Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଜଣେ ସ୍ରୋତା ପ୍ରଶ୍ନ କଲେକି ଭଗବାନଙ୍କ ଠାରୁ ବ୍ରାହ୍ମଣବଡ଼ ଏହାଭୁଲ ହେଲେ ସ୍ରୋତାଙ୍କ ପ୍ରଶ୍ନ ତା ଠାରୁ ଅନେକ ଗୁଣରେ ଭୁଲ ମହାଶୟଙ୍କର ବୋଧେ ପୁରାଣ ଶାସ୍ତ୍ର ଜ୍ଞାନ ନାହିଁ ତେଣୁ ଏ ଅବାନ୍ତର ଯୁକ୍ତିଦେଲେ ପୁରାଣ ଭିତରେ ପସନ୍ତୁ ସବୁଜାଣିପାରିବେ ତାଛଡା ରାମଚନ୍ଦ୍ର ବ୍ରାହ୍ମଣ ପତ୍ନୀକୁ ପାଦସ୍ପର୍ଶ କରିଥିବାରୁ ପ୍ରାୟଶ୍ଚିତ କରିବାକୁ ପଡିଥିଲା ଏହା ପୁରାଣର ଉକ୍ତି , ଭକ୍ତକବି ଚଣ୍ଡୀଦାସ
.
Jay Gurudev jay Maa Matrushakti
ଜୟ ଜଗନ୍ନାଥ
L0
ବକ୍ତା ମହୋଦୟ ସୁନ୍ଦର ଆଲୋଚନା କଲେ ତାଭିତରେ କିଛି କିଛି ତ୍ରୁଟି ଓ ଅପ୍ରାସଙ୍ଗୀକ ତଥ୍ୟ କରିଗଲେ ଏବଂ ରାମାୟଣ କଥା ବସ୍ତୁ ଭିତରେ ଜଗନ୍ନାଥଙ୍କ ଭଜନ ପୁରାଇବା ଅପ୍ରାସଙ୍ଗୀକ ଏହା ଉପରେ ବିଚାର କରିବାକୁ ନିବେଦନ ତଥା ମନଗଢା କାହାଣୀ ବର୍ଜନ କଟନ୍ତୁ , ଭ କବିଚଣ୍ଡୀଦାସ
ଛାନ୍ଦ ପଦଟି ଗାଇବାରେ ଭୁଲ ଶବ୍ଦ ଗାଇଲେ ଛାନ୍ଦକୁ ଠିକ ଭାବେ ନପଢି ନବୁଝି ଭୁଲ ଭାବେ ଗାଆନ୍ତୁ ନାହିଁ ଏହା ବଡ଼ ଅସୁୟା ବୋଧ ହେଉଛି ,
ଛାନ୍ଦ ଗାଇବାରେ ଭଲଭାବେ ନପଢି ନବୁଝି ଭୁଲ ଗାଆନ୍ତୁ ନାହିଁ ମହାଶୟଙ୍କ କହିବା ଗାଇବା ଭିତରେ ଅନେକ କିଛି ଭୁଲ ପ୍ରସଙ୍ଗ ପରିବେଷଣ କରୁଛନ୍ତି, ଭକ୍ତକବି ଚଣ୍ଡୀଦାସ
Jay Jagannath dsndabata gurji
ଏ କଥା ଭୂଲ ଏ ପ୍ରଶ୍ନ ଭୂଲ ପ୍ରଭୂ ରାମ ଅହଲ୍ୟା ମୁଣ୍ଡ ଉପରେ ପାଦ ରଖି ଥିଲେ ଏ କଥା ସତ ଆପଣ କହୁଛନ୍ତି ପ୍ରଭୂଙ୍କ ଠାରୁ ବ୍ରାହ୍ମଣ ବଡ ଏ କଥା ଭୂଲ
Very Good Prabachan
ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ର ଙ୍କ ବିଷୟ ଅତି ପ୍ରାଞ୍ଜଳ ଭାବରେ ଆଲୋକ ପାତ କରିଛନ୍ତି ଆମର ସୁନାମ ଧନ୍ୟ ମହାରାଜ ହରେ କୃଷ୍ଣ ହରେ ରାମ ଜୟ ଜଗନ୍ନାଥ
Dasharathanka shapatha kahiki nele?
ଭଲ ଭାବରେ ଭଞ୍ଜ କବିତା ଶିଖ ଭୁଲ୍ ଗାଅ ନାହିଁ