Chief Minister Mohan Majhi Lights Up the Celebration with Sweets and Drinks in Keonjhar
HTML-код
- Опубликовано: 20 ноя 2024
- ମିଠା ଖାଇଲେ, ପଇଡ ପିଇଲେ ଧପଧପି ଜାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ପ୍ରକୃତ ରେ ଗଣତନ୍ତ୍ର ର ବିଜୟ ପରି ଲାଗିଲା..... ସାଧାରଣ ଲୋକ ଲୋକତନ୍ତ୍ର ର ମୁଖ୍ୟ ❤❤❤.... ଆଗରୁ ଲାଗୁଥିଲା ରାଜ ପୁଅ ରାଜା ହୁଅ...
Swadhinata ra 77yers pare First
Time mukhya mantri kali puja aau
SORAY Khuntaw parab re samil heba bahut khusi ra katha .
Modi hai toh mumkin hai.
Andha bhakta luti khaiba @@gopumotivator
Bhala katha te kohile kintu .....keto ta sadharana luko ro kamo somadhan kori paruchnti seiya dekhibaku rohila
Camera aagare dekhei habaku😂
ମାନବ ସେବା ହିଁ ମାଧବ ସେବା ❤ ମାନ୍ୟବର। ମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ 🎉🎉🎉
Be balo seba kahin Khali to Baja jaeiki lukankara Baja bajeidebe emane kebe gote
@@SatyaRatha-t5w right
@@SatyaRatha-t5w aponanku tamil pandu ra bag 🛍️ jojona right rahibo, aponanku tamil pandu ra 🥗 salad salad dalama dalama right rahibo, aponanku bjd desi modho bhathi right rahibo, aponanku prabhu jaganath bhiko magile right rahibo, aponanku prathi village re bjd durnithi right rahibo
Best CM
Balona
ବହୁତ ଭଲ ଲାଗିଲା Sir, ଲାଗୁଛି ଏହା ପ୍ରକୃତ ଗଣତନ୍ତ୍ର , କାରଣ ରାଜାର ପୁଅ ରାଜା ହେବାର ପରିସମାପ୍ତି ଘଟିଲା !
Yes jhati mati kudia ru uthi aji amar cm hele sir.
Chora
Tu mg 😂😂😂😂😂😂@@srimantabarik4132
@@srimantabarik4132😂😂😂Tu tamil chamcha kire.....
Tamar kn chori karithile kire @@srimantabarik4132
ଏଇଟା ଭଲ ଲାଗିଲା.. ୟାକୁ କୁହନ୍ତି ଲକଙ୍କ ମୁଖ୍ୟମନ୍ତ୍ରୀ 👍👍👍
ଇଆକୁ କୁହନ୍ତି ମୁଖ୍ୟ ମନ୍ତ୍ରୀ।❤❤❤
Ta hele RUclipsr mane lokanku sahaya karuchhanti se kn vla mukhya mantri
Mone rokho Hati ro khaiba danto gote aau dekheiba danto gote. Seita abe jani pariboni aagoku aagoku dekho kan houchi...
@UmakantaMohanta-hu8oe ନବୀନ ମଧ୍ୟ ସେଇ ହାତୀ ଥିଲା।
Bjd ra
ଯାହା ବି କୁହନ୍ତୁ ଯେତେ ବଡ ପଦବୀ ରେ ରହିଲେ ମଧ୍ୟ ନିଜ ପରମ୍ପରା କୁ ଭୁଲି ନାହାଁନ୍ତି ଏହା ଆମ ଓଡ଼ିଶା ପାଇଁ ପ୍ରେରଣା ର କଥା।ଜୟ ଜଗନ୍ନାଥ,❤❤
ମହାନ୍ତ ମାନଙ୍କର ହୃଦୟ ଜିତିଲେ ମୋହନ ମୁଖ୍ୟମନ୍ତ୍ରୀ
hele kana haba
Santal society ku v attend korontu
@@haraprasadmahanta4657 sT କରିଦେଲେ କି ତୁମକୁ ଭାଇ
Tanka sahi re mahanta bhtttt ochhanti
🎉🎉🎉
ଧନ୍ୟବାଦ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ।
ଆଲୋକର ପର୍ବ ପବିତ୍ର ଦୀପାବଳିରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଜୟ ଜଗନ୍ନାଥ ନମଃ
ଜୟ ମା ତାରିଣୀ ନମଃ
ଜୟ ମା କାଳୀ ନମଃ
ରଙ୍ଗ ଦେଖେଇଛି ରଙ୍ଗ ମିସ୍ତ୍ରୀ 🤣🤣
Thik
@babunamallick5594 ମୁଖ୍ୟମନ୍ତ୍ରୀ ଏକ ପଦବୀ । ଯିଏ ସେହି ଆସନରେ ବସିବ ସେ ଆମର ମୁଖ୍ୟମନ୍ତ୍ରୀ । ସିଏ ବରା ପକୁଡ଼ି ବିକୁଥିବା ଭାଇ ହେଉ ଅବା ପରିବା ବିକ୍ରି କରୁଥିବା ଆମର ଶ୍ରମିକ ଭାଇ । ସେଥିରେ କିଛି ଯାଏ ଆସେ ନାହିଁ । ସେ
ସମ୍ମାନନୀୟ । ମୋର ପ୍ରଶ୍ନ ଆପଣଙ୍କୁ ସମସ୍ତ ରାଜ୍ୟ ଅପେକ୍ଷା ଓଡ଼ିଶା ବହୁତ ପଛୁଆ ଏବଂ ଗରିବ ରାଜ୍ୟ କାହିଁକି ? ସମାଧାନ କରିପାରିବେ !!!!!
@@chakradhardas6461 ନବୀନ ପଟ୍ଟନାୟକଙ୍କ ମିଛ ପ୍ରତିଶ୍ରୁତି ଯୋଗୁ, ଆମ ଓଡ଼ିଆ ଲୋକେ ଚିହ୍ନି ପାରିଲେନି ନବୀନ ପଟ୍ଟନାୟକଙ୍କୁ।
@@chakradhardas6461right
ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଓଡ଼ିଆ ରେ କହୁଛନ୍ତି ବହୁତ୍ ଭଲ ଲାଗିଲା
Tate mga gehibe jaiki to bohu ku
ତୁ ଅଭଦ୍ର ତୋ ପରିବାର ଅଭଦ୍ର ଭାଷା ଶିଖ ,ସହି ପାରୁନି ଗେଣ୍ଡା ଦଳ
କାଇଁ ତମେ ଅଲଗା ଭାଷା ବୁଝି ପାର ନାଇଁ ବାଧେ
Ethara se English re kahibe
To bau pakare tiba gehideee@@soyamprasad
ଦୀପାବଳି ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ଜୟ ଜଗନ୍ନାଥ 🚩🕉️🙏🎇
ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ମାନବିକତା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର 🎉🎉🎉🎉🎉🎉🎉
କେତେ ସୁନ୍ଦର ଦୃଶ୍ୟ! ନା ଅଛି ପଦବୀ ର ଗର୍ବ-ଅହଂକାର,ନା ଅଛି ଲୋକଙ୍କ କଟାକ୍ଷ ର ଡର। ମୋହନ ସାର୍ ଜଣେ ସାଧାରଣ ଲୋକ ଭଳି ବ୍ୟବହାର କରୁଥିବା ମଣିଷ , ନିଶ୍ଚିତ ସମସ୍ତ ଙ୍କ ମନକୁ କିଣିନେବେ
Cm ଲୋକମାନଙ୍କ ସହିତ ମିଶୁଥିବାରୁ ବହୁତ ଆନନ୍ଦ
ଏମିତି ମିଶିକି aysmancard rule regulation janiloni ki nahi
ଦେଖିକି ଆଖିରେ ଲୁହ ଆସିଯାଇଛି ଜଣେ ଏତେ ବଡ଼ ପୋଷ୍ଟ ରେ ରହିକି ବି ମନରେ ଟିକେ ହେଲେ ଗର୍ବ ମନୋଭାବ ନାହିଁ ଧନ୍ୟ ତମକୁ ତମ ହୃଦୟକୁ ୟାକୁ ନହିଁ କୁହାଯାଏ ଗଣତନ୍ତ୍ର ଲୋକ ମାନଙ୍କର ଶାସନ ❤ ହୃଦୟରୁ love you ❤
ଆପଣଙ୍କ କମେଟ ପଢ଼ି ମୋ ଆଖିର ଲୁହ ଆସିଗଲା 😢😢❤❤❤❤❤❤❤
Very nice bahut badhiya Jay Jagannath
ଗାଁ କୁ ଭୁଲିଯାଇ ନାହାନ୍ତି ଭଲ କଥା
ଦେଖ ରେ ଗେଣ୍ଡା ଦଳ ଏ ହେଉଛନ୍ତି ଆମ ମୋହନ ବାବୁ ସମସ୍ତଙ୍କ ପାଖକୁ ପହଞ୍ଚୁଛନ୍ତି ସମସ୍ତଙ୍କ ଦୁଃଖ ସୁଖ ବୁଝୁଛନ୍ତି ଏହି ପରି ମହାନ ବ୍ୟକ୍ତିଙ୍କୁ କହନ୍ତି ମୁଖ୍ୟମନ୍ତ୍ରୀ ତମେ ଖାଲି ଦେଖିଚାଲ ଆଉ କିଛିଦିନ ଭିତରେ ସମସ୍ତଙ୍କ ହୃଦୟ ଜିତିସାରିଥିବେ ....ଜୟ ଶ୍ରୀ ରାମ 🙏🚩
Pala agaru gauthile thik katha
ଅନ୍ଧ ଭକ୍ତ କେବେ ବୁଝିବ 😅😅😅😅😅 ମାଙ୍କଡ ହାତରେ ଶାଳଗ୍ରାମ 😅😅😅😅😅
@@susantadas9713 ଅନ୍ଧ ଭକ୍ତ ସେଦିନ ବୁଝିବେ ଜଉ ଦିନ ଗେଣ୍ଡା ପାତାଳ କୁ ଯିବ 🤣🤣🤣
@@susantadas9713 😀😀😀 ଅନ୍ଧ ଭକ୍ତ ସେଦିନ ବୁଝିବେ ଜଉ ଦିନ ଗେଣ୍ଡା ପାତାଳ କୁ ଯିବ 🤣🤣🤣
Tu solati kou dalara galua 😅😅😅jatra paty Bala ra chatukar bodhe
ଦୀପାବଳି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ସାର୍ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଧନ୍ୟବାଦ୍ ଜଣାଉଛୁ ସାର୍ 😊🧨🎇🪔🙌
👍👍👍🎉🎉🎉
❤❤❤
ଭୁଲି ନାହିଁ ମୁହିଁ ଭୁଲିବିନି କେବେ...... Great Cm
👍👍👍👍👍
ବହୁତ ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ❤
ବଡ଼ ବଡ଼ିଆ ଘରର ନେତା ମନ୍ତ୍ରୀ ମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ସାଧାରଣ ଲୋକ ସହ ମିଶିଲେ ମର୍ଯାଦା ହାନି ହେବ ଜଣେ ଜଣେ ନିଜକୁ ଭଗବାନ ସହିତ ତୁଳନା ବି କରନ୍ତି।ଏ ହେଉଛନ୍ତି ସୁଖ ଦୁଃଖର ମୁଖ୍ୟ ମନ୍ତ୍ରୀ ।
କିଏ କିଏ ମୟୁରଭଞ୍ଜ କେନ୍ଦୁଝର ଜିଲ୍ଲା ର LIKE କରନ୍ତୁ
Ame kendujhar Jilla ra Hele yaku like karunahu byyyyy byyyyyy dosto
ବିଶୋଇ ବ୍ଲକ ରୁ
Luv u from baripada
Telkoi
ଦିଲ ସେ କେଉଁଝରିଆ ❤️❤️❤️❤️.....
ବହୁତ ବଢିଆ ମୋହନ sir🙏🙏
ନିଜର ସଂସ୍କୃତି କୁ ସମ୍ମାନ ଦେଉଥିବା ବ୍ୟକ୍ତି ହିଁ ମହାମାନବ❤
ଲୋକଙ୍କ ମୁଖ୍ୟମନ୍ତ୍ରୀ ।
Balangir 🎉
ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ମୋର ଦୀପାବଳିର ଶୁଭେଚ୍ଛା, ଜୟ ବିଜେପି
ବହୁତ ଭଲ ଲାଗିଲା
ଅତି ସୁନ୍ଦର ଦୃଶ୍ୟ ଜୟ ଜଗନ୍ନାଥ
ବାନ୍ଦନା ପରବ୍ ଅନେକ ଅନେକ ଅଭିନନ୍ଦନ।🎉🎉🎉🎉🎉🎉🎉🎉🎉🎉
Bahut sundar video jai shree ram mohan sar❤❤❤🙏🏻
Thank you sir 🙏🙏🙏
ହୃଦୟରୁ ଧନ୍ୟବାଦ୍ ସାର୍ ❤
ଜୟ ଜଗନ୍ନାଥ 🙏🙏🙏🚩🚩🚩 ଜୟ ମୋହନ ସରକାର 💪💪🪔🪔🪔💐💐💐💐💐🙏🙏🙏🙏🙏
Bahut badhiya sir aapan nku dhanyawad
ଯାହା କୁହ ନିଜ ଗାଁ ପରମ୍ଫରା ଠାରୁ ଆଉ କିଛି ମଜା ନାହିଁ ❤
ମାନବ ସେବା ହିଁ ମାଧବ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମାଣ କରିଦେଲେ ❤
ଆପଣ ବହୁତ ବଡ଼ିଆ ସାର
ଆମର ପ୍ରିୟ ମୁଖୟମନ୍ତ୍ରୀଙ୍କୁ ମୋର ଦୀପାବଳିର ଶୁଭେଚ୍ଛା,ଜୟ ଓଡ଼ିଶା ❤❤❤
Dhanyabad CM Mohan sir 🎉
Satare apana great 👍
Hrudayaru 🙏
Thanks mohan bhai ❤❤
Happy Diwali CM sir
ମୁଁ ଚାହୁଁଛି ଆପଣ ପାଞ୍ଚ ବର୍ଷ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ 🙏🙏 happy diwali
🤫🤔😏😡
Jama hebeni😂
Mu bi chauche 5 year kn shabu barsha aashantu mohana sir 🙏
ଅତି ସୁନ୍ଦର sir 🙏❤️
ମୋହନ ବାବୁ ଜିନ୍ଦାବାଦ ଓଡ଼ିଶା ବିଜେପି ସରକାର
Bjd jindabad Ranga bola sarkar Hyyy hyyyyyy
Bjd choro bala sara kar haaaa@@Jayshanimahasena
@@JayshanimahasenaTo maa ku nabin gehithila ki re😅
@@AbcdAbcd-h9b9z😂😂😂😂
@@AbcdAbcd-h9b9z Tu bi Sala Sei Mohan Bija re Gadha
ଜୟ ଜଗନ୍ନାଥ 🙏🙏🙏
ଶୁଭ ଦୀପାବଳୀ ❤
ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ
ଓଡ଼ିଶା ର ଗର୍ବ ଆଉ ଗୌରବ ମୋହନ ସାର୍
🙏ଜୟ ଜଗନ୍ନାଥ 🙏ଆଲୋକର ପର୍ବ ପବିତ୍ର ଦୀପାବଳିରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l🙏
That is the real man of people’s CM👏👏👏💐💐💐❤️❤️❤️
☀️ Very Very Thanks 👍🙏🌹 for Honble Chief Minister Sj. Mohan Charan Majhi 🌸💓 ODISHA 🏵️ 👌👌
Thanks sir ❤
Thank u sir
ଓଡିଶାରେ ସବୁଠି ଚର୍ଚା
ମୁଖ୍ୟ ମନ୍ତ୍ରୀ ହବତ ଏମିତୀ
ମୋ ହନ ମାଝି ସାରକୁ କୋଟି କୋଟି ନମସ୍କା
🙏🙏🙏🙏.🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤
ଦୀପାବଳି ପର୍ବ ର ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ
💐ବନ୍ଦନା ଓ ସହରାଇ ପରବ ଜୁହାର 🙏
Dhanyabada CM Sir,🙏
ପ୍ରକୃତ ଆଦିବାସୀ ନେତା ଏହାକୁ କୁହାଯାଏ 😂👍
Wow दिल जीत लिया 🎉🎉🎉
ସାରେ ଙ୍କୁ ହୃଦୟ ରୁ ପ୍ରଣାମ 🙏
ସୁପର ମୋହ ଭାଇ 🚩❤️
ବାସ୍ତବ ରେ ମୋହନ ଭାଇ ଲୋକମାନଙ୍କ ର ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ।ମୋହନ ସରକାର ଲୋକ ଙ୍କ ସରକାର।
ଜୟ ମା ତାରିଣୀ , ଜୟ ଜଗନ୍ନାଥ,ଜୟ କେନ୍ଦୁଝର
ବନ୍ଦେ ଉତ୍କଳ ଜନନୀ
Salute u Sir...loka Bhubaneswar asila pare nija gaon lokalu gaunlia kahi gali karuchhanti...Lord Jagannath blessed you long life Sir
Lokanka cm🎉🎉bahuta khusi lagila
Happy Diwali cm sir🙏🙏 you are great person ❤❤ video dekhi bahuta khusi lagila ❤❤
Dhanyawad our honorable chief minister 🎉🎉 any condition don't forget our culture. We are proud of you 🙏🇮🇳🙏
Best CM in odisha
ବେଷ୍ଟ cm odisha
😅😅
Happy diwali sir🙏💚
ଆଜି ବହୁତ ଖୁସି ଲାଗିଲା। ଜୟ ଜଗନ୍ନାଥ।
ବାନ୍ଦନା ପରବ ର ଶୁଭେଚ୍ଛା ଓ ଅଭିନନ୍ଦନ
ଏଠି ରାଜାର ପୁଅ ରାଜା ହେବ କାହିଁକି ତା ବାପା ସମ୍ପତ୍ତି ନୁହେଁ ଓଡ଼ିଶା. BJP ଦଳ ପାଖରେ ଏସବୁ ଚ଼ଳେ ନାହିଁ. ଏଠି ଯୋଗ୍ୟତା ଥିଲେ BJP ଦଳ ପାଖରେ ସେ ବି ଯେ କେହିବି ମୁଖ୍ୟମନ୍ତ୍ରୀ ହୋଇପାରେ
ନାଇଁ ଭାଇ। ଅପରାଜିତା ମାଡାମ କଣ ଯୋଗ୍ୟ ନୁହନ୍ତି। କିନ୍ତୁ ମୋଦି କଥା ରେ ଚାଲିବେନି
Aprajita gote lobhi loko jagdev bhalia loka thi pesa naeki taki MLA kala. Don't trust Bihari@@Chinu1037
@@Chinu1037se mla nunhti se mp
ଗେଣ୍ଡା ଗୁଡାକ ସବୁ ମରିଗଲେ ନା କ'ଣ ?
Bjp jatra pati
Lokanka sarkar mohan sir
ପ୍ରକୃତରେ ଗଣତନ୍ତ୍ରର ବିଜୟ ହୁଇଛି ବୋଲି ଆଜି ଲାଗୁଛି
Very good C.M❤❤❤❤❤❤❤❤
ଏହା ପ୍ରକୃତ ଗଣତନ୍ତ୍ର 🪷🕉️🙏
Thank you sir🙏🙏🙏🙏🙏
Great
Best CM❤
ଏହାହିଁ ଓଡିଶା ର ଅସ୍ମିତା
ଇଏ ହେଉଛି ନ୍ତି ଲୋକଙ୍କର ମୁଖ୍ୟ ମନ୍ତ୍ରୀ
This is simplicity of Our Odisha C M Honourable Mohan Charan Majhi. Namaskar sir.
ପ୍ରକୃତ ରେ ଜଣେ ଜନ ପ୍ରତିନିଧି ଏମିତି ହେବା କଥା ପୂର୍ବ ଅପେକ୍ଷା ବହୁତ ଭଲ.. ନିଜର ପଦ ପଦବୀ କୁ ବୃକ୍ଷେପ ନ କରି ସାଧାରଣ ଲୋକଙ୍କ ପରି ମିଶିବା.... 👏
Culture of Adivasi people
CM Odisha 🎉
Happy diwali mohan sir 🙏🙏
ଯାହେହୁ ପରମ୍ପରା କୁ ବଜାୟ ରଖିଥିବାରୁ ଧନ୍ୟବାଦ
Well Explained‼️❤ 👏👏👏
Jay jaganath 🙏🙏🙏🙏sir Right
Thank you ❤mohoon sir❤❤❤❤
ଧନ୍ୟବାଦ ମୋହନ ସରକାର sir ଛୋଟ ଲୋକଙ୍କ ପାଖରେ ମିଶି ଥିବା ହେତୁ ଧନ୍ୟ ଆପଣଙ୍କ ହୃଦୟ ❤
ବହୁତ୍ ସୁନ୍ଦର୍
🙏🙏nice vdo
ଏଇ video ଟା ଦେଖିକି ମତେ cm bharat movie pari ଲାଗିଲା, thankyou Mohan sir🎉🎉
ଜୟ ଜଗନ୍ନାଥ ଜୟ ବିଜେପି ଜୟ ଜୟ ମୋହନ ସରକାର 🙏🙏🙏🙏🙏
ବହୁତ ଭଲ ଲାଗିଲା ସୁପର❤❤❤❤
Best chief minister of our odisha
Bahut badhia ,ati sundar ...
Best:cm
ବହୁତ୍ ବଢିଆ ଲାଗିଲା adinapay ge ❤❤👍🙏🙏🪔🪔🤔
ନବୀନ ବାବୁଙ୍କୁ ଦେଖା କରିବା କଷ୍ଟକର ବ୍ୟାପାର ସାଧାରଣ ଲୋକଙ୍କ ସହିତ ମିଶି ପର୍ବ ପର୍ବାଣୀ ପାଳିଵେ କଣ, ପାର୍ଥକ୍ୟ କଣ ଦୁଇ ମୁଖ୍ୟମନ୍ତ୍ରୀ ଙ୍କ ଭିତରେ ସାଧାରଣ ଲୋକ ଟିଏ ଜାଣି ପାରିବେ।ଜୟ ଜଗନ୍ନାଥ।
ଆଉ କିଛି ଦିନ ପର୍ୟ୍ଯନ୍ତ ଅପେକ୍ଷା କରି ପାରିବ ତାହାଲେ ଅସଲ କଥା ଜାଣି ପାରିବ ଧନ୍ଯବାଦ
@@charannewstory4105ନବୀନ ପଟ୍ଟନାୟକ କୁ ଜାଣିବା ପାଇଁ ଏମିତି କେବେ ଅପେକ୍ଷା କରିଥିଲ ବୋଧେ। ନହେଲେ ଏମିତି କହନ୍ତନି
@@charannewstory4105right
@@charannewstory4105ନବିନର ପେଳ ଆପେଆପେ ଖସିଯିବ ଆଉ ଗୋଟାଏ ବର୍ଷ ପରେ
Mahendra Dehury ❤❤❤