KAIN EMITI KALU || NEW ODIA SAD ROMANTIC SONG || AMRITA NAYAK || STUDIO VERSION

Поделиться
HTML-код
  • Опубликовано: 20 окт 2024
  • ✽ Song : Kain Emiti Kalu
    Sad Romantic Odia song
    #AmritaNayak #SadEmotionalSong #OdiaSong #SMRUTIRANJAN
    ✽ Singer : Amrita Nayak
    ✽ Lyrics : Smrutiranjan Sethy
    ✽ Music Director : Rajendra Roul
    ✽ Producer (Audio & Video) : KARNNA MEDIA creations
    ✽ Recorded At : Studio middle octave
    DOP- Subrat ollywood report
    ✽ Studio Version Making : Karnna media visual group
    ✽ Rhythm Programing & Arrangement - Santosh
    ✽ All Copyrights Reserved By : KARNNA MEDIA PVT.LTD
    ✽ ♪ Music Label - RR Music.Ltd
    Contract as- 7809029636 & 7978974923
    Lyric-
    ତୁ ମୋ ପାଇଁ ମୁଁ ତୋ ପାଇଁ
    କଥା ଥିଲା ସାତ ଜନମ ପାଇଁ
    ସାତ ଜନମର କଥା ଭୁଲିଲୁ
    ଏମିତି କଲୁ କାହିଁ ତୁ ଏମିତି କଲୁ ।
    ଭଲ ପାଇ ତୋତେ ଭରଷା କଲି
    ଠକି ଦେଇ ମୋତେ ଗଲୁ ତୁ ଭୁଲି
    ହୃଦୟକୁ ମୋର ଭାବିଲୁ ସସ୍ତା
    କଥା ଦେଇ ମୋତେ ତୁ କଲୁ ହିନସ୍ତା
    ବିଶ୍ବାସକୁ ମୋର କରିଲୁ ଚୁନା
    କେମିତି ଜୀଇଁବି ମୁଁ ତୋ ବିନା
    ହଁ ମୁଁ ତୋ ବିନା ......
    ତୁ ମୋ ହିରା ତୁ ମୋ ମୋତି
    ତୁ ଥିଲୁ ମୋର ଜୀବନ ସାଥୀ
    ସାଥୀ ହୋଇ ସାତ ପର ଭାବିଲୁ
    ଏମିତି କଲୁ କାହିଁ ଏମିତି କଲୁ ।
    କିଏ ବା ପୋଛିବ ଲୁହକୁ ମୋର
    ନିଜର ହେଇ ତୁ ଯେବେ କରିଲୁ ପର
    ତଥାପି ନିଜର ଲାଗୁଛୁ ମୋତେ
    ନିରିହ ମନଟା ଝୁରୁଛି ତୋତେ
    ହସ ହେଇଗଲା ମୁଠାଏ ବିଷ
    ତୋର ଦୋଷ ନା ମୋର ଦୋଷ
    କହ କାହାର ଦୋଷ ....
    ତୁ ମୋ ମନ ତୁ ଜୀବନ
    ତୁ ପରା ମୋ ସୁନା ସପନ
    ସପନକୁ ମୋର ଅଧା ରଖିଲୁ
    ଏମିତି କଲୁ କାହିଁ ଏମିତି କଲୁ ।
    Amrita Nayak new song, Amrita Nayak sad odia song, Amrita Nayak broken heart song, Amrita Nayak odia emotional song, Amrita Nayak new odia sad song 2019,
    Amrita nayak other Song-
    Amrita nayak e mana mo mana, Amrita nayak kemiti Bhulibi se abhula dina, Amrita nayak dhana re dhana, Amrita nayak Tu thaki delu ..
    🔔 Get alerts when we release any new video. TURN ON THE BELL ICON on the channel ! 🔔
    Visit - Facebook page link- / karnnamedia
    LIKE | COMMENT | SHARE | SUBSCRIBE
    👉 SUBSCRIBE For UNLIMITED ENTERTAINMENT!
    !!* ANTI-PRIVACY WARNING *!!
    This content is Copyright to Karnna Media Pvt.Ltd. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate this copyrights material presented !!

Комментарии • 38