Controversy Erupts Over Opening of Ratna Bhandar as Devotee Raises Questions | NandighoshaTV

Поделиться
HTML-код
  • Опубликовано: 19 авг 2024
  • #puri #jayjagannath #ratnabhandar
    Controversy Erupts Over Opening of Ratna Bhandar as Devotee Raises Questions
    ମହାପ୍ରଭୁ ଜଗନ୍ନାଥ ନଥିବା ବେଳେ ରତ୍ନଭଣ୍ଡାର ଖୋଲା ଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ହଜିଲା ଚାବି କେଉଁଠୁ ଆସିଲା ବୋଲି କଲେ ପ୍ରଶ୍ନ । ଜଗନ୍ନାଥଙ୍କ ପାଖକୁ ଆଜ୍ଞାମାଳ ଆସିବାକୁ ନେଇ ବଢ଼ିଲା ଅସନ୍ତୋଷ । ଶୁଣନ୍ତୁ, ରତ୍ନଭଣ୍ଡାର ଓ ଆଜ୍ଞାମାଳକୁ ନେଇ କ’ଣ କହୁଛନ୍ତି ଗଜା ଭକ୍ତ
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 575

  • @subhransudalai8360
    @subhransudalai8360 Месяц назад +232

    ରାମ ଙ୍କ ନାଁ ରେ ରାଜନୀତି ରେ ଅଯୋଧ୍ୟା ଗଲା, ହରିଦ୍ଵାର ଗଲା, ରାମେଶ୍ବର ବି ଗଲା, ଜଗନ୍ନାଥ ଙ୍କ ନାଁ ନେଇ ରାଜନୀତି ରୁ ଓଡ଼ିଶା ବି ଯିବ।

  • @Statusworld-fp2zj
    @Statusworld-fp2zj Месяц назад +31

    ପ୍ରଭୁ ଙ୍କ ବିନା ପ୍ରଭୁ ଙ୍କ ରତ୍ନ ଭଣ୍ଡାର ଖୋଲିବା ଟା ଠିକ୍ ହେଲାନି ଆଜ୍ଞା ।ପ୍ରଭୁ ଙ୍କୁ ନେଇ ରାଜନୀତି ମହଙ୍ଗା ପଡ଼ିବ ସମୟ କୁ ଅପେକ୍ଷା।ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏

    • @janhitkari4244
      @janhitkari4244 Месяц назад

      prabhunku bhika mageila mahanga padila😂

  • @SantoshKumar-wz1vo
    @SantoshKumar-wz1vo Месяц назад +111

    ଭାଇ ଘରର ମାଲିକ ନ ଥିବା ବେଳେ ତାଙ୍କ ଘରର ଆଲମାରୀ ଖୋଲିବା ଭଦ୍ରା ମି ନା ଚୋରୀ

    • @ashoksend1717
      @ashoksend1717 Месяц назад +4

      Ea ama tama pari ghara malika nuhe , 25 years hela tume kuade soithila , , " Thakura ghare kea - Ans ' Na mu kadila khani nahi"

    • @sunilsmaths
      @sunilsmaths Месяц назад +5

      Chori

    • @DiptiMohapatra-vb2dl
      @DiptiMohapatra-vb2dl Месяц назад +2

      Bhai siea bhagaban manisa nuha bhagaban na chahnithile ratna vandar kholiba ta bahut durara Katha sethiki kehi jaibi pari nathante

    • @user-ww2hr7ry2x
      @user-ww2hr7ry2x Месяц назад +2

      Chore

    • @shivarampradhan8049
      @shivarampradhan8049 Месяц назад +2

      Chori

  • @himanshujena8238
    @himanshujena8238 Месяц назад +27

    ଲାଗୁଛି ୟେ ବ୍ୟକ୍ତି ଜଣଙ୍କ reporter ଭାଇ ଙ୍କୁ ଖାଇଦେବେ। କିନ୍ତୁ ଠିକ୍ କଥା କହିଛନ୍ତି ।

  • @mrsahuhk1972
    @mrsahuhk1972 Месяц назад +97

    ଏଣ୍ଡୁଅ ସରକାର । ସବୁବେଳେ ରଙ୍ଗ ବଦଳେଇବ ।

    • @DulceMaria25723
      @DulceMaria25723 Месяц назад +2

      @@mrsahuhk1972 Seems you are most loyal BJD blind devotee

    • @rajkumarbehera4743
      @rajkumarbehera4743 Месяц назад

      @@mrsahuhk1972are mg.. Endua govt. Nuha Tu helu neula..
      Nadiara 3ti kana tate mo bandooo ta jana mg..

    • @mrsahuhk1972
      @mrsahuhk1972 Месяц назад

      @@DulceMaria25723 No Dear I have seen The Odisha before 2000 and seeing the transformation now. I have travelled most part of India. I find the difference. Thank you sir for your compliment.

    • @mrsahuhk1972
      @mrsahuhk1972 Месяц назад

      @@DulceMaria25723 And I never earned single rupees from any government in my life in any form

    • @mrsahuhk1972
      @mrsahuhk1972 Месяц назад

      @@DulceMaria25723 I was aslo a blind devotee of Bajpayee Jee

  • @fatefaith5147
    @fatefaith5147 Месяц назад +64

    ଡାଲି ଚପଲ ଫୋପଡିବା ବଳ,କଳାପତାକା ଦେଖେଇବା ବାଲା, ଦାରୁ ପିଇବା ବାଲା ଯଦି ମନ୍ତ୍ରୀ ହେବେ, ଆଗଟା ବୁଝିପାରୁଥିବେ

    • @TituMohakud-ed6lo
      @TituMohakud-ed6lo Месяц назад +2

      25. Years sarkar loot kole sate bele kouthi thile sir 😂😂😂😂😂😂😂😂😂😂😂😂😂😂😂😂😂😂😂😂😂🎉🎉🎉🎉

    • @ayush1725
      @ayush1725 Месяц назад

      ​@@TituMohakud-ed6loAei odisha re hin thile au bjp ra mla mp manankara black money ku bjd sarkar jau loot karuthila seta dekhuthile

    • @soumyasriyansh9867
      @soumyasriyansh9867 Месяц назад

      Hmm bhai 25yr odisha jaha khola heithila a 1month re adhika loot kalenii​@@TituMohakud-ed6lo

  • @ManojKumar-vj6mr
    @ManojKumar-vj6mr Месяц назад +38

    ରାଜନୀତି କରିକି ଗାଁ ଖାଇଲେ ପରେ ଦେଶ ଏବେ ରାଜ୍ୟ ଖଣି ପାଣି ବିମାନ ରେଳ ବିକି ନିଲାମ କରି ଏବେ ଜଗନ୍ନାଥ ଧନ ଉପରେ ଆଖି ହେ ଓଡିଶା ବାସି ଆଉ ଆମେ କେବେ ଜାଣିବା ନା ଏମିତି ଅନ୍ଧ ହୋଇ ଡେଇଁବା

    • @arjunsa6195
      @arjunsa6195 Месяц назад +1

      Tume katakia Mane dekha

    • @ManojKumar-vj6mr
      @ManojKumar-vj6mr Месяц назад +3

      @@arjunsa6195 ଆମେ କଟକିଆ ନୁହେଁ ଆମେ ପୁରୀ ପିଲା

    • @SRcreations138
      @SRcreations138 Месяц назад

      ​@@ManojKumar-vj6mr Tamara besi podu thiba na 😂😂

    • @ManojKumar-vj6mr
      @ManojKumar-vj6mr Месяц назад

      @@SRcreations138 ପୋଡା ତ ତାଙ୍କର ହେଉଥିବ ଯେଉଁମାନେ ସରକାର ଦଳରେ ଅଛନ୍ତି

    • @SRcreations138
      @SRcreations138 Месяц назад

      @@ManojKumar-vj6mr 24 Barsha re kan Karu thila ki abe sabu Mane paduchi

  • @dingarmajhi1964
    @dingarmajhi1964 Месяц назад +15

    ଭାଈ ତମେ ତ ନିଜେ କହୁଛ ସାରା ବ୍ରହ୍ମାଣ୍ଡର ନାଥ । ତାହେଲେ ରତ୍ନଭଣ୍ଡାର କ'ଣ ବ୍ରହ୍ମାଣ୍ଡର ବାହାରେ ଅଛି କି ?

  • @kabitamohapatra5530
    @kabitamohapatra5530 Месяц назад +25

    ସମୟକୁ ଅପେକ୍ଷା କରନ୍ତୁ।ବ୍ୟସ୍ତ କାହିଁକି ?

  • @deepakkumarnayak7831
    @deepakkumarnayak7831 Месяц назад +25

    ଏ ସବୁ ପ୍ରହସନ, ସବୁର ହିସାବ କାଳିଆ ପାଖରେ ଅଛି ସମୟ ଆସିଲେ ମିଳିଯିବ, ଜୟ ଜଗନ୍ନାଥ 🙏

  • @manojrout8551
    @manojrout8551 Месяц назад +10

    ଭାଇ ଏ ରତ୍ନଭଣ୍ଡାର ଖୋଲାଯିବା ଚୋର ର ପରିଚୟ କାହିଁକି ନା ପ୍ରଭୁ ଜଗନ୍ନାଥ ମନ୍ଦିରରେ ନାହାନ୍ତି , ତାଙ୍କ ରତ୍ନଭଣ୍ଡାର ଖୋଲାଯିବା ଏହା ହଉଛି ଚୋର ର ପରିଚୟ

  • @aiamoodisha
    @aiamoodisha Месяц назад +5

    ରେ ମୂର୍ଖ ମହାପ୍ରଭୁ କୋଉଠି ନାହାଁନ୍ତି କହ । ନନ୍ଦିଘୋଷ ମିଡ଼ିଆ ସମ୍ବାଦ ପାଉ ନାହାଁନ୍ତି କଣ ଆଉ କରିବ

  • @engineerbro7520
    @engineerbro7520 Месяц назад +2

    ଏତେ ଜଗନ୍ନାଥ ପ୍ରେମ ଯଦି ଝରି ପଡୁଛି ସେତେବେଳେ କୁଆଡେ ଯାଇ ଥିଲୁ ବେ ଯେତେ ବେଳେ BJD ସରକାର ଜଗନ୍ନାଥଙ୍କୁ ଡାଲା ଅଟୋ ରେ ବସେଇ ଦ୍ଵାର ଦ୍ଵାର ବୁଲେଇ ଭିକ ମାଗିଲା ? ୨୫ ବର୍ଷ ଶାସନ କାଳ ରେ କଣ ପାଇଁ ରତ୍ନ ଭଣ୍ଡାର ଖୋଲି ପାରିଲ ନାହିଁ ?

  • @laxmidharaparida8353
    @laxmidharaparida8353 Месяц назад +9

    ଭାଇ ଏଇ କଥା ମୋ ପ୍ରଶ୍ନ 👍

  • @ashisswain8499
    @ashisswain8499 Месяц назад +18

    Right bhai

  • @KarunakarDhani-eo2sl
    @KarunakarDhani-eo2sl Месяц назад +3

    ଏହି ଲୋକ ଟି ସବୁଠାରୁ ବଡ ଭାଣ୍ଡାମି।ଏହା କଥାରୁ ଜଣା ପଡୁଛି। ଏ ନିଶୁଆ ଭୁସ ପଣ୍ଡିତ ଆଉ ସବୁ ମୂର୍ଖ।

  • @mithunabhoi8732
    @mithunabhoi8732 Месяц назад +2

    ଜୟ ଜଗନ୍ନାଥ କଣ ଚୋର କି
    ଚୋର ଘରକୁ ସର୍ଚ୍ଚ କରାଯାଏ
    ମାଲିକ ନଥିବା ସମୟରେ 🙏🙏🙏

  • @debasissahu2637
    @debasissahu2637 Месяц назад +16

    ଘର ମାଲିକଙ୍କ ବିନା ଉପସ୍ଥିତିରେ ତାଲା ଭାଙ୍ଗି ଭଣ୍ଡାର ଖୋଲିଦେଲେ। ସତେ ଯେମିତି ବୋହୁତ ବାହାଦୂରୀ କାମ ଟା କଲେ।

  • @DurganayakSasmita
    @DurganayakSasmita Месяц назад +16

    Right right sir

  • @debasisdas5153
    @debasisdas5153 Месяц назад +2

    ରତ୍ନ ଭଣ୍ଡାର ଫିଟିଲେ ତମେ ମାନେ ଏତେ ଭୟ କାହିଁକି 😂

  • @user-pu9qo1sg6p
    @user-pu9qo1sg6p Месяц назад +1

    ସମସ୍ତେ ଦଣ୍ଡିତ ହେବେ। ଭଗବାନଙ୍କ ଦରବାରରେ କେହି ଖସି ପାରିବେ ନାହିଁ।ପ୍ରଭୁ ସମସ୍ତଙ୍କର କାର୍ଯ୍ୟକଳାପ ଦେଖୁଛନ୍ତି। ମହାପ୍ରଭୁଙ୍କ ଭଣ୍ଡାର ଘର ଖୋଲି ଆମେ କିଏ ଦେଖିବାକୁ।ନେତା ଗିରି,ଅଫିସର ପଣିଆ ସବୁ ଛଡେଇ ଦେବେ ମହାପ୍ରଭୁ କାଳିଆ ସାଆନ୍ତେ। ଅପେକ୍ଷା କରନ୍ତୁ।

  • @chandanmishra920
    @chandanmishra920 Месяц назад +1

    ପୁରୀ ଲୋକ ହେଇଛ
    ସକାଳ ପାଇଲେ ଜଗନ୍ନାଥଙ୍କ ନାମ ଶୁଣୁଛ ତଥାପି ଜ୍ଞାନ ନହିଁ
    ଆରେ ଭାଇ ପ୍ରଭୁ ରଥରେ ଥିଲାବେଳେ ବି ସୁନାବେଶ ପାଇଁ ରତ୍ନଭଣ୍ଡାର ଖୋଲାହୋଇ ସୁନା ଗଲେ ବେଶ ହୁଅନ୍ତି ମହାପ୍ରଭୁ

  • @deepakkumarjena5752
    @deepakkumarjena5752 Месяц назад +1

    ଭାଇ ଯାହା କହିଲେ ପୁରା ଠିକ୍ କଥା କାଳିଆ ସାଆନ୍ତ ପୁରା ବିଶ୍ଵର ମାଲିକ ତା ଭଣ୍ଡାର ଖୋଲିବାକୁ ତମେ କିଏ ପ୍ରହସନ ଚାଲିଛି ରାଜନୀତି ବନ୍ଦ କର

  • @manindrakumarmohanty3627
    @manindrakumarmohanty3627 Месяц назад +1

    ଚାବି ଆଜ୍ଞା ମନ୍ଦିର ଆଗରେ ଗୋଟେ ମୁଚି ପାଖରୁ ବିଜେପି ଦଳ ର ନେତା ଓ ମନ୍ତ୍ରୀମାନେ ଆଣିଲେ

  • @jamesrinku1995
    @jamesrinku1995 Месяц назад +1

    ଆରେ ଭାଈ ଜଗନ୍ନାଥ ମାଲିକ ନା ରାମ ମାଲିକ decide kari କୁହନ୍ତୁ । ଏଇଠି ଭଗବାନ ନାଆଁ ରେ କିଲୋ କିଲୋ ସୁନା ଚୋରି ହେଲାଣି ଧନ୍ୟ ରେ ଚୋର ସରକାର

  • @dilipsamal4536
    @dilipsamal4536 Месяц назад +1

    ଏମିତି କରିବା ଠିକ ନୁହଁ ଜଗନ୍ନାଥଙ୍କ ଭଣ୍ଡାର ଖଲିବା ଠିକ ନୁହଁ

  • @JayJagannath0307
    @JayJagannath0307 Месяц назад +12

    Jay Jagannath 🙏

  • @kailashnayak3775
    @kailashnayak3775 Месяц назад +36

    Cm kichhi janini modi ta bopa jaha kahiba sie kariba

    • @SKJ-vh8kv6rp9l
      @SKJ-vh8kv6rp9l Месяц назад +2

      ତମ ନବୀନ କଣ ଛୋଡୁଥିଲା ପାଣ୍ଡିଆନ୍ ବୃଦ୍ଧିରେ ଚାଲୁଥିଲା

    • @subashdash4944
      @subashdash4944 Месяц назад

      Nabinara bopa thila pandu.Bjd balanka Munda au kama karuni.Agaku dekha kn hauchhi..Pagala heijiba

    • @shasikanta1234
      @shasikanta1234 Месяц назад

      ଭଲ ହେଇଚି bjd ବହୁତ ଗାଣ୍ଡି ମରିଚି... ଏବେ ଫାଟୁଚି ନାଇଁ 😜😜

  • @prakashkumarjena.babusan.n3760
    @prakashkumarjena.babusan.n3760 Месяц назад +1

    ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର

  • @user-me8vi1gi2c
    @user-me8vi1gi2c Месяц назад +1

    ବରତ ମାନ ବିଜେଡ଼ି ବାଲାଙ୍କ ପିଚାରେ ପରମାଣୁ ବମା ଆଟାକ ହେବ ଧରଜ ଧର ବୁଲୁଡୁଜର ଚଢି ଚଢି ଆସୁଛି ଅପେକ୍ଷା କର ଚାକୁଡାଁ କଣ କଣ ଆଉ ବାଳ ଉଠିବନା ନିଜେ ଖଲି ଦେଖାଇଲନି ଫଡ ଫଡ ହେଉଚି

  • @rakeshgiri9373
    @rakeshgiri9373 Месяц назад +1

    Thank you 🙏 brother

  • @marndi3221
    @marndi3221 Месяц назад +3

    ରତ୍ନ ଭଣ୍ଡାର ଖୋଲିଲେ ଆମ ଓଡ଼ିଶା ବାସୀ ହିନ୍ଦୁ ମାନଙ୍କର କଣ ଲାଭ ...? 🤔🤔🤔 ସବୁ ଜିନିଷ ତ ଜଗନ୍ନାଥଙ୍କର ।

  • @sidheswarsahoo7199
    @sidheswarsahoo7199 Месяц назад +10

    ଆରେ ଭାଇ କଣ ଅସୁବିଧା ହେଲା ଏତେ ଗାଲୁଆମୀ କଣ

  • @kanhucharanpradhan7112
    @kanhucharanpradhan7112 Месяц назад +5

    ଜଗନ୍ନାଥଙ୍କ ଇସାରରେ ସବୁ ହଉଛି ସେ ନ ଚାହିଁଥିଲେ କିଛି ହେଇନଥନ୍ତା ଏ ଲୋକ ଗୁଡାକ ଖାଲିଟା ରେ ଗପୁଛନ୍ତି। ନିଜେ ତ କିଛି କରିପାରିବେନି ଯଦି କିଏ ଭଲ କରୁଛି ସହି ପାରୁନାହାନ୍ତି

  • @bichitrasatapathy1229
    @bichitrasatapathy1229 Месяц назад

    ପ୍ରକୃତରେ.... ଗୋଟେ ପ୍ରହସନ ଚାଲିଛି..

  • @AmagaanAmaSORO
    @AmagaanAmaSORO Месяц назад

    Best speach very very best

  • @pravakarparida3745
    @pravakarparida3745 Месяц назад +4

    ଶଳା ପାଗଳ ଟା

  • @brajakishorepadhi4022
    @brajakishorepadhi4022 Месяц назад +1

    ଗପ ବଡ ସଜେଇ କି କହୁଚୁ। ଆମେ ବୋକା ବୋଧେ। ଏତିକି କାମ ବିଜେଡି ତ କଲାନି। ରତ୍ନ ଭଣ୍ଡାର ଚୋର ବିଜେଡି ନବୀନ ସରକାର। ତୁ ସେଇ ବିଜେଡି ଦ୍ବାରା ଫିଟିଁ ଦଲାଲ। ଜଗନ୍ନାଥ ଧନ ଯିଏ ଖାଇବ ତା ବଂଶ ବୁଡିବ।

  • @baldevluha1909
    @baldevluha1909 Месяц назад

    ଜଗତର ନାଥ ଜଗନ୍ନାଥ ସବୁଠାରେ ବିରାଜମାନ l ଆପଣ ତାଙ୍କୁ ମୂର୍ତ୍ତି ମନ୍ଦିର ଭିତରେ ବାନ୍ଧି ରଖି ପାରିବେନି l

  • @raghunarhkarjee947
    @raghunarhkarjee947 Месяц назад

    ଯିଏ ଯାହା କରୁ, ଯିଏ ଯାହା ସମାଲୋଚନା କରୁ, ଯାହା କରାଉଛନ୍ତି ସେଇ କାଳିଆ ଠାକୁର କରୁଛନ୍ତି !ଯିଏ ଦୋଷ କରୁଛି କରୁ ଉପର ଵାଲା ସବୁ ଦେଖୁଛି !

  • @anantamurmu6249
    @anantamurmu6249 Месяц назад

    ପ୍ରଭୁ ଜଗନ୍ନାଥଙ୍କ ଇଛା, ଭଗବାନ କେତେବେଳେ କଣ କରିବେ ତାଙ୍କ ଇଚ୍ଛା, ମେଣ୍ଢା ଦଳ ଖାଲି ଭେ ଭ କରନ୍ତି , ହେଲେ କଣ ହେବ।।।

  • @Reenabehera0
    @Reenabehera0 Месяц назад +4

    ❤bhaina thik kahile Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @mr.sunilsethi829
    @mr.sunilsethi829 Месяц назад

    ମୂର୍ଖ କହେ ନାହିଁ ତତ୍ତ୍ୱଜ୍ଞାନ ସମର୍ପଣ ଭାବ ନରଖି ଭଗବାନଙ୍କ ବିଷୟରେ ସାରା ଦୁନିଆକୁ କିଛି କହିବା କହିବା ମୂର୍ଖ ଏତେ.... ଭଗବାନ ଙ୍କୁ ସମସ୍ତ ବିଷୟ ଜଣା ଅଛି ଯିଏ ଜଗତକୁ ଅଙ୍ଗୁଳି ଅଗ୍ରରେ ନଚାୟେ ତାକୁ ତାର ଭକ୍ତ ବେତିତ ଆଉ କେହି ନଚେଇ ପାରିବେ ନାହିଁ ତେଣୁ.... ଏ ସବୁ ଆଲୋଚନ ତୁମର ପାଣି ଫାଟିଯିବ.... 🙏

  • @Prakash-ox6dt
    @Prakash-ox6dt Месяц назад +36

    ଭାଇ କୁ ବହୁତ୍ ବାଧୁଚି ତାଙ୍କ ପାଣ୍ଡୁ ପଳେଇଲା

    • @UdayaDas-yy7hv
      @UdayaDas-yy7hv Месяц назад +8

      ସିଏ କ'ଣ ପାଣ୍ଡିଆନ୍ କଥା କିଛି କହିଲା କି ?? ଏ କଥା କହିବାରୁ ତମକୁ କାହିଁକି ବାଧୁଛି

    • @satyabratarout7989
      @satyabratarout7989 Месяц назад

      Tama gandi phatuche kera

    • @AjayakumarGochhi
      @AjayakumarGochhi Месяц назад +3

      ଏଇ ଟା BJD Chanel ଓ କହୁଥିବା ଲୋକ BJD ର କୁଜି ନେତା

    • @rjrani1606
      @rjrani1606 Месяц назад +2

      Right ​@@AjayakumarGochhi

    • @Prakash-ox6dt
      @Prakash-ox6dt Месяц назад +1

      @@UdayaDas-yy7hv ଧନ୍ୟବାଦ ଆପଣଙ୍କୁ ବାଧୀଥୀବାରୁ

  • @NianKhunta
    @NianKhunta Месяц назад +21

    ଏ ଲୋକର ଅସ୍ତିତ୍ବ କଣ ? ରତ୍ନ ଭଣ୍ଡାର ଉପରେ ଗପ କହିବା ଲାଗି ୟାର ପଦ କଣ ?

    • @warriorboy6813
      @warriorboy6813 Месяц назад +4

      Bjd loka bjd fan sie😂

    • @renubalamohapatra7437
      @renubalamohapatra7437 Месяц назад +4

      ​@@warriorboy6813ତୁ ବୋଧେ ବିଜେପି ଲୋକ ହେଇଥିବୁ।

    • @sakhalovesakhi
      @sakhalovesakhi Месяц назад +7

      ସତ କୁ ସାମ୍ନା କରିବାକୁ ଡର ଲାଗୁଛି କି ଲୋକଙ୍କ ଅସ୍ତିତ୍ବ କଣ ପଚାରୁଛ। ଜଗନ୍ନାଥ ସମସ୍ତଙ୍କର ତାଙ୍କ ଉପରେ ଅନ୍ୟାୟ ହେଲେ କେହି ବି କହି ପାରିବେ। ସେ ଲୋକ କଣ ଭୁଲ୍ କହୁଛି ଯାହା ଠିକ୍ ସେଇଟା ହିଁ ସେ କହୁଛି। ତୁମ ଘରେ ଯଦି କେହି ତୁମ ଅନୁପସ୍ଥିତି ରେ ପଶେ ତୁମ ସେଇଠି କଣ କହିବ ଶଳା ଚୋର ମୋ ଘରେ ପଶିଥିଲା। ବୁଝିବା ଲୋକ ହେଇଥିଲେ ଠିକ୍ ବୁଝିବ ।

    • @ashatutorial6176
      @ashatutorial6176 Месяц назад +1

      Jagannath bhakta...sadharana Manisha...eta ganatantra

    • @maheshkumar-fn4gc
      @maheshkumar-fn4gc Месяц назад

      ସତ କହିଲେ ବା ବିଜେପି ର ଗାଣ୍ଡୀ ଫାଟେ

  • @monalisajena4924
    @monalisajena4924 Месяц назад +1

    Ghare Malika nathhayi ghara bhitare pasiley ...Tara parinam ta bhogibaku ta padiba...hey Prabhu rakhyakara...

  • @jitendrakumarperei1557
    @jitendrakumarperei1557 Месяц назад +1

    ତମେ ନନ୍ଦିଘୋଷ ଵାଲା ଆକୁ କାଲି ଭାସ୍କର ଚାନେଲ ଦେଖି ଆଜି ଏ ଲୋକ ଟା ପାଖରେ ପହଂଚିଗଲ 😂😂

  • @pravatranjanroutray6222
    @pravatranjanroutray6222 28 дней назад

    Jay jagannatn

  • @kanhabehera-ev7xf
    @kanhabehera-ev7xf Месяц назад

    Very Good sir

  • @biswajitbehera9784
    @biswajitbehera9784 Месяц назад +8

    ଯଦି ଠାକୁର ନଥାଇ ରତ୍ନ ଭଣ୍ଡାର ଖୋଲା ହେଲେ ଖରାପ। ତାହାଲେ ସୁନା ବେଶ କେମିତି ହେଉଛି ସବୁଥର।

    • @GANESHsingh-xg1je
      @GANESHsingh-xg1je Месяц назад

      Are bhai ratna bhandara Last time 1981 re khala hei thila .seta tama ghara locker nuhe je sabu bele khola heba.

    • @amulyabudhi7733
      @amulyabudhi7733 Месяц назад +2

      ସୁନାବେଶ ବର୍ଷରେ ୫ ଥର ହୋଇଥାଏ...... ଆଉ ସେ ଅଳଙ୍କାର ଯାକ ବାହାର ରତ୍ନ ଭଣ୍ଡାରରେ ରହିଥାଏ ଯାହାର ଚାବି ଭଣ୍ଡାର ମେକାପ ଙ୍କ ପାଖରେ ଥାଏ ଓ ସେସବୁ ଅଳଙ୍କାର ଏମିତି ବର୍ଷ ବର୍ଷ ଧରି ବନ୍ଦ କୋଠରୀରେ ରହିନଥାଏ......

    • @GANESHsingh-xg1je
      @GANESHsingh-xg1je Месяц назад

      @@amulyabudhi7733 bhai jahara budhi nahi taku bujhei ki labha kn.

    • @amulyabudhi7733
      @amulyabudhi7733 Месяц назад

      @@GANESHsingh-xg1je ନାଇଁ ନାଇଁ ଭାଈ... ସେମିତି କହିବାନି, ହୁଏତ @biswajitbehera9784 ଭାଈ ଏ ସମ୍ପର୍କ ରେ ଜାଣି ନଥିବେ.........

  • @oneanicetime
    @oneanicetime Месяц назад +1

    ଆରେ ମୂର୍ଖ ଜଗନ୍ନାଥ ସବୁ ସ୍ଥାନ ରେ ଅଛନ୍ତି. ଶ୍ରୀମନ୍ଦିର ରେ ମଧ୍ୟ ଅଛନ୍ତି.

  • @jagapradhan6355
    @jagapradhan6355 Месяц назад

    1000%right

  • @jayadebdas5568
    @jayadebdas5568 Месяц назад

    ଏ ବାବୁ ଜଣକ ଯିମିତି କହିଲେ ରତ୍ନଭଣ୍ଡାର ର ପ୍ରଥମ ଦ୍ୱାର ଟା ସବୁ ବର୍ଷ ଖୋଲା ହୁଏ ତ ଏମାନେ ବି ସେହି ପ୍ରଥମ ଦ୍ୱାର ଖୋଲିଲେ ଆଉ ଅଧିକ କଣ କଲେ ଯେ, ରତ୍ନଭଣ୍ଡାରର ତୃତୀୟ ଦ୍ୱାର ଖୋଲିଲେ ସବୁ ମିରିବେ 🙏🙏
    ଜୟ ଜଗନ୍ନାଥ 🙏🙏🙏🙏

    • @puspanjalimohanty2623
      @puspanjalimohanty2623 Месяц назад

      Na 1st dwara kholi Sinduka tala nakholi tara tara re Sinduka tala sabala re tedhiki vangichanti.Sabala bi banka hei jaichi. 2nd dwara ra 3ta tala cutter machine re katichanti. Aau 2dwara kholi chanti hele vitaraku jai pari nahanti. Late hebaru baharu dekhi palei asichanti.

  • @abinashsamal7177
    @abinashsamal7177 Месяц назад

    Hats off to you brother 👏🏼 🙌

  • @prahaladojha5628
    @prahaladojha5628 Месяц назад

    ରତ୍ନଭଣ୍ଡାର ଯଦି ଚୋରି ହୋଇଥିବ ଏ ଲୋକର ହାତ ଅଛି ଯଦି ସତହୋଇଥିବ ୟାକୁହିଁ ଧରିଲେ ସବୁ ସତବାହାରିବ

  • @kaliabarik8698
    @kaliabarik8698 Месяц назад

    Bhai ame apanaku seaport karuchu jay jagannath 🙏🙏🙏

  • @KunipriyaTriya
    @KunipriyaTriya Месяц назад +1

    Mousa kuhale gale reaction bhala heuthila part 1 news 😅😅

  • @parthasarathi942
    @parthasarathi942 Месяц назад

    ଆଗକୁ corona ର ବୋପା ଆସିବ ଅପେକ୍ଷା କର ଦୁର୍ନୀତି ଉପରେ ଦୁର୍ନୀତି କରିଚାଲିଛନ୍ତି 😢

  • @deepakrana6339
    @deepakrana6339 Месяц назад +3

    Kathata vala lagila

  • @jatinkumar3036
    @jatinkumar3036 Месяц назад +1

    ଆରେ ଗେଣ୍ଡା ବାବୁ jania ମୁସଲିମ ଆସିଥିଲେ ମନ୍ଦିରକୁ ସେତେବେଳେ କୋଉଠୀ ଥିଲା

    • @amulyabudhi7733
      @amulyabudhi7733 Месяц назад

      ମୁଁ ତ ଏବେ ବି କହିବି..... ଜଣେ ପ୍ରସିଦ୍ଧ ମୁସଲିମ ଏବେ ବି ଶ୍ରୀ ମନ୍ଦିରରେ ବାରମ୍ବାର ପଶୁଛି......

  • @goutamroutray4453
    @goutamroutray4453 Месяц назад

    Correct 💯

  • @mahendrajayasingh6221
    @mahendrajayasingh6221 Месяц назад

    Right 👍👍👍👍 Bhai

  • @manasbal5925
    @manasbal5925 Месяц назад

    Right kahichha bhai

  • @dasarathisingh599
    @dasarathisingh599 Месяц назад

    ଫାଲତୁ ଲୋକ ଙ୍କ କଥା ଶୁଣିକି ସମୟ ନଷ୍ଟ କରନ୍ତୁ ନାହିଁ

  • @parthasarathiswain3407
    @parthasarathiswain3407 Месяц назад

    Right kahicha bhai

  • @ganeshpradhan7091
    @ganeshpradhan7091 Месяц назад

    Good 👍👍👍

  • @Prasantmaniexpress6372
    @Prasantmaniexpress6372 Месяц назад

    Right 👍

  • @KLAUSjager-jn6ml
    @KLAUSjager-jn6ml Месяц назад

    Bhai perfect manji kathaa kahichhanti

  • @pianolearningwithsritam3733
    @pianolearningwithsritam3733 Месяц назад

    ସବୁ ସେବାୟତ ପୁରୀ ପଣ୍ଡା ଭଣ୍ଡ ପାଖଣ୍ଡି... ଏମାନେ ହିଁ ଜଗନ୍ନାଥ ଙ୍କ ନାଁ ରେ ଲୁଟୁ ଛନ୍ତି..

  • @user-rn5xi3vu2y
    @user-rn5xi3vu2y Месяц назад

    ଏ ପୁରା ବିଜେଡି....24 ବର୍ଷ ହେଲା କଣ ସୋଇଥିଲ kholilani

  • @BalaramNath-fe8ws
    @BalaramNath-fe8ws Месяц назад

    ମାଲିକେ ତମେ ବି ରାତାରାତି ଟୁଙ୍ଗୁରୁ ଭୋଳ ପରି ହାଈଲେଟ ହବାକୁ ଚାହୁଁଛ ସେଥିପାଇଁ ଏମିତି କହୁଛ ତମ ପଛରେ ବିଜେପି ବେଲା ଲାଗିଜିବେରେ ଦେଖିକି

  • @BharatbhusanBehera-lh3gj
    @BharatbhusanBehera-lh3gj Месяц назад

    Good

  • @satyanarayansahu9878
    @satyanarayansahu9878 Месяц назад +7

    ଏମିତି NEWS ଖାଲି ନନ୍ଦିଘୋଷ ଚ୍ୟାନେଲ ହିଁ Telecaste କରିବ

    • @sangramkumarkalu9052
      @sangramkumarkalu9052 Месяц назад +2

      Tama otv Argus kou news dekuchi

    • @UdayaDas-yy7hv
      @UdayaDas-yy7hv Месяц назад +1

      ରାଜ୍ୟପାଳ ପୁଅ ମାଡ଼ ମାରିବା ଖବର କେହିବି ଦେଖାଇଲେ ନାହିଁ। ସେଇଟା ଠିକ୍ ହେଇଛି କି ??

    • @UdayaDas-yy7hv
      @UdayaDas-yy7hv Месяц назад +1

      ମୋର ମତ ପଢିକି ଉତ୍ତର ଦିଅନ୍ତୁ ମହାସୟ

    • @UdayaDas-yy7hv
      @UdayaDas-yy7hv Месяц назад

      ବବି ଦାସ ଖବର କିଏ କରୁଛି

    • @sangramkumarkalu9052
      @sangramkumarkalu9052 Месяц назад

      @@satyanarayansahu9878 sabu media party kendriya heijaichanti

  • @subhamjena7059
    @subhamjena7059 Месяц назад

    Thik katha kahile bhai

  • @bijayalaxmipatra6986
    @bijayalaxmipatra6986 Месяц назад

    Right

  • @BharatiSabar-tz9tv
    @BharatiSabar-tz9tv 29 дней назад

    Sir apana thik kotha kauchanti🌺🌺🌺🌺🌺🌺🪷🪷🪷🪷🌸🌸🌸🙏🙏🙏🙏🙏

  • @niranjanbehera1819
    @niranjanbehera1819 Месяц назад

    ସାରା ଓଡ଼ିଶାରେ ଏଇ ଜଣେ କେବଳ ଜ୍ଞାନି ଆଉ ପଣ୍ଡିତ ହଇଓ ବାବୁ ଆମ ନବୀନ ସରକାର ଥିବା ବେଳେ ତୁମ କୋଉଠି ଶୋଉଥିଲ ଆଉ ଏବେ ତମ ନଦ ଭାଙ୍ଗିଲା ଧନ୍ୟ ତୁମେ, ଜଗନ୍ନାଥ ଅତ୍ର ତତ୍ର ସର୍ବତ୍ର ବିରାଜିତ ଜୟ ଜଗନ୍ନାଥ ସ୍ବାମୀ

  • @girislifeandartwork5858
    @girislifeandartwork5858 Месяц назад +1

    ମୁଁ କେବଳ ଗୋଟେ କଥା କହିବି କୌଣସି ଭଲ କାମ କରିବା ପୂର୍ବରୁ ତମକୁ ବହୁତ୍ ଲୋକ ତମ ଗୋଡ଼ ଟାଣିବେ। ଏଇ କଥାରୁ ଆପଣ ମାନେ ବୁଝିପରୁଥିବେ।

  • @sidheswarsahoo7199
    @sidheswarsahoo7199 Месяц назад +2

    କଣ ଅସୁବିଧା ହେଲା

  • @KanhuPrusty-ci5nd
    @KanhuPrusty-ci5nd Месяц назад

    Bhai sata katha kahila

  • @mobhakti1286
    @mobhakti1286 Месяц назад

    Thank bhai

  • @ashutoshpattnaikofficial6622
    @ashutoshpattnaikofficial6622 Месяц назад

    ପରିକ୍ରମା ପ୍ରକଳ୍ପ ଭାଣ୍ଡାମୀ ନଥିଲା। ସବୁ ଏକ

  • @amasangathanakakarudrapurj9664
    @amasangathanakakarudrapurj9664 Месяц назад +1

    Correct 💯👃👍

  • @tunatuna9421
    @tunatuna9421 Месяц назад

    ଏକ ନମ୍ବର ଠକ ପୁରା ମିଛୁଆ ସେ ନିଜ

  • @mittuuuu_09
    @mittuuuu_09 Месяц назад +1

    ଓଡ଼ିଶା ଲୋକ ଙ୍କ ର ଅଭିଯୋଗ ଥିଲା ରତ୍ନ ଭଣ୍ଡାର ଖଲାଯାଉ ଆଉ ସେହି ଫାଇଦା ରେ ବିଜେପି ଭୋଟ ପାଇଲା ! ହେଲେ ମୋର ଗୋଟିଏ ପ୍ରଶ୍ନ ରତ୍ନ ଭଣ୍ଡାର ଖଲିଵା ଦ୍ଵାରା ଲୋକଙ୍କ ଉନ୍ନତି କ'ଣ ହେଲା !

    • @mbpsniper3875
      @mbpsniper3875 Месяц назад

      Lokanku vuta baneiba katha... Loka b dharma name re ki6i janiparunanhti, bahijauchunti

  • @user-gl2gj1dl4l
    @user-gl2gj1dl4l Месяц назад

    ଆସ୍ତିକ ନାସ୍ତିକ ଏ ମାନେ ଗୋଟିଏ ଭାଡ଼ି ର ପାରା

  • @sudhanshukhatua3653
    @sudhanshukhatua3653 Месяц назад

    Right katha

  • @bikramkeshariparida4077
    @bikramkeshariparida4077 Месяц назад

    News chanel ଯେମିତି ଏ ଶଳା ଟି ସେମିତି. ଶଳା ଟି ଜାଣିପାରୁନି ଚାବି ଭଙ୍ଗା ଯାଇଛି ଭାଙ୍ଗୁଆ ଟା

  • @Prasantmaniexpress6372
    @Prasantmaniexpress6372 Месяц назад

    ବିଜେପି ସରକାର ର ନଜର ରତ୍ନଭଣ୍ଡାରରେ କେମିତି ଲୁଟିବ

  • @jogimahapatra5621
    @jogimahapatra5621 Месяц назад

    Right kahila bhai jay Jagannath ⭕️‼️⭕️

  • @ODISHATOKAROHANFF
    @ODISHATOKAROHANFF Месяц назад

    Jay Jaganaath 🙏🙏🙏🙏🙏 Bhai Thiku Katha👌👌

  • @bijayapppradhan4563
    @bijayapppradhan4563 Месяц назад

    ତମ ଭଳି ପେଲେଇପୁଅ ମାନେ ଭଣ୍ଡାମୀ କରୁଛନ୍ତି। ତାଙ୍କ ରତ୍ନ ସିଏ ପିନ୍ଧିବେ। ମରାମତି କେଉଁ ସମୟ ରେ ହୁଏ। ବାଣୀ ଶୁଣାଉଛି ଚାଲ ବାଳ ବାଣୀ କରନି।

  • @r.ngoutamdebadutta2142
    @r.ngoutamdebadutta2142 Месяц назад +1

    ଚାବି ବା କଟା ହେଲା। ଅଳ୍ପ ବୁଦ୍ଧି ଭୟଙ୍କରୀ

    • @M_Style_143
      @M_Style_143 Месяц назад

      😂 eaku kia bujhei pariba je 😂 se chabi re kholilani boli 3 ta tala bhanga hela boli aaku jana nahi aau

  • @RaviRavi-lv3nn
    @RaviRavi-lv3nn Месяц назад +1

    Right katha vhai kahile

  • @sukantaswain5605
    @sukantaswain5605 28 дней назад

    Bhala kalakarte

  • @user-qt3sq9no5s
    @user-qt3sq9no5s Месяц назад

    ହଇରେ ବିଜେଡ଼ି chamcha ଓଡ଼ିଶାରେ ବିଜେପି ଆସିଲା bjd ବାଳ ଉପୁଡ଼ିଲା ଜଗନ୍ନାଥଙ୍କ ସଙ୍ଗେ ବିଜେପି କୋଉଠି ଖେଳିଲା ଆମେ ତ କାଈ ଜାଣି ପାରୁନୁ ସେ ଇଲେକ୍ସନ ଲଢେଇ ବେଳେ କହି ଥିଲା ରତ୍ନ ଭଣ୍ଡାର ଖୋଲିବ ଖୋଲିଲା ଯାହାକି ବିଜେଡ଼ି 24 ବର୍ଷ ରେ କରିପାରି ନ ଥିଲା

  • @anitamohapatra568
    @anitamohapatra568 Месяц назад

    ସୁନା ମା ରଖନ୍ତି ପୁରୁଷ ଲୋକ ରଖନ୍ତିନି

  • @harizKhan506
    @harizKhan506 Месяц назад +3

    ଏକଦଉମ right katha

  • @laxmikantapandey2353
    @laxmikantapandey2353 Месяц назад

    You are right. 👍👍👍

  • @BibhutiBibhu-dy1re
    @BibhutiBibhu-dy1re Месяц назад +1

    Vai 100 💯💯 right katha kahile