Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ମା ଆପଣ ଠିକ୍ କଥା କହୁଛନ୍ତି ଏ ସେକ୍ସ ସ୍କାଣ୍ଡାଲରେ ଜିଏବି ସମ୍ପୃକ୍ତ ସେମାନଙ୍କୁ ଗିରଫ କରାଯାଉ
Jia karuchi tanku age dhara jau kothara danda dia jau
Madam thik kahichantee
Sat kahuchanti madam ଏଇ ଝିଅ ଠକିଛି ସବୁ ଠକ କୁ..
Tu b thilu ki se bhitare are are
ଭଲ କଲା
Absolutely perfect judgement right Didi apananku salute
ଯିବେ ନାହିଁ କେମିତି କହଁଳିଆ ମାଲ ମିଳୁଛି ବୁଡା ମାନେ ଛାଡିବେ କିପରି?
Budha mane nalua ku Kasi kakudi badhiya sanstha chalichi
Right
Jahaku dekhibu dekh sabu m g 1
Salute you mam 🙏 ଠିକ୍ କହିଲେ madam କେରାଣ୍ଡି ଧରିଲେ ଆଉ ବାଳିଆ କୁ ଛାଡୁଛନ୍ତି
Currect
Hats off to DCP Prateek sir...
Yes absolutely 👍🇮🇳
Abe ta job asubidha re eithire bada bada mundaka hata achi au kichi Dina gale DCP ka transfer haba
@@sanghamitradas371 Chance Nahi 👎
Madam assli assami khhacijibe
ଡିସି ପି ଙ୍କୁ ଧନ୍ୟବାଦ ନେତା ମନ୍ତ୍ରୀ ଙ୍କୁ ଧରି ପାରିଲେ ଆହୁରି ଭଲ ହୁଅନ୍ତା, କିନ୍ତୁ ଦରକାର ହେଲେ ଚାକିରୀ ଚାଲିଯିବ ନିର୍ଭୀକ ହୋଇ କାର୍ଯ୍ୟ କରନ୍ତୁ ଧନ୍ୟବାଦ
ସବୁ କେସ୍ ଭଳି ଏ କେସ୍ ବି କିଛିଦିନପରେ ଫାଇଲ ତଳେ ଲୁଚିଯିବ ।କାରଣ ଏଥିରେ ବଡବଡିଆମାନେ ଅଛନ୍ତି ।
R8
Loke puni bjd re pitibe vote
Yes sir
Ra8
ସେମାନେ ଟୋକି ପାଖକୁ କାହିଁକି ଗଲେ. ଟୋକିର ଜମା ଭୁଲ ନାହିଁ..
RIGHT
Right hela habani kichhi.karan aethi bjd sasana chalichhi.kemiti dhara padibe rajaneta.sabu tankara
Theek toki jadi blackmail karuthila tame sala blackmail heba pai kn pai jaithila
Hn Bhai Pura thik
ଏଇ ma'am ଜଣଙ୍କ ବହୁତ୍ ଭଲ judgement ଦେଉଛନ୍ତି 🙏🥰
I salute u mam absolutely right judgement 👍👍👍👍👍
Many many thanks to DCP sir.
Selut DCP sir
Mam ପରକୀୟା ପ୍ରୀତି ଅପରାଧ ନୁହେଁ ପରା । ଏ ବଡବଡିଆଙ୍କର ପ୍ରବଳ ଦୋଷ ଅଛି । ଏ ମହାତ୍ମା ମାନଙ୍କୁ ଆଗ କୋରଡ଼ା ମାଡ଼ ହଉ ।
କିଏ କହିଲା ଓଡ଼ିଶାରେ କିଛି ହେବନାହିଁ ବୋଲି। ଏବେ ଦେଖିଲ ତ ଓଡ଼ିଶାରେ କେମିତି ଏ ଝିଅଟି ଦେହ ବେପାର କରି କୋଟିପତି ହେଇଗଲା।
ଉଭୟ ଦୋଷୀ
ଆଉ କାହାକୁ bite ଦେବା ପାଇଁ ପ୍ରତିଦିନ ଟିଭି ରେ କାହାକୁ ପାଉ ନାହାଁନ୍ତି...
☺️aau sabu nari netri daruchanti byte dabaku... sethipaein Madam nka pakhare reporters manaka bhida jamuchi bcz madam rok thok katha kahuchanti
ଯେକୌଣସି କେସ ହଉ ପ୍ରତିଦିନ ଟିଭି ରେ ସଦାସର୍ବଦା ୟାଙ୍କର ହିଁ bite ଦେଖିବାକୁ ପାଇବେ🤣
ସେମାନେ ଯାହା ସବୁ କରିଛନ୍ତି ଠିକ୍ କରିଛନ୍ତି ତାଙ୍କୁ ଭଲ ଲାଗିଲା ସେମାନେ କଲେ ଅସୁବିଧା କଣ
Semane dhara padile hajat gole.....asubidha kn?? 😂😂
ଭଗବାନ ଏଇ ଦୁଇଟା ଯନ୍ତ୍ର ଦେଈ ବଡ଼ ବିଶୃଙ୍ଖଳା କରୁ ଛନ୍ତି.
Really great work DCP prateek sir, really I salute you & great speech madam
Name declare karu ta pare kahiba
ଯେଉଁମାନେ ଯାଉଥିଲେ ଅର୍ଚ୍ଚନା ପାଖକୁ ,ସେମାନଙ୍କର ମା,ଝିଅ,ପତ୍ନୀ କଣ ଅଛନ୍ତି ନା ନାହିଁ,ସେମାନଙ୍କ ପାଖକୁ ଫଟୋ ପଠାଯାଉ
Really DCP SirSalute you.
True , Apana jadi ete bhadra loka Mane then apana khrab way ku ଯାଉଛନ୍ତି ହିଁ କାହିଁକି ,Politician , Minister and Director Mane b semti boli ta chakkar re phasile
Very good thoughts mam.salute your justify voice.
Satare maam aapana nkara sabu bite sunibaku vala lage.thik katha huanti.tuma vali maa ra jie santana se dhanya.
ଖାଲି ଧରିଲେ କଣ ହେବ . ତା ସାଙ୍ଗ ରେ ଆଉ କିଏ କିଏ ସବୁ ଅଛନ୍ତି . ବାହର କରିବା ଦରକାର .
Ho Police chahile kichhi v Kari paribo.Police Ku Challenge rupe nebaku padibo ehipari High Profile Sensetive case ku 🇮🇳🇮🇳
Odisha Police is very active , thanks to DCP Bhubaneswar.
Odisha police puni active 😆😆😆dunia ra sabuthu ghatia police hauchi odisha police
Really good share maam
You,are absuletlly right mam,thanks
Dhnyabad bhauni, bhagaban tumara mangal karantu. 👍
ଯାହାବି ହଉ mam only ନବୀନ ବାବୁ ଆସିନାହାନ୍ତି |ଶଳା ସବୁ ନେତା ଯାଇଥିବେ ଜଣା ପଡୁଛି
Nabina ra bala nahi
Dhanyabaad mem aapana aaji good statement dele
ନିଆଁ ନଥାଇ ଧୂଆଁ ବାହାରେନି । ଏଗୁଡାଙ୍କ କଳା କାରନାମା ସବୁ ଜଣାପଡୁଛି । ଧରା ପଡିବା ପରେ ସଫେଇ ଦେଉଛନ୍ତି ଯେମିତି ନିଜେ ନିର୍ଦ୍ଦୋଷ । ଏଗୁଡା ଚରିତ୍ରହୀନ ଲୋକ ଗୁଡାକ । ଓଡ଼ିଆ ଚଳଚ୍ଚିତ୍ର ଜଗତଟାକୁ ବଦନାମ କରିବା ସହ ରସାତଳଗାମୀ କରିଦେଲେ । ଏଗୁଡାଙ୍କୁ ଆଗ ଦଣ୍ଡ ମିଳିବା ଦରକାର ।
DCP ji good job 💯
Thik katha
ଅକ୍ଷୟ ଗଲା ବୋଲି ଆଜି ବହୁତ କଥା ବାହାରକୁ ଆସିଲା l ତେଣୁ ସେ ଯାଇକି ବହୁତ ଲୋକକୁ ବଂଚେଇଦେଲା
Bhai mu kichi krini🤣🤣🤣🤣mu comon man
ସାଧ୍ୱୀ ପତିବ୍ରତା ଅର୍ଚ୍ଚନା ରାଣୀ,କେସିଙ୍ଗା ଦୁହିତା ରାଜ ଦୁଲନି ।ପ୍ରଣକାନ୍ତ ପଦେ ମସ୍ତକ ଥୋଇ,ବୋଲନ୍ତି ମୁଁ ଯିବି,ସଙ୍ଗେ ସଙ୍ଗେ ଥିବି ରାଜ୍ୟ ମୁଁ ଦଂଶିବି ହୋଇ ମସ୍ତବଡ କାଳ ନଗୁଣୀ।।।।।।ମୋ ଲେଖା ବହୁତ୍ ଲମ୍ବା ହୋଇ ଯିବ ଏବଂ କଥାଟା ସମସ୍ତଙ୍କୁ badhib।ଏଣୁ ମୁଁ ଆଗକୁ ଲେଖିବାକୁ ଇଚ୍ଛା କରୁ ନାହିଁ।ଜୟ ଜଗଦୀଶ।
ଏ ସ୍ତ୍ରୀ ଲୋକ ର ପରିଚୟ କଣ୍। ଆଉ କେହି ମିଳୁନାହାନ୍ତି ବୋଧେ ଏହି ଚାନେଲ କୁ ମତାମତ ଦେବା ପାଇଁ 😭
Really DCP sir I salute you 🙏🙏🙏🙏
DCP କୁ ଧନ୍ୟବାଦ ।
Madama sat kahile. 🙏🙏🙏🙏🙏
Jay Shree Jagannath DCP sir parbhu Jagannath apnankar mangal Karantu
Bhala haechi
I am again thanks to pratik Singh sir,🙏🙏🙏🙏🙏he also real hero.....
💯 parsent Right
Thi ki. Maa👌👌👌🙏🙏🙏🙏
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ
DCP sir request karuchhu ki Education Minister ku dhara jau....10..lac dei ki job paithiba CHT candidates ku dhara jau....Archana ra hata achhi
Katha kahiba bhitare kichi luchi jauchhi, (kathare achhi denga upara thenga, see denga kiea) bahut badhia katha kahicha maa, Satyam eba jayate
You are top social worker madam 🙏🙏🙏🙏🙏
Absolutely right word mother...
You are right mam💯👌💯🙏♥️🙏💞💞
Absolutely correct mam.....all should be punished
बिचारी ପ୍ରତିଦିନ ଟିଭି ର ବୁମ ଧାରିଣୀଙ୍କ ହାତ ବିନ୍ଧିଲାଣି ବାଇଟ ନେଉ ନେଉ
MAA apana pura right 👍
Nice statement mam.. absolutely right.. thank you
U r right maam
କାଦୁଅ କଣ ଦେଖା ଯାଉନି କାଦୁଅ ରେ ଗୋଡ ପସିଗଲେ ଗୋଡ ଧୋଇବାକୁ ହୁଏ ।କାଦୁଅ ମାଡିବ କାହିଁକି ଗୋଡ ଧୋଇବ କାହିଁକି।
Madam, your statement is absolutely correct
Thanks madam, mu apana Kara sabu Mata Mata dekhe, mote apana Kara Mata bhalalage
dcp sir salute vardi ro marjyada rakhya kolo. sincere value is for ever.
1 number madam
Thanks Madam
Good👍
,ସବୁ ଠିକ କହିଛନ୍ତି Mamଏହି case ରେ ସଂପୃକ୍ତ ଥିବା ସମସ୍ତ ନେତା ଓ ପ୍ରଯୋଜକ ଆଉ ଯେତେ ସବୁ ଅଛନ୍ତି ସେମାଙ୍କୁ ଖୁଲାସା ନିହାତି କାର୍ଯ୍ୟକାରୀ ହେବା ଅନିର୍ବାର୍ଯ୍ୟ |
Good advice MMM ji
Hundreds %right
ଓ ମାଆ ଯେତେବେଳେ ଆପଣ ଛୋଟ ଗୀତ ପାଇଁ ଛୋଟ କଳାକାର ଙ୍କୁ ଧରୁ ଥିଲେ ସେଟା କୁଆଡ଼େ ଗଲା । ସେ ଗୀତ ପାଇଁ ଆପଣଙ୍କୁ କଷ୍ଟ ଲାଗୁ ଥିଲା ଏବେ ମୟାବିନି ନାରୀ ଫସି ଯାଇଛି କଷ୍ଟ ଲାଗୁନି ଆପଣଙ୍କୁ ।ମୁକ୍ତି ପାଇଁ ରାଜ ରାସ୍ତାକୁ ଆସନ୍ତୁ । ମୁଁ ଚାହୁଁଛି ଏ ମାୟା ବିନି ର ହାତକୁ କହୁଣି ରୁ ହାଣି ଦେଇ ତାକୁ ଲାଟିନ କୁଣ୍ଡରେ ରହିବାକୁ ଦିଆ ଯାଉ। ରାଜ ଗାଦି ର ସୁଖ ପାଇ ଛନ୍ତି ଏବେ ଟିକେ ଲାଟିନ କୁଣ୍ଡର ସୁଖ ଟିକେ ପାଆନ୍ତୁ।
Hmm aou jou neta mantri mane stree pila thai ta pkhku jaithile Seguda sadhu guda se jhia ku ete paisa jou koti koti deichanty emane sabu ama public ra devlop pain asuthiba paisa ku rakhi khai se jhia ku deichanty se jhia maru ki juade jau jou vip sabu ta pkhku jauthile semananka nm baharaku asiba drkr semane politics ru bahariba drkr vikari haba drkr tanka ghre nd sabu jagare Raid padiba drkr
Right madam 🙏
Right mausi
ଅକ୍ଷୟ ପରିଜା ନାଳୁଆ ଟା ମାଇପ ଥାଉ ଥାଉ ରାତିରେ ଯାଉଛି ଅର୍ଚ୍ଚନା ପାଖକୁ ଯାଇଛି ବୁଢା ହେଲାଣି ତା'ର ତାର ଟିକେ ସରମ ନାହିଁ ଏଇ ବୟସରେ ସେ କେମିତି ଖେଳ କରୁଛି ଅକ୍ଷୟ ପରିଜା ସଵୁ ଦୋଷ ଏହାର
Didi pura thik kahichhanti👍👍👍👌👌👌👌
Hat's off DCP pratik sir ....
ଠିକ୍ କହିଛନ୍ତି,ପୁରାସତ କଥା। କହିଛନ୍ତି, ଡିସିପି ସାର୍ public place ରେ ଖୁଲାସା କରନ୍ତୁ ସମସ୍ତେ ଜାଣିବେ ଆପଣ ସଚ୍ଚୋଟ ଅଫିସର,
100 % right
Sobu bele madam sathik katha kahuchhanti thank you madam
Right Kotha mam...
ଯିବା ର reason ହଉଚି କାମନା ର ବାସନା 😂😂🤣🤣😂
ଧନ୍ୟ ଧନ୍ୟ ଅର୍ଚ୍ଚନା ର ସ୍ବାମୀକୁ
Superb 👌👌👌👏👏👏👏
Pratidina channel ku thank you debi...bcz girl ra full face dekheichi👍
Correct decision
Thik kahile 👌👌
Right answer 🙏
ଆମ ଭାରତରେ ରାଣ୍ଡି , ନେତା , ଦଲାଲ୍ (private and govt) ଙ୍କୁ ସମାଜରେ ବେଶି ପ୍ରତିଷ୍ଠା ଆଉ ସମ୍ମାନ କାହିଁକି
Aunty nka pakhare bahut shade ra lipstick achhi....sabu bites re different different lipstick.....🙏 ati sundar
ଯେଉଁଠି ମଣିଷମାରି ,ପ୍ରମାଣ ଥାଇ ଲୋକ ଆରାମରେ ଖସିଯାଉଛନ୍ତି । ଏ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ରେ କିଛି ହବନି ।ମୁଁ ଜାଣିଛି ଓଆପଣମାନେ ଜାଣିଛନ୍ତି ।ଗୋଟାଏ ଖୁସି ଆଉ କଣ?Time passes
Madam you are 💯% right. Sabu neta aau mantri samastanku dharajaau . Jana padiba neta mantrinkar kete kanda chalithila. Sei jhia hauchhi thik
ଆଗ ଏଡସ ପରିଖାକରିବାକୁ କୁହନା ନ ହେଲେ ସାରାଓଡିଶା ଏଡସ ହୋଇଯିବ
Absolutely right comments
ଯେଉଁଠି ଗାତ ସେଇଠି ସାପ ବେଙ୍ଗ ପଶିବେ . ରାସ୍ତାରେ ଯେଉଁଠି ଗାତ ଖାଲ ସେଇଠି ଲୋକ ପଡିବେ ଖାବରା ହେବେ. ଭାବିବାର ନାହିଁ.
Thanks u so much maam for your bright statement.
Han right photos odisha basi dekhantu
Very good mama
Balkmel parakiyapriti ra sakase aneka mahila achhanti bahut ghar bhangidelani Satya ra jay heu karna anusare phola milu jayhind jai jagannath.
Thanks dear DCP sir....🙏🙏🙏🙏🙏💐💐💐💐
ସ୍ବାମୀ ସ୍ତ୍ରୀ ତ ବ୍ୟଭିଚାର ଦୋକାନ ଖୋଲିଛନ୍ତି, ଯେଉଁ ମାନେ ତାଙ୍କ ଗରାଖ, ସେମାନଙ୍କୁ କାହିଁକି ଲୁଚେଇ ରଖିଛ ? ତାଙ୍କୁ ସାମନା କୁ କାହିଁକି ଆଣୁ ନାହ ? ସମସ୍ତଙ୍କ ପାଇଁ ଗୋଟିଏ ଆଇନ ହେବା ଦରକାର ।
Jai shree Ram Jai Hanuman
ମୋତେ ଲାଗୁଚି ଅକ୍ଷୟ ପରିଜା ଜଣେ ଭଲ ଲୋକ,ସେ ଅଜଣାତ ରେ ଏସବୁ କରିଛନ୍ତି।
କିଛି ସ୍ଵାମୀ ସ୍ତ୍ରୀ ନୁହଁ, ଦଲାଲ ସାଙ୍ଗରେ ସ୍ଵାମୀ ସ୍ତ୍ରୀ ପରି ରହିଲେ କେହି ସନ୍ଦେହ କରିବେନି
Very nice👍👍👍
ମା ଆପଣ ଠିକ୍ କଥା କହୁଛନ୍ତି ଏ ସେକ୍ସ ସ୍କାଣ୍ଡାଲରେ ଜିଏବି ସମ୍ପୃକ୍ତ ସେମାନଙ୍କୁ ଗିରଫ କରାଯାଉ
Jia karuchi tanku age dhara jau kothara danda dia jau
Madam thik kahichantee
Sat kahuchanti madam ଏଇ ଝିଅ ଠକିଛି ସବୁ ଠକ କୁ..
Tu b thilu ki se bhitare are are
ଭଲ କଲା
Absolutely perfect judgement right Didi apananku salute
ଯିବେ ନାହିଁ କେମିତି କହଁଳିଆ ମାଲ ମିଳୁଛି ବୁଡା ମାନେ ଛାଡିବେ କିପରି?
Budha mane nalua ku Kasi kakudi badhiya sanstha chalichi
Right
Jahaku dekhibu dekh sabu m g 1
Salute you mam 🙏 ଠିକ୍ କହିଲେ madam କେରାଣ୍ଡି ଧରିଲେ ଆଉ ବାଳିଆ କୁ ଛାଡୁଛନ୍ତି
Currect
Hats off to DCP Prateek sir...
Yes absolutely 👍🇮🇳
Abe ta job asubidha re eithire bada bada mundaka hata achi au kichi Dina gale DCP ka transfer haba
@@sanghamitradas371 Chance Nahi 👎
Madam assli assami khhacijibe
ଡିସି ପି ଙ୍କୁ ଧନ୍ୟବାଦ ନେତା ମନ୍ତ୍ରୀ ଙ୍କୁ ଧରି ପାରିଲେ ଆହୁରି ଭଲ ହୁଅନ୍ତା, କିନ୍ତୁ ଦରକାର ହେଲେ ଚାକିରୀ ଚାଲିଯିବ ନିର୍ଭୀକ ହୋଇ କାର୍ଯ୍ୟ କରନ୍ତୁ ଧନ୍ୟବାଦ
ସବୁ କେସ୍ ଭଳି ଏ କେସ୍ ବି କିଛିଦିନପରେ ଫାଇଲ ତଳେ ଲୁଚିଯିବ ।କାରଣ ଏଥିରେ ବଡବଡିଆମାନେ ଅଛନ୍ତି ।
R8
Loke puni bjd re pitibe vote
Yes sir
Ra8
ସେମାନେ ଟୋକି ପାଖକୁ କାହିଁକି ଗଲେ. ଟୋକିର ଜମା ଭୁଲ ନାହିଁ..
RIGHT
Right hela habani kichhi.karan aethi bjd sasana chalichhi.kemiti dhara padibe rajaneta.sabu tankara
Theek toki jadi blackmail karuthila tame sala blackmail heba pai kn pai jaithila
Hn Bhai Pura thik
ଏଇ ma'am ଜଣଙ୍କ ବହୁତ୍ ଭଲ judgement ଦେଉଛନ୍ତି 🙏🥰
I salute u mam absolutely right judgement 👍👍👍👍👍
Many many thanks to DCP sir.
Selut DCP sir
Mam ପରକୀୟା ପ୍ରୀତି ଅପରାଧ ନୁହେଁ ପରା । ଏ ବଡବଡିଆଙ୍କର ପ୍ରବଳ ଦୋଷ ଅଛି । ଏ ମହାତ୍ମା ମାନଙ୍କୁ ଆଗ କୋରଡ଼ା ମାଡ଼ ହଉ ।
କିଏ କହିଲା ଓଡ଼ିଶାରେ କିଛି ହେବନାହିଁ ବୋଲି। ଏବେ ଦେଖିଲ ତ ଓଡ଼ିଶାରେ କେମିତି ଏ ଝିଅଟି ଦେହ ବେପାର କରି କୋଟିପତି ହେଇଗଲା।
ଉଭୟ ଦୋଷୀ
ଆଉ କାହାକୁ bite ଦେବା ପାଇଁ ପ୍ରତିଦିନ ଟିଭି ରେ କାହାକୁ ପାଉ ନାହାଁନ୍ତି...
☺️aau sabu nari netri daruchanti byte dabaku... sethipaein Madam nka pakhare reporters manaka bhida jamuchi bcz madam rok thok katha kahuchanti
ଯେକୌଣସି କେସ ହଉ ପ୍ରତିଦିନ ଟିଭି ରେ ସଦାସର୍ବଦା ୟାଙ୍କର ହିଁ bite ଦେଖିବାକୁ ପାଇବେ🤣
Right
ସେମାନେ ଯାହା ସବୁ କରିଛନ୍ତି ଠିକ୍ କରିଛନ୍ତି ତାଙ୍କୁ ଭଲ ଲାଗିଲା ସେମାନେ କଲେ ଅସୁବିଧା କଣ
Semane dhara padile hajat gole.....asubidha kn?? 😂😂
ଭଲ କଲା
ଭଗବାନ ଏଇ ଦୁଇଟା ଯନ୍ତ୍ର ଦେଈ ବଡ଼ ବିଶୃଙ୍ଖଳା କରୁ ଛନ୍ତି.
Really great work DCP prateek sir, really I salute you & great speech madam
Name declare karu ta pare kahiba
ଯେଉଁମାନେ ଯାଉଥିଲେ ଅର୍ଚ୍ଚନା ପାଖକୁ ,ସେମାନଙ୍କର ମା,ଝିଅ,ପତ୍ନୀ କଣ ଅଛନ୍ତି ନା ନାହିଁ,ସେମାନଙ୍କ ପାଖକୁ ଫଟୋ ପଠାଯାଉ
Really DCP Sir
Salute you.
True , Apana jadi ete bhadra loka Mane then apana khrab way ku ଯାଉଛନ୍ତି ହିଁ କାହିଁକି ,Politician , Minister and Director Mane b semti boli ta chakkar re phasile
Very good thoughts mam.salute your justify voice.
Satare maam aapana nkara sabu bite sunibaku vala lage.thik katha huanti.tuma vali maa ra jie santana se dhanya.
ଖାଲି ଧରିଲେ କଣ ହେବ . ତା ସାଙ୍ଗ ରେ ଆଉ କିଏ କିଏ ସବୁ ଅଛନ୍ତି . ବାହର କରିବା ଦରକାର .
Ho Police chahile kichhi v Kari paribo.Police Ku Challenge rupe nebaku padibo ehipari High Profile Sensetive case ku 🇮🇳🇮🇳
Odisha Police is very active , thanks to DCP Bhubaneswar.
Odisha police puni active 😆😆😆dunia ra sabuthu ghatia police hauchi odisha police
Really good share maam
You,are absuletlly right mam,thanks
Dhnyabad bhauni, bhagaban tumara mangal karantu. 👍
ଯାହାବି ହଉ mam only ନବୀନ ବାବୁ ଆସିନାହାନ୍ତି |ଶଳା ସବୁ ନେତା ଯାଇଥିବେ ଜଣା ପଡୁଛି
Nabina ra bala nahi
Dhanyabaad mem aapana aaji good statement dele
ନିଆଁ ନଥାଇ ଧୂଆଁ ବାହାରେନି । ଏଗୁଡାଙ୍କ କଳା କାରନାମା ସବୁ ଜଣାପଡୁଛି । ଧରା ପଡିବା ପରେ ସଫେଇ ଦେଉଛନ୍ତି ଯେମିତି ନିଜେ ନିର୍ଦ୍ଦୋଷ । ଏଗୁଡା ଚରିତ୍ରହୀନ ଲୋକ ଗୁଡାକ । ଓଡ଼ିଆ ଚଳଚ୍ଚିତ୍ର ଜଗତଟାକୁ ବଦନାମ କରିବା ସହ ରସାତଳଗାମୀ କରିଦେଲେ । ଏଗୁଡାଙ୍କୁ ଆଗ ଦଣ୍ଡ ମିଳିବା ଦରକାର ।
DCP ji good job 💯
Thik katha
ଅକ୍ଷୟ ଗଲା ବୋଲି ଆଜି ବହୁତ କଥା ବାହାରକୁ ଆସିଲା l ତେଣୁ ସେ ଯାଇକି ବହୁତ ଲୋକକୁ ବଂଚେଇଦେଲା
Bhai mu kichi krini🤣🤣🤣🤣mu comon man
ସାଧ୍ୱୀ ପତିବ୍ରତା ଅର୍ଚ୍ଚନା ରାଣୀ,କେସିଙ୍ଗା ଦୁହିତା ରାଜ ଦୁଲନି ।ପ୍ରଣକାନ୍ତ ପଦେ ମସ୍ତକ ଥୋଇ,ବୋଲନ୍ତି ମୁଁ ଯିବି,ସଙ୍ଗେ ସଙ୍ଗେ ଥିବି ରାଜ୍ୟ ମୁଁ ଦଂଶିବି ହୋଇ ମସ୍ତବଡ କାଳ ନଗୁଣୀ।।।।।।ମୋ ଲେଖା ବହୁତ୍ ଲମ୍ବା ହୋଇ ଯିବ ଏବଂ କଥାଟା ସମସ୍ତଙ୍କୁ badhib।ଏଣୁ ମୁଁ ଆଗକୁ ଲେଖିବାକୁ ଇଚ୍ଛା କରୁ ନାହିଁ।ଜୟ ଜଗଦୀଶ।
ଏ ସ୍ତ୍ରୀ ଲୋକ ର ପରିଚୟ କଣ୍। ଆଉ କେହି ମିଳୁନାହାନ୍ତି ବୋଧେ ଏହି ଚାନେଲ କୁ ମତାମତ ଦେବା ପାଇଁ 😭
Really DCP sir I salute you 🙏🙏🙏🙏
DCP କୁ ଧନ୍ୟବାଦ ।
Madama sat kahile. 🙏🙏🙏🙏🙏
Jay Shree Jagannath DCP sir parbhu Jagannath apnankar mangal Karantu
Bhala haechi
I am again thanks to pratik Singh sir,🙏🙏🙏🙏🙏he also real hero.....
💯 parsent Right
Thi ki. Maa👌👌👌🙏🙏🙏🙏
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ
DCP sir request karuchhu ki Education Minister ku dhara jau....10..lac dei ki job paithiba CHT candidates ku dhara jau....Archana ra hata achhi
Katha kahiba bhitare kichi luchi jauchhi, (kathare achhi denga upara thenga, see denga kiea) bahut badhia katha kahicha maa, Satyam eba jayate
You are top social worker madam 🙏🙏🙏🙏🙏
Absolutely right word mother...
You are right mam💯👌💯🙏♥️🙏💞💞
Absolutely correct mam.....all should be punished
बिचारी ପ୍ରତିଦିନ ଟିଭି ର ବୁମ ଧାରିଣୀଙ୍କ ହାତ ବିନ୍ଧିଲାଣି ବାଇଟ ନେଉ ନେଉ
MAA apana pura right 👍
Nice statement mam.. absolutely right.. thank you
U r right maam
କାଦୁଅ କଣ ଦେଖା ଯାଉନି କାଦୁଅ ରେ ଗୋଡ ପସିଗଲେ ଗୋଡ ଧୋଇବାକୁ ହୁଏ ।କାଦୁଅ ମାଡିବ କାହିଁକି ଗୋଡ ଧୋଇବ କାହିଁକି।
Madam, your statement is absolutely correct
Thanks madam, mu apana Kara sabu Mata Mata dekhe, mote apana Kara Mata bhalalage
dcp sir salute vardi ro marjyada rakhya kolo. sincere value is for ever.
1 number madam
Thanks Madam
Good👍
,ସବୁ ଠିକ କହିଛନ୍ତି Mam
ଏହି case ରେ ସଂପୃକ୍ତ ଥିବା ସମସ୍ତ ନେତା ଓ ପ୍ରଯୋଜକ ଆଉ ଯେତେ ସବୁ ଅଛନ୍ତି ସେମାଙ୍କୁ ଖୁଲାସା ନିହାତି କାର୍ଯ୍ୟକାରୀ ହେବା ଅନିର୍ବାର୍ଯ୍ୟ |
Good advice MMM ji
Hundreds %right
ଓ ମାଆ ଯେତେବେଳେ ଆପଣ ଛୋଟ ଗୀତ ପାଇଁ ଛୋଟ କଳାକାର ଙ୍କୁ ଧରୁ ଥିଲେ ସେଟା କୁଆଡ଼େ ଗଲା । ସେ ଗୀତ ପାଇଁ ଆପଣଙ୍କୁ କଷ୍ଟ ଲାଗୁ ଥିଲା ଏବେ ମୟାବିନି ନାରୀ ଫସି ଯାଇଛି କଷ୍ଟ ଲାଗୁନି ଆପଣଙ୍କୁ ।ମୁକ୍ତି ପାଇଁ ରାଜ ରାସ୍ତାକୁ ଆସନ୍ତୁ । ମୁଁ ଚାହୁଁଛି ଏ ମାୟା ବିନି ର ହାତକୁ କହୁଣି ରୁ ହାଣି ଦେଇ ତାକୁ ଲାଟିନ କୁଣ୍ଡରେ ରହିବାକୁ ଦିଆ ଯାଉ। ରାଜ ଗାଦି ର ସୁଖ ପାଇ ଛନ୍ତି ଏବେ ଟିକେ ଲାଟିନ କୁଣ୍ଡର ସୁଖ ଟିକେ ପାଆନ୍ତୁ।
Hmm aou jou neta mantri mane stree pila thai ta pkhku jaithile Seguda sadhu guda se jhia ku ete paisa jou koti koti deichanty emane sabu ama public ra devlop pain asuthiba paisa ku rakhi khai se jhia ku deichanty se jhia maru ki juade jau jou vip sabu ta pkhku jauthile semananka nm baharaku asiba drkr semane politics ru bahariba drkr vikari haba drkr tanka ghre nd sabu jagare Raid padiba drkr
Right madam 🙏
Right mausi
ଅକ୍ଷୟ ପରିଜା ନାଳୁଆ ଟା ମାଇପ ଥାଉ ଥାଉ ରାତିରେ ଯାଉଛି ଅର୍ଚ୍ଚନା ପାଖକୁ ଯାଇଛି ବୁଢା ହେଲାଣି ତା'ର ତାର ଟିକେ ସରମ ନାହିଁ ଏଇ ବୟସରେ ସେ କେମିତି ଖେଳ କରୁଛି ଅକ୍ଷୟ ପରିଜା ସଵୁ ଦୋଷ ଏହାର
Didi pura thik kahichhanti👍👍👍👌👌👌👌
Hat's off DCP pratik sir ....
ଠିକ୍ କହିଛନ୍ତି,ପୁରାସତ କଥା। କହିଛନ୍ତି, ଡିସିପି ସାର୍ public place ରେ ଖୁଲାସା କରନ୍ତୁ ସମସ୍ତେ ଜାଣିବେ ଆପଣ ସଚ୍ଚୋଟ ଅଫିସର,
100 % right
Sobu bele madam sathik katha kahuchhanti thank you madam
Right Kotha mam...
ଯିବା ର reason ହଉଚି କାମନା ର ବାସନା 😂😂🤣🤣😂
ଧନ୍ୟ ଧନ୍ୟ ଅର୍ଚ୍ଚନା ର ସ୍ବାମୀକୁ
Superb 👌👌👌👏👏👏👏
Pratidina channel ku thank you debi...bcz girl ra full face dekheichi👍
Correct decision
Thik kahile 👌👌
Right answer 🙏
ଆମ ଭାରତରେ ରାଣ୍ଡି , ନେତା , ଦଲାଲ୍ (private and govt) ଙ୍କୁ ସମାଜରେ ବେଶି ପ୍ରତିଷ୍ଠା ଆଉ ସମ୍ମାନ କାହିଁକି
Aunty nka pakhare bahut shade ra lipstick achhi....sabu bites re different different lipstick.....🙏 ati sundar
ଯେଉଁଠି ମଣିଷମାରି ,ପ୍ରମାଣ ଥାଇ ଲୋକ ଆରାମରେ ଖସିଯାଉଛନ୍ତି । ଏ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ରେ କିଛି ହବନି ।ମୁଁ ଜାଣିଛି ଓ
ଆପଣମାନେ ଜାଣିଛନ୍ତି ।ଗୋଟାଏ ଖୁସି ଆଉ କଣ?Time passes
Madam you are 💯% right. Sabu neta aau mantri samastanku dharajaau . Jana padiba neta mantrinkar kete kanda chalithila. Sei jhia hauchhi thik
ଆଗ ଏଡସ ପରିଖାକରିବାକୁ କୁହନା ନ ହେଲେ ସାରା
ଓଡିଶା ଏଡସ ହୋଇଯିବ
Absolutely right comments
ଯେଉଁଠି ଗାତ ସେଇଠି ସାପ ବେଙ୍ଗ ପଶିବେ . ରାସ୍ତାରେ ଯେଉଁଠି ଗାତ ଖାଲ ସେଇଠି ଲୋକ ପଡିବେ ଖାବରା ହେବେ. ଭାବିବାର ନାହିଁ.
Thanks u so much maam for your bright statement.
Han right photos odisha basi dekhantu
Very good mama
Balkmel parakiyapriti ra sakase aneka mahila achhanti bahut ghar bhangidelani Satya ra jay heu karna anusare phola milu jayhind jai jagannath.
Thanks dear DCP sir....🙏🙏🙏🙏🙏💐💐💐💐
ସ୍ବାମୀ ସ୍ତ୍ରୀ ତ ବ୍ୟଭିଚାର ଦୋକାନ ଖୋଲିଛନ୍ତି, ଯେଉଁ ମାନେ ତାଙ୍କ ଗରାଖ, ସେମାନଙ୍କୁ କାହିଁକି ଲୁଚେଇ ରଖିଛ ? ତାଙ୍କୁ ସାମନା କୁ କାହିଁକି ଆଣୁ ନାହ ?
ସମସ୍ତଙ୍କ ପାଇଁ ଗୋଟିଏ ଆଇନ ହେବା ଦରକାର ।