନିତି ଶିକ୍ଷା
All actors best acting piyush, tiki kanha best ❤️ acting
Very nice jatra continue to all actors
Superb ❤
Bahut bhala nataaka ta
Supab 🥰
Ak super duper hit natak jaha ki gote bhl msg deivhi samajaku ...mu a natakr Diwan heijaithili
I am a bengali I have never fixed Odia Yatra but today I saw the entire Yatra from start to finish. Everyone has done a great job. I like the acting of the villain. The villain died at the hands of the police officer. I think it would have been better if the hero or heroine had died.
Excelent story ❤❤
Super super yatra
A bhali jatra mo life re kouthi dekhini all acetor all the best
.
Very nice opira❤
Beautiful story😊😊😊😊❤❤❤❤❤❤❤❤❤❤❤❤❤❤😮😮😮😮😮
Supar jatra
Jay odisha Jay jatra ❤❤❤
Plz sibani gananatyara gote jatra upload karantu 🙏🙏🙏
Tiki mam z d best actress .
So very very nice
Super jatra🎉🎉🎉🎉🎉