Reporter Special: Some Teachers In Ganjam Have Used Fake Certificates To Get Recruited || KalingaTV

Поделиться
HTML-код
  • Опубликовано: 3 фев 2025

Комментарии • 240

  • @SanjayKumar-kq6fo
    @SanjayKumar-kq6fo 2 года назад +41

    ନବିନ ଥିବା ପର୍ଯ୍ୟନ୍ତ ଏମିତି ଚାଲିବ

    • @omprakashbudula
      @omprakashbudula 2 года назад +1

      Right Bro

    • @papunroutpapun6714
      @papunroutpapun6714 2 года назад +2

      Cm number one ...nabin ..corruption number one....apanamane khusi ta....chore....chore....

    • @SanjayKumar-kq6fo
      @SanjayKumar-kq6fo 2 года назад +1

      @@papunroutpapun6714 you r right, bro

  • @ramaputel4663
    @ramaputel4663 Год назад +1

    ଏ ମିଶନ.. ବନ୍ଦ କାହିଁ ହଉଛି... ସେଥିପାଇଁ ବହୁତ ଦୁଃପ୍ଲିକେଟ ବାହାରୁଛନ୍ତି... ଆଉ ପ୍ରତ୍ୟେକ ଡିପାର୍ଟମେଣ୍ଟ... ରେ ଫର୍ଜରୀ.. ଚାକିରୀ କରୁଛନ୍ତି

  • @ashokpradhan1210
    @ashokpradhan1210 2 года назад +28

    ଏମିତି ଆହୁରି ଅନେକ ଅଛନ୍ତି ଯାହାଙ୍କର ଯାଲି certificate ଧରି ଚାକିରି କରିଛନ୍ତି।

    • @rasmitabiswal1938
      @rasmitabiswal1938 2 года назад

      Right

    • @saibhakti9021
      @saibhakti9021 2 года назад +2

      Puri jilla maludu high scl re bi nakali certificate dei chakiri karuchhi mora Jane chinha loka.pls tanka head master kichhi step niantu Hindi teacher

    • @swayangpravapanda9127
      @swayangpravapanda9127 2 года назад

      Abe aeta hauni,15-20 barsa agaru b check karantu dekhibe hajar hajar teacher dhara padibe.Department ra officer ,Clark sabu janiki paesa khaeki certificate verification Karu nahanti.

  • @prashantaswain5148
    @prashantaswain5148 2 года назад +13

    ଓଡିଶା ଆଜି ଶିକ୍ଷା ବିଭାଗରେ ବହୁତ ପଛରେ,କାରଣ ଏଥି ପାଇଁ ଦାୟୀ କେବଳ ଓଡିଶା ସରକାର,ଚାକିରି ଦେବା ସମୟରେ ସାର୍ଟିଫିକେଟ ନ ଦେଖି ବିଡା ବିଡା ଟଙ୍କା ନେଇ ନିଯୁକ୍ତି ଦେଇଛନ୍ତି,ଏବେ government ର ସବୁ ଡିପାର୍ଟମେଣ୍ଟ କଡା କଡୀ ଯାଞ୍ଚ ହେବା ଦରକାର.

  • @vikramkesharibehera1616
    @vikramkesharibehera1616 Год назад +2

    All Odisha ରେ ଅଛନ୍ତି

  • @adityabag8844
    @adityabag8844 2 года назад +2

    Jai jagannath

  • @samalsingh522
    @samalsingh522 2 года назад +5

    ଯେଉଁମାନେ ଜାଲ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ, ଯେତେଦିନ ଚାକିରୀ କରିଥିବେ ସେତେ ଦିନର ଦରମା recovari କରାଯାଉ ଏହା ମୁଖ୍ୟତଃ ଦାବି

  • @diptishankarraul7978
    @diptishankarraul7978 2 года назад +25

    Only Teacher nuhe.. Bahut BEO. DEO nka cert. bi bhul achi.. Aga sei Verifying officer nku punishment dia

  • @Deepak9687
    @Deepak9687 2 года назад +13

    2016 ପରଠାରୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନାହିଁ

  • @bhabanibarik3505
    @bhabanibarik3505 2 года назад +16

    Yes Boycott BJD ,
    Change Leader
    SAVE EDUCATION

  • @artabandhupatra5116
    @artabandhupatra5116 2 года назад +2

    ଗଞ୍ଜାମ ରେ ତ କିଛି କିଛି ଧରା ପଡୁଛନ୍ତି, ଅନ୍ୟ ଜିଲ୍ଲା ମାନଙ୍କ ରେ ଜାଲ ସାର୍ଟିଫିକେଟ ଧାରୀ ମାନେ ବଡ ଆରାମ ରେ ଅଛନ୍ତି।

  • @basantadakua9300
    @basantadakua9300 2 года назад +6

    ଆମ ଧରାକୋଟ ବ୍ଲକ୍ ରେ ବି ଏମିତି ଶିକ୍ଷକ ଅଛନ୍ତି। ଦୟାକରି ଯାଞ୍ଚ କରନ୍ତୁ।

  • @GPurusottam369
    @GPurusottam369 2 года назад +11

    High school Teacher exam 2022 ରେ ଗଞ୍ଜାମ ରୁ ଅଧିକ ପିଲା qualify କରିଛନ୍ତି। ଲାଗୁଛି ଏଥିରେ ମଧ୍ୟ ଦୁର୍ନୀତି ହୋଇଛି।

  • @bhaskarbehera7873
    @bhaskarbehera7873 2 года назад +17

    ସେମାନେ ଠିକ କରୁଛନ୍ତି, ଯାଞ୍ଚ କରିକି ଚାକିରୀ ଦେଉଥିବା ସରକାରୀ କଣ ଭୁଲ ନୁହଁକି

  • @omprakashbudula
    @omprakashbudula 2 года назад +7

    ଏ ସବୁ ଯାଣିକି ଓଡିଶା ସରକାର କଣ କରୁଛନ୍ତୀ
    Jago India Jago 🙏🙏🙏🙏

    • @gurucharanbarik2214
      @gurucharanbarik2214 2 года назад +1

      ଭ୍ରଷ୍ଟାଚାର ରେ ଶ୍ରେଷ୍ଠ ପୁରସ୍କାର ଗ୍ରହଣ ସମାରୋହ ଅପେକ୍ଷା ରେ ଚାହିଁ ବସିଛନ୍ତି. ସବୁ ଥିରେ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି, କେବଳ ଭ୍ରଷ୍ଟାଚାର କୁ ଅପେକ୍ଷା.

  • @thechandanentertainment1956
    @thechandanentertainment1956 2 года назад +17

    ଲୋକ କହିବେ କିଏ ନକଲ ଶିକ୍ଷକ କିଏ ନୁହେଁ.... ତମେ ଶଳା କଣ କରୁଛ. Investigation karuno....... ସବୁର ଦାଈ ଏହି ଚୁର officer & BJD government.😡😡😡😡😡
    ଶଳା ମାନେ ସବୁ ମିଶି ଓଡିଶା ରାଜ୍ୟ କୁ ଖାଇଗଲେ. କିନ୍ତୁ ଏଥିରେ ତାଙ୍କର ଭୁଲ କଣ... ଭୁଲ ହେଉଛି ଏହି ଶଳା ସାଧାରଣ ଜନତା ଙ୍କର....500/- ନେଇ ଭୋଟ ଦେବେ........... ଥରେ ଭାବରେ ଏହି ସାଧାରଣ ଲୋକ ଙ୍କ କଥା.🙏🙏🙏
    କଣ ହେବ ଏ ଅନ୍ୟାୟ ପୈଶା 🙏🙏🙏🙏

    • @gurucharanbarik2214
      @gurucharanbarik2214 2 года назад +1

      100 %ସତ୍ୟ, ଏ ରାଜ୍ୟ ଭ୍ରଷ୍ଟାଚାର ପାଇଁ ଶ୍ରେଷ୍ଠ ଜାତୀୟ ପୁରସ୍କାର ଲାଭ କରିବ.

    • @bajinathentertainment5528
      @bajinathentertainment5528 Год назад

      Duplicate certificate re no 1 ODISHA

  • @anasuyadas9230
    @anasuyadas9230 2 года назад +2

    ଲାଜ ଲାଗୁନି,,ସବୁ BEO ମାନଙ୍କ ଖେଳ

  • @pankajmeher3449
    @pankajmeher3449 2 года назад +16

    Jiye documents verification karu6i taku 1st dhara jau .... Chora ta chori Kariba police kna pain a6i tk bujha ..... Documents verification bhala se hauni boli ye hau6iii .....

  • @completesolution6196
    @completesolution6196 2 года назад +15

    First arrest them who got the job giving fake certificate in education department

  • @Bharatchannel99
    @Bharatchannel99 2 года назад +3

    ଏ ସବୁ ଶିକ୍ଷାବିଭାଗ ଦାୟୀ..କାରଣ ଶିକ୍ଷାବିଭାଗ କିଛିବି ଅରଜିନାଲ ଭେରିଫିକେସନ କରାଯାଉନାହିଁ... ଆଉ ଶିକ୍ଷାବିଭାଗ ଲାଞ୍ଚ ନେଇ ଏ ସବୁ କରି ଚାଲିଛି...

  • @bijaysahoo1006
    @bijaysahoo1006 2 года назад +9

    ଶିକ୍ଷାର ସାଟିଫିକେଟ ସହ ସଂପର୍କ ନାହିଁ ପ୍ରଥମ ଭଲ ମଣିଷ ହେବା ଆବଶ୍ୟକ , ବିଦ୍ୟାର ଅଧିକାରୀ ହେଲେ ଯଥେଷ୍ଟ ଭଲ , ତମେ ସବୁ ସାମ୍ବାଦିକ ମାନେ ବଡ଼ବଡ଼ ମୁର୍ଖ ଅଜ୍ଞାନୀ ତମେ ସବୁ ଦେଶ ଦ୍ରୋହି ମାନେ ବଡ଼ବଡ଼ ମୁର୍ଖ ତମ ନେତା ଅଭିନେତା ଉଚ୍ଚଶିକ୍ଷା ବ୍ୟାକ୍ତି ମାନେ ଶେଷରେ ସାମ୍ବାଦିକ ମାନେ ଲୋକଙ୍କ ଜିବନ ଯଉବନ ସବୁ ଜରାଜୀର୍ଣ୍ଣ କରୁଛନ୍ତି ବୋଲି ଯଦି ଆପଣ ମାନେ ଯାଣି ନାହାଁନ୍ତି ଆସନ୍ତୁ , ମୁଁ ଶିଖାଇଦେବି

    • @rashminayak868
      @rashminayak868 2 года назад

      Manjulata Nayak feac teacher ship kariachhi pls verification cetifect dist jajpur pin 754214.pathapur premiere school re teacher ship kariachhi pls check matric ceti.cetifect at Panasuapal p.o. aliabad.ps Balichandrapur.gp kolangiri black Barchna dist jajpur pin 754214.pathapur premiere school

  • @scarlett8667
    @scarlett8667 2 года назад +3

    ସବୁ district ରେ checking ହେଉ।

  • @purnachandrapatnaik.3477
    @purnachandrapatnaik.3477 2 года назад +3

    ବିଦ୍ୟାଳୟ ରେ ଶିକ୍ଷା ତ ଜୀରୋ ଆଉ ଜାଲି ଶିକ୍ଷକ ଆଲୋଚନା କାହିଁକି?

  • @Sekhar17
    @Sekhar17 2 года назад +2

    ସବୁକ୍ଷେତ୍ରରେ ନକଲି କାରବାର ହଉଚି ଆଜ୍ଞା..... ଶିକ୍ଷକ ସେବା ହଉ କି ଆଉ କିଛି ସରକାରୀ କି ବେସରକାରୀ ସେବା... ସବୁଥିରେ corruption ଅଛି.... କେବେ କମିବନି
    ଇଏ...... ଟଙ୍କା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ସମସ୍ତେ.... ମାନବିକତା ଆଉ ନୀତି ନିୟମ ଆଦର୍ଶ ଏସବୁ ମୂଲ୍ୟହୀନ ହେଇଗଲାଣି...... ସେଇ ପିଲାମାନେ ଯେବେ ନିଜେ parents ହେବେ ଆଉ ତାଙ୍କ ପିଲାଙ୍କ ପାଇଁ ସବୁ ଭଲ ଖୋଜିବାକୁ ବାହାରିବେ ସେବେ ସେମାନେ ତାଙ୍କରି ଭଳି ଲୋକମାନଙ୍କ ର ଶିକାର ହେବେ........

  • @Chakaakhisabudekhuchi
    @Chakaakhisabudekhuchi 2 года назад +2

    ଚାକିରି କଲା ବେଳେ କେମିତି govt ଚାକିରି ଦେଲେ ? ଏଇ ତ ଆମ ସରକାର 5T

  • @minaketansethy6877
    @minaketansethy6877 2 года назад +2

    ଭାଇ ମାନେ ସେମାନେ ନବୀନବାବୁଙ୍କର ନିର୍ବାଚନ ମଣ୍ଡଳୀ ଲୋକ। ଦୟାକରି ସେମାନଙ୍କୁ ଛାଡିଦିଅନ୍ତୁ।
    5 T ସଚିବ ଜାଣିଲେ ତାଙ୍କ commission କୁଆଡ଼େ ଗଲା ବୋଲି ପଚାରିବେ।ତେଣୁ ତାଙ୍କୁ ଛାଡିଦିଅ

  • @user-mrbinod01
    @user-mrbinod01 2 года назад +1

    ବାହାଃ ବାହାଃ ରେ ଓଡ଼ିଶା ସରକାର ଏଠି ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଚାକିରୀ ଖଣ୍ଡେ ମିଲିପରୁନି ହେଲେ ଚୋର, ଡକାୟତ , ଯାହା ନାମ ରେ ଥାନାରେ ଶହେ ଶହେ CASE ଥିବ ସେ ଟଙ୍କା ଦେଇ ଚାକିରୀ ପାଉଛି ଆରେ ଓଡିଶା ସରକାର ବି ସେମିତି ଟଙ୍କା ଦେଇ certificate କରିଥିବେ ତେଣୁ ତାଙ୍କୁ ସେ ରାସ୍ତା ଭଲରେ ଜଣା ।👏👏👏
    ଓଡ଼ିଶା ସରକାର ସବୁ ଜଣିକି ଚୁପ୍ କାହିଁକି । ବହୁତ୍ ହେଇଗଲା ଆଉ ନୁହଁ ରାଜ୍ୟ ସରକାର ଆଉ କେତେଦିନ ଏମିତି କାମ କରି ଚାଲିଥିବେ
    ଧନ୍ୟ ରାଜ୍ୟ ଓଡ଼ିଶା
    ଧନ୍ୟ ଏ ରାଜ୍ୟ ସରକାର ।

  • @user-xo7ex1ds2q
    @user-xo7ex1ds2q 2 года назад +9

    Sarkar jetebele nije 9 lacs neiki high school teacher job deuchi seita kana?? Seita media wala nku dekhajauni.?? Naa dara laguchi sarkaar nko birodhare kahiba pai..

  • @ranjansahu2422
    @ranjansahu2422 2 года назад +1

    Not only in ganjam but also in all over odisha.

  • @kodandachinda3908
    @kodandachinda3908 2 года назад

    ନବୀନ ରାଜନୀତି ଏମିତି ହୁଏ।

  • @Jitendramuduli721
    @Jitendramuduli721 2 года назад +2

    Give him best teacher award

  • @ganesh4083
    @ganesh4083 2 года назад +1

    ଗୁରୁନୁହେ ଦେଶର ଅର୍ଥ ଖାଉଛନ୍ତି

  • @rasmitababu7094
    @rasmitababu7094 2 года назад +4

    I think ganjam dist ru abhali case besi aasuchi and corruption b besi heuchi

  • @chandanpatra4902
    @chandanpatra4902 2 года назад +5

    I have 5 years staying in home
    No teacher requirements now

  • @omprakashbudula
    @omprakashbudula 2 года назад +3

    ସେ ସବୁ ଜାଣି କି falu News ଦେଖାଉଛ Real News ଦେଖାଉନ ସବୁ ଜାଣି କି ଚୁପ୍ ଅଛ , ଓଡ଼ିଶାରେ କେତେ Corruption ହେଉଛି ତାର ଗଣତି ନାହିଁ well candidate ପିଲା job ପାଉ ନାହାନ୍ତି
    15 lakh ଦିଅ job ନି ଅ, ଏ ସବୁ ଚାଲିଛି ପୁରା Open ଚାଲିଛି

  • @epsilonnaught6035
    @epsilonnaught6035 2 года назад +4

    Ganjam ta sabu bele famous.. Tapaswini case au fake teacher n corruption level

  • @sim295
    @sim295 2 года назад +2

    Ai ସରକାର ଚେଞ୍ଜ ହବା ଦରକାର

    • @shivom9286
      @shivom9286 2 года назад

      Hm.. Whatsapp.. Facebook.. Twiter and RUclips re hi change haba.. Election asile chicken mada and 500tanka dei puni jitiba... Jou dina jaen BJD achhi.. Kehi taku harei paribeni

  • @suryanarayansethi6361
    @suryanarayansethi6361 2 года назад +5

    southern odisha re emiti bahut case achi, not only in ganjam !!

  • @completesolution6196
    @completesolution6196 2 года назад +3

    Govt should check immediate within one to two months after getting appointment

  • @artabandhupatra5116
    @artabandhupatra5116 2 года назад

    ନିଯୁକ୍ତି ପାଉଥିବା ପ୍ରତ୍ୟେକ ବ୍ଯକ୍ତି ଙ୍କ ପ୍ରତ୍ୟେକ ପ୍ରମାଣ ପତ୍ର ସମ୍ବନ୍ଧିତ ବୋର୍ଡ /ୟୁନିଭରସିଟି ରୁ ଯାଞ୍ଚ କରିବା ବାଧ୍ୟତାମୂଳକ ହେଉ।

  • @chandrasekharkanhar7021
    @chandrasekharkanhar7021 2 года назад +3

    ଏଠି ସରକାରଙ୍କ ଦାୟୀତ୍ବ ବୋଲି କିଛି ନାହିଁ। ବିଡ଼ା ବିଡ଼ାଏ ଟଙ୍କା ନେଇ କହୁଛି ..... ତମେ ମତେ ଭୋଟ ଦିଅ , ଆଉ ଗାଣ୍ଡି ମରା ମୁରି ହୁଅ । ଏଠି ସରକାର ବଡ଼ ଚାଲାକ ।ଏମିତି ଲୋକଙ୍କୁ ଧରା ପାଇଲେ କଣ ପାଇଁ ମୁକୁଳେଇ ଦେଉଛି ।କାରଣ ସେମାନଙ୍କ ଠାରୁ ସରକାର ବିଡ଼ାଏ ବିଡ଼ାଏ ଟଙ୍କା ପାଉଛି ।

  • @Nabaghana7953
    @Nabaghana7953 2 года назад

    Very good 👍👍👍

  • @shaindribehera9019
    @shaindribehera9019 2 года назад +7

    if this news is true , then what the IAS , OAS officers who are in-charge of the department are doing ????

  • @KGCC19
    @KGCC19 Год назад

    ଯାଞ୍ଚ କରୁଥିବା ଅଧିକାରୀ ବୋଧେ ନକଲି !!

  • @Sakunimama9
    @Sakunimama9 Год назад

    ଏମିତି ଗୋଟେ ଦଲାଲ୍ ଅଛି ତା ନା ସୁଶାନ୍ତ ପତି, ବ୍ଲକ୍ - ବାଲିକୁଦା Jagatsinghpur ର, ବହୁତ୍ ପିଲା ମାନଙ୍କୁ fake certificate ଦେଇଛି। ପ୍ରମାଣ ବି ଅଛି। ମୁଁ ତା ଘର ଦେଖିନି, ଦେଖି ଥିଲେ ସେ ଶଳା କୁ ବିଚ୍ ରାସ୍ତା ରେ ଗୁଳି କରି ଦିଅନ୍ତି । ଯାଜପୁର କେନ୍ଦ୍ରାପଡା, Jagatsinghpur ର ବହୁତ୍ ପିଲା ମାନଙ୍କୁ ଠକିଚି

  • @gangadhardash3430
    @gangadhardash3430 2 года назад +1

    ଜାଲ୍ ଶିକ୍ଷକ ଏକ ସାମାଜିକ ବ୍ୟାଧି , ଗୁରୁତର ସମସ୍ୟା ।
    ଜଣେ ଶିକ୍ଷକ ଙ୍କ ଉପରେ ସାମାଜିକ ପୁନର୍ଗଠନ ନିର୍ଭର କରେ । କିନ୍ତୁ ଦୁଃଖର କଥା ଏଭଳି ଜାଲ୍ ଶିକ୍ଷକ ଙ୍କ ପାଖରେ Content Knowledge, professional skill ନ ଥାଏ । ଆଉ ଉଚିତ୍ ମାନସିକତା ତ ଦୂରର କଥା ।
    ଆଜିର ସମୟରେ Quality Education, Constructive Approach,
    Hand -on-learning , Technology Oriented Approach ଉପରେ ଗୁରୁତ୍ୱ ଦିଆଯାଉଛି।
    ଏହି ଶିକ୍ଷକମାନେ ଆଜିର ଆଧୁନିକ ଶିକ୍ଷା କ୍ଷେତ୍ରରେ Innovation, Quality କୁ କେମିତି ଆଣିପାରିବେ ???
    ଏଭଳି ପରିସ୍ଥିତି ସୃଷ୍ଟି କରି ଥାନ୍ତି ଦୁଇଟି ଗୋଷ୍ଠୀ ।
    ୧- ଜାଲ୍ Certificate ତିଆରି କରି ବିକୁଥିବା ବ୍ୟକ୍ତି
    ୨- Verification ବେଳେ ଜାଣିଲେ ବି ନଜାଣିଲା ପରି ଚୁପ୍ ରହି ଥିବା ସରକାରୀ କର୍ମଚାରୀ ।
    କେବଳ ଜାଲ୍ ଶିକ୍ଷକଙ୍କୁ ଦଣ୍ଡ ଦେଇଦେଲେ ସମସ୍ୟା ଟଳିବ ନାହିଁ । ସବୁ ସ୍ତରରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।
    ନଚେତ୍, ଉଭୟ ଗୋଷ୍ଠୀ ପ୍ରୋତ୍ସାହିତ ହେବେ। ସମସ୍ୟା ଘେରରେ ସମାଜ ରିହିଥିବ।
    କଳିଙ୍ଗtv ଏ ବିଷୟରେ ଆଲୋଚନା କରୁଥିବାରୁ ଅନେକ ଅନେକ ଧନ୍ୟବାଦ ।

  • @completesolution6196
    @completesolution6196 2 года назад +2

    Govt kana pain check kariba na jouthe govt nije money neiki appointment douchi se kana check kariba

  • @dasarathapradhani3986
    @dasarathapradhani3986 2 года назад +5

    Govt dayee

  • @kishorkarmi974
    @kishorkarmi974 2 года назад +1

    Jt posting pain madhya prayas kariba uchit

  • @srikantamishra1755
    @srikantamishra1755 2 года назад

    ଓଡିଶା ପ୍ରାଥମିକ ଶିକ୍ଷକ ଙ୍କ pay scale କିପରି ସର୍ବଭାରତୀୟ ସ୍ତର ହୋଇ ସମ୍ମାନଜନକ ହୋଇପାରିବ, ସାମ୍ବାଦିକ ବନ୍ଧୁମାନେ ଏକଥା ଉପରେ ଗୁରୁତ୍ୱ ଦିଅନ୍ତୁ l ଓଡିଶା ପ୍ରାଥମିକ ଶିକ୍ଷକ ଙ୍କ pay scale ଭାରତରେ ସର୍ବନିମ୍ନ ରହିଲେ ଏହା ବି ଲଜ୍ୟା ଜନକ ଘଟଣା ନୁହେଁ କି?

  • @AMAREDUCATION
    @AMAREDUCATION 2 года назад

    ଯଦି ଶଙ୍କରାଚାର୍ଯ୍ୟ ନକଲି ମିଳୁଛନ୍ତି
    ନକଲି ଶିକ୍ଷକ ମିଳିବାରେ ଅସୁବିଧା କଣ

  • @lalitmohanmishra3561
    @lalitmohanmishra3561 2 года назад

    ସବୁ govt servant ଙ୍କ certificate ଆଉ ଥରେ varification କରାଯାଉ

  • @manojkumarbag1660
    @manojkumarbag1660 2 года назад

    ଓଡିଶା ରେ ଶିକ୍ଷା ମନ୍ତ୍ରୀ ଟଙ୍କା ଖାଉଛି
    ବାକି କଥା କୁ ଛାଡ....

  • @saratchandrakisan37
    @saratchandrakisan37 2 года назад +1

    Arrest the froud teachers.and put them immediately in jail. Investigation should be transparent otherwise they will escape in lekuna and shall make great disaster in education system for the result of which social devastation will be start

  • @prassansahoo9988
    @prassansahoo9988 2 года назад +3

    Sikhya ka post 10-15 lakh re bikiri kale kn haba au...

  • @akshayamallick5543
    @akshayamallick5543 2 года назад +1

    ଏ ରାଜ୍ଯ କୁ ଭଲ ସାଷକ ଦରକାର.....!

  • @dibyamedia8154
    @dibyamedia8154 2 года назад +5

    Boycott BJD 2024

  • @kumodmunda7662
    @kumodmunda7662 2 года назад +2

    Fake teachers mananku bahar Kari new teachers posting karajau jatha sighra

  • @shreeexpress5745
    @shreeexpress5745 2 года назад

    ସବୁ ନକଲି. Certificate ନକଲି, ଖାଦ୍ୟ ନକଲି, ଲୋକ ନକଲି,

  • @chandrasekharmohanta6334
    @chandrasekharmohanta6334 2 года назад

    Mayurbhanj re bohhut achhanti but kichhi action nounahhanti BEO mane

  • @nalinibag1349
    @nalinibag1349 2 года назад

    Power of samira das aapana mane khusi ta

  • @littlesoren8650
    @littlesoren8650 2 года назад +12

    Whole department involve

  • @pkb9022
    @pkb9022 2 года назад +2

    Jal certificate ku OPTRMS kemiti NCTE approval deuchanti

  • @srisaidesignvastu9209
    @srisaidesignvastu9209 2 года назад

    ଗଣ ଶିକ୍ଷକ ମାନେ କାହିଁକି ଵ୍ୟାକ ଡୋର ରେ ପଶିଛନ୍ତି ?

  • @crpkmishra7484
    @crpkmishra7484 2 года назад

    ଏ ମାଆଗିଆ ବୁଢା, ବାଳ କଥା କହୁଛି, ମାଆଗିଆ ଅନେକ ct ସ୍କୁଲ ଖୋଲିଲେ ବାଳ ତମ ପିଲା ଉଛୁଳେଇ ଦେବେ..ଆଉ... ଚୋର ସବୁବେଳେ ଚୋର ହିଁ ରହିବେ।

  • @rajeshkumarbehera7732
    @rajeshkumarbehera7732 2 года назад +1

    But jane teacher c.t kari o.t.e.t pass Kari 6000 darama re gana sikhya re kama karuchanti au athi bita o.t.e.t re loka 60000 pauchanti waw ki niyama 🙏😀

  • @simanchalpanda331
    @simanchalpanda331 5 месяцев назад

    This question should be asked to Nabin pattnayak.Nirlaj Nabin again wants to be the CM of odisha.

  • @diptishankarraul7978
    @diptishankarraul7978 2 года назад +2

    Se teacher nkara kichi bhul nahi.. Bhul achi sei verifying officer nkara...... Tanku aga dhara jau....

    • @mrutyunjaydash94
      @mrutyunjaydash94 2 года назад

      Paisa deiki sabu khela .....deba loka aau neba loka 2 jana bhul .

  • @santoshkhuntia4758
    @santoshkhuntia4758 Год назад

    Pura Odisha re re-cheking Kara jau sabu department re fake certificate re bahuta Sara loka mane service karechanti sabu department re checking karajau police department re be fake documents deki chakire karechanti

  • @gajen4026
    @gajen4026 2 года назад +2

    This is the effect of bjd govt

  • @sachiparida7111
    @sachiparida7111 2 года назад

    Selection process should be done much sufficient before so that government can get time to isse appointment order for joining.

  • @gurukrushnapanda9292
    @gurukrushnapanda9292 2 года назад +1

    Thik se certificate verification kale bahut baharibe

  • @sundargarhtv
    @sundargarhtv Год назад

    Wah ki news

  • @asisapradhan8192
    @asisapradhan8192 2 года назад +1

    Mo pari aneka pila chakiri paipari nahanti ehi jali Certificate teacher dhari Pau.

  • @allrounderchannel2683
    @allrounderchannel2683 2 года назад

    Sabu block re Baharu investigation officer aasi Samasta primary teacher manankara certificate janch karantu .

  • @AshaRani-hm1pu
    @AshaRani-hm1pu 2 года назад

    bhala haichi...

  • @raghumaninayak9593
    @raghumaninayak9593 2 года назад +1

    Eita mukhya mantrinka jilla tebe mukhya mantri kan karuchhanti.eha kan sikshya bibhagar daita nuhen ki,Khali vote pain rajaniti chalichhi Odishare .

  • @Bibhudutta80
    @Bibhudutta80 2 года назад

    ଯଜ୍ଞ

  • @chandanpatra4902
    @chandanpatra4902 2 года назад +1

    CT bed pila malo malo gharre bosi6onti sir milibeni kn kohu6onti

  • @sachiparida7111
    @sachiparida7111 2 года назад

    Enquiry should be done in other deptts.

  • @sarathimalik6299
    @sarathimalik6299 2 года назад +1

    A govt employees kn karuchanti verification time re

  • @brajagopalsahu3
    @brajagopalsahu3 2 года назад +1

    Sabu District re Janch heu

  • @pramodguruofficial
    @pramodguruofficial 2 года назад

    Arreste him/her & recover all money from his service & send to jail

  • @subashpanigrahi2136
    @subashpanigrahi2136 Год назад

    Odisha sara achhanti..... health au education department re

  • @rnm3415
    @rnm3415 2 года назад +1

    Media bhaimane apananku request ki ehibhali problem ra solve apana mane nhi kariparibe. Government upare pressure pakai odisha ra nua sakala aniparibe. Dukhara bisaya 6month purbaru aei case dekhaithile but aji parjyanta ehara asu samadhan bi heinai olata badhichi. So please 🙏🙏🙏🙏apana mane nhi Daya karantu odisha ra nua candidate nku aau sikhya byabastha ku. Jai Utkal.

  • @englishsikshya5722
    @englishsikshya5722 2 года назад

    This year ganjam has more cht qualified candidate...how rubbish....ganjam currupted

  • @dillippathi8139
    @dillippathi8139 2 года назад +1

    Nakali sir achhanti balesore re

  • @karmihembram8111
    @karmihembram8111 2 года назад +3

    Jaumanank thick data achhi semane job paunahanti au ei churo gudako kemiti posuchhanti athiro karan nabin sarkar

  • @kodandachinda3908
    @kodandachinda3908 2 года назад

    👍

  • @jagannathpatnaik8409
    @jagannathpatnaik8409 2 года назад

    2022 teacher appointment pain 1000000 lekha kick back hoichhi appointment paibe.

  • @brevisni6540
    @brevisni6540 2 года назад +1

    Se samayare govt kuade jaithila,soipadithila
    Govt sabu janichhi,

  • @babitasahu7886
    @babitasahu7886 2 года назад +1

    Emiti jeunmanka teacher heba ku eligible nuhanti semane pau6nti au jeunmane eligible semane bekar hoi bulu6nti

  • @nalinibag1349
    @nalinibag1349 2 года назад

    Gotia district re atiki Hele all odisha re kete

  • @shishirpradhan7870
    @shishirpradhan7870 2 года назад +2

    In other departments you also find fake certificates.

  • @anilpanigrahi1140
    @anilpanigrahi1140 Год назад

    Certificate Original ki duplicate kemiti janibu sethipain verification center kholajau, Nagarjuna university re bed karichhi

  • @completesolution6196
    @completesolution6196 2 года назад +1

    Right now govt has planned to diminish the education system in Odisha

  • @pravakarchand
    @pravakarchand 2 года назад

    Kejriwal ji Odisha me anaa padega

  • @jazmanikeyboardking1899
    @jazmanikeyboardking1899 2 года назад

    Emane kipari dhara padanti.upaya batei diantu.ama block re bahut achhant.

  • @trilochansahu8167
    @trilochansahu8167 2 года назад

    Ebe jou recruitment sarila jadi ta upare investigation hue tebe bahut pila bi dhara padibe

  • @kailashojha8502
    @kailashojha8502 2 года назад +3

    Aagaru soithila Naa tanka delana hi,total edu dept envelope