ସବୁ ଜିଲ୍ଲାର ଝିଅ ମିଶିକି ବାନ୍ଧିକି ତାର ଉପାଡ଼ନ୍ତୁ ,ସେ ଟୋକା କରୋନା ଭାଇରସରୁ କମ ନୁହେଁ

Поделиться
HTML-код
  • Опубликовано: 23 янв 2025

Комментарии • 455

  • @odia_vlogger_swagatika
    @odia_vlogger_swagatika 2 года назад +31

    ଆପଣ ବି କୋଉ ଭଦ୍ରାମି ରେ କହୁଛନ୍ତି ସେ ତ ଝିଅ ଙ୍କ ବିଷୟରେ କହିଛନ୍ତି ଆପଣ ବି କୋଉ କମ୍ କି

  • @pradoshkumar7833
    @pradoshkumar7833 2 года назад +41

    ମା ସାକ୍ଷୀଦ୍ରଷ୍ଟା ହୁଅନ୍ତୁ. କିଏ କଣ କରୁଛି ତାକୁ କରିବା କୁ ଦିଅ. ଏଇଟା ଯଦି ଭୁଲ ତାହେଲେ ଆଠୁ ବି ବହୁତ ଖରାପ ଭାଷା ରେ କହୁଛନ୍ତି ସୋସିଆଲ ମିଡ଼ିଆ ରେ. ଆଉ ଓଡ଼ିଆ ଫିଲ୍ମ ବି ଏମିତି ହେଇଗଲାଣି ଯେ ପରିବାର ସହ ଦେଖି ହବନି. ମୋ ମତ ରେ ଏଇଟା ଗୋଟେ କମେଡି.ଆପଣ ମା ଦେହ କୁ ନିଅନ୍ତୁନି.ଏ ଟୋକା ତ କେବଳ ଗୀତ ଗାଇଲା. ଆଉ ନେତା ମନ୍ତ୍ରୀ ତ ଓଡ଼ିଶା କୁ ଖୋଳ କରୁଛନ୍ତି. ନେତା ମନ୍ତ୍ରୀ ଙ୍କ ବିରୁଧ ରେ କିଏ କହୁଛି

    • @Subrat_for_nation
      @Subrat_for_nation 2 года назад

      Yanka gandi re pani nhi neta mantri nku kahibaku

  • @animeshbeheravlogs
    @animeshbeheravlogs 2 года назад +60

    ମାଡାମ ଆପଣ ମଧ୍ୟ ଭଲ ଶିକ୍ଷା ପାଇଛନ୍ତି, ବୋଧହୁଏ ଆପଣ ଯେଉଁ ଶବ୍ଦର ବ୍ୟବହାର କରୁଛନ୍ତି, ଏହା କଣ ଆପଣଙ୍କ ପରିବାରର ମୂଳଦୁଆର ଶିକ୍ଷା, ମାଡାମ ଆପଣ ଶାଳୀନତାର ସୀମା ଅତିକ୍ରମ କରୁଛନ୍ତି, ଯଦି ଆପଣଙ୍କ ନିକଟରେ ଭଲ ଶବ୍ଦ ନାହିଁ, ତେବେ ଗଣମାଧ୍ୟମ ସାମ୍ନାକୁ ଆସନ୍ତୁ ନାହିଁ

    • @ANDigital-bk4qu
      @ANDigital-bk4qu 2 года назад +1

      ତର କଉ ଜିଲ୍ଲା କହିଲୁ ତ ଭଉଣୀ ବି ତା ଭିତରେ ଅଛି ।

    • @animeshbeheravlogs
      @animeshbeheravlogs 2 года назад +4

      ତମେ ବୋଧେ ଶବ୍ଦକୁ ବୁଝିବାରେ ଭୁଲ କରୁଛ, ମାଡାମଙ୍କ ମୁଖ ନିଃସୃତ ଶବ୍ଦ ଗୁଡାକ ବୋଧେ ହଜମ କରିନ, ହଜମ କର, ତାପରେ ପ୍ରତି ଉତ୍ତର ଦିଅ, ମୂର୍ଖଙ୍କ ଭଳି ହୁଅନି, ଅନ୍ୟକୁ ବିରୋଧ କରିବାର ଅର୍ଥ ନୁହେଁ ଖରାପ ଶବ୍ଦ ବ୍ୟବହାର କରିବା

    • @animeshbeheravlogs
      @animeshbeheravlogs 2 года назад +3

      ଅନେକ ବ୍ୟକ୍ତି ଦେଉଥିବା ବାର୍ତ୍ତାର ସମୀକ୍ଷା କର, ଉତ୍ତର ଦିଅ, ନାରିଜାତି ପ୍ରତି ଆମର ବହୁତ ସମ୍ମାନ ଅଛି, ଯୁଗେ ଯୁଗେ ନାରୀ ବନ୍ଦନୀୟା, ଏ ମହିୟସୀ ମହିଳାଙ୍କ ଓଠରୁ ଆସୁଥିବା ଶବ୍ଦ ଗୁଡାକ ନିଜ ମା ଭଉଣୀଙ୍କୁ ଶୁଣାନ୍ତୁ, ତା ପରେ ଉତ୍ତର ଦେବ, ଚାଲିଆସିଲେ ଶିଖେଇବାକୁ

    • @animeshbeheravlogs
      @animeshbeheravlogs 2 года назад

      ହେ ମୂର୍ଖ ତୁ ତୋ ଭଉଣୀକୁ କେତେ ସୁରକ୍ଷା ଦେଲାଵାଲା ଜଣାପଡୁଛି, ଏକାଠି ବସିକି ଏ ମାଉସୀର ଅଶ୍ଳୀଳ ଶବ୍ଦ ଶ୍ରବଣ କର, ତା ପରେ ଧନ ବୁଝିବୁ, ଅନ୍ଧ ଭକ୍ତ ହଅନିରେ

    • @animeshbeheravlogs
      @animeshbeheravlogs 2 года назад

      @@ANDigital-bk4qu ଟିକେ ଭାଷା ଜ୍ଞାନ ରଖେ, odiya ନୁହେଁରେ odia, ଭାଷା ଜ୍ଞାନ ନାହିଁ ଉପଦେଶ ଦେବାକୁ ଆସିଲା ମାଉସୀର ଅନ୍ଧ ଭକ୍ତ ଶିଷ୍ୟ

  • @narottambeheranarottambehe3631
    @narottambeheranarottambehe3631 2 года назад +27

    ଜାକୁ ଖରାପ ଲାଗୁଛି କାନରେ ତୁଳା ଦେଉଦିଅତୁ ! ମେଡାମ କଣ କୋଉ ଛନ୍ତି ନିଜେ ଯାଣୀ ପାରୁଛନ୍ତିତ , ନିଜର ସିକ୍ଷିଆ ଖରାପ ! ॐ ଜୟ ଜଗନ୍ନାଥ 👃🍁 ( ମା ଉସୀ ଝିଅମାନେ ମଦ ପିବାଟା କଣ ମିଛ , ବା ନହୋଇ ପିଲା ଜନ୍ମ କରିବା କଣ ମିଛ , ଝିଅ ମାନେ ନିଶା ବେପାର କରିବା କଣ ମିଛ , ମାଳି ସାହିରେ ସ୍ତୀ , ଝିଅ ମାନେ ସେକ୍ସ କରିବା କଣ ମିଛ )

  • @lilupradhan4697
    @lilupradhan4697 2 года назад +17

    ଆପଣ ତ ସୁନ୍ଦର କହୁଛନ୍ତି କୋଉଠି ଶୋଇଥିଲେ ଆଜି ଯାଏଁ କାହିଁ ଏଇ new ଗୀତ ନୁହେ ତ ପୂର୍ବରୁ ସବୁ ବାହାରିଛି ସେତେ ବେଳେ ବୋଧେ ଶୋଇଥିଲେ ohhh ଏବେ ଉଠିଲେ ଅପଣ jane ମହୀୟସୀ ମହିଳା.

  • @ANILBABU91
    @ANILBABU91 2 года назад +34

    ଓ ମାଡାମ ଆପଣ ବହୁତ ସଭ୍ୟ ଜଣା ପଡୁଛି
    ସମସ୍ତେ report ମାର ଏ ମାଡାମ ଙ୍କ video delete କର

  • @bikashswain5716
    @bikashswain5716 2 года назад +52

    ଆପଣ ଭାରୀ ସତୀ ନୁହେଁ ଏ ସବୁ ଦେଖା ଯାଉଚି ପୁରୁଷ କାହିଁକି ନିର୍ଯାତନା ର ଶିକାର ହଉଚି ସେଇଟା ଦେଖା ଯାଉନି
    ଭାରୀ ସଂସ୍କାର ଅପଙ୍କର

    • @sanghamitrasethy4972
      @sanghamitrasethy4972 2 года назад +1

      Right

    • @NareshKumar-mx6qr
      @NareshKumar-mx6qr 2 года назад +1

      Right bhai

    • @ambarishswain3233
      @ambarishswain3233 2 года назад +1

      Right

    • @udeykumar6176
      @udeykumar6176 2 года назад

      Abe magya to maa to bhauni kau jilara tike kahilu . Karana tu jadi taku support deuchu taha hele tate jila anusare to maa ra Guna semiti laguthiba . Tenu tike kaha to bhauni kau jilara au Tama maa kau jilara

    • @shyamasundarswain4445
      @shyamasundarswain4445 2 года назад

      Bhai ree ae budhi adhika rangei hauchi mo agare paduni nahele khali 🤬🤬🤬🤬

  • @bibekbehera6141
    @bibekbehera6141 2 года назад +20

    ଆଗରୁ କୁଆଡ ଯାଇଥିଲ ସାହିତ୍ୟ ଦିଦି, ନବମ ଶ୍ରେଣୀ ଝିଅଟା ବେଳକୁ ତ କାଇଁ ପ୍ରତିବାଦ କରିଥିଲେ ସ୍କୁଲ କଲେଜ ବିଷୟ ରେ ଗୀତ ହେଉଥିବା ବେଳେ ଯେତେେଳେ ଗୋଟିଏ ଛାତ୍ରୀ ତଥା ଶିକ୍ଷୟତ୍ରୀ କୁ ସେହି ଗୀତ ଶୁଣି କମେଣ୍ଟ କରୁଥିଲେ ଏପରିକି ଛାତ୍ର ମାନେ ମଧ୍ୟ କମେଣ୍ଟ୍ କରୁଥିଲେ ।

  • @chinmayadalai5312
    @chinmayadalai5312 2 года назад +30

    ମ୍ୟାଡାମ ଆପଣ ମିଡିଆ ସାମ୍ନାରେ ଯେଉଁ ମତ ରଖିଛନ୍ତି ‌ତା ଉପରେ ଆସୁଥିବା comment ନିଶ୍ଚୟ ପଢୁଥିବେ । ସେ ପିଲା ଯେଉଁ ଗୀତ ବୋଲିଛି ଜଣେ ସମାଜସେବୀ ଭାବରେ ଆପଣ
    ଆଇନର ଆଶ୍ରୟ ନେଇ ପାରିଥାନ୍ତେ ? କିନ୍ତୁ ଆପଣ ତା ନକରି ଆପଣ ତା ଭଉଣୀ ଠାରୁ ଆରମ୍ଭ କରି ତା ବାପା ମାଆ ସ୍ତ୍ରୀ ର ଚରିତ୍ର
    ପର୍ଯ୍ୟନ୍ତ ପଳାଇଗଲେ । ଆପଣ କିଭଳି ସମାଜ
    ସେବା କରୁଛନ୍ତିି ଏ ଥିରୁ ଅନୁମେୟ

    • @Sanjay-qs2fg
      @Sanjay-qs2fg 2 года назад +1

      A mana ke vhali samaja saba karuchint dekho

    • @sudambisoi4315
      @sudambisoi4315 2 года назад +1

      Ehi stree ra katha ru Jana paduchi 3rd class stree loka samaja seba pain jogya nuhan

    • @tnanda1432
      @tnanda1432 2 года назад +4

      ଯୋଉ ଗୀତ ଅଛି ଆର ସାହି ଇସର ବେହେରା ଝିଅ,ଷଣ୍ଢ ବାବୁଙ୍କ ତିନୋଟି ଝିଅ ସେତେବେଳେ କଣ ଇଶର ବେହେରା ଓ ଷଣ୍ଢ ବାବୁ କେହି ପ୍ରତିବାଦ କରି ଥିଲେକି? ହ ସେତେବେଳେ ଏ madam ଙ୍କ ଯୌବନ ଉଛୁଳୁ ଥିଲା ଭଲ ଲାଗୁଥିଲା, ଏବେ down ପଡ଼ିଗଲାରୁ ସମାଜ ସେବା କରିବାକୁ ଆସିଗଲେ

    • @jeetkumarsen6639
      @jeetkumarsen6639 2 года назад

      Maa Ghia balo kahuju

    • @jeetkumarsen6639
      @jeetkumarsen6639 2 года назад

      Abe maa Ghia to bhauni nare to maa nare kohi thile tu kon kori than tu maa Giha madam jaha bi kohichonti thik kohichanti

  • @B.hembram8016
    @B.hembram8016 2 года назад +27

    ଏଇ ମାଉସୀ ଙ୍କର ବାପା ମାଆ ବଧେ ବହୁତ ସଂସ୍କାରି

    • @animeshbeheravlogs
      @animeshbeheravlogs 2 года назад

      ଆପଣଙ୍କ ସହିତ ମୁଁ ଏକ ମତ, କେଡେ ସୁନ୍ଦର ଶବ୍ଦ ମାଉସୀ ବ୍ୟବହାର କରୁଛନ୍ତି, ଏମାନେ କେଉଁଠି ସଂସ୍କାରି ସମାଜ ସେବି

    • @tnanda1432
      @tnanda1432 2 года назад

      ଏମାଉସୀଙ୍କ ପୁଅ ଝିଅ ବୋଧେ 📱ରେ xxx ଦେଖି ନାହାନ୍ତି,

  • @DirtyPolitics365
    @DirtyPolitics365 2 года назад +15

    କଳାକାର ତ କଳାକାର ବଡ଼ କଣ ସାନ। ଏହି ମହିଳା ର କଥାରୁ ଲାଗୁଛି ତାଲିବାନ ଶାସନ ରୁ ଫେରିଛି। ତା ବାପ ମା କଣ କଲେ।

  • @RkLifestyle-bb6eg
    @RkLifestyle-bb6eg 2 года назад +6

    ତୁମ ଭାଷା ସର୍ବ ପ୍ରଥମେ ଠିକ୍ କର ମାଉସୀ,, ମା ର କୁଣ୍ଢେଇ ହଉଛି ତା ବାପା ର କୁଣ୍ଢେଇ ହଉଛି ବା ବା କି ଭାଷା ପ୍ରୟୋଗ କରୁଛ ଆପଣ

  • @RomanticSatya3
    @RomanticSatya3 2 года назад +5

    ମୁଁ ଖଇନି ଖିଆ ଆଣିଛି ତୁମ ର ପ୍ରୋବ୍ଲେମ ଅଛି କି ମାଉସୀ, ସମସ୍ତେ ଭୁଲ କରନ୍ତି ଘରେ ତୁମ ର ବି ପୁଅ ଝିଅ ଥିବେ ଯଦି ତୁମ ପିଲାମାନେ ଭୁଲ କରିଲେ, ତୁମ ଆଉ ତୁମ ସ୍ୱାମୀ ଙ୍କୁ ଆକ୍ଷେପ କରିକି କହିଲେ ଆପଣ କଣ ଖୁସି ହେବେକି? ଅନ୍ୟ ର izat ଉଡେଇବା ଆଗରୁ ନିଜ କଥା ଆଗ ଚିନ୍ତା କରନ୍ତୁ llଭୁଲ ପାଇଁ ଦଣ୍ଡ ଅଛି JEET

  • @dambarudharnaik4428
    @dambarudharnaik4428 2 года назад +7

    ତମେ ଭଲ କରି ବ୍ୟଙ୍ଗ କବିତା ଶୁଣି ନ ସେଥିପାଇଁ ୩୦ ଟା ଜିଲ୍ଲା କୁ ଅପମାନିତ କରିଛି ବୋଲି କହୁଛ ।
    ନ ଶୁଣି ନ ଜାଣି ଓଧ ସହିତ ବଣ ଭୁଆ ବାଇ ହେଇଛ
    କେନ୍ଦୁଝର ଜିଲ୍ଲା କୁ କ'ଣ କୁହା ଯାଇଛି କୁହ । ରାସ୍ତା
    ଘାଟ, ବଜାର ରେ ଡାଇରେକ୍ଟ ଦୋ ଅକ୍ଷରି କମେଣ୍ଟ
    ଶୁଣୁଛ ନ ଶୁଣିଲା ପରି ହେଉଛ ।ସେଠି ଭୟରେ
    ପ୍ରତିବାଦ ନାହିଁ । ଏଠି ବ୍ୟଙ୍ଗ କବିତା ପାଇଁ କ'ଣ
    ସବୁ କହୁଛ । ସତରେ ତମେ ମହାନ ମହିଳା ।

  • @SKGbul
    @SKGbul 2 года назад +19

    ଆଜିକାଲି ଝିଅ ଙ୍କ ପାଖରେ ପ୍ରାୟ ସ୍ମାର୍ଟ ମୋବାଇଲ ପ୍ରାୟ 90% ଝିଅ blue print ଦେଖୁଛନ୍ତି. ସେତେ ବେଳକୁ ଖରାପ ଲାଗୁ ନାହିଁ.

  • @failuredoxeboys832
    @failuredoxeboys832 2 года назад +19

    ବାଳ କୁ ତାହେଲେ ତମେ ୟେ ଶବ୍ଦ ବ୍ୟବହାର କରୁଛ aunty

  • @PROUDTOBEINDIA-f1o
    @PROUDTOBEINDIA-f1o 2 года назад +14

    କିଏ ଏହି ମହିଳା ଆଗରୁ କେବେ ତ ମୁଁ ୟାଙ୍କୁ ଗଣମାଧ୍ୟମ ରେ ଦେଖି ନାହିଁ

  • @tnanda1432
    @tnanda1432 2 года назад +17

    ମାଉସୀ ଆପଣଙ୍କ ସମୟର ଗୋଟେ ଗୀତ ସୁଣିଥିବେ ... ଓଡ଼ିଆ ଝିଅକୁ ପ୍ରେମ ମୁ କଲି ଧରାପଡ଼ି ଯାଇ ...,

  • @akashapradhan6175
    @akashapradhan6175 2 года назад +1

    All rights speak madam thany you

  • @smiletapinayak8387
    @smiletapinayak8387 2 года назад +10

    Mausi plz yaa vitaraku tanka Bapa Maa nku tanatuni. Se jadi bhul karichanti tanku kuha but parents nka dosa diontuni, sabu PILA ta bapa maa nka control re nathanti, Master pua je jane master heba ki Dr pua jane Dr heba ae katha re guarantee nahi. Semiti jane criminal ra pua bi police haeparuchi so plz tanka family be ground ku bejit karantuni Mausi.

  • @sanvicreationentertainment2423
    @sanvicreationentertainment2423 2 года назад +5

    ଭାସ୍କର ବାବୁ ଟିକେ comment ପଢ଼ ଏଇ ଯୋଉତ୍ ମେଡାମ jou bhasa ପ୍ରୟୋଗ କରୁଛନ୍ତି ଏଇଟା କୋଉ ସଭ୍ୟ ରେ ଗଣା ସେଇଟା କାଇ ମୁ ଜାଣି ପାରୁନି

  • @lilupradhan4697
    @lilupradhan4697 2 года назад +5

    ଆପଣ ସେ ପିଲା ଙ୍କୁ କୁହନ୍ତୁ ତା ବାପା ବୋଉ କଣ କଲେ ତୁମର ସହ କେବେ ଦେଖା ହେଇଥିଲେ ଦେଖା ହେଇ କିଛି ସୁନ୍ଦର ସୁନ୍ଦର କଥା ବାର୍ତ୍ତା ହଉଥିଲେ ବୋଧେ

    • @kaibalyadas3309
      @kaibalyadas3309 2 года назад

      Pilaku kn pi kahibe kn ta kahidela ki....jadi kahichi lastly se kahichi just for fun dehaku nebeni...au kn rahila ki

  • @panchanangaan6451
    @panchanangaan6451 2 года назад +1

    Right madam

  • @indrakumargujaral8686
    @indrakumargujaral8686 2 года назад +1

    Thik kahile madam

  • @satyasanjibsenapati5287
    @satyasanjibsenapati5287 2 года назад +1

    Ji gai mala mala gaithila taku kan kariba kuhantu madam

  • @padmasaura8632
    @padmasaura8632 2 года назад +2

    ମାଉସି ତମେ ଜାଣିବ ଆଜିର ଝିଅ ମାନେ ଗିତଠାରୁବି ବହୁତ ନିଶା ଖାଇ ପର ଘର ଭାଗଂି ବହୁତ ଖରାପ ସିନ୍ ଦେଖାଉଛନ୍ତି ଆପଣ ଗିତ ନଦେଖି ଓଡିଆ ସମାଜକୁ ଦେଖ

  • @panchanangaan6451
    @panchanangaan6451 2 года назад +1

    Right madam u are great 👍

  • @susantkumarsharma5381
    @susantkumarsharma5381 2 года назад

    ok madam

  • @dangulibehera6234
    @dangulibehera6234 2 года назад +1

    ବୁଢୀ ମାଉସି ମୁଁ ଖାଲି ଏତିକି ପଚାରିବି ତା ବାପା ମା ତମର କଣ କଲେ ।ଏ ବୟସରେ ଆପଣ ବି ଟିକେ ସାଳିନତା ସିଖନ୍ତୁ

  • @ebanitadas7234
    @ebanitadas7234 2 года назад

    Tuma matiska kharap sethi pain tuma manare kharap chaluchi ..se camedy gita bahut sundar 👌👌👌👌👌👌👌👌👌👌

  • @gobindasahoo3222
    @gobindasahoo3222 2 года назад +1

    ମାଉସୀ ଘର ଭଡ଼ା ଦେବକୀ ତମ କୁକୁର ବୁଲେଇ ନେବି

  • @kabisuryabehera8572
    @kabisuryabehera8572 2 года назад +2

    ମାଡାମ ଆପଣ ଆପଣଙ୍କ ସ୍ୱାମୀ ଙ୍କ ଉପରେ ବୋଧେ...., ନହେଲେ...., ଆପଣ ଜମାରୁ ପୁରା ସତୀ, ବିଲକୁଲ ଆପଣ ଅଳିଆ ନୁହନ୍ତି, ଆପଣଙ୍କ ଚେହେରା କହୁଛି...., ବୟସ ବେଳେ ପୋଖରୀ ରେ ଜମା ଗାଧୋଇ ନ ଥିବେ, ଆପଣ ଯେଉଁ କଥା କହୁଛନ୍ତି ଟିକେ ଭାବି କୁହନ୍ତୁ, ଆପଣ ଙ୍କ ବୟସ ବେଳେ କଣ ହୋଇଥିଲା ଟିକେ ଭାବନ୍ତୁ......

  • @sukantisahoo7086
    @sukantisahoo7086 2 года назад +1

    ମାଉସୀ ଠିକ କହିଲ ଏ ଝିଅ ମାନେ କଣ ତାର ଭଉଣୀ ନାହିଁ କି

    • @subhankar2312
      @subhankar2312 2 года назад

      Mausi jaun Bhasa kahichi tamaku thik lagilana,mausi ra bapa maa thibe,tomara bi bapa maa thibe

  • @satyasanjibsenapati5287
    @satyasanjibsenapati5287 2 года назад +1

    Madam a gita sunibaku kharap laguchi gai mala mala sunita bhala laguthiba

  • @alltakesports8735
    @alltakesports8735 2 года назад +2

    ବୁଢ଼ୀ ତୁ ବେଶି ଗପୁଚୁ,,, ତୁ ବି କମ୍ ନୁହଁ,, ତୁ କେତେ ନାବିକ କୁ ପାରି କରିଚୁ କହିଲୁ,,,
    ନବମ ଶ୍ରେଣୀ,,, ତ ଝିଅ ପଢ଼ୁ ନ ଥିଲା କି

  • @prananathpati9976
    @prananathpati9976 2 года назад +4

    ଏ ଟୋକାକୁ ମାଡ଼ ଦରକାର।

  • @friendsvision9612
    @friendsvision9612 2 года назад +2

    Hm କି ସବୁ ପୁଅ ମାନେ ୟୁନିଟ ହୁଅ ଝିଅ ମାନଂକୁ sabad kara

  • @ganeshnayak1520
    @ganeshnayak1520 2 года назад +1

    Good

  • @friendsvision9612
    @friendsvision9612 2 года назад +1

    ଇତଶ୍ରୀ ହତ୍ୟା ମାମଲା ରେ ସବୁ କୋଠେ ଥିଲ ନାରୀ ନେତ୍ରୀ ମାନେ

  • @timetable662
    @timetable662 2 года назад +2

    ବୁଢ଼ୀ କାଳକୁ ତୋର ଗଲୁ ହଉଚି

  • @stvodia073
    @stvodia073 2 года назад

    ଆରେ ଆମେ ସିନେମା ହିରୋ ହିରୋଇନ୍ ତିଆରି କରିବୁ ତାପରେ ତମେ ନବୀନ ଦଳର ଗୋଲାମ ହବ

  • @rakeshkumarmalik3721
    @rakeshkumarmalik3721 2 года назад

    ଏଇଟା କ'ଣ ପ୍ରଥମ ଗୀତ ଆଠାରୁ ମଧ୍ୟ ଖରାପ୍ ଗୀତ ଓଡ଼ିଶାରେ ବନା ହେଇଛି ତାଙ୍କ ଉପରେ ମଧ୍ୟ ଆଇନ୍ ଦେଖାଅ ଖାଲି ଜଣକୁ ଧରିଲେ କ'ଣ ହେବ ଏମିତି ବୋହୁତ ଗୀତିକାର ଅଛନ୍ତି ଓଡ଼ିଶାରେ ଯେଉଁ ମାନେ ଗୀତର ଅର୍ଥ ନଜାଣି ଗୀତ ଗାଉଛନ୍ତି

  • @dolagobindapintu7940
    @dolagobindapintu7940 2 года назад

    ବିନା ପ୍ରଶ୍ନର ଉର ଦେବାକୁ ସମୟ ଲୋଡିଲେ ମୋଦି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟକୁ ଚିଠି ପଠାନ୍ତି

  • @henaranibehera3304
    @henaranibehera3304 2 года назад +2

    ତୁ କେତେ ସଭ୍ୟ ଲୋ ଝିଅ ମାନେ ଏତେ ଯାତ୍ରା କରୁଛନ୍ତି ତୋ ଆଖିରେ ଦେଖା ଯାଉନି

  • @foodstyle5995
    @foodstyle5995 2 года назад +9

    Aunty apan kete manners janichanti seita apanka language ru v jana paduchii ..nd han obviously aji ka tym re gote chota pila v sabu januchanti even (scolding) then jhia mane jaha hauchnti se with pramana jinisa kahuchi.. leave apanka bhali nari mane jauthi thibe sethi kie ba kn kahiba bcz u r ,,,... So leave

  • @balarampati7067
    @balarampati7067 2 года назад

    Bhaskarnews

  • @kamalakantakar5880
    @kamalakantakar5880 2 года назад

    Naa Bhia super ok super super bhia

  • @sssushreeshivanisahoo154
    @sssushreeshivanisahoo154 2 года назад

    Right bcz jau jhia kharap se bujhijiba

  • @nayakjicreations4456
    @nayakjicreations4456 2 года назад +1

    Madam apanka katha upare salinata rakhantu.you are social worker

  • @ranjitmohnty3821
    @ranjitmohnty3821 2 года назад

    ଆକୁ କମେଡି କୁହନ୍ତିନି ଏଗୋଟିଏ ଦୁର୍ବଳ ମାନସିକତା ଘରର ସଂସ୍କାର ନଥିଲା ଭଲିଲଗୁଛି ନହେଲେ ଏମିତି କମେଡି ଗୀତ ବୋଲି ନଥାନ୍ତା

  • @tapanbarik779com4
    @tapanbarik779com4 2 года назад

    ନାରୀ ଜାତି ପାଇଁ ତମେ କଳଙ୍କ ନାରୀ ହେଇ ତୁମ ପାଟିରୁ ଏ ପରି ଶବ୍ଦ ଲଜ୍ୟା ଲାଗୁନି ତୁମ ପରିବାର ର ଶିକ୍ଷ୍ୟା ସଂସ୍କାର ଆଜି ସାରା ଓଡ଼ିଶାକୁ ଜଣେଇ ଦେଲ

  • @DinabandhuPalai
    @DinabandhuPalai 2 года назад +7

    Jetebele jhia manku rape karuchanti setebele kn tama akkhi ki andhara kana heijauchji. Setebele ta media aagare bite dauna.

  • @dayamedia6177
    @dayamedia6177 2 года назад

    ମାଉସୀ ତମେ ଦେଖିଥଲ ନା....ବହୁତ ବାନ୍ଧିଛ... ସେ ପିଲା ଭୁଲ କରିଛି ଆପଣ କିଏ ତା ନିର୍ଦୋଷ ବାପା ମାଙ୍କୁ ଏପରି କହୁଛନ୍ତି ।

  • @AshokKumar-lr5gg
    @AshokKumar-lr5gg 2 года назад

    Kichhi heboni.....👌👌👌👌

  • @jaygurudev5619
    @jaygurudev5619 2 года назад +7

    ସିଏ ଜାହାଜ କହିଛନ୍ତି ଠିକ କହୀଛନ

  • @alok.2008
    @alok.2008 2 года назад

    ଏ ଭଦ୍ର ମହିଳା ଙ୍କୁ ଆଗ ଅରେଷ୍ଟ କରାଯାଉ ।।ଏମିତି ଅଶିଳ ମନ୍ତବ୍ୟ ଦେବାକୁ ଏ କିଏ ସେଠି ପାଇଁ ଆଇନ ଅଛି

  • @CrimeTime-b4l
    @CrimeTime-b4l 2 года назад

    ହୋଉ କାହାର କେତେ ଦମ ଅଛି ଶଙ୍କର ଭାଇନା ଙ୍କ ଘରକୁ ପସ ଦେଖିବା ତାପରେ, ଗୁଡ଼ ହାତ ଆଗେ ଭାଙ୍ଗି ଫିଆଜିବ ତାପରେ ଯାହାହଵ ଦେଖିବା, ମୁଁ ବି ବାଲେଶ୍ଵର ଜିଲ୍ଲା ରୁ ତୁ ଆ ଥରେ ମାଗିହାଁ ଭାସ୍କର ଆମ area ଆଡକୁ

  • @kalyanpanda5885
    @kalyanpanda5885 2 года назад

    ଓଡ଼ିଆ ଜାତିର ରକ୍ଷା କାର୍ତ୍ରୀ

  • @amulyaswain22
    @amulyaswain22 2 года назад

    ମଙ୍ଗଳା ଠାକୁରାଣୀ ଭଳିଆ ସିନ୍ଦୁର ଠୋପା ଲଗେଇ
    ଏ ମାଇକିନିଆଁ ଗୁଡାକ କଣ ସମାଜସେବା କରୁଛନ୍ତି କେଜାଣି!!!!!!
    ଖାଲି camera ଆଗରେ ପାଟି ପାକୁପାକୁ କରି ପକଉଛନ୍ତି ଲୋ ମା,,,,,,,,

  • @stvodia073
    @stvodia073 2 года назад

    ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ

  • @kalyanpanda5885
    @kalyanpanda5885 2 года назад

    ରାଜ୍ୟ ସଭା ଯିବା ଆଶା ରେ ବୋଧେ

  • @smitanjalibehera7986
    @smitanjalibehera7986 2 года назад +1

    Tu budhi bhari bhala bodhe to bhasa ru jana paduchi to bapa au bau bodhe tote ae bhalia sikhya dei thibe

  • @beauty2193
    @beauty2193 2 года назад

    Bapa Maa ethire kana kale. Tike sabhya bhab are katha kuhanti.

  • @friendsvision9612
    @friendsvision9612 2 года назад +1

    ନବମ ଶ୍ରେଣୀ ଝିଅ ta ଯିଏ ବାହାର କରିଛି ta ବିଷୟରେ କିଛି କହୁନୁ. ଆହେ ଦୟା ମୟ ବିଶ୍ୱ ବିହାରୀ ଗିତ ବିଷୟରେ କିଛି କହୁନ. ମାଡାମ ଙ୍କ ପାଟିରୁ କୁଣ୍ଡିଆ କୁଣ୍ଡି ଭଳି word ଶୋଭା ପାଉନି ଛି ଛି. Language ଠିକ rahuni

  • @bikastherealmotivator9533
    @bikastherealmotivator9533 2 года назад +1

    କି ପୋଖରୀ, ଗଭୀର କେତେ,କଇଁ ଫୁଲ ଥିବତ?

  • @ncccdtdebaraj8648
    @ncccdtdebaraj8648 2 года назад +1

    Aunty tamar kn adhikara kahara family bisayare kahibaku

  • @prasantbarik9084
    @prasantbarik9084 2 года назад +1

    Ehi anti babula songre dance karithile janapadu ,tenukari anti tuma julaku Dekhi babula kanduchhi songku birodha karunahanti,prathame antiku arrest karajau please,

  • @ANDigital-bk4qu
    @ANDigital-bk4qu 2 года назад +3

    ମା ଆପଣ ଠିକ୍ କହିଛନ୍ତି।

    • @SingleBoyRajib
      @SingleBoyRajib 2 года назад

      Bala Na 🤣😂😅😆😁😄 Thik

    • @NareshKumar-mx6qr
      @NareshKumar-mx6qr 2 года назад

      Jadi thik .jhia bahu bajarare peta dekhei jangha dekhei kanhi jauchha eta odisar parampara

    • @SingleBoyRajib
      @SingleBoyRajib 2 года назад

      @@NareshKumar-mx6qr bhai gjb 🙏 Katha kahicha

    • @ANDigital-bk4qu
      @ANDigital-bk4qu 2 года назад

      @@SingleBoyRajib ruclips.net/video/6ZBQ6Q7fwlE/видео.html

    • @ANDigital-bk4qu
      @ANDigital-bk4qu 2 года назад

      @@NareshKumar-mx6qr ruclips.net/video/6ZBQ6Q7fwlE/видео.html

  • @uttambera4800
    @uttambera4800 2 года назад +1

    Apana jou sabda sabu kahile apanakara pila Mane sunithibeta
    Apankara kathare janapaduchi apana kete vadra🤣

  • @kahijanilekathasundar
    @kahijanilekathasundar 2 года назад

    ତମେ ମୋ ମାଆ ଭଳି, ନହେଲେ ଏମିନ୍ତି sodi ଥାଆନ୍ତି, ତମ କାନ ରୁ ରକ୍ତ ବାହାରି ଯାନ୍ତା
    ଆଗରୁ କୋଉଠି ସୋଇ ଥିଲ ବା
    ଆଗରୁ କେତେ କେତେ daaria ଗୀତ ବାହାରିଛି
    ତମେ କେବେ କହିଛ କି, ନବମ ଶ୍ରେଣୀ ଝିଅ ଟି ଯେତେବେଳେ ହଟ୍ କରୁ ଥିଲା ତମେ କୋଉଠି ସୋଇ ଥିଲ ବା

  • @anadasahoo844
    @anadasahoo844 2 года назад

    I think he is right

  • @pushpakyoutube.4317
    @pushpakyoutube.4317 2 года назад

    ଜଉ ଭଦ୍ର ମହିଳା ମାଉସୀ କହୁଛନ୍ତି ତାଙ୍କୁ ପଚାର ତାଙ୍କ ଗାଁ ଝିଅ ଭଲ କି ଖରାପ । ମାଉସୀ କୁଁ ଟିକେ ଭୁବନେଶ୍ୱର ପଟିଆ ଆଡ଼େ ବୁଲେଇ ଅଣ ଜଣିନେବେ ସବୁ ରାଜ୍ୟର ଝିଅ ଭଲ କି ଖରାପ 😅

  • @stylish_boy_makhan_0123_1k
    @stylish_boy_makhan_0123_1k 2 года назад +1

    Aei madam kou satisabitiri ki ?????

  • @diptishorts2014
    @diptishorts2014 2 года назад

    Ei madam bahutu bhala tu gote bahuta abhadra

  • @kalyanpanda5885
    @kalyanpanda5885 2 года назад +1

    ଗାଳି ଦେବା ଠିକ

  • @munnabhaimbbs5989
    @munnabhaimbbs5989 2 года назад

    ମା ଅସଲ ଜାଗାରେ କଥା କୁହନ୍ତୁ ଜୋ ଜାଗାରେ କଥା କହିବା କଥା ସେ ଜାଗାରେ କହୁନ

  • @AmulyaAmulya-x9d
    @AmulyaAmulya-x9d 8 месяцев назад

    Sati.sabitri

  • @ramakantapal2672
    @ramakantapal2672 2 года назад

    ମାଉସୀ ଘରକୁ ପଳେଇଜା ଆଇଟମ ଡେନସ ଦେଖ ନଟକ ବନ୍ଦ କର

  • @prabhakardas4898
    @prabhakardas4898 2 года назад

    ତୁ ଗୋଟେ ଚରିତ୍ର ହିନ ନାରି ନହେଲେ ପିଲାଶାଗଂରେ ବାପା ଓ ମା ସହିତ ତୁଳନା କରି ନଥାନ୍ତୁ

  • @sanjaymalik4211
    @sanjaymalik4211 2 года назад

    Why ?

  • @stupidkabi4413
    @stupidkabi4413 2 года назад +2

    Mausi naari ku aame respect deu.... Dabu
    Madhya kintu aapan jie vul kalaa taa bisayare kuhantu... But athi se bhainkara bapa maa kn kale.... Sabu katha samaste bapa maa nka sankara ku dosa dianti.... Bapa maa kebe b kusanskara sikhei nathanti... Kahara bapa maa nku amiti kahiba thik nuhe...

  • @deepakgarnaik8292
    @deepakgarnaik8292 2 года назад +3

    Tu ta gehi besi dekhei hauju

  • @santoshsahoo8843
    @santoshsahoo8843 2 года назад

    Y no

  • @prabhakardas4898
    @prabhakardas4898 2 года назад

    ଆରେ ମାଡାମ୍ ତୁଗୋଟିଏ ଚରିତ୍ର ହିନ ପରିବାରର ନହେଲେ ଏତେଶବୁ ଯାଣିଲୁ କେମିତି କଣ୍ ଆଗରୁ ଅଶିଳ ଭାଷାରେ ଗିତ ହେଇନି

  • @abhimanyusenapati277
    @abhimanyusenapati277 2 года назад

    Ke. Bala. Katha. Ya. Sabu

  • @Supriya002
    @Supriya002 2 года назад +1

    Akdam Thik Katha Kahichanti A Toka Ra Prabala Galu Uthuchi... Ta Bopa Au Bou ra Prabala Galu Uthuchi...

    • @deepakgarnaik8292
      @deepakgarnaik8292 2 года назад

      Tu ta besi jarniju na se pila thik achi

    • @subhankar2312
      @subhankar2312 2 года назад

      Mausi jaun pukhari re gadhoiba katha kahichi ta bapa tuma pukhari re gadhoichanti bodhy,na hele tume kemiti janila tankara prabala kundei hauthila boli

  • @juluchsahu7279
    @juluchsahu7279 2 года назад

    Mdm he is a comedy song.... Mdm song ending re again please audio🔊.....

  • @SAMATANEWSTHEGOAT
    @SAMATANEWSTHEGOAT 2 года назад

    ସବୁ ଜିଲା ଝିଅ ମାନେ ବେଶ୍ୟା

  • @narayanparida1774
    @narayanparida1774 2 года назад +2

    Madam nije Jane asavya bhali katha kahuchhanti

  • @bhabanadhaojha2804
    @bhabanadhaojha2804 2 года назад

    Madam kouthi thile apana

  • @SailaxmiProduction
    @SailaxmiProduction 2 года назад

    Mausi jia mane gojhei khaile kan hela . au jia mane ______? Khaile.
    Kichhi nuhe.

  • @gitanjalipani6353
    @gitanjalipani6353 2 года назад

    Comedy ku comedy bhaba re niantu.kainki se pilata pachhare padichanti.se bhula boli mani sarila pare bi ete alochana... Bahut heigala...🙏🏻🙏🙏🙏🏻🙏🏻🙏🏻🙏🏻🙏🏻

  • @sanatansanatan5219
    @sanatansanatan5219 2 года назад

    Agaru jie aslila gita bahara kari6nti tanku danda miliba darkar maa .🙏🙏

  • @abhayabhuyan2987
    @abhayabhuyan2987 2 года назад

    ତୁ କଣ ସତୀ , ତୁ କେମିତି ଜାଣିଲୁ ଏତେ କଥା, ତୋର ସବୁ ଉପାଡି ଦେଇଛନ୍ତି ବୋଧେ ଲୋକମାନେ,

  • @harekrushnapatra4501
    @harekrushnapatra4501 2 года назад

    madam gote chhatarkhai bhali laguchhanti

  • @anjalimusiclab
    @anjalimusiclab 2 года назад +1

    Ate police marila pare bi ଗଞ୍ଜେଇ bepara chaduni basted କୋରାପୁଟ

  • @mr.perfume9780
    @mr.perfume9780 2 года назад

    ଏ ବୁଢ଼ୀ ଟା ବହୁତ୍ କଥା କହୁଛି , ସତେ କି ତାର ବିଆର କଣା ନାହିଁ!🤣🤣

  • @NC123-s1q
    @NC123-s1q 2 года назад

    Budhi mausi Odisha re eitu b auri bahut kharap song heichi se song bisayare b action niantu 😂besi kahuchha tame

  • @bhajamanpatra4481
    @bhajamanpatra4481 2 года назад

    ଆଲୋ ବେଧେଇ ମାନେ ଯାଣିପାରୁନ ଏଇଟା ପରା କମେଡି

  • @jayantlove2050
    @jayantlove2050 2 года назад +2

    maushi thik thik