BJD leader Pravat Biswal targets Bobby Das & V K Pandian... || Editorial Show(EP-245)|| ODISHA PULSE

Поделиться
HTML-код
  • Опубликовано: 2 июл 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #pravatbiswal

Комментарии • 68

  • @saratmishra7100
    @saratmishra7100 21 час назад +11

    ବହୁତ୍ ସୁନ୍ଦର ଉପସ୍ଥାପନା।

  • @shankardmishra121
    @shankardmishra121 21 час назад +12

    ସୁନ୍ଦର ଉପସ୍ଥାପନା 🌹

  • @janardanpanda5378
    @janardanpanda5378 21 час назад +8

    ବର୍ତମାନ ବିଜେଡି ହାରିଛି ଆଉ ଆପଣ କିଛି ଦିନ ଅପେକ୍ଷା କରନ୍ତୁ ଧୀରେ ଧୀରେ ସବୁ କିଛି ବାହାରିବ ଆଗକୁ ଦେଖନ୍ତୁ ହୋତା ହେ କିୟା

  • @prafulasingh2267
    @prafulasingh2267 21 час назад +5

    ଯଦି ଜଣେ ପ୍ରାର୍ଥୀ ଅଠାଆଶି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି , ତେବେ ବିଜୁ ଜନତାଦଳର ସମସ୍ତ ପ୍ରାର୍ଥୀଙ୍କ ଟଙ୍କା ମିଶାଇଲେ କେତେ ହେବ ? ଏହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁନାହିଁ କି ? ଏହାର ଅର୍ଥ , ବିଜୁ ଜନତାଦଳର ଯେତିକି ଏମ୍ ଏଲ ଏ , ଏମ୍ପି ଜିତିଛନ୍ତି କେବଳ ଟଙ୍କା ଖର୍ଚ୍ଚକରି , ଲୋକମାନଙ୍କୁ ଉତ୍କୋଚ ବା ଟଙ୍କା ଲାଞ୍ଚ ଦେଇ ନିର୍ବାଚନ ଜିତିଛନ୍ତି । ତେବେ ଖର୍ଚ୍ଚର ତାଲିକା କେତେ ଦେଇଛନ୍ତି ଓ ତାଲିକା ବାହାରେ କେତେ ଖର୍ଚ୍ଚ କରିଛନ୍ତି , ଏହା ତଦନ୍ତ ଦେବା ଆବଶ୍ୟକ ନୁହେଁ କି ?

  • @pratapjena1193
    @pratapjena1193 21 час назад +5

    ଓଡ଼ିଶାକୁ ଲୋଟି ଦେଇଛନ୍ତି

  • @user-fq5gb9ep9e
    @user-fq5gb9ep9e 21 час назад +8

    ଆଉ ଜୀବନରେ B J D ଦଳ କ୍ଷମତାକୁ ଆସିବ ଭୁଲି ଯାଅ

  • @sasanksekharaswain9208
    @sasanksekharaswain9208 21 час назад +3

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି

  • @abhirampanda5462
    @abhirampanda5462 21 час назад +2

    ସବୁ ଦଳ ଟଙ୍କା ଇଲେକ୍ସନ ରେ ଖର୍ଚ୍ଚ କରିଛନ୍ତି, ଏଟା ନୂଆ କଥା ନୁହେଁ

  • @gajindrapadhan1445
    @gajindrapadhan1445 21 час назад +3

    Right

  • @prabodhapanda5184
    @prabodhapanda5184 21 час назад +1

    ବିଦ୍ରୋହ ନୁହେଁ ସତ କଥା. ଆଗକୁ ତର୍ଜମା ହେଉ.

  • @geetaranisamal6638
    @geetaranisamal6638 21 час назад +3

    ସଠିକ ତଥ୍ୟ

  • @user-fq5gb9ep9e
    @user-fq5gb9ep9e 21 час назад +3

    ଏକଦମ ହାଡେ ହାଜେ ।

  • @Jaysriram34680
    @Jaysriram34680 21 час назад

    ଖୁବ ସୁନ୍ଦର ଉପସ୍ଥାପନା, ଧନ୍ୟବାଦ 👌👌👌

  • @sudhansurout451
    @sudhansurout451 21 час назад +2

    ଆରମ୍ଭ ମାତ୍ର !

  • @snbarik4710
    @snbarik4710 21 час назад +1

    Outstanding analysis and analysis of reality.

  • @nabinbeura3225
    @nabinbeura3225 21 час назад +3

    ବିଜୁ ଲିଗାସି ଲୁପ୍ତ .

  • @user-wj3lf4xi7n
    @user-wj3lf4xi7n 21 час назад

    This was grate thank you

  • @harishmallck2
    @harishmallck2 21 час назад

    ଯାହାହେଉ ସେସରେ ପ୍ରଭାତ ଭାବୁ ସାହସ କଲେ ସତ କଥା କହିବା ପାଇଁ |

  • @subratray1653
    @subratray1653 7 часов назад

    Sir 🙏 really really really perfect analysis 👌👌👍

  • @leaflets9373
    @leaflets9373 21 час назад

    ଆରେ ମୂର୍ଖ ସେ କହିଲା ସେ ଆଉ ତା ପୁଅ ଯେତେ ଥର ନିର୍ବାଚନ ଲଢ଼ିଛନ୍ତି ସବୁ ମିଶିକି ୮୮ କୋଟି ହେବ ବୋଲି କହିଛନ୍ତି। ଶଳା ମୂର୍ଖ ତୋ କାମ ଗଣମାଧ୍ୟମରେ ସମସ୍ତଙ୍କୁ ଜଣା।