Don't worry human sagar God with you... କେବେବି human sagar singing ରେ down ହେବ ନାହିଁ...ଓଡିଶା ବାସୀ ମାନଙ୍କ ଆଶୀର୍ବାଦ ସଦା ବେଳେ ରହିବ. ଏହା ମୋ ପ୍ରାର୍ଥନା... Praise the Lord..... Amen
1.For the foolishness of my people-they do not know me. They are idiotic people and they have no understanding. They have skill at evil, but do not know to do good.(Jeremiah-4:22) 2.13Yahweh our God, other masters besides you have ruled over us; but we praise your name alone. 14They are dead, they will not live; they are deceased, they will not arise. Indeed, you came in judgment and destroyed them, and made every memory of them to perish.(Isaiah-26:13&14)
Hello Excuse me. Sir aapana jaha sabu kahile sabu sata katha kahichanti Aapananku bahut bahut danyabada au prabhu aapananku au aapananka family members samastanku blessing karantu au surakhita babare aagaku kadainehantu God bless you. Sir
Thanks Human sagar bhai you r great singer Human sagar bhai tanka ichha se keun gita gaibe na gaibe tanku badhya karuchha kanhinki e sabu Japani bhai nkara Politics chalichhi kehi actually bujhi paru nanhanti human sagar nkara bahut fan followers achhanti aau agaku madhya rahibe agaku aahuri success hebe kehi kichhi kari paribeni tamara all emotional song mate bahuta bhala lage e adhunika jugara Human sagar real singer.
We love you always Human for your thoughts and status but be as a nice person to everyone and be down to earth and faith on God and He will protect you.
Human sir is a mind-blowing singer but as a singer he have to deside to sing this song and he already made a song for lord Jagannath 🙏 /lord Krishna.we love human Sagar's song We are with u human sir..
Don't tension human sir..jie sariraku badha Kare taku bhaya karani but jie sarira aau atmaku ubhyaku badha Kare..taku bhaya Kara..human sir God's singer..god bless you.. praise the Lord 🙏
Human sagar Bhai God bless you, you are a soulful singer,apasora se prema song apana nka ra best song,this is my favourite song.apana jane good human being,amasamasta nkara shrusti karta jane.tenu jie jaha kahuchi kahu.
Absolutely right prema nand sir have made human sagar ,all film song and voice of Odisha winner ,he made on his own❤️❤️❤️
It's ok but no need to foras him... some one
Right❤❤❤
Thanku bhai❤❤❤👍
Don't worry human sagar God with you... କେବେବି human sagar singing ରେ down ହେବ ନାହିଁ...ଓଡିଶା ବାସୀ ମାନଙ୍କ ଆଶୀର୍ବାଦ ସଦା ବେଳେ ରହିବ. ଏହା ମୋ ପ୍ରାର୍ଥନା... Praise the Lord..... Amen
ଜୟ ଯୀଶୁ ଖ୍ରୀଷ୍ଟଙ୍କ କି!
@Sweet boy କଉଠି ମିଳୁଛି, କହିଲୁ ଟିକେ....., ଠିକଣା ଟା କହ... ଆମେ ବି ଯିବା,.....
ଆରେ ତୁ ନେଈଛୁ କି? ଏତେ କହିପାରୁଛୁ ମାନେ ନେଈଥିବୁ ନା ।
@Sweet boy paisa kouthi miluchi bhai tike kuha money ra tk besi problem chalichi🤣
Jay jagarnath...
ହ୍ୟୁମାନ ସାଗର ସାର୍ ଆପଣ ଜଣେ ବହୁତ୍ ଭଲ ଗାୟକ , କେବଳ ମୁଁ ନୁହେଁ ଲକ୍ଷ୍ୟ ଲକ୍ଷ୍ୟ ଓଡ଼ିଆ ଆପଣଙ୍କର ଗୀତକୁ ପସନ୍ଦ କରନ୍ତି । ଏ ଘଟଣା ର ସତ୍ୟତା କେତେ ମୁଁ ଜାଣିନି କିନ୍ତୁ ଜଣେ ଗାୟକ ପାଇଁ କୌଣସି ସବୁ କିଛି ସମାନ ହେବ ଦରକାର୍ । ଆପଣ ଯାହା କହିଲେ ବିଲକୁଲ ଠିକ୍ ସବୁ ଧର୍ମର କୁ ସମ୍ମାନ ଦେବା ଦରକାର , ଆଉ ଆପଣ ସବୁ ଧର୍ମ ର ଗୀତ ଗାଇବା ଉଚିତ । ବହୁତ୍ ବହୁତ୍ ଧନ୍ୟବାଦ ଆପଣଙ୍କ ସୁନ୍ଦର ଚିନ୍ତା ଧାରାକୁ କୁ ଆଉ ପ୍ରମାଣ ଦେଇଥିବାରୁ ଅପଙ୍କ ବିରୋଧୀ ମାନଙ୍କୁ ।
ଯେ କୋଣସି ଧର୍ମକୁ ଯେ କୋଣସି ମାନବକୁ ତୁଛ କରିବ ନାହିଁ ନ ଜାଣିବା ବିଷୟ ଇଶ୍ୱରଙ୍କ ଠାରୁ ପଚାରି ବୁଝିନିଅ: I love Jesus
Human Bhai ପାଞ୍ଚ ବର୍ଷ ତଳେ KHARIAR ମହୋତ୍ସବ ରେ pankaj ଦାଦା,,,, ସହ SAI ଭଜନ ଗାଇଛନ୍ତି ମୁଁ ଶୁଣିଛି ସେ ଆଗରୁ ଗାଇଛନ୍ତି
Sai ଙ୍କ ଭଜନ ଗାଇଥିଲେ ତୋ କାଳିଆ ଠାକୁର ଙ୍କ ଭଜନ ରେ କୁନ୍ଥେଇ ହେଉଥିଲେ କାହିଁକି
Ebe gaidele kn khyeti hei thanta
@@kaliapremibhajanbhandara8515 tame sata kaucha bhai
@@kaliapremibhajanbhandara8515 ଏହା ସେମାନଙ୍କର ବ୍ୟକ୍ତିଗତ ମାମଲା...କିନ୍ତୁ କାଳିଆ ଠାକୁର ନାଁ ରେ emotional sympathy ପାଇବା ପାଇଁ ଏ ସବୁ ଖେଳ ଚାଲିଛି।
@@localguys5297 କାଳିଆ ଠାକୁରଙ୍କ ଭଜନ ର କଥା ବ୍ୟକ୍ତିଗତ କଥା ନୁହଁ ସାଢେ ଚାରିକୋଟି ଓଡ଼ିଆଙ୍କ କଥା
ହ୍ୟୁମାନ ସାଗର ଖ୍ରୀଷ୍ଟିଆନ ରିଳିଜନ ଗ୍ରହଣ କରିଛନ୍ତି, ତାଙ୍କ ରିଳିଜନ ରେ ଅନ୍ୟ ମଝବ ଓ ଧର୍ମ ର ଭଗବାନ ବା ବ୍ୟକ୍ତିଙ୍କ ଜୟଗାନ ବରଣ ଅଛି l
ମୁଁ ମଧ୍ୟ ଚାହେଁନି ତାଙ୍କ ଅନିଚ୍ଛା ସତ୍ତ୍ୱେ ଗୀତ ଗୁଆଇବ l କିନ୍ତୁ ହିନ୍ଦୁ ଭାବରେ ମୋର ସ୍ୱାଭିମାନ ଅଛି ଯେ ସନାତନ ହିନ୍ଦୁ ଧର୍ମ କୁ ଯିଏ ସମ୍ମାନ ନଦିଏ ମୁଁ ତାକୁ
ବହିଷ୍କାର କରିବି l
ଯଦି ତାଙ୍କୁ ବହୁ ସଂଖ୍ୟକ ହିନ୍ଦୁ ସମାଜ ବହିଷ୍କାର କଲେ ଦାଣ୍ଡର ଭିକାରୀ ହୋଇ ଯିବେ l
thik katha mora madya yeka mata
ହ୍ୟୁମାନ ସାଗର ବହୁତ୍ ଗୀତ ଗାଇଛନ୍ତି ସେ କଉ ଭାଷା କୁ ବି ଅସମାନ କରିନାହାନ୍ତି He is great. ❤️❤️
କଉଟା ଗାଇବେ କଉଟା ନ ଗାଇବେ ହୁମାନ ସାଗର ଙ୍କ ଇଚ୍ଛା ଏଇଟା ପାଇଁ ଏତେ ହୋ ହାଲା.. ଯିଏ ଆଗକୁ ବଢିବ ତାର ଗୋଡ ଝିକିବାକୁ ବହୁତ ଲୋକ ଆସିବେ., Don't worry brother continue continue
Human Sagar best singer is best singer of Odisha ❤️
Human sagar sir bohot agaku jibe god bless you
ମନୁଷ୍ଯ ସତ୍ଯଇଶରକୁ ଭୟ ନ କରି େଯଉଁ ପଥରେ ମହା ଆନନ୍ଦ ସହକାରେ ଚାଲିଥାଏ େସହି ପଥର ନାମ ବିନାଶର ପଥ. Jesus bless you human sir and He protect your family.
Right aamen🙏🙏🙏
Right 👍
କପଟୀମାନେ ଭାରି ହସନ୍ତି, ସ୍ୱାର୍ଥ ହାସଲ ପାଇଁ କୁଣ୍ଢେଇ ପକାନ୍ତି, ମିଠା ମିଠା କଥା କହି ପାଖରେ ବସନ୍ତି, ଭଲ ପାଇବାର ଅଭିନୟ କରନ୍ତି, ସରୁ ବଚନରେ କଥା ହୁଅନ୍ତି ଆଉ ସ୍ୱାର୍ଥ ହାସଲ ହେଇ ଗଲେ ବରବାଦ କରିଦେଇ ସବୁଦିନ ପାଇଁ ଦୂରେଇ ଯାଆନ୍ତି, ବନ୍ଧୁ ସେମାନେ କାହାରି ନୁହନ୍ତି।
You are right sir
Apana kahibara artha Kn thila
Lekhibar saili bahut bhalathila kintu mu Bujhi parilini
@@girishchandrapandagirish3162 ଆପଣ ଟିକିଏ ଭିତରକୁ ପଢନ୍ତୁ ସବୁ ଜାଣି ପାରିବେ। ବର୍ତ୍ତମାନ ବାଧ୍ୟ ବାଧକତା ରେ ଗୀତ ଗାଇବା ପାଇଁ ରାଜି ହେଇଥିବା ହ୍ୟୁମାନ ସାଗରଙ୍କ ଆଚରଣ ମଧ୍ୟ ଠିକ୍ ସେହିଭଳି।
Jay jagannath swami nayana patha gami bhaba tume🙏🙏🙏🙏🙏🙏🙏🙏🙏🙏
ଜୟ ମାଁ ସମଲେଶ୍ଵରୀ ଜୟ ଜଗନ୍ନାଥ Human Sagar Always Rock Star ✨ ସେ ଯୋଉ ଗୀତ ଗାଆନ୍ତି Feelings ସହ ଗାଆନ୍ତି
ସମ୍ବଲପୁରୀଆ ଅ କାଏଁ ହୋ
@@maushamsahoo3112 Yes Dil se sambalpuria Nuapadia
ସବୁ ଏଇ ଜାପାନୀର plan....... କେହି ନ ବୁଝି ଖାଲି ଡିଆଁ ମାରୁଛ, ବହୁତ politics ଇଆ ଭିତରେ
humane ଭାଇ ବହୁତ ଭଲ ❤️❤️❤️❤️
Right bro 👍👍
Right katha
Japani pila ra khela aetaa
Sala ie bhajan agaru kebe Sunithilu
@@makhansinghdigi3252 tui sala gadha suni parbu kete bhajan a6e RUclips re search kar
1.For the foolishness of my people-they do not know me. They are idiotic people and they have no understanding. They have skill at evil, but do not know to do good.(Jeremiah-4:22)
2.13Yahweh our God, other masters besides you have ruled over us; but we praise your name alone.
14They are dead, they will not live; they are deceased, they will not arise.
Indeed, you came in judgment and destroyed them, and made every memory of them to perish.(Isaiah-26:13&14)
Praise the lord 🙏♥️
@@swagsrinudance jknfjf
Human Sagar is Best Singer Amo Odisha re kichi Luko Ochanti Jia Odhika Upar ku Jiba pain Chahinba Taku Talaku Tanibe
Human Sagar ...clean hearted person
Bhai main Bahut Dukh hai
Dear Human Sagar, my name is Pastor Sudarsan Kumar from bhubaneswar ଆପଣ ଯଦି ଜଗନ୍ନାଥ ଭଜନ ଗାଉଛ ତାହା ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଗୀତ ଗାଇ ପାରିବ ନାହିଁ,
Tu kie be je se gita gai paribe nahi
ଜାପାନୀ ଭାଇଙ୍କୁ ଦୋଷ ଦିଅନ୍ତୁନି। ଆପଣ ତାଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୀତ ଆଜି ଗାଇପାରିଲେ। ମାନସିକତାରେ ପରିବର୍ତ୍ତନ ଆସିଲା। ଆଜି ଜଗାକୁ ଜାଣିପାରିଲେ । ନହେଲେ ଏତେ ପରୀକ୍ଷା ଦେବାକୁ ପଡି ନଥାନ୍ତା। କେବେ ଗର୍ବ କରନି ଭାଇ । ଭଲ କଣ୍ଠ ମିଳିଛି । ଗୀତ ଗାଇ ଚାଲ। ତେଣୁ ଜାପାନୀ ଭାଇଙ୍କୁ ଶତ୍ରୁ ନଭାବି ମିତ୍ର ଭାବି ଧନ୍ୟବାଦ ଦେବା ଦରକାର। କାରଣ ଯିଏ ପ୍ରଭୁ ଶ୍ରୀ ଜଗନ୍ନାଥ, ସିଏ ହିଁ ଯୀଶୁ, ସିଏ ହିଁ ଆଲ୍ହା। ରୂପ ଅଲଗା, ଧର୍ମ ଅଲଗା, କିନ୍ତୁ ଭଗବାନ ଏକ।। ସର୍ବେ ସୁଖୀନ ଭବନ୍ତୁ। ସର୍ବେ ସନ୍ତୁ ନିରାମୟ।।
Mo Balo japani Bhai..na au sie ba Jagannath bhokto
ଭାଇ❤🌹 🙏🙏
Yes bhai
Sabu gote saman nuha re bhai Luna kebe chini heipariba nahi ki chini kebe Luna heipariba nahi bujhiparuthiba pharak kete kn achi
Human bhai bahut bhal 😍😍😍
ହ୍ୟୁମାନ ସାଗର ବାବୁ... ଆପଣଙ୍କ ପରି ଜଣେ ଓଡ଼ିଶାରେ ସୁନାମଧନ୍ୟ ଗାୟକଙ୍କ ପାଇଁ ଏମିତି କଣ ପାଇଁ ଶୁଣିବୁ... ଆପଣ ଯଦି ଓଡ଼ିଆ ଜଗନ୍ନାଥଙ୍କୁ ଯଦି ସମ୍ମାନ ଥାଏ ତାହେଲେ ଭଜନ ଗାଇ ସମସ୍ତଙ୍କୁ ଶୁଣେଇ ଦିଅନ୍ତୁ... ଜୟ ଜଗନ୍ନାଥ 🙏
My favourite singer Human Sagar💓
You are right and truth jaha kahuchhanti sata hi kahuchhanti🙏🙏💞💞💖❤💜👍🏼🧡💛💙💙💚❤❤💖💞💞🙏☝️☝️👌👌
No other comment..
Only Jay Jagannath 🙏🙏🙏
Love uhhh sir humane sagar🙏😘😘
God bless you more and more
Human sagar says that his Guru has created him. This is a bright example of his greatness and true devotion towards his Guru.
You are right brother
Great singer Human bhai
All Time My Favorite Humane Sagar Love you ❤❤❤
Lord Jagannath bless you always 🙌🙌
Human Being & Human Sagar....💐....
Secretly Preach His words... 👌🏽
Human Sagar bhai is best singer I loved God bless you Amen Praise the lord ❤❤
ଆଗେ ସେ କେତେ ଆମ ସନାତନ ଧର୍ମ କୁ ସମ୍ମାନ ଦେଉଛନ୍ତି ସେଇଟା ଦେଖ I ଧର୍ମ ସବୁଠୁଁ ଉର୍ଦ୍ଧରେ
Bhai thik kahila
Nija dharma nija pain bada
@@saritapradhan8317 ଠିକ୍ କହିଛ
Jai ଜଗନ୍ନାଥ, jay RSS,
@@saritapradhan8317 tara kou dharma ki mausi
God bless you.
ଇଏ ଶଳା ଜାପାନୀ ତେଲ କେମିତି କହୁଛି ମୁଁ ତାକୁ ଆଣିଛି, ତାକୁ ଚାନଷ ଦେଇଛି, ସବୁଥିରେ ଉପୁଡ଼ାଘିଅ ବୋଲି ନିଜକୁ ଦେଖାଉଛି ଏହି ଜାପାନୀ ତେଲ ଏକୁ କିଏ ଚିହ୍ନେ l ହିମାନସାଗର ଭାଇ god bless you
Right katha
Japani ke pagal kukur chabichhe
ସୁନ୍ଦର ଉତ୍ତର.. 🌹
Don't warry God always with you and bless you keep smiling always I request you human sir 🙏🙏🙏 please God nku nija heart re prathama Stana dia
@Sweet boy God means one man only God all in one
Absolute correct god means in odia bhagawan you know
ଭୁଲୁ କଥା ଜଗନ୍ନାଥଙ୍କ ଭଜନ ବୋଲିକି ତୁ ଉଧାର ପାଇଲୁ , ଯିଏ କାଳିଆ ଭଜନ ନ ବୋଲିଛି ସେ ଜୀବନରେ କେବେ ଉଦ୍ଧାର ପାଇନି 🙏 ଜୟ ଜଗନ୍ନାଥ 🙏
Right
Bala na
@@dilkhushdurba907 Arijit Singh କେତେ ଟା ଭଜନ ଗାଇଛନ୍ତି
Last Comment ଜବରଦସ୍ତ....
ଜାପାନୀ ର ମୁହଁ କଳା ପଡି ଯାଇଥିବ.... ସେ ପାନ ଖିଆ ଦାନ୍ତ ଦେଖେଇକି ସେ 😂😂😂😂😂
😂😂😂😂 ରାଞ୍ଚି ଚାଲିଯିବ ।
Dari ki geeta gaila human sagar , na gai thile bycut hoi thanta sabu geeta
@@dj-ig2xr agaru human vajan songs ghaechi japani Munda kichi kama karuni
@@dj-ig2xr ଆରେ ଭାଇ ହୁମାନେ ସାଗର ଓଡ଼ିଆ ସଂଗୀତ ଜଗତର କର୍ତା, ଧର୍ତ୍ତା,ଦଇବ ବିଧାତା..... ସେ ଗୀତ ଗାଉଛି ବୋଲି ଓଡ଼ିଆ ଯୁବ ଗୋଷ୍ଟି,ପ୍ରେମିକ,ପ୍ରେମିକା,ହତାଶିଆ,ହତାଶି,ଦୁଖିଆ,ଦୁଃଖିଆତ୍ମା ସବୁ ଗୀତ ଶୁଣୁଛନ୍ତି.....ଟାକୁ ବୟ କଟ କରିବ ମାନେ youtube କୁ uninstall କରିଦିଅ....
@@pushpafire3239 ଆଗରୁ କଣ ଓଡ଼ିଶା ବାସୀ ଗୀତ ଶୁଣୁଥିଲେ human ସାଗର ଆସିଲେ ପରେ ଶୁଣିଲେ ନା???
ତମ ମୁହଁକୁ ଲାଜ ଲାଗୁ ନାହିଁ
ୟା ଠୁ କେତେ ଭଲ singer ଅଛନ୍ତି ।।ଆଛା ତମର ତ ଜନ୍ମ ହେଇ ନଥିବ ଛୋଟ ଛୁଆ ଟା??
Yes you are top singer of Odisha. ❤️
Human sir ....God is with u so don't fear don't worry... keep smile...be happy...God bless you more than everything...
Ati sundar manisa humans Sager 🙏🙏🙏
ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ;
ଲୂକ 12:8
best reply humane... 👍
ଜଣେ ମୁସଲିମ ହୋଇ ଓଡ଼ିଆ ଭଜନ ଗୀତ ଖାଉଛନ୍ତି ତମେ କାହିଁକି ଗାଇବନି ଓଡ଼ିଶାର ବଡ଼ଠାକୁର ଶ୍ରୀ ଜଗନ୍ନାଥଙ୍କୁ ନିନ୍ଦା କରିବା ଠିକ୍ ନୁହେଁ
Are eita independent india.. Dharma ku neiki emiti kariba katha nahi..
ଠିକ୍ ଭାଇ ,ବେଶୀ ଗର୍ବ ହେଇଗଲା
ଭାଇ ସର୍ବଧର୍ମ ପ୍ରେମ ଆଉ ନିରପେକ୍ଷତା ହିଁ ସନାତନ ଧର୍ମ.......
କାହାକୁ ବାଧ୍ୟ କରିବାକୁ ଆମର ଅଧିକାର ନାହିଁ
ଏହା ଆମର ଅହଂକାର ହେଇଯିବ
@@bhubanbhoi4783 ଅହଂକାର ତ ଆମେ କରୁଛନ୍ତି...... ଜଣକୁ force କରିକି ବଳପୂର୍ବକ ଅହିଂସା କରିବାଟା ଗୋଟେ ଅହଂକାର ଆଉ କିଛି ନୁହେଁ
Human is best love you bro God bless you ❤️♥️😘
Jetebele mu famous heithili, setebele semane janma hei nathile...... What a comment Humane bhai👍👍👍👌👌👌👌
Bhai Human bhai pura Right kahichhanti. 2012 Ru se Odia music re Struggle kaleni.
Au joumane Allegation anichhanti.
Semane ebe asichhanti
Right human dada 👌👌👌👌
Sarat Dada ine b apan a6an k😜😂
JAYMASIKI AMEN PRABHUKI MAHIMA HEU AMEN ✝️✝️✝️✝️
Right broo
ସୁବିଧା ବାଦୀ ପିଲା ଟେ ଓଡିଶା କେବେ ବି ଗ୍ରହଣ କରିବନି 🙏🏻
Human Sagar is humble and Good person ,God be with you in every time.
bhai tikey english thik thak lekhey .
@@satyabadinayak8219 😁😁😁😁
Magia tu ta
You're right bhai 🙏🙏🙏🙏🙏🙏
Human sagar ମନ ପରିବର୍ତ୍ତନ କର କାରଣ ସର୍ଗ ରାଜ୍ୟ ସନିକଟ
Right
Hello Excuse me. Sir aapana jaha sabu kahile sabu sata katha kahichanti Aapananku bahut bahut danyabada au prabhu aapananku au aapananka family members samastanku blessing karantu au surakhita babare aagaku kadainehantu God bless you. Sir
Prem anand + Humane sagar best 😍🥰
Joye jisu joye jagarnath
Thanks Jesus🙏🙏🙏
Jay jagannath 🙏
Jesus Christ came here to serve lord Jagannath for 12 year......go n search for true
@@TheLordRajeeblink send kara dekhiba tk
@@hazaelthetiger7225 sabu link re padhiki Aji ei problem......
@@TheLordRajeeb Jagannath ku seba kariba pain asithile...🤣🤣 Ki chutiya kotha kahucha ...ete hoso kotha kahana
Same 2 same situation anubhab and human sagar ...Love you both
Praise the Lord
Praise the lord.. hallelujah... glory to God 🙏🙏🙏
Ballo rord
@@Pappun143 God bless you bro
Yes
Praise the fraud,A fake middle eastern foreign religion copied from Judaism.
Thanks Human sagar bhai you r great singer Human sagar bhai tanka ichha se keun gita gaibe na gaibe tanku badhya karuchha kanhinki e sabu Japani bhai nkara Politics chalichhi kehi actually bujhi paru nanhanti human sagar nkara bahut fan followers achhanti aau agaku madhya rahibe agaku aahuri success hebe kehi kichhi kari paribeni tamara all emotional song mate bahuta bhala lage e adhunika jugara Human sagar real singer.
I love human vai big big fan of u 💞
I love to ur voice prannam vai apn jahbi kahichhanty very nice
very good person human....jai jagannath
Our one an only Human Sagar
Human bhai don,t worry be happy
God always bless you
Odisha no 1 singer
ତୁମେ ଆଗକୁ ବଢି ଚାଲ ତୁମ ସହିତ ତୁମ ର ସବୁ ଦର୍ଶକ ଆଉ ବାପା ମା ଙ୍କ ଆଶ୍ରିବାଦ ଅଛି କିଛି ହେବନି.
🙏🙏🙏ଜୟ ଜଗନ୍ନାଥ 🙏🙏🙏
Tu bi ta bhali magia
@@manoranjanmuduli5772 ସବୁ କଥା କୁ ସିଧା ଆଉ ସଠିକ ଭାବରେ କହିଲେ ତ ଭଳିଆ ମା ଗିହାଁ ଙ୍କୁ ବାଧେ.
ମୁଁ ତତେ କିଛିବି କମେଣ୍ଟ କରିନଥିଲି ତତେ ମା ଗିଁହା କିହିଁକି ବାଧୁଛି କିରେ.
Htr mane bahut achhanti sir we always lv u 😘😘😘😘
Human dada God bless you and pairs the God 🙏amar ganda pila full dam .l proud of you. I respect u.
right
ଓଡ଼ିଆ ଗାୟକ ଆଉ କଳାକାର ମାନେ ନିଜକୁ ବଡକାଳlକାର ଭାବୁଛ ଏଇଟା ଭୁଲ southactor allway NO1
i love u Human sir god blessing😍😍😍🤗🤗. killer smile🤣 i like it
Bahut khusi tu ta smile pain🤣🤣🤣🤣
Great human bhai I proud of you
We love you always Human for your thoughts and status but be as a nice person to everyone and be down to earth and faith on God and He will protect you.
I'm human Sagar fan 😊😊😊
God bless u human
Best human sagar👍🙏
Human Sagar is a good person...other way srikrishna pravu is also lord Jagannath 🙏
Gita pura goliki piu cha bodhe
Human Sagar is always best singer 💞💞💞💞....
Thank u ❤️
Right human sagar sir 🙏🙏jay jagannath🙏🙏
ମୋ ମତ ରେ ଗୋଟେ ଲୋକ କଣ କରିବ କଣ ନ କରିବ ସେ କଥା ତା ଉପରେ ଛାଡ଼ିଦେବା କଥା। ଗୋଟେ ଲୋକ କୁ ବାଧ୍ୟ କରିବା କେତେ ଦୂର ଠିକ୍ ଆପଣ ମାନେ ଚିନ୍ତା କରନ୍ତୁ।
Kn jahara khaiba tara gaibani
@@jasobantajasobantasrichand1729 ଆରେ କାଇଁ ସେ ଆଗରୁ ଗାଈ ନଥିଲେ କି । ସେ ଆଗରୁ କୃଷ୍ଣ ଙ୍କ ଗୀତ ଗାଇଥିଲେ । ଏବେ ଜଗନ୍ନାଥ ଙ୍କ ଗୀତ ମଧ୍ୟ ଗାଇଲେ। କଥା ହଉଚି ସ୍ଵାଧୀନତା ର । ଆପଣ ନିଜେ ଆପଣ ଙ୍କ ଇଚ୍ଛା ରେ ଯିବେ ନା ଯିଏ ଯାହା କହିବେ ତାଙ୍କ କଥା ରେ ଯିବେ ??????
Aare bhai tame kana Tama ghara too aani tanku khaiba ku deuchha ki nijar khaiba pae na thiba se puni bada bada katha...😁😁
@@shillysagar8655 right 👍👍😊😊
ମୁଁ ତ Human Sagar ଗୀତ ଗାଇଲେ ସତ କିନ୍ତୁ ଏ ଗୀତ ରେ ତାଙ୍କ ର ଭଲ ପାଇବା ନାହିଁ କାହିଁକି ନା ଆପଣ ଦେଖୁ ଛତି ସେ ଯେମିତି sad 😭 song ଖାଉଛନ୍ତି
I love you..human sir...he is good attitude person...and .. very humble... person.. praise the lord.. God bless you...sir
Human Sagar fans like this MSG ❤️
Human sir is a mind-blowing singer but as a singer he have to deside to sing this song and he already made a song for lord Jagannath 🙏 /lord Krishna.we love human Sagar's song
We are with u human sir..
Thanks for supporting him
@@SwetasHope tq mam I hope to keep supporting human sir
@@bunurout2962 yes keep it up..God bless you dear
you are odisha ra no 1 singer human bhai
ସମାନ ଯେ କିନ୍ତୁ ଏବେକା ବିଜେପି ଶାସନ ହିସାବରେ ରାଜନୈତିକ କୃଷ୍ଣ ରାଜନୈତିକ ରାମ ରାଜନୈତିକ ଜଗନ୍ନାଥ ଅଲଗା ଅଲଗା ।
ଠିକ୍ କହିଲେ ଭାଇ।
We are all and God bless you Bhai don't teck tension... Jesus is all time with you
Actually human Sagar is not receive Jesus Christ his personal saviour
And u r a converted slave 😃😃😃
Sure.. He is not a believer..
His fall down started......👎👎👎👎
Se ama titilagarh ra pua au se jisu Christan dharma nei thile 2009 re
@@pinkyswami6995 Jagannath has created me (Human Sugar). Has Jagannath created you?
Don't tension human sir..jie sariraku badha Kare taku bhaya karani but jie sarira aau atmaku ubhyaku badha Kare..taku bhaya Kara..human sir God's singer..god bless you.. praise the Lord 🙏
God bless you Human
Love you ହିମାନ ସାଗର ❤❤❤❤
My favourite singer human Sagar 🙂
No one can replace... others singers ollywood.... don't blame human Sager 🙏
ଓଡ଼ିଶାର ଅ ବୁଝା ଲକଙ୍କୁ କିଏ ବୁଝେଇବ ସିଙ୍ଗର ର ସ୍ଵାଧୀନ ତା କୁ କାଇ ଛଡେଇ ନେବାକୁ ଚେଷ୍ଟା କରୁଛନ୍ତି ।ତା ନିଜ ଇଚ୍ଛା ସେ ଗାଇବେ କି ନୋ ଗାଇବେ । ସଲା ସୈତାନ୍ ଯାକ ନିର୍ଲଜ। ଜାକ ଚି ଛି ।
Singer mane ta sabu song gaibe na puni odisha re rahike jagannath song gaibaku mana kriba mo matare pura. Bhul
@@jasobantajasobantasrichand1729 are bhai kie mana kala? ଓଡ଼ିଆ ହେଇ କି ଓଡ଼ିଆ ବୁଝୁନ। ଛି ଛି ଛି
@@jasobantajasobantasrichand1729 କିଏ ଗୋଟିଏ କଣ କହିଦେଲେ ନ ବୁଝି କି ଅନ୍ଧ ବିଶ୍ବାସ କରିବା ନିହାତି ମୂର୍ଖ ର ପରିଚୟ।
Right
Human sagar Bhai God bless you, you are a soulful singer,apasora se prema song apana nka ra best song,this is my favourite song.apana jane good human being,amasamasta nkara shrusti karta jane.tenu jie jaha kahuchi kahu.
Right bro, Praise the lord
Jay Jagarnath...
Bhai he sadaprabhu suna mo prarthana ehi gita madhya superhit heichi
Human Sagar is an excellent singer
He became 0 in few days just watch
@@ruparanjanmishra1433 always 100.....✌️✌️✌️✌️✌️
❤️❤️❤️❤️esabu gote TRP pain dhanda chalichi media ra
@@ZeeMusicLab TRP ହଉକି ଯାହା ହଉ ସେ ଆମ ଶ୍ରୀ ଜଗନ୍ନାଥ ଙ୍କୁ ଅପମାନ କରିଛି ଏସବୁ କାହିଁ ଭୁଲିଯାଉଛ
ଯଦି ଭୁଲୁଛ ତାହେଲେ ଭୁଲ୍ ରେ କେବେ କହିବ ନାହିଁ ମୁ ଓଡ଼ିଆ
ଓଡ଼ିଆ ଜାତି କହିଲେ କେବଳ ଶ୍ରୀ ଜଗନ୍ନାଥ ଙ୍କୁ ବୁଝାଏ
@@MyRarevlogs ଭାଇ ମୁଁ ତମ କଥା ବୁଝୁଚି...........🙏🙏ଆମ ଓଡ଼ିଆଙ୍କ ହୃଦୟ ହେଲେ ସେଇ ଭାବଗ୍ରାହୀ ❤️❤️❤️☺️
ଭାଇ ଦେଖ ବହୁତ ହିନ୍ଦୁ singer ବି ଅଲଗା ଧର୍ମ ଗୀତ ମନା କରିପାରନ୍ତି ତା ବୋଲି କଣ ସେମାନେ ଅପମାନ କଲେ
ସେ ଖ୍ରୀଷ୍ଟିଆନ ବୋଲି may be ମନା କରୁଥିଲେ
କିନ୍ତୁ ଆମେ ଜୋର ଜବରଦସ୍ତି ଯଦି କାହାକୁ ଗୀତ ବୋଲେଇବା ତ ସେଟା କୁଆଡ଼ିକି ପାଏ
କାରଣ ଭକ୍ତି ଆଉ ଭାବ କେବଳ ଅନ୍ତରରୁ ଆସିଥାଏ....... ☺️🙏
ବାକି ଆମ ଧର୍ମ ପ୍ରଚାରକ ଯଥା ଶ୍ରୀ ଚୈତନ୍ୟ ମହାପ୍ରଭୁ, ବିବେକାନନ୍ଦ, ଶ୍ରୀଲା ପ୍ରଭୁପାଦ, ଆଦିଗୁରୁ ଶଙ୍କରାଚାର୍ଯ୍ୟ.... ଏମାନେ ପ୍ରେମ ଦ୍ୱାରାହିଁ ବିଦେଶୀ ମୁଖରେ ମଧ୍ୟ ହରିନାମ ବୋଲେଇ ପାରିଥିଲେ ଜବରଦସ୍ତି ତ ନୁହେଁ ନା
ଏଠି ଧର୍ମ ଗୋଟେ politics ହେଇଯାଇଛି.......
ସନାତନ ଧର୍ମ ମହାନ ଧର୍ମ ହୋଇ ମଧ୍ୟ ଆମେ କାହାକୁ ବଳପ୍ରୟୋଗ କରୁଛନ୍ତି.......ଆରେ ପ୍ରେମ ଆଉ ନିରପେକ୍ଷତା ହିଁ ଆମର ସଂସ୍କୃତି କିନ୍ତୁ ଆମେ...
.
.....
କାଳିଆ ସବୁ ଦେଖୁଚି କି ତା ନାଁରେ କେତେ ରାଜନୀତି ହଉଚି ☹️କଳି ଯୁଗ ସବୁ ଧ୍ବଂସ ହବରେ..........
My all time favorite singer human Sagar sir . I love your voice and ur song also .. keep it up and ignore karantu kie kn kahuchi
Very nice himan Sagar Bhai