Ne Mote Nilachala | Odia Jagannath Bhajan | Kumar Bapi | Manash Ranjan Mohanty | Deepak Kumar

Поделиться
HTML-код
  • Опубликовано: 22 ноя 2024

Комментарии • 8

  • @manasranjanmohanty4963
    @manasranjanmohanty4963 Год назад

    JAI shree jagannath MAA SUBHADRA SWAMI BALABHADRA 🙏

  • @bikashmohanty3950
    @bikashmohanty3950 Год назад

    Jay shree Jagannath 🙏🙏🙏🙏

  • @Pratapkumarmaharana2518
    @Pratapkumarmaharana2518 Год назад

    ବହୁତ ସୁନ୍ଦର ଭଜନ ❤️ଜୟ ଜୟ ଜଗନ୍ନାଥ 🙏
    ଗୀତିକାର. ପ୍ରତାପ କୁମାର ମହାରଣା

  • @UllasjenaGopalpur
    @UllasjenaGopalpur Год назад

    Jay jaganath Swami

  • @wpstatus8807
    @wpstatus8807 Год назад

    Jay shri jagannath 🙏🏼

  • @SKSPATHSALAErSureshChandraBehe

    ପିତାମାତାଙ୍କର ସବୁଠାରୁ ବଡ ଆଶୀର୍ବାଦ ହେଉଛି ପୁଅଝିଅକୁ ଜନ୍ମଦେବା। ତାଙ୍କର ପୁଅଝିଅଙ୍କୁ ଶ୍ରେଷ୍ଠ ଉପହାର ହେଉଛି ଜୀବନ। ସୁତରାଂ ପୁଅଝିଅ ପିତାମାତାଙ୍କ ପାଇଁ ଖୁସିରେ ବଞ୍ଚିବାର କାରଣ ହେବା ସବୁଠୁ ବଡ଼ ପୁଣ୍ୟ କର୍ମ। ଏହି ଗୀତଟିର ପୃଷ୍ଠଭୂମି ଅତ୍ୟନ୍ତ ଭାବଗର୍ଭକ। ଜୟ ଜଗନ୍ନାଥ।

  • @thecrestmotivationalvideos6426
    @thecrestmotivationalvideos6426 Год назад +1

    ପ୍ରତ୍ୟେକ ବାପା ମାଆଙ୍କର ଗୋଟିଏ ଇଚ୍ଛା ଥାଏ - ସେମାନଙ୍କର ପୁଅ ତାଙ୍କୁ ଥରୁଟିଏ ହେଲେ କାଳିଆ ସାଆନ୍ତେଙ୍କ ଦର୍ଶନ କରାଇବା ପାଇଁ
    ନୀଳାଚଳ ଧାମକୁ ନେଇଯାଉ।ବୟସର ଅପରାହ୍ନରେ ଉପନୀତ ବାପା ମାଆ ବୁଢ଼ା ବରଗଛର ପାଚିଲା ପତ୍ର ପରି ହାଲୁକା ପବନରେ ବି କେତେବେଳେ ଝରି ପଡ଼ିବେ ସେ କଥା କିଏ ଜାଣେ!
    ବେଳ ବୁଡି଼ଲାଣି, ଅନ୍ଧାର ଘୋଟି ଆସିଲାଣି... ଶେଷ ନିଃଶ୍ୱାସ ଟିକକ ଚାଲିଯିବା ଆଗରୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ମୁଣ୍ଡ ନୁଆଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିବା ପାଇଁ ବ୍ୟାକୁଳ ବୃଦ୍ଧ ବାପା ମାଆଙ୍କର ମନ କଥାକୁ ସୁନ୍ଦର ଶବ୍ଦାବଳୀ ମାଧ୍ୟମରେ ପ୍ରବୀଣ ତଥା ଅନୁଭବୀ ଗୀତିକାର ମାନସ ରଞ୍ଜନ ମହାନ୍ତି ଆଜିକାଲିର ବ୍ୟସ୍ତ ଜୀବନ ବଞ୍ଚୁଥିବା ପୁଅ ମାନଙ୍କ କାନରେ ପକାଇଛନ୍ତି। ଅନ୍ତତଃ ବାପା ମାଆଙ୍କ ସାଙ୍ଗରେ ପୁଅମାନେ ମଧ୍ୟ ଜଗା ଦର୍ଶନର ପୁଣ୍ୟ ଲାଭ କରି ପାରିବେ।
    ଏଭଳି ମହାନୀୟ ଚିନ୍ତା-ଚେତନାର ଅଧିକାରୀ ମାନସ ସାରଙ୍କୁ ସଶ୍ରଦ୍ଧ ପ୍ରଣାମ। ଓଡ଼ିଶାର ସ୍ଵନାମଧନ୍ୟ ଯୁବ କଣ୍ଠଶିଳ୍ପୀ କୁମାର ବାପିଙ୍କ କଣ୍ଠରେ ଗୀତଟି ଖୁବ୍ ଭାବପୂର୍ଣ୍ଣ ଏବଂ ରୋଚକ ହୋଇପାରିଛି। କୁମାର ବାପିଙ୍କୁ ମୋର ସାରସ୍ଵତ ପ୍ରଣାମ।
    ଗୀତଟିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ଅନୁଭବୀ ରେକର୍ଡିଷ୍ଟ , ଭିଡ଼ିଓଗ୍ରାଫି ଟେକ୍ନିସିଆନ୍, ବାଦ୍ୟଯନ୍ତ୍ରରେ ସହଯୋଗ କରିଥିବା ସମସ୍ତ କଳାକାର, ସର୍ବୋପରି ପ୍ରଯୋଜକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ବେହେରା ଏବଂ ମୁଖ୍ୟ ପରିଚାଳକ ବିକାଶ ସାରଙ୍କୁ ହୃଦୟରୁ ପ୍ରଣାମ ଏବଂ ଆନ୍ତରିକ ଶୁଭକାମନା ଜଣାଉଛି।

  • @manasranjanmohanty4963
    @manasranjanmohanty4963 Год назад

    JAI shree jagannath MAA SUBHADRA SWAMI BALABHADRA 🙏