ଦମ୍ ଅଛିତ ନରସିଂହଙ୍କୁ ବାହାର କର! | Odisha Reporter

Поделиться
HTML-код
  • Опубликовано: 15 сен 2024
  • #ରାଜ୍ୟ_କଂଗ୍ରେସର_ବିଚିତ୍ର_ନୀତି!
    #୫_ବର୍ଷ_ତଳର_ଘଟଣା_ପାଇଁ_ବିତାଡ଼ିତ_ହେଲେ_ପୂର୍ବତନ_ଏମଏଲଏ!
    #ତାଙ୍କୁ_ଉସକାଇଥିବା_ବ୍ୟକ୍ତିଙ୍କ_ବିରୋଧରେ_କାର୍ଯ୍ୟାନୁଷ୍ଠାନ_ନେବ_ନାହିଁ_କି_ଦଳ?
    ୨୦୧୬ ମସିହାରେ ବିଧାନସଭାରେ ଏକ ବିଚିତ୍ର କଥା ଦେଖିବାକୁ ମିଳିଥିଲା। ଆଦିବାସୀ-ହରିଜନ ପ୍ରାର୍ଥୀଙ୍କ ପାଇଁ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଆଇନ ଆଣିବା ଲାଗି କଂଗ୍ରେସ ଓ ବିଜେପି ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଥିଲେ। ସେତେବେଳର କଂଗ୍ରେସ ବିଧାୟକ ପ୍ରଫୁଲ୍ଲମାଝୀଙ୍କ ନେତୃତ୍ୱରେ ଉଭୟ ବିରୋଧୀ ଦଳର ଦଳିତ ଓ ଆଦିବାସୀ ବିଧାୟକମାନେ ଗୃହ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ।
    #Congress #NarasinghaMishra #PrafullaMajhi #Odisha #OdishaReporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

Комментарии • 57