ଭିତର ରତ୍ନଭଣ୍ଡାର ଖୋଲୁ ଖୋଲୁ ହଠାତ ଶୁଭିଲା ସଁ ସଁ ଗର୍ଜନ,ଧାଇଁ ପଳେଇ ଆସିଲେ ୧୫ ଜଣିଆ ଟିମ..
HTML-код
- Опубликовано: 25 окт 2024
- HINDU TOKA | ODISHA NEWS | JAGANNATH TEMPLE
ରତ୍ନଭଣ୍ଡାର ଖୋଲା ନ ହେଉଣୁ ଶ୍ରୀମନ୍ଦିରରୁ ଆସିଲା ଦୁଃଖ ଖବର....#Ratnabhandar #rathyatra #Festival #Jagannath #Puri #Hindutoka #Odisha #Hindutokaodia #Spiritual #Spirituality #Bhakti #Bhajan #Story #Purinews #Purijagannathtemple #Temple #Viral #Viralvideo #Special #Sworgadwara #Purisworgadwar #Seabeachpuri #Seabeach #Latest #Malika #Hindu #hindutva #sanatandharma #sanatan #Jagannathtemple #Temple #purijagannadh #Shree #Sanatani #Hinduism #travel #tourism #travelvlog
ANTI-PIRACY WARNING*
This content is Copyright to HINDU TOKA. Any
unauthorized reproduction. redistribution or re-upload
is strictly prohibited of this material. Legal action will
be taken against those who violate the copyright of the
following material presented!
ଯିଏ ପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର କୁ ନେଇ ମିଛ ପ୍ରଚାର କରୁଛି ,ପ୍ରଭୁଙ୍କ ଅଭିଶାପ ପଡୁ,,,ଜୟ ଜଗନ୍ନାଥ
Right
Right 👍👍👍
Right
Thik ktha
A sabu Sara bi heipare au michha bi heipare because jagannath au kehi nuhe swoyam parama bramha se tanka ra bhayankara bahana jaga jaguali rahithibe na✅ta pare bi se sara jagata ra thakura Ame sabu tankari santana sethipain mo Prabhu kebe kahara anistha chahinbe nahi tenu mote laguchi a ranta bhandara katha ku nei loka michha prachara karuchhanti kahinki na semane khass Kari a mohan majhi ta Asichi odisha au ratna bhandara sabu suna.rupa.heera.leela.moti .manikya sabu kichhi chorei nebaku aeya hi mote laguchi kintu se janini j mo jagannath jemiti Tarana kariparanti semiti marana madhya karantu sethipain he jagata re natha jagannath🌹🙏🌹🚩bhakta nku sha hua dukhiku Saha hua papi au manisa rupi rakhyasa ku sanhara kara Prabhu🌹🙏🌹🚩🚩🚩
ପ୍ରଭୁ ଙ୍କ ରତ୍ନ ଭଣ୍ଡାର ବିଷୟରେ ଫାଲତୁ ହେଡ଼ିଂ ଦେଇ ଯଦି କାଉ ଭି ମିଡିଆ ଭୁଲ ତଥ୍ୟ ଦେଖାଇ ଲୋକଙ୍କୁ ବାଟବଣା କରିବ,ଅଳ୍ପ ଦିନରେ ସେଇ ମିଡିଆ ଲୋପ ହେଇଯିବ, ଜଗନ୍ନାଥଙ୍କ ପାଖରେ ମୋରୋ ଏହି ପାର୍ଥନା.
Un HV VG VG ,
ଯେଉଁ ଚାନେଲ ମିଥ୍ୟା ତଥ୍ୟ ପରିବେଷଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ହେବା ଦରକାର
Khaijibe....😢😢😢Mo PRABHUNKA Sabu Bhandara❤❤❤Jay Jagannath
👉❤mahaprabhu kna lilaa apar aaye ❤🚩Jay Jagannath 🚩
Satare ratna vanra gotiyebi natna corehuye tebe pralaya asiba jay jagannthaknara jayheu😢❤❤😂😂❤❤❤❤❤❤❤❤❤❤❤
Mohan.ji.ki.jay
Thanks Deepak ji
.ଏଡ଼େ ବେହିୟା କାମ ନ ଥିବା ଲୋକ ଏପରି ମିଛ ଗୁଜବ କାହାଣୀ କହନ୍ତି
Jaga ree tume he sabu kichhi ajagata ku bhala ree rakha hee jagannath 💞🙏🙏😭😭
ଏ କୋଉ ମିଡ଼ିଆ ଵାଲା କିରେ ଶଳା ଜନସାଧାରଣ ଙ୍କୁ ମିଛ କଥା ପ୍ରଚାର କରୁଛି...
E media Bala maak aru rar nani bhun k ghima ho
ମିଛୁଆ ସାମ୍ବାଦିକ
ପୁରା ଭୁଲ୍ information ଦଉଛି
ହଁ ଦର୍ଶକ ବନ୍ଧୁ ଆପଣଂକୁ ଲାଗୁଛି କି ଏଇ ରିପୋର୍ଟର ଆଗରୁ ମାଂକଡମାର୍କା କଡା ଗୁଡାଖୁ କୁ ହାଟରେ ବିକୁଥିଲେ କି....?
କାରଣ ଅନେକ ମିଛ ଗୁଜବ କୁ ଏହି ମହାଶୟ ସାଧାରଣ ଦର୍ଶକ ମାନଂକୁ ବିଚଳିତ କରୁନାହାନ୍ତି କି...?
A reporter nka g re kila pureile g marauchanti😊
Aeta ade maghia kire yakuhi kuhanti bapa ku bandhi maa ku neba loka
Jay jaganntha
ଜୟ ଜଗନ୍ନାଥ 💪😎💪😎🙏🙏🙏💐🙏💐🙏💐🙏💐🙏💐💯🇮🇳🇮🇳🇮🇳😱😱😱😱😱😱😱😱😱
ହାରାମି ଚେନେଲ। କିଛି ନ ଜାଣି ଲୋକଙ୍କୁ ଭୟଭୀତ କରୁଛି।
😂😂😂😂😂😂 କାମ ଧନ୍ଦା ଅଭାବ ଅଛି ଆଉ 😂😂
ଠିକ କହିଲ ଭାଇ
🙏 Jay ♥️ jagannath 🙏♥️🙏 Jay 🙏 jagannath 🙏♥️🙏 Jay 🙏 jagannath 🙏♥️🙏♥️🙏♥️🙏♥️🙏♥️🙏
Jay shree jagannath
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻
jay jagannath 🙏🏽🙏🏽🙏🏽🙏🏽🙏🏽
Jaysrijagannath
ଯେ କୌଣସି ପ୍ରକାର ବାଟରେ ଏ ସବୁର ରହସ୍ୟ ଜଣାପଡୁ ।ଜୟ ଜଗନ୍ନାଥ ।ଭୟଭୀତ କରିବା ବିଧେୟ ନୁହେଁ ।
Hl n
Jay Jagannath 🙏🙏🙏
Jay jagannath 🙏
ଏଇ କଳିଜୁଗ ରେ କଣ ଦେଖା ଗଲା କି ...ଏ ଦୁନିଆ ଧ୍ୱଂସ ହେଇଯିବ ...ପଲାଇ ଯା ବିଜପି ସରକାର 🇮🇳🙏🌍
Jay Jagannath ❤❤❤😊😊
ଶଳା ତମେ ସବୁ ଆଗ ସଂହାର ହେବ ମିଛୁଆ ମାନେ
Jay Jagannath Jay Nrusinghnatha Jay maa Laxmi
ଏ ଭାଇ ତମ କଥାରେ ଗାଣ୍ଡି ଫାଟିଯିବ ଏମିତି ମିଛ କଥା କାହିଁକି କହୁଚ
🌹🌹🌹👍🏻
You are great 👍 commentators
ମିଛୁଆ
Jay Jagannath ♥️🙏
Jie khuliba siemariba Jay jagannath 🙏
ରତ୍ନଭଣ୍ଡାର ସମ୍ପର୍କରେ ତଥ୍ୟ ଗୁପ୍ତ ରଖୁଛନ୍ତି କାହିଁକି? ଶହ ଶହ ବର୍ଷ ହେଲା ଓଡ଼ିଆ ଗଜପତି ରାଜବଂଶ ଏଠି ଅନେକ ଧନ ରତ୍ନ ରଖିଛନ୍ତି। ସାର୍ବଜନୀନ ନ କରି କିଛି ମାରିବେ କି? ମାଳିକା, ସେବାୟତ, ମୁକ୍ତିମଣ୍ଡପ ବ୍ରାହ୍ମଣ,ଗଜପତି ଓ ଶଙ୍କରାଚାର୍ଯ୍ୟଂକୁ ଅଣଦେଖା କରି ଏ କାମ ହେଉଛି। କେମିତି କେଉଁ ନୀତି ନିୟମ ମାନି ଖୋଲା ହେବ,ତାହା ମାନିବା କଥା।ବହୁ ଲୋକ ବହୁ କଥା କ଼ହିଵେ।ତେଣୁ ଯେଉଁ ମାନେ ଭିତରକୂ ଯାଇଥିଲେ, ସେମାନଙ୍କ ମତାମତ ସାଂଗେ ସାଂଗେ ନେବା କଥା।
B blessed
@@pratyushpradhan3275 ଧନ୍ୟବାଦ!
Chal magya BJD dhatu chua gapa kahuchu
ମିଡିଆ ଭାଇ ମାନଙ୍କୁ ଅନୁରୋଧ ଦୟାକରି ଏଭଳି ମିଛ ପ୍ରଚାର କରି ଲୋକଙ୍କ ବିଭ୍ରାଟ କରନ୍ତୁ ନାହଁ
Jay Jagannath Jay Jay Jagannath
Super michhua channel
ଜଦି ସତକଥା ତାହାହେଲ ରତ୍ନ ଭଣ୍ଡାରରେ ଯାଇ ଲାଇପକରନ୍ତୁ ଆମେ ଯାନି ପାରିବୁ ଜୟ ଜଗନ୍ନାଥ
Jay jagannath swami nkara jay🙏🙏🙏
JAY JAGANNATH 🙏
ଭଗବାନ ଜଗ୍ନାଥଙ୍କ ତୁମକୁ ଠକି ଜବାବ୍ ଦେବା ମିଛୁଆ ଠକ ମୁ ପରା ସେଇଠି ଅଛି
🙏🙏
sabu sei Prabhu nka echa 🙏🙏
ଏମିତି ଡରାଇ ଡରାଇ ଚୋରି କର
ସତରେ ସକେ ମଗୀଆ
😂😂
Tu jatra aperare pala be
କୋହିବାର style ଭଲ I like it ମିଛୁଆ
ଘର ମାଲିକ ନାହିଁ ତମେ ମାନେ ପଶିବତ ଅସୁିଧା ତ ହେବ ଜୟ ଜଗନ୍ନାଥ ❤
Jay jagannath ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଏ ସଳା ମାଝି କୁ ବିଦାକର ସବୁ ଠିକ୍ ହେଇଯିବ
ମାଝୀ କଣ କଲେ ଭାଇ ଆସି ନପାରୁ ପାରୁ ଶ୍ରୀ ମନ୍ଦିର ସମ୍ପତ୍ତି ଖାଇ ଗଲେକି??
ମୁଁ ହେଲି ରତ୍ନ ଭଣ୍ଡାରର ସେହି ସାପ.. ଏବେ ବାହାରେ ବୁଲୁଚି.. ମୋର ଏବେ 21 ଦିନିଆଁ ଓପାସ.. କାହାର କିଛି ଅନିଷ୍ଟ କରିବି ନାହିଁ.. କାମ ସୁରୁଖୁରୁରେ ଚାଲୁ... ଭଣ୍ଡାର ଜଗି ଜଗି ବୋର ହେଇ ଗଲିଣି.. ମୁଁ ଏବେ ଚାକିରିରୁ ଅବସର ନେବାକୁ ଚାହୁଁଛି.... ଏ ଲୋକଟା ମିଛ କହୁଛି 😁
Jai sarpa debata, apananku Namaskar, 21 dinara opasa pare apana kana ei Chanel balaku khaibe ki ?
@@RukmanaDas-oz7lw 😂ଜୟ ଜଗନ୍ନାଥ🙏🚩
@@dillipkumardas8315 Jai Jagannath 🙏🙏🙏🙏🙏
😂😂😂😂@@RukmanaDas-oz7lw
Achhi au eka dinosar
ମାଲିକ ନାହିଁ, ଘର ଭିତରକୁ ଗଲେ ତ ଅସୁବିଧା ହେବ। ଏହା ନୁଆ କଥା ନୁହେଁ
Year correct right answer
89p ol@@arjunarana2003
Right 👍
ମାଲିକାଣୀ ପରା ଅଛନ୍ତି
@@prafullachandrasethi5595 kichhi asubidha heini
Jay jaganarth
ଗାଲୁଆ ଙ୍କ ବାରବାଟୀ ଚାଷ, କୌଣସି ତଥ୍ୟ ଜଣା ନାହିଁ, ଖାଲି ରାଉ ରାଉ ହଉଛ
Tautor ganjudu channel ta
ଏପରି ବେକାର୍ କଥା ପୋଷ୍ଟ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି କାହିଁକି, ପ୍ରସାଶନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାକୁ ବନ୍ଦ କରନ୍ତୁ ।
ମାଗିହା ସେଇଠି ତୋ ବୋଉ ବିଆ ଅଛି
Right😅😅😅😅
Prabhu jagannath nka aagnya nahele kholi habani
Jaya Jagannath 🙏
ସେବାୟ ମାନେ ନିଜ ସ୍ୱାଠାପର
😊
Jay Jagannath
HEY MOHABAHU TAB ICHHA PURN HEU. JAY JAGANNATH.
ସୁଦୁ ମିଛ କଥାଗୁଡା କାହିଁକି ବଲ ବଲ ହୋଇ ଜନସାଧାରଣଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି ? ଅନ୍ଧ ବିଶ୍ବାସୀ ବାହାପିଆଙ୍କର ଇଏ ହେଉଛି ବାରବାଟି ଚାଷ । ଜୟ ଜଗନ୍ନାଥ, ଜୟଜଗନ୍ନାଥ, ... ... ... .. ...
ଏମାର ମଠରୁ ବାହାରି ଥିବା ରୂପା ଇଟା ଗୁଡ଼ିକ ମୁଖ୍ୟତଃ ରତ୍ନ ଭଣ୍ଡାର ରେ ରହୁ ।
ମିଛ ଖବର
ବଢିଆ ଗପ କହୁଛ ଭାଇ
Prabhu mausi maa mandiraru pheriba pare ratna bhandara kholi thile bhala hei thanta
ଯେଉଁ ଲୋକ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବିଷୟରେ ମିଛ କଥା କହୁଛି ତାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଅଭିଶାପ ପଡ଼ୁ😅😅
ଯୋଉ ବାଟେ ଭିଉ ବଢ଼ିଲେ ହେଲା ନା କଣ କହୁଚ୍ଛ ଭାଇ ତମ ଚାନେଲ କୁ ମାନିବାକୁ ପଡ଼ିବ ।ଜୟ ଜଗନ୍ନାଥ ସ୍ଵାମୀ ।
ମିଡ଼ିଆ ଭାଇ ଙ୍କ କଥା ଶୁଣି ଆମକୁ ବେଶୀ ଡର ଲାଗୁଛି
❤❤❤❤SAPA NAHIN KI KICHHI NAHIN...SABU CHOR...KAHAR BANDA KICHHI CHHODI HABANI❤❤❤❤JAGANNATH MODI RA BHAKTA❤❤❤❤❤
ଏହି କଥାଟି ଅନ୍ୟ କେହି ଜାଣିପାରିଲେ ନାହିଁ। କେବଳ ତୁମକୁ ଦେଖାଗଲା। ଏମିତି ଗାଲୁଆ ଆଉ କେଉଁଠି ଅଛନ୍ତି, ନା କେବଳ ତୁମେ।
Jia ye vedio send karichhi taku dekha deba dinosar
Jie khuliba sie mari jau karana ratna bhandara khulile bahut seba yata mane kasta bhugibe
ରତନ ଭଣ୍ଡାରକୁ ଯେଉଁମାନେ ମିଛ କାହାଣୀ ଶୁଣାଉଛନ ସେହି ଟାଉଟର ଠାରୁ ଦୂରେଇ ରହିବା ଦରକାର
ଠାକୁରଙ୍କ ନାମରେ ମିଛ କଣ ପାଇ କହୁଛନ୍ତି
ଭାଡୁଆ ନିୟୁଜୁ ବାଲାଙ୍କ ପେଳ ଖବର
ସତରେ ହାରାମି
ରତ୍ନ ଭଣ୍ଡାର ପ୍ରାୟ ଖାଲି, ବହୁ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ବହୁ ମୂଲ୍ୟବାନ ଅଳଙ୍କାର ଚୋରି ହୋଇ ହଜମ ହୋଇ ସାରିଛି ! ହୀରା, ନୀଳା, ମୋତି, ମାଣିକ୍ୟ ଗଲା କାହିଁ ? ଶୁଣା ଯାଏ ଯେ ଜଗନ୍ନାଥଙ୍କର କାନର କୁନ୍ଦଳ କଦଳୀ ଭଣ୍ଡା ଭାଲିଆ ସେଇଟା କାହିଁ ?ଚୋରି କରି ଖାଇଦେଲେ ନା ଅଛି ?
ଯେତେ ମିଛ କହିବ ସେତେ ଶୁଣିବାକୁ ମଜା ଲାଗିବ
ଆରେ ଶଳେ, ତୁମକୁ ଏକଥା କିଏ କହିଲା। ଆଜି ପରା ପୁରା ଟିମ୍ ର ଯିବା ଆସିବା ଦେଖିଲ। ୟ ପରେ ବି ଆହୁରି ବିଭ୍ରାନ୍ତ କରୁଛ ଲୋକଙ୍କୁ।
Jay baba bisnu
ମିଛ ସମାଚାର
😮
ତୁମର ଶଳା କାମ ଧନ୍ଦା ନାହିଁ କିରେ। ସପ୍ତ ଫେଣି ନାଗ ତୁମର କଉଠି ପଶିଗଲା
କିଛି ମିଳିବ ନାହିଁ
ସବୁ ମିଛ କଥା ଲୋକଙ୍କୁ ଡ଼ରାଯାଉଛି,
ସାତ ଫେଣୀ ସୀପ ନୁହ ତୋ ବୋପା ବାନ୍ଡ ବାହାରିଲା ସୀଦୁକରୁ
Thanks.not believable.
ହଇରେତମକୁମାଡଦରକାର
କିଛି ହେବନି, ଏ ସବୁ ବାଯ୍ୟ କଥା!
ରତ୍ନ ଭଣ୍ଡାର ଖୋଲାଯାଉ l ସବୁ ଗୁମର ଖୋଲିଯିବ l ମଣିଷ ନ ପାରିଲେ ମେସିନ ଦ୍ୱାରା କରାଯାଉ, କିନ୍ତୁ ରତ୍ନଭଣ୍ଡାର ଖୋଲାଯାଉ l ⭕‼️⭕
😢😢😢
Kn pani ma😂
To bapa ro sompoti ta aou kholiba rotna bondar 😂😂😂
Tu kholibu ja
Ketoti ratna Dana karicha 😂😂😂
ଚୋର ତୁମରିଵୁ ମିଛୁଆ ଜୟ ଜଗନ୍ନାଥ
jou mane galidebaku chahuchha like kara😂😂😂
Kichi nahi bhitare 👍
ଦେପକ ଭାଇ ତମ ଭଏସ୍ ମୋ ଭଳି ଶୁଣାଯାଉଛି😂😂 ଆମକୁ ବୋକା ଭାବିଲ କି
ମଘିଆ diloge ଭଲ ମାରୁଚୁ ରେ
ତମେ ରତ୍ନ ଭଣ୍ଡାରର ସାପ ଦେଖିଛନା ଟାଉଟର୍,ପରମ ଗାଲୁଆ
Deepak ଭାଇ ତୁମ ଭଏସ ଏକ ଅପେରା ପାର୍ଟି ର ବିଲିଅନ ପରି
E,salarepotermane,katikati,bhakta,mananku,michhare,dorauchhanti,Eimanankukebe,v,jaganath,mohaprabhuchhadibenahinjayjaganath❤🎉😢
ଯାଇଥିବା ଲୋକ ତ କିଛି ଦେଖି ନାହାନ୍ତି ଏ ମିଡ଼ିଆ ବାଲା କେମିତି ଦେଖିଲା ।ବେକାର ଲୋକ ଗୁଡ଼ ଫାଲତୁ କଥା କହୁଛନ୍ତି
କିଛି ନାହିଁ କିଛି ଡରିବାର ନାହିଁ,,,,, ଏହା ଅଳଙ୍କାର ଚୋର ମାନଙ୍କର ମନ ଗଢା କଥା,,,,,,
ସିନ୍ଦୁକରେ ****** ଅଛି.
ହଁ ପା ସପ୍ତଫେଣୀ ବାହାରିଲା ଶଳା ଗାଲୁଆ news କାଇଁ ଲୋକଙ୍କୁ ଭୁଆଁ ବୁଲାଉଛ ???