ବିଜେଡି ଶାସନରେ ଆଉ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ୍ || Jajpur Medical Corruption

Поделиться
HTML-код
  • Опубликовано: 2 дек 2024

Комментарии • 43

  • @CreaterBiswa773
    @CreaterBiswa773 День назад +27

    ଯେତେ ଦୁର୍ନୀତି ଆଉ ହତ୍ୟା, ଦୁଷ୍କର୍ମ ଏଠାକୁ ନୂଆଁ ସରକାର ବାହାର କୁ ଆଣନ୍ତୁ ଆଉ ଜେଲ୍ ରେ ପୁରନ୍ତୁ

  • @biswaranjanchakra6566
    @biswaranjanchakra6566 День назад +9

    କେତେ ଦୁର୍ନୀତି BJD କରିଛି ଶୁଣି ଶୁଣି ବିରକ୍ତ ଲାଗୁଛି କିନ୍ତୁ କିଛି ପଦକ୍ଷେପ ନାହିଁ

  • @Abhimanyusamal-c5v
    @Abhimanyusamal-c5v День назад +3

    ବିଜେଡି ର ଦୁର୍ନୀତି କୁ ବିଜେପି ସାମ୍ନାକୁ ଆଣୁ 🧡 Jay bjp sarkar 🧡

  • @jchoudhury274
    @jchoudhury274 День назад +5

    ଖାଲି କହିଲେ କଣ ହେବ ତଦନ୍ତ କାହିଁ ବିଜେପି ସରକାର କଣ କରୁଛି କାର୍ଯ୍ୟନୁଷ୍ଟlନ କଣ ପାଇଁ ହେଉନି ଦୁଃଖ ର ବିଷୟ

  • @prataprath3632
    @prataprath3632 День назад +4

    ବବି ଦାସ୍ ଏଥି ରୁ ମଧ୍ୟ ପିସି ନେଉଛି

  • @FAKIRJENA-du2zs
    @FAKIRJENA-du2zs День назад +5

    ଆରେ ବିଜେଡି ନେତା କୁ ଅନ୍ଧ ଭକ୍ତ ମାନେ ତ ପ୍ରେମ କଲେ। ଆଡେ଼ କହୁଛନ୍ତି କଣ ବିଜେପି କିଛି ମାଗଣା ଦଉନି।

  • @FAKIRJENA-du2zs
    @FAKIRJENA-du2zs День назад +11

    ବିଜେପି ପାଣ୍ଡୁ ନବିନ ଯୋଡ଼ି ଓ ବିଜେଡ଼ି ର ଦୁର୍ନୀତି ଉପରେ ଆକ୍ସନ ନବ କହି କ୍ଷମତା କୁ ଆସିଲେ ମଧ୍ୟ ଆକ୍ସନ ନେବାକୁ ଡରୁଛନ୍ତି କାହିଁକି?

  • @subashchandrarout1938
    @subashchandrarout1938 День назад +4

    ଏଇ CDM ଯିଏ ଥିଲେ ବବି ଦାସ ତାକୁ ଅଣିକି ରଖିଛି ବୋିସେତିକି କଣ ଆଉରି ମେଡିକାଲ, ରେ ଦୁର୍ନୀତି କରିଛି ବବି ଦାସ,

  • @sewanayak945
    @sewanayak945 День назад +5

    ସେଇଥିପାଇଁ ଚେର ଉପାଡିଦେଲ 👍

  • @BINDUMATINAYAK-uu8cl
    @BINDUMATINAYAK-uu8cl День назад +4

    Jail jail jail

  • @maheswtasamal8429
    @maheswtasamal8429 День назад +2

    BJd hatao Odisha bancho jay hind jay Bharat jay Jagannath 🚩🚩🙏

  • @nidhiramjena2398
    @nidhiramjena2398 День назад +2

    ତମ chanel ଆଗରୁ ଯେମିତି ସରକାର ଙ୍କ ବିରୋଧରେ ଯାଇ ସରକାରଙ୍କୁ ଠିକ ବାଟକୁ ଆଣିବାପାଇଁ ଚେଷ୍ଟା କରୁଥିଲା, ଭଲ ଥିଲା, କିନ୍ତୁ ଏବେ ସରକାରଙ୍କ ସପକ୍ଷରେ ଯାଉଛି ଓ ବିଜେଡି ଦଳ ବିରୋଧରେ ଯାଉଛି. ଏହାର ଅର୍ଥ କଣ....

  • @PitabasaSenapati
    @PitabasaSenapati День назад

    ଯାଜପୁର ମେଡିକାଲ ରେ ଖାଦ୍ୟ ରେ ବି ଗୋଟାଲ୍

  • @hemantakumarmohanty849
    @hemantakumarmohanty849 День назад

    ବିଜେଡି ଯେତେ ଦୁର୍ନୀତି ହେଲେବି ବିଜେପି କିଛିବି କରିବ ନାହିଁ.

  • @sarbeswardash2
    @sarbeswardash2 3 часа назад

    ସେ ସଂସ୍ଥା କୁ black listed କରିପାରିବେକି ସରକାର

  • @madhusmitbabhi6211
    @madhusmitbabhi6211 День назад

    Angya bhhai eai Maharana sir sabu ri mula

  • @Abhimanyusamal-c5v
    @Abhimanyusamal-c5v День назад

    ଆଙ୍କୁ ଖାଲି ଜେଲ୍ ଦରକାର

  • @simanchalpanda331
    @simanchalpanda331 7 часов назад

    Bjd had destroy the financial structure of odisha.

  • @fakiradikhit848
    @fakiradikhit848 14 часов назад +1

    chora maagihaa nabeen pandian ku guli kara.

  • @siteshautoworld5770
    @siteshautoworld5770 День назад

    Ame BJD ku vote dei bada bhul karidelu. 😢

  • @trilichanbehera9297
    @trilichanbehera9297 13 часов назад

    ବି ଜେ ଡି ଚୁର

  • @mitumishra3216
    @mitumishra3216 День назад

    Kintu B J P Sarkar Kahaku Arrest Kari Paruni

  • @taranisenpatra9171
    @taranisenpatra9171 День назад +1

    Bedsheet re b lavo neuchhontiani jhada porisra re b toilet clean kole lavo nebe ki jugo hela re

  • @LipunaNayak-dv7ll
    @LipunaNayak-dv7ll День назад

    Karyanusthan Niajau

  • @sankhalicharangiri805
    @sankhalicharangiri805 День назад

    Jadi durnity hoichi dando diontu

  • @IndrajitUrma
    @IndrajitUrma День назад

    Are bhai ati sighra jail pathao.Sulata madam eha jani paruchhanti ki nahi?

  • @paramanandasamal7363
    @paramanandasamal7363 День назад

    Aga d d d m kn pain vrs nele taku bi laka lochanaku anajau

  • @girishchandrabiswal9510
    @girishchandrabiswal9510 День назад

    Bedisit achit😂😂

  • @debasisjyotish9733
    @debasisjyotish9733 День назад +1

    Bjp pura sati

  • @dibyajyotiray4263
    @dibyajyotiray4263 День назад +1

    Goutam Ray Kn karuchi Jajpur Ra

    • @Tiku-r9j
      @Tiku-r9j День назад

      ଦଳ ର ହାୱା ରେ ହାୱା ବାଜି ଚାଲିଛି ଆଗରୁ ବାବୁଙ୍କ ଦେଖା ମିଳୁନଥିଲା ଏବେ ସରକାର ଆସିଲା ପରେ ସୋସିଆଲ ମିଡିଆ ରେ ଦେଖା ଦେଉଛନ୍ତି ଯାଜପୁର BJP ବଦନାମ ହୋଉଛି ବୋହୁତ ସରକାର ଆସିବା ପରେ ଭି ।

    • @madhusmitbabhi6211
      @madhusmitbabhi6211 День назад

      Gouttam sir ta tike bujhhantu

  • @SambhunathDas-rp7cx
    @SambhunathDas-rp7cx День назад

    Sabu michha katha.

  • @deepaksahoo6211
    @deepaksahoo6211 День назад

    Bakwas news 😂😂😂