odia | prabachan | Bijay Kumar | part-14 | krushna badha | ନିମ୍ବ ଗଛ କାହା ପାଇଁ ପିତା ||
HTML-код
- Опубликовано: 1 авг 2024
- ପ୍ରିୟ ଦର୍ଶକବନ୍ଧୁ | ଓଡ଼ିଆ | ପ୍ରବଚନ | ବିଜୟ କୁମାର | ବିଷୟ ବସ୍ତୁ |କୃଷ୍ଣ ବଧ | ନିମ୍ବ ଗଛ କାହା ପାଇଁ ପିତା || ଜଗନ୍ନାଥ ମହାପ୍ରଭୁ | କାହା ଅଭିଶାପରେ ହାତ ଗୋଡ଼ ଖଣ୍ଡିଆ || କୃଷ୍ଣ କାହାଣୀ ସହିତ | ବାଳି ବଧ ||
dibya patha | channel ରେ ଦେଖିପାରିବେ | ନୃତ୍ୟ | ସଙ୍ଗୀତ | କୀର୍ତ୍ତନ | ସାଙ୍ଗକୁ ପ୍ରବଚନର ଆସର
ସମସ୍ତ ତଥ୍ୟ ବିଭିନ୍ନ ବୈଦିକ ଗ୍ରନ୍ଥ ଗୀତା | ଭାଗବତ | ପୁଥି | ପୁରାଣ ରୁ ସଂଗୃହିତ ||
କୌଣସି ତଥ୍ୟ କାଳ୍ପନିକ ନୁହେଁ ||
RUclips
Facebook
M.9178071261
Jay shreeram
ସୁନ୍ଦର ପ୍ରବଚନ
Jayjaganath
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Ohh excellent 👌👍👍
ଧନ୍ୟବାଦ ଜାଜପୁର ବାଗଂରା
ଜୟ ଜଗନ୍ନାଥ, ପ୍ରଣାମ ଗୁରୁଦେବ,ଆଜ୍ଞା ମୁଁ ଶୁଣିଛି ଜାରାଶବରଙ୍କ ପୂର୍ବ ଜନ୍ମ ଅଙ୍ଗଦ ଥିଲେ।ଆଜି ଶୁଣିବାକୁ ମିଳିଲା ସୁମନ୍ତ ବା ବିରୁପାକ୍ଷ,କୋଉଟା ଠିକ
Jay Hari hari
Jay hanuman
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ jag
Jai sree rama. He bagheswara baba
A, c patro babanpur aska ganjam Orissa india
Our best news is a veergood channel very nice
Pranam guruji our channel very good morning news 👍👍
Here Krishna hare Krishna Krishna Krishna hare hare hare rama hare rama rama rama hare rama 👍👍👍👍
Jay Jagannath 🙏🙏🌹🙏🙏
Jay sree jagannath 🙏
ଜୟ ଜଗନ୍ନାଥ 🙏🙏🙏
Jay Jagannath
Bahut sundar lagila sir
Jay shree jagannath Jay shree jagannath Jay shree jagannath Jay shree jagannath Jay shree jagannath Jay shree
Jay jagannath
श्री राम 🙏🙏🙏
Bali avisaparu nimapitahoijaichji
M
Jay Jagannath 🙏🙏🙏🙏🙏
😅
Hu
।
Fighting chalila? Naramigale......Ragikari lauha musala fopadidele ?? Krushna nka pari ekabhali Uddhaba ?
Jay Jagnnath
ଭଲ ଶିକ୍ଷା ଦେଲେ ସୁନ୍ଦର
ମୋର ଗୋଟେ ସଙ୍କା ଦୂର କରିବେ ଆପଣ ହେଉଛନ୍ତି ଜ୍ଞାନୀ, ସାରେ ଯଦି ବାଳିକୁ ଭଗବାନ ବଧକରିବାରୁ ବାଳି ବର ମାଗିଲା ପ୍ରଭୁ ଆପଣ jenu hatare mate badha kale ଆପଣଙ୍କ ସେଇ ହାତ ନ ରହୁ , ସେଥି ପାଇଁ ଆଜି ଏ କଳି ଯୁଗରେ ମହାପ୍ରଭୁ ଙ୍କ ର ହାତ ଗୋଡ଼ ନାଇ ଯଦି ଆପଣ ଙ୍କ କହିବା ଠିକ୍ ତାହାଲେ , ମୋର ଆପଣଙ୍କୁ ପ୍ରଶ୍ନ ଏ ଜଗ୍ନାଥ ତ ସତ୍ୟଯୁଗରେ ରାଜା ଇନ୍ଦ୍ର୍ୟୁମ୍ନ ଦୋରା ପୂଜା ପାଉ ଛନ୍ତି, ତେବେ ସେତେ ବେଳେ କଣ ଜଗ୍ନାଥ ଙ୍କର ହାତ ଥିଲା ଏବେ ହାତ ଗୋଡ଼ ରହିଲାନି , ଆଜ୍ଞା କୋଉ ବହିରେ ଅଛି ବାଳୀକୁ ପ୍ରଭୂ ଏମିତି ତଥାସ୍ତୁ କରିଲେ ସେ ବାହି ନ ଟିକେ କହୁନ୍ତୁ, ଜୟ ଜଗନ୍ନାଥ 🙏🙏🌹🙏🙏
Odia prabachaka, pala gayaka mane bhagaban nku kalusita karuchhanti
Se lahuamusal kuadu asila keunthire tiari mahasaya jji mohrudayaru namaskar karuchhi apna bateidiantu munjanini
ସବୁ EP. ଶୁଣନ୍ତୁ ସେଥିରେ କୁହା ଯାଇଅଛି
Kie tanga hoithila? Keun gachhare?